www.samajalive.in
Monday, December 8, 2025
14.1 C
Bhubaneswar

‘ମେଡ଼୍‍ ଇନ୍‍ ଚାଇନା’ ନିର୍ମାତାଙ୍କୁ ବଡ଼ ଝଟ୍‍କା

ମୁମ୍ବଇ : ରାଜକୁମାର ରାଓ ଓ ମୌନୀ ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଡ଼୍‍ ଇନ୍‍ ଚାଇନା’ ନିର୍ମାତାଙ୍କୁ ଏକ ବଡ଼ ଝଟ୍‍କା ଲାଗିଛି। ଶୁକ୍ରବାର ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ତାମିଲ୍‍ ରକର୍ସ ନାମକ ୱେବ୍‍ସାଇଟ୍‍ ଦ୍ୱାରା ଅନ୍‍ଲାଇନ୍‍ ଲିକ୍‍ କରି ଦିଆଯାଇଛି। ଏହାପରେ ରାଜକୁମାର ଓ ମୌନୀଙ୍କ ସମେତ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ଚିନ୍ତିତ ହୋଇ ପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଅନେକ ସତର୍କତା ଅବଲମ୍ବନ ସତ୍ତ୍ବେ ବହୁତ ଚଳଚ୍ଚିତ୍ର ଲିକ୍‍ ହୋଇଛି। ତେବେ ଦେଖିବା ବାକି ରହିଲା ଯେ ଅନ୍‍ଲାଇନ୍‍ ଲିକ୍‍ ହେବା ଫଳରେ ‘ମେଡ଼୍‍ ଇନ୍‍ ଚାଇନା’ ବ୍ୟବସାୟରେ କେତେ ପ୍ରଭାବ ପଡ଼ୁଛି।
ସୂଚନାଯୋଗ୍ୟ, ଶୁକ୍ରବାର ‘ମେଡ଼୍‍ ଇନ୍‍ ଚାଇନା’ ସହ ଅକ୍ଷୟଙ୍କ ‘ହାଉସଫୁଲ୍‍-୪’ ଏବଂ ତାପସୀ ପନ୍ନୁ-ଭୂମି ପେଡନେକରଙ୍କ ‘ସାଣ୍ଡ୍‍ କି ଆଁଖ୍‍’ ମଧ୍ୟ ମୁକ୍ତିଲାଭ କରିଛି। ଫଳରେ ଚଳଚ୍ଚିତ୍ରର ବ୍ୟବସାୟ ପ୍ରଭାବିତ ହୋଇଛି। ‘ମେଡ଼୍‍ ଇନ୍‍ ଚାଇନା’ ପ୍ରଥମ ଦିନରେ ମଧ୍ୟମ ଧରଣର ଆୟ ପୂର୍ବକ ପ୍ରାୟ ୩ କୋଟି ଟଙ୍କା ଆୟ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories