ଶ୍ରୀମନ୍ଦିରର ଅଲୌକିକ ଦୃଶ୍ୟ- ପତିତପାବନ ବାନା ଉଡୁଛି ପବନର ବିପରୀତ ଦିଗରେ; ଦେଖନ୍ତୁ ଏହି ଭିଡିଓ

ପୁରୀ: ନୀଳ ଚକ୍ରେ ହୋ ଦେଖ ଉଡୁଛି ବାନା.. ପତିତପାବନ ତାର ନାଁ । ପୁରାଣର କିଛି ଶ୍ଲୋକ ଓ ତଥ୍ୟ ଅନୁସାରେ ବର୍ତ୍ତମାନ ପତିତପାବନ ବାନା ଦରର୍ଶକଙ୍କୁ ଆହୁରି ମୁଗ୍ଧ କରିଛି । ନିକଟରେ ପତିତପାବନ ବାନାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଶ୍ରୀମନ୍ଦିରର ପତିତପାନ ବାନା ଓ ଅନ୍ୟ ମନ୍ଦିରର ନେତ ଅଲଗା ଅଲଗା ଦିଗରେ ଉଡୁଛନ୍ତି ।

prayash

ପତିତପାବନକୁ ନେଇ ଶ୍ରୀମନ୍ଦିରର ଅନେକ କଥା ରହିଛି । କୁହାଯାଏ ନେତ୍ର ଧ୍ବଜା ବର ଉଡି ଫର ଫର… ଉଡାଇ ଦେଉଛି ଭବ ଯାତନା… ପଞ୍ଚକୋଶ ଯାଏ ଜନେ ଦେଖାଯାଏ… ଦର୍ଶନେ କଳ୍ମଷ ହୁଅଇ ଚୁନ… ଏହାର ଅର୍ଥ ହେଉଛି ଶ୍ରୀମନ୍ଦିରର ପତିତପାବନ ବାନା ସବୁ ବେଳେ ଫର ଫର ହୋଇ ଉଡ଼ିବା ସହ ପାଞ୍ଚ କୋଷ ଯାଏ ଦେଖାଯାଇଥାଏ । ଯାହାକୁ ଦର୍ଶନ କରିବା ମାତ୍ରେ ଜଣେ ଭକ୍ତର ସମସ୍ତ ଦୁଃଖ ଓ ପାପ ଦୂର ହୋଇଥାଏ

kalyan agarbati

Comments are closed.