ତାଲିବାନ, ଆଇଏସ୍‌, ଅଲ-କାଏଦାଙ୍କ ଯୋଜନା ପାକିସ୍ତାନ ହେବ ସାରିୟା ରାଷ୍ଟ୍ର

ଇସଲାମାବାଦ : ପାକିସ୍ତାନକୁ ଏକ ସାରିୟା ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ । ବିଶେଷକରି ତାଲିବାନ, ତେହରିକ-ଇ-ତାଲିବାନ, ଇସଲାମିକ ଷ୍ଟେଟ (ଖୋରାସନ) ଆଇଏସ୍‌-କେ ଓ ଅଲ-କାଏଦା ଭଳି…
Read More...

ସିଧୁ ମୁଜେୱାଲାଙ୍କ ହତ୍ୟାକାରୀ ଅଙ୍କିତ ଗିରଫ

ନୂଆଦିଲ୍ଲୀ : ପ୍ରାୟ ୩୦ଟି ସ୍ଥାନରେ ଲୁଚିବା ପରେ ପଞ୍ଜାବ କଣ୍ଠଶିଳ୍ପୀ ସିଧୁ ମୁଜେୱାଲଙ୍କ ହତ୍ୟା ଅଭିଯୁକ୍ତ ଅଙ୍କିତ ସିର୍ସା ରବିବାର ରାତିରେ ଦିଲ୍ଲୀ ପୁଲିସ ହାତରେ ଧରାପଡ଼ିଛି । ମାତ୍ର ୧୮ ବର୍ଷୀୟ ଅଙ୍କିତ ଦକ୍ଷ…
Read More...

ଭଲମଣିଷ ହେବାର ରାହା ଦେଖାଇଥାଏ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୀବନାଦର୍ଶ 

ଗୁରୁଡିଝାଟିଆ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କୋଟି ଓଡିଆଙ୍କ ହୃଦୟର ମଣି । ସେବା, ପରୋପକାର, ନିସ୍ୱାର୍ଥପର ସେବା ଓ ତ୍ୟାଗର ସେ ଥିଲେ ଜ୍ୱଳନ୍ତ ନିଦର୍ଶନ । ନିଜକୁ ତିଳ ତିଳ କରି ଜାଳି ଆଖିର ଲୁହକୁ ଚାପି ରଖି…
Read More...

ହୀରାକୁଦ ଜଳ ଭଣ୍ଡାର ଜମିରେ ବେଆଇନ୍ ଡମ୍ପିଂ ଓ ମାଟି ଖନନ : ମୁଖ୍ୟଯନ୍ତ୍ରୀଙ୍କୁ ଫେରାଦ୍ ହେଲେ ଗ୍ରାମବାସୀ

ରେଙ୍ଗାଲି :  ହୀରାକୁଦ ଜଳଭଣ୍ଡାର ଜମିରେ ଖନନ କିମ୍ବା କୌଣସି ନିର୍ମାଣ କାର୍ଯ୍ୟ ପାଇଁ ସରକାର ନିଷେଧାଦେଶ ଜାରି କରିଛନ୍ତି । ତେବେ ସରକାରୀ ନିର୍ଦ୍ଦେଶର ଖୋଲା ଉଲଘଂନ କରି ରେଙ୍ଗାଲି ବ୍ଳକ୍ ଖିଣ୍ଡା ଗ୍ରାମ ପଞ୍ଚାୟତର…
Read More...

ସିଆଁବାହାଲ ଏବଂ ଲହମନି ଗ୍ରାମରେ ସିଲେଇ ତାଲିମ ଶିବିର

ରେଙ୍ଗାଲି :  ରେଙ୍ଗାଲି ବ୍ଳକ୍ ଜଙ୍ଗଳା ପଞ୍ଚାୟତର ସିଆଁବାହାଲ ଏବଂ ଲହମନି ଗ୍ରାମରେ ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ସିଲେଇ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ୧୫ରୁ ୪୯ ବର୍ଷ ବୟସ୍କ ୩୦ ଜଣ ଲେଖାଏଁ ମହିଲାଙ୍କୁ…
Read More...

ଓସାକା ପକ୍ଷରୁ ସମ୍ବଲପୁର ନାନ୍ଦେଡ ଟ୍ରେନର ପ୍ରତ୍ୟେହ ଚଳାଚଳ ଦାବି

ସମ୍ବଲପୁର : ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦ ଠାରେ ରହୁଥିବା ପଶ୍ଚିମ ଓଡିଶାବାସୀଙ୍କ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସାମାଜିକ ସଙ୍ଗଠନ ‘ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ…
Read More...

ସମ୍ବଲପୁରୀ ଭାଷାକୁ ନେଇ ଚାଲିଥିବା ଷଡଯନ୍ତ୍ରକୁ ତୀବ୍ର ବିରୋଧ କରାଯିବ

ସମ୍ବଲପୁର :  ସମ୍ବଲପୁରର ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ହୀରାଖଣ୍ଡ ସାମୁଖ୍ୟ ତରପରୁ ସମ୍ବଲପୁରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ପାଇଁ ଏକ ସଭା ସଭାପତି ଡ. ପରେଶ ଦାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
Read More...

ଅବକାରୀ ଚଢଉ, ୪୨୦ଲିଟର ମଦ ଓ ୬୩୭୦ଲିଟର ପୋଚ ଜବତ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ଓ କଟକ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ସୋମବାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳି, ସରସ୍ୱତୀପୁର ଓ ଚଉଦମାଣର ଜଙ୍ଗଲ ଅଞ୍ଚଳରେ ଚଢଉ…
Read More...

୨ ହାତୀ ଶିକାର କରିଥିବା ସ୍ୱୀକାର ପରେ ଧର୍ମରାଜ ଗିରଫ

ଆଠଗଡ : ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ୨ଟି ହାତୀ ଶିକାର କରିଥିବା ସ୍ୱୀକାରୋକ୍ତି ପରେ ବନବିଭାଗ ଦ୍ୱାରା ଅଟକ ଥିବା ଦୁର୍ଦ୍ଦାନ୍ତ ଶିକାରୀ ଧର୍ମରାଜ ନାଏକକୁ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଥିବା…
Read More...

ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ସେବା ଓ ସେବକ ସପ୍ତାହ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା କଲେଜ ଏନଏସଏସ, ଯୁବ ରେଡକ୍ରସ ଓ ରେଞ୍ଜର୍ସର ମିଳିତ ଆନୁକୁଲ୍ୟରେ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧବାର୍ଷିକ ଅବସରରେ ସୋମବାର ସେବା ଓ ସେବକ ସପ୍ତାହ ପାଳନ ହୋଇଯାଇଛି । ଏହି…
Read More...

ଅଟୋ ଓଲଟି ୬ ମହିଳାଙ୍କ ସମେତ ୮ ଆହତ 

ପାପଡାହାଣ୍ଡି : ନବରଙ୍ଗପୁରରୁ  ପାପଡାହାଣ୍ଡି ଗ୍ରାମକୁ ସଂଯୋଗ କରୁଥିବା ୨୬ ନଂ ଜାତୀୟ ରାଜପଥ ଭାରତ ପେଟ୍ରୋଲ ପମ୍ପ ସାମନାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ ଜଣ ମହିଳାଙ୍କ ସମେତ…
Read More...

ବଡ଼ମ୍ବା ତାଲୁକ ଆଇନସେବା କମିଟି ତରଫରୁ ବନମହୋତ୍ସବ ପାଳିତ

ବଡ଼ମ୍ବା :  ବଡ଼ମ୍ବା ତାଲୁକ ଆଇନ ସେବା କମିଟି ତରଫରୁ ମୁଳିଆବାଙ୍କ ଆଶ୍ରମ ସ୍କୁଲ ପରିସରରେ ସୋମବାର ବନ ମହୋତ୍ସବ ପାଳନ କରାଯାଇଛି । କମିଟିର ଅଧ୍ୟକ୍ଷ ତଥା ବଡ଼ମ୍ବା ବିଚାରାଳୟର ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀକାନ୍ତ…
Read More...

ଗୋପବନ୍ଧୁଙ୍କର ଅନୁଚିନ୍ତା ସମ୍ପର୍କରେ ଆଲୋଚନା

ବାଙ୍କୀ : ‘ସମାଜ’ ପକ୍ଷରୁ ପାଳନ କରାଯାଉଥିବା ସେବା ଓ ସେବକ ସପ୍ତାହ ଅବସରରେ ସ୍ଥାନୀୟ ତୂଳସୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଅପରାହ୍ନରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ…
Read More...

କୁଶପଙ୍ଗି ପଞ୍ଚାୟତରେ ବନ ମହୋତ୍ସବ

ବାଙ୍କୀ : କୁଶପଙ୍ଗି ପଞ୍ଚାୟତରେ ସୋମବାର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ତଥା ସେବା ଓ ସେବକ ସପ୍ତାହ…
Read More...

ବ୍ରହ୍ମପୁରା କିଆପଲ୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ସେବା ଓ ସେବକ ସପ୍ତାହ ପାଳିତ

ବାଙ୍କୀ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମାଜ ପକ୍ଷରୁ ପାଳିତ ହେଉଥିବା ସେବା ଓ ସେବକ ସପ୍ତାହର ୬ଷ୍ଠ ଦିନରେ ସ୍ଥାନୀୟ ବ୍ରହ୍ମପୁରା-କିଆପଲ୍ଲା ସରସ୍ୱତୀ ଶିଶୁ ମନ୍ଦିର…
Read More...

ଶ୍ୱଶୁର ଘରକୁ ଆସି ଜ୍ୱାଇଁର ହାଇଡ୍ରାମା; ବିଦ୍ୟୁତ୍‌ ଟାଓ୍ୱାରରେ ଚଢ଼ି କଲେ ଆତ୍ମହତ୍ୟା ଉଦ୍ୟମ

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଖଣ୍ଡହତା ଗାଁ ନିକଟରେ ଥିବା ଏକ ଉଚ୍ଚ କ୍ଷମତା ବିଦ୍ୟୁତ୍‌ ଟାୱାରରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଏନେଇ ରେଢ଼ାଖୋଲ ଅଗ୍ନିଶମ ବିଭାଗ ଖବର ପାଇବା ପରେ…
Read More...

କ୍ଷୀରରେ ମିଶୁଛି ଡିଟରଜେଣ୍ଟ ! ଚାଷୀଙ୍କ ଉପରେ ୯ଲକ୍ଷ ୩୩ହଜାର ଟଙ୍କା ଜରିମାନା

ମେରଠ: ଆପଣ କ୍ଷୀର ପିଉଛନ୍ତି କି ? ଆପଣ ପିଉଥିବା କ୍ଷୀର କେତେ ଶୁଦ୍ଧ ? ଶୁଦ୍ଧତାର କଥା ଯଦି ଆପଣ ଜାଣିବେ ତେବେ ଆପଣ ନିଶ୍ଚୟ ଚକିତ ହୋଇଯିବେ । କାରଣ ପ୍ରତ୍ୟେକ ଦିନ ଆପଣ ପିଉଥିବା କ୍ଷୀରରେ ରହିଛି ଡିଟରଜେଣ୍ଟ । ଏଭଳି…
Read More...

ଶ୍ରୀଲଙ୍କା ବାଟରେ ପାକିସ୍ତାନ; ଦୋହଲିଲାଣି ଅର୍ଥନୈତିକ ବ୍ୟବସ୍ଥା !

ଇସଲାମବାଦ: ଧୀରେ ଧୀରେ ଅର୍ଥନୈତିକ ସ୍ତରରେ ଦୁର୍ବଳ ହେଉଛି ପାକିସ୍ତାନ । ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକ୍‌ ଛେନ୍ଦି ହୋଇଯାଇଛି । ଶ୍ରୀଲଙ୍କା ପରେ ପାକିସ୍ତାନରେ ଅର୍ଥନୈତିକ ସଂକଟ ଦେଖାଦେଲାଣି । କାରଣ ବାଣିଜ୍ୟ…
Read More...

ଭିଜିବ ଓଡ଼ିଶା; ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ସକ୍ରିୟ ଘୂର୍ଣ୍ଣି ବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଭାଗ ପକ୍ଷରୁ ଏନେଇ ଏକ ଟ୍ୱିଟ୍‌ କରାଯାଇଥିବା…
Read More...

୨ଶହ ମିଟର ତଳକୁ ଖସିଲା ବସ୍‌; ୧୨ ମୃତ, ୩ଗୁରୁତର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବଡ଼ଧରଣର ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ବସ୍‌ ଜଙ୍ଗଲ ରାସ୍ତାରେ ଆସୁଥିବା ବେଳେ ୨ଶହ ମିଟର ତଳକୁ ଖସିପଡ଼ିବା ଫଳରେ ୧୨ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି…
Read More...

ଦେଶରେ ଆଉ ୧୬ହଜାର ୧୩୫ ପଜିଟିଭ୍‌ ଚିହ୍ନଟ; ୨୪ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ ଆଉ ୧୬ହଜାର ୧୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୧ଲକ୍ଷ ୧୩ହଜାର ୮୬୪ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି । ସେହିପରି ଦେଶରେ…
Read More...

ରାଜ୍ୟରେ ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ରହିଛି ୧୩୫ ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ଦୈନିକ ସଂକ୍ରମଣ । ଆଜି ବି ରାଜ୍ୟରେ ୨ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୩…
Read More...

ବିବାହ ଭୋଜି ହେଲା କାଳ; ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା !

ଭଦ୍ରକ: ବାହାଘର ଭୋଜି ବେଳେ କୌଣସି ଏକ କଥାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ ବୋଲି ଜଣାପଡ଼ିଛି । …
Read More...

୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ

ତାଳଚେର: ଆଜି ୧୨ ଘଣ୍ଟା ପାଇଁ ତାଳଚେରରେ ଅଖଚକ ସବୁ ବନ୍ଦ । ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ କରାଯାଇଛି । ଏନେଇ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ବେଳେ…
Read More...

ସପିଂ ମଲରେ ବଡ଼ ଧରଣର ଗୁଳିକାଣ୍ଡ; ୩ମୃତ, ୩ଗୁରୁତର

ଡେନମାର୍କ: କୋପେନହାଗନର ଏକ ସପିଂ ମଲରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଜଣେ ଦୁର୍ବୃତ୍ତ ସପିଂ ମଲକୁ ପଶିଆସିବା ସହ ଆଖିବୁଜା ଗୁଳି ଚାଳନା କରିଥିବା ଜଣାପଡ଼ିଛି । ଦୁର୍ବୃତ୍ତଙ୍କ ଗୁଳିରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ…
Read More...

ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଜଳିଗଲା ଯାତ୍ରୀବାହୀ ବସ୍‌

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି । ବରମୁଣ୍ଡା ନାଳର ଏକ ବ୍ରିଜକୁ ଧକ୍କାଦେବା ପରେ ବସ୍‌ଟି ଜଳିଯାଇଛି । ଏହି ଦୁର୍ଘଟଣାଟି ତପୋବନ-ବସ୍‌ଷ୍ଟାଣ୍ଡ ନାଳ ନିକଟରେ…
Read More...

ଆସୁନି ଅଳିଆ ବୁହା ଗାଡ଼ି, ଉଠୁନି ଅଳିଆ

ଲକ୍ଷ୍ମୀପୁର :  ଅଳିଆ ଆବର୍ଜନା ପଡ଼ୁଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରବେଶ ପଥ ଖୋଳି ଛାଡି ଦେଇଛି ଠିକାଦାର। ବାହାରକୁ ଅସି ପାରୁ ନାହିଁ ଅଳିଆ ଆବର୍ଜନା ବୁହା ଗାଡ଼ି, ଫଳରେ ସାହି ସାହିରୁ ଯେଉଁ ଅଳିଆ ଗୁଡ଼ିକ…
Read More...

ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମବାର୍ଷିକୀର ଶୁଭାରମ୍ଭ କରିବେ ମୋଦୀ

ଆନ୍ଧ୍ରପ୍ରଦେଶ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଭୀମାବରମ୍‍ଠାରେ ମହାନ୍‍ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମବାର୍ଷିକୀର ଶୁଭାରମ୍ଭ କରିବେ। ସେ…
Read More...

ତେଲଙ୍ଗାନାର ସର୍ବାଙ୍ଗୀନ ବିକାଶ କେନ୍ଦ୍ର ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ 

ସିକନ୍ଦରାବାଦ : କେନ୍ଦ୍ର ସରକାର ସମସ୍ତ ବର୍ଗର ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ରବିବାର ସିକନ୍ଦରାବାଦର ପ୍ୟାରେଡ…
Read More...

ଚାଷ ଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସଂନ୍ଦେହ, ୨ ଅଟକ

କେଶଦୁରାପାଳ : ଚାଷ ଜମିରୁ ଯୁବକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସଂନ୍ଦେହ କରାଯାଉଛି । ସୂଚନାରୁ ଜଣାଯାଏ,  ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଗୋପାଳପୁର ଗାଁ…
Read More...

ସେବା ଓ ସେବକ ସପ୍ତାହ ଅବସରରେ ଲକ୍ଷ୍ମୀପୁରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର :  ଗୋପବନ୍ଧୁଙ୍କ ପୂଣ୍ୟ ତିଥି ଅବସରରେ ସପ୍ତାହେ ବ୍ୟାପି ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଛି ସେବା ଓ ସେବକ ସପ୍ତାହ । ଏହି ଅବସରରେ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଏକ ସ୍ୱଚ୍ଛତା ଓ ସଚେତନତା…
Read More...

ଇଂଲଣ୍ଡ ୨୮୪ ରନରେ ଅଲ ଆଉଟ୍ ; ଭାରତ ୧୬୩ ରନରେ ଆଗୁଆ

ବର୍ମିଂହାମ୍‌ : ଭାରତ-ଇଂଲଣ୍ଡ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଭାରତୀୟ ଦଳର ପ୍ରାଧାନ୍ୟ ଜାରି ରହିଛି । ୨ୟ ଦିନର ଅସମାପ୍ତ ଖେଳ ୫ ୱିକେଟରେ  ୮୪ରୁ  ଇଂଲଣ୍ଡ ବ୍ୟାଟିଂ କରି ୨୮୪ ରନ କରି କରି ଅଲ ଆଉଟ୍ ହୋଇଯାଇଛି ।…
Read More...

ସେବା ଓ ସେବକ ସପ୍ତାହ, ସ୍ୱାଭିମାନ ଅଂଚଳରେ ମେଗା ସ୍ୱାସ୍ଥ୍ୟ ଶିବିର

ମାଲକାନଗିରି :  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ‘ସମାଜ’ର ସେବା ଓ ସେବକ ସପ୍ତାହ ଉପଲକ୍ଷେ ମାଓ ପ୍ରବଣ ଅଂଚଳ ପାପରମେଟଲା ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇ ଯାଇଛି । ମୁଖ୍ୟ…
Read More...

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସଆଇ ଟିମ୍

ପୁରୀ : ଶ୍ରୀମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ୧୩ ଜଣିଆ ଟିମ୍ ରବିବାର ଯାଞ୍ଚ କରିଛନ୍ତି । ଏହି ଟିମ୍ ଜଗମୋହନ, ନାଟମଣ୍ଡପ ଓ ଅନ୍ୟାନ୍ୟ ଦୁର୍ବଳ ସ୍ଥାନ ଯାଞ୍ଚ…
Read More...

ରେଳବାଇ ଜାଗା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ଗୁଣୁପୁର : ହଟିବ ରେଳବାଇ ଜମି ଜବରଦଖଲ। ବିକଶିତ ହେବ ସର୍ବପୁରାତନ ତଥା ଶତାୟୁ ନୌପଡା-ଗୁଣୁପୁର ରେଳପଥର ଗୁଣୁପୁର ରେଳ ଷ୍ଟେସନ। ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ସହ, ନୂଆ ପ୍ଲାଟଫର୍ମ ନିର୍ମାଣ, ଶୌଚାଳୟ ସହ ଅନ୍ୟାନ୍ୟ…
Read More...

ଅର୍ଥ ଅଭାବରୁ ନିର୍ମାଣ କାର୍ଯ୍ୟ ବନ୍ଦ, ଜେଏମ୍ଏଫସି କୋର୍ଟ ଖୋଲିବାରେ ବିଳମ୍ବ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆରେ ଜେଏମ୍ଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ୨୦୧୭ ମସିହାରେ ସରକାର ଏଠାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି…
Read More...

ଲିଙ୍ଗରାଜ ପାସେଞ୍ଜର ହଲଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦାବି

ଭୁବନେଶ୍ବର : ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ତଥା ଅନ୍ୟ କ୍ଲବ ଓ କୋର କମିଟିର ମୁଖ୍ୟ ନୀଳମଣି ମିଶ୍ରଙ୍କ ଆହ୍ବାନ କ୍ରମେ ରବିବାର ଲିଙ୍ଗରାଜ ପାସେଞ୍ଜର ହଲଟ୍ ନିକଟରେ ସପ୍ତଦଶ ଥର ପାଇଁ ଶାନ୍ତିପୂର୍ଣ୍ଣ ଧାରଣା…
Read More...

କରୋନାରେ ଆୟୁଷର ଉପଯୋଗ ; ନୀତି ଆୟୋଗ ପକ୍ଷରୁ ଓଡ଼ିଶାକୁ ଉଚ୍ଚ ପ୍ରଶଂସା

ଭୁବନେଶ୍ବର :  କରୋନା ଚିକିତ୍ସା ପାଇଁ ଭାରତରେ ଆୟୁଷର ଉପଯୋଗକୁ ନେଇ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ପୁସ୍ତକରେ ଓଡ଼ିଶାକୁ ଉଚ୍ଚ ପ୍ରଶଂସା କରାଯାଇଛି। କରୋନା ସମୟରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଆୟୁଷ ଔଷଧ ବଣ୍ଟନ…
Read More...

ଆସନ୍ତାକାଲି ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’; ୩ ଘଣ୍ଟା ପାଇଁ ବନ୍ଦ ସର୍ବ ସାଧାରଣ ଦର୍ଶନ

ପୁରୀ : ଆସନ୍ତାକାଲିି ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଯଥାବିଧି ସମ୍ପନ୍ନ ହେବ। ପାରମ୍ପରିକ ରୀତିନୀତି ଅନୁଯାୟୀ ହେରାପଞ୍ଚମୀ ନୀତି ପୂର୍ବ ଦିନ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି କରାଯିବାର ବିଧି ରହିଛି ।…
Read More...

ଗୋପବନ୍ଧୁ ସେବା ଓ ତ୍ୟାଗର ମୁକ୍ତିମନ୍ତ ସ୍ୱରୂପ

ଭବାନୀପାଟଣା : ଓଡିଆ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ଯେଉଁ କେତେଜଣ ମହାପୁରୁଷ ନିଜ ଜୀବନକୁ ସମର୍ପିତ କରିଥିଲେ ତନ୍ମଧ୍ୟରୁ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଅନ୍ୟତମ। ଓଡିଆ ପ୍ରାଣରେ ସେ ଭରି ଦେଇ ଥିଲେ ଦେଶ ପ୍ରେମ,…
Read More...

କୂଅ ଓଝାଳିବା ବେଳେ ୨ ଗୁରୁତର; ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଆଠଗଡ / ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତ ଅଧିନ ବିଲୁଆଗଡ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କୂଅ ଓଝାଳିବା ପାଇଁ କୂଅଭିତରେ ପଶିଥିବା ୨ଜଣ ବ୍ୟକ୍ତି ଗୁରୁତର ହୋଇପଡିବାରୁ ସେମାନଙ୍କୁ…
Read More...

ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଶିକାରୀ ଗିରଫ

ଆଠଗଡ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ଜୁନ ୨ରୁ ଅଦ୍ୟାବଧି ୪ଟି ହାତୀ କଙ୍କାଳ ମିଳିବା ଏବଂ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ମରିବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା…
Read More...

ଗୋବରୀ ନଦୀରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର

ମହାକାଳପଡା: କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ରତନ ପଡା ଗାଁର ଗୋବରୀ ନଦୀରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । ଆଜି ସକାଳୁ ସକାଳୁ ସେହି ଗାଁର ଚନ୍ଦ୍ରମଣୀ ସେଠୀ ନାମକ ଜଣେ ମାଛ ଧରାଳୀ ଗୋବରୀ…
Read More...

ଦୈନିକ ଖବରକାଗଜ ‘ସମାଜ’ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଦୈନିକ ଖବରକାଗଜ ‘ସମାଜ’ ପରିବାର ପକ୍ଷରୁ ‘ସେବା ଓ ସେବକ’ ସପ୍ତାହ ପାଳନ କରାଯାଉଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ଅବସରରେ ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ଉତ୍କଳ ସାମ୍ବାଦିକ…
Read More...

ସମାଜ’ ପକ୍ଷରୁ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍କ କେଣ୍ଟାଳ ପଞ୍ଚାୟତ କାର୍ଯ୍ୟାଳୟରେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ପୂଣ୍ୟତିଥି ଉପଲକ୍ଷେ ‘ସମାଜ’ ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ କରାଯାଇଛି । ଏହି…
Read More...

ଗୋରୁ ବୋଝେଇ ପିକଅପ୍‌ ଦୁର୍ଘଟଣା, ୫ବଳଦ ମୃତ

ଠାକୁରମୁଣ୍ଡା:  ୪୯ନଂ ଜାତୀୟ ରାଜପଥ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ପୋଲ ନିକଟରେ ଏକ ବଳଦ ବୋଝେଇ ପିକଅପ୍‌ ଭ୍ୟାନ ଦୁର୍ଘଟଣାକ୍ରସ୍ତ ହୋଇଛି । ଦୁର୍ଘଟଣାରେ ୫ରୁ ଅଧିକ ଗାଈ ବଳଦଙ୍କ ମୃତ୍ୟୁ ହଇଥିବା…
Read More...

ଭଦ୍ରକର ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ବାତ୍ସଲ୍ୟ ପରିସରରେ ‘ସମାଜ’ର ସେବା ଓ ସେବକ ସପ୍ତାହ ପାଳନ

ଭଦ୍ରକ: ଦୈନିକ ଖବରକାଗଜ ‘ସମାଜ’ ପରିବାର ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଭଦ୍ରକର ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ବାତ୍ସଲ୍ୟ ପରିସରରେ ‘ସମାଜ’ ପରିବାର ପକ୍ଷରୁ ସେବା ଓ ସେବକ ସପ୍ତାହ…
Read More...

ଦେଶରେ ଆଉ ୧୬ହଜାର ୧୦୩ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୬ହଜାର ୧୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପୁଥିବା ବେଳେ ଆଜି ସଂକ୍ରମଣରେ ସମାନ୍ୟ ହ୍ରାସ ଘଟିଛି ।…
Read More...

ରାଜ୍ୟରେ ଆଉ ୩୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୩ଶହ ଟପିଲା କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ।  ଆଜି ରାଜ୍ୟରେ ୩୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ…
Read More...

ମର୍ମନ୍ତୁଦ କାର୍‌ ଦୁର୍ଘଟଣା; ଗୋଟିଏ ପରିବାରର ୬ଜଣ ଗୁରୁତର

ବଣାଇ: ଜାଙ୍ଗଳା ନିକଟରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ଓଲଟି ପଡ଼ିବାର ଫଳରେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ମାନେ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ…
Read More...

ଆଜି ତୃତୀୟ ଦିନରେ ଗଡ଼ିବ ବ୍ରହ୍ମ ତାଳଧ୍ୱଜ ରଥ; ସେବା କରିବାକୁ ରଥ ଉପରେ ରହିବେ ୨୭ ସେବାୟତ

କେନ୍ଦ୍ରାପଡ଼ା: ଆଜି ତୃତୀୟ ଦିନରେ ତୁଳସୀ କ୍ଷେତ୍ରରେ ଟଣାଯିବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ । ରୀତିନୀତି ଅନୁସାରେ ଶ୍ରୀକ୍ଷେତ୍ରର ରଥଟଣା ଓ ତୁଳସୀ କ୍ଷେତ୍ରର ରଥଟଣା ମଧ୍ୟରେ ଭିନ୍ନତା ରହିଛି…
Read More...

ସାନଭାଇର ଶୁଦ୍ଧିକ୍ରିୟାରେ ବଡ଼ଭାଇର ମୃତ୍ୟୁ

କେଶଦୁରାପାଳ: ସାନଭାଇର ଶୁଦ୍ଧିକ୍ରିୟା ସମୟରେ ବଡ଼ଭାଇର ଅସ୍ଵାଭାବିନ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋସୋ ଥାନା ଅନ୍ତର୍ଗତ ଡଙ୍ଗାଚୁଆ ଗ୍ରାମରେ । ସୂଚନା ଅନୁସାରେ ଡଙ୍ଗାଚୁଆ ଗ୍ରାମର…
Read More...

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ; ୪ଜଣ ଗୁରୁତର

ଭଦ୍ରକ: ଚରମ୍ପା ସ୍ଥିତ ଏକ ହୋଟେଲରେ ୨ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଫଳରେ ୧୦ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର…
Read More...

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ଆଜିଠୁ ଭକ୍ତ ପାଇବେ ଅଡ଼ପ ଅବଢ଼ା

ପୁରୀ: ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଚକ୍ରରାଜ ସୁଦର୍ଶନଙ୍କ ସହ ତିନି ଠାକୁର ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିରାଜମାନ କରିଛନ୍ତି । ରଥରୁ ଓହ୍ଲାଇ ପ୍ରଥମେ ସୁଦର୍ଶନ ପରେ…
Read More...

ଅମରାବତୀରେ ଏନ୍‍ଆଇଏ ଟିମ୍‍ : ୬ ଅଭିଯୁକ୍ତ ଗିରଫ

ଅମରାବତୀ : ଉମେଶ କୋହ୍ଲେ ହତ୍ୟା ଘଟଣାର ତଦନ୍ତ ପାଇଁ ଏନ୍‍ଆଇଏର ଏକ ଟିମ୍‍ ଅମରାବତୀରେ ଯାଇ ପହଞ୍ଚିଛି । ଉମେଶ କୋହ୍ଲେ ହେଉଛନ୍ତି ଜଣେ ପ୍ରାଣୀ ଚିକିତ୍ସକ। ଡେପୁଟି ପୁଲିସ୍‍ କମିଶନର ବିକ୍ରମ ସାଲି କହିଛନ୍ତି, ୬ ଜଣ…
Read More...

ବିଜେପିର ୨ ଦିନିଆ​​‌ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ହାଇଦ୍ରାବାଦ : ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାରଠାରୁ ହାଇଦ୍ରାବାଦରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ ଓ ନୀତିନ ଗଡ଼କରୀ,…
Read More...

ଗୋପବନ୍ଧୁ ଥିଲେ ଦୁଃଖି ମଣିଷର ବନ୍ଧୁ

ଆଠଗଡ/ଗୁରୁଡିଝାଟିଆ:  ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧବାର୍ଷିକୀରେ ସେବା ଓ ସେବକ ସପ୍ତାହ ପାଳନ ଅବସରରେ ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ପରିସରରେ ପୂଣ୍ୟାତ୍ମାଙ୍କ ଆଦର୍ଶ ଓ…
Read More...

ବର୍ଷାରେ ଭାଙ୍ଗିଲା କେରପାଇ-କାଚେଲେଖା ଅସ୍ଥାୟୀ ପୋଲ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକରେ ଚଳିତ ବର୍ଷର ପ୍ରଥମ ଏବଂ ପ୍ରବଳ ବର୍ଷା ଯୋଗୁଁ ଶନିବାର  କେରପାଇ ଗ୍ରାମ ପଞ୍ଚାୟତ ଅଧିନ କେରପାଇ-କାଚେଲେଖା ମଧ୍ୟରେ ନଦୀ ଉପରେ ନିର୍ମାଣ ହୋଇଥିବା…
Read More...

ଗୋପବନ୍ଧୁ ସେବା ଓ ତ୍ୟାଗର ମୁକ୍ତିମନ୍ତ ସ୍ୱରୂପ

ମାଲକାନଗିରି : ଓଡିଆ ଜାତିର ସର୍ବାଙ୍ଗିନ ଉନ୍ନତି ପାଇଁ ଯେଉଁ କେତେଜଣ ମହାପୁରୁଷ ନିଜ ଜୀବନକୁ ସମର୍ପିତ କରିଥିଲେ ତନ୍ମଧ୍ୟରୁ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଅନ୍ୟତମ। ଓଡିଆ ପ୍ରାଣରେ ସେ ଭରି ଦେଇଥିଲେ ଦେଶ ପ୍ରେମ,…
Read More...

ଭାଷା ସାହିତ୍ୟ ପଠନ ଓ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁଷୋଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଲେଖକ କର୍ମ ଶାଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ସାମଗ୍ରିକ ଟିକାକରଣ ୧୯୭ କୋଟି ୮୩ ଲକ୍ଷରୁ ଅଧିକ ଡୋଜ୍‍ ଟପିଲା

ଭୁବନେଶ୍ବର : ଦେଶରେ ଏପର୍ଯ୍ୟନ୍ତ ୧୯୭ କୋଟି ୮୩ ଲକ୍ଷରୁ ଅଧିକ ଡୋଜ୍‍ କୋଭିଡ୍‍ ଟିକା ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ ୫୪ ହଜାରରୁ ଅଧିକ ଡୋଜ୍‍ ଟିକା ଦିଆଯାଇଥିବା ଜଣାପଡିଛି । ୧୦୧ କୋଟି ୬୯ ଲକ୍ଷ ୧୭…
Read More...

ଟ୍ରକ, ପିକଅପ୍ ମୁଁହାମୁଁହିଁ  ଧକ୍କା, ଚାଳକ  ଗୁରୁତର

ହରଭଙ୍ଗା :  ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ରାମ୍ଭିକଟା-ହରେକୃଷ୍ଣପୁର ରାସ୍ତା ମଝିରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ ଓ ପିକଅପ  ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପିକଅପ୍ ଚାଳକ ଗୁରୁତର…
Read More...

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବାଙ୍କୀ : ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଶୁକ୍ରବାର ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ପ୍ରଚାର ଗାଡିର ସୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ…
Read More...

ଆଗତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ବର : ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଶନିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୨-୨୩ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍‍ ଆଗତ କରିଛନ୍ତି। ଗତ ଆର୍ଥିକ…
Read More...

୨୦୨୨-୨୩ ପୂର୍ଣ୍ଣାଙ୍ଗ ବଜେଟ ; ୨୧,୧୬୬ କୋଟି ଟଙ୍କାର କୃଷି ବଜେଟ

ଭୁବନେଶ୍ବର : ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଶନିବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରଥମେ ସେ ୨୧ହଜାର ୧୬୬ କୋଟି ଟଙ୍କାର…
Read More...

ଭାରତ ୪୧୬ରେ ଅଲ ଆଉଟ

ବର୍ମିଂହାମ୍‌ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚର ପ୍ରଥମ ଇନିଂସରେ ଭାରତ ୪୧୬ ରନ କରି ଅଲ ଆଉଟ ହୋଇଯାଇଛି। ଗତକାଲି ଋଷଭ ପନ୍ତ୍‌ ଓ ଆଜି ରବୀନ୍ଦ୍ର ଜଡେଜାଙ୍କ ଶତକ ବଳରେ ଭାରତ ଏହି ବଡ଼…
Read More...

ନୂପୁର ଶର୍ମାଙ୍କ ପାଇଁ ବିଧାନସଭାରେ କଂଗ୍ରେସ-ବିଜେପି ମୁହାଁମୁହିଁ; ଗୃହ ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ନୂପୁରଙ୍କ ବୟାନକୁ ନେଇ ଗୃହରେ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ପୋଡିୟମ ତଳେ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ…
Read More...

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ; ବିରୋଧୀ ଆଣିଲେ ମୁଲତବି ପ୍ରସ୍ତାବ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯାଇଛି । ପିଇବା ପାଇଁ ଓ ବିଜୁଳି ବିଲ୍‌ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପକ୍ଷରୁ ମୁଲତବି…
Read More...

ରାଜ୍ୟରେ ହଜାରେ ଟପିଲା ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ବି ୨ଶହ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହଜାରେ ଟପିଲା ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ୩୫ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

ଦେଶରେ ଆଉ ୧୭ହଜାର ୯୨ପଜିଟିଭ୍‌ ଚିହ୍ନଟ; ୨୯ମୃତ

ନୂଆଦିଲ୍ଲୀ: ଦେଶରେ ଦେଶରେ କମୁନି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ଦେଶରେ କରୋନା ସଂକ୍ରମଣ ୧୭ ହଜାର ଉପରେ ରହୁଛି ।  ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୭ହଜାର ୯୨ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା​…
Read More...

ଶିବସେନା ନେତା ପଦରୁ ଏକନାଥ ସିନ୍ଦେ ବହିଷ୍କୃତ

ମୁମ୍ୱାଇ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଡ଼ା ପଦକ୍ଷେପ ନେଉଛନ୍ତି ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ । ବିଦ୍ରୋହ ପାଇଁ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର…
Read More...

ଆଜିଠୁ ବିଜେପିର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଆଜିଠୁ ବିଜେପିର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ହାଇଦ୍ରାବାଦରେ ବସିବାକୁ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…
Read More...

ମଣିପୁର ଭୂସ୍ଖଳନ; ମୃତ୍ୟୁସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ: ବଢୁଛି ମଣିପୁର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନ ଯୋଗୁ ନୋନି ଜିଲ୍ଲାରେ ୮୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୮ ଜଣ ଟେରିଟୋରିଆଇ ଆର୍ମିର ସୈନ୍ୟ ରହିଥିବା…
Read More...

ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଲା ଏସ୍‌ଏଡି

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଜଣାଇଛି ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ଏସଏଡି ମୁଖ୍ୟ ସୁଖବୀର ସିଂହ ବାଦଲଙ୍କୁ ଫୋନ କରି…
Read More...

ପ୍ରାଥମିକ ସେବାଶ୍ରମ ବିନିଶପୁର ଠାରେ ୭୩ତମ ବନ ମହୋତ୍ସବ ପାଳିତ

କଲ୍ୟାଣସିଂହପୁର: ରାୟଗଡ଼ା ବନଖଣ୍ଡର କଲ୍ୟାଣସିଂହପୁର ସେକ୍ସନ ପକ୍ଷରୁ ୭୩ ତମ ବନ ମହୋତ୍ସବ ୨୦୨୨  ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ ହେଉଛି । ଏହି ଅବସରରେ ଆଜି କଲ୍ୟାଣସିଂହପୁର ବ୍ଲକର …
Read More...

ଆଜିଠୁ ମୌସୁମୀ ଅଧିବେଶନ; ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ…
Read More...

ଅସନ୍ତାକାଲିଠୁ ବିଧାନସଭା ; ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର :  ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲି (ଶନିବାର) ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆଥିକ ବର୍ଷର ପୂର୍ଣ୍ଣାଙ୍ଗ…
Read More...

ଖୁଣ୍ଟୁଣୀରେ ଘୋଷଯାତ୍ରା

ଗୁରୁଡିଝାଟିଆ : ଖୁଣ୍ଟୁଣୀରେ  ଆଜି ଶାସ୍ତ୍ରୀୟ ବିଧିମୁତାବକ ରଥଯାତ୍ରା ଅନୁଷ୍ଠିତ ହୋଇଛି । ପୂଜକ ସଞ୍ଜୟ କୁମାର ପଣ୍ଡା, ରବିନାରାୟଣ ନନ୍ଦ, ଦିପ୍ତିରଞ୍ଜନ ଦାଶ ଓ ସୂର୍ଯ୍ୟ ନାରାୟଣ ଦାଶ ଦ୍ୱାରା ପ୍ରଭୂଙ୍କ ନୀତିକାନ୍ତି…
Read More...

ରୋଟାରୀ କ୍ଲବ୍ ତରଫରୁ ଚାରା ରୋପଣ

ଚୌଦ୍ୱାର : ରୋଟାରୀ କ୍ଲବ୍ କଟକ ଅଭିନବ ଓ ଆରସିସି କୁଜିବର ଆନୁକୁଲ୍ୟରେ ସାଧୁ ସୁନ୍ଦର ସିଦ୍ଧପୀଠରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ରୋଟାରିଆନ୍ ସୁଧାଂଶୁ ଶେଖର ଜେନା, ବିଶ୍ୱନାଥ ପଣ୍ଡା, ଆରସିସିର…
Read More...

ଚୌଦ୍ୱାରରେ ଉତ୍ସାହର ସହ ରଥଯାତ୍ରା

ଚୌଦ୍ୱାର : ଚୌଦ୍ୱାର ପୌରାଞ୍ଚଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ପବିତ୍ର ରଥଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଛି । ପୌରପାଳିକା ଚାରବାଟିଆ ହାଉସିଂ ବୋର୍ଡ଼ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭାତରୁ ଶ୍ରୀଜଗନ୍ନାଥ,…
Read More...

ଅଟ୍ଟାଳି ଜଗନ୍ନାଥଙ୍କ ଘୋଷଯାତ୍ରା ; ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଆଠଗଡ : ଆଠଗଡ ଗଡଜାତର ପ୍ରସିଦ୍ଧ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଛି । ତେବେ ନୀତି ବିଳମ୍ବ ଯୋଗୁଁ ରଥଟଣା ବିଳମ୍ବରେ ଅର୍ଥାତ ପ୍ରାୟ ୫ଟାରେ ଆରମ୍ଭ ହୋଇ…
Read More...

ମହାପ୍ରଭୁଙ୍କ ରଥଯାତ୍ରାରେ ବଡ଼ମ୍ବାର ପୁରପଲ୍ଲୀ ଉତ୍ସବମୁଖର

ବଡ଼ମ୍ବା :  ମହାମାରୀ କରୋନା କଟକଣା କାରଣରୁ ଦୁଇବର୍ଷପରେ ଚଳିତବର୍ଷ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏଥିଲାଗି ବଡ଼ମ୍ବା ସମେତ ଏହାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ହଜାର ହଜାର ଭକ୍ତଙ୍କ…
Read More...

ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ହ୍ରାସ ଅଭିଯାନରେ ଭାଗିଦାରୀ ହେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ପୁରୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରଥଯାତ୍ରାରେ ସାମିଲ ହେବା ଅବସରରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ…
Read More...

୧.୪୪ ଲକ୍ଷ କୋଟି ଅତିକ୍ରମ କଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ : ଜୁନ୍ ମାସରେ ସମୁଦାୟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୪୪,୬୧୬ କୋଟି ଟଙ୍କା ହୋଇଛି । ଯେଉଁଥିରେ ସିଜିଏସ୍‌ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍‌ଜିଏସ୍‌ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍‌ଟିର…
Read More...

‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ପ୍ରଦର୍ଶନୀ

ରଥଯାତ୍ରାରେ ଶିକ୍ଷା ମନ୍ତ୍ରୀଙ୍କ ସହିତ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ବିଶ୍ବେଶ୍ବର ଟୁଡୁ ଭୁବନେଶ୍ବର/ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା…
Read More...

ଡାକ୍ତର ଦିବସ ; ବିଧାନଚନ୍ଦ୍ର ରଏଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ଆଜି ଡାକ୍ତର ଦିବସ । ପ୍ରଖ୍ୟାତ ଚିକିତ୍ସକ ଡକ୍ଟର ବିଧାନଚନ୍ଦ୍ର ରଏଙ୍କ ଜୟନ୍ତୀ। ଏହି  ଉପଲକ୍ଷେ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡାକ୍ତରମାନେ ସେମାନଙ୍କର ସେବା…
Read More...

ଦୌପଦୀ ମୁର୍ମୁଙ୍କୁ ଶିରୋମଣି ଅକାଳୀ ଦଳର ସମର୍ଥନ

ଚଣ୍ଡିଗଡ଼ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ପ୍ରତି ବିଭିନ୍ନ ରାଜନୈତିକ ଦଳର ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାର ବିଜୁଜନତା ଦଳ, ବିହାର ଜେଡି(ୟୁ), ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ,…
Read More...

ଭାରତ-ଇଂଲଣ୍ଡ ୫ମ ଟେଷ୍ଟ ; ଆଉଟ ଫିଲ୍ଡ ଓଦା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ

ଏଜ୍‌ବାଷ୍ଟନ୍‌ : ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଭାରତ ୨୦ ଓଭର ସୁଦ୍ଧା ୨ ୱିକେଟ…
Read More...

ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ : ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ବିବାଦୀୟ ମନ୍ତବ୍ୟ ପାଇଁ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ସେ ଜ୍ଞାନବାପୀ ମସ୍‍ଜିଦ୍‍ ପ୍ରସଙ୍ଗ ଉପରେ ଏକ ସମ୍ବାଦ ଚ୍ୟାନେଲରେ ବିତର୍କ ଚାଲିଥିବା ବେଳେ ପ୍ରଫେଟ ମହମ୍ମଦଙ୍କ ଉପରେ…
Read More...

ଶିବସେନା ବିଦ୍ରୋହୀ ବିଧାୟକ ପ୍ରସଙ୍ଗ ; ଜରୁରୀ ଶୁଣାଣିକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଶିବସେନାର ବିଦ୍ରୋହୀ ବିଧାୟକ ମାନଙ୍କ ବିରୁଦ୍ଧରେ କରାଯାଇଥିବା ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜେ.ବି. ପଡ଼ିୱାଲାଙ୍କ ଖଣ୍ଡପୀଠ ଆସନ୍ତା…
Read More...

ଗଡ଼ିଲା ସୁଭଦ୍ରାଙ୍କ ଦର୍ପଦଳନ ରଥ; ବଡ଼ ଭାଇ ପଛେପଛେ ଯାଉଛନ୍ତି ସାନ ଭଉଣୀ

ପୁରୀ: ବଡ଼ ଦାଣ୍ଡରେ ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ରଥରେ ସୁଭଦ୍ରାଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଦର୍ପଦଳନ ଗଡ଼ିଛି । ଗଜପତି ମହାରାଜା ରଥରେ ଛେରାପହଁରା କରିବା ପରେ ରଥରୁ…
Read More...

ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ; ହୁଳହୁଳି ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ

ପୁରୀ: ବଡ଼ ଦାଣ୍ଡରେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ରଥରେ ବଡ଼ ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଗଡ଼ିଛି ତାଳଧ୍ୱଜ । ପ୍ରଥମେ ଗଜପତି ମହାରାଜା ତାଳଧ୍ୱଜ ରଥରେ…
Read More...

ଦୁତିପଡ଼ା ସମବାୟ ସମିତିର ସଭାପତି ହେଲେ ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା  ବ୍ଳକ  ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୁମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ  ଗୁରୁବାର  ଦିନ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।…
Read More...

ସାମାନ୍ୟ ବର୍ଷାରେ ଭାସୁଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର; ନିମ୍ନ ମାନର କାମ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମ୍ନ ମାନର ନିର୍ମାଣ କାମ କରାଯାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ବର୍ଷା ଯୋଗୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ପାଣି…
Read More...

ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିବା ପୂର୍ବରୁ ଟ୍ୱିଟ୍‌ ଯୋଗେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ…
Read More...

ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଅଶୋକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ ବୋଲି ଟ୍ୱିଟ୍‌…
Read More...

ଦେଶରେ ଆଉ ୧୭ହଜାର ୭୦ କରୋନା ଆକ୍ରାନ୍ତ ଚିହ୍ନଟ; ୨୩ ମୃତ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ବି ଦେଶରେ ୧୭ ହଜାର ଉପରେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା…
Read More...

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌; ୨ଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍‌ । ଆଜି ୨ଶହ ଉପରେ କରୋନା ଦୈନିକ ସଂକ୍ରମଣ ରହିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରୁ ଆଉ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି; ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ରଥଟଣା !

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ । ରଥ ପ୍ରତିଷ୍ଠା ପରେ ସମସ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ହୋଇଛି । ପହଣ୍ଡି ବିଜେ ପରେ ରଥାରୁଢ଼ ହୋଇଛନ୍ତି ୩ ଠାକୁର । ଚକ୍ରରାଜ…
Read More...