www.samajalive.in
Monday, December 8, 2025
20.1 C
Bhubaneswar

ଅମିତାଭ ବଚ୍ଚନ ହସପିଟାଲରେ

ମୁମ୍ବଇ: ବିଗ୍‍ ‘ବି’ ଅମିତାଭ ବଚ୍ଚନ ପୁନର୍ବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କର ସେଭଳି କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇନାହିଁ। ତାଙ୍କ ଚକ୍ଷୁରେ ଦ୍ୱିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଛି। ପୂର୍ବରୁ ଥରେ ତାଙ୍କର ଗୋଟିଏ ଚକ୍ଷୁରେ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଚକ୍ଷୁରେ ବିଭିନ୍ନ ସମସ୍ୟା ଅନୁଭବ କରିଥିଲେ। ଏବେ ଅନ୍ୟ ଚକ୍ଷୁରେ ସେ ଅସ୍ତ୍ରୋପଚାର କରାଇଛନ୍ତି। ଅମିତାଭ କ୍ରମଶଃ ସୁସ୍ଥ ହେଉଛନ୍ତି ଏବଂ ଖୁବ୍‍ଶୀଘ୍ର ହସପିଟାଲରୁ ଘରକୁ ଫେରିବେ ବୋଲି ଟ୍ୱିଟ୍‍ କରିଛନ୍ତି। ପୂର୍ବାପେକ୍ଷା ଏବେ ସେ ଦୁନିଆକୁ ସ୍ପଷ୍ଟ ଓ ଭଲଭାବରେ ଦେଖିପାରୁଛନ୍ତି। ସେଥିପାଇଁ ସେ ଖୁସିଥିବା ଅମିତାଭ ନିଜ ଟ୍ୱିଟ୍‍ରେ ପ୍ରକାଶ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories