bjd gruha runa

ଅଳଗୁମ କାର୍ତ୍ତିକ ପଞ୍ଚୁକ ମେଳା ପାଇଁ ପ୍ରସ୍ତୁତି ବୈଠକ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ଗତିଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ପଞ୍ଚୁକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ରୁଦ୍ରାଭିଷେକ ପରିଷଦ ପକ୍ଷରୁ ଏହି ପ୍ରସ୍ତୁତି ବୈଠକ…
Read More...

ମହାକାର୍ତ୍ତିକ ମାସରେ ସାକ୍ଷୀଗୋପାଳଙ୍କ ମନ୍ଦିର ପାଖରେ ଭାଗବତ ପାରାୟଣ

ସୁଆଣ୍ଡୋ : ମହାକାର୍ତ୍ତିକ ମାସ ଅବସରରେ ଗୁରୁବାରଠାରୁ ସତ୍ୟବାଦୀ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦିର ପାଖରେ ଭାଗବତ ପାରାୟଣ ଆରମ୍ଭ ହୋଇଛି । ନିଆଳି ଭାଗବତ ପାରାୟଣ ପରିଷଦ ଓ ମନ୍ଦିର ସେବାୟତ ସଂଘ ର ମିଳିତ ଆନୁକୂଲ୍ୟରେ…
Read More...

ବିଦ୍ୟୁତ ଆଘାତରେ ଜଣେ ମୃତ

କେନ୍ଦ୍ରାପଡା: ବିଦ୍ୟୁତ ତାର ସଂସ୍ପର୍ଶରେ  ଆସି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ଜମ୍ବୁ ପଞ୍ଚାୟତ ପୂର୍ବପଡା ଗ୍ରାମର ବିଜୁ ମେର୍ଦ୍ଦା। ସେ ବାର୍‌ହା ଶିକାର ପାଇଁ ତାର…
Read More...

ମାଟି ତଳୁ ହାତୀର ମୃତଦେହ ଉଦ୍ଧାର ; ୩ ଗିରଫ, ୨ ବନ କର୍ମଚାରୀ ନିଲମ୍ବିତ

ରାଉରକେଲା :  ଶୁକ୍ରବାର ଦିନ ମାଟି ତଳେ ପୋଡି ପୋତା ଯାଇଥିବା ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ ସନ୍ଦେହରେ ୩ଜଣଙ୍କୁ ଗିରଫ କରିଛି। ଅନ୍ୟ ୧୦ ଜଣ ଫେରାର ହୋଇଯାଇଛନ୍ତି। ଗ୍ରାମରେ ପଶି ଫସଲ…
Read More...

ଗ୍ରାମରକ୍ଷୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ଜଣେ ଗ୍ରାମରକ୍ଷୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୁଟୁଙ୍ଗା ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି। ଏକ ଗଛ ମୂଳରେ ତାଙ୍କର ମୃତଦେହ ରକ୍ତାକ୍ତ ଅବସ୍ଥାରେ…
Read More...

କାଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ହତ୍ୟା

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରାଜ୍ୟ ବିଜେପି ସମ୍ପାଦକ ଅନିଲ ପରିହାର ଓ ତାଙ୍କ ଭାଇ ଅଜିତ ପରିହାରଙ୍କୁ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ କିସ୍ତୱାର ସହରର ନିଜର ମନୋହରୀ…
Read More...

୫ବଙ୍ଗୀୟ ଯୁବକଙ୍କୁ ଉଲ୍‍ଫା ଉଗ୍ରପନ୍ଥୀଙ୍କ ହତ୍ୟା

ଗୌହାଟି: ଆସାମରେ ଉଲ୍‍ଫା ଉଗ୍ରପନ୍ଥୀମାନେ ପୁନର୍ବାର ଉତ୍ପାତ ଆରମ୍ଭ କରିଛନ୍ତି। ଗୁରୁବାର ତିନ୍‍ସୁକିଆ ଜିଲା ଅନ୍ତର୍ଗତ ସାଦିଆ ନିକଟରେ ସନ୍ଦିଗ୍ଧ ଉଲ୍‍ଫା ଉଗ୍ରପନ୍ଥୀ ୫ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।…
Read More...

ଶୁକ୍ରବାର ରାଶିଫଳ

ମେଷ: କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ ଅବ୍ୟାହତ ରହିବ। ପୁତ୍ର, କନ୍ୟାଦି ଲାଭ କରିପାରନ୍ତି। ଧର୍ମ-କର୍ମ ସଂପାଦନ କରିବେ। ବୃଷ:…
Read More...

ବାଲୁଶାହି

ଆବଶ୍ୟକ ସାମଗ୍ରୀ: ମଇଦା- ୨କପ୍ ଘିଅ-୧/୨ଚାମଚ ଦହି (ଥଣ୍ଡା)- ୧/୩ ଚାମଚ ଲୁଣ- ସ୍ବାଦ ଅନୁଯାୟୀ ବେକିଙ୍ଗ ପାଉଡର- ୧/୨ ଚାମଚ ପାଣି- ଆବଶ୍ୟକ ଅନୁଯାୟୀ ସିରା ପାଇଁ ଆବଶ୍ୟକ ସାମଗ୍ରୀ: ପାଣି-…
Read More...

ସେଓ ଜିଲାପି

ଆବଶ୍ୟକ ସାମଗ୍ରୀ: ସେଓ- ୧ଟି ମଇଦା- ୪ରୁ ୫ ଚାମଚ ସୁଜି- ୨ଚାମଚ ଗୁଜୁରାତି ଗୁଣ୍ଡ- ଅଧ ଚାମଚ ପାଣି- ଆବଶ୍ୟକ ଅନୁଯାୟୀ ଚିନି- ୧ କପ୍ ସଜାଇବା ପାଇଁ ସାମଗ୍ରୀ: ନଡିଆ କୋରା ପେସ୍ତା…
Read More...

କୋଣାର୍କର ବିଭିନ୍ନ ସମସ୍ୟା ନେଇ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲା କଂଗ୍ରେସ

କୋଣାର୍କ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ଭଳି ପର୍ୟ୍ୟଟନ ସ୍ଥଳୀକୁ ଲକ୍ଷାଧିକ ପର୍ୟ୍ୟଟକ ପ୍ରତିଦିନ ଆସୁଥିବା ବେଳେ କୋଣାର୍କରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଯାହା ଫଳରେ କୋଣାର୍କ…
Read More...

ଦୀପାବଳିରେ ଅନିଦ୍ରା ରହିବାର କାରଣ

ଦୀପାବଳି ରାତିରେ ଅନିଦ୍ରା ରହିବାର କାରଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏହାର ଅନେକ ମହତ୍ତ୍ବ ମଧ୍ୟ ରହିଛି। କୁହାଯାଇଛି ଯେ, ଦେବୀ ଲକ୍ଷ୍ମୀ ରାତ୍ରି ଭ୍ରମଣ ସମୟରେ ଅନେକ ସ୍ଥାନ ଯାଇଥାନ୍ତି। ଏହି ସମୟରେ କେଉଁମାନେ…
Read More...

