ଟମାଟୋ ପାଇଁ ବ୍ୟାକୁଳ ପାକ୍‍ ଜନତା: ହୋସ୍‍ ଉଡ଼ାଇଲା ଭଳି ରହିଛି ଦାମ୍‍

ଇସଲାମାବାଦ : ପାକିସ୍ତାନରେ ଇଦ୍‍-ମିଲାଦ-ଉନ୍‍-ନବୀ ଅବସରରେ ଟମାଟୋ ଦାମ୍‍ ଅବିଶ୍ୱସନୀୟ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଇଦ୍‍-ମିଲାଦ-ଉନ୍‍-ନବୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‍ ଶନିବାର ଟମାଟୋର କିଲୋ ପ୍ରତି…
Read More...

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ବରଦାନ କାକୁଡ଼ି

ସାଧାରଣତଃ ଅଧିକାଂଶ ଲୋକ କାକୁଡ଼ି ଖରଇବାକୁ ଭଲପାଆନ୍ତି। ଯେଉଁମାନେ ବି କାକୁଡ଼ି ଖାଉ ନାହାନ୍ତି, ସେମାନେ ଏହାର ଉପକାରୀ ଗୁଣ ବିଷୟରେ ଜାଣିଲେ ଆଜିଠାରୁ ହିଁ ଖାଇବା ଆରମ୍ଭ କରିଦେବେ। ଏହା ଆମ ଶରୀରର ଅନେକ ରୋଗ ଦୂର…
Read More...

ନିର୍ମାଣ ହେବ ‘ନୋ ଏଣ୍ଟ୍ରି-୨’: ସ୍ପଷ୍ଟ କଲେ ବୋନୀ

ମୁମ୍ବଇ : ୨୦୦୫ରେ ପରଦାକୁ ଆସିଥିବା ଏକାଧିକ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା। ଏବେ ଏହାର ପ୍ରଯୋଜକ ବୋନୀ କପୁର ଏହାର ସିକ୍ୱେଲ ନିଶ୍ଚିତ ନିର୍ମାଣ…
Read More...

ଶୀତଦିନିଆ ତ୍ବଚା ସମସ୍ୟାରୁ ମୁକ୍ତି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଲୋଶନ୍

ଶୀତଦିନ ଆସିବା ମାତ୍ରେ ଆରମ୍ଭ ହୋଇଯାଏ ତ୍ବଚା ସମସ୍ୟା। ଏହି ଦିନେ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। କିନ୍ତୁ…
Read More...

‘ଜାତୀୟ ଶିକ୍ଷା ଦିବସ’: ମୌଲାନା ଅବୁଲ କଲାମ ଆଜାଦଙ୍କ ସମ୍ମାନାର୍ଥେ ଦିନଟିଏ

ସମାଜ ପୋର୍ଟାଲ ଡେସ୍କ : ପ୍ରତ୍ୟେକ ବର୍ଷ ୧୧ ନଭେମ୍ବରକୁ ‘ଜାତୀୟ ଶିକ୍ଷା ଦିବସ’ ଭାବେ ପାଳନ କରାଯାଏ। ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମଦିନ…
Read More...

ସାମ୍ନାକୁ ଆସିଲା ‘ବେଲ୍ ବଟମ୍’ର ପ୍ରଥମ ଲୁକ୍

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଚଳିତ ଦିନରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଛନ୍ତି। ତାଙ୍କର ପ୍ରତ୍ୟେକଟି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହେଉଛି। ନିକଟରେ ତାଙ୍କ…
Read More...

ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାମିଲ ହେଲେ ରାଣୀ

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ନିକଟରେ ହିନ୍ଦୀ ସିନେମା ଜଗତର ମୋଷ୍ଟ ଇନ୍‍ଫ୍ଲୁଏନ୍‍ସିୟଲ୍‍ ପର୍ସନାଲିଟି ଆୱାର୍ଡ(ହିନ୍ଦୀ ସିନେମା ଜଗତର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମ୍ମାନ) ପ୍ରଦାନ…
Read More...

ବାତ୍ୟା କ୍ଷତିଗ୍ରସ୍ତ ଚାନ୍ଦବାଲିରେ ଆର୍‍ଡିସି: ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଚାନ୍ଦବାଲି : ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲ୍‍ବୁଲ୍‍’ ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍‍ର ଅନେକ ଅଞ୍ଚଳ ଖୁବ୍‍ କ୍ଷତିଗ୍ରସ୍ତ ହୋଇଛି। ତାଣ୍ଡବର ୧୨ ଘଣ୍ଟା ପରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର(ଆର୍‍ଡିସି)…
Read More...

ରାମଲଲାଙ୍କ ମୁଖ୍ୟ ପୂଜାରୀଙ୍କ ସୁରକ୍ଷା ବଢାଗଲା: ଘର ବାହାରେ ଡଜନରୁ ଅଧିକ ପୁଲିସ ମୁତୟନ

ଲକ୍ଷ୍ନୌ : ଅଯୋଧ୍ୟା ବିବାଦର ରାୟ ଶୁଣାଣି ପରେ ଦେଶରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଖାସ୍‍ କରି ଉତ୍ତର ପ୍ରଦେଶରେ ଅନେକ ସଂଖ୍ୟକ ପୁଲିସ ମୁତୟନ ହେବା ସହ ସଦାସର୍ବଦା ସଜାଗ ରହିଛନ୍ତି। ରାୟ…
Read More...

ଅଜାଣତରେ କରୁଥିବା ଏହିସବୁ ଭୁଲ୍‌ ପାଇଁ ନଷ୍ଟ ହୁଏ ତ୍ବଚା

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି। ଖାସ୍ କରି ମହିଳାମାନେ ଏନେଇ ଅଧିକ ସଚେତନ। ଏଥିପାଇଁ ସେମାନେ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ସୁନ୍ଦର ହେବା ଚକ୍କର୍‌ରେ ଅଜାଣତରେ…
Read More...

ଭାରତ ଉପରେ ଆକ୍ରମଣ କରିପାରେ ଜୈଶ୍‍ : ଭାରତୀୟ ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ : ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିବା ସହ ମୁସଲମାନଙ୍କୁ ଅଯୋଧ୍ୟା ସହରର ଏକ…
Read More...

ସ୍ବପ୍ନରେ ନିଆଁ କିମ୍ବା ପାଣି ଦେଖୁଛନ୍ତି କି? ଜାଣନ୍ତୁ ଏହାର ଅର୍ଥ

ସାଧାରଣତଃ ନିଦରେ ଅନେକ ଲୋକ ସ୍ବପ୍ନ ଦେଖିଥାଆନ୍ତି। ହେଲେ କିଛି ଲୋକ ଦେଖିଥିବା ସ୍ବପ୍ନ ପ୍ରତି ଏତେଟା ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ, ପ୍ରତ୍ୟେକ ସ୍ବପ୍ନର କିଛି ନା କିଛି ଅର୍ଥ ରହିଛି।…
Read More...

କାହାକୁ ବି କୁହନ୍ତୁ ନାହିଁ ଆପଣଙ୍କ ଜୀବନର ଏହି ୫ଟି କଥା

ସାଧାରଣତ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଉଭୟ ସୁଖ ଓ ଦୁଃଖ ଦେଇ ଗତି କରିଥାଏ। ପ୍ରତିକୂଳ ପରିସ୍ଥିତିରେ ଭୟଭୀତ ତଥା ବାଟବଣା ନ ହୋଇ ସାହସର ସହ ସାମ୍ନା କରିବା ଆବଶ୍ୟକ। କଥାରେ ଅଛି ଦୁଃଖ ହେଉ ବା ସୁଖ, ତାହାକୁ ବାଣ୍ଟିଲେ…
Read More...

କେଶର ଯାବତୀୟ ସମସ୍ୟା ଦୂର କରି ଘନ ଓ ଚମକପ୍ରଦ କରେ ଚାଉଳ ପାଣି

ଆଜିକାଲି କେଶ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। କେଶ ଝଡ଼ିବାକୁ ରୋକିବା ପାଇଁ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲୋକେ ବଜାରରେ ମିଳୁଥିବା ଅନେକ ସାମଗ୍ରୀର ବ୍ୟବହାର କରୁଛନ୍ତି। ହେଲେ ବେଳେବେଳେ ଏହା ସମସ୍ୟା ଦୂର କରିବା…
Read More...

ବକ୍ସ ଅଫିସରେ କମାଲ୍‍ କରୁଛି ‘ବାଲା’: ଜାଣନ୍ତୁ ପ୍ରଥମ ଦିନର ଆୟ

ମୁମ୍ବଇ : ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମୀ ଗୌତମଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଲା’ ବକ୍ସ ଅଫିସରେ ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ…
Read More...

ଅଯୋଧ୍ୟା ରାୟକୁ ନେଇ ରେଲୱେକୁ ହାଇ ଆଲର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ରାୟକୁ ନେଇ ଶନିବାର ରେଲୱେକୁ ହାଇ ଆଲର୍ଟ ଜାରି କରାଯାଇଛି। ରେଳ ଷ୍ଟେସନ ଓ ଟ୍ରେନ୍‍ମାନଙ୍କରେ ସୁରକ୍ଷା ବଢାଇବା ସହ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ଆରପିଏଫ ଓ ଜିଆରପି ଯବାନ ତଥା…
Read More...

ଅଯୋଧ୍ୟା ମାମଲାକୁ ନେଇ ଅନୁପମ ଓ ସ୍ୱରାଙ୍କ ଟ୍ୱିଟ୍‍: “ସବକୋ ସନ୍‍ମତି ଦେ ଭଗବାନ”

ମୁମ୍ବଇ : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲା ଶୁଣାଣିର କିଛି ସମୟ ପୂର୍ବରୁ ବଲିଉଡ଼ର ଲୋକପ୍ର୍ରିୟ ଅଭିନେତା ଅନୁପମ ଖେର ଓ ଅଭିନେତ୍ରୀ ସ୍ୱରା ଭାସ୍କର ଟ୍ୱିଟ୍‍ କରି ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଲୋକଙ୍କୁ…
Read More...

ରିଲିଜ୍‍ ହେଲା ‘ଦବଙ୍ଗ-୩’ର ପ୍ରଥମ ଗୀତ

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ପ୍ରଥମ ଗୀତ ଗୁରୁବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ନୈନା ଲଢେ...’। ଏହି ଗୀତକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଶୁଣି ସାରିଲେଣି। ଏହି…
Read More...

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା : ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଗୁରୁବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନିଜର ଦୁଇ ମାସର ଶିଶୁକନ୍ୟା ସହ ପାର୍ବତୀ ଓରଫ ରିଙ୍କି ନାମକ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।…
Read More...

ଜିଲାସ୍ତରୀୟ ପାଲିଏଟିଭ କେୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କର୍କଟ ରୋଗୀଙ୍କ ଉତ୍ତମ ଚିକିତ୍ସାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜିଲା ପାଲିଏଟିଭ କେୟାର(ଉପଶମ କେନ୍ଦ୍ର) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର ସ୍ଥିତ ଲୋକସେବା…
Read More...

ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ୫-ଟି ସଚିବ ଓ ଟିମ୍

ସୁବର୍ଣ୍ଣପୁର : ୫-ଟି ସଚିବ ଭି.କେ ପାଣ୍ଡିଆନ୍‍ ନିଜ ଟିମ୍‍ ସହ ଗୁରୁବାର ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ପାଣ୍ଡିଆନ୍‍ଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ଏବଂ ଏନ୍‍ଏଚ୍‍ଏମ୍‍…
Read More...

୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବରଗଡ଼ : ବରଗଡ଼ ପୁଲିସ ଗୁରୁବାର ୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ବରଗଡ଼ର ସେଖ୍ ମଜୀଉଦ୍ଦିନ। ଘଟଣାରୁ ପ୍ରକାଶ ଯେ, ବରଗଡ଼ର ଗୌରୀଶଙ୍କର ମନ୍ଦିର ନିକଟରେ…
Read More...

ଝାରସୁଗୁଡା ଓ ମୁମ୍ବଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର 

ଭୁବନେଶ୍ବର : ଝାରସୁଗୁଡା ଓ ମୁମ୍ବଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି।…
Read More...

ମହାନଦୀରେ ବୁଡ଼ିଲା ଡଙ୍ଗା; ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବୀ

ନନ୍ଦନକାନନ : କଟକ ମୁଣ୍ଡଳୀ ପୋଲ ନିକଟରେ ବୁଧବାର ମାଛ ଧରିବା ବେଳେ ଭାରସାମ୍ୟ ହରାଇ ଏକ ହୁଲି ଡଙ୍ଗା ବୁଡ଼ି ଯାଇଥିଲା। ମାତ୍ର ଡଙ୍ଗାରେ ଥିବା ୩ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଡଙ୍ଗାରୁ ଡେଇଁ ପହଁରି…
Read More...

ବୁଲା ଷଣ୍ଢ ଚୋରା ଚାଲାଣ ଅଭିଯୋଗରେ ୨ ଗିରଫ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡ଼ିଆ ଅଞ୍ଚଳରୁ ମଙ୍ଗଳବାର ରାତିରେ ବୁଲା ଷଣ୍ଢ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତ ହେଲେ ଖୁଣ୍ଟାର ରଞ୍ଜିତ କୁଅଁର ଓ…
Read More...

ସଭାସ୍ଥଳରୁ ତଡ଼ା ଖାଇଲେ ଏଆଇସିସି ସଭ୍ୟ

ଜୟପୁର : କଂଗ୍ରେସକୁ ସୁଦୃଢ କରିବା ପାଇଁ ଦୀର୍ଘ ଦିନ ଧରି ବାଦବିବାଦ ଲାଗି ରହିଥିବା ବେଳେ ବୁଧବାର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଜୟପୁରରେ ଆୟୋଜିତ କଂଗ୍ରେସ ସଭାରୁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ରବୀନ୍ଦ୍ର…
Read More...

ଯାଜପୁର ଗସ୍ତରେ ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗଚି

ଯାଜପୁର : ‘ମୋ ସ୍କୁଲ’ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଏହାର ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଛନ୍ତି। ବୁଧବାର ଅଧ୍ୟକ୍ଷା ବାଗଚି ଯାଜପୁର ଜିଲା ଗସ୍ତ କରି ରାମବାଗ ହାଇସ୍କୁଲ ଏବଂ…
Read More...

ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼: ୧ ଗିରଫ

ଭୁବନେଶ୍ୱର : ରାଜଧାନୀରେ ବୁଧବାର ଜଣେ ଯୁବକଙ୍କୁ ୨ ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନୟାପଲ୍ଲୀ ପାସପୋର୍ଟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି। ଛୁରାମାଡ଼ କରିଥିବା ୨ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଗିରଫ…
Read More...

କର୍ମଜୀବୀଙ୍କ ପାଇଁ ସୌନ୍ଦର୍ଯ୍ୟ ମନ୍ତ୍ର

ସାଧାରଣତଃ ସମସ୍ତେ ଏକ ସୁନ୍ଦର ଓ ଆକର୍ଷଣୀୟ ରୂପ ପାଇବାକୁ ଚାହାନ୍ତି। ବିଶେଷ କରି ମହିଳାମାନେ ଏହି ଦିଗ ପ୍ରତି ଅଧିକ ସମ୍ବେଦନଶୀଳ ଓ ସଚେତନ। ମାତ୍ର କର୍ମଜୀବୀ ମହିଳାମାନେ ସମୟ ଅଭାବରୁ ଚାହିଁଲେ ମଧ୍ୟ ନିଜ ତ୍ୱଚର…
Read More...

କ୍ରେତାଙ୍କୁ ଝଟ୍‌କା: ଆହୁରି ବଢିବ ପିଆଜ ଦର !

ଭୁବନେଶ୍ବର : ଗତ କିଛି ଦିନ ହେବ ବଜାରରେ ପିଆଜ ଚଢା ଦରରେ ବିକ୍ରି ହେଉଥିବା ବେଳେ ପୁଣି କ୍ରେତାମାନଙ୍କୁ ଝଟ୍‌କା ଲାଗିଲା ଭଳି ଏକ ଖବର ମିଳିଛି। ପିଆଜ ଦାମ୍ ଆହୁରି ୬ରୁ ୧୦ ଟଙ୍କା ବଢିପାରେ ବୋଲି ମଙ୍ଗଳାବାର ଖାଦ୍ୟ…
Read More...

କୋହଲୀଙ୍କ ଜନ୍ମଦିନ ଅବସରରେ ‘ସୁପର୍‍ ଭି’ର ଶୁଭମୁକ୍ତି

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ମଙ୍ଗଳବାର ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶ ବିଦେଶର ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ତାଙ୍କ ଉପରେ ଆଧାରିତ…
Read More...

ଘରେ ମୂଷା ଉପଦ୍ରବ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ଘରେ ମୂଷା ରହିଲେ ସମସ୍ତ ଜିନିଷପତ୍ର ନଷ୍ଟ ହେବା ସୁନିଶ୍ଚିତ। ତେଣୁ ଘରେ ମୂଷା ଦେଖିବା ମାତ୍ରେ ହିଁ ଆମ ଚିନ୍ତା ବଢିଯାଏ। ବେଳେବେଳେ ତାଙ୍କୁ ଘରୁ ବାହାର କରିବା ପାଇଁ ଯେତେ ବାଟ ଆପଣାଇଲେ ମଧ୍ୟ କୌଣସି ଫଳ…
Read More...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭୋଜନରେ ସାମିଲ କରନ୍ତୁ ଏସବୁ ଖାଦ୍ୟଦ୍ରବ୍ୟ

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଗଲେ ରୋଗ ଆମକୁ ଶୀଘ୍ର ଆକ୍ରମଣ କରିଥାଏ ଏବଂ ଦୀର୍ଘ ଦିନ ମଧ୍ୟ ଲାଗି ରହିଥାଏ। ଖାସ୍ କରି ଋତୁ ପରିବର୍ତ୍ତନ ସମୟରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ। ତେଣୁ ସର୍ବଦା ସୁସ୍ଥ…
Read More...

ରିଲିଜ୍‍ ହେଲା ‘ପାନିପତ’ ଟ୍ରେଲର

ମୁମ୍ବଇ : ଅର୍ଜୁନ କପୁର, ସଞ୍ଜୟ ଦତ୍ତ, କୃତି ସାନୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପାନିପତ’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟ୍ରେଲରରେ ଜବରଦସ୍ତ ଆକ୍ସନ…
Read More...

ଡାକ୍ତର ସିବିକେ ମହାନ୍ତି ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ

ଭୁବନେଶ୍ୱର : ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସ୍‌ସିବିର ଅଧୀକ୍ଷକ ଡାକ୍ତର ସିବିକେ ମହାନ୍ତି ସୋମବାର ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ(ଡିଏମଇଟି) ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ପଶୁପକ୍ଷୀମାନଙ୍କୁ ଖୁସି ରଖିଲେ ଜୀବନ ହେବ ସୁଖମୟ; କଷ୍ଟ ଦେଲେ ଭୋଗିବେ ଦୁର୍ଦ୍ଦଶା

ଅନେକ ଲୋକ ଘରେ ପୋଷା ଜୀବଜନ୍ତୁ ରଖିବାକୁ ଭଲପାଆନ୍ତି। କିନ୍ତୁ ତାଙ୍କର ଉଚିତ୍ ଯତ୍ନ ନେଇ ପାରନ୍ତି ନାହିଁ। ଫଳରେ ସେମାନେ ଅବହେଳିତ ହୁଅନ୍ତି। ଆଉ କିଛି ଲୋକ ମଧ୍ୟ ପଶୁ ପକ୍ଷୀମାନଙ୍କ ସହ ଖୁବ୍ ଖରାପ ବ୍ୟବହାର କରନ୍ତି।…
Read More...

କାର୍ଯ୍ୟାଳୟରେ ପଶି ମହିଳା ତହସିଲଦାରଙ୍କୁ ଜୀବନ୍ତ ଜାଳିଦେଲା ଦୁର୍ବୃତ୍ତ

ତେଲଙ୍ଗାନା : ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ଜନୈକ ମହିଳା ତହସିଲଦାରଙ୍କୁ ଜଣେ ଦୁର୍ବୃତ୍ତ ଜୀବନ୍ତ ଜାଳି ଦେଇଛି। ଫଳରେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତହସିଲଦାରଙ୍କ…
Read More...

ରିଲିଜ୍‍ ହେଲା ‘ପତି ପତ୍ନୀ ଔର୍‍ ୱୋ’ର ଟ୍ରେଲର

ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ୍‍, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପତି ପତ୍ନୀ ଔର୍‍ ୱୋ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲର ଖୁବ୍‍ ଭାଇରାଲ୍‍…
Read More...

‘ପାନୀପତ’ ପୋଷ୍ଟର: ସଞ୍ଜୟଙ୍କ ଭୟଙ୍କର ଲୁକ୍‍, ପାର୍ବତୀ ବାଈ ଅବତାରରେ କୃତି

ମୁମ୍ବଇ : ଅର୍ଜୁନ କପୁର, ସଞ୍ଜୟ ଦତ୍ତ ଓ କୃତି ସାନୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପାନୀପତ’ର ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ପୋଷ୍ଟର ମାଧ୍ୟମରେ ସଞ୍ଜୟ ଓ କୃତିଙ୍କ ଲୁକ୍‍କୁ ଦର୍ଶକଙ୍କ ସହ ପରିଚିତ କରାହୋଇଛି।…
Read More...

ଶରୀରର ଯାବତୀୟ ରୋଗ ଦୂର କରେ ଲବଙ୍ଗ ଚା’

ସାଧାରଣତଃ ବହୁତ ଲୋକ ଚା’ ପିଇବାକୁ ଭଲ ପାଆନ୍ତି। ତେବେ ଅଧିକ ଚା’ ପିଇବା ଦ୍ବାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏପରି କିଛି ଚା’ ଅଛି ଯାହା ଶରୀର ପାଇଁ ମହୌଷଧୀ…
Read More...

ଦଗୁବତୀ ଭେଙ୍କଟେଶଙ୍କ ସହ ନଜର ଆସିବେ ନୱାଜୁଦ୍ଦିନ

ମୁମ୍ବଇ : ବଲିଉଡ଼ ଅଭିନେତା ନୱାଜୁଦ୍ଦିନ ସିଦ୍ଦୀକି ଖୁବଶୀଘ୍ର ଦକ୍ଷିଣ ଭାରତୀୟ ଅଭିନେତା ଦଗୁବତୀ ଭେଙ୍କଟେଶଙ୍କ ସହ ପରଦାରେ ଏକାଠି ନଜର ଆସିବେ। ଭେଙ୍କଟେଶଙ୍କ ଅଗାମୀ ତେଲୁଗୁ ଚଳଚ୍ଚିତ୍ର ‘ଭେଙ୍କୀ ମାମା’ରେ ନିକଟରେ…
Read More...

ଓଟର ମୂର୍ତ୍ତି ଘରେ ରଖିବା ଦ୍ବାରା ଦୂର ହୁଏ ନାନାଦି ସମସ୍ୟା

ସାଧାରଣତଃ ଘରେ ବାସ୍ତୁ ଦୋଷ ଥିଲେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଏହି ବାସ୍ତୁ ଦୋଷ ଦୂର କରିବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆମେ ଅନେକ ଉପାୟ ଆପଣାଇ ଥାଆନ୍ତି। ହେଲେ କ’ଣ…
Read More...

ପ୍ରଥମ ଥର ପାଇଁ ହରର୍‍ ଚଳଚ୍ଚିତ୍ରରେ ନଜର ଆସିବେ ଦୀପିକା

ମୁମ୍ବଇ : ଦୀର୍ଘଦିନ ଧରି ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ରକୁ ଅପେକ୍ଷା କରି ବସିଥିବା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖବର। ‘ଛପାକ୍‍’ ଓ ‘ମହାଭାରତ’ ବ୍ୟତୀତ ଖୁବଶୀଘ୍ର ଦୀପିକା ଏକ ହରର୍‍ ଚଳଚ୍ଚିତ୍ରରେ ନଜର…
Read More...

ବିଜେପି ୱେବ୍‍ସାଇଟ୍‍ ହ୍ୟାକ୍‍ କଲେ ପାକ୍‍ ହ୍ୟାକର୍ସ: ଲେଖିଲେ ମୋଦୀ ବିରୋଧୀ ଅପଶବ୍ଦ

ନୂଆଦିଲ୍ଲୀ : ବିଜେପିର ଦିଲ୍ଲୀ ୟୁନିଟ୍‍ ୱେବ୍‍ସାଇଟ୍‍କୁ ଶନିବାର ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାକର୍‍ମାନଙ୍କ ଦ୍ୱାରା ହ୍ୟାକ୍‍ କରାଯାଇଛି। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଭାଷା…
Read More...

ଦୀର୍ଘ ୧୨ ବର୍ଷ ପରେ ଧନୁ ରାଶିରେ ପ୍ରବେଶ କରିବେ ବୃହସ୍ପତି: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ରହିବ ପ୍ରଭାବ

ଦେବଗୁରୁ ବୃହସ୍ପତି ପାଖାପାଖି ୧୨ବର୍ଷ ପରେ ପୁଣି ନଭେମ୍ବର ୫ତାରିଖ ସକାଳ ୫ଟା ୧୭ମିନିଟରେ ନିଜ ରାଶି ଧନୁରେ ପ୍ରବେଶ କରୁଛନ୍ତି। ବୃହସ୍ପତି ଗୋଟିଏ ଶତାବ୍ଦୀରେ ପାଖାପାଖି ୮ଥର ଧନୁ ରାଶିରେ ଅବସ୍ଥାନ କରନ୍ତି। ଗୁରୁ…
Read More...

୨୨ ବର୍ଷ ପରେ ନିର୍ମାଣ ହେବ ‘ଦିୱାନା ମସ୍ତାନା’ର ସିକ୍ୱେଲ୍‍

ମୁମ୍ବଇ :୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଅନୀଲ କପୁର ଓ ଗୋବିନ୍ଦାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଦିୱାନା ମସ୍ତାନା’ର ଦ୍ୱିତୀୟ ସଂସ୍କରଣ ନିର୍ମାଣ ହେବାକୁ ଯାଉଛି। ନିଜେ ଅନୀଲ ଓ ଗୋବିନ୍ଦା ଏହି ଘୋଷଣା…
Read More...

ମହଙ୍ଗା ପଡ଼ିଲା ହନୁମାନ ବେଶରେ ଭିକ ମଗା : ମୁସଲମାନ ଯୁବକକୁ ଗିରଫ କଲା ପୁଲିସ

ବରେଲୀ : ଉତ୍ତରପ୍ରଦେଶର ବରେଲୀରେ ଜଣେ ମୁସଲମାନ ଯୁବକ ହନୁମାନଙ୍କ ବେଶରେ ଭିକ ମାଗୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମୁରାଦାବାଦ ନିବାସୀ ନସୀମ ହନୁମାନ ବେଶ ଧରି ସୁଭାଷନଗରର…
Read More...

ଜାଣନ୍ତୁ, ଭୋଜନ ପରେ କାହିଁକି ମିଠା ଖିଆଯାଏ ?

ସାଧାରଣତଃ କୌଣସି ଭୋଜି ଆଦିକୁ ଗଲେ ଖାଦ୍ୟ ଶେଷରେ ଆମକୁ ମିଠା ଖାଇବାକୁ ଦିଆଯାଏ। କୁହାଯାଏ ଯେ ଖାଇବା ପରେ କିଛି ମିଠା ଖାଇବା କଥା। ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବାକୁ କୁହାଯାଏ, ସେ ବିଷୟରେ ହୁଏତ ଖୁବ୍ କମ୍…
Read More...

ରୋଗୀକୁ ବେହୋସ ନ କରି କରାଗଲା ବ୍ରେନ୍‍ ସର୍ଜରୀ: ଫେସ୍‍ବୁକ୍‍ ଲାଇଭରେ ଦେଖିଲେ ହଜାର ହଜାର ଲୋକ

ୱାଶିଂଟନ୍‍: ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ରୋଗୀକୁ ବେହୋସ କରା ନ ଯାଇ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। ଏହାସହିତ ଅସ୍ତ୍ରୋପଚାର ସମୟର ଦୃଶ୍ୟକୁ ଫେସ୍‍ବୁକ୍‌ରେ ଲାଇଭ୍‍ ମଧ୍ୟ କରାଯାଇଛି।…
Read More...

୫୪ରେ ଶାହରୁଖ୍‍ : ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼

ମୁମ୍ବଇ : ବଲିଉଡ଼ ବାଦଶାହ ଶାହରୁଖ ଖାନ୍‍ ଶନିବାର(୨ ନଭେମ୍ବର) ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଶାହରୁଖଙ୍କ ମୁମ୍ବଇ ସ୍ଥିତ ବାସଭବନ ‘ମନ୍ନତ’ ସମ୍ମୁଖରେ ହଜାର ହଜାର ସଂଖ୍ୟକ ପ୍ରଶଂସକମାନେ ତାଙ୍କ…
Read More...

ଅନେକ ରୋଗରୁ ମୁକ୍ତି ଦିଏ ଆମ୍ବ ପତ୍ର

ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସ୍ବାସ୍ଥ୍ୟ ପ୍ରତି ଏହାର ବହୁତ ଉପକାରୀତ ମଧ୍ୟ ରହିଛି। ହେଲେ କ’ଣ ଆପଣ ଜାଣନ୍ତି, ଆମ୍ବ ପତ୍ର ଶରୀର ପାଇଁ କେତେ ଉପକାରୀ? ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ,…
Read More...

‘ଜର୍ସି’ ପ୍ରସ୍ତୁତିରେ ଶାହିଦ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ଶାହିଦ କପୁର ‘କବୀର ସିଂହ’ ପରେ ଏବେ ଆଉ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଜର୍ସି’ର ରିମେକ୍‍ରେ ନଜର ଆସିବେ। ଏଥିରେ ସେ ଜଣେ କ୍ରିକେଟର୍‍ ଭୂମିକାରେ ଅଭିନୟ କରିବେ। ତେବେ ଏନେଇ ପ୍ରସ୍ତୁତି…
Read More...

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

ସାଧାରଣତଃ ତୁଳସୀ ଗଛର ଧାର୍ମିକ ମହତ୍ବ ଏବଂ ଔଷଧୀୟ ଗୁଣ ବିଷୟରେ ଆମେ ସମସ୍ତେ ଜାଣନ୍ତି। ଏହି ଗଛ ଘରେ ରହିବା ଶୁଭପ୍ରଦ ବୋଲି କୁହାଯାଏ। ହେଲେ ତୁଳସୀ ପତ୍ରକୁ ପକେଟ୍‌ରେ ରଖିବା ଦ୍ବାରା ମିଳୁଥିବା ଲାଭ ବିଷୟରେ ଆପଣ…
Read More...

ଜନ୍ମଦିନ ବିଶେଷ : ସେହି ପ୍ରଶ୍ନ, ଯାହାର ଉତ୍ତର ଦେଇ ଐଶ୍ୱର୍ଯ୍ୟା ସାଜିଥିଲେ ବିଶ୍ୱ ସୁନ୍ଦରୀ

ମୁମ୍ବଇ : ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶୁକ୍ରବାର(୧ ନଭେମ୍ବର) ନିଜର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାର…
Read More...

ପରଦାକୁ ଆସିଲା ‘ଉଜଡ଼ା ଚମନ’

ମୁମ୍ବଇ : ‘ସୋନୁ କେ ଟିଟୁ କି ସ୍ୱିଟି’ ଚଳଚ୍ଚିତ୍ରରୁ ଲୋକପ୍ରିୟତା ହାସଲ କରିଥିବା ବଲିଉଡ଼ ଅଭିନେତା ସନୀ ସିଂହଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉଜଡ଼ା ଚମନ’ ଶୁକ୍ରବାର(୧ ନଭେମ୍ବର) ମୁକ୍ତିଲାଭ କରିଛି। ମୁକ୍ତିଲାଭ ପୂର୍ବରୁ…
Read More...

‘ମେଡ଼୍‍ ଇନ୍‍ ଚାଇନା’ ନିର୍ମାତାଙ୍କୁ ବଡ଼ ଝଟ୍‍କା

ମୁମ୍ବଇ : ରାଜକୁମାର ରାଓ ଓ ମୌନୀ ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଡ଼୍‍ ଇନ୍‍ ଚାଇନା’ ନିର୍ମାତାଙ୍କୁ ଏକ ବଡ଼ ଝଟ୍‍କା ଲାଗିଛି। ଶୁକ୍ରବାର ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ତାମିଲ୍‍ ରକର୍ସ ନାମକ ୱେବ୍‍ସାଇଟ୍‍…
Read More...

ରସୁଣ ଓ ମହୁର ମିଶ୍ରଣ, ଆପଣଙ୍କ ପାଇଁ ସାଜିବ ରାମବାଣ

ମହୁ ଏବଂ ରସୁଣ ଉଭୟ ଅନେକ ଔଷଧୀୟ ଗୁଣରେ ଭରପୁର। ଦୁହିଁଙ୍କ ଉପକାରୀ ଗୁଣ ବିଷୟରେ ମଧ୍ୟ ଆମେ ପୂର୍ବରୁ ଅନେକ ଥର ଆପଣଙ୍କୁ ଅବଗତ କରାଇଛୁ। ହେଲେ କ’ଣ ଆପଣ ଜାଣନ୍ତି, ରସୁଣ ରସ ସହ ମହୁ ମିଶାଇ ସେବନ କରିବା‌ ଦ୍ବାରା ଆମକୁ…
Read More...

ଘରୁ ଏସବୁ ଜିନିଷକୁ ତୁରନ୍ତ ହଟାନ୍ତୁ : ନଚେତ୍ ମାଡ଼ି ଆସିବ ଦୁର୍ଭାଗ୍ୟ

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଧନ ଅର୍ଜନ କରିବାକୁ ଚାହିଁଥାଆନ୍ତି। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। ହେଲେ ବେଳେ ବେଳେ ଏମିତି ହୁଏ ଯେ, ଯେତେ ପରିଶ୍ରମ କରି ଯେତେ ଆୟ କଲେ ମଧ୍ୟ ଘରେ ଅଭାବ ତଥା…
Read More...

ମୁସଲମାନ୍‍ ଡେଲିଭରୀ ବୟଙ୍କ ହାତରୁ ଖାଦ୍ୟ ନେବାକୁ ମନାକଲେ ଉପଭୋକ୍ତା: ମାମଲା ରୁଜୁୁ

ହାଇଦ୍ରାବାଦ : ହାଇଦ୍ରାବାଦରେ ଡେଲିଭରୀ ବୟଙ୍କୁ ତାଙ୍କ ଧର୍ମ ପଚାରିବା ଓ ମୁସଲମାନ ହୋଇଥିବାରୁ ଖାଦ୍ୟ ଗ୍ରହଣ କରିବାକୁ ମନା କରିବା ଅଭିଯୋଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁସଲମାନ ହୋଇଥିବାରୁ ତାଙ୍କ…
Read More...

ଆଇଟିସି ତିଆରି କଲା ଦୁନିଆର ସବୁଠାରୁ ଦାମୀ ଚକୋଲେଟ୍‍ : ଦାମ୍‍ ଶୁଣି ହେବେ ଚକିତ

ନୂଆଦିଲ୍ଲୀ : ସାଧାରଣତଃ ଆମକୁ ୧୦୦-୨୦୦ ଟଙ୍କାର ଚକୋଲେଟ୍‍ ମହଙ୍ଗା ଲାଗିଥାଏ। ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ କୁହାଯିବ ଦୁନିଆରେ ଏପରି ଏକ ଚକୋଲେଟ୍‍ ଅଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା, ତେବେ ନିଶ୍ଚିତ ରୂପେ…
Read More...

