ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଚାରା ରୋପଣ

ଯାଜପୁର : ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ଧର୍ମଶାଳା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜାରକା କଳ୍ପତରୁ ଦାସ ଷ୍ଟାଡିମୟ ରୋଡଠାରୁ ଆଦର୍ଶ…
Read More...

ସୀମାନ୍ତ ଗୁଡିଖଳା ଗ୍ରାମରେ ଆନ୍ଧ୍ର ବାଣ୍ଟିଲା କୃଷି ସହାୟତା, ଯୋଗାଇଲା ଘର

ପାତ୍ରପୁର : ଓଡ଼ିଶା ସୀମାନ୍ତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର କେତେକ ଗ୍ରାମକୁ ଆନ୍ଧ୍ର ନିଜର କରିବାକୁ ଅହରହ ଉଦ୍ୟମ ଜାରିରଖିଛି । ପାତ୍ରପୁର ବ୍ଳକର ଚାରି ଗୋଟି ଗ୍ରାମରେ ଗତକିଛି ବର୍ଷ ହେଲା ଆନ୍ଧ୍ର ସରକାର…
Read More...

ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ

ଠାକୁରମୁଣ୍ଡା : ପରିବାରିକ କୋଳହ ନେଲା ସ୍ତ୍ରୀର ଜୀବନ,ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ବିସ୍ଥାପିତ ବସ୍ତିରୁ । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ…
Read More...

ବିଜୟ କୁମାର କର, ଜିଏସଟି ଭୁବନେଶ୍ୱର ଜୋନର ନୂତନ ମୁଖ୍ୟ କମିଶନର

ଭୁବନେଶ୍ବର : ୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର ନୂତନ ମୁଖ୍ୟ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି । ଚିଫ କମିଶନର ଭାବେ ଯୋଗ ଦେବା ପୂର୍ବରୁ…
Read More...

ବାହୁଡିଲେ ମହାବାହୁ

ପିପିଲି : ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ବାହୁଡାଯାତ୍ରା ଶନିବାର ମହାସମାରୋହରେ ସଂପନ୍ନ ହୋଇଛି । ପିପିଲି ପୌରାଞ୍ଚଳ ଅନ୍ତର୍ଗତ ମଢିଆଳି ସାହି ସ୍ଥିତ ମା' ପଢେଇଶୁଣି ଠାକୁରାଣୀଙ୍କ…
Read More...

ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ

ବର୍ମିଂହାମ : ଭାରତ- ଇଂଲଣ୍ଡ ମଧ୍ୟରେ ଆଜି ଦ୍ବିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତି ଶୃଙ୍ଖଳା ଜିତିବାର ଆଶା ରଖିଛି। ପ୍ରଥମ ମ୍ୟାଚକୁ ଭାରତ ସହଜରେ ୫୦ରନରେ ଜିତି…
Read More...

ଶ୍ରୀଲଙ୍କା : ଦେଶ ଛାଡିଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

କଲମ୍ବୋ :  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାୟନ କରିଛନ୍ତି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରିବା ସହ ରାଷ୍ଟ୍ରପତିଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିବାବେଳେ …
Read More...

ବଡ଼ଦାଣ୍ଡରେ ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ; ଭାଇ-ଭଉଣୀଙ୍କ ପଛରେ ଆସୁଛନ୍ତି କାଳିଆ

ପୁରୀ: ବଡ଼ଦାଣ୍ଡରେ ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ପରେ ଶେଷରେ ନନ୍ଦିଘୋଷ ରଥକୁ ଟାଣି ନେଇଛନ୍ତି ଭକ୍ତ ।…
Read More...

ବଡ଼ଦାଣ୍ଡରେ ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ; ବଡ଼ ଭାଇଙ୍କ ପଛେପଛେ ଆସୁଛନ୍ତି ସାନ ଭଉଣୀ

ପୁରୀ: ବଡ଼ ଦାଣ୍ଡରେ ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ଭକ୍ତ ମାନେ ଟାଣିନେଇଛନ୍ତି ।    ନବଦିନାତ୍ମକ ଯାତ୍ରା ସାରି ଆଜି…
Read More...

ଶରଧାବାଲିରେ ‘ଭଜନ ସମାରୋହ ରଥଯାତ୍ରା-୨୦୨୨’ ଆୟୋଜିତ

ପୁରୀ: ଶରଧାବାଲିରେ ଆୟୋଜିତ ହୋଇଯାଇଛି ‘ଭଜନ ସମାରୋହ ରଥଯାତ୍ରା-୨୦୨୨’ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ କରାଯାଇଥିବା ବେଳେ ଗତକାଲି ଶେଷ ସଂଧ୍ୟା…
Read More...

ପୁଣି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି; ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା । ଉତ୍ତର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋସାଗରରେ ଘର୍ଣ୍ଣିବଳୟ ପ୍ରଭାବରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଥିବା ନେଇ…
Read More...

ଶରଧାବାଲିରେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ; ରଥକୁ ଟାଣିଟାଣି ନେଉଛନ୍ତି ଭକ୍ତ

ପୁରୀ: ଶରଧାବାଲିରେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି  । ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ପ୍ରଥମେ ବଡ଼ ଭାଇ…
Read More...

ବିପଦରେ ଧୋଇଆ ନାଳ ସେତୁ; ପୋଲରେ ନାହିଁ ସୁରକ୍ଷା ବାଡ଼

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ପଞ୍ଚାୟତରେ ରହିଛି ଧୋଇଆ ନାଳ ସେତୁ । ଭେଡା-ରାମଚନ୍ଦ୍ରପୁର କଳାପଥର ସଂଯୋଗୀ ରାସ୍ତାର ଧୋଇଆ ନାଳ ସେତୁ ନିର୍ମାଣ ହେଲା ପରେ ବନ୍ୟା ସମୟରେ ବାଙ୍କୀ ସହିତ ବ୍ରହ୍ମପୁରାର ସଂଯୋଗ…
Read More...

ପାଣିକରୋଡ ଉପ୍ରା ବିଦ୍ୟାଳୟରେ ନିରାପତ୍ତା ସପ୍ତାହ ପାଳିତ

ବାଙ୍କୀ: ଜୁଲାଇ ୪ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ନିରାପତ୍ତା ସପ୍ତାହ ପାଳନ ଅବସରରେ ପାଣିକରୋଡ ଉପ୍ରା ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଶୁକ୍ରବାର ଦିନ ପୂର୍ବାହ୍ନରେ ବିଦ୍ୟାଳୟ…
Read More...

ବ୍ରହ୍ମପୁରା-କିଆପଲ୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ବନ ମହୋତ୍ସବ ପାଳିତ

ବାଙ୍କୀ: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ବ୍ରହ୍ମପୁରା-କିଆପଲ୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ…
Read More...

ନୋଟାରୀ ସରକାରୀ ଉ.ପ୍ରା ବିଦ୍ୟାଳୟରେ ବନ ମହୋତ୍ସବ

ବାଙ୍କୀ: ବନ ମହୋତ୍ସବ ପାଳନ ଅବସରରେ ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ନୋଟାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ…
Read More...

ଗଡ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷି ସଚେତନତା ରଥ

ବାଙ୍କୀ: ଶୁକ୍ରବାର ଦିନ ଡମପଡା କୃଷି ସୂଚନା କାର୍ଯ୍ୟାଳୟ ପରିସରରୁ ଏକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କିତ କୃଷି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ସହକାରୀ କୃଷି ଅଧିକାରୀ ବି.ପି ରୋଜାଲିନ୍‌ ଏହି ରଥକୁ…
Read More...

ଶଂଖାମେରୀରେ ସ୍ୱାସ୍ଥ୍ୟବିଭାଗର ଜନ ଆରୋଗ୍ୟ ସମିତି ଗଠନ ସଭା

ବଡ଼ମ୍ବା: ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଶଂଖାମେରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏକ ଜନ ଆରୋଗ୍ୟ ସମିତି ଗଠନ ସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳଙ୍କ…
Read More...

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି; ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ରଥଟଣା !

ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି  । ଧାଡି ପହଣ୍ଡି ପରେ ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମାହାପ୍ରଭୁ ଶ୍ରୀ ଜଗନ୍ନାଥ  …
Read More...

ଦେଶରେ ଆଉ ୧୮,୮୪୦ କରୋନା ଆକ୍ରାନ୍ତ ଚିହ୍ନଟ; ୪୩ ମୃତ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୧୮ହଜାର ୮୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଦେଶରେ ୧୬ରୁ ୧୭ ହଜାର ଉପରେ କରୋନା ମାମଲା ଅସୁଥିବା ବେଳେ ଆଜି…
Read More...

ରାଜ୍ୟରେ ୫ଶହ ଟପିଲା କରୋନା ଦୈନିକ ସଂକ୍ରମଣ; ଆଉ ୫୧୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୫ଶହ ଅତିକ୍ରମ କଲା କରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୫୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
Read More...

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ; ଶରଧାବାଲିକୁ ଝୁଲିଝୁଲି ଆସୁଛନ୍ତି କାଳିଆ ଠାକୁର

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି । ଟାହିଆ ଲଗାଇ ଭକ୍ତଙ୍କ ମେଳରେ ଶରଧାବାଲିକୁ ଝୁଲିଝୁଲି ଆସୁଛନ୍ତି କାଳିଆ ଠାକୁର । ଶରଧାବାଲିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଅପେକ୍ଷା…
Read More...

ଘଣ୍ଟ ଓ କାହାଳୀ ଶବ୍ଦରେ ଫାଟିପଡ଼ୁଛି ଶରଧାବାଲି; ଦର୍ପଦଳନ ରଥରେ ବିଜେ କଲେ ଭଉଣୀ ସୁଭଦ୍ରା

ପୁରୀ: ଶରଧାବାଲିରେ ଦର୍ପଦଳନ ରଥରେ ବିଜେ କରିଛନ୍ତି ଭଉଣୀ ସୁଭଦ୍ରା । ସୁଭଦ୍ରାଙ୍କ ପହଣ୍ଡି ସରିବା ପରେ ସେବାୟତ ମାନେ ତାଙ୍କୁ ରଥରେ ବିରାଜମାନ କରାଇଛନ୍ତି । ଭଉଣୀ ସୁଭଦ୍ରାଙ୍କୁ ସେବାୟତ ମାନେ ହାତରେ ଝୁଲାଇ ଝୁଲାଇ…
Read More...

ଆରମ୍ଭ ହେଲା ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ; ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର

ପୁରୀ: ଆରମ୍ଭ ହେଲା ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ । ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।  ଶରଧାବାଲିରେ ବଡ଼ ଠାକୁରଙ୍କ…
Read More...

ଶ୍ରୀମନ୍ଦିରର ଅଲୌକିକ ଦୃଶ୍ୟ- ପତିତପାବନ ବାନା ଉଡୁଛି ପବନର ବିପରୀତ ଦିଗରେ; ଦେଖନ୍ତୁ ଏହି ଭିଡିଓ

ପୁରୀ: ନୀଳ ଚକ୍ରେ ହୋ ଦେଖ ଉଡୁଛି ବାନା.. ପତିତପାବନ ତାର ନାଁ । ପୁରାଣର କିଛି ଶ୍ଲୋକ ଓ ତଥ୍ୟ ଅନୁସାରେ ବର୍ତ୍ତମାନ ପତିତପାବନ ବାନା ଦରର୍ଶକଙ୍କୁ ଆହୁରି ମୁଗ୍ଧ କରିଛି । ନିକଟରେ ପତିତପାବନ ବାନାର ଏକ ଭିଡିଓ…
Read More...

ରାଜରାସ୍ତାରେ ମହାବଳ ବାଘ; ଭାଇରାଲ ହେଉଛି ଭିଡିଓ

ମାହାରାଷ୍ଟ୍ର: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହାବଳ ବାଘର ଭିଡିଓ । ଗୋଟିଏ ମହାବଳ ବାଘ ରାସ୍ତା ପାର୍ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ସହ ଲୋକମାନେ ଛିଡ଼ା…
Read More...

ଆଜି ପବିତ୍ର ବାହୁଡ଼ାଯାତ୍ରା; ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି  । ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମାହାପ୍ରଭୁ ଶ୍ରୀ ଜଗନ୍ନାଥ  ରତ୍ନବେଦୀକୁ…
Read More...

ସିଞ୍ଜୋ ଆବେଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା କରାଯିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ ସିଞ୍ଜୋ ଆବେ ଭାରତର…
Read More...

ଧବଳେଶ୍ୱର ପୀଠକୁ ଅଧିକ ଆକର୍ଷଣୀୟ କରାଯିବ : କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର : ପ୍ରସିଦ୍ଧ ଶୈବକ୍ଷେତ୍ର ପ୍ରଭୁ ଶ୍ରୀଧବଳେଶ୍ୱର ପୀଠର ଭିତିଭୂମି ଓ ପାରିପାର୍ଶ୍ବିକ ଉନ୍ନତି କରାଯାଇ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।…
Read More...

ରାତି ପାହିଲେ ବାହୁଡ଼ା ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ : ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ। ବାହୁଡା ଯାତ୍ରା ଦେଖିବା ଓ ରଥ ଟାଣିବା ପାଇଁ ଏବେଠାରୁ ପୁରୀରେ ଭକ୍ତଙ୍କ ଭିଡ ଲାଗିଲାଣି । ବାହୁଡାଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ଏବେ…
Read More...

୪ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୂବନେଶ୍ବର :  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର  ଉତ୍ତରପଶ୍ଚିମ ଓ ଏହାର ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ବାୟୁମଣ୍ଡଳର ୭.୬ କିଲୋମିଟର ଉଚ୍ଚତାରେ…
Read More...

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନୂଆଦିଲ୍ଲୀ :  ବିଜେଡିର ଦୁଇ ନୂଆ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟସଭା ସଭ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଦୁଇ ଓଡ଼ିଆ ସାଂସଦ ମାତୃଭାଷାରେ ଶପଥ ପାଠ କରିଥିଲେ । ରାଜ୍ୟସଭା ପରିସରରେ ଦିନ ୧୧ଟା ସମୟରେ…
Read More...

ସିଞ୍ଜୋ ଆବେଙ୍କ ବିୟୋଗ : ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି ଭାରତ-ଜାପାନ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୀତି ଏବଂ ବିଶ୍ବ…
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଟୋକିଓ :  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ଘଟିଛି। ଶନିବାର ସକାଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଶେଷରେ ତାଙ୍କର ପରଲୋକ ଘଟିଛି।…
Read More...

ନବୀନଙ୍କୁ ସାକ୍ଷାତ କଲେ ଦ୍ରୌପଦୀ ମୁର୍ମୁ, ଭାଇ ବୋଲି କଲେ ସମ୍ବୋଧନ !

ଭୁବନେଶ୍ବର : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁକ୍ରବାର ଭୁବନେଶ୍ୱରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଉଭୟ ବିଜୁ ଜନତା ଦଳ ଏବଂ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।…
Read More...

ଗୁଣ୍ଡିଚା ମନ୍ଦିରରେ ଆଜି ଶେଷଦର୍ଶନ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଚଳିତବର୍ଷ ମହାପ୍ରଭୁଙ୍କ ଶେଷଦର୍ଶନ। ନବମୀ ସନ୍ଧ୍ୟାଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ…
Read More...

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ଓଡ଼ିଶାବାସୀ ଗର୍ବିତ : ନିତ୍ୟାନନ୍ଦ ରାଏ

ଭୁବନେଶ୍ବର :  ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ କହିଛନ୍ତି ଭାରତର ରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏର ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପସନ୍ଦ କରିଥିବାରୁ ଓଡ଼ିଶାବାସୀ…
Read More...

୧୮,୮୧୫ ନୂଆ ସଂକ୍ରମିତ ଚିହ୍ନଟ ; ଆରୋଗ୍ୟ ହାର ୯୮.୫୧%

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦିନକରେ ଆଉ ୧୮,୮୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୫ ଲକ୍ଷ ୮୫ ହଜାର ୫୫୪କୁ ବୃଦ୍ଧି…
Read More...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ; ଭାରତର ସହଜ ବିଜୟ

ସାଉଥାମ୍ପଟନ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍‍ର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୫୦ ରନରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି । ଫଳରେ ଭାରତ…
Read More...

ବେଆଇନ ଧାନ ଚାଲାଣ ଘଟଣା : ୨ ଟ୍ରକ ଜବତ କଲା ଯୋଗାଣ ବିଭାଗ

ପାଟଣା : ଢେଙ୍କିକୋଟ ଟିକିରା ଠାରୁ ବେଆଇନ ଧାନ ଚାଲାଣ ହେଉଥିବା ଧାନ ବୋଝେଇ ୨ ଟ୍ରକକୁ ଜିଲ୍ଲା ଯୋଗାଣ ବିଭାଗ ଜବତ କରିଥିବା ସୂଚନା ମିଳିଛି। ଏହି ଟ୍ରକ ଦୁଇଟିରେ ୨ ଟ୍ରିପ ଧାନ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଚାଲାଣ…
Read More...

ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାରି ଆଧୁନିକ ଚିନ୍ତାଧାରା ସହ ଯୋଡିବା ଜାତୀୟ ଶିକ୍ଷା ନୀତିର ମୂଳ ଆଧାର : ମୋଦୀ

ସମ୍ବିଧାନ ପରେ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉଛି ଏକ ପବିତ୍ର ଦସ୍ତାବିଜ୍ : ଧର୍ମେନ୍ଦ୍ର ପ୍ରଧାନ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଏକ ଦାର୍ଶନିକ ଦସ୍ତାବିଜ ସମ୍ବିଧାନ ପରେ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗରେ ଅନେକ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ :  କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଗୁରୁବାର ଦିନ ମିଶନ ଅଲିମ୍ପିକ୍ସ ସେଲ…
Read More...

ଜେଏମଏଫସି କୋର୍ଟ ପରିସରରେ ଚାରା ରୋପଣ

ହରଭଙ୍ଗା : ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭଗୀୟ ଅଦାଲତ (ଜେଏମଏଫସି) କୋର୍ଟ ପରିସରରେ ଗୁରୁବାର ବନବିଭାଗ ପକ୍ଷରୁ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଚାରପତି ସୌମ୍ୟା ରାଓଙ୍କ ଉପସ୍ଥିତିରେ…
Read More...

୫ଟି ନିୟମକୁ ଫୁ… କାର୍ଯ୍ୟଦିବସରେ ହରଭଙ୍ଗା ଅବକାରୀ ଥାନାରେ ଝୁଲୁଛି ତାଲା

ହରଭଙ୍ଗା : ୫-ଟି ନିୟମ ଲାଗୁ ପରେ ମଧ୍ୟ ସରକାରୀ ବାବୁମାନେ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକରେ ଥିବା ହରଭଙ୍ଗା ଅବକାରୀ ଥାନାରେ କାର୍ଯ୍ୟଦିବସରେ ତାଲା…
Read More...

ଲକ୍ଷ୍ମୀପୁରରେ ଚାରା ରୋପଣ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବନାଞ୍ଚଳ ଅଧିନସ୍ତ କୁର୍ଜୁମାଳି ସଂରକ୍ଷିତ ପାହାଡ଼ରେ ଗୁରୁବାର ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ସଭାପତିତ୍ୱରେ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ୩୩ଜଣ ପରୀକ୍ଷାର୍ଥୀ ଏ-ୱାନ୍‍, ୪୮ଜଣ ପରୀକ୍ଷାର୍ଥୀ ଏ-ଟୁ, ୪୩ ଜଣ ପରୀକ୍ଷାର୍ଥୀ ବି-ୱାନ୍‍ ଓ ୧୩ଜଣ…
Read More...

ଅସନପାଟ ସେବାଶ୍ରମରେ ମ୍ୟାଲେରିଆ ଚିହ୍ନଟ ଶିବିର

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଅସନପାଟଠାରେ ରହିଥିବା ସେବାଶ୍ରମ ସ୍କୁଲରେ ମ୍ୟାଲେରିଆ ଚିହ୍ନଟ ଶିବିର ଗୁରୁବାର ଦିନ ଉଖୁଣ୍ଡା ସ୍ୱାସ୍ଥ୍ୟ ପରିଦର୍ଶକ ସଞ୍ଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ…
Read More...

ସମସ୍ୟା ଘେରରେ କୁଟୁଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ; ୭୭ ପିଲାଙ୍କ ପାଇଁ ୨ଟି ଶ୍ରେଣୀ ଗୃହ

ଝୁମ୍ପୁରା : ସଂପ୍ରତି ସରକାର ଶିକ୍ଷା ବିଭାଗକୁ ୫-ଟିରେ ଅନ୍ତଭୁର୍କ୍ତ କରିବା ପରେ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଝୁମ୍ପୁରା ବ୍ଲକ ବନାଞ୍ଚଳରେ ରହିଥିବା ସରକାରୀ ସ୍କୁଲ…
Read More...

ଦଶମ ପରୀକ୍ଷା ଫଳ, ଛାତ୍ରୀଙ୍କ ସଫଳତା ହାର ଅଧିକ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଖଜୁରୀପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଫଳାଫଳରେ  ଛାତ୍ର ମାନଙ୍କୁ ପଛରେ ପକାଇ ୩ ଜଣ ଛାତ୍ରୀ ଏ-୧ ସ୍ଥାନ ଅଧିକାର କରିଛନ୍ତି। ସର୍ବାଧିକ ନମ୍ବର ୫୬୧ ହ୍ରିଷିକା ମଲିକ ରଖିଥିବା ବେଳେ ଦିତୀୟ…
Read More...

ଚାଓମିନ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ମୃତ ଘଟଣା ; ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୪୦ ହଜାର ଟଙ୍କା ସହାୟତା

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅଧିନ ମୋହନା ପଞ୍ଚାୟତର ନାରାୟଣ ନଗର(ଢ଼େପସାହି)ରେ ଥିବା ଚାଓମିନ ଫ୍ୟାକ୍ଟ୍ରିରେ ୩ ଜଣ ମୃତ ଘଟଣା​ରେ ସ୍ଥାନୀୟ ବ୍ଳକର ୨ ଜଣ ମୃତକଙ୍କ ପରିବାରକୁ ଉପଜିଲ୍ଲାପାଳ ଜିଲ୍ଲା ରେଡକ୍ରସ…
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଶନ ବାତ୍ସଲ୍ୟ ଯୋଜନା ପାଇଁ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ : କେନ୍ଦ୍ର  ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି,…
Read More...

ଆସନ୍ତାକାଲି ଅପରାହ୍ଣ ୪ ଯାଏ ସନ୍ଧ୍ୟାଦର୍ଶନ

ପୁରୀ : ଆସନ୍ତାକାଲି ଶୁକ୍ରବାର ଆଡପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ତେବେ ନବମୀ ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୬ଟା ପରିବର୍ତ୍ତେ ଅପରାହ୍ଣ ୪ଟାରେ ବନ୍ଦପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦, ନେତୃତ୍ବ ନେବେ ରୋହିତ ଶର୍ମା

ସାଉଥାମ୍ପ୍‌ଟନ :  ଇଂଲଣ୍ଡ ବିପକ୍ଷରେ ଭାରତ ଆଜି ଏଠାରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ । କୋଭିଡ୍‌-୧୯ ସଂକ୍ରମିତ ରୋହିତ ଶର୍ମା ଟେଷ୍ଟମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିବା ବେଳେ ଟି-୨୦ ଦଳର ନେତୃତ୍ବ ନେବା…
Read More...

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍

ନୂଆଦିଲ୍ଲୀ: ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋରିସ ଜନସନ୍‌ । ଏନେଇ ବ୍ରିଟେନ୍‌ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଜନସନ ଇସ୍ତଫା ଦେଇଥିବା ନେଇ ଆଜି…
Read More...

ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ; ୧୭୭୪ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ୪୩ଟି ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ: ଆଜି ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ବାରଣାସୀ ଗସ୍ତକରି ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା…
Read More...

ଦେଶରେ ଆଉ ୧୮,୯୩୦ କରୋନା ଆକ୍ରାନ୍ତ ଚିହ୍ନଟ; ୩୫ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ତୁଳନାରେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । ସାରା ଦେଶରୁ ଗତକାଲି ୧୬ହଜାର ୧୫୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଦେଶରୁ ଆଉ…
Read More...

ରାଜ୍ୟର ୨୩ ଜିଲ୍ଲାକୁ ବ୍ୟାପିଲା କରୋନା; ଆଉ ୪୨୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁନି କରୋନା ସଂକ୍ରମଣ । ଗତକାଲି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଶହ ଟପିଥିବା ବେଳେ ଆଜି ମଧ୍ୟ ରାଜ୍ୟରୁ ୪ଶହ ଉପରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା…
Read More...

ଚାଓମିନ୍‌ ଫ୍ୟାକ୍ଟ୍ରିରେ ଅଘଟଣ; ଶ୍ୱାସରୁଦ୍ଧ ହୋଇ ୩ ମୃତ

ମୋହନା: ନାରାୟଣ ନଗରରେ ଥିବା ଚାଓମିନ୍‌ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଘଟଣ ଘଟିଛି । ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜାଳେଣି ଗ୍ୟାସ ଲିକ୍‌…
Read More...

ନବ ନିର୍ବାଚିତ ଦରଡ଼ିପାଳ ସେବା ସମବାୟ ସମିତ ସଭାପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କେଶଦୂରାପାଳ: ଦରଡ଼ିପାଳ ସେବା ସମବାୟ ସମିତ ସଭାପତି ପ୍ୟାରୀ ମୋହନ ବାରିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଛି । ଘସିପୁରା ବ୍ଲକ ଅନ୍ତର୍ଗତ ଦରଡ଼ିପାଳ ସେବା ସମବାୟ ସମିତ ନିର୍ବାଚନରେ ସଭାପତି ଭାବେ ପ୍ୟାରୀ ମୋହନ…
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର

କେଶଦୂରାପାଳ: ଆନନ୍ଦପୁର ଥାନା ଅନ୍ତର୍ଗତ ଅକରୁଆ ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ୍‌ ଚାଳକଙ୍କ ଘର ଅକରୁଆ ଗାଁରେ ହୋଇଥିବା…
Read More...

ଗୋରୁ ବୋଝେଇ ଟ୍ରକ୍‌ ଜବତ; ଚାଳକ ଫେରାର

କେଶଦୂରାପାଳ: ଏକ ଗୋରୁ ବୋଝେଇ ଦଶ ଚକିଆ ଟ୍ରକକୁ ଆନନ୍ଦପୁର ପୋଲିସ୍‌ ଜବତ କରିଛି । ହେଲେ ଗାଡିର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାତିରେ ଆନନ୍ଦପୁର ପୋଲିସ୍‌ ପୋଟ୍ରୋଲିଂ କରୁଥିବା ସମୟରେ ୫୩…
Read More...

ଶରଧାବାଲିରେ ଅଲୌକିକ ଦୃଶ୍ୟ; ବର୍ଷାରେ ଭିଜିଲେ ଭକ୍ତ, ହେଲେ ଭିଜିଲାନି ନନ୍ଦିଘୋଷ

ପୁରୀ: ସେ ସୃଷ୍ଟି.. ସେ ହିଁ ଶ୍ରଷ୍ଠା । ତାବିନା ପତ୍ର ଟିଏ ବି ହଲେ ନି । ଦେଖୁନାହାନ୍ତି ଏହି ଭକ୍ତାରଣ୍ୟ ଶରଧାବାଲି ଓ ନନ୍ଦିଘୋଷ ରଥର ଦୃଶ୍ୟ । ରଥ ଉପରେ କାଳିଆ ଠାକୁର । ଆଉ ଭକ୍ତଙ୍କ ଉପରେ ଆଶୀର୍ବାଦର ବର୍ଷା ।…
Read More...

ଆଜି ବି ପ୍ରବଳ ବର୍ଷିବ ! ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ…
Read More...

ପ୍ରକାଶ ପାଇଲା ମାଟ୍ରିକ୍‌ ଫଳାଫଳ; ପାସ୍‌ ହାର ୯୦.୫୫%

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌…
Read More...

ବନ ମହୋତ୍ସବ ଅବସରରେ ଚାରା ରୋପଣ କଲେ ବିଚାରପତି

ଟିଟିଲାଗଡ଼: ବନ ମହୋତ୍ସବ ସପ୍ତାହ ଅବସରରେ ଟିଟିଲାଗଡ଼ ଅତିରିକ୍ତ ଜିଲା ଦୌରା ଏବଂ ସେସନ ବିଚାରପତି ରାଜକିଶୋର ମହାପାତ୍ର ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଚାରା ରୋପଣ କରିଛନ୍ତି । ତାଙ୍କ ସହ ସବଜଜ ରମାକାନ୍ତ…
Read More...

ଗ୍ରାମାଞ୍ଚଳରେ ମୋବାଇଲ ସେବା ଅପହଞ୍ଚ

ବ୍ରଜରାଜନଗର: ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବର୍ତ୍ତମାନ ଦୁନିଆରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକରେ ସାମିଲ ହେବାକୁ ହେଲେ ଏହାର…
Read More...

ଦେଶରେ ଆଉ ୧୬ହଜାର ୧୫୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ ଆଉ ୧୬ହଜାର ୧୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୧ଲକ୍ଷ ୧୫ହଜାର ୨୧୨ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି । ସେହିପରି ଦେଶରେ…
Read More...

ରାଜ୍ୟରେ ୪ଶହ ଟପିଲା ଦୈନିକ କରୋନା ସଂକ୍ରମଣ; ଆଉ ୪୦୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୪ଶହ ଟପିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୪୦୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୬୫…
Read More...

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼; ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ । ଗତ କିଛି ଦିନର ବ୍ୟବଧାନ ପରେ ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି । ଫଳରେ ସାଧାରଣ ଜନତା ମହଙ୍ଗା ମାଡ଼ର ସମ୍ମୁଖିନ ହେବେ । ୧୪.୨ କେଜି ଏଲପିଜି ସିଲିଣ୍ଡର…
Read More...

ବାହୁଡା ଯାତ୍ରା ପାଇଁ ଆଜିଠୁ ପ୍ରସ୍ତୁତି; ୩ରଥ ନେବେ ଦକ୍ଷିଣମୋଡ

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠୁ ପୁରୀରେ ପ୍ରସ୍ତୁତି ଆରମ୍ଭ ହେବ । ଆଜି ମହାସପ୍ତମୀ ତିଥି ଅବସରରେ ଶରଧାବାଲିରେ ତିନି ରଥଙ୍କୁ ଦକ୍ଷିଣ ମୋଡ କରାଯିବ । ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନ ୧୨ଟା…
Read More...

ଘୋଡ଼ା ଚଢ଼ି ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି ସ୍ୱିଗୀ ବୟ; ଦେଖନ୍ତୁ ଭିଡିଓ

ମୁମ୍ବାଇ:  ବର୍ତ୍ତମାନର ସମୟରେ ହୋଟେଲର ଖାଇବା ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି । ସ୍ୱିଗୀ ଓ ଜୋମାଟୋ ପରି ଖାଦ୍ୟ ବିତରଣ ସଂସ୍ଥା କମ୍ ସମୟରେ ଗ୍ରାହକଙ୍କ ଘରେ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି । ହେଲେ ଆପଣ  ସ୍ୱିଗୀ…
Read More...

ଘଣ୍ଟା ଲୁଟୁଛି ଟଙ୍କା; ସୋସିଆଲ ମିଡିଆରେ ହେଉଛି ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଛୋଟ ବାଳକ କାର୍ ସଫା କରୁଛନ୍ତି । ଆଉ ତାଙ୍କ ହାତରେ ଏକ ଦାମୀ ସାର୍ଟ ଘଣ୍ଟା ପିନ୍ଧିଛନ୍ତି । ପିଲାଟିକୁ…
Read More...

ସରକାରଙ୍କ ସ୍ମାର୍ଟ ସ୍କୁଲ, ଉପର ଚିକ୍କଣ.. ଭିତର ଫମ୍ପା !

ରେଙ୍ଗାଲିକ୍ୟାମ୍ପ: ସରକାରଙ୍କ ଉନ୍ନତି ପଛର ନଗ୍ନ ଚିତ୍ର । ସଫଳତା ପଛର ବଡ଼ ବଫଳତା । ବର୍ଷା ପାଣିରେ ଉବୁଟୁବୁ ହେଉଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଥିବା ଲରମ୍ଭା ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ୧୯୩୮ ମସିହାରେ…
Read More...

ବସ୍‌ ଓଲଟି ଜଣେ ମୃତ, ୩୦ ଆହତ

ରାୟଗଡ଼ା: ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ…
Read More...

ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆଜି ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ରାଉରକେଲାର ବାସନ୍ତୀ କଲୋନି ଘରୁ…
Read More...

ସମାଜର ପ୍ରଭାବ; ଅସ୍ପୃଶ୍ୟତାର ଶିକାର ପକ୍ଷାଘାତ ରୋଗୀ ଉପାସୀଙ୍କୁ ମିଳିଲା ଚିକିତ୍ସା

ବୌଦ୍ଧ: ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବର ଗ୍ରାମର ପକ୍ଷାଘାତ ରୋଗରେ ପୀଡିତା ଉପାସୀ ପ୍ରଧାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ପକ୍ଷାଘାତରେ ପୀଡିତା ଅସହାୟା ମହିଳା…
Read More...

ବୌଦ୍ଧରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ବୌଦ୍ଧ: ବୌଦ୍ଧ ସଦରମହକୁମା ଠାରେ ସୋମବାର ଦିନ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୩୬ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୪ ଗୋଟି…
Read More...

ଭାରତୀୟ ମହିଳା କୁସ୍ତି ଦଳର ବାହାରିନ ଯାତ୍ରା

ପୁରୀ: ବାହାରିନ ଯାତ୍ରା କରିଛନ୍ତି ଭାରତୀୟ ମହିଳା କୁସ୍ତି ଦଳ ।  ଓଡ଼ିଆ କୁସ୍ତି କୋଚ ମନୀଷା ସାମଲଙ୍କ ନେତୃତ୍ୱରେ ଭାରତୀୟ ମହିଳା କୁସ୍ତି ଦଳ ବାହାରିନ ଯାତ୍ରା କରିଛନ୍ତି । ଏସିଆ କୁସ୍ତି ଚାମ୍ପିଅନସିପରେ ଭାରତ…
Read More...

ଦେଶରେ ଆଉ ୧୩,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ; ୨୪ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କରୋନା ସଂକ୍ରମଣ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୧୩ହଜାର ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଦେଶରେ ୧୬ରୁ ୧୭ ହଜାର ଉପରେ କରୋନା ମାମଲା…
Read More...

ରାଜ୍ୟରେ ଖସୁନି କରୋନା ଗ୍ରାଫ୍‌; ଆଜି ବି ୩ଶହ ଉପରେ ଦୈନିକ ସଂକ୍ରମଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁନି କରୋନା ସଂକ୍ରମଣ । ପୁଣି ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୩ଶହ ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩୩୪ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ…
Read More...

ମହାନଦୀରୁ ବିରାଟକାୟ ବୁଦମାଛ ଉଦ୍ଧାର

ବୌଦ୍ଧ: ମହାନଦୀର ଅପରପାର୍ଶ୍ୱ ଅନୁଗୁଳ ଜିଲ୍ଲା ବୁରଘାଟରୁ ଏବ ବିରାଟ କାୟ ମାଛ ଉଦ୍ଧାର ହୋଇଛି । ମହାନଦୀରେ  ଜାଲ ଟାଣିଥିବା ବେଳେ ୫୦ କିଲୋ ଓଜନର ବିରାଟକାୟ ବୁଦମାଛ ଜାଲରେ ପଡିଥିବା ଜଣାପଡ଼ିଛି । ଉକ୍ତ ମାଛକୁ…
Read More...

ବୌଦ୍ଧ ଟାଉନହଲରେ ଜ୍ଞାନ ପ୍ରକାଶର ଷଷ୍ଠ ବାର୍ଷିକ ଉତ୍ସବ; ଯୋଗଦେଲେ ୧୨ ରାଜ୍ୟର ପ୍ରତିନିଧି

ବୌଦ୍ଧ: ଦେଶର  ଭାଷା, ସଂସ୍କୃତି ଓ ମୂଲ୍ୟବୋଧକୁ ଗୁରୁତ୍ୱ ପ୍ରଦାନ କରି ଟାଉନହଲ ଠାରେ ଜ୍ଞାନ ପ୍ରକାଶ ପରିବାର ତରଫରୁ ଷଷ୍ଠ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ୧୨ ଗୋଟି ରାଜ୍ୟରୁ…
Read More...

ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

ଫୁଲବାଣୀ: ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୋଶ ପ୍ରକାଶ କରି ତାଙ୍କର ବଦଳି ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଂଚାୟତ ଅଧିନରେ ଥିବା…
Read More...

କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ତମ ବନ ମହୋତ୍ସବ ପାଳିତ

ଲାଞ୍ଜିଗଡ଼: ବନ ବିଭାଗ ତରଫରୁ ଆଜି ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର କାଉଗଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସିକେରକୁପା ସେକ୍ସନ ଫରେଷ୍ଟର ଭାଗିରଥୀ ନାଏକଙ୍କ…
Read More...

କଲମପୁର ଗ୍ରୀନ ଭେଲି ଏକୋଡେମି ତରଫରୁ ବନ ମହୋତ୍ସବ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ

କଲମପୁର: ଜୁଲାଇ ପହିଲାରୁ ଆରମ୍ଭ ହେଇଛି ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷାକୁ ନେଇ ଅନେକ ସଚେତନାତ ସଭା ଓ ଶୋଭାଯାତ୍ରା ଜାରି ରହିଛି । କଲମପୁର ଗ୍ରୀନ୍‌ ଭେଲି…
Read More...

ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ନବରଙ୍ଗପୁର: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲାପ୍ରଶାସନ ପକ୍ଷରୁ ନବନିର୍ବାଚିତ ସରପଞ୍ଚ ମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଶ୍ରୀପଲା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି; ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ଶ୍ରୀପାଲା ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲଗିଛି ।  ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ରୁ ଅଧିକ ଲୋକ ଫିରିଙ୍ଗିଆ ଗୋଷ୍ଠୀ…
Read More...

ଲୋକଙ୍କ ଦୁର୍ଦ୍ଦଶା ବଢ଼ାଉଛି କୁଲେଇ ଜୋର; ଦୁଇ ଜିଲ୍ଲାକୁ ଯାତାୟାତ ବିଚ୍ଛିନ୍ନ

ରେଙ୍ଗାଲିକ୍ୟାମ୍ପ: ବିଜୁ ସେତୁ ଯୋଜନାରେ ବଞ୍ଚିତ କୁଲେ଼ଇ ଜୋର । ଅତାବିରା ବ୍ଲକ ଅନ୍ତର୍ଗତ ଅନ୍ଧାରିପାଲିରେ ଏହି କୁଲେଇ ଜୋର ରହିଥିବା ବେଳେ ଏହି ଜୋର ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ସଂଯୋଗ କରୁଛି । ଏହି ଜୋର ଉପରେ…
Read More...

କନ୍ଧମାଳରେ ‘ସେବା ଓ ସେବକ’ ସପ୍ତାହର ଷଷ୍ଠ ଦିନ ପାଳିତ

ଫୁଲବାଣୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥି ଅବସରରେ ସମାଜ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ‘ସେବା ଓ ସେବକ’ ସପ୍ତାହର ୬ଷ୍ଠ ଦିନରେ ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଠାରେ ସ୍ୱେଚ୍ଛାସେବୀ ସଂଗଠନ…
Read More...

ଫୁଲବାଣୀ ସହରର ସମସ୍ତ ଟ୍ରାକ୍ଟର ମାଲିକ ପକ୍ଷରୁ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ  

ଫୁଲବାଣୀ: ଅତ୍ୟଧିକ ପେନାଲଟି ଆଦାୟକୁ ବିରୋଧ କରି ଫୁଲବାଣୀ ସହରର ସମସ୍ତ ଟ୍ରାକ୍ଟର ମାଲିକ ମାନେ କନ୍ଧମାଳ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ରରେ କୁହାଯାଇଛି କି, ଅତ୍ୟଧିକ ରୟାଲିଟିକୁ…
Read More...

କାଠଡ଼େରା ରଥଯାତ୍ରା ମହୋତ୍ସବରେ ‘ସେବା ଶିବିର’ ଉଦ୍‌ଘାଟିତ

ରେଙ୍ଗାଲିକ୍ୟାମ୍ପ: ଗୁଣ୍ଡିଚା ଧାମ ରୂପେ ପରିଗଣିତ ହେଉଥିବା ଅତାବିରା ବ୍ଲକର କାଠଡେରାରେ ଦୀର୍ଘ ଦଶ ଦିନ  ଧରି ଚାଲିଛି ରଥଯାତ୍ରା ମହୋତ୍ସବ ଓ ଲୋକ ମହୋତ୍ସବ ।ଏହି ମହୋତ୍ସବର ଚତୁର୍ଥ ଦିବସରେ ବରଗଡ଼ ଜିଲ୍ଲା ଶିକ୍ଷା…
Read More...

ଶିରିପୁର ସେବାଶ୍ରମରେ ୭୩ତମ ବନମହୋତ୍ସବ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଶିରିପୁର ଉଚ୍ଚ ମାଧ୍ୟମିକ ବାଳିକା ବିଦ୍ୟାଳୟ ପରିସରରେ କଲ୍ୟାଣସିଂହପୁର ବନାଞ୍ଚଳ ଓ ଶିରିପୁର ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ…
Read More...

ଆମେରିକାର ଚିକାଗୋ ସହରରେ ପୁଣି ଫୁଟିଲା ଗୁଳି; ୬ମୃତ, ୨୪ ଆହତ

ଓ୍ୱାଶିଂଟନ୍‌: ଆମେରିକାର ଚିକାଗୋ ସହରରେ ପୁଣି ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଇଲିନୋଇଜ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ ଘଟାଇଥିବା ବେଳେ…
Read More...

ଗୁଣ୍ଡିଚା ମନ୍ଦିର ଅଭିମୁଖେ ଶ୍ରଦ୍ଧାଳୁ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଝଲସୁଛି ଶ୍ରୀଜୀଉଙ୍କ କଳାଶ୍ରୀମୁଖ। ସୋମବାର ଆଷାଢ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି କରାଯାଇଛି। ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁ…
Read More...

ଆଜି ହେରାପଞ୍ଚମୀ : ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳବାର ହେରାପଞ୍ଚମୀ ନୀତି ପାଳନ କରାଯିବ। ଜଗତ୍‌ଜନନୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ତାଙ୍କୁ ସାଥୀରେ ନନେଇ ପ୍ରଭୁ…
Read More...

୮ ରାଜ୍ୟରେ ଶସ୍ତା ; ଓଡ଼ିଶାରେ ଅଧିକ

ଭୁବନେଶ୍ୱର : ବିଦ୍ୟୁତ୍ ଶୁଳ୍କ ଓ ବିଲ୍ ଆଦାୟରେ ଜାତୀୟ ହାରଠାରୁ ଓଡିଶା ଆଗରେ ରହିଛି। ବିଦ୍ୟୁତ ସଂସ୍କାର ନାଁରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼ ଦେଉଛି ସରକାର। ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର…
Read More...

ଲଘୁଚାପ ପ୍ରଭାବ : ରାଜ୍ୟସାରା ବର୍ଷିବ

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସୋମବାର ପ୍ରତ୍ୟୁଷରେ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଦକ୍ଷିଣ-ପଶ୍ଚିମ…
Read More...

ଭଲ ହୃଦୟ, ଉତ୍ତମ ମଣିଷ ତିଆରି କରେ : ଜିଗ୍‌ମେ ରିନ୍‌ପୋଚେ

ଭୁବନେଶ୍ୱର : ଭଲ ହୃଦୟ ଜଣେ ଉତ୍ତମ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦେଶକ ଗେତ୍ରୁଲ୍‌ ଜିଗ୍‌ମେ ରିନ୍‌ପୋଚେ କହିଛନ୍ତି। ସୋମବାର କିସ୍‌…
Read More...

ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟମ୍ୟାଚ୍‌

ବର୍ମିଂହାମ୍‌ :  ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ମ୍ୟାଚ୍‌କୁ ଜିତି ଶୃଙ୍ଖଳାକୁ ଅମୀମାଂସିତ ରଖିବା ପାଇଁ ଇଂଲଣ୍ଡକୁ ୨ୟ ଇନିଂସରେ ୩୭୮ ରନ୍‌ର ବିଜୟଲକ୍ଷ୍ୟ ଦେଇଛି ଭାରତ। ତେବେ…
Read More...

ମଙ୍ଗଳବାର ରାଶିଫଳ (୦୫/୦୭/୨୦୨୨)

ମେଷ : କାର୍ଯ୍ୟରେ ବିଳମ୍ବ ଘଟିଲେ ବି ପରିଶ୍ରମର ମୂଲ୍ୟ ମିଳିବ। ପରଧନରେ ଧନୀ ହୋଇପାରନ୍ତି। ମହିଳା ଗୋଷ୍ଠୀର ନେତୃତ୍ବ ନେଇ କାର୍ଯ୍ୟ କରିବେ। ରଜତ ଧନରେ ଧନଶାଳୀ ହେବେ। ରସିକ ଓ ବାଚାଳ ହେବେ। ବୃଷ : ଧର୍ମଧ୍ବଜାଧାରୀ…
Read More...