ସନ୍ଦେହଜନକ ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ

ଚିକିଟି  : ଗଞ୍ଜାମ ଜିଲା ଅନ୍ତର୍ଗତ ଚିକିଟି ବ୍ଲକ ନିକଟ ସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅମ୍ବାଝୋଲା ଠାରୁ କାରଖାଳି ଆର.…
Read More...

ଚୋରା ଡିଜେଲ ବୋଝେଇ ବୋଲେରୋ ଜବତ

ଅନୁଗୁଳ : ଅନୁଗୁଳ ଜିଲା କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ପଞ୍ଚାୟତ ଅଧୀନସ୍ଥ ଚିତଲପୁର ସାହି ନିକଟରେ ଏକ ପଡିଆରୁ ଅନୁଗୁଳ ସ୍ୱତନ୍ତ୍ର ଟାସ୍କଫୋର୍ସ ପୁଲିସ ଚଢାଉ କରି ୨ ଚୋରା ଡିଜେଲ ବୋଝେଇ ବୋଲେରୋ ଶୁକ୍ରବାର ଜବତ…
Read More...

ଚିକିଟିରୁ ଦେଶୀ ଓ ବିଦେଶୀ ମଦ ଜବତ

ଗଞ୍ଜାମ : ଗଞ୍ଜାମ ଜିଲା ଚିକିଟି ବ୍ଲକ ଉପକୂଳବର୍ତ୍ତୀ ସୁରଲ ଗ୍ରାମରେ ଆଜି ଭୋର ସମୟରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଖବର ପାଇ ଅବକାରୀ ବିଭାଗ ଚଢାଉ…
Read More...

ରାଜ୍ୟରେ ଆଜି ୯୭ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣାପଡ଼ିଥିବା ଆକ୍ରାନ୍ତ ୧୦୦ରେ ସୀମିତ। ୨୪ ଘଣ୍ଟାରେ ଆଉ ୯୭ ଆକ୍ରାନ୍ତ ଚିହ୍ନଟ। ସଙ୍ଗରୋଧ କେନ୍ଦ୍ରରୁ ୫୮, ସ୍ଥାନୀୟ ୩୯। ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୫,୪୬୬ରେ ପହଞ୍ଚିଛି। ୩,୩୨,୬୧୧…
Read More...

ଶୌଚାଳୟରେ ବାଘ, କୁକୁର ଏକାଠି ; ଆଉ ତା’ପରେ…….

କର୍ଣ୍ଣାଟକ : କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାରେ ଏକ  ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଗ୍ରାମରେ କୁକୁର ଓ ଚିତାବାଘ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଶୌଚାଳୟ ଭିତରେ ବନ୍ଦ ହୋଇ ରହିଥିଲେ। ସାତ ଘଣ୍ଟା…
Read More...

ଅଧିକ ଲୁଣ ଖାଉଥିବା ଲୋକଙ୍କର ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଦେଖାଯାଏ

ଯେକୌଣସି ଖାଦ୍ୟକୁ ଅଧିକ ଖାଇବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଲୁଣର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆବଶ୍ୟକତା ଠାରୁ ଅଧିକ…
Read More...

ଶୁକ୍ରବାର ପାଇଁ ୫ଟି ସରଳ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୂୁହାଯାଏ। ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ…
Read More...

ଗଛରେ ପିଟିହେଲା କାର ୨ ମୃତ , ୨ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ରାସ୍ତାର ସାଗରପାଲିରେ ଏକ ସଡ଼କ ଦୁର୍ଘଟଣା ଶୁକ୍ରବାର ଘଟିଥିବା ନେଇ ଖବର ମିଳିଛି। ଗଛରେ ଏକ କାର ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି।…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା

ଭଦ୍ରକ : ଭଦ୍ରକ ଜିଲା କଳେଇ ପଞ୍ଚାୟତ ବଳଜିତପଡା ଗାଁରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ…
Read More...

ହୋଟେଲରେ ଚଢ଼ାଉ ; ୨୬ ହଜାର ଜୋରିମାନା ଆଦାୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର ନିଗମ ତରଫରୁ ଗୁରୁବାର ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି। ଅନେକ ହୋଟେଲରେ ବାସି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢାଉ କରାଯାଇଥିଲା। ୩୫ କିଲୋ…
Read More...

ବିମାନବନ୍ଦର ସ୍ଥାପନ ନେଇ ପଥପ୍ରାନ୍ତ ସଭା

ବ୍ରହ୍ମପୁର:  ବ୍ରହ୍ମପୁର ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବ୍ରହ୍ମପୁର ଆଂକୁଲି ଛକ ଠାରେ ସପ୍ତମ ପଥପ୍ରାନ୍ତ ସଭା ଓ ପୋଷ୍ଟକାର୍ଡ ବ୍ୟାନେର ଦସ୍ତଖତ ଆନ୍ଦୋଳନ ଅନୁଷ୍ଠିତ…
Read More...

ଚତୁର୍ଥ ଥର ପାଇଁ ପ୍ଲାଜମା ଦେଲେ କେ.ଯୁଧିଷ୍ଠିର ରାଓ

ବ୍ରହ୍ମପୁର: କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦିଆଯାଇଛି। ଏଥିରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ ପ୍ଲାଜମା ଦାନ କରୁଛନ୍ତି। ଜିଲ୍ଲାରେ ଅନେକ କୋଭିଡ ଯୋଧ୍ୟା ଅଛନ୍ତି କିନ୍ତୁ ଏ ସମସ୍ତଙ୍କ…
Read More...

ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନର ଅଭିନବ ପ୍ରୟାସ, ଶୁଭାରମ୍ଭ ହେଲା ”ଆମ ଇତିହାସ- ଆମ ସମ୍ମାନ”…

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ଆମ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ବର୍ଷରେ ଥରେ ସଫା ହୋଇ ସ୍ମୃତିଚାରଣ କରାଯାଏ , ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଏକ…
Read More...

୧୮ ଜିଲାରୁ ୮୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତକିଛିଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଶହେରେ ସୀମିତ ରହୁଛି। ଦିନକରେ ଆଉ ୮୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୧, ସ୍ଥାନୀୟ ୩୬ । ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୫,୩୬୯କୁ…
Read More...

ଦୁନିଆର ୫ଟି ମହଙ୍ଗା ଫଳ ; ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଅନ୍ୟାନ୍ୟ ଜିନିଷ ଅଥବା ଖାଦ୍ୟ ଜିନିଷ ତୁଳନାରେ ବିଭିନ୍ନ ପ୍ରକାର ଫଳର ମୂଲ୍ୟ ଅଧିକ ଥାଏ। କିଛି ଫଳର ମୂଲ୍ୟ ୨୦୦ରୁ ୩୦୦ କିଲୋ ପ୍ରତି ମିଳିଥାଏ। ମାତ୍ର ଏପରି କିଛି ଫଳ ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ…
Read More...

ଶୀତରେ ଥରୁଛି ଓଡିଶା ; ୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହରର ତାପମାତ୍ରା

ଭୁବନେଶ୍ୱର : ପୁଣି ରାଜ୍ୟକୁ ଲେଉଟିଛି ଶୀତ। କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ଖୁବ ଥଣ୍ଡା ଅନୁଭବ ହେଉଛି। ଗୁରୁବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଫୁଲବାଣୀ ୫.୫ ଡିଗ୍ରୀ ସହ…
Read More...

ଆଜି ଚୌରୀ ଚୌରା ଘଟଣାର ଶତବାର୍ଷିକୀ ଉତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ଉତ୍ତରପ୍ରଦେଶରେ’ ଐତିହାସିକ ଚୌରୀ ଚୌରା ଘଟଣାର ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବର୍ଷେ ବ୍ୟାପି ଶତବାର୍ଷିକୀ ପାଳନ…
Read More...

ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା : ରାଉରକେଲାର ବିଶ୍ରା ମହିପାଣି ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ରେଳଧାରଣାରେ ହାତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଛି। ମହିପାଣି ଲେବେଲ କ୍ରସିଂ ଠାରୁ ପ୍ରାୟ…
Read More...

ଆଜି ବନକଲାଗି ନୀତି ; ଅପରାହ୍ନ ୪ଟାରୁ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଆଜି ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ…
Read More...

ଗୃହରେ ରଖନ୍ତୁ ଚାନ୍ଦିର ଏହି ୪ଟି ଜିନିଷ : ମିଳିବ ଅନେକ ଶୁଭଫଳ

ଚାନ୍ଦି ବ୍ୟକ୍ତିଙ୍କ ଜୀବନ ଉପରେ ଖୁବ ପ୍ରଭାବ ପକାଏ। ମାତ୍ର ଚାନ୍ଦିର ଏପରି କିଛି ବସ୍ତୁ ରହିଛି, ଯାହାକୁ ଗୃହରେ ରଖିବା ଦ୍ୱାରା ଘରେ ସର୍ବଦା ଶାନ୍ତି ଓ ସୁଖସମୃଦ୍ଧି ବଜାୟ ରହିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ…
Read More...

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ସକ୍ରିୟ ଆକ୍ରାନ୍ତ ୯୪୬

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୫,୨୮୨କୁ ବୃଦ୍ଧି ପାଇଛି।…
Read More...

ଦେଶରେ ଆରୋଗ୍ୟ ହାର ୯୭.୦୮% ; ନୂଆ ପଜିଟିଭ ୧୧,୦୩୯

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ୧୧,୦୩୯ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୭୭,୨୮୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ…
Read More...

ବୁଲି ଆସନ୍ତୁ ତୱାଙ୍ଗ,ମସୁରୀ

ଭ୍ରମଣକୁ ଯିବା ସମୟରେ ବେଳେବେଳେ ଅର୍ଥ ବାଧକ ସାଜିଥାଏ। ତେଣୁ ଆମେ ଆପଣଙ୍କୁ ଏପରି କେତେକ ସ୍ଥାନ ବିଷୟରେ ଜଣାଇବୁ, ଯେଉଁଠାକୁ ସ୍ବଳ୍ପ ଅର୍ଥରେ ଭ୍ରମଣ କରିବାକୁ ଯାଇ ଭରପୁର ମଜା ଉଠାଇ ପାରିବେ। ତୱାଙ୍ଗ – ଅରୁଣାଞ୍ଚଳ…
Read More...

ଏସିଡିଟିରୁ ମୁକ୍ତି ପାଇଁ ସେବନ କରନ୍ତୁ ତୁଳସୀପତ୍ର,ଲବଙ୍ଗ

ଅଧିକ ପରିମାଣରେ ଖାଦ୍ୟ ଖାଇ ହେଉ କିମ୍ବା କେତେକ ଖାଦ୍ୟ ଖାଇବା ଦ୍ୱାରା ସ୍ୱତଃ ଏସିଡ଼ିଟି ସୃଷ୍ଟି ହୋଇଥାଏ। ଆଜିକାଲି ଏସିଡ଼ିଟି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବହୁ…
Read More...

ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ

ପାରାଦ୍ୱୀପ: କଟକ-ପାରାଦୀପ ରାସ୍ତାର ଖଣ୍ଡତରି ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରକୁ ନେଇ ଯାଉଥିବା ବୋଲେରୋ ଛିଡା ହୋଇଥିବା ଟ୍ରେଲର ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର…
Read More...

ଓଲଟିଲା ମିନି ଟ୍ରକ ; ଚାଳକ ମୃତ

ନୟାଗଡ : ନୟାଗଡ ଜିଲା ଅନ୍ତର୍ଗତ ଖଣ୍ଡପଡା ନିକଟରେ ବୁଧବାର ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ଟ୍ରକର ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ଟ୍ରକଟି ଓଲଟି ପଡିବାରୁ…
Read More...

ଆଳତୀ ଓ ଏହାର ଶୁଭଫଳ

ଦେବୀଦେବତାଙ୍କ ସମ୍ବନ୍ଧ ଯେଉଁ ସଂଖ୍ୟା ସହ ରହିଛି ସେତିକି ସଂଖ୍ୟାରେ ଆଳତୀ କରିବା ଉଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେପରି ଭଗବାନ ବିଷ୍ଣୁଙ୍କ ସମ୍ବନ୍ଧ ୧୨ ସଂଖ୍ୟା ସହ ରହିଛି, ତାଙ୍କ ନିକଟରେ ୧୨ ଥର ଆଳତୀ…
Read More...

ପୋଖରୀରେ ବୁଡି ଯୁବକ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କାମାକ୍ଷାନଗର ଏନଏସି ପୂରୂଣା ରେକୁଳା ଗ୍ରାମର ସାମଲ ଖଟୁଆ।…
Read More...

ଧାରୁଆ ଅସ୍ତ୍ରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡିଛି। ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଂଚାୟତର ସଇଁଗାଁ ଗ୍ରାମର ଜଣେ ବ୍ୟକ୍ତି ସାମାନ୍ୟ ବଚସାକୁ କେନ୍ଦ୍ର କରି  ଆଉ ଜଣେ ବ୍ୟକ୍ତିଙ୍କୁ…
Read More...

ଦେଶରେ ମୃତ୍ୟୁ ସଂଖ୍ୟା ୧୦୦ରେ ସୀମିତ ; ଆଉ ପଜିଟିଭ ୮,୬୩୫

ନୂଆଦିଲ୍ଲୀ : ଦୀର୍ଘ ୯ ମାସ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ୧୦୦ରେ ସୀମିତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୪,୪୮୬ରେ ପହଞ୍ଚିଛି।…
Read More...

ମାଲକାନଗିରିରେ ଦୁଇଟି ବିରଳ କସ୍ତୁରୀ  ଜବତ

ମାଲକାନଗିରି : ମାଲକାନଗିରି ଜିଲାରେ ମଙ୍ଗଳବାର ଦୁଇଟି ବିରଳ କସ୍ତୁରୀ  ଜବତ କରାଯାଇଛି। ପାଟ୍ରୋଲିଂ କରୁଥିବା ବେଳେ ଏମଭି ୭୯ ପୁଲିସ ଟ୍ରାକ୍ଟର ବୋଝେଇ ଗଂଜେଇ ଓ ଅନ୍ୟ ଏକ କାରରୁ କସ୍ତୁରୀ ଜବତ କରିଛି। ଗଂଜେଇ ମାଫିଆ…
Read More...

ନିଆଁରେ ପୋଡିହୋଇ ମହିଳା ମୄତ

ବାଲେଶ୍ବର: ସହଦେବଖୁଣ୍ଟା ଥାନା ଚାନ୍ଦମାରି ପଡିଆ ଅଞ୍ଚଳରେ ନିଆଁରେ ପୋଡିହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ମୃତକ ହେଲେ ବିଷ୍ଣୁ ମୋହନ ବାହାଦୂରଙ୍କ ପତ୍ନୀ ପଦ୍ମାବତୀ । ରାତି ପ୍ରାୟ ୧୦ଟା…
Read More...

ଲ୍ୟାଣ୍ଡମାଇନ ଉଦ୍ଧାର ; ଅଳ୍ପକେ ବର୍ତ୍ତିଲେ ଯବାନ

ଛତିଶଗଡ : ଅଳ୍ପକେ ବର୍ତିଲେ ଯବାନ। ମାଓ ଯୋଜନା ହେଲା ପଣ୍ଡ। ମାଓବାଦୀ ଦ୍ୱାରା ଖାଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲରେ…
Read More...

ବଟର ରାଇସ

ଆବଶ୍ୟକ ସାମଗ୍ରୀ ଚାଉଳ – ୨କପ ପାଣି – ଆବଶ୍ୟକ ପରିମାଣରେ ବଟର – ଆବଶ୍ୟକ ପରିମାଣରେ ମଇଦା – ଅଳ୍ପ କ୍ଷୀର – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ପିଆଜ – ୨ଟି ଗାଜର – ୧ଟି ମଟର – ଅଳ୍ପ ସିଝା ମକା…
Read More...

ବଜେଟ ୨୦୨୧-୨୨ ; କ’ଣ ଶସ୍ତା, କ’ଣ ମହଙ୍ଗା

ନୂଆଦିଲ୍ଲୀ : ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଉପସ୍ଥାପନା କରିଛନ୍ତି। ପ୍ରଥମଥର ପାଇଁ ୨୦୨୧-୨୨ ବଜେଟ ପେପରଲେସ ଭାବେ ଉପସ୍ଥାପନ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ…
Read More...

ଟ୍ରକ ଧକ୍କାରେ ଓଲଟିଲା ପିକଅପ ଭ୍ୟାନ ; ହୋମଗାର୍ଡ ସମେତ ୩ ଆହତ

ବ୍ରହ୍ମପୁର: ଜାତୀୟ ରାଜପଥ ୧୬ କନିସି ଛକରେ ସୋମବାର ଏକ ଟ୍ରକ ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ୩ ଜଣ ଆହତ ହୋଇଛନ୍ତି । ଟ୍ରକ ଧକ୍କାରେ ପିକଅପଟି ରାସ୍ତା…
Read More...

କଟକର ସନ୍‍ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ

କଟକ : କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍‍ ହସ୍ପିଟାଲରେ ସୋମବାର ଅପରାହ୍ନରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ସନ୍‍ ହସ୍ପିଟାଲର ୪ର୍ଥ ମହଲାରେ ଥିବା ନୂତନ କ୍ୟାଣ୍ଟିନରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ…
Read More...

ଶୁଭଫଳ ପାଇଁ ୫ଟି ଗୁଜୁରାତି

ଅନେକ ସମୟରେ ଛୋଟ ଛୋଟ ଜିନିଷ ଅନେକ ଉପକାର କରିଥାଏ। ଏପରି ହିଁ ଏକ ଜିନିଷ ହେଉଛି ଗୁଜୁରାତି। ଏହାର କିଛି ସ୍ୱତନ୍ତ୍ର ବ୍ୟବହାର ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ। ଏହା ଖାଦ୍ୟର ସ୍ୱାଦ ଓ ବାସ୍ନା ଯେପରି ବୃଦ୍ଧି କରିଥାଏ,…
Read More...

ଶହେରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ପୁଣି ୧୦୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୯ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୭, ସ୍ଥାନୀୟ ୩୨। ମୋଟ ପଜିଟିଭ ୩,୩୫,୧୫୧କୁ ବୃଦ୍ଧି ପାଇଛି।…
Read More...

ଖୋଲିଲା ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର : ଦୀର୍ଘ ୧୦ ମାସ ହେବ କୋଭିଡ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ଠାରୁ ଖୋଲିଛି। ଏଥିପାଇଁ କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ବର୍ତ୍ତମାନ ଏହା କୋଭିଡ଼…
Read More...

ଦେଶରେ ଆରୋଗ୍ୟ ହାର ୯୬.୯୮% ; ନୂଆ ପଜିଟିଭ ୧୧, ୪୨୭

ନୂଆଦିଲ୍ଲୀ : ଦେଶରେ ସଂକ୍ରମିତ ଓ ମୃତକଙ୍କ ଅପେକ୍ଷା ଆରୋଗ୍ୟ ହାର ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୧୧ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା…
Read More...

ପେଟ ଜନିତ ସମସ୍ୟା ଥିଲେ ରସୁଣ ଖାଇବା ଲାଭଦାୟକ

ବର୍ତ୍ତମାନର ଜୀବନଶୈଳୀ ହେତୁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ବହୁ ଲୋକଙ୍କର ପାଚନ ଜନିତ ସମସ୍ୟା ଲାଗି ରହିଥାଏ। ଏହି କାରଣରୁ ପେଟରେ ଯନ୍ତ୍ରଣା, ବଦହଜମି ଭଳି ବିଭିନ୍ନ ସମସ୍ୟା ହୋଇଥାଏ। ଏହି ସମସ୍ୟାର ସମାଧାନ…
Read More...

କର୍ଣ୍ଣାଟକର ଗୋକର୍ଣ୍ଣରେ ଶିବଶଙ୍କରଙ୍କ ଏହି ମନ୍ଦିର : ଜାଣନ୍ତୁ ଏହାର ବିଶେଷତ୍ୱ

କର୍ଣ୍ଣାଟକର ଗୋକର୍ଣ୍ଣରେ ଏପରି ଏକ ସମୁଦ୍ର କୂଳ ରହିଛି ଯାହାର ଆକାର ସମ୍ପୂର୍ଣ୍ଣ ଓଁ ଆକାର ଭଳି। ଏହାର ନିକଟରେ ହିଁ ମନ୍ଦିରରେ ଭୂମି ଭିତରେ ହିଁ ଆତ୍ମଲିଙ୍ଗ ରହିଛି। ଏହାସହ ଉକ୍ତ ସ୍ଥାନ ସହ ପ୍ରଭୁ ଶିବଶଙ୍କର, ଗଣେଶ,…
Read More...

ମୋଦୀଙ୍କ ମନକି ବାତରେ ରାଉରକେଲାର ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ…
Read More...

୨୦ ଜିଲାରୁ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୮, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୫,୦୭୨କୁ…
Read More...

ଦେଶରେ ଦିନକରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ଦେଶରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୪୬,୧୮୩କୁ ବୃଦ୍ଧି ପାଇଛି।…
Read More...

ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଏସଓଜି ଯବାନମାନେ ମାଓ ଦମନ ନେଇ ମାଡ଼କାପଦର ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି। ପ୍ରଥମେ ଯବାନଙ୍କୁ ଦେଖି ମାଓବାଦୀମାନେ…
Read More...

ଅଜଣା ଗାଡି ଧକ୍କାରେ ପରିବା ବେପାରୀଙ୍କ ମୃତ୍ୟୁ

ବାଲେଶ୍ଵର : ବାଲେଶ୍ଵର ଜିଲା  ଖଇରା ବ୍ଲକ ଦାନ୍ତିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ପରିବା ବେପାରୀଙ୍କର ମୃତ୍ୟୁ ହୋଇଥିବା ରବିବାର ଜଣାପଡ଼ିଛି। ଉକ୍ତ ବେପାରୀ ଜଣଙ୍କ ହେଲେ ରାମଚନ୍ଦ୍ର ସାହୁ।  ସୂଚନା ଯୋଗ୍ୟ , …
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର ; ସ୍ଥାନୀୟଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ରବିବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସ୍କୁଲ ବାରଣ୍ଡାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଛି। ଉକ୍ତ ବ୍ୟକ୍ତିଙ୍କୁ ହାତୀ…
Read More...

ମୁଣ୍ଡବିନ୍ଧା ସହ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର କରିବାରେ ଗୁଡ ଓ ଜୀରା ପାଣି ରାମବାଣ

ଜିରା ଓ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଜିରା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ସହ ଖାଦ୍ୟ ହଜମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟ। ସେହିପରି ଗୁଡ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି…
Read More...

ସୁଖମୟ ଦାମ୍ପତ୍ୟ ଜୀବନ ସହ ଜଡିତ ଏହି ଜଣାଅଜଣା କଥା

ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ୫ଟି ଗୁଜୁରାତି ରଖି ଗରିବକୁ ଦାନ ଦିଅନ୍ତୁ। ଆଶା ଅନୁଯାୟୀ ଟଙ୍କା ସଞ୍ଚୟ ଅଥବା ରୋଜଗାର ନ ହୋଇପାରିଲେ ଏକ ହଳଦିଆ କପଡ଼ାରେ ଗୋଟିଏ ଗୁଜୁରାତି ରଖି ତକିଆ…
Read More...

କଟକରେ ନକଲି ଘିଅ ; ଅନୁଗୁଳରେ ନକଲି ତେଲ କାରଖାନା ଜବତ

କଟକ / ଅନୁଗୁଳ : କଟକରେ ପୁଣି ନକଲି ଘିଅ ଓ ଅନୁଗୁଳରେ ନକଲି ତେଲ କାରଖାନା ଠାବ ହୋଇଥିବା ଶନିବାର ଜଣାପଡ଼ିଛି। କଟକରେ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟସାମଗ୍ରୀ ଜବତ ହେଉଛି। କଟକରୁ ପୁଣି ନକଲି ଘିଅ…
Read More...

ନମ୍ରତା ଦ୍ୱାରା ସାରା ଦୁନିଆକୁ ଜୟ କରି ହେବ – ମହାତ୍ମା ଗାନ୍ଧୀ

ଜାନୁଆରୀ ୩୦। ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବାପୁଜୀଙ୍କ ପରଲୋକ ହୋଇଥିଲା। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଏପରି ଥିଲା, ଯେ ତାଙ୍କ ଠାରୁ ଯେତେ ଶିଖିଲେ ମଧ୍ୟ…
Read More...

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୦୮

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୧୦୮ ନୂଆ ପଜିଟିଭ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୬୩, ସ୍ଥାନୀୟ ୪୫। ମୋଟ ପଜିଟିଭ ୩,୩୪,୯୫୮କୁ ବୃଦ୍ଧି ପାଇଛି। ୩,୩୧,୮୨୪ ସୁସ୍ଥ ହୋଇ ଘରକୁ…
Read More...

ମୁରଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ ଓ କଣ୍ଟେନର ଧକ୍କା ୧୦ ମୃତ , ୨୦ରୁ ଅଧିକ ଆହତ

ମୁରାଦାବାଦ : ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଏକ ବଡ ଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ କଣ୍ଟେନର ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମିଶ୍ରି ଓ ସୋରିଷ

ମିଶ୍ରି ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଉପଲବ୍ଧ। ଏହାକୁ ପୂଜାର୍ଚ୍ଚନା ସମୟରେ ମଧ୍ୟ ଭୋଗ କରିବାରେ ବ୍ୟବହାର କରାଯାଏ। ପାଟି ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରାଯାଏ। ମିଶ୍ରିରେ ବହୁ ଔଷଧୀୟ ଗୁଣ ରହିଛି।…
Read More...

ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡିଛି। ଗୁହାଳରେ ନିଆଁ ଲାଗି ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ…
Read More...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୯ ଗୁରୁତର

ରାୟଗଡା : ରାୟଗଡା ଜିଲା ବିଷମକଟକ ଥାନା ଅଞ୍ଚଳରେ ବେଥିଆପଡା ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶନିବାର ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି।…
Read More...

ଭୋଜନ କରିବା ପୂର୍ବରୁ ଏହି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ

ଖାଦ୍ୟ ପ୍ରସ୍ତୁତ କରିବାର କିଛି ନିୟମ ରହିଛି। ଏହା ମଧ୍ୟ ଏକ ପ୍ରକାର କଳା ବୋଲି କୁହାଯାଏ। ଏପରି ମଧ୍ୟ କୁହାଯାଏ, ଖାଦ୍ୟ ଅବମାନନା ନକରି ସମସ୍ତ ପ୍ରକାର ଖାଦ୍ୟକୁ ସମ୍ମାନ ପୂର୍ବକ ଭୋଜନ କରିବା ଉଚିତ। ଭୋଜନ କରିବା…
Read More...

ମାଟିପାତ୍ର ମସଲା ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ – ୬୦୦ଗ୍ରାମ ଲୁଣ – ଆବଶ୍ୟକ ପରିମାଣରେ ଲେମ୍ବୁ ରସ – ୨ଚାମଚ ଅଦା ରସୁଣ ବଟା – ୪ ଚାମଚ ତେଲ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ କଟା ପିଆଜ – ୨ଟି…
Read More...

୨୦ ଜିଲାରୁ ୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଦୀର୍ଘଦିନ ପରେ ରାଜ୍ୟରେ ୧୦୦ରେ ପୁଣି ଥରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୮ । ମୋଟ ପଜିଟିଭ ସଂଖ୍ୟା…
Read More...

ମାଙ୍କଡର ଜିଲାପି, କଚୋଡି ପ୍ରେମ

ରାଜସ୍ଥାନ : ରାଜସ୍ଥାନର ଭରତପୁରରେ ଏବେ ସଭିଁଙ୍କୁ ଆଶ୍ଚର୍ଯ୍ୟ କରିବା ସହ କୌତୁକିଆ ଘଟଣା ସାମ୍ନାକୁ ଆସିଛି। ଏକ ମାଙ୍କଡ ସକାଳ ସମୟରେ ଭରତପୁର ଅଞ୍ଚଳରେ ଥିବା ଏକ ଜଳଖିଆ ଦୋକାନକୁ ଆସି ନିଜେ କଚୋଡି ଓ ଜିଲାପି ଖାଇବାର…
Read More...

ଖାଦ୍ୟ ଖାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପର୍ବପର୍ବାଣି କିମ୍ବା ଭୋଜିରେ ମଧ୍ୟ କିଛି ଖାଦ୍ୟପେୟ କାରଣରୁ ଆମ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ବହୁ ସମୟରେ ଆମେ ଅଧିକ ଖାଦ୍ୟ ଖାଇ ଦେଉ। ଖାଦ୍ୟ ସ୍ୱାଦିଷ୍ଟ ହେଉ ଅଥବା ଭୋକ କାରଣରୁ ମଧ୍ୟ ଆମେ ବେଳେ ବେଳେ…
Read More...

ଜାଣନ୍ତୁ କେଉଁ କାରଣରୁ ପ୍ରସିଦ୍ଧ ଏହି ଧାର୍ମିକସ୍ଥଳୀ

ଭାରତରେ ପରମ୍ପରା ଅନୁଯାୟୀ ବହୁ ବ୍ୟକ୍ତି ମନ୍ଦିରରେ ବିବାହ କରିବାକୁ ପସନ୍ଦ କରିଥାଆନ୍ତି। ଆମ ଦେଶରେ ମନ୍ଦିରକୁ ଆଧ୍ୟାତ୍ମିକତାର କେନ୍ଦ୍ରବିନ୍ଦୁ କୁହାଯିବା ସହ ବିବାହର ପ୍ରାରମ୍ଭ ଏଠାରେ କରିବା ଦ୍ୱାରା ଭଗବାନଙ୍କ…
Read More...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରାଯାଇଛି। ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ମୋଟ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ପେଣ୍ଠକଟାରେ ଗୋଟିଏ ଘରେ ଓ…
Read More...

ଓଲଟିଲା ଯାତ୍ରୀବାହୀ ବସ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ , ୩ ଆହତ

ବୌଦ୍ଧ : ବୌଦ୍ଧ ଜିଲା ମନମୁଣ୍ଡା ଥାନା ୫୭ ନମ୍ବର ଜାତୀୟ ରାଜପଥ ମସିଣାପଡାରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଦୁର୍ଘଟଣାରେ ୩ ଜଣ ଆହତ ହେବା ସହ ପ୍ରାୟ ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…
Read More...

ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ; ଆଉ ୩ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଖବର ମିଳିଛି। ଧାନଖଳାରେ ନିଆଁ ଲାଗି ପୋଡି ହୋଇ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଛି। ଏହାସହ…
Read More...

ଗୋଶାଳା ନିର୍ମାଣ ପାଇଁ ଦାବି

ବ୍ରହ୍ମପୁର:ଵ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଦିନକୁ ଦିନ ଗୋ ଚୋରି ବୃଦ୍ଧି ଓ ବୁଲା ଗାଈଗୋରୁ ଷଣ୍ଢଗୁଡିକୁ ସୁରକ୍ଷା ପାଇଁ ବଜରଙ୍ଗ ଦଳ ତରଫରୁ ମହାନଗର ନିଗମର କମିଶନରଙ୍କୁ ସାକ୍ଷାତ କରି ଆଲୋଚନା କରାଯାଇଥିଲା।…
Read More...

ପର୍ସ ସହ ଜଡିତ ବାସ୍ତୁର ଏହି ସରଳ ଉପାୟ : ମାନିଲେ ହେବେ ଲାଭବାନ

ବାସ୍ତୁ ଅନୁଯାୟୀ କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ପର୍ସରେ ପଇସା ଆଶାନୁରୂପକ ରହିବ। ଜାଣନ୍ତୁ ସୁନା କିମ୍ବା ଚାନ୍ଦିର ଏକ ଟଙ୍କା – ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ…
Read More...

ସ୍ୱାଦିଷ୍ଟ ଖିର ମସଲା ଆଳୁ

ଆବଶ୍ୟକ ସାମଗ୍ରୀ କଟା ଆଳୁ – ୬ଟି କଟା ପିଆଜ – ୧ଟି ପେଷା ଟମାଟୋ – ୧ କପ କାଜୁ – ୪ଟି ଲବଙ୍ଗ – ୬ଟି ଖିର  – ୧କପ ଜୁଆଣୀ – ଅଳ୍ପ କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ –…
Read More...

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୧୩

ଭୁବନେଶ୍ୱର : ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଦିନକରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୭,ସ୍ଥାନୀୟ ୪୬; ମୋଟ ପଜିଟିଭ ୩,୩୪,୭୮୦କୁ ପାଇଛି। ୩,୩୧,୫୩୫ ସୁସ୍ଥ ହୋଇ…
Read More...

ଦେଶରେ ୧୧,୬୬୬ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଛି। ଦେଶରେ ୨୪ ଘଣ୍ଟାରେ ୧୧,୬୬୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୦୧,୧୯୩କୁ ବୃଦ୍ଧି ପାଇଛି।…
Read More...

ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୮ ରେକର୍ଡ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ୯ଟା୧୭ରେ ପଶ୍ଚିମ ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭବ…
Read More...

ଆଜି ପବିତ୍ର ପୌଷ ପୂର୍ଣ୍ଣିମା ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ : ଆଜି ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘିଅ ମିଶ୍ରିତ ୧୦୮ ଗରା ଜଳରେ ସ୍ନାନ ପରେ ଚନ୍ଦନ…
Read More...

ଶଗଡକୁ ଧକ୍କା ଦେଲା ହାଇୱା ; ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ ଅଞ୍ଚଳରେ ଭଇଁଷା କଲେଜ ଛକରେ ଗୁରୁବାର ଭୋର ୫.୩୦ରେ ଏକ ହାଇୱା ୪ଟି ଶଗଡକୁ ଧକ୍କା ଦେଇଛି। ଏଥିରେ ୩ ଜଣ ଗୁରୁତର ହେବା ସହ ୬ଟି ବଳଦଙ୍କର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ ; ପାଟଣାଗଡ…
Read More...

ବସ – ହାଇୱା ଧକ୍କା ; ୪ ଆହତ

ହରଭଙ୍ଗା : ବୌଦ୍ଧ ଜିଲା  ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳୁ ସକାଳୁ ଏକ ଯାତ୍ରୀବାହୀ ବସ୍ ଏକ ହାଇଓାକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା…
Read More...

ରୁଟି ଓ ବାସ୍ତୁ ଉପାୟ

ରୁଟି ଦ୍ୱାରା ବହୁ ସମସ୍ୟା ମଧ୍ୟ ଦୂର ହୋଇଥାଏ। ରୁଟିର ଏପରି କିଛି ବ୍ୟବହାର ବିଷୟରେ ଜାଣନ୍ତୁ ଯାହା ଆମର ବହୁ ସମସ୍ୟାକୁ ଦୂର କରିଥାଏ। ଜାତକରେ ରାହୁ ଓ କେତୁ ସମସ୍ୟା ଥିଲେ, ରାତିରେ ଖାଦ୍ୟ ଖାଇବା ପରେ ବଳିଥିବା ଶେଷ…
Read More...

ସଂସଦ କ୍ୟାଣ୍ଟିନରେ ମହଙ୍ଗା ହେଲା ଖାଦ୍ୟ : ଆମିଷ ଖାଦ୍ୟ ଥାଳି ୭୦୦

ନୂଆଦିଲ୍ଲୀ : ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଏଣିକି ମହଙ୍ଗା ହେବ। ଖାଦ୍ୟର ମୂଲ୍ୟ ପୂର୍ବରୁ ଯାହା ଥିଲା ଏବେ ତାହା ପ୍ରାୟ ୨ଗୁଣ ଟଙ୍କା ଦେବାକୁ ପଡିବ। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବସିଡି ବନ୍ଦ କରିବାକୁ ନିଷ୍ପତ୍ତି…
Read More...

୨୪ ଜିଲାରୁ ନୂଆ ପଜିଟିଭ ୧୩୮

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଦିନକରେ ୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ସଙ୍ଗରୋଧ କେନ୍ଦ୍ରରୁ ୮୧, ସ୍ଥାନୀୟ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା…
Read More...

ରାଜସ୍ଥାନର ଟୋଙ୍କ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଗୋଟିଏ ପରିବାରର ୮ ମୃତ

ରାଜସ୍ଥାନ : ରାଜସ୍ଥାନର ୫୨ ନମ୍ବର ଜାତୀୟ ରାଜପଥର ପକ୍କା ବନ୍ଦା ଟୋଙ୍କ ଜିଲା ସଦର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରେଲର ଓ ଜିପ ମଧ୍ୟରେ ଧକ୍କା ହୋଇ ଗୋଟିଏ…
Read More...

ଦେଶରେ ଚିହ୍ନଟ ପଜିଟିଭ ୧୨,୬୮୯ ; ମୃତ ୧୩୭

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୧୨,୬୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ୧,୦୬,୮୯,୫୨୭କୁ ବୃଦ୍ଧି…
Read More...

ପାଣି,ଗ୍ରୀନ ଟି,ଚକୋଲେଟ,ପାନମଧୁରୀର କରାମତି

ପାଣି – ନିୟମିତ ୩ ରୁ ୪ ଲିଟର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ଆଳସ୍ୟ ଅନୁଭବ ହୋଇନଥାଏ। ଗ୍ରୀନ ଟି – ଥକ୍କାପଣ ଓ ଆଳସ୍ୟକୁ ଦୂର କରିବା ପାଇଁ ଗ୍ରୀନ ଟି ବେଶ…
Read More...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିବା ବୁଧବାର ଖବର ମିଳିଛି। କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ କାର୍ଯ୍ୟାଳୟ ସମେତ…
Read More...

ଜଳିଗଲା କୋଇଲା ବୋଝେଇ ଟ୍ରକ

ରାୟଗଡା : ରାୟଗଡା ଜିଲା ପ୍ରତାପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିବା ବୁଧବାର ଜଣାପଡ଼ିଛି। ଟ୍ରକଟିର ଅଧିକାଂଶ ଅଂଶ ଜଳିଯାଇଛି। ହଠାତ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗି ଯିବା ଦେଖି ଚାଳକ…
Read More...

ଟଙ୍କାପଇସା ସହ ବିଭିନ୍ନ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ଟଙ୍କାପଇସା ଜନିତ ସମସ୍ୟା ଲାଗି ରହିଥାଏ, ତେବେ ଗୃହର ଆଗ୍ନେୟ କୋଣରେ ଥିବା କାନ୍ଥରେ ଶୁକ୍ଳପକ୍ଷ ଦିନ ମୟୂରପୁଚ୍ଛ ଲଗାନ୍ତୁ। ଏପରି କରିବା ଦ୍ୱାରା ଧନସମ୍ପତ୍ତି ଜନିତ ସମସ୍ୟା ଦୂର ହୋଇଥାଏ। ବେଳେବେଳେ ଗୃହରେ…
Read More...

ଭବାନୀପାଟଣା ଲାଲ ବାହାଦୁର ଷ୍ଟାଡିୟମ ପରିସରରେ ଗଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା : ଆଜି ୭୨ତମ ଗଣତନ୍ତ୍ର ଦିବସ। ଏହି ଅବସରରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଷ୍ଟାଡିୟମ ପରିସରରେ କଳାହଣ୍ଡି ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି…
Read More...

ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଡୁଡଲ ; ଏଥିରେ ରହିଛି ଭାରତୀୟ ଐତିହ୍ୟର ଝଲକ

ନୂଆଦିଲ୍ଲୀ : ସାରା ଦେଶ ଆଜି ୭୨ତମ ଗଣତନ୍ତ୍ର ଦିବସକୁ ଖୁବ ଖୁସି ଓ ସମ୍ପୂର୍ଣ୍ଣ ଉତ୍ସାହ ସହ ପାଳନ କରୁଛି। ୨୬ ଜାନୁଆରୀ ଦିନ ସାରା ବିଶ୍ୱ ଭାରତର ସାଂସ୍କୃତିକ, ଐତିହ୍ୟ, ସାମରିକ ଶକ୍ତି ଓ ବିକାଶକୁ ଦେଖିଥାଏ। ଯାହା…
Read More...

ଦୀର୍ଘ ଦିନ ପରେ ୧୦୦ରେ ସୀମିତ କରୋନା ପଜିଟିଭଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘ ଦିନ ପରେ ଆକ୍ରାନ୍ତଙ୍କ ସଂକ୍ୟା ୧୦୦ରେ ସୀମିତ ହୋଇଛି। ଆଉ ଚିହ୍ନଟ ପଜିଟିଭ ୯୯। ସଙ୍ଗରୋଧ କେନ୍ଦ୍ରରୁ ୫୮, ସ୍ଥାନୀୟ ୪୧। ମୋଟ ପଜିଟିଭ…
Read More...

