ଦେଶରେ ନୂଆ କରୋନା ସଂକ୍ରମିତ ୩ ଲକ୍ଷ ୫୭ ହଜାର୨୨୯

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦୈନିକ ସଂକ୍ରମଣ ଲଗାତାର ୩ ଲକ୍ଷ ୫୦ ହଜାର ପାର ହେଉଛି। ଦିନକରେ ଆଉ ୩ ଲକ୍ଷ ୫୭…
Read More...

ଘରୋଇ ଉପଚାରରେ ତ୍ୱଚା ଚର୍ଚ୍ଚା

ତ୍ୱଚାର ଚମକ ବୃଦ୍ଧି ପାଇଁ ବିଶେଷ କରି ଯୁବତୀ ଓ ମହିଳାମାନେ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ମାତ୍ର ତ୍ୱଚାର ଚମକ ବୃଦ୍ଧି କରିବା ପାଇଁ ଏପରି ଏକ ସାଧାରଣ ଓ ସହଜ ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା…
Read More...

ସୁସ୍ଥ ରହିବା ପାଇଁ ସେବନ କରନ୍ତୁ ଗୁଡ , ରାଶି ,ହଳଦୀ

ଖଜୁରୀ – ଖଜୁରୀରେ ଭିଟାମିନ ଏ, ଫାଇବର, ଆଇରନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କ୍ଷୀର ସହ ଖଜୁରୀର ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ଗୁଡ଼ – ଗୁଡ଼ରେ କ୍ୟାଲସିୟମ,…
Read More...

ଝଡବର୍ଷା ଓ ବଜ୍ରପାତ ନେଇ ୧୧ ଜିଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ୱର : ଝଡବର୍ଷା ଓ ବଜ୍ରପାତ ନେଇ ୧୧ ଜିଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ, ନବରଙ୍ଗପୁର,ରାୟଗଡା, ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ,…
Read More...

ଗୁଣିଗାରେଡି ସନ୍ଦେହରେ ହତ୍ୟା ପରେ ଗାଁରୁ ବିତାଡିତ ପରିବାରର ଡିଆଇଜିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର: ଗଂଜାମ ଜିଲା ସୋରଡା ବ୍ଳକ୍ ବଡଗଡ ଥାନା ଅନ୍ତର୍ଗତ ସିଦ୍ଧପୁର ପଞ୍ଚାୟତର ଡିମିରିପଙ୍କାଳ ଗ୍ରାମରେ ଗତ ମାର୍ଚ୍ଚ ୩୦ ତାରିଖରେ ଗୁଣିଗାରେଡି ସନ୍ଦେହରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଧରମା ନାଇକଙ୍କୁ ପଥର ଛେଚି…
Read More...

ରାଜଧାନୀରେ ଛିନତାଇ ବେଳେ ଲୁଟେରାକୁ କାବୁ କଲେ ସ୍ଥାନୀୟଲୋକେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ତଳେ ଛିନତାଇ,ଲୁଟ ଭଳି ଘଟଣା ନିୟମିତ ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ଏକ ଛିତନାଇ ଘଟଣା ଘଟିଥିବା ଜଣାପଡିଛି। ମହିଳାଙ୍କ ବେକରୁ ଚେନ ଲୁଟ କରି ଖସି ପଳାଇବା…
Read More...

ବିଶେଷଜ୍ଞଙ୍କ ପରାମର୍ଶ ; କରୋନାରୁ ସୁସ୍ଥ ହେବା ପରେ ଆପଣାନ୍ତୁ ଏହି ଉପାୟ

କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ରୋଗୀ ୧୪ ଦିନରେ ଠିକ ହୋଇଯାଉଥିବା ଦେଖାଯାଉଛି। ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ସେମାନଙ୍କୁ ଦୁର୍ବଳ , ହାଲିଆ ଆଦି ଅନେକ ଦିନ ଯାଏଁ ଅନୁଭବ ହୋଇଥାଏ। କିଛି ଲୋକଙ୍କୁ ଦୀର୍ଘ…
Read More...

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ନେଇ ଖବର ମିଳିଛି। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସବୁ ବିଦ୍ୟାଳୟର…
Read More...

ହିନ୍ଦି ସିନେମାକୁ ପୂରିଲା ୧୦୮ ବର୍ଷ ; ଆଜି ରିଲିଜ ହୋଇଥିଲା ଭାରତର ପ୍ରଥମ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ହିନ୍ଦି ଚଳଚ୍ଚିତ୍ରକୁ ଆଜି ୧୦୮ ବର୍ଷ ପୂରଣ ହୋଇଛି। ୧୯୧୩ ମସିହାର ଆଜିର ଦିନର ପ୍ରଥମ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ରିଲିଜ ହୋଇଥିଲା। ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ସିନେମା ଜଗତର ବହୁ…
Read More...

ମମତା ବାନାର୍ଜୀଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ଦେଶର ଚାରୋଟି ରାଜ୍ୟରେ ଭୋଟ ଗଣତି ପରେ ଫଳାଫଳ ମିଳିସାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଆଜି ସକାଳେ ମମତାଙ୍କ…
Read More...

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ; ସ୍ଥାନୀୟଲୋକଙ୍କ ରାସ୍ତାରୋକ

ରାଉରକେଲା : ସୁନ୍ଦରଗଡ ଜିଲା ପାନପୋଷ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଲୋକେ ଉତ୍ତ୍ୟକ୍ତ ହେବା ସହ ଗାନ୍ଧୀଛକ ରାସ୍ତା ଅବରୋଧ କରିଛନ୍ତି ବୋଲି ସୋମବାର ଖବର ମିଳିଛି। ହସ୍ପିଟାଲରେ ଚିକିତ୍ସା…
Read More...

ଦିନକରେ ୩ ଲକ୍ଷ ୬୮ ହଜାର ୧୪୭ ନୂଆ କରୋନା ସ୍ରଂକମିତ ଚିହ୍ନଟ ; ୩,୪୧୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ନିଜର କାୟା ବିସ୍ତାର କରି ଚାଲିଛି। ଗତକାଲି ତୁଳନାରେ ଜଣାପଡିଥିବା କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି। ୨୪ ଘଣ୍ଟାରେ ୩ ଲକ୍ଷ ୬୮ ହଜାର…
Read More...

ବାସ୍ତୁ ଅନୁଯାୟୀ ଏପରି ରଖନ୍ତୁ ଜିନିଷପତ୍ର

ବାସ୍ତୁ ନିମୟ ଅନୁଯାୟୀ ଘରର ଆସବାବ ପତ୍ର ରଖିବା ଉଚିତ୍। ବାସ୍ତୁ ଟିପ୍ସ ଅନୁଯାୟୀ ଘରେ ଆସବାବ ପତ୍ର ସଜାଇ ରଖିଲେ ଶୁଭଫଳ ମିଳିଥାଏ। ଜାଣନ୍ତୁ ବାସ୍ତୁ ଟିପ୍ସ ଅନୁଯାୟୀ ଘରର କେଉଁ ସ୍ଥାନରେ କେଉଁ ଜିନିଷପତ୍ର ରଖିବେ।…
Read More...

କରୋନା ସମୟରେ ବିବାହ ; ବାଡି ଦ୍ୱାରା ପରସ୍ପରକୁ ଫୁଲମାଳା ପିନ୍ଧାଇଲେ ବର-କନ୍ୟା

ବିହାରର ବେଗୁସରାୟରେ କରୋନା ମହାମାରୀ ସମୟରେ ହୋଇଥିବା ଏକ ବିବାହ ଏବେ ଖୁବ ଚର୍ଚ୍ଚାରେ ବିଷୟ ପାଲଟିଛି। ଏହି ବିବାହରେ ବର-କନ୍ୟା ସାମାଜିକ ଦୂରତା ପାଳନ କରିବାର ନିୟମକୁ ଦୃଷ୍ଟିରେ ରଖି ବାଡି ଦ୍ୱାରା ଫୁଲମାଳା…
Read More...

ରାମନାଗୁଡାରେ ସପ୍ତାହନ୍ତ ସଟଡାଉନ୍ ; ପୁଲିସ ପାଟ୍ରୋଲିଂ କଡାକଡି

ରାମନାଗୁଡା : କରୋନାର ଦ୍ବିତୀୟ ଲହର ଏବେ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କୋଭିଡ଼ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡାରେ ମଧ୍ୟ ସପ୍ତାହନ୍ତ ସଟଡାଉନ୍ ଜାରିରହିଛି।…
Read More...

ପିଠଉ ମାଛ ଛଣା

ଆବଶ୍ୟକ ସାମଗ୍ରୀ ମାଛ – ୫ରୁ ୬ ଖଣ୍ଡ ଲୁଣ – ସ୍ୱାଦ ଅନୁଯାୟୀ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କାଗୁଣ୍ଡ - ଅଳ୍ପ କଟା ପିଆଜ – ୨ଟି ଗୋଟା ଜିରା – ୧ ଚାମଚରୁ କମ ଧନିଆପତ୍ର - ଅଳ୍ପ ତେଜପତ୍ର – ୨ଟି ଗୁଜୁରାଟି – ୨ଟି…
Read More...

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସାମ୍ବାଦିକ ୟୁନିୟନ ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିୟନ

ନବରଙ୍ଗପୁର : ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା । ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ…
Read More...

କରୋନାରେ ପ୍ରାଣ ହରାଇଲେ ଶିକ୍ଷକ, ଆତ୍ମହତ୍ୟା କଲେ ପତ୍ନୀ

ବ୍ରହ୍ମପୁର : କରୋନାର ଆଉ ଏକ କରୁଣ କାହାଣୀ ସାମ୍ନାକୁ ଆସିଛି । ୨ ଦିନ ତଳେ କରୋନାରେ ପ୍ରାଣ ହରାଇଥିବା ଜଣେ ଶିକ୍ଷକଙ୍କ ପତ୍ନୀ ଦୁଃଖ ସହି ନପାରି ଆଜି ଆତ୍ମହତ୍ୟା କରିଛନ୍ତି । ବର୍ଷକ ତଳେ ଏହି ପରିବାରର ପୁଅ ସଡକ…
Read More...

କରୋନା ଟିକା ନେବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ

ଅଧିକାଂଶ ସ୍ଥାନରେ ବରିଷ୍ଠ ଓ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଓ ମହିଳାଙ୍କୁ କରୋନା ଟିକା ଦିଆଯାଇସାରିଛି। ଏହାସହ ମେ ୧ରୁ ୧୮ ବର୍ଷରୁ ଅଧିକ ସଭିଁଙ୍କୁ କରୋନା ଟିକା ଦିଆଯିବା ଆରମ୍ଭ ହୋଇଛି। ଏଭଳି ସମୟରେ କରୋନା ଟିକା…
Read More...

କରୋନା ସଂକ୍ରମିତ ଘରେ ରଖନ୍ତୁ ଏହି କଥା ପ୍ରତି ଧ୍ୟାନ – ବିଶେଷଜ୍ଞଙ୍କ ପରାମର୍ଶ

ଗତକିଛି ଦିନ ମଧ୍ୟରେ ଦେଶରେ କରୋନାର ଦୈନିକ ଘଟଣା ୩ ଲକ୍ଷ ଟପୁଛି। ୩ ହଜାରରୁ ଅଧିକ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। କରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ଅନେକ ଲୋକେ ଡାକ୍ତରଙ୍କ…
Read More...

ଟ୍ରକକୁ ଧକ୍କା ଦେଲା କାର ; ୨ ଭାଇ ମୃତ

ହିମାଚଳପ୍ରଦେଶ : ହିମାଚଳପ୍ରଦେଶର ମଣ୍ଡୀ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଟ୍ରକକୁ ପଛପଟୁ ଏକ କାର ଧକ୍କା ଦେବାରୁ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନେ…
Read More...

ଗ୍ରାମ୍ୟବିକାଶ ଯୋଜନାରୁ ବଞ୍ଚିତ ଯୁଗୀପାଲି ଗାଁ

ରେଙ୍ଗାଲି :  ଭାରତ ଏକ ଗ୍ରାମ୍ୟ ବହୁଳ ରାଷ୍ଟ୍ର ହୋଇଥିବାରୁ ଗ୍ରାମ୍ୟ ର ଉନ୍ନତି ରେ ଦେଶର ଉନ୍ନତି ସାଧିତ ହୋଇଥାଏ ବୋଲି ସରକାର ଗ୍ରାମ ଗୁଡ଼ିକର ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାରର ଗ୍ରାମ୍ୟବିକାଶ ଯୋଜନା ଲାଗୁ…
Read More...

ଚଇତି ପର୍ବ ପାଳନ ରୋକିବାରୁ ପୁଲିସ ଉପରକୁ ଆକ୍ରମଣ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଏହାମଧ୍ୟରେ ବର୍ତ୍ତମାନ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ବେଳେ ପୁଲିସ ଉପରକୁ…
Read More...

ରେକର୍ଡ ଭାଙ୍ଗୁଛି କରୋନା ; ଦିନକରେ ୩ ଲକ୍ଷ ୯୨ ହଜାର ୪୮୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ୪ ଲକ୍ଷ ମୁହାଁ ହୋଇଛି ନୂଆ ସଂକ୍ରମିତଙ୍କ ସଂଖ୍ୟା। ଆଉ ୩ ଲକ୍ଷ ୯୨ ହଜାର ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

୧୦ ଘଣ୍ଟା ପଡିରହିଲା ଶବ ; ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଉଠିଲା ମହିଳାଙ୍କ ମୃତଦେହ

ବାଙ୍କୀ : ମୃତ୍ୟୁ ପରେ ବି ମିଳିଲାନି କାନ୍ଧ । ୧୦ ଘଣ୍ଟା ଧରି ଜଣେ ମହିଳାଙ୍କ ମୃତଦେହ ପଡିରହିବା ପରେ ବି ଗ୍ରାମବାସୀ କି ସରପଂଚ କେହି ବି ଶବ ଉଠାଇବା ନେଇ କୌଣସି ବ୍ୟବସ୍ଥା କଲେ ନାହିଁ । ଏମିତି ଏକ ଅଭାବନୀୟ ଘଟଣା…
Read More...

ଇହଧାମରେ ନାହାନ୍ତି ସେବାର ସାଧକ:ଡଃ ସାଧୁରାମ

ନର୍ଲା: ନର୍ଲାବ୍ଲକର ରୁପ୍ରାରୋଡରବରିଷ୍ଠନାଗରିକ,ବିଶିଷ୍ଟସମାଜସେବୀ,ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ,ଦୈନିକ ସମାଜ ଖବର କାଗଜର ନର୍ଲା ବ୍ଲକ ପାଠକ ମଂଚର ସଭାପତି,ଅନେକ ଅନୁଷ୍ଠାନର ନିର୍ମାତା,ସମାଜର କୁଶଳୀ…
Read More...

ଭରଚୁଆଲ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା କମିଟି ବୈଠକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ଓ ପରିଚାଳନା କମିଟିର ଏକ ବୈଠକ ଭରଚୁଆଲ ମାଧ୍ୟମରେ…
Read More...

ରାଜ୍ୟର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ଯୋଗାଣ

ଭୁବନେଶ୍ୱର : କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୮୩ ଟି ଟ୍ୟାଙ୍କର୍ ଯୋଗେ ୩୪୧୧.୦୩୨ ଟନରୁ ଅଧିକ ଅମ୍ଳଜାନ  ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ,…
Read More...

କଣ୍ଟେନମେଣ୍ଟ ଜୋନ ରେ ପିଇବା ପାଣି ସମସ୍ୟାକୁ ନେଇ ସାହିରେ ଉତ୍ତେଜନା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ୯ନମ୍ବର ୱାର୍ଡ କଣ୍ଟେଣ୍ଟମେଣ୍ଟ ଜୋନରେ ପାନୀୟ ଜଳ ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ମୈଦଲପୁର…
Read More...

କରୋନାରେ ଆଖି ବୁଜିଲେ ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱରପାଲ

ମୁମ୍ବଇ : କରୋନାରେ ପୁଣି ପ୍ରାଣ ହରାଇଲେ ଆଉ ଜଣେ ମହାନ ଅଭିନେତା ବିକ୍ରମଜିତ କନୱରପାଲ। ସେନା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେବା ପରେ ଅଭିନୟ ଆରମ୍ଭ କରିଥିଲେ ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱରପାଲ। ଦୀର୍ଘ…
Read More...

ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲାରେ। ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗାଁ ରେ ଗତ କାଲି…
Read More...

ଗୁଜରାଟର କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୨ ନର୍ସଙ୍କ ସମେତ ୧୮ ମୃତ

ଗୁଜରାଟ: ଗୁଜରାଟର ଭରୁଚର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର ଖବର ମିଳିଛି। କିଛି ରୋଗୀ ଆହତ ମଧ୍ୟ ହୋଇଛନ୍ତି। ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟତ୍ର…
Read More...

ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହାସହ ଘଡଘଡି, ବିଜୁଳି ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ। ୨ ଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର…
Read More...

ସୁସ୍ଥ କେଶ ପାଇଁ ସହଜ ଉପାୟ

କେଶ ଝଡ଼ିବାକୁ ରୋକିବା ପାଇଁ – ପାନର ପତ୍ରକୁ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରିହେବ। ଏଥିପାଇଁ ସର୍ବପ୍ରଥମେ ପାନ ପତ୍ରକୁ ପେଷି ଦିଅନ୍ତୁ। ଏହାପରେ ସେହି ପେଷ୍ଟରେ ରାଶି କିମ୍ବା ନଡ଼ିଆ ତେଲ ମିଶାଇ କେଶ ମୂଳରେ…
Read More...

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କରୋନା ରିପୋର୍ଟ ନେଗେଟିଭ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସଭିଁଙ୍କ ଶୁଭକାମନା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ସେ…
Read More...

ମେ ୧ ରୁ ୧୫ ନନ୍ଦନକାନନ, ବଟାନିକାଲ ଗାର୍ଡେନ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ବହୁ ସ୍ଥାନରେ ଦୋକାନ ବଜାର ବନ୍ଦ ସହ ବିିଭିନ୍ନ କଟକଣା ଜାରି କରାଯାଉଛି। ରାଜଧାନୀରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି…
Read More...

କରୋନା ଭୟ ; ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଜମଜ ଶିଶୁ ଓ ମାଆ

ମାଲକାନଗିରି : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ଗ୍ରାମାଞ୍ଚଳ ନୁହେଁ ବରଂ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଏହି ଘଟଣା। ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଧରି ନବଜାତ ଜମଜ…
Read More...

ଜଙ୍ଗଲରୁ ଭାଲୁର ମୃତଦେହ ଉଦ୍ଧାର

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଫରେଷ୍ଟ ରେଞ୍ଜ ଅଧୀନ ଖଇରବଣି ଜଙ୍ଗଲରୁ ଏକ ଅଣ୍ଡିରା ଭାଲୁ ର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ କେତେକ ଲୋକ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ସମୟରେ ଭାଲୁ ମରି ପଡିଥିବା…
Read More...

ଶନି, ରବି ଟିକାକରଣ ବନ୍ଦ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ଶନି,ରବିବାର ଟିକାକରଣ ବନ୍ଦ। ସଟଡାଉନ ଥିବାରୁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୮ ରୁ ୪୪ ବର୍ଷ ବର୍ଗର…
Read More...

୩ ଦିନ ଯାଏଁ ରାଜଧାନୀର ଇନ୍ଦ୍ରଧନୁ ମାର୍କେଟ ବନ୍ଦ – ବିଏମସି

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ଦୈନିକ ସଂକ୍ରମଣ ୫୦୦ ଟପୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ମାର୍କେଟକୁ ସିଲ କରାଯାଉଛି। ନୟାପଲ୍ଲୀ ସ୍ଥିତ…
Read More...

କଟକରେ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ

କଟକ : ଟ୍ୱିନ ସିଟିରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ଲାଗୁ କରାଯାଉଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ପୂଜା କମିଟି…
Read More...

ଗୁରୁବାର ଉପାୟ ; ମସ୍ତକରେ ନିଶ୍ଚୟ ଲଗାନ୍ତୁ କେସର ତିଲକ

ଗୁରୁବାର ଦିନ  ପୂଜା କାର୍ୟ୍ୟରେ ହଳଦିଆ ରଙ୍ଗର ଫୁଲ, ଚଣା ଡ଼ାଲି, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନର ବ୍ୟବହାର କରନ୍ତୁ। ନିଜେ ମଧ୍ୟ ହଳଦିଆ ବସ୍ତ୍ର ଓ ଫୁଲ ଧାରଣ କରିପାରିବେ। ଭୋଜନରେ ମଧ୍ୟ ଚଣା ଡ଼ାଲିର ପ୍ରୟୋଗ କରନ୍ତୁ।…
Read More...

ଆଇସକ୍ରିମ ତରଭୂଜ ରସ

ତରଭୂଜ - ୧କପ ସିଝା ଖିର - ୨କପ ଆଇସକ୍ରିମ - ନିଜ ପସନ୍ଦ ଅନୁଯାୟୀ ବରଫ ଖଣ୍ଡ - ୨ଟି ଚିନି - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ଏହି ଜୁସକୁ ପ୍ରସ୍ତୁତ କରିବା ପାଇଁ ତରଭୂଜକୁ ଛୋଟ ଛୋଟ ଖଣ୍ଡ କରି କାଟି…
Read More...

ଘିକୁଆଁରୀ ରସ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ହିତକାରକ

ଘିକୁଆଁରୀ ରସ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଖୁବ ଉପକାରୀ। ଏଥିରେ ବହୁ ପ୍ରାକୃତିକ ଗୁଣ ରହିଛି। ଭିଟାମିନ, ଖଣିଜ, ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଆୟୁର୍ବେଦରେ ମଧ୍ୟ ଏହାର ଖୁବ ମହତ୍ତ୍ୱ ରହିଛି।…
Read More...

କରୋନା ସଂକ୍ରମଣ ବୃଦ୍ଧି ; ବନ୍ଦ ହେଲା ଚାରିଧାମ ଯାତ୍ରା

ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ତଥା ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଉପରେ ରୋକ…
Read More...

ଗୋଟିଏ ପରିବାରର ୩ ମୃତଦେହ ଜବତ ; ମୃତ୍ୟୁର କାରଣ ଅସ୍ପଷ୍ଟ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଅନ୍ତର୍ଗତ କୋଇଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। କୋଇଡା ଥାନା ମସଜିଦ ଗଳିର ଏକ ବନ୍ଦ ଘର ଭିତରୁ ଗୋଟିଏ ପରିବାରର ମାଆ ଓ ୩ ବର୍ଷର ଝିଅର ମୃତଦେହ…
Read More...

ଆଜି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ପ୍ରବଳ ଖରାରେ ଜଳୁଛି ସାରା ରାଜ୍ୟ। ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ସ୍ଥାନରେ ଘଡଘଡି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ…
Read More...

ସମାଜ ପୋର୍ଟାଲର ପୂର୍ବତନ କପି ଏଡିଟର ମାନସ ରଞ୍ଜନ ଜୟପୁରିଆଙ୍କ କରୋନାରେ ପରଲୋକ

ଭୁବନେଶ୍ୱର : ସମାଜ ପୋର୍ଟାଲର ପୂର୍ବତନ କପି ଏଡିଟର ମାନସ ରଞ୍ଜନ ଜୟପୁରିଆଙ୍କ କରୋନାରେ ପରଲୋକ ହୋଇଛି। ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ସେ ପ୍ରାୟ ୧୦ଟି ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିଲେ। ସମ୍ବଲପୁରରେ…
Read More...

ବିଶିଷ୍ଟ କଳାକାର ,ନାଟ୍ୟକାର , ଉଦଘୋଷକ ଏବଂ ସାମ୍ବାଦିକ ଭାନୁ ପ୍ରକାଶ ରଥଙ୍କ କରୋନାରେ ପରଲୋକ

ଭବାନୀପାଟଣା  : କଳାହାଣ୍ଡି ର ବିଶିଷ୍ଟ କଳାକାର ,ନାଟ୍ୟକାର , ଉଦଘୋଷକ ଏବଂ ସାମ୍ବାଦିକ ଭାନୁ ପ୍ରକାଶ ରଥଙ୍କ କରୋନାରେ ପରଲୋକ ହୋଇଛି।ତାଙ୍କର ଘର ଭବାନୀପାଟଣା ସହର ର ମନ୍ଦାରବଗିଚା ପଡା  । କରୋନାରେ ଆକ୍ରାନ୍ତ ହୋଇ…
Read More...

ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ଅଭିଯୋଗ

ପାରାଦୀପ : ପାରାଦୀପ ଲକ୍‍ ଥାନା ଅନ୍ତର୍ଗତ ଝିମାଳ ଗାଁରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରିଥିବା ନେଇ ଗୁରୁବାର ଖବର ମିଳିଛି। ଝିମାଳ ଗାଁରେ ବାସକରୁଥିବା ମାଆପୁଅଙ୍କ ଠାରୁ ଏହି ଲୁଟ ହୋଇଛି।…
Read More...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ସଂକ୍ରମିତ

ଜୟପୁର : ସାରା ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଧ୍ୟ ସଂକ୍ରମିତ ହୋଇ ସାରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ସଂକ୍ରମିତ…
Read More...

ଗଞ୍ଜାମ ସହରାଞ୍ଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ

ଗଞ୍ଜାମ : ରାଜ୍ୟରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏହି କାରଣରୁ ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ପୂର୍ବ ବର୍ଷ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଚଳିତ ବର୍ଷ…
Read More...

ସୁନାର ଅଳଙ୍କାର ଉପହାରରେ ମିଳିବା ; ଦେଇଥାଏ ଶୀଘ୍ର ବିବାହ ହେବାର ସଙ୍କେତ

ମାନ୍ୟତା ଅନୁଯାୟୀ, ଏପରି କିଛି ସ୍ୱପ୍ନ ରହିଛି, ଯାହାର ସଙ୍କେତ ବିବାହ ହେବାର ସୂଚନା ଦେଇଥାଏ। ୧- ଯଦି କୌଣସି ଯୁବକ ସ୍ୱପ୍ନରେ ସୁନ୍ଦର ରଙ୍ଗର ପୋଷାକ କିମ୍ବା କୌଣସି ମହିଳା,ଝିଅ ସୁନ୍ଦର ରଙ୍ଗର ପୋଷକ ପିନ୍ଧିଥିବା…
Read More...

ଜାଣନ୍ତୁ ​ଦିଲ୍ଲୀର ମାର୍କେଟ ସହ କିଛି ସ୍ୱତନ୍ତ୍ର ସ୍ଥାନ ବିଷୟରେ

ସୁଲତାନପୁର – ସୁଲତାନପୁର ରାଷ୍ଟ୍ରୀୟ ଉଦ୍ୟାନ ପକ୍ଷୀପ୍ରେମୀଙ୍କ ପାଇଁ ସବୁଠାରୁ ଉତ୍ତମ ସ୍ଥାନ ଅଟେ। ଏହି ସ୍ଥାନ ପକ୍ଷୀ ଓ ଝରଣାର ସୌନ୍ଦର୍ୟ୍ୟ ପାଇଁ ପର୍ୟ୍ୟଟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ବିଦେଶରୁ ଆସୁଥିବା…
Read More...

ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କରୋନାର ୨ୟ ତରଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସଭିଁଙ୍କ ପାଇଁ ବିରାଟ ସମସ୍ୟା ଆଣି ଦେଇଛି। ଦେଶରେ କେତେକ ସ୍ଥାନରେ ହସ୍ପିଟାଲରେ ବେଡ ମିଳୁନଥିବା ବେଳେ ଅମ୍ଳଜାନ ମଧ୍ୟ ଏକ ସମସ୍ୟା ପାଲଟିଛି। ବର୍ତ୍ତମାନ…
Read More...

ଗୋଟା ଜିରା ଦହି ମଟନ

ମଟନ – ୪୦୦ ଗ୍ରାମ ପେଷା ଅମୃତଭଣ୍ଡା – ୩ ଚାମଚ ଘିଅ – ୧୫୦ ଗ୍ରାମ ଅଦା ରସୁଣ ବଟା – ୪ ଚାମଚ କଟା ପିଆଜ – ୨୦୦ ଗ୍ରାମ କଟା ଟମାଟୋ – ୨ଟି ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ…
Read More...

ମହାରାଷ୍ଟ୍ରର ହସ୍ପିଟାଲରେ ଅଗ୍ନିକାଣ୍ଡ ; ୪ ରୋଗୀ ମୃତ

ଠାଣେ : ମହାରାଷ୍ଟ୍ରର ଥାନେର ମୁମ୍ବ୍ରା ଅଞ୍ଚଳରେ ଆଜି ସକାଳ ସମୟରେ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହାସହ ପ୍ରାୟ ୨୦ରୁ ଅଧିକ ରୋଗୀଙ୍କୁ…
Read More...

ଭୁଷୁଡିଲା ଘର ; ଆଖି ବୁଜିଲେ ଗୋଟିଏ ପରିବାରର ୫ ଜଣ

ମିର୍ଜାପୁର : ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ସାନ ଗୁଦରୀ ଅଞ୍ଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ଘର ଭୁଷୁଡି ପଡିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର…
Read More...

ଦିନକରେ ଦେଶରେ ନୂଆ ସଂକ୍ରମିତ ୩ ଲକ୍ଷ ୬୦ ହଜାର ୯୬୦; ମୃତ ୩,୨୯୩

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୦ ହଜାର ୯୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର: ସ୍ୱତନ୍ତ୍ର ଓଡିଶା ପ୍ରଦେଶ ନିର୍ମାଣ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀକୁ ଯଥା ମର୍ୟ୍ୟାଦାର ସହ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜା ପୂଜା ସମିତି ପକ୍ଷରୁ ପାଳନ…
Read More...

ଯୁବକଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅନ୍ତର୍ଗତ ଜାଗେଶ୍ୱରପଡା ଅରୁହାବାଦ ଫତେପୁର ରାସ୍ତାରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ନିକଟରୁ ଟଙ୍କା ଲୁଟ କରିଛନ୍ତି। କଳା ପଲସରରେ ଆସି ଦୃର୍ବତ୍ତମାନେ ଯୁବକଙ୍କ ଠାରୁ…
Read More...

ଜାଣନ୍ତୁ କେଉଁ ୫ଟି ସ୍ଥାନକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ

ଜାଣତରେ ଅଜାଣତରେ ଆମ ଦ୍ୱାରା ଏପରି କିଛି ଭୁଲ ହୋଇଥାଏ, ଯାହା ବାସ୍ତୁ ଦୋଷର କାରଣ ହୋଇଥାଏ। କୁହାଯାଏ, ଗୃହରେ ବାସ୍ତୁ ଦୋଷ ରହିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା, ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମେତ ପାରିବାରିକ…
Read More...

ସକାଳୁ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ

ଉତ୍ତମ ସ୍ୱାସ୍ଥ୍ୟ ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କେତେକ ନିତିଦିନିଆ ଅଭ୍ୟାସ ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏହାସହ କିଛି ସ୍ୱତନ୍ତ୍ର ଖାଦ୍ୟପେୟକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରିବା ଉଚିତ।…
Read More...

ରେଢ଼ାଖୋଲ ଉପଖଣ୍ଡ ସଦର ମହକୁମାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ସଦର ମହକୁମାରେ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଜଷ୍ଟିସ ଏସ. ମୁରଲୀଧର ଭରଚୁଆଲ…
Read More...

ସିଡିଏ ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣକୁ ନେଇ ଉତ୍ତେଜନା

କଟକ : କଟକ ସିଡିଏ ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ସେକ୍ଟର-୭ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ନେବାକୁ ବହୁ ଲୋକେ ଅପେକ୍ଷା କରି…
Read More...

ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ କଲା ଆତ୍ମହତ୍ୟା

ନବରଙ୍ଗପୁର : ନବରଙ୍ଗପୁର ଜିଲା କୋଡିଙ୍ଗା ଥାନା ଅନ୍ତର୍ଗତ ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡିଛି। ଭଣ୍ଡିମାଲ ଗାଁରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ…
Read More...

ସାଲାଡ ପ୍ୟାକେଟରେ ବିଷଧର ସାପ

ବହୁ ବାର ଏପରି ହୋଇଥାଏ, ଲୋକେ ସେ ସମସ୍ତ ସ୍ଥାନରେ ସାପ ଦେଖନ୍ତି, ଯେଉଁଠାରେ ସାପ ଦେଖାଯିବାର ଆଶାନଥାଏ। ମାତ୍ର ଖାଦ୍ୟର ସାମଗ୍ରୀରେ ସାପ ଦେଖାଗଲେ ଚିନ୍ତା କରନ୍ତୁ ସେ ସମୟରେ କିଭଳି ଅନୁଭବ ହେବ। ଏଭଳି ଏହି ଏକ ଘଟଣା…
Read More...

କରୋନା ପାଇଁ ସ୍ୱତନ୍ତ୍ର ଚପଲ ; ଜାଣନ୍ତୁ କ’ଣ ଏହାର ବିଶେଷତ୍ୱ

ଆଗ୍ରା : ଏବେ ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏହି ସମୟରେ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣା ଯାଉଛି। ଏହାସହ ଏପରି କିଛି ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି, ଯାହା…
Read More...

ବର କରୋନା ସଂକ୍ରମିତ ଚିହ୍ନଟ ପରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧି ହେଲା ବିବାହ

ମଧ୍ୟପ୍ରଦେଶ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ କରୋନା କଟକଣା ସହ ନିୟମାବଳୀ ଲାଗୁ କରାଯାଇଛି। ଏଭଳି ସମୟରେ ମଧ୍ୟ ଏକ ଏପରି…
Read More...

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ ; ୭ ଗୁରୁତର

ରାୟଗଡା : ରାୟଗଡା-ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ମୁକୁନ୍ଦପୁର ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୋମବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯାତ୍ରୀବାହୀ ବସ ଓଲଟି ୭ ଜଣ ଗୁରୁତର…
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୧୬ ରୋଗୀ ସୁରକ୍ଷିତ ଉଦ୍ଧାର

ଗୁଜରାଟ : ଗୁଜରାଟର ସୁରଟସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୋମବାର ଖବର ମିଳିଛି। ବିଳମ୍ବିତ ରାତିରେ ସୁରଟ ଷ୍ଟେସନ ରୋଡସ୍ଥିତ ଏକ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର…
Read More...

ଚିକେନ କଞ୍ଚା ଲଙ୍କା  ମସଲା

ଆବଶ୍ୟକ ସାମଗ୍ରୀ ଚିକେନ – ୫୦୦ ଗ୍ରାମ ପିଆଜ – ୨ଟି ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଜିରା ଗୁଣ୍ଡ – ଅଳ୍ପ ଲେମ୍ବୁ ରସ – ଅଳ୍ପ ଲୁଣ – ଆବଶ୍ୟକ ଅନୁଯାୟୀ ଅଦା ରସୁଣ ବଟା – ୪ଚାମଚ କଞ୍ଚା ଲଙ୍କା –…
Read More...

ମହାରାଷ୍ଟ୍ର ସରକାରଙ୍କ ଘୋଷଣା ; ରାଜ୍ୟର ପ୍ରତ୍ୟେକ ନାଗରିକଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ : ଏବେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଲଗାତାର ୪ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପୁଛି। ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ୪୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…
Read More...

କେଶ ଝଡିବା ଦୂର ସହ ଅନେକ ସମସ୍ୟାର ସମାଧାନ ଏହି ଟିପ୍ସ

ପାଞ୍ଚଟି ଖାଦ୍ୟ ଯାହାକୁ ଭୋଜନରେ ସାମିଲ କରିବା ଦ୍ବାରା ଆପଣ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଅଣ୍ଡା: ଭିଟାମିନରେ ଭରପୁର ଅଣ୍ଡା କେଶର ସ୍ୱାସ୍ଥ୍ୟ ପାଇଁ ହିତକାର । ଅଣ୍ଡାରେ ଅଲିଭ ତେଲ ମିଶାଇ ଏକ…
Read More...

୪୦ ଲକ୍ଷର ଗଞ୍ଜେଇ ଜବତ

ରାୟଗଡା : ରାୟଗଡା ଜିଲା ଅନ୍ତର୍ଗତ କେନ୍ଦୁଗୁଡା ଗାଁରେ ଟ୍ରକରେ ଅନଲୋଡିଂ ବେଳେ ଗଞ୍ଜେଇ ଜବତ ହୋଇଥିବା ନେଇ ରବିବାର ଖବର ମିଳିଛି। ଟ୍ରକରେ ଅନଲୋଡିଂ ବେଳେ ୪୮୫ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ…
Read More...

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ; ନାବାଳକ ଜୀବନ୍ତ ଦଗ୍ଧ

ସୋନପୁର : ଗ୍ୟାସ ଲିକରୁ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ୯ ବର୍ଷ ନାବାଳର ମୃତ୍ୟ୍ରୁ ହୋଇଥିବା ନେଇ ରବିବାର ଖବର ମିଳିଛି। ଏଭଳି ଅଭାବନୀୟ ଘଟଣା ସୋନପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ଗାଁରେ ଘଟିଛି। ମିଳିଥିବା…
Read More...

କରୋନାରେ ଆଖି ବୁଜିଲେ ଆଉ ୭ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୮୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ରାୟଗଡାରୁ ୨, ଗଞ୍ଜାମ,କଳାହାଣ୍ଡି,…
Read More...

ଦହି ଏକ ପ୍ରକାର ଆୟୁର୍ବେଦିକ ଔଷଧ

ବହୁ ଲୋକଙ୍କ ଅଭ୍ୟାସ ସେମାନେ ଦହିରେ ଲୁଣ, ବିଭିନ୍ନ ମସଲା ଓ ଚିନି ପକାଇ ଖାଇଥାଆନ୍ତି। ମାତ୍ର ଏସବୁ ଦ୍ରବ୍ୟ ଦହିରେ ମିଶାଇ ଖାଇବା କେତେ ଦୂର ଠିକ ଜାଣିଛନ୍ତି କି ? ଦହିକୁ ଏକ ପ୍ରକାର ଆୟୁର୍ବେଦିକ ଔଷଧ ବୋଲି…
Read More...

୨ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ନୀଳଗିରି: ସହରାଞ୍ଚଳରେ ସଟଡ଼ାଉନ। ରାତିରେ ପୁଲିସ ପାଟ୍ରୋଲିଂ।  ତଥାପି ଏହାମଧ୍ୟରେ ଚୋରଙ୍କ ଉତ୍ପାତ ଦେଖାଦେଇଛି। ୨ଟି ମନ୍ଦିରରୁ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ଦୁର୍ବୃତ୍ତ ଲୁଟ କରିଛନ୍ତି। ବାଲେଶ୍ବର ଜିଲ୍ଲା…
Read More...

କରୋନା କାୟା ; ଦିନକରେ ନୂଆ ପଜିଟିଭ ଟପିଲା ୩ଲକ୍ଷ୪୯ହଜାର

ନୂଆଦିଲ୍ଲୀ : ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ବିରାଟ ସମସ୍ୟା ପାଲଟିଛି। ଦିନକରେ ୩ଲକ୍ଷ୪୯ହଜାର୬୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା…
Read More...

ରାଜ୍ୟରେ ନୂଆ ସଂକ୍ରମିତ ୬,୧୧୬ ; ସକ୍ରିୟ ଚିକିତ୍ସାଧୀନ ୪୫,୯୪୯

ଭୁବନେଶ୍ୱର : ରାଜ୍ୟରେ ଦୈନିକ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଆଉ ୬ ହଜାର ୧୧୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୩,୫୪୬ ଓ ସ୍ଥାନୀୟ ୨,୫୭୦।…
Read More...

ନିଆଁ ଲାଗି ୮ ଗୋରୁ ଜୀବନ୍ତ ଦଗ୍ଧ

କୋଣାର୍କ : କୋଣାର୍କ ଅନ୍ତର୍ଗତ କାକଟପୁର କରୁଣ ଗାଁରେ ଏକ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ରବିବାର ଖବର ମିଳିଛି। ନିଆଁ ଲାଗି ୮ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହାସହ ୨ ଗୁରୁତର ମଧ୍ୟ ହୋଇଛନ୍ତି।…
Read More...

ବୈଭବର ପରିଚୟ ପ୍ରଦାନ କରିଥାଏ ଏହି ସ୍ଥାନ ; ବାସ୍ତୁକଳା ମଧ୍ୟ ବିସ୍ମୟକର

ରାଜସ୍ଥାନ ଓ ମହାରାଷ୍ଟ୍ର ବ୍ୟତୀତ ମଧ୍ୟପ୍ରଦେଶର ଗ୍ୱାଲିୟର କିଲ୍ଲା ଭାରତର ସଂସ୍କୃତି ଓ ଉଚ୍ଚକୋଟରୀର କାରୁକାର୍ଯ୍ୟ ର ପରିଚୟ ପ୍ରଦାନ କରିଥାଏ। ଗୋପାଞ୍ଚଳ ପର୍ବତରେ ନିର୍ମିତ ଗ୍ୱାଲିୟର କିଲ୍ଲା ଏହି ସହରର ଏକ…
Read More...

ସୌଭାଗ୍ୟ ଓ ସୁଖସମୃଦ୍ଧିର ବୃଦ୍ଧି କରିଥାଏ ଏହି ସରଳ ଉପାୟ

ବାସ୍ତୁରେ କେତେକ ସାଧାରଣ ଟିପ୍ସ ବିଷୟରେ କୁହାଯାଇଛି, ଯାହାକୁ ଆପଣେଇବା ଦ୍ୱାରା ଜୀବନରେ ସୌଭାଗ୍ୟ ଓ ସୁଖସମୃଦ୍ଧିର ବୃଦ୍ଧି ହୋଇଥାଏ। ଜାଣନ୍ତୁ ......... ୧- ବାସ୍ତୁ ଅନୁଯାୟୀ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ…
Read More...

୨ ଦିନ ପାଗ ଶୁଖିଲା ; ୨୬ ତାରିଖରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୨ ଦିନ ଯାଏଁ ପାଗ ଶୁଖିଲା ରହିବ। ଏହାସହ ଆସନ୍ତା ୨୬ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ…
Read More...

କରୋନା ସଂକ୍ରମଣ ବୃଦ୍ଧି ; ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ ତରଫରୁ ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଜାରି କରାଯାଉଛି। ସଂକ୍ରମଣକୁ…
Read More...

ଗାଜର ପିସ୍ତା ମନପସନ୍ଦ

ଆବଶ୍ୟକ ସାମଗ୍ରୀ ଗାଜର – ୩ଟି ଖିର – ୨କପ ପାଉଁରୁଟି ଗୁଣ୍ଡ - ଅଳ୍ପ କେଶର - ଅଳ୍ପ ଚିନି - ଆବଶ୍ୟକ ପରିମାଣରେ ଗୁଜୁରାତି – ୩ଟି ସର - ଅଳ୍ପ ତେଲ - ଆବଶ୍ୟକ ପରିମାଣରେ କିସମିସ,କାଜୁ,ପିସ୍ତାବାଦାମ -…
Read More...

ଆପଣାନ୍ତୁ ଏହି ସ୍ୱାସ୍ଥ୍ୟ ଉପକାରୀ ଟିପ୍ସ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ।  ଡ଼ାଲଚିନିର ସାମାନ୍ୟ ମିଠା ଓ ହାଲକା ରାଗୁଆ ସ୍ୱାଦ ପାଇଁ ଏହାକୁ ସଭିଏଁ ବେଶ ପସନ୍ଦ କରନ୍ତି।  ଏହାର ବ୍ୟବହାର ବିଭିନ୍ନ…
Read More...

ଭୋଜି ପରେ ଅଗ୍ନିକାଣ୍ଡ ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ନୂଆଗାଁ ପଞ୍ଚାୟତ ହେନ୍ତସୁରା ଗାଁରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗାଁରେ ବଡଧରଣର ଅଗ୍ନିକାଣ୍ଡ ଘଟି ପ୍ରାୟ ଲକ୍ଷାଧିକ ଟଙ୍କାର…
Read More...

କରୋନା କାୟା ; ଦୈନିକ ସଂକ୍ରମଣ ଟପିଲା ୩ ଲକ୍ଷ ୪୬ ହଜାର , ମୃତ୍ୟୁ ସଂଖ୍ୟା ୨ହଜାର

ନୂଆଦିଲ୍ଲୀ : ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ଲକ୍ଷାଧିକ ଟପୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ…
Read More...

ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ; ଅପହୃତ ଯବାନଙ୍କୁ କଲେ ହତ୍ୟା

ମାଲକାନଗିରି : ପୁଣି ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖାଦେଇଛି।  ଗତ ବୁଧୁବାର ମାଲକାନଗିରି ସୀମାନ୍ତ ବର୍ତ୍ତୀ ଛତିଶଗଡ ର ବିଜେପୁର ଜିଲ୍ଲା ପେମେଡ଼ ଠାରେ ଅପହୃତ ଯବାନ ମୁରଲୀ ତାତି କୁ ହତ୍ୟା କରିଥିବା ସୂଚନା ମିଳିଛି…
Read More...

ସାପକାମୁଡ଼ାରେ ବୃଦ୍ଧା ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଦଳୁଆ ସାହିର ଜଣେ ବୃଦ୍ଧାଙ୍କ ସାପକାମୁଡ଼ାରେ ମୃତ୍ୟୁ ଘଟିଛି । ସେ ହେଲେ କୁଶଙ୍ଗ ଦଳୁଆ ସାହିର ଗୌରୀ ଜେନା(୬୨) ।  ସୂଚନା ଅନୁସାରେ ଗତକାଲି ରାତିରେ ବୃଦ୍ଧା…
Read More...

କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର :  କୋଭିଡ ସ୍ଥିିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ବର୍ତ୍ତମାନର କୋଭିଡ ସ୍ଥିତି ଯୁଦ୍ଧ ସହ ସମାନ। ଜାତୀୟସ୍ତରରେ କୋଭିଡ…
Read More...

ଶୁକ୍ରବାର ରାତିରୁ ନାଇଟକର୍ଫ୍ୟୁ ; ସୋମବାର ଭୋର ପର୍ଯ୍ୟନ୍ତ ଲାଗୁ କଟକଣା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି। ଦୀର୍ଘ ଏକ ସପ୍ତାହ ହେବ ନାଇଟକର୍ଫ୍ୟୁ ଜାରି କରାଯାଇଥିବା ବେଳେ…
Read More...

ମୁହଁର ସୁନ୍ଦରତା ବଜାୟ ରଖିବା ପାଇଁ ବିଶେଷ ଉପାୟ

ଟମାଟୋ, ମୁଲତାନି ମାଟି ଓ ଚନ୍ଦନ – ଏକ ପାତ୍ରରେ ଟମାଟୋ ରସ, ମୁଲତାନି ମାଟି ଓ ଚନ୍ଦନ ପାଉଡ଼ର ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୫ ରୁ ୧୦ ମିନିଟ ରଖନ୍ତୁ। ଏହା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ନିୟମିତ…
Read More...

ଅକ୍ସିଜେନ ଯୋଗାଇଥିବାରୁ ଓଡିଶାକୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ପରିସ୍ଥିତି ଖୁବ ଜଟିଳ ହୋଇ ପଡୁଛି। ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅକ୍ସିଜେନର ଅଭାବ ବିରାଟ ଚିନ୍ତା…
Read More...

ହିନ୍ଦ ମହାସାଗରରେ ସ୍ଥିତ ଏହି ଦେଶ ; ଜାଣନ୍ତୁ ଏହାର ସ୍ୱତନ୍ତ୍ରତା

ଦୁନିଆରେ ଏପରି କେତେକ ଦେଶ ରହିଛି, ଯାହା ଖୁବ ଛୋଟ, ସେଠାକାର ଜନସଂଖ୍ୟା ମଧ୍ୟ ଅଧିକ ନୁହେଁ। ସେଭଳି ଦେଖିବାକୁ ଗଲେ ୟୁରୋପ ମହାଦ୍ୱୀପରେ ସ୍ଥିତ ବେଟିକନ ସହର ଦୁନିଆର ସବୁଠାରୁ ଛୋଟ ଦେଶ ବୋଲି କୁହାଯାଏ। ମାତ୍ର ଆପଣ…
Read More...

ହରଭଙ୍ଗାରୁ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;  ମୋଟ ସଂଖ୍ୟା ଛୁଇଁଲା ୨୩  

ହରଭଙ୍ଗା: ବୌଦ୍ଧ ଜିଲ୍ଲାରୁ ଗୁରୁବାର ୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତ ରୁ ୩ ,କରଂଜକଟ ପଞ୍ଚାୟତ ରୁ ଜଣେ ଏବଂ ସରସରା ପଞ୍ଚାୟତ ଅଂଚଳରୁ…
Read More...