ଜାମ୍ମୁ-କାଶ୍ମୀର ଶୋପିଆଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୪ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀରର ଶୋପିଆଁ ମନିହାଲରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ସୋମବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ…
Read More...

ଶ୍ରୀମନ୍ଦିରରେ ରାଷ୍ଟ୍ରପତି : ମନ୍ଦିର ଗର୍ଭଗୃହରେ କରୁଛନ୍ତି ପୂଜାର୍ଚ୍ଚନା

ପୁରୀ : ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଯାଇଛନ୍ତି। ସକାଳେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚି ସିଂହଦ୍ୱାରରେ ପହଞ୍ଚିବା ପରେ ୯ଟା ୧୮ରେ ଧର୍ମପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ପ୍ରବେଶ…
Read More...

ଜାମ୍ମୁ-କାଶ୍ମୀର ଶୋପିଆଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀରର ଶୋପିଆଁ ମନିହାଲରେ  ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ସୋମବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।…
Read More...

ହୋଲିର ରଙ୍ଗ

ଆସୁଛି ରଙ୍ଗର ଖେଳ ହୋଲି। ପତ୍ୟେକ ବର୍ଷ ଫାଲଗୁନ ମାସରେ ରଙ୍ଗର ପର୍ବ ହୋଲି ଖୁବ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯାଇଥାଏ। ବିଭିନ୍ନ ପ୍ରକାର ରଙ୍ଗରେ ହୋଲି ଖେଳାଯାଏ। ରଙ୍ଗ ସହ ଜୀବନର ମଧ୍ୟ ଗଭୀର ସମ୍ବନ୍ଧ ରହିଛି।…
Read More...

କଟକରେ କରୋନା ଭୟ ; ଶିକ୍ଷାନୁଷ୍ଠାନରୁ ୧୭ କର୍ମଚାରୀ ପଜିଟିଭ ଚିହ୍ନଟ

କଟକ : କଟକରେ ଭୟ ବଢାଉଛି କରୋନା। ଗତ ୨ ଦିନରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପୁଣି ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ବସନ୍ତ ଋତୁର ସ୍ୱାଗତରେ ଗୁଗଲ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଡୁଡଲ

ନୂଆଦିଲ୍ଲୀ : ଆଜି ଠାରୁ ବସନ୍ତ ଋତୁ ଆରମ୍ଭ ବୋଲି କୁହାଯାଏ। ସର୍ଚ୍ଚ ଇଞ୍ଜିନ ଗୁଗଲ ଏହି ଅବସରରେ ବସନ୍ତ ଋତୁ ଆଗମନରେ ଶୁଭେଚ୍ଛା ଜଣାଇ ଏକ ସୁନ୍ଦର ଡୁଡଲ ପ୍ରସ୍ତୁତ କରିଛି। ଗୁଗଲର ଏହି ଡୁଡଲରେ ପ୍ରକୃତିର ସୁନ୍ଦର ନୀଳ,…
Read More...

ଜଳିଗଲା ଘର ; ୩ ଗୋରୁ ଜୀବନ୍ତ ଦଗ୍ଧ

ବାଲେଶ୍ୱର : ବାଲେଶ୍ୱର ଜିଲା ଆମ୍ବୁଡିହା ଉଥୁଳିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ଉଥୁଳି ଅଞ୍ଚଳରେ ଘର ଜଳିଯାଇ ୩ ଗୋରୁ ଜୀବନ୍ତ ଦଗ୍ଧ ହେବା ସହ ଗୋଟିଲ ପରିବାରର ମା’ଓ ଶିଶୁ ବଡ ଧରଣର ବିପଦରୁ ଅଳ୍ପକେ…
Read More...

ନାଟ୍‍-ପିସିଆର ରକ୍ତ ପରୀକ୍ଷା ୩୫୦୦ଙ୍କ ଜୀବନ ବଞ୍ଚାଇଛି 

ଭୁବନେଶ୍ୱର : ରକ୍ତଦାନ ମହାପୂଣ୍ୟ। ସେଥିପାଇଁ ରାଜ୍ୟ ସରକାରଙ୍କ ସମେତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହିତ ଅନେକ ବେସରକାରୀ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି। ଉଦ୍ଦେଶ୍ୟ ହେଉଛି ରକ୍ତ ଅଭାବରେ ଓଡ଼ିଶାରେ କାହାର ମୃତ୍ୟୁ…
Read More...

ରାଜ୍ୟରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ ; କଟକରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୭୧, ସ୍ଥାନୀୟ ୪୯। ମୋଟ ପଜିଟିଭ ୩,୩୮,୭୧୯କୁ ବୃଦ୍ଧି…
Read More...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ; ୫ ମୃତ, ଅନେକ ଆହତ

ମୁମ୍ବଇ : ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସକାଳ ୮ଟା ୩୦ରେ ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ବିସ୍ଫୋରଣ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ…
Read More...

ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସର ବଗିରେ ଅଗ୍ନିକାଣ୍ଡ

ଗାଜିୟାବାଦ : ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସର ଲଗେଜ ତଥା ଜେନେରେଟର ବଗିରେ ଆଜି ସକାଳ ୬ଟା ୪୧ରେ ଅଗ୍ନିକାଣ୍ଡ ହୋଇଛି। ଖବର ଜଣାପଡିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହେବା ରେଲୱେ ପ୍ରଶାସନ , ଅଧିକାରୀ ତୁରନ୍ତ…
Read More...

ଆଜି ୪୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଳୀ : ଦେଶରେ ପୁଣି ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଆଉ ୪୦,୯୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ ; ନାଲକୋ ମାଇନ୍ସ ଯାଏଁ ୧୪୪ ଧାରା ଜାରି

କୋରାପୁଟ : କୋରାପୁଟ ଜିଲା ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ ହୋଇଥିବା ନେଇ ଶନିବାର ଖବର ମିଳିଛି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାପିଙ୍ଗି ସହ ପ୍ରାୟ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୁଲିସ ଗିରଫ…
Read More...

ବୁଲିବାକୁ ଯାଆନ୍ତୁ କୋଡ଼ଇକନାଲ

ଖରାଦିନରେ ବୁଲିବା ପାଇଁ କିଛି ସ୍ଥାନ ବିଷୟରେ ଆସନ୍ତୁ ଜାଣିବା। ଯେଉଁ ଠାରେ ଆପଣ ଖରାଦିନରେ ମଧ୍ୟ ଗରମ ଅନୁଭବ କରିବେ ନାହିଁ। କୋଡ଼ଇକନାଲ – ଏହା ତାମିଲନାଡ଼ୁରେ ଅବସ୍ଥିତ। ଏଠାରେ ଆପଣ ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷଲତା…
Read More...

ଖାଦ୍ୟ ଖାଇବା ପରେ ଥାଳିରେ ହାତ ଧୋଉଛନ୍ତି କି ?

ଅଧିକାଂଶ ସମୟରେ ଲୋକେ ଖାଦ୍ୟ ଖାଇବା ପରେ ସେହି ଥାଳିରେ ହାତ ଧୋଇ ଥାଆନ୍ତି। ମାତ୍ର ଏପରି କରିବା ଆଦୌ ଉଚିତ ନୁହେଁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଖାଦ୍ୟ ଖାଇବା ଥାଳିରେ ହାତ ଧୋଇବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି…
Read More...

ପାନ ଲସୀ

ପାନପତ୍ର -୨ ଟି ପେସ୍ତା ବାଦାମ - ଅଧ କପ ସବୁଜ ଗୁଜୁରାତି – ୪ ରୁ ୫ଟି ପାନମଧୁରୀ – ୨ ଚାମଚ ଖିର – ୨କପ ଚିନି – ୨ ଚାମଚରୁ କମ ପ୍ରଥମେ - ପ୍ରଥମେ ପାନପତ୍ର, ପେସ୍ତା ବାଦାମ, ସବୁଜ ଗୁଜୁରାତି, ପାନମଧୁରୀ,…
Read More...

ସ୍ମରଣ ଶକ୍ତି ବୃଦ୍ଧି ଠାରୁ କେଶ ଝଡିବା ରୋକିଥାଏ କଳାଅଙ୍ଗୁର

କଳାରଙ୍ଗର ଅଙ୍ଗୁର ସ୍ୱାଦରେ ମିଠା ଓ ଖଟାମିଠା ଉଭୟ ଲାଗିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ ନୁହେଁ। ଏଥିରେ ଥିବା ପୋଷକ ତତ୍ତ୍ୱ,ମ୍ୟାଗ୍ନେସିୟମ, ସାଇଟ୍ରିକ ଏସିଡ ଆଦି ବିଭିନ୍ନ ରୋଗରୁ ରକ୍ଷା କରିବାରେ…
Read More...

୨ ବାଇକ ମୁହାମୁହିଁ ଧକ୍କା ; ୩ ମୃତ

ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୨ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ…
Read More...

ରାଜଧାନୀର ଟଙ୍କପାଣି ରୋଡରେ ଅଘଟଣ ; ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ଭୁବନେଶ୍ୱର : ରାଜଧାନୀର ଟଙ୍କପାଣି ରୋଡରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି। କାମ ବେଳେ ଶ୍ୱାସ ରୁଦ୍ଧ ହୋଇଯିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି…
Read More...

ଗହଣା ବ୍ୟବସାୟୀ ନିଖୋଜ

ବାଲେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ବେଲଦା ଛକର ଜଣେ ଗହଣା ବ୍ୟବସାୟୀ ନିଖୋଜ ଥିବା ନେଇ ଶୁକ୍ରବାର ଖବର ମିଳିଛି। ବ୍ୟବସାୟୀ ଜଣଙ୍କ ଗତକାଲି ଠାରୁ ନିଖୋଜ ଅଛନ୍ତି ବୋଲି ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।…
Read More...

ରାଜ୍ୟରେ ୧୦୦ ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଆଉ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।ସଙ୍ଗରୋଧରୁ ୬୪, ସ୍ଥାନୀୟ ୪୬। ମୋଟ ପଜିଟିଭ…
Read More...

ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର : ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ଏଭଳି ଘଟଣା ବାଲେଶ୍ୱର ଜିଲା ଅନ୍ତର୍ଗତ ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଘଟିଛି। ଗୋଟିଏ କାରରେ ୪ ଜଣ ଆସି ପିଲା…
Read More...

ଦେଶରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୩୯,୭୨୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ…
Read More...

ଛତୁ ଚାଟ ମସଲା

ଆବଶ୍ୟକ ସାମଗ୍ରୀ ଛତୁ – ୨୦୦ ଗ୍ରାମ ଲାଲ ସିମଲା ଲଙ୍କା – ୨୦୦ ଗ୍ରାମ ମହୁ – ୧ ଚାମଚ ତେଲ – ଆବଶ୍ୟକ ପରିମାଣରେ ରସୁଣ – ଅଳ୍ପ ଗୋଲମରିଚ ଗୁଣ୍ଡ – ଅଳ୍ପ ଚାଟ ମସଲା – ଅଳ୍ପ ଧନିଆ ପତ୍ର – ଅଳ୍ପ ଲୁଣ –…
Read More...

ସମ୍ପର୍କରେ ମଧୁରତା ପାଇଁ କିଛି ସରଳ ଉପାୟ

ନବଦମ୍ପତି ନିଜସମ୍ପର୍କ ଓ ବୈହିକ ଜୀବନରେ ସର୍ବଦା ମଧୁରତା ଭରିବାକୁ ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ। ଯାହାକୁ ପାଳନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। - ନବଦମ୍ପତି…
Read More...

ଗୁଜୁରାତି ଚା’ର ଉପକାରିତା

ଚା’ର ସ୍ୱାଦ ଦ୍ୱିଗୁଣିତ କରିବା ପାଇଁ ଗୁଜୁରାତି ଓ ଅଦାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ୨ଟି ଜିନିଷର ବ୍ୟବହାର ଦ୍ୱାରା ଚା’ ଅଧିକ ସ୍ୱାଦିଷ୍ଟ ହୋଇଥାଏ। ଥଣ୍ଡା ହୋଇଥିବା ସମୟରେ ଅଦା ଚା’ ସ୍ୱାସ୍ଥ୍ୟ ପାଇଁ…
Read More...

ଠୁଙ୍ଗିଆଡେରା ଅଞ୍ଚଳରୁ ଆହତ ହରିଣ ଉଦ୍ଧାର

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳ ତଥା ବନ ବିଭାଗର ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ଠୁଙ୍ଗିଆଡେରାଠାରେ ଏକ ଆହତ ହରିଣକୁ ଦୁଇ ନାବାଳକ ଭାଇ କୋଶଳ (୧୪) ଓ ହରିଶ (୧୧)  ଗୁରୁବାର ସକାଳେ ଉଦ୍ଧାର…
Read More...

ରାଜ୍ୟରୁ ଆଉ ୮୪ ନୂଆ କରୋନା ପଜିଟିଭ ଚିହ୍ନଟ ; କଟକରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରୁ ୨୪ ଘଣ୍ଟାରେ ୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୯, ସ୍ଥାନୀୟ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ୩,୩୮,୪୮୯କୁ ବୃଦ୍ଧି ପାଇଛି। ୩,୩୫,୮୫୭ ସୁସ୍ଥ ହୋଇ ଘରକୁ…
Read More...

ୟମୁନା ଏକ୍ସପ୍ରେସୱେରେ ଓଲଟିଲା ଯାତ୍ରୀବାହୀ ବସ ; ୨୧ ଆହତ

ଆଗ୍ରା : ଆଗ୍ରାର ଖନ୍ଦୋଲୀ ଅନ୍ତର୍ଗତ ୟମୁନା ଏକ୍ସପ୍ରେସୱେରେ ପୁଣି ଥରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ  ଗୁରୁବାର ଖବର ମିଳିଛି। ନୋଏଡାରୁ ଆଗ୍ରା ଆସୁଥିବା ଘରୋଇ ବସଟି ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇ…
Read More...

ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : ଘର ଭିତରୁ  ମହିଳାଙ୍କ ଅର୍ଦ୍ଧଦଗ୍ଧ  ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନା ବଢେଇପଡା ଗାଁରେ ଘଟିଛି ବୋଲି ଗୁରୁବାର ଖବର ମିଳିଛି।…
Read More...

୧୨ଟା ଯାଏଁ ଗୃହ ମୁଲତବି 

ଭୁବନେଶ୍ୱର : ବିଧାନସଭା ଅଧିବେଶନର ଆଜି ପଞ୍ଚମ ଦିନରେ ଅନ୍ୟ ୪ ଦିନ ଭଳି ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଛି। ଗୃହର ମଧ୍ୟ ଭାଗରେ ଶାସକ-ବିରୋଧୀ ମୁହାମୁହିଁ…
Read More...

ଦେଶରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ, ୨୮୯୦୩ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ଆଉ ୨୮,୯୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି ପାଇଛି।…
Read More...

ରାଜଧାନୀରେ ଟ୍ରାନ୍ସଫର୍ମର ଫାଟି ; ୪ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର ଆହତ ହୋଇଛନ୍ତି। ଉକ୍ତ…
Read More...

ଘରୋଇକରଣ ହେବନାହିଁ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ନେଇ ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଆନ ଏୟାରଲାଇନ୍ସ ପର୍ଯ୍ୟନ୍ତ ଅନେକ ସଂସ୍ଥାକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଦେଶରେ…
Read More...

ଏପ୍ରିଲ ୧ରୁ ଲାଗୁହେବ ୫ଟି ନୂଆ ଆୟକର ନିୟମ

ନୂଆଦିଲ୍ଲୀ: ଆଗାମୀ ଏପ୍ରିଲ ପହିଲାରୁ ଦେଶରେ ୫ଟି ନୂଆ ଆୟକର ନିୟମ ଲାଗୁହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଉପସ୍ଥାପିତ ବଜେଟ୍‍ରେ ଏହି ନିୟମଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ…
Read More...

୫୦ ନିୟୁତ ଅଣୁ, କ୍ଷ୍ରୁଦ୍ର ଓ ମଧ୍ୟମ ବ୍ୟବସାୟକୁ ଡିଜିଟାଲ୍ ରୂପାନ୍ତରିତ କରାଯିବ

ମୁମ୍ବଇ: ଜିଓ ବିଜନେସ୍ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଲାଗି ଏକ ସମନ୍ୱିତ ସେବା ପ୍ରଦାନ ଆରମ୍ଭ କରାଯାଇଛି। ଏହା ମୂଳତଃ ତିନିଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ, ଯାହମଧ୍ୟରେ ରହିଛିି, ଏଂଟରପ୍ରାଇଜ୍-ମାନର…
Read More...

ଭାରତରେ ଅଛନ୍ତି ବିଶ୍ୱର ସର୍ବାଧିକ ସଂଖ୍ୟକ ଗ୍ଲାଉକୋମା ରୋଗୀ

ଭୁବନେଶ୍ୱର: ଭାରତରେ ୧୨ ନିୟୁତ ଲୋକ କଳାମୋତିଆ (ଗ୍ଲାଉକୋମା)ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ଏବଂ ୯୦% କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଏହି ରୋଗରେ ଆଖିରେ ଏକାଧିକ ବ୍ୟତିକ୍ରମ…
Read More...

ଗୃହିଣୀରୁ ସଫଳ ଛତୁ ଚାଷୀ

ଭୁବନେଶ୍ୱର: ସମୟ ଥିଲା, ନିଜର ସର୍ବନିମ୍ନ ଆବଶ୍ୟକତା ପାଇଁ ସ୍ୱାମୀଙ୍କ ପାଖରେ ହାତ ପତେଇବାକୁ ପଡୁଥିଲା। ଗାଁ ପାଖ ହାଟରୁ ଚୁଡି ଦୁଇପଟ କି କଜଳ କିଣିବାକୁ ବି ଟଙ୍କା ମିଳୁନଥିଲା। ଏବେ ସେ ସ୍ୱାବଲମ୍ବୀ। ଆଉ କାହାପାଖରେ…
Read More...

ଜାଣନ୍ତୁ ଏହି ପରିବାର ଚାହିଦା ; ମୂଲ୍ୟ ହଜାର ଟଙ୍କାରୁ ଅଧିକ

ପନିପରିବାର ସେବନ ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। କିଛି ପରିବାର ମୂଲ୍ୟ ଅଧିକ ରୁ ଅଧିକ ୧୦୦ ରୁ ୨୦୦ ମଧ୍ୟରେ ରହିଥାଏ। ମାତ୍ର ଏଭଳି କିଛି ପରିବା ରହିଛି ଯାହାର ମୂଲ୍ୟ ଏକ ହଜାରରୁ ଅଧିକ, ଏହାସହ ଖୁବ କମ ସମୟ…
Read More...

କରଜରୁ ମୁକ୍ତି ପାଇବା ପାଇଁ ପ୍ରଭୁ ହନୁମାନଙ୍କ ନିକଟରେ ଲଡୁ ଭୋଗ କରନ୍ତୁ

ପ୍ରଭୁ ହନୁମାନ, ଗଣେଶଙ୍କ ନିକଟରେ ବୁନ୍ଦି ଲଡ଼ୁକୁ ବିଶେଷ ଭାବେ ଭୋଗ କରାଯାଇଥାଏ। ଏହା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି ବୋଲି ମାନ୍ୟତା ରହିଛି। ବୁନ୍ଦି ଲଡ଼ୁ ପୂଜାପାଠରେ ଭୋଗ କରିବା ପାଇଁ ବ୍ୟବହାର କରିବା ସହ ଏହା…
Read More...

ଛତୁଆ ଖାଇବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ

ଛତୁଆରେ ଭରପୁର ମାତ୍ରରେ ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ସୋଡ଼ିୟମ ଆଦି ରହିଛି। ଏହାର ଉପକାରିତା ଗୁଣ ବିଷୟରେ ଜାଣନ୍ତୁ...... ଛତୁଆ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଫଳରେ କାର୍ୟ୍ୟ…
Read More...

ରାଜ୍ୟସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଚମକିଲେ ଗୁଣୁପୁରର ପ୍ରତିଭା

ଗୁଣୁପୁର : ରାଜ୍ୟସ୍ତରୀୟ ବଡିବିଲ୍ଡିଂ ଚମ୍ପିଆନସିପ୍ ପ୍ରତିଯୋଗିତାରେ ଚମକିଲେ ଗୁଣୁପୁରର ଆଦିବାସୀ କ୍ରିଡା ପ୍ରତିଭା । ରାୟଗଡା ଜିଲ୍ଲା ଗୁଣୁପୁରର କ୍ରୀଡା ପ୍ରତିଭା ଉତମ ପ୍ରଦର୍ଶନ କରି ଛଅଟି ଗ୍ରୁପ୍ ମଧ୍ୟରୁ ତୃତୀୟ…
Read More...

ଚା’ ଦୋକାନରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ; ୨ ଗିରଫ

କଟକ : କଟକ ଜିଲା ଜଗତପୁରରେ ଏକ ଚା’ ଦୋକାନରୁ ମଙ୍ଗଳବାର ବ୍ରାଉନସୁଗାର ଜବତ ହୋଇଥିବା ନେଇ ଖବର ମିଳିଛି। ଜଗତପୁରରେ ଥିବା ଚା’ ଦୋକାନରୁ ପ୍ରାୟ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ…
Read More...

ରାଜ୍ୟରୁ ଆଉ ୬୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭ , ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୮,୩୨୩କୁ ବୃଦ୍ଧି…
Read More...

ସାହି ମଝିରେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

ପୁରୀ : ସାହି ମଝିରେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଏଭଳି ଅଭାବନୀୟ ଘଟଣା ପୁରୀ ଜିଲା ଅନ୍ତର୍ଗତ ବାସେଳୀ ସାହି ଥାନା ମିଶ୍ରସାହିରେ ଘଟିଛି। ଦୁର୍ବୃତ୍ତମାନେ…
Read More...

ଗୃହ ମୁଲତବି

ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ବିଧାନସଭା ଅଧିବେଶନରେ ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ବିଧାନସଭାରେ ଶାସକ-ବିରୋଧୀ ମୁହାମୁହିଁ ସହ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଏହି କାରଣରୁ ଆଜି…
Read More...

ଦେଶରେ ନୂଆ ଆକ୍ରାନ୍ତ ; ୨୪,୪୯୨, ମୃତ ୧୩୧

ନୂଆଦିଲ୍ଲୀ : ଦେଶରେ ଆଜି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି। ଦିନକରେ ୨୪,୪୯୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୧୪,୦୯,୮୩୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ…
Read More...

ରାସ୍ତାକଡରେ ୨ ନବଜାତଙ୍କ ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲା ଅନ୍ତର୍ଗତ ବଅଁରପାଳ ମହୀଧରପୁର ଉପରସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଖବର ମିଳିଛି। ଉପରସାହି ରାସ୍ତାକଡରେ ୨ ନବଜାତଙ୍କ ମୃତଦେହ ଠାବ କରାଯାଇଛି। ରାସ୍ତାକଡରେ ୨ ମୃତଦେହ…
Read More...

ଗୋଲାପର ଏଭଳି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ଗୋଲାପରେ ଭିଟାମିନ୍‍ ସି ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି । ଗୋଲାପର ପାଖୁଡ଼ାକୁ ପ୍ରଥମେ ପେଷି ଦିଅନ୍ତୁ ଓ ପରେ ଏହି ମିଶ୍ରଣକୁ ଖାଆନ୍ତୁ ,ଏହାକୁ ଖାଇବା ଦ୍ୱାରା ମୋଟା ପଣ ବହୁ ମାତ୍ରରେ କମିଥାଏ। ଏତଦ୍‍ ବ୍ୟତୀତ ଏହା…
Read More...

କଞ୍ଚାଲଙ୍କା ପକୋଡା

ଆବଶ୍ୟକ ସାମଗ୍ରୀ ବେସନ - ୩କପ କଞ୍ଚା ଲଙ୍କା – ବଡ ଆକାରର ୭ ରୁ ୮ଟି ତେଲ - ଆବଶ୍ୟକ ପରିମାଣରେ ପାଣି - ଅଳ୍ପ ଜୁଆଣି - ଅଳ୍ପ ଲଙ୍କାଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଅଳ୍ପ ହେଙ୍ଗୁ -…
Read More...

ଉତ୍ତରମେରୁ ଉପରେ ‘ସ୍ପେଶ୍‍ ହରିକେନ୍‍’

ବେଙ୍ଗାଲୁରୁ: ଉତ୍ତରମେରୁ ଉପରଭାଗରେ ବୈଜ୍ଞାନିକମାନେ ଏକ ‘ସ୍ପେଶ୍‍ ହରିକେନ୍‍’ ଠାବ କରିଛନ୍ତି। ଏହା ପ୍ରାୟ ୧ହଜାର କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହୋଇଥିବାବେଳେ ପ୍ରାୟ ୮ଘଣ୍ଟା ଧରି ଏହା ଘୁରି ବୁଲିଥିଲା।…
Read More...

ସହାୟକ ହେଉଛି ମାସ୍କ ଓ ହାତଧୋଇବା ; କମିଛି ଋତୁକାଳୀନ ଫ୍ଲୁ ଓ ସର୍ଦ୍ଦି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ବ୍ୟାପିବା ପରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପରିଧାନ କରିବା ଏବଂ ବାରମ୍ବାର ହାତ ଧୋଇବାକୁ ସରକାରୀ ସ୍ତରରେ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ତାହା ଅଧିକାଂଶର ଅଭ୍ୟାସରେ ପରିଣତ…
Read More...

ଅମିତାଭ ବଚ୍ଚନ ହସପିଟାଲରେ

ମୁମ୍ବଇ: ବିଗ୍‍ ‘ବି’ ଅମିତାଭ ବଚ୍ଚନ ପୁନର୍ବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କର ସେଭଳି କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇନାହିଁ। ତାଙ୍କ ଚକ୍ଷୁରେ ଦ୍ୱିତୀୟ ଥର ପାଇଁ ଅସ୍ତ୍ରୋପଚାର…
Read More...

୧୩ ଜିଲା ଓ ଷ୍ଟେଟ ପୁଲରୁ ୬୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୯, ସ୍ଥାନୀୟ ୨୭। ମୋଟ ପଜିଟିଭ ୩,୩୮,୨୫୮କୁ ବୃଦ୍ଧି ପାଇଛି। ୩,୩୫,୬୬୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୭ ସକ୍ରିୟ…
Read More...

ନିୟମିତ ତୁଳସୀଙ୍କୁ ପୂଜାର୍ଚ୍ଚନା କରନ୍ତୁ ; ମିଳିଥାଏ ଶୁଭଫଳ

ହିନ୍ଦୁଧର୍ମରେ ତୁଳସୀ ବୃକ୍ଷ ଖୁବ ପୂଜନୀୟ ଓ ଆସ୍ଥାର ପ୍ରତୀକ ବୋଲି ମାନ୍ୟତା ରହିଛି। ଏହି କାରଣରୁ ସଭିଁଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ପ୍ରତିଦିନ ପୂଜା ପାଉଥିବାର ଦେଖାଯାଏ। ଭଗବାନ ବିଷ୍ଣୁଙ୍କ ଭୋଗରେ ତୁଳସୀପତ୍ର…
Read More...

ଟିପରକୁ ଧକ୍କା ଦେଲା ବସ ; ଜଣେ ମୃତ ; ୮ ଗୁରୁତର

ନବରଙ୍ଗପୁର : ଆନ୍ଧ୍ରପ୍ରଦେଶ ସୋମପେଟା ନିକଟରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଟିପରକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି।…
Read More...

ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ସୋମବାର ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି ଶାସକ ଓ ବିରୋଧୀ ସଦସ୍ୟଙ୍କ…
Read More...

ଗାଁ ରେ ବୁଲୁଛି ବାଟବଣା ଭାଲୁ

ନୀଳଗିରି: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ରୁ ଜନବସତି କୁ ପ୍ରବେଶ କରିଥିବା  ଏକ ଭାଲୁ ବାଟବଣା ହୋଇ ଗାଁରେ ଏପଟ ସେପଟ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରିର ସ୍ବର୍ଣ୍ଣଚୂଡ଼ ପାହାଡ଼ ରୁ…
Read More...

ଦେଶରେ ପୁଣି ବୃଦ୍ଧି କରୋନା ସଂକ୍ରମଣ ; ଆଉ ପଜିଟିଭ ୨୬,୨୯୧

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିବା ସହ ଆଉ ୨୬,୨୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

୫ବର୍ଷ ହେଲା ଅଟକି ରହିଛି ବିମାନ

ନୂଆଦିଲ୍ଲୀ: ୨୦୧୫ ଅଗଷ୍ଟ ୭ ତାରିଖ ରାତି ପ୍ରାୟ ୭ଟା। ତତ୍କାଳୀନ ବାଂଲାଦେଶୀ ଏୟାରଲାଇନ୍‍ ୟୁନାଇଟେଡ ଏୟାରୱେଜ୍‍ର ଏକ ବିମାନ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା। ବିମାନଟି ଢାକାରୁ…
Read More...

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଆଇସକ୍ରିମ

ଖିର  – ୩କପ କ୍ରିମ – ୨କପ ଗେଲେଟିନ ପାଉଡ଼ର – ଆବଶ୍ୟକ ପରିମାଣରେ ଚିନି – ୧କପ ଭ୍ୟାନିଲାଇସେସ – ୧ ଚାମଚ କାଚର ପାତ୍ର – ୧ଟି ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ କାଚ ପାତ୍ରରେ କ୍ଷୀର ଓ ଗେଲେଟିନ ପାଉଡ଼ରକୁ ଭଲ…
Read More...

ଶତାବ୍ଦୀ ଏକ୍ସପ୍ରେସ ବଗିରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଡେରାଡୁନ : ନୂଆଦିଲ୍ଲୀରୁ ଡେରାଡୁନ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସର ବଗିରେ ଶନିବାର ମଧ୍ୟାନ୍ନ୧୨ଟା୨୦ରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏକ ବଡ ଧରଣର ବିପଦରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ…
Read More...

ପଞ୍ଚାମୃତ ସେବନର ବୈଜ୍ଞାନିକ ଲାଭ

ଶାସ୍ତ୍ର ମାନ୍ୟତା ଅନୁଯାୟୀ, ପଞ୍ଚାମୃତକୁ ଶ୍ରଦ୍ଧାପୂର୍ବକ ପାନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାରର ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ଭଗବାନଙ୍କୁ ସମର୍ପଣ ହୋଇଥିବା ପଞ୍ଚାମୃତ ପାନ କରିବା ଦ୍ୱାରା ଖୁବ…
Read More...

୧୨ ଜିଲା ଓ ଷ୍ଟେଟ ପୁଲରୁ ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୭। ମୋଟ ପଜିଟିଭ ୩,୩୮,୧୨୧କୁ ବୃଦ୍ଧି ପାଇଛି। ୩,୩୫,୪୯୯…
Read More...

ଜୋଧପୁରରେ ପର୍ଯ୍ୟଟକ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା , ୨ ମହିଳା ସମେତ ୫ ମୃତ

ଜୋଧପୁର : ରାଜସ୍ଥାନର ଜୋଧପୁର ଜିଲାର ୧୧ ନମ୍ବର ଜାତୀୟ ରାଜପଥ ବାପ ଥାନା ଅନ୍ତର୍ଗତ ଗାଡନା ଗାଁ ନିକଟରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…
Read More...

ଦେଶରେ ଆଜି ୨୪,୮୮୨ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି। ଦିନକରେ ଆଉ ୨୪,୮୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୩୩,୭୨୮କୁ ବୃଦ୍ଧି ପାଇଛି।…
Read More...

୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବାନା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ, ପୁରୀ ଏବଂ ଗଞ୍ଜାମରେ ଜିଲାର…
Read More...

ସର୍ବଦା ସୁରେଇରେ ଥିବା ପାଣି ପିଅନ୍ତୁ

ଜାଣନ୍ତୁ,ବିଶେଶଜ୍ଞଙ୍କ ମତରେ ଦିନ ମଧ୍ୟରେ କେତେ ପରିମାଣରେ ଓ କିପରି ପାଣି ପିଇବା ଆବଶ୍ୟକ। ଦିନ ମଧ୍ୟରେ ୮ ରୁ ୧୦ ଗ୍ଲାସ ଅର୍ଥାତ ପ୍ରାୟ ୨ ଲିଟର ପାଣି ପିଇବା ଆବଶ୍ୟକ। ସିଧାସଳଖ ଫ୍ରିଜରୁ ଥଣ୍ଡା ପାଣି କାଢି ପିଇବା…
Read More...

ଜାଣନ୍ତୁ କ’ଣ ରହିଛି ଏହି ସ୍ଥାନର ସ୍ୱତନ୍ତ୍ରତା

ଲୋକେ ବିଭିନ୍ନ ପ୍ରକାର ସଂଗ୍ରାଳୟକୁ ଭ୍ରମଣ ପାଇଁ ଯାଇଥିବେ। ଏହାସହ ବିଭିନ୍ନ ପ୍ରକାର ସଂଗ୍ରାଳୟ ବିଷୟରେ ଜାଣିଥିବେ ଅଥବା ଶୁଣିଥିବେ। ମାତ୍ର ଆପଣ ଚକୋଲେଟ ସଂଗ୍ରାହଳୟ (ମ୍ୟୁଜିୟମ) ବିଷୟରେ ଜାଣିଛନ୍ତି କି ? ବିଶେଷ…
Read More...

ଛଣା ପନିର ରୋଲ

ଆବଶ୍ୟକ ସାମଗ୍ରୀ ମଇଦା – ୨କପ ଘିଅ – ୧କପ ରୁ କମ କୋରା ପନିର – ୧କପ ଲଙ୍କା ଗୁଣ୍ଡ – ଅଳ୍ପ ଅଦା ରସୁଣ ବଟା – ୨ଚାମଚ ଗରମ ମସଲା – ୧ଚାମଚ ଲୁଣ – ଆବଶ୍ୟକ ସାମଗ୍ରୀ ତେଲ – ଆବଶ୍ୟକ ପରିମାଣରେ ପ୍ରସ୍ତୁତି…
Read More...

ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୬୭୭; ନୂଆ କରୋନା ପଜିଟିଭ ୬୪

ଭୁବନେଶ୍ୱର : ରାଜ୍ୟରୁ ଆଜି ଆଉ ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭, ସ୍ଥାନୀୟ ୨୭। ମୋଟ ପଜିଟିଭ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଛି। ୩,୩୫,୪୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୭ ସକ୍ରିୟ…
Read More...

ଖରାଦିନରେ କମଳା, ଲେମ୍ବୁ, ଅଁଳା, ଅଙ୍ଗୁର, ଟମାଟୋ ଆଦି ଖାଇଲେ ମୁହଁ ଖୁବ ଉଜ୍ଜ୍ୱଳ ଓ ସତେଜ ରହେ

ଖରାଦିନ ଆରମ୍ଭ ହୋଇସାରିଲାଣି। ଏହି ସମୟରେ ନିଜ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଖରାର ପ୍ରଭାବରୁ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ସମୟରେ ତ୍ୱଚାର ଅଧିକ ଯତ୍ନ ନେବା ନିତ୍ୟାନ୍ତ…
Read More...

ଉତ୍ତମ ସ୍ୱାସ୍ଥ୍ୟ ସହ ଜଡିତ ଜଣାଅଜଣା କଥା

ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। କାରଣ ସେହି ସମସ୍ତ ଖାଦ୍ୟ ଆମ ଶରୀରକୁ ଉପଯୁକ୍ତ ପୋଷକ ଯୋଗାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ କରାଇବାକୁ ସହାୟକ ହୋଇଥାଆନ୍ତି। ଜାଣନ୍ତୁ ଏ ବିଷୟରେ…
Read More...

