www.samajalive.in
Sunday, December 14, 2025
26.1 C
Bhubaneswar

ପାଣି,ଗ୍ରୀନ ଟି,ଚକୋଲେଟ,ପାନମଧୁରୀର କରାମତି

ପାଣି – ନିୟମିତ ୩ ରୁ ୪ ଲିଟର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ଆଳସ୍ୟ ଅନୁଭବ ହୋଇନଥାଏ।
ଗ୍ରୀନ ଟି – ଥକ୍କାପଣ ଓ ଆଳସ୍ୟକୁ ଦୂର କରିବା ପାଇଁ ଗ୍ରୀନ ଟି ବେଶ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
ଦଲିୟା – ଦଲିୟା ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ଚକୋଲେଟ – ମାନସିକ ଶାନ୍ତି ପ୍ରଦାନ କରିବାରେ ଚକୋଳେଟ ବେଶ ସହାୟକ ହୋଇଥାଏ।
ଦହି – ଦହି ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଦିନଯାକ କାର୍ୟ୍ୟ କରିବାକୁ ଏହା ଶକ୍ତି ଯୋଗାଇଥାଏ।
ପାନମଧୁରୀ – ଦିନ ଭିତରେ ଅଳ୍ପ କିଛି ପରିମାଣରେ ପାନମଧୁରୀ ନିଶ୍ଚୟ ଖାଆନ୍ତୁ, ଏହା ଥକ୍କାପଣ ଦୂର କରିଥାଏ।
ବହୁ ସମୟରେ ଅନେକ ଲୋକଙ୍କୁ ଥକ୍କାପଣ, ଆଳସ୍ୟ ଅନୁଭବ ହୋଇଥାଏ। ଏଭଳି ସମସ୍ୟା ସମ୍ମୁଖୀନ ହେଉଥିଲେ ନିଜ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ। ଯାହା ଆପଣଙ୍କ ଥକ୍କାପଣ ଦୂର କରିବା ସହ କାର୍ୟ୍ୟ କରିବାକୁ ଶକ୍ତି ଯୋଗାଇଥାଏ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories