www.samajalive.in
Monday, December 15, 2025
16.1 C
Bhubaneswar

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ବରଦାନ କାକୁଡ଼ି

ସାଧାରଣତଃ ଅଧିକାଂଶ ଲୋକ କାକୁଡ଼ି ଖରଇବାକୁ ଭଲପାଆନ୍ତି। ଯେଉଁମାନେ ବି କାକୁଡ଼ି ଖାଉ ନାହାନ୍ତି, ସେମାନେ ଏହାର ଉପକାରୀ ଗୁଣ ବିଷୟରେ ଜାଣିଲେ ଆଜିଠାରୁ ହିଁ ଖାଇବା ଆରମ୍ଭ କରିଦେବେ। ଏହା ଆମ ଶରୀରର ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଉତ୍ତମ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କାକୁଡ଼ି ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

-କାକୁଡ଼ିରେ ୮୦ ପ୍ରତିଶତ ପାଣି ଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ପୂରଣ ହୋଇଥାଏ।
-ଏହା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସହ ତ୍ବଚାର ମଇଳାକୁ ମଧ୍ୟ ସଫା କରିଥାଏ।
-ଖରାରେ ତ୍ବଚାରେ କଳାଦାଗ ତଥା ଟ୍ୟାନ୍ ସମସ୍ୟା ଦେଖା ଦେଉଥିଲେ, କାକୁଡ଼ି ଖୁବ୍ ଲାଭଦାୟକ ସାବ୍ୟସ୍ତ ହେବ।
-କାକୁଡ଼ି ଖାଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ।
-କାକୁଡ଼ି ଦ୍ୱାରା ଆମ ଶରୀରକୁ ଭିଟାମିନ୍-ଏ, ବି ଓ ସି ମିଳିଥାଏ। ଏହାର ଚୋପାରେ ଭିଟାମିନ୍-ସି ରହିଥାଏ। ଏଥିରୁ ପୋଟାସିୟମ, ମ୍ୟାଗ୍ନେସିୟମ ଓ ସିଲିକନ୍ ପ୍ରଚୁର ମାତ୍ରାରେ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ତ୍ବଚା ଚମକପ୍ରଦ ଓ ଚିକ୍କଣ ହୋଇଥାଏ।
-ଏହା ଓଜନ ମଧ୍ୟ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେଉଁ ଲୋକମାନେ ଓଜନ କମ୍ କରିବାକୁ ଚାହୁଁଛନ୍ତି ସେମାନେ ଏହାକୁ ସୁପ୍ ଓ ସାଲାଡ଼ କରି ଖାଆନ୍ତୁ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories