BJD Bijuli 480×75 Mob

ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବାକୁ ପଶି ୨ ମୃତ

BJD Bijuli 480×75 Mob

ଜଗତସିଂହପୁର : ଜଗତସିଂହପୁର ସୁଜଙ୍ଗଠାରେ ରବିବାର ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବାକୁ ପଶି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ମରିଚାପଦାର ବାବଜୀ ଭୋଇଙ୍କ ପୁଅ ରାଜୁ ଭୋଇ ଓ ମଣ୍ଡାସାହିର ପ୍ରକାଶ ବାରିକ।

Comments are closed.