ରାୟଗଡା : ରାୟଗଡା ଜିଲା ଅନ୍ତର୍ଗତ କେନ୍ଦୁଗୁଡା ଗାଁରେ ଟ୍ରକରେ ଅନଲୋଡିଂ ବେଳେ ଗଞ୍ଜେଇ ଜବତ ହୋଇଥିବା ନେଇ ରବିବାର ଖବର ମିଳିଛି। ଟ୍ରକରେ ଅନଲୋଡିଂ ବେଳେ ୪୮୫ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ର୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଖବର ପାଇ ପଦ୍ମପୁର ପୁଲିସ ଏହି ଗଞ୍ଜେଇକୁ ଜବତ କରିଛି।
Popular Categories



