ରାଉରକେଲା : ରାଉରକେଲାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ସଡକ ଦୁର୍ଘଟଣାରେ ପାନପୋଷ ଜଗନ୍ନାଥ ମନ୍ଦିର କଲୋନୀର ବାସିନ୍ଦା ବଳରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏକ ଲୁହା ବୋଝେଇ ଟ୍ରକ ଏବଂ ବଳରାମଙ୍କ ସାଇକେଲ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଯୁବକର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ପୋଡାଜଳା କରିବା ସହ ଉତ୍ତେଜନା ଲାଗିରହିଥିଲା।
Popular Categories



