ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୭୪ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ…
Read More...

ଚମତ୍କାରୀ ଗୁଣରେ ଭରପୂର କର୍ପୂର

ସାଧାରଣତଃ କର୍ପୂର ପ୍ରାୟତଃ ସମସ୍ତଙ୍କ ଘରେ ଥିବ। ହେଲେ ସ୍ବାସ୍ଥ୍ୟ ପ୍ରତି ଏହା କେତେ ଉପକାରୀ ଏହା ହୁଏତ ଖୁବ୍ କମ୍ ଲୋକେ ଜାଣିଥିବେ। ଉଭୟ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏହା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।…
Read More...

ସାମ୍ନାକୁ ଆସିଲା ‘ପତି ପତ୍ନୀ ଔର ୱୋ’ର ତିନି ମୁଖ୍ୟ କଳାକାରଙ୍କ ପ୍ରଥମ ଲୁକ୍‌

ମୁମ୍ବଇ : ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପତି ପତ୍ନୀ ଔର ୱୋ’ର ମୁଖ୍ୟ କଳାକାରମାନଙ୍କ ପ୍ରଥମ ଲୁକ୍‍ ମଙ୍ଗଳବାର ସାମ୍ନାକୁ ଆସିଛି। ନିଜେ କାର୍ତ୍ତିକ ଟ୍ୱିଟ୍‍ କରି ନିଜର , ଭୂମି…
Read More...

ଗଡ଼ିଲା ଭୁବନେଶ୍ୱର-ନୟାଗଡ଼ ‘ସେବା ଏକ୍ସପ୍ରେସ’

ନୂଆଦିଲ୍ଲୀ: ଭୁବନେଶ୍ୱର-ନୟାଗଡ଼ ଟାଉନ୍ ‘ସେବା ଏକ୍ସପ୍ରେସ’ ଟ୍ରେନର ଯାତାୟତ ଆରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଏହି ‘ସେବା ଏକ୍ସପ୍ରେସ’ର…
Read More...

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ରସ : ମୂଳରୁ ନାଶ ହେବ ଅନେକ ରୋଗ

ସାଧାରଣତଃ ଆମ ସମସ୍ତଙ୍କ ଘରେ ଅଦା ନିଶ୍ଚିତ ଭାବେ ଉପଲବ୍ଧ। ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଏହା ପ୍ରଧାନ। ଏହା ତରକାରୀ ଆଦିରେ ମସଲା ଭାବେ ବ୍ୟବହୃତ ହେବା ସହ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।…
Read More...

ଜନ୍ମଦିନ ବିଶେଷ : ମନେ ପଡ଼ନ୍ତି କଲାମ୍‍ ଓ ତାଙ୍କ ବିଚାରଧାରା….

ସମାଜ ପୋର୍ଟାଲ ଡେସ୍କ(ପ୍ରତିଜ୍ଞା ମିଶ୍ର) : ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲ୍‍ ମ୍ୟାନ୍‍ ଭାବେ ପରିଚିତ ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ଅବସରରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ…
Read More...

ମୁଖାଗ୍ନି ଦେବାକୁ ଗଲାବେଳେ ଜୁଇରୁ ଉଠିଲେ ମୃତକ

ସୋରଡ଼ା : ଗଞ୍ଜାମ ଜିଲା ସୋରଡା ବ୍ଲକ ପାଲକାଟୁ ପଞ୍ଚାୟତରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଭାବି ଅନ୍ତିମ ସଂସ୍କାର କଲା ବେଳେ ଜଣେ ବ୍ୟକ୍ତି ଜୁଇରୁ ଉଠି ବସିଛନ୍ତି। କପାଖାଲ ଗ୍ରାମର ସୀମାଞ୍ଚଳ…
Read More...

ଯାଜପୁର ଡାକ୍ତରଖାନାର ଭିତ୍ତିଭୂମି ଯାଞ୍ଚ କଲେ ୫ଟି ଅନୁଧ୍ୟାନକାରୀ ଦଳ

ଯାଜପୁର : ରାଜ୍ୟ ସରକାରଙ୍କ ୫ଟି ଅନୁଧ୍ୟାନକାରୀ ଦଳ ରବିବାର ଯାଜପୁରରେ ପହଞ୍ଚିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପୁନମ ଗୁହା,…
Read More...

ଚୌଦ୍ୱାରରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

କଟକ : କଟକ ଚୌଦ୍ୱାର ଅଞ୍ଚଳରେ ରବିବାର ପୁଲିସ ଓ ସ୍ପେଶାଲ ସ୍କ୍ବାଡ଼୍‌ର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଗୁରୁତର ଭାବେ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ…
Read More...

ଏକାଠି ହେବେ ହ୍ରିତିକ୍‍-ଅନୁଷ୍କା!

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ପରଦାରେ ଏକାଠି ନଜର ଆସି ପାରନ୍ତି। ନିକଟରେ ମୁକ୍ତିଲାଭ କରିଥିବା ହ୍ରିତିକ୍‍ଙ୍କ ଚଳଚ୍ଚିତ୍ର ‘ୱାର୍‍’ ବକ୍ସ ଅଫିସରେ ସୁପରହିଟ୍‍…
Read More...

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଆଜି କାଲି ଅନେକ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଇ ମଧ୍ୟ ଲୋକେ ବିଫଳ ହେଉଛନ୍ତି। ତେବେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ରକ୍ଷା ପାଇ ପାରିବେ।…
Read More...

କୌଣସି ପ୍ରସାଧନ ସାମଗ୍ରୀ ନୁହେଁ କେବଳ କ୍ଷୀରରେ ଚମକିବ ତ୍ବଚା

କ୍ଷୀର ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ବୋଲି ଆମେ ଜାଣିଛେ। ହେଲେ ଖୁବ୍‌ କମ୍‌ ଲୋକ ଏହା ଜଣନ୍ତି ଯେ, ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବିଶେଷ ଭାବେ ସହାୟକ ହୋଇଥାଏ। ସଠିକ୍‌ ଉପାୟରେ ଏହାର ବ୍ୟବହାର କରିବା ଦ୍ବାରା…
Read More...

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଏସବୁ ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ସାଧାରଣତଃ ସମସ୍ତେ ନିଜ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହାନ୍ତି। ଏଥିପାଇଁ ଅନେକ ଔଷଧ ଆଦି ସେବନ କରିବା ସହ ବହୁତ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ହେଲେ କହାକୁ ସୁଫଳ ମିଳେ ତ କାହାକୁ ମିଳେନାହିଁ। ହେଲେ ଏହା ଅମେ ଜାଣି…
Read More...

ବକ୍ସ ଅଫିସରେ ‘ଦି ସ୍କାଏ ଇଜ୍‍ ପିଙ୍କ୍‍’ : ଜାଣନ୍ତୁ ପ୍ରଥମ ଦିନର ଆୟ

ମୁମ୍ବଇ : ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖ୍‍ତରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍‍ ପିଙ୍କ୍‍’ ବକ୍ସ ଅଫିସରେ ପ୍ରଥମ ଦିନରେ ମଧ୍ୟମ ଧରଣର ବ୍ୟବସାୟ କରିଛି। ଚଳଚ୍ଚିତ୍ରକୁ ସମୀକ୍ଷକମାନେ ପ୍ରଶଂସା କରିବା ସହ…
Read More...

ରାମ୍ପରେ ଏକାଠି ଚାଲିଲେ ମାଆ ଶର୍ମିଳା ଓ ଝିଅ ସୋହା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍ ନିଜ ମାଆ ତଥା ବିଗତ ଦିନର ଲୋକପ୍ରିୟ ନାୟିକା ଶର୍ମିଳା ଟାଗୋରଙ୍କ ସହ ଏକ ସଙ୍ଗେ ରାମ୍ପରେ ଚାଲୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଲୋଟସ୍ ଫ୍ୟାଶନ୍…
Read More...

ଖାଦ୍ୟରେ ସାମିଲ କରନ୍ତୁ ପିଆଜ ଶଣ୍ଢା : ପାଖ ମାଡ଼ିବନି ହୃଦଘାତ ଓ କର୍କଟ ଭଳି ପ୍ରାଣଘାତୀ ରୋଗ

ପିଆଜ ଶଣ୍ଢା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ହେଲେ ଏହାର ଉପକାରୀ ଗୁଣ ବିଷୟରେ ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହାର ଉପକାରୀତା ବିଷୟରେ ଜାଣିଲେ ଆପଣ ଏହାକୁ ପ୍ରତିଦିନ ଖାଇବା ଆରମ୍ଭ କରିଦେବେ ଏବଂ…
Read More...

ଔଷଧୀୟ ଗୁଣରେ ଭରପୁର ଏସବୁ ଫୁଲ

ସାଧାରଣତଃ ଫୁଲକୁ ଆମେ ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜାରେ ବ୍ୟବହାର କରିଥାଉ। ହେଲେ ଏପରି କିଛି ଫୁଲ ଅଛି ଯାହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ଏହାର ସଠିକ୍ ବ୍ୟବହାର ଦ୍ବାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି…
Read More...

ପରଦାକୁ ଆସିଲା ‘ଦି ସ୍କାଏ ଇଜ୍‍ ପିଙ୍କ୍‍’

ମୁମ୍ବଇ : ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍‍ ପିଙ୍କ୍‍’ ଶୁକ୍ରବାର(୧୧ ଅକ୍ଟୋବର) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…
Read More...

‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ : ମହିଳା ସଶକ୍ତୀକରଣ ଦିଗରେ ଏକ ଦୃଢ ପଦକ୍ଷେପ

ସମାଜ ପୋର୍ଟାଲ ଡେସ୍କ : ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମହିଳା ସଶକ୍ତୀକରଣ ଓ କନ୍ୟାଙ୍କ ଅଧିକାର ବିଷୟରେ ଜନ ସଚେତନତା…
Read More...

ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧କେଜି ସୁନା ଜବତ

ରାଉରକେଲା: ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ୧୧କେଜି ସୁନା ଜବତ କରିଛି। ରାଜଗାଙ୍ଗପୁର-ଝାରସୁଗୁଡ଼ା ମଧ୍ୟରେ ଚଢାଉ କରି ଗୁରୁବାର ଉତ୍ପାଦ ଶୁଳ୍କ ବିଭାଗ ଏହି ସୁନା ଜବତ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା କେତାଙ୍ଗ ଗ୍ରାମ ସ୍ଥିତ କେତାଙ୍ଗ-ମହୁଲଡିହା ରାସ୍ତା ନିକଟବର୍ତ୍ତୀ ଏକ ଧାନବିଲ ଭିତରୁ ଗୁରୁବାର ଜଣେ ଅଜଣା ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଫୁଲ…
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି

ପାଟଣା : କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଗୁରୁବାର ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସାମାନ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖାଯାଇଛି। ସୂଚନା…
Read More...

ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ବ୍ୟକ୍ତିଙ୍କ ମୃତ୍ୟୁ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଗଡ଼ିଗାଁ ଗ୍ରାମ ପଞ୍ଚାୟତର କାହ୍ନୁପୁର ଗ୍ରାମ ନିକଟସ୍ଥ ବିଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି…
Read More...

ଗୁଳିମାଡ଼ରେ ଯୁବକ ଗୁରୁତର

ବରଗଡ଼ : ବଲାଙ୍ଗୀରରୁ ବରଗଡ଼ ଆସୁଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁବକ ଜଣକ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ(୨୬) ବୋଲି ପୁଲିସ ସୂତ୍ରରୁ…
Read More...

ବନ୍ଧୁକ ଦେଖାଇ ଲୁଟ୍

ବାଲେଶ୍ବର : ବାଲେଶ୍ଵର ଜିଲା ସୋର ଥାନା ଅନ୍ତର୍ଗତ ଦୟାବନ୍ଧଠାରେ ବୁଧବାର ବିଳମ୍ବିତ ରାତିରେ ଜଣେ ଗହଣା ଦୋକାନୀ ଓ ତାଙ୍କ ସମ୍ପର୍କୀୟ ଭାଇଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନୀ ପ୍ରଶାନ୍ତ…
Read More...

ପିତାକାଳିଆ ନାଳରେ ଭାସୁଛି ଅଚିହ୍ନା ମୃତଦେହ

ବାଲେଶ୍ଵର : ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ପିତାକାଳିଆ ରାସ୍ତା କଡ଼ ନୟନଯୋରୀରେ ଏକ ଅଚିହ୍ନା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବୁଧବାରଠାରୁ ଏହି ମୃତଦେହଟି ଭାସୁଛି। ଏହା ଏକ ପୁରୁଷ ଲୋକର ମୃତଦେହ।…
Read More...

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ୍‍

ଜେନେଭା : ନୋବେଲ ପୁରସ୍କାର କମିଟି ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ବୁଧବାର ଘୋଷଣା କରିଛି। ତିନ ଜଣ ବୈଜ୍ଞାନିକ…
Read More...

ସ୍ତ୍ରୀଙ୍କ ସହ ଝଗଡ଼ା ପରେ କାଠଯୋଡ଼ିକୁ ଡେଇଁଲେ ଯୁବକ

କଟକ : କଟକ କାଠଯୋଡ଼ି ପୋଲ ଉପରୁ ବୁଧବାର ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ସେ ନଦୀକୁ ଡେଇଁ ପଡିଛନ୍ତି। ସୂଚନା ମୁତାବକ, ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ…
Read More...

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ : ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ : ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ବୁଧବାରଠାରୁ ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ଆଜିଠାରୁ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ। ଦଶହରାରେ…
Read More...

‘ୱାର୍‍’ : ୭ ଦିନରେ ୨୦୦ କୋଟି ପାର୍‍

ମୁମ୍ବଇ : ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଥିବା ହ୍ରିତିକ୍‍ ରୋଶନ-ଟାଇଗର ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ ୨୦୦ କୋଟି କ୍ଲବ୍‍ରେ ସାମିଲ ହୋଇଯାଇଛି। ମୁକ୍ତିଲାଭର ମାତ୍ର ୩ ଦିନରେ ଏହା ୧୦୦…
Read More...

ମହୌଷଧୀ କୋଳଥ

ସାଧାରଣତଃ ଆଜିକାଲି ମଣିଷ ନିଜ ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହୋଇପାରୁନାହିଁ। ଫଳରେ ନାନା ପ୍ରକାର ରୋଗର ଶିକାର ହେଉଛି। ତେବେ କିଛି ସାଧାରଣ କଥା ଉପରେ ଧ୍ୟାନ ଦେଲେ ବ୍ୟସ୍ତବହୁଳ…
Read More...

ଚା’ କରିସାରି ଫିଙ୍ଗି ଦେଉଛନ୍ତି କି ଟି-ବ୍ୟାଗ୍? ଜାଣନ୍ତୁ ଏହା କେତେ ଉପକାରୀ

ସାଧାରଣତଃ ଆପଣ ବହୁବାର ବିଶେଷ କରି ଯାତ୍ରା ସମୟରେ ଚା’ ପିଇବା ପାଇଁ ଟି-ବ୍ୟାଗ୍‌ର ବ୍ୟବହାର କରିଥିବେ। ବ୍ୟବହାର ପରେ ଆପଣ ଏହାକୁ ଫୋପାଡ଼ି ଦେଉଥିବେ। ହେଲେ କ’ଣ ଆପଣ ଜାଣନ୍ତି, ଚା’ ପିଇ ସାରିବା ପରେ ଅଦରକାରୀ ଭାବି…
Read More...

ଏକାଠି ହେବେ କାର୍ତ୍ତିକ-କିୟାରା : ଦଶହରାରୁ ଶୁଟିଂ ଆରମ୍ଭ

ମୁମ୍ବଇ : ୨୦୦୭ରେ ପରଦାକୁ ଆସିଥିବା ସୁପରହିଟ୍‍ ହରର୍‍-କମେଡ଼ି ଚଳଚ୍ଚିତ୍ର ‘ଭୁଲ୍‍ ଭୁଲୈୟା’ର ସିକ୍ୱେଲ ନିର୍ମାଣକୁ ନେଇ ଏବେ ପ୍ରସ୍ତୁତି ଜୋର ଧରିଛି। ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‍ଙ୍କୁ ନାୟକ ଭୂମିକାରେ ଦେଖିବାକୁ…
Read More...

କେଶକୁ ଶୀଘ୍ର ଲମ୍ବା କରିବାକୁ ଚାହୁଁଛନ୍ତି କି? ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ

ସାଧାରଣତଃ ମହିଳାମାନେ ନିଜ କେଶକୁ ବହୁତ ଭଲ ପାଆନ୍ତି ଓ ତାକୁ ନେଇ ସବୁବେଳେ ଚିନ୍ତିତ ମଧ୍ୟ ଥାଆନ୍ତି। ଖାସ୍‌ କରି ଲମ୍ବାକେଶ ସମସ୍ତଙ୍କୁ ପସନ୍ଦ। ହେଲେ କିଛି ଲୋକ ଚାହିଁଲେ ମଧ୍ୟ ନିଜ କେଶକୁ ଲମ୍ବା କରିପାରନ୍ତି…
Read More...

ମୁକ୍ତିଲାଭ କଲା ‘ମିଷ୍ଟର ମଜ୍‌ନୁ’

ଭୁବନେଶ୍ୱର : ପବିତ୍ର ଦୁର୍ଗାପୂଜା ଅବସରରେ ଶୁକ୍ରବାର ଓଲିଉଡ଼ ଅଭିନେତା ବାବୁସାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଷ୍ଟର ମଜ୍‌ନୁ’ ମୁକ୍ତିଲାଭ କରିଛି। ଏଥିରେ ବାବୁସାନଙ୍କ ସହ ୩ଜଣ ନାୟିକାଙ୍କୁ ଦେଖିବାକୁ ମିଳିଛି। ସେମାନେ…
Read More...

ମାଓବାଦୀଙ୍କ ସହ ଗୁଳି ବିନିମୟରେ ୨ ଯବାନ ଶହୀଦ

ରାଞ୍ଚି : ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଶୁକ୍ରବାର ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଏହାବ୍ୟତୀତ ଗୁଳି ବାଜି ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ରାଞ୍ଚିରୁ ପ୍ରାୟ ୪୦ କିମି…
Read More...

ଅନେକ ଔଷଧୀୟ ଗୁଣରେ ଭରପୁର ଏହି ଗଛ

ସାଧାରଣତଃ ଆମ ଆଖପାଖରେ ଏପରି କିଛି ଗଛ ରହିଛି, ଯାହା ଅନେକ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ମାତ୍ର ଆମେ ସେ ବିଷୟରେ ଜାଣି ନଥା’ନ୍ତି, ଫଳରେ ତାହାର ସଦୁପଯୋଗ କରି ପାରନ୍ତିନାହିଁ। ତେବେ ସେହିପରି ଏକ ଔଷଧୀୟ ଗଛ ହେଉଛି…
Read More...

ଅଧିକ ଯୌତୁକ ଦାବିରେ ବୋହୂକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଯାଜପୁର : ଯାଜପୁର ଥାନା ଇଟାଚଇତି ଗାଁରେ ଗୁରୁବାର ଅଧିକ ଯୌତୁକ ଦାବିରେ ବୋହୂକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବୋହୂ ନିଜେ ଶାଶୁ, ଶ୍ୱଶୁର ଏବଂ ନଣନ୍ଦଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ସୂଚନା…
Read More...

ଭିଜିଲାନ୍ସ ଜାଲରେ ବିଜୁଳି ବିଭାଗ କିରାଣୀ

କଳାହାଣ୍ଡି : କଳାହାଣ୍ଡି ଜିଲା ବିଜୁଳି ବିଭାଗ ​‌ୱେସ୍କୋ​‌ର ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଅଜିତ କୁମାର ମିଶ୍ରଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ବିଜୁଳି ଉପଭୋକ୍ତା ସରୋଜ କୁମାର…
Read More...

ଇତିହାସ ରଚିଲା ‘ୱାର୍‍’ : ୫୩ କୋଟିର ଓପନିଂ ସହ ଭାଙ୍ଗିଲା ଅନେକ ରେକର୍ଡ଼

ମୁମ୍ବଇ : ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତିଲାଭ କରିଥିବା ହ୍ରିତିକ୍‍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ପ୍ରଥମ ଦିନରେ ୫୩.୩୫ କୋଟି ଟଙ୍କା ଆୟ କରି ଏହି…
Read More...

ଅକ୍ଷୟଙ୍କ କିନ୍ନର ଅବତାର

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’ର ପୋଷ୍ଟର ଗୁରୁବାର ସାମ୍ନାକୁ ଆସିଛି। ନିଜେ ଅକ୍ଷୟ ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରିଛନ୍ତି। ପୋଷ୍ଟରରେ ଅକ୍ଷୟଙ୍କ…
Read More...

ଭିଜିଲାନ୍ସ ଜାଲରେ ଶିକ୍ଷୟିତ୍ରୀ : କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର : ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ ହୋଇଛି। ଶିକ୍ଷୟିତ୍ରୀଙ୍କ ନାଁ ତିଳୋତ୍ତମା ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

କେନ୍ଦ୍ରାପଡ଼ାରେ ଲାଗୁ ହେବ ଏନ୍ଆରସି!

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଜାତୀୟ ନାଗରିକ ସଂହିତା(ଏନ୍ଆରସି) ଲାଗୁ ହୋଇପାରେ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ(ଆରଜିଆଇ)ଙ୍କୁ ଚିଠି ଲେଖିଛନ୍ତି। ହାଇକୋର୍ଟ…
Read More...

ଶୁଷ୍କ ତ୍ବଚାକୁ ନେଇ ଚିନ୍ତିତ କି? ଏହି ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ଶୁଷ୍କ ତ୍ୱଚା ସମସ୍ୟାକୁ ନେଇ ବହୁତ ଲୋକ ଚିନ୍ତିତ ଥାଆନ୍ତି। ଏଥିପାଇଁ ଅନେକ ଉପାୟ ଆପଣାଇ ମଧ୍ୟ କିଛି ଲୋକ ବିଫଳ ହୋଇଥାଆନ୍ତି। ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଶୁଷ୍କ ତ୍ବଚା ସମସ୍ୟା ଦୂର ହୋଇପାରିବ।…
Read More...

କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ବସି କାମ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ଆଜିକାଲି ସବୁ କାମ କମ୍ପ୍ୟୁଟରରେ ହେଉଛି। ଲୋକେ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରୁଛନ୍ତି। ହେଲେ ସେମାନେ ହୁଏତ ଶରୀର ଉପରେ ପଡ଼ୁଥିବା ଏହାର କୁପ୍ରଭାବ ବିଷୟରେ ଜାଣନ୍ତି ନାହିଁ। ଏହା…
Read More...

ପରଦାରେ ହ୍ରିତିକ୍‍-ଟାଇଗର୍‍ଙ୍କ ‘ୱାର୍‍’

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ ଓ ଟାଇଗର୍‍ ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆଗ୍ରହ…
Read More...

ଆଜିଠୁ ‘ମୋ ସରକାର’

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାରଠାରୁ ‘ମୋ ସରକାର’ ଯୋଜନା ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ସ୍ଥିତ ସହିଦନଗର ଥାନା ଓ…
Read More...

ପିଲାକୁ ବୁଦ୍ଧିମାନ କରିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସାଧାରଣତଃ ପିଲାକୁ ବୁଦ୍ଧିମାନ୍ କରିବାକୁ ବାପା-ମାଆ ପ୍ରାଣପଣେ ଉଦ୍ୟମ କରିଥାଆନ୍ତି। ହେଲେ ବେଳେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ପିଲା ବୋକା ହୋଇ ରହେ, ତତ୍ପର ହୁଏ ନାହିଁ କିମ୍ବା ବୁଦ୍ଧିମାନ ହୁଏନାହିଁ। ତେବେ କିଛି…
Read More...

ଜାଣନ୍ତୁ, ବିନ୍ସର ଚମତ୍କାରୀ ଗୁଣ ବିଷୟରେ

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପ୍ରତି ଖୁବ୍ ଆବଶ୍ୟକୀୟ ହୋଇଥାଏ। ତେବେ ସମସ୍ତ ପନିପରିବା ମଧ୍ୟରୁ ବିନ୍ସର ଚମତ୍କାରୀ ଲାଭ ରହିଛି। ଏହାକୁ ନିୟମିତ ଭୋଜନରେ ସାମିଲ କରିବା ଦ୍ବାରା…
Read More...

‘ସତ୍ୟମେବ ଜୟତେ-୨’ : ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତା ଜନ୍‍ ଆବ୍ରାହମ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ୨୦୧୮ରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ର ସିକ୍ୱେଲ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି।…
Read More...

ସାମ୍ନାକୁ ଆସିଲା ‘ଉଜଡ଼ା ଚମନ’ର ପ୍ରଥମ ପୋଷ୍ଟର

ମୁମ୍ବଇ : ‘ପ୍ୟାର୍‍ କା ପଞ୍ଚନାମା-୨’ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ବଲିଉଡ଼ ଅଭିନେତା ସନୀ ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଉଜଡ଼ା ଚମନ’ର ପ୍ରଥମ ପୋଷ୍ଟର ମଙ୍ଗଳବାର ରିଲିଜ୍‍ ହୋଇଛି। ଏହି…
Read More...

ରିଲିଜ୍‍ ହେଲା ‘ମର୍ଦ୍ଦାନୀ-୨’ର ଟିଜର୍‍

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମର୍ଦ୍ଦାନୀ-୨’ର ଟିଜର୍‍ ସୋମବାର ରିଲିଜ୍‍ ହୋଇଛି। ଏହାସହିତ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହା ଚଳିତ ବର୍ଷ…
Read More...

ଅଧିକ ଆଳୁ ଖାଉଥିଲେ ସାବଧାନ! ହୋଇପାରେ ଏହି ଗମ୍ଭୀର ରୋଗ

ଆଳୁ ଏପରି ଏକ ପରିବା ଯାହା ପ୍ରାୟତଃ ସମସ୍ତଙ୍କ ଘରେ ନିଶ୍ଚତ ରୂପେ ଉପଲବ୍ଧ। କିଛି ଲୋକ ଆଳୁ ଖାଇବାକୁ ବହୁତ ଭଲ ପାଆନ୍ତି। ତେଣୁ ସେମାନେ ମାତ୍ରାଧିକ ଆଳୁ ଖାଆନ୍ତି। ହେଲେ ଏହା ଜାଣି ରଖନ୍ତୁ ଯେ, ଅଧିକ ଆଳୁ ଖାଇବା ଆମ…
Read More...

ଆମାଜନ୍‍ ଫେଷ୍ଟିଭ୍‍ ସେଲ୍‍: ୩୬ ଘଣ୍ଟାରେ ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ୍‍ ବିକ୍ରି

ନୂଆଦିଲ୍ଲୀ : ନବରାତ୍ର ଓ ଦୁର୍ଗାପୂଜା ପାଇଁ ଆମାଜନ୍‌ରେ ଫେଷ୍ଟିଭ୍‍ ସେଲ୍‍ ଆରମ୍ଭ ହୋଇଯାଇଛି। ତେବେ ସେଲ୍‍ର ପ୍ରଥମ ଦିନରେ ଏଥର ସବୁଠୁ ଅଧିକ ବ୍ରିକୟ ହୋଇଥିବା ଆମାଜନ୍‍ ଇଣ୍ଡିଆ ଦାବି କରିଛି। କମ୍ପାନୀର…
Read More...

ସାମ୍ନାକୁ ଆସିଲା ‘ତୁଫାନ୍‍’ର ପ୍ରଥମ ପୋଷ୍ଟର

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ଫରହାନ ଅଖ୍‍ତରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତୁଫାନ୍‍’ର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଫରହାନ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ପୋଷ୍ଟର ସହିତ…
Read More...

ଓଦା କେଶରେ କରନ୍ତୁ ନାହିଁ ଏହି ଭୁଲ୍

କେଶ ସମସ୍ୟାକୁ ନେଇ ଆଜିକାଲି ପ୍ରାୟ ସମସ୍ତେ ଚିନ୍ତିତ। ଝଡ଼ିବା ବନ୍ଦ କରି କେଶକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି। ଫଳରେ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ କେଶ ଅଧିକ ନଷ୍ଟ…
Read More...

ଆଉ ନାହାନ୍ତି ‘ଶୋଲେ’ର କାଲିଆ

ମୁମ୍ବଇ: ୮୦ ଦଶକର ସୁପରହିଟ୍‌ ବଲିଉଡ଼ ଚଳଚ୍ଚିତ୍ର ‘ଶୋଲେ’ରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।…
Read More...

ଗର୍ଭବତୀ ପିଅନ୍ତୁ ଡାଳିମ୍ବ ରସ : ଉଭୟ ମଆ ଓ ଶିଶୁ ପାଇଁ ଅମୃତ ସମାନ

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ଫଳ ଖାଇବା ସ୍ବାସ୍ଥ୍ୟ ପ୍ରତି ଖୁବ୍ ଲାଭଦାୟକ ହୋଇଥାଏ। ତେବେ ସବୁ ଫଳ ମଧ୍ୟରୁ ଡାଳିମ୍ବର ଅଧିକ ଉପକାରୀ ଗୁଣ ରହିଛି। ଖାସ୍‌ କରି ଗର୍ଭବତୀମାନଙ୍କ ପାଇଁ ଏହା କୌଣସି ମହୌଷଧୀରୁ କମ୍…
Read More...

ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବାକୁ ପଶି ୨ ମୃତ

ଜଗତସିଂହପୁର : ଜଗତସିଂହପୁର ସୁଜଙ୍ଗଠାରେ ରବିବାର ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବାକୁ ପଶି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ମରିଚାପଦାର ବାବଜୀ ଭୋଇଙ୍କ ପୁଅ ରାଜୁ ଭୋଇ ଓ ମଣ୍ଡାସାହିର ପ୍ରକାଶ ବାରିକ।
Read More...

ସୁଲଭ ଶୌଚାଳୟ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ପୁରୀ ସହରରେ ରବିବାର ଜଣେ ସୁଲଭ ଶୌଚାଳୟ କର୍ମଚାରୀଙ୍କୁ କିଛି ଅସାମାଜିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି। ଫଳରେ କର୍ମଚାରୀ ଜଣକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି…
Read More...

ଦର୍ପଣରେ ଦେଖାଯାଏ ନାହିଁ ଇମ୍ରାନଙ୍କ ପତ୍ନୀଙ୍କ ପ୍ରତିଛବି!

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କ ପ୍ରତିଛବି ଦର୍ପଣରେ ଦେଖାଯାଏ ନାହିଁ। ପାକ୍‍ର ଏକ ଗଣମାଧ୍ୟମ ଏହି ସୂଚନା ଦେଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବ୍ୟକ୍ତି…
Read More...

ଏବେ ପୋଷା କୁକୁରକୁ ସବୁଦିନ ବୁଲାଇବାକୁ ନ ନେଲେ ଲାଗିବ ଜୋରିମାନା

କାନବେରା: ଏବେ ନିଜ ପୋଷା କୁକୁରକୁ ଦିନରେ ଅତି କମ୍‌ରେ ଥରେ ବାହାରକୁ ବୁଲାଇବାକୁ ନ ନେଲେ ମାଲିକଙ୍କୁ ୧ ଲକ୍ଷ ୯୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏପରି ନିୟମ ଲାଗୁ କରାଯାଇଛି ଅଷ୍ଟ୍ରେଲିଆର କାନବେରା ସହରରେ।…
Read More...

ଜାଣନ୍ତୁ, କେତେ ଉପକାରୀ ଭଜା ରସୁଣ!

ସାଧାରଣତଃ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ରସୁଣ ନିଶ୍ଚିତ ରୂପେ ଉପଲବ୍ଧ। ଏହା ଖାଦ୍ୟର ସ୍ବାଦକୁ ଦୁଇଗୁଣା ବୃଦ୍ଧି କରିଥାଏ। ତେବେ କେବଳ ଖାଦ୍ୟର ସ୍ବାଦ ବୃଦ୍ଧି ନୁହେଁ ବରଂ ଶରୀରର ଅନେକ ରୋଗ ଦୂର କରିବାରେ ରସୁଣ ବିଶେଷ…
Read More...

ଅଧିକ ଲୁଣ ଖାଉଥିଲେ ସାବଧାନ!

ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ ହୋଇଥାଏ। କାରଣ ଖାଦ୍ୟ ଯେତେ ସ୍ବାଦିଷ୍ଟ କରି ରାନ୍ଧିଥିଲେ ମଧ୍ୟ ସେଥିରେ ଯଦି ଲୁଣ ପଡ଼ି ନ ଥାଏ ତେବେ ତାହା ସମ୍ପୂର୍ଣ୍ଣ ସ୍ବାଦହୀନ ହୋଇପଡ଼େ। ତେବେ ସବୁ ଜିନିଷ ଯେମିତି…
Read More...

ରିଲିଜ୍ ହେଲା ‘ଲାଲ କପ୍ତାନ’ର ଦ୍ବିତୀୟ ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ କପ୍ତାନ’ର ଦ୍ବିତୀୟ ଟ୍ରେଲର ଶନିବାର ରିଲିଜ୍ ହୋଇଛି। ୧ ମିନିଟ୍ ୨୯ ସେକେଣ୍ଡର ଏହି ଟ୍ରେଲରରେ ଦୀପକ ଡୋବ୍ରିୟାଲଙ୍କ ଭୂମିକା ଉପରେ…
Read More...

୯୦ ବର୍ଷରେ ପଦାର୍ପଣ କଲେ ସ୍ବର ସାମ୍ରାଜ୍ଞୀ

ମୁମ୍ବଇ : ବଲିଉଡ଼ ଜଗତର ପ୍ରସିଦ୍ଧ ଗାୟିକା ତଥା କୋକିଳକଣ୍ଠୀ ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ ଲତାଙ୍କୁ ୧୩…
Read More...

କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକଙ୍କୁ ଅଟକାଇ ପାରିବନି ପୁଲିସ: ୟୁପି ଡିଜିପି

ଲକ୍ଷ୍ନୌ : ବିନା କାରଣରେ କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକମାନଙ୍କୁ ନ ଅଟକାଇବା ପାଇଁ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓମ୍‍ ପ୍ରକାଶ ସିଂହ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୁଲିସକର୍ମୀ କେବଳ…
Read More...

‘ଲାଲ କପ୍ତାନ’ରେ ରହସ୍ୟମୟ ଭୂମିକାରେ ସୋନାକ୍ଷୀ: ସାମ୍ନାକୁ ଆସିଲା ଲୁକ୍

ମୁମ୍ବଇ : ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍‌ ଶୁକ୍ରବାର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ଏହି ରହସ୍ୟମୟ ରୂପ ସାମାଜିକ ଗଣମାଧ୍ୟମରେ…
Read More...

ଏସବୁ ଜିନିଷ ଘରେ ରଖିଲେ ବଜାୟ ରହେ ସୁଖ-ସମୃଦ୍ଧି

ସାଧାରଣତଃ ସବୁ ବ୍ୟକ୍ତି ଚାହାନ୍ତି ଭଗବାନ ତାଙ୍କ ଉପରେ ପ୍ରସନ୍ନ ରୁହନ୍ତୁ ଓ ଘରେ ସୁଖ-ସମୃଦ୍ଧି ବଜାୟ ରହୁ। ଏଥିପାଇଁ କିଛି ଲୋକ ପୂଜା ପାଠ ସହ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ…
Read More...

‘ହାଉସଫୁଲ-୪’ ଟ୍ରେଲର : ଭରି ରହିଛି ମନୋରଞ୍ଜନର ସମସ୍ତ ଖୋରାକ

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ-୪’ର ଟ୍ରେଲର ଶୁକ୍ରବାର ରିଲିଜ୍‍ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ ଏକାଧିକ ପ୍ରସିଦ୍ଧ କଳାକାର ଅଭିନୟ କରିଛନ୍ତି। ରିତେଶ ଦେଶମୁଖ, ବବି ଦେଓଲ, ରାଣା…
Read More...

୨ ସପ୍ତାହରେ ୧୦୦ କୋଟି କ୍ଲବରେ ‘ଡ୍ରିମ୍‍ ଗର୍ଲ’ : କଲା ଏହି ରେକର୍ଡ଼

ମୁମ୍ବଇ : ଆୟୁଷ୍ମାନ ଖୁରାନା ଓ ନୁସରତ ଭରୁଚାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍‍ ଗର୍ଲ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଦ୍ୱିତୀୟ ସପ୍ତାହରେ ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହେବା ପରେ ୧୪ ଦିନରେ ୧୧୦ କୋଟି…
Read More...

ସାମ୍ନାକୁ ଆସିଲା ‘ବୋଲେ ଚୁଡ଼ିୟାଁ’ର ଟିଜର୍‍

ମୁମ୍ବଇ : ବଲିଉଡ଼ ଅଭିନେତା ନବାଜୁଦ୍ଦିନ ସିଦ୍ଦିକୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବୋଲେ ଚୁଡ଼ିୟାଁ’ର ଟିଜର୍‍ ଶୁକ୍ରବାର ରିଲିଜ୍‍ ହୋଇଛି। ନବାଜୁଦ୍ଦିନ ନିଜେ ସାମାଜିକ ଗଣମାଧ୍ୟମରେ ଏହି ଟିଜରକୁ ଶେୟାର କରିଛନ୍ତି।…
Read More...

ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର ଚିତ୍ର ; ୨ ବର୍ଷରେ ନବ କଳେବର

ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡର ରୂପ ଖୁବଶୀଘ୍ର ବଦଳିବାକୁ ଯାଉଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହି ବସଷ୍ଟାଣ୍ଡର ଚିତ୍ର ବଦଳାଇବା ପାଇଁ ଗୁରୁବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବରମୁଣ୍ଡା…
Read More...

ରାଜ୍ୟର ୬୧ ମନ୍ଦିରର ଆକାଉଣ୍ଟ ହେବ ଅଡିଟ୍

ଭୁବନେଶ୍ବର : ରାଜ୍ୟର ପ୍ରସିଦ୍ଧ ୬୧ ମନ୍ଦିରଗୁଡ଼ିକର ଆକାଉଣ୍ଟ ଅଡିଟ୍‌ କରାଯିବ। ଓଡ଼ିଶା ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲଙ୍କ ତତ୍ତ୍ବାବଧାନରେ ଏହି ଅଡିଟ୍‌ ହେବ ବୋଲି ଗୁରୁବାର ସୂଚନା ମିଳିଛି। ଏଥିପାଇଁ ଅଡିଟର୍‌ଙ୍କୁ…
Read More...

