www.samajalive.in
Friday, December 12, 2025
15.1 C
Bhubaneswar

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

ସାଧାରଣତଃ ତୁଳସୀ ଗଛର ଧାର୍ମିକ ମହତ୍ବ ଏବଂ ଔଷଧୀୟ ଗୁଣ ବିଷୟରେ ଆମେ ସମସ୍ତେ ଜାଣନ୍ତି। ଏହି ଗଛ ଘରେ ରହିବା ଶୁଭପ୍ରଦ ବୋଲି କୁହାଯାଏ। ହେଲେ ତୁଳସୀ ପତ୍ରକୁ ପକେଟ୍‌ରେ ରଖିବା ଦ୍ବାରା ମିଳୁଥିବା ଲାଭ ବିଷୟରେ ଆପଣ ଜାଣନ୍ତି କି? ଏହାଦ୍ବାରା ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପକେଟ୍‌ରେ ତୁଳସୀ ପତ୍ର ରଖିବା ଦ୍ବାରା ଆମର କି ଉପକାର ହୋଇଥାଏ –

–କୌଣସି ଶୁଭ କାମରେ ଘରୁ ବାହାରକୁ ଯିବା ସମୟରେ ନିଜ ପକେଟରେ ତୁଳସୀ ପତ୍ର ରଖି ଯାଆନ୍ତୁ। ଏହାଦ୍ବାରା ଶୁଭଫଳ ମିଳିବ।
–ତୁଳସୀ ପତ୍ର ପର୍ସ କିମ୍ବା ପକେଟରେ ରଖିବା ଦ୍ୱାରା ଟଙ୍କାର ଅଭାବ ହୁଏ ନାହିଁ। ଅର୍ଥାତ୍ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।
–ତୁଳସୀ ପତ୍ରକୁ ପକେଟରେ ରଖିବା ଦ୍ୱାରା ସାମାଜିକ ପ୍ରତିଷ୍ଠା ତଥା ମାନ-ସମ୍ମାନ ହାସଲ ହେବା ସହ ଅନେକ ପ୍ରକାର ଲାଭ ପ୍ରାପ୍ତି ହୋଇଥାଏ।
–ପକେଟରେ ତୁଳସୀ ପତ୍ର ଥିଲେ, କୌଣସି ନକରାତ୍ମକ ଶକ୍ତି ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ।
–ନିୟମିତ ଭାବେ ତୁଳସୀ ଗଛରେ ପାଣି ଦେବା ଦ୍ୱାରା ଧନ ଏବଂ ସଫଳତା ଆପଣଙ୍କ ପାଖକୁ ଆପେ ଆପେ ଚାଲିଆସିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories