ବାଲେଶ୍ଵର : ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ପିତାକାଳିଆ ରାସ୍ତା କଡ଼ ନୟନଯୋରୀରେ ଏକ ଅଚିହ୍ନା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ବୁଧବାରଠାରୁ ଏହି ମୃତଦେହଟି ଭାସୁଛି। ଏହା ଏକ ପୁରୁଷ ଲୋକର ମୃତଦେହ। ମୁହଁ ମାଡ଼ି ଭାସୁଥିବା ଯୋଗୁଁ ଏହାର ପରିଚୟ ମିଳି ପାରିନାହିଁ। ତେବେ ଏଯାବତ୍ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନ ଥିବା ସୂଚନା ମିଳିଛି।
Popular Categories