ଗାଜିଆବାଦର ଏକ କାରଖାନାରେ ଅଗ୍ନିକାଣ୍ଡ ; ୧୪ କର୍ମଚାରୀ ଆହତ

ଗାଜିଆବାଦ : ଉତ୍ତରପ୍ରଦେଶର ସାହିବାବାଦ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଡାକ୍ତରୀ ସରଞ୍ଜାମ ଉତ୍ପାଦାନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୪ କର୍ମଚାରୀ ଆହତ ହୋଇଛନ୍ତି। ସଭିଁଙ୍କୁ…
Read More...

ପିଲଗ୍ରାମ ରୋଡରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ : କଟକ ତାଳଦଣ୍ଡା କେନାଲ ରୋଡ ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଶୁକ୍ରବାର ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। କଲେଛକ ପିଲଗ୍ରାମ ରୋଡରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ଜିଲା ପ୍ରଶାସନ। ରାସ୍ତା କଡ଼ରେ ଥିବା…
Read More...

ଦେଶରେ ନୂଆ କରୋନା ପଜିଟିଭ ୨୩,୨୮୫

ନୂଆଦିଲ୍ଲୀ : ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ଟପିଛି। ଦିନକରେ ଆଉ ୨୩,୨୮୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୩,୦୮,୮୪୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ…
Read More...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ନେଇ ଅଭିଯୋଗ

ବାଙ୍କୀ : କଟକ ଜିଲା ଅନ୍ତର୍ଗତ ବାଙ୍କୀ ଅଞ୍ଚଳରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏନେଇ ବାଙ୍କୀ ଥାନାରେ  ପରିବାରଲୋକେ ଏତଲା ଦେଇଛନ୍ତି। ଉକ୍ତ…
Read More...

ଖାଦ୍ୟ ଖାଇବା ପରେ ମିଶ୍ରି ଖାଇଲେ ଅଧିକ ଶକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିଥାଏ

ଥଣ୍ଡା ହେବା ମାତ୍ରେ ସଭିଁଙ୍କର କାଶ ହୋଇଥାଏ। ଫଳରେ ପେଟରେ ଓ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ମିଶ୍ରିରେ ଅଳ୍ପ ଗୋଲମରିଚ ମିଶାଇ ଖାଇଲେ ଥଣ୍ଡାକାଶ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ। ମିଶ୍ରି ପାଣି ସପ୍ତାହକୁ ୨ କିମ୍ବା…
Read More...

ପୁଣି ଫେରିଲା ଲକଡ଼ାଉନ ; ସପ୍ତାହେ ଲାଗୁ ହେବ ନିୟମ, କେବଳ ଜରୁରୀ ସେବାକୁ ଅନୁମତି

ନାଗପୁର : ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବାରୁ ପରିସ୍ଥିତି ଜଟିଳ ହେଉଥିବା  ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ନାଗପୁରରେ ଏକ ସପ୍ତାହ ପାଇଁ ଲକଡ଼ାଉନ ନିୟମ ଲାଗୁ…
Read More...

ମହାଶିବରାତ୍ରୀ ବିଶେଷ : ପୃଥିବୀର ପ୍ରଥମ ଜ୍ୟୋତିର୍ଲିିଙ୍ଗ ଭାବେ ଜଣା ସୋମନାଥ ଜ୍ୟୋତିର୍ଲିଙ୍ଗ

ବିଶ୍ୱାସ ରହିଛି  ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ କଲେ  ଅନେକ ପାପ କ୍ଷୟ ହୋଇଥାଏ । ପ୍ରାତଃ ସମୟରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ନାମ ସ୍ମରଣ କଲେ ଦିନ ସୁରୁଖୁରରେ ଯାଇଥାଏ । ଭାରତରେ ୧୨ଟି  ଜ୍ୟୋତିର୍ଲିଙ୍ଗ ରହିଛି…
Read More...

୧୪ ଜିଲା ଓ ଷ୍ଟେଟ ପୁଲରୁ ୬୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୦ରେ ସୀମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮, ସ୍ଥାନୀୟ ୨୫। ମୋଟ ପଜିଟିଭ ସଂଖ୍ୟା ୩,୩୭,୯୯୨କୁ ବୃଦ୍ଧି…
Read More...

ଜଙ୍ଗଲରେ ନିଆଁ ଲଗାଇ ଶିକାରୀ ଗିରଫ

ମୟୁରଭଞ୍ଜ : ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ନେଇ ଗୁରୁବାର ଖବର ମିଳିଛି। ଏଭଳି ଘଟଣା ମୟୁରଭଞ୍ଜ ଜିଲା ଅନ୍ତର୍ଗତ ପୋଡାଡିହା ରେଞ୍ଜ ଅଞ୍ଚଳରେ ଘଟିଛି। ବନବିଭାଗ ଉକ୍ତ…
Read More...

ବେଲ ପତ୍ରରେ ଓଁ ନମଃ ଶିବାୟ ମନ୍ତ୍ର ଲେଖି ପ୍ରଭୁଙ୍କୁ ଅର୍ପଣ କରନ୍ତୁ

ଭଗବାନ ଶିବଶଙ୍କର କୃପା ଶୀଘ୍ର ପାଇବାକୁ ଚାହୁଁଥିଲେ ତାଙ୍କ ଲିଙ୍ଗ ସ୍ୱରୂପକୁ ସଠିକ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରନ୍ତୁ। ଏହି ଉପାୟରେ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ୧- ଆୟୁ…
Read More...

ଦେଶରେ ଦିନକରେ ଆଉ ୨୨,୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୨୨,୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୮୫,୫୬୧କୁ ବୃଦ୍ଧି ପାଇଛି। ୨୪…
Read More...

ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ; କୋଭିଡ କଟକଣା ମଧ୍ୟରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରୀ। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ମହାଦେବଙ୍କ ଆରାଧନା କରାଯାଉଛି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ…
Read More...

କୋଭିଡ କଟକଣାରେ ପାଳନ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର : କୋଭିଡ କଟକଣାରେ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଳନ ହେବ ବୋଲି ବୁଧବାର ପରିଚାଳନା କମିଟି ସଦସ୍ୟଙ୍କ ସହ ବିଇଏମସି କମିଶନରଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ୨୧ ଦିନ ବଦଳରେ ଠାକୁରାଣୀଙ୍କ…
Read More...

ଶିମିଳିପାଳ ନିଆଁକୁ ମୟୂରଭଞ୍ଜ ବନ୍ଦ – ୭ ଘଣ୍ଟିଆ ବନ୍ଦ ସଫଳ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ତୁରନ୍ତ ଆୟତ୍ତ କରିବା ଓ କାର୍ୟ୍ୟରେ ଅବହେଳା କରିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପ-ନିର୍ଦ୍ଦେଶକ ଯଜ୍ଞଦତ ପତିଙ୍କ ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଚାକିରୀରୁ ବହିଷ୍କାର…
Read More...

ଏପ୍ରିଲରୁ ହେବନି ରବିବାର କ୍ଲାସ – ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଏପ୍ରିଲରୁ ରାଜ୍ୟର ସ୍କୁଲ ଗୁଡିକରେ ରିଭିଜନ କ୍ଲାସ୍‍ ଚାଲିବ ତେଣୁ ରବିବାର କ୍ଲାସ୍‍ ହେବନି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ…
Read More...

ହିମାଚଳପ୍ରଦେଶରେ ଗଭୀର ଖାଲକୁ ଖସିଲା ଯାତ୍ରୀବାହୀ ବସ: ୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଚମ୍ବା: ହିମାଚଳପ୍ରଦେଶର ଚମ୍ବା ଜିଲାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଚୁରାହ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋନ୍ଦଡି ଟିସା ମାର୍ଗରେ ଥିବା କଲୋନୀ ଡ଼ାଇଭର୍ସନ…
Read More...

ଲୋୟର ଇନ୍ଦ୍ର ପ୍ରକଳ୍ପ ସାରା ରାଜ୍ୟ ପାଇଁ ଗୁରୁତ୍ୱ – ମୁଖ୍ୟମନ୍ତ୍ରୀ

https://youtu.be/9xLloHyIJqo ଆସନ୍ତା ବର୍ଷ ସୁଦ୍ଧା ନୂଆପଡାର ସବୁ ପରିବାରକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ। ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଟିଏ ବୃହତ ଜଳ ଯୋଗାଣ…
Read More...

ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୯୨୯ରେ ପହଞ୍ଚିଛି। ୩,୩୫,୨୫୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୯ ସକ୍ରିୟ ଆକ୍ରାନ୍ତ…
Read More...

ବାଇକକୁ ଧକ୍କା ଦେଲା ଟ୍ରକ ; ଭାଇଭଉଣୀ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଗଣ୍ଡାପାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଭାଇଭଉଣୀ…
Read More...

ମୟୁରଭଞ୍ଜ ୯ ଘଣ୍ଟା ବନ୍ଦ

ମୟୁରଭଞ୍ଜ : ଆଜି ମୟୁରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣାର ପ୍ରତିବାଦରେ ଭଞ୍ଜ ସେନା ପକ୍ଷରୁ ୯ ଘଣ୍ଟିଆ ମୟୁରଭଞ୍ଜ ଜିଲା ବନ୍ଦ ପାଳନ କରାଯାଉଛି। ସକାଳ ୬ ରୁ ଅପରାହ୍ନ…
Read More...

୪ କିଲୋ ଆଳୁ ୨୦ ଟଙ୍କା ; ଚିନ୍ତାରେ ଚାଷୀ

ସୁଆଣ୍ଡୋ : କୋଡିଏ ଟଙ୍କାରେ ଚାରି କିଲୋ ଆଳୁ । ଏହାକୁ ନେଇ ଚିନ୍ତାରେ ଚାଷୀ। । ଏଭଳି ଘଟଣା ପୁରୀଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି। ଶୀତଳ ଭଣ୍ଡାର ଅଚଳ ପାଇଁ ଆଳୁ ସାଇତି ରଖିବାକୁ ସୁବିଧା ନାହିଁ । ଅନ୍ୟ ଉପାୟ…
Read More...

କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର : ବାଲେଶ୍ୱରରୁ ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଦେଢ କେଜିର ବ୍ରାଉନସୁଗାର କ୍ରାଇମବ୍ରାଞ୍ଚ…
Read More...

ଦେଶରେ ପୁଣି ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ଆଉ ୧୭,୯୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୧୨,୬୨,୭୦୭କୁ ବୃଦ୍ଧି ପାଇଛି। ଦିନକରେ…
Read More...

ନିଆଳିରେ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ସ୍ଥାପନ

କଟକ : ମା’ଘର ନିଆଳି ବ୍ଲକ ଶାଖାପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ର ଶୁଭାରମ୍ଭ ହୋଇଛି। । ଏହି ଅବସରରେ ‘ନେତୃତ୍ୱ ରେ ମହିଳା’ ସଂପର୍କରେ ଏକ…
Read More...

ବାସ୍ତୁ ଉପାୟ : ଘରେ ପ୍ରତିଦିନ ଭଗବାନଙ୍କୁ ସତେଜ ଫୁଲ ଓ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ

ସକାଳ ସମୟରେ ବିଛଣା ତ୍ୟାଗ କରିବା ପରେ ପ୍ରଥମେ ଈଶ୍ୱରଙ୍କ ନାମ ସ୍ମରଣ କରିବା ଉଚିତ। ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ। ନିୟମିତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରନ୍ତୁ। ପିତପତ୍ନୀ…
Read More...

ଡ଼ାଳିମ୍ବର ମଞ୍ଜି ସହ କଳା ଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ

ପେଟ ଜନିତ ସମସ୍ୟା କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆମ ଖାଦ୍ୟପେୟରେ ବ୍ୟତିକ୍ରମ ହୋଇଥାଏ, ହାଲିଆ ଲାଗିଥାଏ, ବାନ୍ତି ହେବା ସହ ଜ୍ୱର ମଧ୍ୟ ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…
Read More...