ଗଣତନ୍ତ୍ର ଦିବସ ୨୦୨୧ : ପ୍ରଧାନମନ୍ତ୍ରୀ ପିନ୍ଧିଛନ୍ତି କେଶରୀ ରଙ୍ଗର ପଗଡି

ନୂଆଦିଲ୍ଲୀ : ଆଜି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ପଗଡି ପିନ୍ଧିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱତନ୍ତ୍ର କେଶରୀ ରଙ୍ଗର ପଗଡି…
Read More...

୭୨ତମ ସାଧାରଣତନ୍ତ୍ର ଦିବସ ; ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

ଭୁବନେଶ୍ୱର : ଆଜି ୭୨ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଭାବେ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଛନ୍ତି।…
Read More...

ଝରକା କାଟି ପୋଷ୍ଟ ଅଫିସରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଲିଆପାଟଣା ଥାନା ଅନ୍ତର୍ଗତ ବନମାଳିପୁର ବଜାରରେ ଥିବା ପୋଷ୍ଟ ଅଫିସରୁ ଗତକାଲି ବିଳମ୍ବିତ ରାତିରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ପୋଷ୍ଟ ଅଫିସର ଝରକା କାଟି ପ୍ରାୟ ୨ଲକ୍ଷରୁ…
Read More...

ସ୍ୱପ୍ନରୁ ଜାଣନ୍ତୁ କେବେ ହେବ ଆପଣଙ୍କ ବିବାହ

ବିବାହର ସ୍ୱପ୍ନ ପ୍ରତ୍ୟେକ ଯୁବକ ଯୁବତୀ ଦେଖିଥାଆନ୍ତି। ମାତ୍ର ଅନେକ ସମୟରେ ଗଭୀର ନିଦରେ ବିଭିନ୍ନ ପ୍ରକାର ସ୍ୱପ୍ନ ଆସିଥାଏ। ମାନ୍ୟତା ଅନୁଯାୟୀ, ଏପରି କିଛି ସ୍ୱପ୍ନ ରହିଛି, ଯାହାର ସଙ୍କେତ ବିବାହ ହେବାର ସୂଚନା…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ-ନତାଶା

ମୁମ୍ବଇ : ବଲିଉଡର ଅଭିନେତା ବରୁଣ ଧୱନ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନତାଶା ଦାଲାଲଙ୍କ ସହ ବିବାହ ବାନ୍ଧି ବନ୍ଧନରେ ହୋଇଛନ୍ତି। ଜାନୁଆରୀ ୨୪ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବରୁଣ ଏବଂ ନତାଶା ବିବାହ…
Read More...

ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୩୦

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା । ଚିହ୍ନଟ ନୂଆ ଆକ୍ରାନ୍ତ ୧୩୦। ସଙ୍ଗରୋଧ କେନ୍ଦ୍ରରୁ ୭୬, ସ୍ଥାନୀୟ ୫୪, ମୋଟ ପଜିଟିଭ ୩,୩୪,୪୩୦କୁ ବୃଦ୍ଧି ପାଇଛି। ୩,୩୧,୧୪୪ ଆକ୍ରାନ୍ତ ସୁସ୍ଥ ହୋଇ…
Read More...

ଧାନ ଡ଼ୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ ; ସ୍ୱାମୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ଧାନ ଡ଼ୋଲି ତଳେ ଚାପି ହୋଇ ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର…
Read More...

ଗାଁ ରାସ୍ତାରେ ବୁଲୁଛି ବାଘ ; ଲୋକେ ଭୟଭୀତ

ନୂଆପଡା : ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ନିକଟ ରାସ୍ତାରେ ବାଘ ବୁଲୁଥିବାର ଖବର ସୋମବାର ସାମ୍ନାକୁ ଆସିଛି। ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ କଲରାପତରିଆ ବାଘ ଦେଖିଛନ୍ତି। ଏହାସହ…
Read More...

ଦେଶରେ ଆଉ ପଜିଟିଭ ୧୩,୨୦୩ ; ମୃତ ୧୩୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଥିବା ଦେଖାଯାଉଛି। ଦିନକରେ ୧୩,୨୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୬,୬୭,୭୩୬କୁ ବୃଦ୍ଧି ପାଇଛି।…
Read More...

ଲୋଅର ଘାଗରୀ ଜଳପ୍ରପାତର ସୌନ୍ଦର୍ଯ୍ୟ

ଘଞ୍ଚ ଜଙ୍ଗଲ ଭିତରେ ହାଲକା ଖରାର ଅନୁଭବ ହେଉ ଅଥବା ବହି ଯାଉଥିବା ଝରଣାର ଆନନ୍ଦ ପାଇବାକୁ ଆପଣ ଭ୍ରମଣ ପାଇଁ ନେତରହାଟ ଯାଇପାରିବେ। ଏହା ଏକ ସୁନ୍ଦର ସ୍ଥାନ ଅଟେ। ନେତରହାଟର ଅର୍ଥ ଝାଡ଼ଖଣ୍ଡର ଏହି ସ୍ଥାନରେ ବହୁ…
Read More...

ଏହି ସରଳ ଉପାୟ ପୂଜାର୍ଚ୍ଚନାରେ ମିଳିଥାଏ ଅତ୍ୟନ୍ତ ଶୁଭଫଳ

୧- ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ଓ ମନ୍ତ୍ର ଖୁବ ସହାୟକ ହୋଇଥାଏ। ଆପଣ ଜୀବନରେ ଯଦି ସମସ୍ୟା , କାର୍ୟ୍ୟରେ ବାଧା ଲାଗି ରହୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ‘ଓଁ ହନୁମନ୍ତେ ନମଃ’…
Read More...