ଦୀପାବଳିରେ ଲକ୍ଷ୍ମୀଙ୍କ କୃପା ପାଇଁ ଏହି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ

ମା’ ଲକ୍ଷ୍ମୀଙ୍କ ଉପାସନାର ପର୍ବ ଦୀପାବଳି । ଏହି ବର୍ଷ ଦୀପାବଳି ୭ ନଭେମ୍ବରରେ ପାଳନ କରାଯିବ। ଏଥିପାଇଁ ଦୋକାନ, ବଜାରରେ ଭିନ୍ନ ଭିନ୍ନ ପ୍ରକାରର ସାଜସଜ୍ଜା ଦ୍ରବ୍ୟ, ବାଣ ଓ ଦୀପ ଉପଲବ୍ଧ । ଦୀପାବଳି ଦିନ ମା’…
Read More...

ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ଅଳାବେରେଣୀ ନିକଟରେ ଏକ ମିନିଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ। ଖଟୁଆହତା ଗ୍ରାମର ସନୀଲ ଦେହୁରୀ କୌଣସି କାମ ପାଇଁ ସାଇକେଲରେ ଯିବା ସମୟରେ ଏକ ଟ୍ରକ ଧକ୍କା ହୋଇଥିଲା।…
Read More...

କମେଣ୍ଟ ମରାକୁ ବିରୋଧ ; ଗାଁ ଲୋକଙ୍କୁ ଖଣ୍ଡାରେ ହାଣିଲା ଯୁବକ

ସୋର : ଯୁବତୀଙ୍କୁ କମେଣ୍ଟ ମାରି ଗାଁରେ ଉନ୍ମତ୍ତ କାଣ୍ଡ ଭିଆଇଲେ ଯୁବକ। ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ କାଳନ୍ଦିପାଟଣା ଗାଁର ଯୁବକ ବୁଲୁ ସେଠୀ ସେହି ଗ୍ରାମର ଜଣେ ଯୁବତୀକୁ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଯାହାକୁ…
Read More...

ଧନତେରସରେ ସୁନା କିଣିବା ପୂର୍ବରୁ, ଜାଣନ୍ତୁ ଆପଣଙ୍କ ରାଶି ପାଇଁ ଶୁଭ କି ଅଶୁଭ !

ଧନତେରସ ଦିନ ସୁନା ବା ରୂପା କିଣିଲେ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ବିଶ୍ବାସ ଅନୁଯାୟୀ ଧନତେରସ ଦିନ ବହୁତ ଲୋକ ସୁନା ବା ରୂପାର ଅଳଙ୍କାର କିଣିଥାନ୍ତି । କ’ଣ ଆପଣ ଜାଣନ୍ତି ଏହି…
Read More...

ଦୀପାବଳି ପାଳନର ଅନ୍ୟ ରହସ୍ୟ

ଦୀପାବଳି ଦିନ କେବଳ ଦୀପ ଜାଳନ୍ତୁ ନାହିଁ, ଜ୍ଞାନ ରୂପକ ଦୀପ ଜଳାନ୍ତୁ ବା ଜ୍ଞାନ ଅର୍ଜନ କରନ୍ତୁ ।  ଦୀପାବଳି ଦିନ ବାଣ ଫୁଟାଇବା ଅନ୍ୟ ଏକ ରହସ୍ୟ । ଏହାର ଅର୍ଥ ହେଉଛି ମନରେ ଚାପି ହୋଇ ରହିଥିବା ରାଗ, କ୍ରୋଧ ଓ ଘୃଣା…
Read More...

ଦୀପାବଳିର ସ୍ୱତନ୍ତ୍ରତା

ଦୀପାବଳି, ଆଲୋକର ପର୍ବ ଭାବରେ ସମ୍ପୂର୍ଣ୍ଣ ବିଶ୍ବରେ ପ୍ରସିଦ୍ଧ । ଅଧର୍ମ ଉପରେ ଧର୍ମର ଜୟ, ଅନ୍ଧକାର ଉପରେ ଆଲୋକର ବିଜୟ ତଥା ଅଜ୍ଞାନ ଉପରେ ଜ୍ଞାନର ବିଜୟର ପର୍ବ ହେଉଛି ଦୀପାବଳି । ଏହି ଦିନ ଯେ କେବଳ ଘର ସାଜସଜ୍ଜା…
Read More...

ଚକଡା ପୋକ ପାଇଁ ଚାଷ ଜମି ଜାଳିଦେଲେ ଚାଷୀ

କଳାହାଣ୍ଡି : କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଚାଷୀ ହରେକୃଷ୍ଣ ରଣା ନିଜର ଦୁଇ ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚାଷୀ ହରେକୃଷ୍ଣ ରଣା ଧାନ ଚାଷ କରିଥିଲେ। ଚକଡା…
Read More...

ବଜାରକୁ ଆସିଲା ପ୍ରଥମ ଫ୍ଲାଇଂ କାର

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସୁସ୍ଥ ବାୟୁ ପାଇବା ମଣିଷ ମାନଙ୍କ ପାଇଁ କଷ୍ଟ ହୋଇଯାଇଛି। ସଡକରେ ଗାଡି ଚଲାଇକି ଯିବା ମାନେ ବିଷାକ୍ତ ବାୟୁକୁ ସାଥିରେ ନେବା ସହ ସମାନ। ବିଦ୍ୟୁତଚାଳିତ ଯାନବାହନ ବାୟୁ ପ୍ରଦୃଷଣ…
Read More...

ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ସଡକ ଦୁର୍ଘଟଣାରେ ପାନପୋଷ ଜଗନ୍ନାଥ ମନ୍ଦିର କଲୋନୀର ବାସିନ୍ଦା ବଳରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏକ ଲୁହା ବୋଝେଇ ଟ୍ରକ ଏବଂ ବଳରାମଙ୍କ ସାଇକେଲ…
Read More...

ଭାରତର ପ୍ରଥମ ମାଇକ୍ରୋପ୍ରୋସେସର ଶକ୍ତି

ଚେନ୍ନାଇ: ଆଇଆଇଟି ମାଡ୍ରାସର ବୈଜ୍ଞାନିକମାନେ ଦେଶର ପ୍ରଥମ ମାଇକ୍ରୋପ୍ରୋସେସର ନିର୍ମାଣ କରିଥିବା ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିିର୍ମିତ ଏହି ମାଇକ୍ରୋପ୍ରୋସେସରର ନାମ ‘ଶକ୍ତି’ ରଖାଯାଇଛି।…
Read More...

୫୦ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ରିଆତି ହଟାଇଲା ଆମେରିକା

ୱାଶିଂଟନ୍‍: ଭାରତ ପୁଣି ଆମେରିକାର ଆକ୍ରୋଶର ଶିକାର ହୋଇଛି। ବିଦେଶରୁ ଆମଦାନୀ ହେଉଥିବା ୯୦ଟି ସାମଗ୍ରୀ ଉପରେ ଆମେରିକା ନିଜର କୋହଳ ରିଆତି ନୀତିକୁ ପ୍ରତ୍ୟାହାର କରି ନେଇଛି। ଏହାଭିତରେ ୫୦ଟି ଭାରତୀୟ ସାମଗ୍ରୀ ରହିଛି।…
Read More...

ଚୁଡି ପିନ୍ଧିବାର ଧାର୍ମିକ ମହତ୍ତ୍ବ

ହିନ୍ଦୁ ଧର୍ମରେ ମହିଳାମାନେ ହାତରେ ଚୁଡି ପିନ୍ଧିଥାନ୍ତି। ଚୁଡି ପିନ୍ଧିବାର ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ। ମହିଳାମାନେ ଚୁଡି ପିନ୍ଧିବାର ଧାର୍ମିକ ମହତ୍ତ୍ବ ରହିଛି। ଚୁଡି ପିନ୍ଧିବାର ଅନେକ ଲାଭ ରହିଛି।…
Read More...

ଭାରତରେ ବାୟୁ ପ୍ରଦୂଷଣରେ ରୋଷେଇ ଧୂଅାଁର ମାତ୍ରା ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଦିଲ୍ଲୀର ପ୍ରଦୂଷଣ ମାତ୍ରା ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ଆସନ୍ତା ଦୀପାବଳିରେ ଯଥାସମ୍ଭବ ସବୁଜ ବାଣ ବ୍ୟବହାର ପାଇଁ ସୁପ୍ରିମକୋର୍ଟ ପରାମର୍ଶ…
Read More...

ଓଜନ ବଢାଇଥାଏ ଏହି ଖାଦ୍ୟ

ଓଜନ କମ କରିବା ଯେତିକି କଷ୍ଟ ଓଜନ ବଢାଇବା ମଧ୍ୟ କଷ୍ଟ। ଲୋକମାନେ ଓଜନ କମାଇବା ପାଇଁ ଅନେକ କିଛି ଉପାୟ କରିଥାନ୍ତି। ସେହିପରି ପତଳା ଲୋକମାନେ ଓଜନ ବଢାଇବା ପାଇଁ ମଧ୍ୟ ଅନେକ କଷ୍ଟ କରିଥାନ୍ତି। ଓଜନ ବଢାଇବା ପାଇଁ…
Read More...

୯ ଜିଲାକୁ ମରୁଡ଼ି ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲାକୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କରିଛନ୍ତି। ଯେଉଁ ସବୁ ଜିଲାରେ ସାମଗ୍ରିକ ଭାବେ ୩୩% ଶସ୍ୟ ହାନି ହୋଇଛି ସେହି ସବୁ ଜିଲାକୁ ମରୁଡ଼ି ଘୋଷଣା କରାଯାଇଛି। ମରୁଡ଼ି ଘୋଷିତ ଜିଲାଗୁଡ଼ିକ ହେଲା…
Read More...

ଧନପ୍ରାପ୍ତି ପାଇଁ ଚାଉଳରେ କରନ୍ତୁ ଏହି ଉପାୟ

ଜ୍ୟୋତିଷଶାସ୍ତ୍ରରେ ଗରିବ ଅବସ୍ଥା ଦୂର କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ସେହି ଉପାୟ ଗୁଡିକ ଆପଣେଇବା ଦ୍ବାରା ଗ୍ରହ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ। ଏହାସହ ଧନ ପ୍ରାପ୍ତି ହୋଇଥାଏ। ପୂଜା ସମୟରେ ଅକ୍ଷତ…
Read More...

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନବନ୍ଦର

ନୂଆଦିଲ୍ଳୀ: ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଛି। ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‍ରେ ମଞ୍ଜୁରୀ…
Read More...

ଶ୍ରୀଲଙ୍କା ସଙ୍କଟ

ଭାରତର ପଡ଼ୋଶୀ ତଥା ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ଏବେ ଯେଉଁ ଗୁରୁତର ରାଜନୈତିକ ସଂକଟ ସୃଷ୍ଟି ହୋଇଛି, ସେଥିପାଇଁ ମୁଖ୍ୟତଃ ସେ ଦେଶର ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନ ଦାୟୀ। ସେ ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ…
Read More...

ଆୟୋଡିନ ଅଭାବ

ଏକ ରିପୋର୍ଟ ଅନୁସାରେ ଓଡ଼ିଶାର ୩୦ ଜିଲା ମଧ୍ୟରୁ ୧୭ଟିରେ ଆୟୋଡିନ ଅଭାବଜନିତ ସମସ୍ୟା ରହିଛି। ଆୟୋଡିନ୍‌ ଏକ ଅଣୁ-ପୁଷ୍ଟି (ମାଇକ୍ରୋ ନ୍ୟୁଟ୍ରିଏଣ୍ଟ) ଯାହା ମଣିଷର ସ୍ବାଭାବିକ ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ…
Read More...

ବିିମାନକୁ ଧକ୍କା ଦେଲା ପାଣିଟାଙ୍କର

କଲକାତା: କଲକାତା ବିମାନବନ୍ଦରେ ଅଘଟଣ ଘଟିଛି। କତାର ଏୟାରୱେଜ୍‍ର ଏକ ବିମାନକୁ ଏକ ପାଣି ବୋଝେଇ ଟ୍ରକ୍‍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ…
Read More...

ଆଜି ବି ନରବଳି!

ଦେବେନ୍ଦ୍ର ସୂତାର ନିକଟ ଅତୀତରେ ବଲାଙ୍ଗିର ଜିଲା ସିନ୍ଧେକେଲା ଅନ୍ତର୍ଗତ ରଣାପଡାର ହୀରା ରଣାଙ୍କ ୯ ବର୍ଷର ପୁଅ ମିଥୁନଙ୍କୁ ବଳି ଦେବା ପରି ଅମାନୁଷିକ ଘଟଣା ଘଟିଛି। ବଳି ଦେଇଛନ୍ତି ତାଙ୍କର ସଂପର୍କୀୟ ଭାଇ ଏବଂ ଜଣେ…
Read More...

ଆଦିବାସୀ ଜୀବନ ସଂଗ୍ରାମର ଭିନ୍ନ ଦିଗନ୍ତ

ଧରଣୀଧର ପାଣିଗ୍ରାହୀ ଭାରତର ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାର ଚାରିଗୋଟି ଗୋଷ୍ଠୀର ଉପକାର ସାଧନ କରିପାରିନାହିଁ। ସେଗୁଡ଼ିକ ହେଲା: ମୁସଲମାନ, ଦଳିତ, ମହିଳା ଓ ଆଦିବାସୀ ସମ୍ପ୍ରଦାୟ। ସେମାନଙ୍କ ସମସ୍ୟା ଭିନ୍ନ,…
Read More...

ରାଫେଲ୍‍ ବିବାଦ: ତଥ୍ୟ ଦେବେନି କେନ୍ଦ୍ର ସରକାର

ନୂଆଦିଲ୍ଳୀ: ରାଫେଲ୍‍ ଫାଇଟର ଜେଟ୍‍ ଚୁକ୍ତି ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ଚୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ଆସିବା ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଛି। ରାଫେଲ୍‍ କ୍ରୟ…
Read More...

ଜାଣନ୍ତୁ, ଫଳ ଖାଇବାର ଉପଯୁକ୍ତ ସମୟ

କମଳା: କମଳାକୁ ସକାଳେ ଓ ସନ୍ଧ୍ୟା ବେଳେ ଖାଇବା ଉଚିତ ନୁହେଁ। ଏହି ଫଳକୁ ଅପରାହ୍ନରେ ଖାଇବା ଉଚିତ। କମଳାରେ ଭିଟାମିନ ସି ଥିବାରୁ ଏହାକୁ ଖାଇଲେ ଆମ ଶରୀରର ପାଚନ କ୍ରିୟା ସଠିକ୍‍ ରୂପେ ହୋଇଥାଏ। ଆମ୍ବ: ଖରାଦିନେ…
Read More...

୧୧ ବର୍ଷରେ ଇଞ୍ଜିନିୟର ଅଧ୍ୟାପକ

ନୂଆଦିଲ୍ଳୀ: ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୧ ବର୍ଷର ବାଳକ ସିଭିଲ, ମେକାନିକାଲ୍‍ ଓ ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ଇଞ୍ଜିନିୟରିଂ ଶିଖିବା ପାଇଁ ସେ ଇଣ୍ଟରନେଟ୍‍ର ସାହାରା…
Read More...

ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁକାଶ୍ମୀର ବୁଡଗାମ୍‍ ଜିଲାରେ ସେନା ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରପକ୍ଷରେ ସେନା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସ୍ଥାନୀୟ ଲୋକ ସୁରକ୍ଷା କର୍ମୀଙ୍କ ଉପରକୁ ପଥରରେ ଆକ୍ରମଣ…
Read More...

ଅଚଳ ହେଲା ଆମେରିକୀୟ ଜିଏସ୍‍ ନେଟ୍‍ୱର୍କ : ଜାଣନ୍ତୁ କାରଣ

ୱାଶିଂଟନ୍‍: ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗର ନେଟ୍‍ୱର୍କ ମାଲ୍‍ୱେରରେ କ୍ଷତିଗ୍ରସ୍ତ ହୋଇଛି। ନେଟ୍‍ୱର୍କ ଅଚଳ ହୋଇଯିବା ପରେ ଏହାର ଅନୁସନ୍ଧାନ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ସେଥିରେ…
Read More...

ଯୁବକଙ୍କୁ ଜୀବନ୍ତ ଜାଳିଦେଲେ

ଇଟା: ଜଣେ ଯୁବକଙ୍କୁ ଘରେ ବନ୍ଦ କରି ନିଅାଁ ଲଗାଇ ହତ୍ୟା ଉଦ୍ୟମ କରାଯାଇଛି। ଏହାପଛରେ ଯୁବକଙ୍କ ପ୍ରେମିକାଙ୍କ ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ…
Read More...

ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର!

ପାଟନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଜେଡିୟୁ ନେତା ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି ବୋଲି ଏନ୍‍ଡିଏ ସହଯୋଗୀ ତଥା ଆରଏଲ୍‍ଏସ୍‍ପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର ଖୁସ୍‍ୱା କହିଛନ୍ତି। ଆରଏଲ୍‍ଏସ୍‍ପିର…
Read More...

ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଭସ୍ମୀଭୂତ

ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅଧୀନ ଭରପୁର ଅନ୍ତର୍ଗତ ବେହେରା ସାହିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସେହି ସାହିର ପ୍ରହଲ୍ଲାଦ ବେହେରାଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବୁଧବାର ରାତିରେ…
Read More...

୯୬ବର୍ଷରେ ପରୀକ୍ଷା; ୯୮ପ୍ରତିଶତ ନମ୍ବର

ତିରୁଅନନ୍ତପୁରମ୍‍ : କାର୍ତ୍ତିୟାନିୟାମ୍ମା କୃଷ୍ଣାପିଲ୍ଲାଙ୍କ ବୟସ ୯୬; ସେ କେରଳ ସ୍ୱାକ୍ଷରତା ଅଭିଯାନର ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ରଖିଛନ୍ତି ୯୮ପ୍ରତିଶତ ନମ୍ବର। ଆଗକୁ ସେ ଇଂରାଜୀରେ ସଫଳତା ହାସଲ ପାଇଁ ଲକ୍ଷ୍ୟ…
Read More...

ତଣ୍ଟି ଚିପି ଖାସୋଗିଙ୍କୁ କରାଯାଇ ଥିଲା ହତ୍ୟା; ମୃତ୍ୟୁ ପରେ ଶରୀରକୁ କରିଦିଆଯାଇଥିଲା ଖଣ୍ଡଖଣ୍ଡ

ଇସ୍ତାନବୁଲ: ୱାଶିଂଟନ ପୋଷ୍ଟ ସାମ୍ବାଦିକ ଜମାଲ ଖାସୋଗିଙ୍କୁ ସାଉଦି ଦୂତାବାସ ମଧ୍ୟରେ ହତ୍ୟା କରାଯିବା ପରେ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଦିଆଯାଇଥିଲା ବୋଲି ତୁର୍କୀର ସରକାରୀ ଓକିଲ କହିଛନ୍ତି। ମୃତଦେହକୁ ନଷ୍ଟ…
Read More...

୧୪ ବର୍ଷର ପ୍ରିୟାଂଶୁଙ୍କ ଅପରାଜିତ ୫୫୬ ରନ୍‍

ନୂଆଦିଲ୍ଲୀ: ଏକ ୧୪ ବର୍ଷରୁ କମ୍‍ ଆମନ୍ତ୍ରଣୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ପ୍ରିୟାଂଶୁ ମୋଲିୟା ନାମକ ବାଳକ ଅପରାଜିତ ୫୫୬ ରନ୍‍କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବରୋଦାରେ ଚାଲିଥିବା ଡି.କେ.…
Read More...

ଗୁରୁବାର ରାଶିଫଳ

ମେଷ: ପ୍ରଭାବଶାଳୀ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଅଗ୍ରାଧିକାର ଦେବେ। ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟ ପ୍ରତି ଦୃଷ୍ଟି ଦେବେ। ବୃଷ: ଉଚ୍ଚ…
Read More...

ଧନତେରସରେ ସୁନା କିଣିବା ପୂର୍ବରୁ, ଜାଣନ୍ତୁ ଆପଣଙ୍କ ରାଶି ପାଇଁ ଶୁଭ କି ଅଶୁଭ !

ଧନତେରସ ଦିନ ସୁନା ବା ଚାନ୍ଦି କିଣିଲେ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ବିଶ୍ବାସ ଅନୁଯାୟୀ ଧନତେରସ ଦିନ ବହୁତ ଲୋକ ସୁନା ବା ଚାନ୍ଦିର ଅଳଙ୍କାର କିଣିଥାନ୍ତି । କ’ଣ ଆପଣ ଜାଣନ୍ତି ଏହି…
Read More...

ବିଭିନ୍ନ ସମୟ ଓ ଧର୍ମରେ ଦୀପାବଳି ପାଳନ

ଅଧର୍ମ ଉପରେ ଧର୍ମର ବିଜୟଲାଭ ଖୁସିରେ ଆମେ ଭାରତୀୟ ଦୀପାବଳି ପର୍ବ ପାଳନ କରିଥାଉ । ଦୀପାବଳି ଦିନ ସଂଧ୍ୟାରେ ସମସ୍ତଙ୍କ ଘରେ କେବଳ ଆଲୋକର ପ୍ରଜ୍ବଳନ ଦେଖିବାକୁ ମିଳିବ । କାରଣ ଏହି ଦିନର ଅର୍ଥ ହେଉଛି ଅନ୍ଧକାର ଉପରେ…
Read More...

ଦୀପାବଳି , ପଞ୍ଚୁପାଣ୍ଡବ , ରାଜା ବିକ୍ରାମାଦିତ୍ୟ

ଦୀପାବଳି ସହ ଅନେକ ପୌରଣିକ କଥା ଓ କାହାଣୀ ଯୋଡି ହୋଇ ରହିଛି । ଦୀପାବଳି ସହ ପଞ୍ଚୁପାଣ୍ଡଙ୍କର ରାଜ୍ୟକୁ ପୁର୍ନଆଗମନ ଓ ରାଜା ବିକ୍ରମାଦିତ୍ୟାଙ୍କର ରାଜ୍ୟାଭିଷେକ କଥା ଯୋଡି ହୋଇ ରହିଛି । ନିଜ ରାଜ୍ୟକୁ ଫେରିଥିଲେ…
Read More...

ଦୀପାବଳିର ଐତିହାସିକ ଓ ପାରମ୍ପରିକ ବିଷୟବସ୍ତୁ

ଆଲୋକର ପର୍ବ ଦୀପାବଳି । ପୁର ପଲ୍ଲୀରେ ସମେସ୍ତ ଦୀପାବଳି ପର୍ବ ବଡ ଧୁମଧାମରେ ପାଳନ କରିଥାଆନ୍ତି । ମିଠା ଓ ପିଠା ସହ ରଙ୍ଗ ବେରଙ୍ଗ ଆଲୋକ ମାଳ ଓ ବାଣ ଦୀପାବଳିର ମଜାକୁ ଦୁଇ ଗୁଣ କରିଥାଏ । ହେଲେ ଅନେକଙ୍କ ମନରେ…
Read More...

ଦୀପାବଳି ଓ ଭଗବାନ୍‌ କୃଷ୍ଣ

ଆଲୋକର ପର୍ବ ଦୀପାବଳି । ପୁର ପଲ୍ଲୀରେ ସମେସ୍ତ ଦୀପାବଳି ପର୍ବ ବଡ ଧୁମଧାମରେ ପାଳନ କରିଥାଆନ୍ତି । ମିଠା ଓ ପିଠା ସହ ରଙ୍ଗ ବେରଙ୍ଗ ଆଲୋକ ମାଳ ଓ ବାଣ ଦୀପାବଳିର ମଜାକୁ ଦୁଇ ଗୁଣ କରିଥାଏ । ହେଲେ ଅନେକଙ୍କ ମନରେ…
Read More...

ଧନତେରସରେ ଏହି ଦ୍ରବ୍ୟ କିଣିବା ବର୍ଜନୀୟ

ନବରାତ୍ରୀ ପରେ ଅନେକ ପର୍ବ ଆରମ୍ଭ ହୋଇ ଯାଇଛି। କୁମାର ପୂର୍ଣ୍ଣିମା ଓ କରୱା ଚୌଥ ପରେ ଧନତେରସ ପଡୁଛି। ନଭେମ୍ବର ୫ତାରିଖରେ ଧନତେରସ ପାଳନ କରାଯିବ। ଏହି ଦିନ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଅନେକ ଲୋକ ଘରେ…
Read More...

ଦୀପାବଳିରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ମିଠା ଦ୍ରବ୍ୟ, ସୁଜି ରସାବଳୀ

ପର୍ବପର୍ବାଣିରେ ପୂଜାର ଆନନ୍ଦ ଉଲ୍ଲାସ ସହ ସଭିଏଁ ନୂତନ ପୋଷାକ ପରିଧାନ କରିଥାଆନ୍ତି। ହସଖୁସୀ ସହ ପୋଷାକର ଆନନ୍ଦକୁ ସ୍ୱତନ୍ତ୍ର ଖାଦ୍ୟପେୟ ଏହାକୁ ୨ ଗୁଣିତ କରିଦେଇଥାଏ। ଦୀପାବଳିରେ ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ…
Read More...

କାହିଁକ-ଧନତେରାସ୍‌-ଦୀପାବଳିର ପୂର୍ବ ଦିନ ପାଳନ କରାଯାଇଥାଏ

ଏହି ଧନ୍‍ତେରସ୍‍ ସହ ଜଡ଼ିତ କିଛି କଥା ରହିଛି ,, ଦୀପାବଳିର ପୂର୍ବରୁ ଏହା ପାଳନ କରାଯାଏ। ଶାସ୍ତ୍ରରେ ବର୍ଣ୍ଣିତ ଧନ୍‍ତେରସରେ ଭଗବାନ ଧନ୍ୱନ୍ତରୀ ହାତରେ ସ୍ୱର୍ଣ୍ଣ କଳସ ନେଇ ସାଗର ମନ୍ଥନରୁ ଉତ୍ପନ ହୋଇଥିଲେ। କଳସୀରେ…
Read More...

ଜାଣନ୍ତୁ  ଧନତେରାସ୍ ବିଭିନ୍ନ ଧାତୁ କିଣିବାର ପ୍ରକୃତ କାରଣ

ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ତ୍ରୟୋଦଶୀ ତିଥିରେ ଧନ୍ୱନ୍ତରୀଙ୍କର ଜନ୍ମ ହୋଇଥିଲା। ତେଣୁ ଏହାକୁ ଧନତେରାସ୍ ପର୍ବ ଭାବରେ ପାଳନ କରାଯାଇଥାଏ। ଧନ୍ୱନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଏହି କାରଣରୁ ଏହି ଦିନରେ ବାସନ…
Read More...

ଧନତେରାସ୍‌ ପୌରାଣିକ କଥା

ବିଭିନ୍ନ ପୂଜାପର୍ବର ଭିନ୍ନ ଭିନ୍ନ ଅର୍ଥ ଓ କାରଣ ରହିଛି। ସେହି କାରଣରୁ ପୂଜାପର୍ବର ମହତ୍ୱ ବଢିଯାଏ। ସେହିଭଳି ଧନତେରାସ୍‌ ସହ ଏକ ପୌରାଣିକ କଥା ଜଡ଼ିତ ରହିଛି। ଜାଣନ୍ତୁ, ତାହା କଣ.... ଏକଦା ମୃତ୍ୟୁର ଦେବତା ଯମରାଜ…
Read More...

ଆଲୋକର ପର୍ବ ଦୀପାବଳି

ଭାରତବର୍ଷ ପର୍ବପର୍ବାଣୀର ଦେଶ ଅଟେ। ଏହି ପର୍ବ ଭାରତୀୟ ସଭ୍ୟତା – ସଂସ୍କୃତିର ମୁଖ୍ୟ ପର୍ବ ଅଟେ। ଏହାକୁ ଉତ୍ସାହ, ଉଲ୍ଲାସ, ଭାତୃତ୍ୱ ତଥା ପୂଜାର୍ଚ୍ଚନାର ପର୍ବ ଅଟେ। ଦିପାବଳୀର ୨କିମ୍ବା ୩ ଦିନ ପୂର୍ବରୁ ଘରକୁ ଭଲ…
Read More...

‘ଦୀପାବଳି’ର ମହତ୍ତ୍ୱ

ଦିପାବଳୀ ହିନ୍ଦୁମାନଙ୍କର ପର୍ବ ଅଟେ। ଏହାକୁ ଦିଓ୍ୱାଲୀ ମଧ୍ୟ କୁହାଯାଏ। ‘ଦିପାବଳୀ’ର ଅର୍ଥ ହେଉଛି ଦୀପମାନଙ୍କର ମାଳା । ଏହା ହେଉଛି ଆଲୋକ ପର୍ବ। ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ।…
Read More...

ରାୟଗଡ଼ାରୁ ‘ଜିଓ ଡିଜିଟାଲ୍‍ ଯାତ୍ରା’ ଆରମ୍ଭ

ଭୁବନେଶ୍ୱର/ରାୟଗଡ଼ା : ଜିଓ ଡିଜିଟାଲ୍‍ ଲାଇଫ୍‍ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଧାରାରେ ଡିଜିଟାଲ୍‍ ବିପ୍ଳବ ଆଣିବା ସହ ଲୋକଙ୍କ ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ପୁନଃ ସଂସ୍ଥାପିତ କରିବା ପରେ ଭାରତର ଦ୍ରୁତ…
Read More...

ଓଡିଆ ଭାଷା ସାହିତ୍ୟ ବିଭାଗର ପ୍ରାଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନେମାଳ : ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଚନ୍ଦ୍ରମଣି ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର…
Read More...

ପୈତୃକ ଗ୍ରାମରେ ସହିଦ ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ

ବଲାଙ୍ଗୀର: ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଡିଡି ନ୍ୟୁଜର ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇ ଯାଇଛି। ତାଙ୍କ ପୈତୃକ ଗ୍ରାମ ବଲାଙ୍ଗୀର ଜିଲା ଲୋଇସିଂହା ଅନ୍ତର୍ଗତ ଘୁଷୁରମୁଣ୍ଡା…
Read More...

‘ସମାଜ’ ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କୃତ

କୋଣାର୍କ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ‘ସମାଜ’ ପକ୍ଷରୁ ଓଡିଶା ବ୍ୟାପୀ ଆରମ୍ଭ ହୋଇଥିବା ଗୋପବନ୍ଧୁ ଜ୍ୟୋତି ରାଜ୍ୟ ପରିକ୍ରମା କରୁଛି। ଏହି ପ୍ରଣାମ ମାତୃଭୂମୀ କାର୍ୟ୍ୟକ୍ରମ ପୁରୀ…
Read More...

ଆଇନଜୀବୀଙ୍କ ଆନ୍ଦୋଳନ ଜାରି ; ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

କଟକ/ଭଦ୍ରକ : ଆଇନଜୀବୀଙ୍କ ଆନ୍ଦୋଳନ ଥମିବାର ନାଁ ଧରୁ ନାହିଁ । ବୁଧବାର ମଧ୍ୟ ଆଇନଜୀବୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଆଇନଜୀବୀମାନେ ଆଜି ହାଇକୋର୍ଟ ବାର୍‍ ଆସୋସିଏସନ୍‍ ପାଖରୁ ଏକ ଶୋଭାଯାତ୍ରାରେ…
Read More...

ସରକାରଙ୍କ ବାଘଖେଳ!

ହରିହର ତ୍ରିପାଠୀ ପ୍ରଖ୍ୟାତ ଗାଳ୍ପିକ ମନୋଜ ଦାସ ତାଙ୍କର ଏକ ଉପନ୍ୟାସରେ ଲେଖିଛନ୍ତି, ବାଘ ମାଂସ ଖାଏନି । ବାଘ ତା’ର ଖାଦ୍ୟ ଖାଏ । ବାଘର ଖାଦ୍ୟ ଯେ ମାଂସ ବା କୌଣସି ଜୀବ, ସେକଥା ସେ ଜାଣେନି । ବାଘ ମଧ୍ୟ ଜାଣେନି…
Read More...

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ବରର ଉତ୍ତର ନିର୍ବାଚନ ମଣ୍ଡଳୀର ୯ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ପଦଯାତ୍ରା ଆରମ୍ଭ କରିଛି। ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଆଇନଜୀବୀଙ୍କ କଳାପତାକା ପ୍ରଦର୍ଶନ

ସମ୍ବଲପୁର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବଲପୁର ଗସ୍ତରେ ଯାଇଥିବା ବେଳେ ତାଙ୍କୁ କଳାପତାକୁ ପ୍ରଦର୍ଶନ କରାଯାଇଛି। ଖରିଫ ଧାନ ଫସଲ ସଂଗ୍ରହ ବୈଠକକୁ ଯିବା ସମୟରେ ବୁର୍ଲା ଏମସିଏଲ୍ ଫାଟକ…
Read More...

ଗ୍ରାମରେ ପହଞ୍ଚିଲା ସହିଦ ଅଚ୍ୟୁତାନନ୍ଦଙ୍କ ପାର୍ଥିବ ଶରୀର

ବଲାଙ୍ଗୀର: ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଡିଡି ନ୍ୟୁଜର ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ବଲାଙ୍ଗିର ଘୁଷୁରାମୁଣ୍ଡାରେ ଆସି ପହଞ୍ଚିଛି । ତାଙ୍କ…
Read More...

ରାଷ୍ଟ୍ରୀୟ ଏକତା ଦିବସରେ ’ଏକତାର ଦୌଡ’

ଭୁବନେଶ୍ବର: ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ  ’ଏକତାର ଦୌଡ’ (ରନ୍ ଫର ୟୁନିଟି)  ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମଞ୍ଚେଶ୍ୱର ରେଲୱେ…
Read More...

ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ମୁକାବିଲା

ପଞ୍ଚାନନ କାନୁନ୍‌ଗୋ ତିତଲିର କ୍ଷୟକ୍ଷତି ସରକାର ଆକଳନ କରି ଚାଲିଛନ୍ତି। ବହୁ ଆଡ଼ମ୍ବର ସତ୍ତ୍ୱେ ଜନଜୀବନ କ୍ଷତି ୭୭ ଟପିଲା, ଅନେକ ଗୃହପାଳିତ ପଶୁପକ୍ଷୀ ମଧ୍ୟ ନଷ୍ଟ ହେଲେ। ୧୭ଟି ଜିଲାରେ ୧୨୮ଟି ବ୍ଲକରେ ପାଖାପାଖି…
Read More...

ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଗଣଦୌଡ

ସୁଆଣ୍ଡୋ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥି ସମଗ୍ର ଭାରତରେ ପାଳନ କରାଯାଉଛି। ଏଥିପାଇଁ ପୁରୀ ଜିଲା ସତ୍ୟବାଦୀ-ଅଳଗୁମ ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ଦିନ ଏକ ଗଣଦୌଡ ଅନୁଷ୍ଠିତ…
Read More...

ଲୋକାର୍ପିତ ହେଲା ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’

ନୂଆଦିଲ୍ଲୀ: ଲୌହମାନବ ତଥା ଭାରତର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି  ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଲୋକାର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ…
Read More...

ଜାତୀୟ ରାଜପଥରେ ଓଲଟି ପଡିଲା ମକା ବୋଝେଇ ଟ୍ରକ

ଜୟପୁର: ଜୟପୁରର ୨୬ ନମ୍ବର ଜାତୀୟ ରାଜପଥରେ ଏକ ମକା ବୋଝେଇ ଟ୍ରକ ଓଲଟି ପଡିଛି। ରାସ୍ତା ଉପରେ ଟ୍ରକଟି ଓଲଟି ପଡିବାରୁ ଜୟପୁର-ବୋରିଗୁମ୍ମାକୁ ଯୋଗାଯୋଗ ବ୍ୟାହତ ହୋଇଯାଇଛି। ବିଶାଖାପାଟଣା-ରାୟପୁରକୁ ସଂଯୋଗ କରୁଥିବା…
Read More...

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍

ଖୋର୍ଦ୍ଧା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରୀ ବଜାରରେ ଥିବା ଏଟିଏମରୁ ଲୁଟ ହୋଇଛି। ଦୁବୃର୍ତ୍ତମା‌ନେ ଏସବିଆଇର ଏକ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରି ନେଇଛନ୍ତି। ତେବେ କେତେ ଟଙ୍କା…
Read More...

ରାସ୍ତାରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତହେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖାଯାଇଛି। ଯୁବକଙ୍କୁ କେହି ଦୁବୁର୍ତ୍ତ ପଥରରେ ଛେଚି ନିମର୍ମ ଭାବେ ହତ୍ୟା କରାଯାଇଥିବାର…
Read More...

ଆରବିଆଇରେ ଲାଗୁ ହୋଇପାରେ ଧାରା ୭

ନୂଆଦିଲ୍ଳୀ: ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସର୍ବୋଚ୍ଚ ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତାନ୍ତର ବଢ଼ିବାରେ ଲାଗିଛି। ଏହାଦ୍ୱାରା ଭାରତର ଅର୍ଥ ଓ ବ୍ୟାଙ୍କିଙ୍ଗ…
Read More...

ଏନ୍‍କାଉଣ୍ଟରରେ ମାସୁଦର ପୁତୁରା ମୃତ !

ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଗୁଳିରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଦୁଇ ସଦସ୍ୟ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସଂଗଠନର ମୁଖ୍ୟ ମୌଲାନା ମାସୁଦ ଆଝାରର ପୁତୁରା ଉସ୍‍ମାନ ହାଇଦର ଥିବା…
Read More...

ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ: ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ ଦଳ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ହାସଲ କରିଛି। ବନାରସ କାଶୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ…
Read More...

ସିନିୟର ଫିଡେ ରେଟିଂ ରାଜ୍ୟସ୍ତରୀୟ ଚେସ୍‍: ରାଜେଶ ଚମ୍ପିଆନ

ବୌଦ୍ଧ: ରାଜ୍ୟ ଚେସ ଆସୋସିଏସନ ସହଯୋଗରେ ବୌଦ୍ଧଜିଲା ଚେସ ଆସିଏସନ ପକ୍ଷରୁ ବୌଦ୍ଧ ଇନଡୋର ଷ୍ଟାଡିୟମରେ ଚାଲିଥିବା ୫୯ତମ ସିନିୟର ଫିଡେ ରେଟିଂ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ମଙ୍ଗଳବାର ଉଦ୍‍ଯାପିତ ହୋଇଯାଇଛି।…
Read More...

ଜାତୀୟ ମାଷ୍ଟର୍ସ ଜଳକ୍ରୀଡ଼ା : ୨ ସ୍ୱର୍ଣ୍ଣ ସହ ୪ ପଦକ ଜିତିଲେ ଲକ୍ଷ୍ମୀ ମହାକୁଡ଼

କଟକ: ଆନ୍ଧ୍ର ପ୍ରଦେଶସ୍ଥିତ କୁର୍ଣ୍ଣଲ୍‍ ଡିଏସ୍‍ଏ ସନ୍ତରଣାଗାରରେ ଗତ ୨୭ ଓ ୨୮ ଦୁଇଦିନ ଧରି ଜାତୀୟ ମାଷ୍ଟର୍ସ ଜଳକ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ଲକ୍ଷ୍ମୀଚରଣ ମହାକୁଡ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ…
Read More...

