www.samajalive.in
Monday, December 8, 2025
20.1 C
Bhubaneswar

ଶୁଭଫଳ ପାଇଁ ୫ଟି ଗୁଜୁରାତି

ଅନେକ ସମୟରେ ଛୋଟ ଛୋଟ ଜିନିଷ ଅନେକ ଉପକାର କରିଥାଏ। ଏପରି ହିଁ ଏକ ଜିନିଷ ହେଉଛି ଗୁଜୁରାତି। ଏହାର କିଛି ସ୍ୱତନ୍ତ୍ର ବ୍ୟବହାର ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ। ଏହା ଖାଦ୍ୟର ସ୍ୱାଦ ଓ ବାସ୍ନା ଯେପରି ବୃଦ୍ଧି କରିଥାଏ, ସେହିପରି ଭାଗ୍ୟରେ ମଧ୍ୟ ସୁପରିବର୍ତ୍ତନ ଆଣିଥାଏ।
୧- ଯଦି ଆପଣ ଧନ ବୃଦ୍ଧି ଓ ପର୍ସରେ ସର୍ବଦା ଟଙ୍କା ରଖିବାକୁ ଚାହୁଁଛନ୍ତି, ତେବେ ନିଜ ପର୍ସରେ ୫ଟି ଗୁଜୁରାତି ନିଶ୍ଚୟ ରଖନ୍ତୁ।
୨- ଯଦି ଉତ୍ତମ ଗୁଣ ଓ ସୁନ୍ଦର ପତ୍ନୀ ପାଇଁ ଇଚ୍ଛା ତେବେ ୫ଟି ଗୁଜୁରାତି ହଳଦିଆ ବସ୍ତ୍ର ସହ କୌଣସି ଅସହାୟଙ୍କୁ ଗୁରୁବାର ଦାନ କରନ୍ତୁ।
୩- ବହୁ ପରିଶ୍ରମ ପରେ ମଧ୍ୟ ଆଶନୂରୂପ ରୋଜଗାର ନହେଉଥିଲେ କିମ୍ବା କର୍ମକ୍ଷେତ୍ରରେ ପଦୋନ୍ନତି ହେଉନଥିଲେ ପ୍ରତ୍ୟେକ ଦିନ ରାତିରେ ଏକ ହଳଦିଆ କପଡ଼ାରେ ଗୁଜୁରାତିକୁ ବାନ୍ଧି ତକିଆ ତଳେ ରଖି ଶୁଅନ୍ତୁ। ସକାଳେ ସେହି ଗୁଜୁରାତିକୁ ଦାନ କରନ୍ତୁ।
୪- ପାଠ ପଢାରେ ଉନ୍ନତି ପାଇଁ ଖିରରେ ଏକ ଗୁଜୁରାତି ପକାଇ ପ୍ରତ୍ୟେକ ଦିନ ପିଅନ୍ତୁ।
୫- ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ପତ୍ନୀ ନିଜ ପତିଙ୍କୁ ଖାଦ୍ୟ , ମିଠାଦ୍ରବ୍ୟ, ଯେକୌଣସି ବ୍ୟଞ୍ଜନରେ ଗୁଜୁରାତି ପକାଇ ଖୁଆନ୍ତୁ।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories