ପୁରୀ : ପୁରୀ ସଦର ବ୍ଲକର ‘ଫଣି’ କ୍ଷତିଗ୍ରସ୍ତଙ୍କୁ ଜିଲା ପ୍ରଶାସନ ୧୫୦ଟି ଘର ଯୋଗାଇଦେବ। ଘର ନିର୍ମାଣ ପାଇଁ ପ୍ରଶାସନ ଗୁରୁବାର ଏଲ୍ ଆଣ୍ଡ୍ ଟି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ଼୍ ଏବଂ ହ୍ୟୁମାନିଟି ଇଣ୍ଡିଆ ନାମକ ଦୁଇଟି କମ୍ପାନୀ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ‘ଫଣି’ରେ ବାସଗୃହ ହରାଇଥିବା ପରିବାରଙ୍କ ପାଇଁ ଏହି ଦୁଇ ସଂସ୍ଥା ୧୫୦ଟି ଘର ନିର୍ମାଣ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି।
Popular Categories