ଖୁବ୍ ଉପକାରୀ କଳାଜୀରା : ଅନେକ ରୋଗରୁ ଦେଇଥାଏ ମୁକ୍ତି

ସାଧାରଣତଃ କଳା ଜୀରା ପ୍ରାୟତଃ ଆମ ସମସ୍ତଙ୍କ ଘରେ ଉପଲବ୍ଧ ଥାଏ। ଯଦି ବି ଏହା ଆପଣଙ୍କ ଘରେ ନାହିଁ ତେବେ ଏହାର ଉପକାରୀ ଗୁଣ ବିଷୟରେ ଜାଣିଲେ, ନିଶ୍ଚିତ ଆପଣ ଏହାକୁ ଆଣି ଘରେ ରଖିବେ। ଏହା ଆମେ ଜାଣନ୍ତି ଯେ, ଖାଦ୍ୟର…
Read More...

ଫ୍ରାଇଡେ’ ରିଲିଜ୍‌ରେ ବକ୍ସ ଅଫିସରେ ୩ଟି ବଲିଉଡ଼ ଚଳଚ୍ଚିତ୍ର

ମୁମ୍ବଇ : ୨୫ ଅକ୍ଟୋବର ଫ୍ରାଇଡେ’ ରିଲିଜ୍‌ରେ ବକ୍ସ ଅଫିସରେ ୩ଟି ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ‘ହାଉସ୍‍ଫୁଲ୍‍-୪’, ଦ୍ୱିତୀୟଟି ‘ସାଣ୍ଡ୍‍ କି ଆଁଖ୍‍’ ଏବଂ ଅନ୍ୟଟି…
Read More...

‘ମହାଭାରତ’ ନିର୍ମାଣ କରିବେ ଦୀପିକା : ନିଜେ ସାଜିବେ ଦ୍ରୌପଦୀ

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଆଗାମୀ ଚଳଚ୍ଚିତ୍ର ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଏହାସହିତ ପ୍ରଯୋଜକ ମଧୁ ମଣ୍ଟେନାଙ୍କ ସହ ମିଶି ଏହାର ପ୍ରଯୋଜନା ଭାର ମଧ୍ୟ ଦୀପିକା ବହନ…
Read More...

ରିଲିଜ୍‍ ହେଲା ‘ହୋଟେଲ ମୁମ୍ବଇ’ ଟ୍ରେଲର

ମୁମ୍ବଇ : ୨୦୦୮ ମୁମ୍ବଇ ବିସ୍ଫୋରଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ହୋଟେଲ ମୁମ୍ବଇ’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ସାରା ଦୁନିଆକୁ ପ୍ରଭାବିତ କରିବା ପରେ ‘ହୋଟେଲ ମୁମ୍ବଇ’…
Read More...

ପରିବେଶ ଅନୁକୂଳ କୌଶଳର ପ୍ରୟୋଗ କରୁଛି ଟାଟାଷ୍ଟିଲ କଳିଙ୍ଗନଗର

କଳିଙ୍ଗନଗର : ନିଜ ପରିବେଶ ନୀତି ଅନୁସାରେ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ପରିବେଶ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ପରିବେଶକୁ କୌଣସି ପ୍ରକାର ବିପଦରୁ ମୁକ୍ତ ରଖିବା ପାଇଁ କମ୍ପାନୀ ପକ୍ଷରୁ ଶ୍ରେଷ୍ଠ…
Read More...

ଡାକ୍ତରଖାନା ରୂପ ବଦଳିଲା, ହେଲେ ବଦଳିପାରୁନି ସମସ୍ୟା

ବଡ଼ସାହି : ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ସଠିକ ପରିଚାଳନା ଅଭାବ ଯୋଗୁଁ ସମସ୍ୟା ବଦଳି ପାରୁନି। ନିକଟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ବିଭିନ୍ନ ଯୋଜନା…
Read More...

ଲକ୍ଷ୍ନୌରେ ନିଜ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କଲେ କିଆରା

ମୁମ୍ବଇ : ‘କବୀର ସିଂହ’ ଚଳଚ୍ଚିତ୍ରରେ ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିବା ଅଭିନେତ୍ରୀ କିଆରା ଆଡ଼ଭାଣୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟର କାମ ଆରମ୍ଭ କରି ଦେଇଛନ୍ତି।…
Read More...

ଜାମ୍ମୁ-କାଶ୍ମୀର: ଏନ୍‍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ଜାକିର ମୁସାର ଉତ୍ତରାଧିକାରୀ ମଧ୍ୟ ସାମିଲ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସେନା ଓ ପୁଲିସକୁ ଆତଙ୍କବାଦ ବିରୋଧୀ ଅପରେଶନରେ ବଡ଼ ସଫଳତା ହାସଲ ହୋଇଛି। ମଙ୍ଗଳବାର ତ୍ରାଲରେ ହୋଇଥିବା ଏନ୍‍କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି…
Read More...

ସାମ୍ନାକୁ ଆସିଲା ‘ଦବଙ୍ଗ୍‍-୩’ରେ ସଈ ମାଞ୍ଜରେକରଙ୍କ ଲୁକ୍‍ ; ଆସନ୍ତାକାଲି ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ସଲମାନ୍‍ ଖାନ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ୍‍-୩’ର ନୂଆ ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ଏଥିରେ ମହେଶ ମାଞ୍ଜରେକରଙ୍କ ଝିଅ ସଈ ମାଞ୍ଜରେକରଙ୍କ ଲୁକ୍‍ ଦେଖିବାକୁ ମିଳିଛି।…
Read More...

‘କମାଣ୍ଡୋ-୩’ : ସାମ୍ନାକୁ ଆସିଲା ବିଦ୍ୟୁତ୍‍ଙ୍କ ପ୍ରଥମ ଲୁକ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ବିଦ୍ୟୁତ୍‍ ଜାମବାଲଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କମାଣ୍ଡୋ-୩’ର ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ପୋଷ୍ଟରକୁ ବିଦ୍ୟୁତ୍‍ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ପୋଷ୍ଟରରେ…
Read More...

ରିଲିଜ୍‍ ହେଲା ‘ପାଗଲପନ୍ତି’ର ଟ୍ରେଲର

ମୁମ୍ବଇ : ଏକାଧିକ ଲୋକପ୍ରିୟ କଳାକାରଙ୍କ ଅଭିନୀତ ଆଗାମୀ ହାସ୍ୟ ରସାତ୍ମକ ଚଳଚ୍ଚିତ୍ର ‘ପାଗଲପନ୍ତି’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ଅନୀଲ କପୁର, ଜନ୍‍ ଆବ୍ରାହମ୍‍, ଇଲିଆନା ଡିକ୍ରୁଜ୍‍, ଅରଶଦ…
Read More...

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହି ୪ଟି ଜିନିଷ

ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିବାରେ ଖାଦ୍ୟ ବିଶେଷ ଭୂମିକା ଗ୍ରହଣ କରିଥାଏ। ସଠିକ୍ ଖାଦ୍ୟ ଖାଇଲେ ଶରୀର ଅନେକ ରୋଗରୁ ଦୂରେଇ ରହିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଜାୟ ରହେ। ତେବେ ଆମେ ଭାବନ୍ତି ଯେ, କେବଳ ସବୁଜ ପନିପରିବା,…
Read More...

ନିର୍ମାଣ ହେବ ୮୦ ଦଶକର ଲୋକପ୍ରିୟ ଚଳଚ୍ଚିତ୍ର ‘ଜଲୱା’ର ରିମେକ୍‍

ମୁମ୍ବଇ : ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ପଙ୍କଜ ପରାଶରଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଜଲୱା’ର ରିମେକ୍‍ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି। ୧୯୮୭ ମସିହାରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ‘ଦି କପିଲ୍‍…
Read More...

ଚିନ୍ତାମୁକ୍ତ ଓ ସୁଖମୟ ଜୀବନ ପାଇଁ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ବ୍ୟସ୍ତମୟ ଜୀବନ କେବଳ ଯେ ଆମକୁ ଚାପ ଗ୍ରସ୍ତ କରୁଛି ତା ନୁହେଁ, ଏଠି ପାଇଁ ଜୀବନରେ ଅଶାନ୍ତି ସୃଷ୍ଟି ହେବା ସହ ସୁଖମୟ ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ୁଛି। ତେବେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଆପଣ ଗୋଟିଏ…
Read More...

ଏହି ଉପାୟରେ ଘରେ କରନ୍ତୁ ମେନିକିଓର୍ : ଆଉ ଯିବାକୁ ପଡ଼ିବନି ପାର୍ଲର

ସାଧାରଣତଃ ହାତକୁ କେମଳ ଓ ସୁନ୍ଦର କରିବା ପାଇଁ ପାର୍ଲର ଯାଇ ଅନେକ ଟଙ୍କା ବିନିମୟରେ ଆମେ ମେନିକିଓର୍ କରାଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ଘରୋଇ ଉପାୟରେ ମଧ୍ୟ ଆପଣ ମେନିକିଓର୍ କରିପାରିବେ। ଏହା ଦ୍ବାରା ବିନା କୌଣସି…
Read More...

‘ତାନାଜୀ-ଦି ଅନ୍‍ସଙ୍ଗ୍‍ ୱାରିୟର’ : ସାମ୍ନାକୁ ଆସିଲା ଅଜୟଙ୍କ ପ୍ରଥମ ଲୁକ୍‍ ପୋଷ୍ଟର

ମୁମ୍ବଇ : ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ରେ ଅଜୟଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଅଜୟ ନିଜେ ଏହି ପୋଷ୍ଟରକୁ ସାମାଜିକ ଗଣମାଧ୍ୟମରେ ଶେୟାର…
Read More...

ସିସିଟିଭିରେ କଏଦ୍‍ ଥିଲା ୫ ବର୍ଷର ଟ୍ରାଫିକ୍‍ ଉଲ୍ଲଂଘନ ରେକର୍ଡ଼: ଅଟୋ ଚାଳକଙ୍କୁ ୭୬ ହଜାର ଟଙ୍କା ଜୋରିମାନା

ସୁରଟ : ନୂଆ ଟ୍ରାଫିକ୍‍ ନିୟମ ଲାଗୁ ହେବା ପରେ ଅନେକ ଗାଡ଼ି ଚାଳକ ମୋଟା ଅଙ୍କର ଜୋରିମାନା ଦେବା କଥା ଶୁଣିଥିବେ। କିନ୍ତୁ ଗୁଜରାଟର ସୁରଟରେ ଜଣେ ଅଟୋ ଚାଳକଙ୍କ ଉପରେ ପୁରୁଣା ଟ୍ରାଫିକ୍‍ ନିୟନ ଅନୁସାରେ ୭୬ ହଜାର…
Read More...

ଆପଣ ବି ଅଧିକ ଖଟା ଖାଇବାକୁ ପସନ୍ଦ କରନ୍ତି କି? ହୋଇଯାଆନ୍ତୁ ସାବଧାନ

ପ୍ରାୟତଃ ଖଟା ଖାଇବାକୁ ବହୁତ ଲୋକ ଭଲ ପାଆନ୍ତି। ବିଶେଷ କରି ଝିଅମାନେ ଅଧିକ ଖଟା ପ୍ରିୟ ହୋଇଥାଆନ୍ତି। ଅଧିକ ଖଟା ଜାତୀୟ ଖାଦ୍ୟ ପଦାର୍ଥ ଯେପରିକି ଆଚାର, ଖଟା, ତେନ୍ତୁଳି, କମଳା, ଅଁଳା, ଦହି ଏବଂ ଲେମ୍ବୁ ପାଣି ଆଦିର…
Read More...

ଶରୀର ପାଇଁ ଖୁବ୍ ଉପକାରୀ ସିଝା କଦଳୀ

ସାଧାରଣତଃ କଦଳୀ ଏକ ସୁସ୍ବାଦୁ ଓ ସ୍ବାସ୍ଥ୍ୟ ଉପକାରୀ ଫଳ। ଏହାକୁ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ସିଝା କଳଦୀ ଓ ସିଝା କଦଳୀ ପାଣି ଶରୀରର ଅନେକ ସମସ୍ୟା ଦୂର କରିବାରେ…
Read More...

ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

ମୁମ୍ବଇ : ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ଖୁବଶୀଘ୍ର ନୂଆ ଅବତାରରେ ଦେଖିବାକୁ ମିଳିବ। ସେ ଟିଭିରେ ଆନିମେଟେଡ଼୍‍ ସୁପରହିରୋ ‘ସୁପର୍‍ ଭି’ ରୂପରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ସୂଚନା ଅନୁସାରେ,…
Read More...

ପିଆଜକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ ପିଆଜ ନିଶ୍ଚତ ରୂପେ ଉପଲବ୍ଧ। ତରକାରୀ ଆଦିକୁ ସୁସ୍ବାଦୁ କରିବାରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ। ତେବେ କିଛି ଲୋକ ଅଭିଯୋଗ କରନ୍ତି, ଘରେ ରଖାଯାଉଥିବା ପିଆଜ ବହୁତ ଶୀଘ୍ର ଖରାପ…
Read More...

‘ଜର୍ସୀ’ ରିମେକ୍‌ରେ ଶାହିଦଙ୍କ ସହ ମୃଣାଳ!

ମୁମ୍ବଇ : ଛୋଟ ପରଦାରୁ ଯାଇ ଖୁବଶୀଘ୍ର ବଲିଉଡ଼ରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଆଉ ଏକ ଚଳଚ୍ଚିତ୍ରର ଅଫର୍‍ ମିଳିଛି। ଲୋକପ୍ରିୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ…
Read More...

ରିଲିଜ୍‍ ହେଲା ‘ସାଣ୍ଡ୍‍ କି ଆଁଖ୍‍’ର ନୂଆ ଗୀତ ‘ବେବି ଗୋଲ୍ଡ’

ମୁମ୍ବଇ : ତାପସୀ ପନ୍ନୁ ଓ ଭୂମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାଣ୍ଡ୍‍ କି ଆଁଖ୍‍’ର ଏକ ନୂଆ ଗୀତ ‘ବେବି ଗୋଲ୍ଡ’ ଶୁକ୍ରବାର ରିଲିଜ୍‍ ହୋଇଛି। ଗୀତରେ ତାପସୀ ଓ ଭୂମିଙ୍କ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳିଛି।…
Read More...

ସଙ୍ଗୀତ ଦୂର କରିବ ଉଚ୍ଚ ରକ୍ତଚାପ

ଆଜିକାଲି ଅନେକ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ। ଉଚ୍ଚ ରକ୍ତଚାପ ବା ହାଇପର୍ ଟେନସନ୍ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍ରୋଗ, ବୃକକ୍ ସମସ୍ୟା ସହ ଅନେକ ଗମ୍ଭୀର ରୋଗର ଆଶଙ୍କା ବୃଦ୍ଧି ପାଇଥାଏ। ତେବେ…
Read More...

ଏହି ୩ଟି ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ ହୃଦରୋଗୀ : ଆପଣଙ୍କ ପାଇଁ ବିଷ ସମାନ

ସାଧାରଣତଃ ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପେୟ ପ୍ରତି ଧ୍ୟାନ ନ ଦେବା କାରଣରୁ ଆମକୁ ଅନେକ ମାରାତ୍ମକ ରୋଗ କବଳିତ କରୁଛି। ସେହି ସବୁ ମାରାତ୍ମକ ରୋଗ ମଧ୍ୟରୁ ହୃଦରୋଗ ଗୋଟିଏ। ହୃଦରୋଗୀମାନେ ନିଜ ପ୍ରତି ଅଧିକ…
Read More...

ପରଦାରେ ‘ଲାଲ୍‍ କପ୍ତାନ୍‍’

ମୁମ୍ବଇ : ସୈଫ୍‍ ଅଲ୍ଲୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍‍ କପ୍ତାନ୍‍’ ଶୁକ୍ରବାର(୧୮ ଅକ୍ଟୋବର) ମୁକ୍ତିଲାଭ କରିଛି। ନବଦୀପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ବକ୍ସ ଅଫିସରେ ଦର୍ଶକଙ୍କ ଭିଡ଼…
Read More...

କଟକରେ ପ୍ରବଳ ବର୍ଷା : ବଡ଼ ଡାକ୍ତରଖାନା ଭିତରେ ପାଣି

କଟକ : କଟକ ସହରରେ ଗୁରୁବାର ଅପରାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ସହରର ବିଭିନ୍ନ ସ୍ଥାନ ବିଶେଷ କରି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। କଟକ ବଡ଼ ଡାକ୍ତରଖାନାର ୱାର୍ଡ଼ ଭିତରେ ମଧ୍ୟ ବର୍ଷା ପାଣି ଢେଉ ଖେଳୁଥିବା…
Read More...

୪ ଆନ୍ତଃରାଜ୍ୟ ଗହଣା ଚୋର ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ଧନୁପାଲି ପୁଲିସ ଗୁରୁବାର ୪ ଆନ୍ତଃରାଜ୍ୟ ଗହଣା ଚୋରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ ୩୫ ଗ୍ରାମ୍‍ର ସୁନା ଅଳଙ୍କାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ୭୦ ହଜାର।…
Read More...

ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ମୈଦାନରେ ନବୀନ

ବରଗଡ଼: ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବରଗଡ଼ରେ ଜୋରଦାର ପ୍ରଚାର ଚାଲିଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ବଡ଼ ବଡ଼ ନେତା, ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ…
Read More...

ଚିକିତ୍ସାରେ ଅବହେଳା : ମାସେ ପରେ ଶିଶୁ ଦେହରୁ ବାହାରିଲା ଭଙ୍ଗା ଇଞ୍ଜେକ୍ସନ ଛୁଞ୍ଚି

ଅନୁଗୁଳ : ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାୟ ମାସକ ତଳେ ଏଠାରୁ ଇଞ୍ଜେକ୍ସନ୍ ନେଇଥିବା ଏକ ୩ ବର୍ଷର ଶିଶୁ ଶରୀରରେ ଛୁଞ୍ଚି ଭାଙ୍ଗି…
Read More...

ପୁରୀ ସଦର ବ୍ଲକର ‘ଫଣି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୫୦ ଘର ନିର୍ମାଣ କରିବ ଜିଲା ପ୍ରଶାସନ

ପୁରୀ : ପୁରୀ ସଦର ବ୍ଲକର ‘ଫଣି’ କ୍ଷତିଗ୍ରସ୍ତଙ୍କୁ ଜିଲା ପ୍ରଶାସନ ୧୫୦ଟି ଘର ଯୋଗାଇଦେବ। ଘର ନିର୍ମାଣ ପାଇଁ ପ୍ରଶାସନ ଗୁରୁବାର ଏଲ୍‍ ଆଣ୍ଡ୍‍ ଟି ସର୍ଭିସେସ୍‍ ପ୍ରାଇଭେଟ୍‍ ଲିମିଟେଡ଼୍‍ ଏବଂ ହ୍ୟୁମାନିଟି ଇଣ୍ଡିଆ…
Read More...

ଅଧ୍ୟାପକ ବଦଳିକୁ ନେଇ ଜିଏମ୍‍ କଲେଜରେ ଛାତ୍ର ଅଶାନ୍ତି

ସମ୍ବଲପୁର : ସମ୍ବଲପୁର ଜିଲା ଗଙ୍ଗାଧର ମେହେର ଜୁନିୟର କଲେଜରେ ଗୁରୁବାର ଛାତ୍ର ଅଶାନ୍ତି ଦେଖାଦେଇଛି। ୮ ଜଣ ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ପ୍ରଭାବରେ କଲେଜ…
Read More...

ଅଜଣା ଗାଡ଼ି ଧକ୍କାରେ ମାମୁଁ ମୃତ, ଭଣଜା ଗୁରୁତର

ପାଟଣା : କେନ୍ଦୁଝର ଜିଲା ୨୦ନମ୍ବର ଜାତୀୟ ରାଜପଥର କାନଝରୀ ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ବସନ୍ତପୁର ଗାଁର ମଙ୍ଗୁଳୁ…
Read More...

ରୁକ୍ଷ ତ୍ବଚାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ରୁକ୍ଷ ଓ ଶୁଷ୍କ ତ୍ବଚାକୁ ନେଇ ବହୁତ ଲୋକ ଚିନ୍ତିତ ଥାଆନ୍ତି। ଖାସ୍‌ କରି ଶୀତ ଦିନେ ଏହି ସମସ୍ୟା ଅଧିକ ଦେଖାଦିଏ। ଯାହା ଫଳରେ ତ୍ବଚାର ନମନୀୟତା କ୍ଷୟ ହେବା ସହ ତ୍ବଚା ମଳିନ ତଥା ପ୍ରାଣହୀନ ଦେଖାଯାଏ।…
Read More...

ଏସକେଏସ ଫାଇନାନ୍ସ କର୍ମଚାରୀଙ୍କଠାରୁ ଭୂଜାଲି ଦେଖାଇ ଲୁଟ୍ ଅଭିଯୋଗ

ସୋର : ସୋର ଥାନା ଶିଙ୍ଗଖୁଣ୍ଟା ନୂଆସାହି ଶାସନ ରାସ୍ତାରେ ବୁଧବାର ଏସକେଏସ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀଙ୍କଠାରୁ ଭୂଜାଲି ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ଦୁର୍ବୃତ୍ତ ଫାଇନାନ୍ସ କର୍ମଚାରୀ ଅବିନାଶ…
Read More...

ମିଳିଲା ଦେବବ୍ରତଙ୍କ ମୃତଦେହ : କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଥିଲେ

କଟକ : କାଠଯୋଡ଼ି ପୋଲରୁ ନଦୀକୁ ଡେଇଁ ନିଖୋଜ ଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ଗତ ୯ ତାରିଖରୁ ନିଖୋଜ ଥିବା ଦେବବ୍ରତଙ୍କ ମୃତଦେହ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବୀ ନଦୀର ରହମ୍ବା…
Read More...