ଅଧିକ କାଉଣ୍ଟର ଖୋଲି ଲୋକଙ୍କୁ ଉତ୍ତମ ସୁବିଧା ଯୋଗାଇଦିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୫ ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ…
Read More...

ବୁର୍ଲା ଡାକ୍ତରଖାନାରୁ ୫ ଦଲାଲ ଗିରଫ

ବୁର୍ଲା : ବୁର୍ଲା ବଡ଼ ଡାକ୍ତରଖାନାରୁ ଗୁରୁବାର ୫ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି। ସେମାନେ ବୁର୍ଲା ଡାକ୍ତରଖାନାରୁ ରୋଗୀମାନଙ୍କୁ ପ୍ରଲୋଭିତ କରାଇ ବିଭିନ୍ନ ଘରୋଇ ଡାକ୍ତରଖାନାକୁ ପଠାଉଥିଲେ। ବୁଧବାର…
Read More...

ବିଜେଡିରେ ସାମିଲ ହେଲେ ପୂର୍ବତନ ଉପ-ନଗରପାଳ ଚିତ୍ତରଞ୍ଜନ ମଣ୍ଡଳ

ନର୍ଲା: କଳାହାଣ୍ଡି ଜିଲା କଂଗ୍ରେସର ଟାଣୁଆ ଯୁବନେତା, ପୂର୍ବତନ ଉପ-ନଗରପାଳ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି) ଗୁରୁବାର ବିଜେଡ଼ିରେ ସାମିଲ ହୋଇଛନ୍ତି। ଚଳିତ ନିର୍ବାଚନରେ ନର୍ଲା ନିର୍ବାଚନ…
Read More...

ଉଦ୍ଧାର ହେଲା ବିରଳ ପ୍ରଜାତିର ମାଛ : ୭.୪୯ ଲକ୍ଷରେ ବିକ୍ରି

ଆରଡ଼ି : ଭଦ୍ରକ ଜିଲା ଧାମରା ଚନ୍ଦିନିପାଳରୁ ବୁଧବାର ଧୀବରମାନେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ଧରିଛନ୍ତି। ଯାହାର ନାଁ ‘ଡୋନ୍ ସାଗର’। ଏହି ମାଛର ଓଜନ ୧ କ୍ବିଣ୍ଟାଲ ୭ କିଲୋ ଥିବା ଜଣାପଡ଼ିଛି। କିଲୋ ପ୍ରତି ୭…
Read More...

ରିଲିଜ୍‍ ହେଲା ‘ହାଉସଫୁଲ୍‍-୪’ର ପ୍ରଥମ ପୋଷ୍ଟର : ଜାଣନ୍ତୁ କେବେ ଆସିବ ଟ୍ରେଲର

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ୍‍-୪’ର ପ୍ରଥମ ପୋଷ୍ଟର ବୁଧବାର ରିଲିଜ୍‍ ହୋଇଛି। ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ପୋଷ୍ଟର ଶେୟାର କରିଛନ୍ତି। ପୋଷ୍ଟର ସହ ଚଳଚ୍ଚିତ୍ରର ଟ୍ରେଲର…
Read More...

ଚର୍ମରୋଗ ପାଇଁ ମହୌଷଧୀ ଗେଣ୍ଡୁ ଫୁଲ

ଆଜିକାଲି ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଲୋକେ ଅନେକ ରୋଗକୁ ସମ୍ମୁଖୀନ ହେଉଛନ୍ତି। ସେଥିମଧ୍ୟରୁ ଚର୍ମ ରୋଗ ଏବେ ଏକ ଜଟିଳ ସମସ୍ୟା ଭାବେ ଦେଖା ଦେଉଛି। ଯାଦୁ, କାଛୁ, କୁଣ୍ଡିଆ ଆଦି…
Read More...

ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର

ନ୍ୟୁୟର୍କ : ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି। ମଙ୍ଗଳବାର ନ୍ୟୁୟର୍କରେ ଜାତିସଂଘର…
Read More...

ରାନୁ ମଣ୍ଡଳଙ୍କ ବାୟୋପିକ୍‍ : ମୁଖ୍ୟ ଭୂମିକା ପାଇଁ ଏହି ଅଭିନେତ୍ରୀଙ୍କୁ ଅଫର୍‍

ମୁମ୍ବଇ : ଷ୍ଟେଶନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସାରା ଦେଶରେ ଲୋକପ୍ରିୟତା ହାସଲ କରିବା ସହ ନିଜ ସୁମଧୁର କଣ୍ଠର ଯାଦୁରେ ସେ ସମସ୍ତଙ୍କୁ ବିମୋହିତ…
Read More...

ବଜ୍ରାଘାତରେ ୧ ମୃତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ମଙ୍ଗଳବାର ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସୁରେନ ମୁଣ୍ଡାଙ୍କ ପତ୍ନୀ ଜଏମିନି ମୁଣ୍ଡା (୪୨) ବୋଲି ଜଣା ପଡ଼ିଛି ।…
Read More...

ଆଣ୍ଠୁ ଓ କହୁଣୀର କଳା ଦାଗ ଦୂର କରିବାର ସହଜ ଉପାୟ

ସାଧାରଣତଃ ଅନେକ ଲୋକଙ୍କ କ୍ଷେତ୍ରରେ ଏପରି ଦେଖାଯାଏ ଯେ, ସେମାନଙ୍କ ଶରୀରର ରଙ୍ଗ ଅପେକ୍ଷା କହୁଣୀ, ଆଣ୍ଠୁ ଏବଂ ଗୋଡ଼ ଗଣ୍ଠି ବହୁତ କଳା ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମହଙ୍ଗା ପ୍ରସାଧନ ସାମଗ୍ରୀର ବ୍ୟବହାର…
Read More...

‘ଲାଲ୍‍ କପ୍ତାନ’ ଟ୍ରେଲର: ଚମକାଇ ଦେବ ସୈଫ୍‍ଙ୍କ ଉଗ୍ର ଅବତାର

ମୁମ୍ବଇ : ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଲାଲ୍‍ କପ୍ତାନ’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସୈଫ ନାଗା ସାଧୁ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କର ଦମ୍‍ଦାର୍‍ ରୂପ…
Read More...

ସାପ କାମୁଡ଼ାରେ ଛାତ୍ର ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ଔପଦା ବ୍ଲକ ଜଗାଆମ୍ବ ଗ୍ରାମରେ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଫିସର ରପେୟୀ ମାରାଣ୍ଡିଙ୍କ ପୁଅ…
Read More...

ସଂକଳ୍ପର ଶକ୍ତି

ପ୍ରସିଦ୍ଧ ଗଣିତଜ୍ଞ ଓ ଜ୍ୟୋତିଷ ଭାସ୍କରାଚାର୍ଯ୍ୟ କନ୍ୟା ଲୀଳାବତୀଙ୍କୁ ସେ ସମୟର ପ୍ରଥା ଅନୁଯାୟୀ ଅତି କମ୍‌ ବୟସରେ ବିବାହ କରାଇଥିଲେ। ବିଡ଼ମ୍ବନା ଏହା ଥିଲା ଯେ ବିବାହର କମ୍‌ ଦିନ ପରେ ସେ ବିଧବା ହୋଇଥିଲେ। ଏହି…
Read More...

ବୈଷୟିକ ଶିକ୍ଷା ଚିନ୍ତା

ଦେଶ ବିକାଶରେ ଯନ୍ତ୍ରୀମାନଙ୍କର ପ୍ରମୁଖ ଭୂମିକା ରହିଛି। ତେଣୁ ଯାନ୍ତ୍ରିକ ଶିକ୍ଷା ଏକ ସ୍ୱତନ୍ତ୍ର ମର୍ୟ୍ୟାଦା ଓ ଗରିମା ବହନ କରି ଆସୁଛି। ତେବେ ଗତ କିଛି ବର୍ଷ ଧରି ଯାନ୍ତ୍ରିକ ଶିକ୍ଷା ପ୍ରତି ଯୁବବର୍ଗଙ୍କ ଚାହିଦା…
Read More...

ମହିଳା ସଶକ୍ତୀକରଣ:ଏକ ଆହ୍ବାନ

ଭାରତୀୟ ଜନସଂଖ୍ୟାର ଅଧା ମହିଳା ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତାର ସ୍ବର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଗତ ବର୍ଷଗୁଡ଼ିକରେ ମହିଳାମାନେ ଉ​‌ଦ୍ୟୋଗ, ଅମଲାତନ୍ତ୍ର, ବିଭିନ୍ନ କାର୍ୟ୍ୟାଳୟ,…
Read More...

ଆମ ଚାଷୀ କଥା ବୁଝୁଛି କିଏ ?

ଓଡ଼ିଶା ଏକ ଗ୍ରାମବହୁଳ କୃଷିପ୍ରଧାନ ରାଜ୍ୟ। ମୋଟ ଜନସଂଖ୍ୟାର ୮୩ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ ପରିବାର ସଂଖ୍ୟା ୭୮ ଲକ୍ଷ ୭୦ ହଜାର ୧୨୭ ମଧ୍ୟରୁ ପ୍ରାୟ ୫୫ ଲକ୍ଷ ପରିବାର,…
Read More...

ଟ୍ରେନ୍ ଧକ୍କାରେ ଜଣେ ମୃତ : ଟ୍ରାକ୍ ଉପରେ ପରିବାର ଲୋକଙ୍କ ଧାରଣା

ଧାମରା : ଭଦ୍ରକ ଜିଲା ଧାମରା ନିକଟସ୍ଥ ଗୁଆଁଳ ରେଳ ଫାଟକ ନିକଟରେ ରେଳ ଦୁର୍ଘଟଣାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଅନାଦି ପଣ୍ଡିତ ବୋଲି ଜଣା ପଡ଼ିଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକେ ୧୦ ଲକ୍ଷ…
Read More...

‘ଖଳନାୟକ’ର ସିକ୍ୱେଲ୍‍ ପ୍ରସ୍ତୁତିରେ ସଞ୍ଜୟ : ମୁଖ୍ୟ ଚରିତ୍ରରେ ନଜର ଆସିବେ ଏହି ଅଭିନେତା!

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଖୁବଶୀଘ୍ର ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖଳନାୟକ’ର ସିକ୍ୱେଲ୍‍ ନିର୍ମାଣ କରିବାକୁ ଯାଉଛନ୍ତି। ୧୯୯୩ ମସିହାରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ରର ସିକ୍ୱେଲରେ ନାୟକ ଭୂମିକା…
Read More...

ସୁସ୍ଥ ଜୀବନ ପାଇଁ ଆବଶ୍ୟକୀୟ ଟିପ୍ସ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଛି। ଫଳରେ ଅନେକ ମାରାତ୍ମକ ରୋଗର କବଳିତ ହେଉଛି। ସ୍ବାସ୍ଥ୍ୟ ଭଲ ରହିବ କି ଖରାପ ଏହା ଆମ ଜୀବନଶୈଳୀ ଉପରେ ନିର୍ଭର କରେ। ଜୀବନଶୈଳୀ ଖରାପ ହେଲେ…
Read More...

କୋମଳ ଓ ଚିକ୍କଣ ତ୍ବଚା ପାଇଁ ଘରୋଇ ଫେସ୍‌ପ୍ୟାକ୍

ଏକ ସୁନ୍ଦର ଓ ଚିକ୍କଣ ତ୍ୱଚା ପାଇବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ ବହୁତ କିଛି ଉପାୟକୁ ଆପଣାଇ ଥାଆନ୍ତି। ହେଲେ ବେଳେବେଳେ ଏହା ଲାଭ ବଦଳରେ ଆପଣଙ୍କୁ କ୍ଷତି ପହଁଚାଇଦିଏ। ତେବେ ଏପରି କିଛି ଘରୋଇ ଉପାୟ ଅଛି…
Read More...

ଫ୍ରାଇଡେ ରିଲିଜ୍‍ : ୩ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ : ବକ୍ସ ଅଫିସରେ ଶୁକ୍ରବାର(୨୦ ସେପ୍ଟେମ୍ବର) ୩ଟି ବଲିଉଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଗୋଟିଏ ହେଉଛି ସନୀ ଦେଓଲଙ୍କ ପୁଅ କରଣ ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଲ୍‍ ପଲ୍‍ ଦିଲ୍‍ କେ ପାସ୍‍’, ଆଉ ଗୋଟିଏ ସୋନମ…
Read More...

ଜୋର ଜବରଦସ୍ତ ଚାନ୍ଦା ଆଦାୟ ଘଟଣା : ୬ ଗିରଫ

ନର୍ଲା : ଜୋର ଜବରଦସ୍ତ ଚାନ୍ଦା ମାଗିବା ଘଟଣାରେ କଳାହାଣ୍ଡି ଜିଲାର ନର୍ଲା ଥାନା ଗୁରୁବାର ୬ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନର୍ଲା ବ୍ଲକ ଶାନ୍ତପୁର କେନାଲ ଛକରେ ଦୁର୍ଗାପୂଜା…
Read More...