ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର ନିଗମ ତରଫରୁ ଗୁରୁବାର ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଛି। ଅନେକ ହୋଟେଲରେ ବାସି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢାଉ କରାଯାଇଥିଲା। ୩୫ କିଲୋ ଓଜନର ବାସି ଖାଦ୍ୟ ନଷ୍ଟ କରାଯିବା ସହ ୨୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି।
Popular Categories



