www.samajalive.in
Saturday, December 13, 2025
23.1 C
Bhubaneswar

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଶ୍ରୀନଗରରୁ ବାରମୁଲାକୁ ଗଡ଼ିଲା ଟ୍ରେନ୍

ଶ୍ରୀନଗର : ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ସୋମବାର ପରୀକ୍ଷାମୂଳକ ଭାବେ ଶ୍ରୀନଗରରୁ ବାରମୁଲାକୁ ଟ୍ରେନ୍ ଗଡ଼ିଥିବା ଜଣାପଡିଛି। ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଦୀର୍ଘ ୩ ମାସ ଧରି ଟ୍ରେନ୍ ସେବା ବନ୍ଦ କରାଯାଇଥିଲା। ସୁରକ୍ଷା ବାବଦରେ ସମୀକ୍ଷା କରିବା ପରେ ଶ୍ରୀନଗରରୁ ବାରମୁଲା ଯାଏ ଏହି ଟ୍ରେନ ପରୀକ୍ଷାମୂଳକ ଭାବରେ ଗଡ଼ିଥିଲା।

Hot this week

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ...

ବାୟୁ ପ୍ରଦୂଷଣ ଆଲୋଚନା ପାଇଁ ରାହୁଲଙ୍କ ପ୍ରସ୍ତାବରେ ସରକାର ସମ୍ମତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ...

Related Articles

Popular Categories