ରାଜ୍ୟ କ୍ରିକେଟ ସଂଘର ସଦସ୍ୟତା ନେଇ ସିଓଏର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଲୋଧା କମିଟି ସୁପାରିସ ଅନୁସାରେ ବିସିସିଆଇର ନୂତନ ସମ୍ବିଧାନ ପ୍ରଣୟନ ପରେ ଏହା ଅନୁସାରେ ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ୍‍ ସେମାନଙ୍କ ସମ୍ବିଧାନ ସଂଶୋଧନ କରି ପଠାଇବା ଲାଗି ଗତ ସେପ୍ଟେମ୍ବରରେ କ୍ରିକେଟ…
Read More...

ଅଧିକାଂଶ ସର୍ତ୍ତ ମାନିନେଇଛି ଓସିଏ

ନୂଆଦିଲ୍ଲୀ: ଲୋଧା କମିଟି ସୁପାରିସ ଅନୁଯାୟୀ ନୂଆ ସମ୍ବିଧାନ ପ୍ରଣୟନ କରି ଏ ସଂପର୍କରେ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ)କୁ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍ମାନଙ୍କୁ ସୁପ୍ରିମକୋର୍ଟ ଅଗଷ୍ଟ…
Read More...

ପ୍ରାୟୋଜିତ, ମିଛ ଖବର ଗଣତନ୍ତ୍ର ଓ ନିର୍ବାଚନ ପାଇଁ ବିପଜ୍ଜନକ

ଭୁବନେଶ୍ୱର: ପ୍ରାୟୋଜିତ, ମିଛ ଏବଂ ଓ ଘୃଣ୍ୟ ଖବର ଗଣତନ୍ତ୍ର ପାଇଁ କ୍ଷତିକାରକ। ନିର୍ବାଚନକୁ ଏହା ସିଧାସଳଖ ପ୍ରଭାବିତ କରିଥାଏ। ତେଣୁ ସାମ୍ବାଦିକମାନେ ଏସବୁରୁ ଦୂରେଇ ରହିବା ସହିତ ଜନମତକୁ ବିଭ୍ରାନ୍ତ କରୁଥିବା ଶକ୍ତି…
Read More...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନବନ୍ଦର ଉଦ୍‍ଘାଟନ ପରେ ଏଠାରୁ ବିମାନ ଉଡ଼ାଣ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ବେଗ ପ୍ରକାଶ କରିବା ସହିତ ଏଥିନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି…
Read More...

୨୦ଲକ୍ଷରୁ ଅଧିକ ଟଙ୍କା ଠକି ଠିକାଦାର ଅଟକ

ଉତ୍ତରଭୁବନେଶ୍ୱର: ଏକାଧିକ ଲୋକଙ୍କ ନିକଟରୁ ମୋଟରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣେ ଠିକାଦାରଙ୍କୁ ପୁଲିସ ଅଟକ ରଖିଛି। ମଙ୍ଗଳବାର କୌଣସି ସୂତ୍ରରୁ ଖବରପାଇ ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ପୁଲିସକୁ…
Read More...

ଜମିଜମା ବନ୍ଦୋବସ୍ତ ଓ ଚକବନ୍ଦୀ ରିଭିଜନ ମାମଲା: ଅତିରିକ୍ତ ଜିଲାପାଳଙ୍କୁ କ୍ଷମତା

ଭୁବନେଶ୍ୱର: ଜମିଜମା ବନ୍ଦୋବସ୍ତ ଓ ଚକବନ୍ଦି ସଂକ୍ରାନ୍ତ ରିଭିଜନ(ପୁନର୍ବିଚାର) ପାଇଁ ରହିଥିବା ବକେୟା ମାମଲାର ଫଇସଲା ତ୍ୱରାନ୍ୱିତ ହେବ। ମାମଲାଗୁଡ଼ିକର ଶୀଘ୍ର ଫଇସଲା କରି ଲୋକଙ୍କୁ ନ୍ୟାୟ ପ୍ରଦାନ ନେଇ ଏସବୁର ବିଚାର…
Read More...

୪.୫୦କୋଟିର ନିଷିଦ୍ଧ ଔଷଧ ଜବତ

ଭୁବନେଶ୍ୱର:କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗତ ସେପ୍ଟେମ୍ବର ୧୩ରେ ୩୨୮ପ୍ରକାର ଔଷଧକୁ ନିଷିଦ୍ଧ କରାଯାଇଥିଲା। ଏସବୁ ଔଷଧକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରିନେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ…
Read More...

ଅନୁସୂଚିତ ଜନଜାତି ଓ ଜାତି ବର୍ଗ ଠିକାଦାର ପାଇଁ ନିୟମ କୋହଳ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଠିକାଦାରଙ୍କ ପାଇଁ ପୂର୍ତ୍ତ ବିଭାଗ ନିୟମ କୋହଳ କରିଛି। ନିୟମ ସଂଶୋଧନ କମିଟି ସୁପାରିସ ଅନୁସାରେ ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ ନିୟମରେ ଏହି କୋହଳ ନେଇ ବ୍ୟବସ୍ଥା…
Read More...

ଚକଡ଼ା ଚକ୍ରବ୍ୟୂହରେ ଚାଷୀ

କାଠଡ଼େରା: ଚାଷୀ ହାରିଲେ ଜୀବନ କାଠଡ଼େରା: ଚକଡ଼ା ମାଡ଼ରେ ଉଜୁଡ଼ି ଯାଇଥିବା ଫସଲ ଯୋଗୁ ବରଗଡ଼ ଜିଲା ଅତାବିରା ବ୍ଲକ ମନାପଡ଼ା ଗ୍ରାମପଞ୍ଚାୟତ ଲୁରୁପାଲି ଗ୍ରାମର ଯୁବ ଚାଷୀ ଅଶୋକ ମେହେର (୩୪) କୀଟନାଶକ ଖାଇ ଆତ୍ମହତ୍ୟା…
Read More...

ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ବିଜେପିର ହୃତ୍‍କମ୍ପ ବଢ଼ୁଛି:ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଗତ କିଛିଦିନ ଧରି ବିଜେପିର ହୃତ୍‍କମ୍ପ ବଢ଼ି ଯାଇଛି।…
Read More...

ଲୋକଙ୍କୁ ସବୁଦିନ ବୋକା ବନାଇ ହେବ ନାହିଁ:ଧର୍ମେନ୍ଦ୍ର

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗତ ଦୁଇମାସରେ ୧ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ମାଗାଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ବୋଲି ରାଜ୍ୟ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ବେକଳ…
Read More...

 ବିଷପିଇ ଭାଗଚାଷୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗାଁରେ ବିଷପାନ କରି ଜଣେ ଭାଗଚାଷୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଭାଗଚାଷୀଙ୍କ ନାମ କୈଳାସ ନାହାକ (୫୫)। ସେ ଫସଲହାନି…
Read More...