www.samajalive.in
Sunday, December 7, 2025
18.1 C
Bhubaneswar

ଗୁରୁବାର ଉପାୟ ; ମସ୍ତକରେ ନିଶ୍ଚୟ ଲଗାନ୍ତୁ କେସର ତିଲକ

ଗୁରୁବାର ଦିନ  ପୂଜା କାର୍ୟ୍ୟରେ ହଳଦିଆ ରଙ୍ଗର ଫୁଲ, ଚଣା ଡ଼ାଲି, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନର ବ୍ୟବହାର କରନ୍ତୁ। ନିଜେ ମଧ୍ୟ ହଳଦିଆ ବସ୍ତ୍ର ଓ ଫୁଲ ଧାରଣ କରିପାରିବେ।
ଭୋଜନରେ ମଧ୍ୟ ଚଣା ଡ଼ାଲିର ପ୍ରୟୋଗ କରନ୍ତୁ। ଲୁଣ ନଖାଇବାକୁ ଚେଷ୍ଟା କରନ୍ତୁ। ଯଦି ପାରିବେ ଏହି ଦିନ ଏକ ଥର ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତୁ।
ଗୁରୁବାର ଦିନ ପୂଜାର୍ଚ୍ଚନା ପରେ ବୃହସ୍ପତି ଦେବଙ୍କ ବ୍ରତ କଥା ଶୁଣନ୍ତୁ। ଏପରି କରିବା ଦ୍ୱାରା ବୃହସ୍ପତି ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏ।
ଗୁରୁବାର ଦିନ ମହିଳାମାନେ ନିଶ୍ଚୟ ବ୍ରତ ରଖନ୍ତୁ।
ଏହିଦିନ କଦଳୀ ବୃକ୍ଷ କିମ୍ବା କଦଳୀକୁ ମଧ୍ୟ ପୂଜା କରାଯାଏ। ତେଣୁ ଏହି ଦିନ କଦଳୀ ଖାଇବା ଉଚିତ ନୁହେଁ।
ଗୁରୁବାର ଦିନ ମନ୍ଦିରରେ ଚଣାଡ଼ାଲି ଓ କେସରର ଦାନ କରନ୍ତୁ।
ଏହିଦିନ କେସର ତିଲକ ମସ୍ତକରେ ନିଶ୍ଚୟ ଲଗାନ୍ତୁ।
ମାତ୍ର କେତେକ ସମୟରେ ଦେଖାଯାଇଥାଏ, ପ୍ରେମ ବିବାହରେ ବହୁ ବାଧା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ଏହି ସମସ୍ୟାରୁ ଦୂର ହେବା ପାଇଁ କିଛି ସହଜ ସରଳ ଉପାୟ………
– ଯେକୌଣସି ମାସରେ ଶୁକ୍ଳପକ୍ଷର ଗୁରୁବାରର ଏହି ଉପାୟ ଆରମ୍ଭ କରି ପାରିବେ।
– ଗୁରୁବାର ଦିନ ମା’ଲକ୍ଷ୍ମୀ-ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫଟୋ ସମ୍ମୁଖରେ ପିନ୍ଧୁଥିବା ଅଥବା ସଜାଇବା ପାଇଁ ବ୍ୟବହୃତ ଫୁଲମାଳରେ ୩ ଥର ଏହି ମନ୍ତ୍ରକୁ ଜପ କରନ୍ତୁ।
‘ଓଁ ଲକ୍ଷ୍ମୀ ନାରାୟଣାୟ ନମଃ’।
ଏହି ଉପାୟ ୩ ମାସ ପର୍ୟ୍ୟନ୍ତ ପାଳନ କରିବା ଉଚିତ। ପ୍ରତ୍ୟେକ ଗୁରୁବାର ମନ୍ଦିରରେ ଭୋଗ କରିବା ନିଜ ବିବାହରେ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ମନସ୍କାମନା ନିଶ୍ଚୟ ପୂରଣ ହେବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories