www.samajalive.in
Saturday, December 13, 2025
23.1 C
Bhubaneswar

ହରିଦ୍ୱାର କୁମ୍ଭମେଳାରେ ଭିନ୍ନ ଭିନ୍ନ ପ୍ରସାଦ ; ଜାଣନ୍ତୁ କିଛି ବିଶେଷ କଥା

କୁମ୍ଭ ନଗରୀ ହରିଦ୍ୱାର ସହରରେ ସାଧୁସନ୍ଥମାନଙ୍କ ପାଇଁ ପେଣ୍ଡାଲ ସଜାଯାଇ ସାରିଛି। ଜାନୁଆରୀ ୧୪ରୁ ଗଙ୍ଗା ସ୍ନାନ ଆରମ୍ଭ ହୋଇସାରିଛି। ମାତ୍ର ଆନୁଷ୍ଠାନିକ ଭାବେ ୨୭ ଫେବୃଆରୀ ୨୦୨୧ରୁ ଆରମ୍ଭ ହୋଇ ୨୭ ଏପ୍ରିଲ ଚୈତ୍ର ପୂର୍ଣ୍ଣିମାରେ ଶେଷ ହେବ। ସାଧୁସନ୍ଥଙ୍କ ପାଇଁ ପେଣ୍ଡାଲ, ସତସଙ୍ଗ, ଭଜନକୀର୍ତ୍ତନ, ଧ୍ୟାନ ସହ ଏହାସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଓ ପେଣ୍ଡାଲରେ ବହୁ ପ୍ରକାରର ପ୍ରସାଦର ବଣ୍ଟନ ମଧ୍ୟ କରାଯାଇଥାଏ। ଜାଣନ୍ତୁ …..
ପେଣ୍ଡାଲରେ ସାଧୁସନ୍ଥ ତଥା ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସାଧାରଣ ଖାଦ୍ୟ ପ୍ରସାଦ ସହ ଅନ୍ୟାନ୍ୟ ଭିନ୍ନ ଭିନ୍ନ ମହଙ୍ଗା ପ୍ରସାଦ ମଧ୍ୟ ବିତରଣ କରାଯାଏ।
ଏଠାରେ ଯେତେ ପ୍ରକାର ଭିନ୍ନ ଭିନ୍ନ ପ୍ରକାର ପ୍ରସାଦ ମିଳେ ତାହା ଅନ୍ୟ କେଉଁଠାରେ ମିଳେ ନାହିଁ ବୋଲି ମାନ୍ୟତା ରହିଛି।
ଏଠାରେ ଲକ୍ଷେ୍ନøର ଚିକ୍କି, ମଥୁରାର ପେଡା, ଦେଶୀ ଘିଅର ଲଡୁ, ଖୁଆ ହାଲୱା, ରସଗୋଲା, ବିଭିନ୍ନ ଲୁଣିଆ ଜିନିଷ ମଧ୍ୟ ମିଳିଥାଏ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭକ୍ତମାନଙ୍କ ପାଇଁ ଆମେରିକା ଓ ୟୁରୋପରୁ ମଧ୍ୟ ବିଭିନ୍ନ ପ୍ରକାର ଫଳ ଆସିଥାଏ। ପେଣ୍ଡାଲରେ ଭକ୍ତମାନଙ୍କୁ ବିଦେଶୀ ଫଳ ଓ କଫି ମଧ୍ୟ ଉପହାର ଦିଆଯାଏ।
ଆପଣ କୁମ୍ଭ ମେଳାକୁ ଗଲେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଓ ବିଭିନ୍ନ ପ୍ରକାର ଫଳର ମଜା ନେଇ ପାରିବେ। ଆପଣ ଏଠାରେ ପୁରୀ, ଡ଼ାଲି, ଅନ୍ନ, ଖିରୀ ହାଲୱା ଆଦି ମିଳିଥାଏ।

 

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories