ନିଆଁ ଲାଗି ୮ ଗୋରୁ ଜୀବନ୍ତ ଦଗ୍ଧ

କୋଣାର୍କ : କୋଣାର୍କ ଅନ୍ତର୍ଗତ କାକଟପୁର କରୁଣ ଗାଁରେ ଏକ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ରବିବାର ଖବର ମିଳିଛି। ନିଆଁ ଲାଗି ୮ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହାସହ ୨ ଗୁରୁତର ମଧ୍ୟ ହୋଇଛନ୍ତି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଛନ୍ତି।

Comments are closed.