ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ ଗଂଜେଶ୍ୱର ଅଞ୍ଚଳରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ହେଲେ ବଳରାମ ସେଠୀଙ୍କ ସ୍ତ୍ରୀ ସୁଶ୍ମିତା। ସୁଶ୍ମିତାଙ୍କୁ ଯୈାତୁକ ପାଇଁ ହତ୍ୟା…
Read More...

ଅଯୋଧ୍ୟା ରାୟକୁ ନେଇ ଖୁସି ଜାହିର କଲେ ଲାଲକୃଷ୍ଣ ଆଡଭାନୀ : କହିଲେ ସୁପ୍ରିମକୋର୍ଟର ରାୟରେ ମୁଁ ବହୁତ ଖୁସି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ବିକଳ୍ପ ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର ଏବଂ ଉତ୍ତର…
Read More...

ସନ୍ଦେହ ଜନକ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକ ନିକଟରୁ ଜଣେ ବୃଦ୍ଧଙ୍କ ସନ୍ଦହ ଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧ ଜଣଙ୍କ ଛତ୍ରପୁର ଅଞ୍ଚଳ ସିନ୍ଦୁର ପୁର ଗ୍ରାମର ନରସିଂହ…
Read More...

ମୋହନାରେ ଜାତୀୟ ଆଇନ ଦିବସ ପାଳିତ

ମୋହନା : ଗଜପତି ଜିଲା ମୋହନା ହିଲଟପ୍ କଲେଜରେ ଜାତୀୟ ଆଇନ ଦିବସ ପାଳିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଚାରପତି ମନୋଜ କୁମାର ମହାନ୍ତି ଯୋଗଦେଇ ଜାତୀୟ ଆଇନ ଦିବସ ସମ୍ପର୍କରେ…
Read More...

ଗାନ୍ଧୀ ପରିବାରରୁ ଏସପିଜି ହଟାଯିବାକୁ ନେଇ ଖପ୍ପା କଂଗ୍ରେସ

ନୂଆଦିଲ୍ଲୀ : ଗାନ୍ଧୀ ପରିବାରର ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଆଯାଉଥିବା ଏସପିଜି ସୁରକ୍ଷା ହଟାଯିବାକୁ ନେଇ ଗତକାଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ କଂଗ୍ରେସ ଖପ୍ପା ହୋଇଛି। ଏଭଳି…
Read More...

କଟକ ଜିଲା କ୍ଷୁଦ୍ର ଶିଳ୍ପ ସଂଘର ୫୦ବର୍ଷ ପୂର୍ତ୍ତୀ ପାଳନ

କଟକ: କଟକ ଜିଲାର ଜିଲା କ୍ଷୁଦ୍ର ଶିଳ୍ପ ସଂଘ ପକ୍ଷରୁ ଶନିବାର ୫୦ବର୍ଷ ପୂର୍ତ୍ତୀ ପାଳନ କରାଯାଇଥିଲା। ଏହି ଉତ୍ସବରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମୁଖ୍ୟ ଡ.ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥିଭାବରେ…
Read More...

ବୁଲ୍‌ବୁଲ୍‌ ପ୍ରଭାବରେ ରାଜକନିକାରେ ବ୍ୟାପକ କ୍ଷୟକ୍ଷତି, ଆଜବେଷ୍ଟସ ପଡି ଜଣେ ମୃତ

ରାଜକନିକା: ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ କେନ୍ଦ୍ରାପଡା ରାଜକନିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଗତକାଲି ରାତିରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଥିଲା।…
Read More...

ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ଓୱେସି : କହିଲେ ଆମ ଅଧିକାର ଲଢେଇ ଆମେ ଲଢୁଛୁ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର…
Read More...

ଚାନ୍ଦବାଲିରେ ବୁଲ୍‌ବୁଲ୍‌ର ତାଣ୍ଡବ ଲୀଳା, ଘଣ୍ଟା ପ୍ରତି ୧୨୦ କିମି ବେଗରେ ବହିଲା ପବନ

ଆରଡି: ଘୂର୍ଣ୍ଣିଝଡ ବୁଲ୍‌ବୁଲ୍‌ ପ୍ରଭାବରେ ସାରା ଚାନ୍ଦବାଲି ଅଞ୍ଚଳରେ ଗତ ଶୁକ୍ରବାର ହାଲକା ହାଲକା ପବନ ବହିବା ସହ ଝିପିଝିପ ବର୍ଷା ଲାଗି ରହିଥିଲା। ହେଲେ ରାତି ଯେତିକି ବଢୁଥିଲା ବୁଲ୍‌ବୁଲ୍‌ ତାର କାୟା ବିସ୍ତାର…
Read More...

ସାଥିବାଛିବାର ଏକ ନିଆରା ଯାତ୍ରା; ଲକ୍ଷ୍ମୀପୁର ବ୍ଲକର ଫୁଲ ଯାତ୍ରା

ଲକ୍ଷ୍ମୀପୁର :ସାଥିବାଛିବାର ଏକ ନିଆରା ପାରମ୍ପରିକ ଯାତ୍ର। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଫୁଲଯାତ୍ରା।  ଦୀପାବଳୀ ଯିବାର ସପ୍ତାହକପରେ ପଡ଼ୁଥିବା ପ୍ରଥମ ଶନିବା ଦିନ ଅନୁଷ୍ଠିତ…
Read More...

ଦିବାରାତ୍ର ଟେଷ୍ଟ : ମମତା ଓ ଶେଖ ହସିନା ଘଣ୍ଟି ବଜାଇବା ପରେ ଆରମ୍ଭ ହେବ ମ୍ୟାଚ

କଲକାତା : କଲକାତାର ଇଡେନ୍‌ ଗାର୍ଡେନସରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ। ଫ୍ଲଡ୍‌ଲାଇଟ୍‌ ଓ ଗୋଲାପୀ ବଲ୍‌ରେ ଖେଳାଯିବାକୁ…
Read More...

ଦୁଇ ପରିବାର ମଧ୍ୟରେ କଳହ ; ୭ ଆହତ

ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଲଣ ଗ୍ରାମରେ ପାରିବାରିକ କଳହରୁ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ପରିବାର ୭ ଜଣଙ୍କୁ ଠେଙ୍ଗାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, କୌଣସି…
Read More...

ଆସନ୍ତାକାଲି ଭାରତ ଓ ବାଂଲାଦେଶ ଶେଷ ଟ୍ବେଣ୍ଟି-୨୦

ନାଗପୁର : ଆସନ୍ତାକାଲି ରବିବାରର ଛୁଟି ଦିନରେ ମହାରାଷ୍ଟ୍ରର ନାଗପୁର ସହରରେ ଥିବା ଭିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ଶେଷ ମ୍ୟାଚ ଖେଳାଯିବ। ଭିସିଏ…
Read More...

ଅଯୋଧ୍ୟା ରାୟ: ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରୀ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଳୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟକୁ ଦେଶବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ। ନଭେମ୍ବର ୧୭ରେ ରାୟ ଶୁଣାଣି ହେବ…
Read More...

ବର୍ଦ୍ଧମାନ ରେଳ ଷ୍ଟେସନରେ ଦଳାଚକଟା : ୧୧ଗୁରୁତର

କଲକାତା : ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଶୁକ୍ରବାର ଦଳାଚକଟାରେ ୧୧ଜଣ ଲୋକ ଗୁରୁତର ହୋଇଛନ୍ତି। ଏକ ଓଭର ବ୍ରିଜ ଉପରେ ଏହି ଦଳଚକଟା ଘଟିଛି। ଗୁରୁତରମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ…
Read More...

କର୍ତ୍ତାରପୁର କରିଡର ଉଦଘାଟନର ଦିନକ ପୂର୍ବରୁ ସାମ୍ନାକୁ ଆସିଲା ପାକିସ୍ତାନର କାପୁରୁଷପଣିଆ

ଇସଲାମାବାଦ: ଐତିହାସିକ କର୍ତ୍ତାରପୁର କରିଡରର ଉଦଘାଟନ ହେବାକୁ ଆଉମାତ୍ର କିଛି ଘଣ୍ଟାର ଅପେକ୍ଷା ରହିଛି। ଏହାପୂର୍ବରୁ ପାକିସ୍ତାନ ତାର କାପୁରୁଷତାରେ ପରିଚୟ ଦେଇଛି। ଭାରତ ବିରୋଧରେ ସବୁ ପ୍ରଚେଷ୍ଟାରେ ବିଶ୍ବ ସମୁଦାୟ…
Read More...

 ବଜାର ପ୍ରବେଶ କଲା ଇଲେକ୍ଟ୍ରିକ ସ୍କୁଟର ‘ଓକିନାଓ୍ବା ଲାଇଟ’

ନୂଆଦିଲ୍ଲୀ : ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ ଓକିନାଓ୍ବା ତାର ନୂଆ ସ୍କୁଟରକୁ ଶୁକ୍ରବାର ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ସ୍କୁଟରଟି ମହିଳା ଏବଂ ଯୁବକଙ୍କୁ ନଜରରେ ରଖି ବଜାରକୁ ଛାଡିଛି । ଏହାର ନାମ ‘ଓକିନାଓ୍ବା…
Read More...

ଗାନ୍ଧୀ ପରିବାରରୁ ହଟାଯିବ ଏସପିଜି ସୁରକ୍ଷା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ଭାବେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତି ରହିଥିବା ବିପଦକୁ ଆଧାର କରି ସେମାନଙ୍କୁ ଏସପିଜି ସୁରକ୍ଷା ଦିଆଯାଉଥିଲା। ମାତ୍ର…
Read More...

ଟ୍ରମ୍ପଙ୍କ ଉପରେ ୧୪କୋଟି ଟଙ୍କାର ଜରିମାନା ଲଗାଇଲା ନ୍ୟୁୟର୍କର ଏକା ଅଦାଲତ

ୱାସିଂଟନ୍ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନ୍ୟୁୟର୍କର ଏକା ଅଦାଲତ ଶୁକ୍ରବାର ୨୦ ଲକ୍ଷ ଡଲାର ଅର୍ଥାତ ୧୪କୋଟି ଟଙ୍କାର ଜରିମାନା ଲଗାଇଛି। ୨୦୧୬ର ନିର୍ବାଚନ ପ୍ରଚାରରେ ଟ୍ରମ୍ପ ଦାନ…
Read More...

ପିକ୍ଅପ ଭ୍ୟାନ ଧକ୍କାରେ ସ୍କୁଲ ଛାତ୍ରର ମୃତ୍ୟୁ, ଗାଡି ପୋଡିଦେଲେ ଉତ୍ୟକ୍ତ ଲୋକେ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାଲକାନଗିରି ମୋଟୁ ୩୨୬ନଂ ଜାତୀୟ ରାଜପଥର ବୁଦୁଗୁଡା କଲୋନୀ ନିକଟରେ ଶୁକ୍ରବାର ଅପରାହ୍ନ ୪.୩୦ ସମୟରେ ଏକ ପିକ୍ଅପ ଭ୍ୟାନ ଧକ୍କାରେ ଜଣେ ସ୍କୁଲ ଛାତ୍ରର…
Read More...

ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ : ରୋଗୀକୁ ଷ୍ଟ୍ରେଚରରେ ଦେଢକିଲୋମିଟର ବୋହିଲେ

ସମ୍ବଲପୁର: ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ଟାମ୍ପରଗଡ ଗ୍ରାମପଞ୍ଚାୟତର ଟିରପିଟକାନି ଗ୍ରାମର ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଟିରପିଟକାନି ଗ୍ରାମର ଏଲାରୋସ ସୋରେନ…
Read More...

ପାକିସ୍ତାନ ଦେଖାଇଲା ଅସଲ ଚେହେରା : କରତାରପୁର କରିଡ଼ର ଉଦଘାଟନୀ ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କଠୁ ଆଦାୟ କରିବ ଅର୍ଥ

ନୂଆଦିଲ୍ଲୀ : ବହୁପ୍ରତୀକ୍ଷିତ କରତାରପୁର କରିଡ଼ରକୁ ନେଇ ଶୁକ୍ରବାର ପାକିସ୍ତାନ ନିଜର ଅସଲ ଚେହେରା ଦେଖାଇଛି। ପୂର୍ବରୁ କରତାରପୁର ଗୁରୁଦ୍ଵାରର ଉଦଘାଟନୀ ଉତ୍ସବରେ ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ଅର୍ଥ ଆଦାୟ ନ…
Read More...

ଦେଓଝର ଜିନ୍ଦଲ ପିଲେଟ୍ କାରଖାନା ଲୁହାପଥର ଗୁଣ୍ଡ ଗଦାରୁ ମୁହଁ,ହାତ ଓ ଗୋଡ ବନ୍ଧା ମୃତଶରୀର ଉଦ୍ଧାର

ଯୋଡା: ଯୋଡା ଖଣି ମଣ୍ଡଳ ତଥା ଯୋଡା ଥାନା ଅନ୍ତର୍ଗତ ଦେଓଝର ସ୍ଥିତ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ ପରିଚାଳିତ ପିଲେଟ୍ କାରଖାନାର ଲୁହାପଥର ଗୁଣ୍ଡ ଗଦାରୁ ଶୁକ୍ରବାର ମଧ୍ୟାହ୍ନରେ ମୁହଁ,ହାତ ଓ ଗୋଡ ବନ୍ଧା ମୃତଶରୀର…
Read More...

ବୁଲୁବୁଲକୁ ନେଇ ଆତଙ୍କିତ ନଈକୂଳିଆ, ଉଜୁଡିବ ଶହଶହ ହେକ୍ଟର ପାଚିଲା ଧାନ ଋଣ ପରିଷୋଧ ନେଇ ଚିନ୍ତାରେ ଚାଷୀ

ଆରଡି: ସାମ୍ଭାବ୍ୟ ବାତ୍ୟା ବୁଲୁବୁଲ ପ୍ରଭାବରେ ଶୁକ୍ରବାର ଠାରୁ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅର୍ଥାତ ଚାନ୍ଦବାଲି ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗି ରହିବା ସହ ୪୦/୫୦କିମି ବେଗରେ ପବନ ବହିବାରେ ଲାଗିଛି। ଯାହାକୁ…
Read More...

୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ : ୨୦୨୩ମସିହାରେ ଆଗାମୀ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏହି ବିଶ୍ୱକପର ଆୟୋଜନ ପାଇଁ ଭାରତକୁ ସୁଯୋଗ ଦିଆଯାଇଥିବା ଜଣାପଡିଛି । ଏନେଇ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ (ଏଫଆଇଏଚ୍) ଘୋଷଣା କରିଛି । ଏହା ସହ…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ ; ପଞ୍ଚାନନ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଆରଡି :  କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ ଆରମ୍ଭ ହୋଇଯାଇଛି  ଆରଡିପୀଠର ଆଖଣ୍ଡଳମଣିଙ୍କ ମନ୍ଦିରରେ ପଞ୍ଚୁକବ୍ରତ। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ପ୍ରତିଦିନ ମଣିବାବାଙ୍କୁ…
Read More...

ଏୟାର ଇଣ୍ଡିଆ ବିମାନରେ ନିଆଁ – ଅଳ୍ପକେ ବର୍ତ୍ତିଲେ ୮୯ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନ 'ଏଆଇ-୬୭୦'ରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ସେଥିରେ ଯାତ୍ରା କରୁଥିବା ୮୯ ଜଣ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ଆଜି ଅପରାହ୍ନ…
Read More...

ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚମାଗି କିରାଣୀ ଗିରଫ

କଟକ : ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଏକ ହଜାର ଟଙ୍କା ମାଗି ଶୁକ୍ରବାର ଭିଜାଲାନ୍ସ ହାତରେ ଧରାପଡ଼ିଲେ ଜଣେ ସ୍ବାସ୍ଥ୍ୟବିଭାଗର କିରାଣୀ । ଧରପଡ଼ିଥିବା ଅଭିଯୁକ୍ତ ଜଣଙ୍କ ହୃଦାନନ୍ଦ ଲେଙ୍କା । ସେ କଟକ ଜିଲାର କାନପୁର…
Read More...

ଇରାନରେ ଭୂକମ୍ପ ଝଟକା : ୫ମୃତ, ୧୨୦ଆହତ

ତେହେରାନ : ଉତ୍ତର ପଶ୍ଚିମ ଇରାନରେ ଗୁରୁବାର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ତୀବତ୍ରା ୫.୯ ରେକର୍ଡ କରାଯାଛି। ଏପର୍ୟ୍ୟନ୍ତ ଏଥିରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୦ଜଣ ଆହତ ହୋଇଥିବା…
Read More...

ଛିଣ୍ଡୁନି ବିଜେପି-ଶିବସେନା ଅଛିଣ୍ଡା ଅଙ୍କ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନବିସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରୀରହିଥିବା ଅନିଶ୍ଚିତତା ଥମିବାର ନାଁ ନେଉନାହିଁ ଆଉ ଏହାରି ମଧ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ। ଶୁକ୍ରବାର ରାଜ୍ୟପାଳ ଭଗତ…
Read More...

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀ ଗୋପୀନାଥ ; ମନ୍ଦିରରେ ଭକ୍ତଙ୍କ ଗହଳି

ସୁଆଣ୍ଡୋ : ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ  ଶୁକ୍ରବାର ବଡ ଏକାଦଶୀରେ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଦୈନିକ ଦେବନୀତି ପରେ ଠାକୁରଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ରତ୍ନ ସିଂହାସନରେ…
Read More...

ଧାମରା ମୁହାଣରେ ଲାଗିଲା ୫୦ ପଶ୍ଚିମବଙ୍ଗର ବୋଟ୍

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ମୁହାଣରେ ଆଜି ଅପରାହ୍ଣରେ ବିଭିନ୍ନ ପର୍ୟ୍ୟାୟରେ ମୋଟ ୫୦ ଟି ପଶ୍ଚିମବଙ୍ଗର ମାଛଧରାବୋଟ୍ ଲାଗିଛି। ସେମାନଙ୍କ ମଧ୍ୟରୁ ଧାମରା ମାଛଧରା ଜେଟିରେ ୧୧ଟି, ଧାମରା ବନ୍ଦର…
Read More...

ପ୍ରଫୁଲ ସହାୟ ଯୋଜନାରେ  କୁଷ୍ଠ ମୁକ୍ତ ପରିବାରକୁ ଝିଅବାହାଘର ପାଇଁ ମିଳିଲା ଦେଢ଼ଲକ୍ଷ ଟଙ୍କା

ପୁରୀ: ପ୍ରଫୁଲ ସହାୟ ଯୋଜନାରେ ପୁରୀ ପୌରାଞ୍ଚଳର ତିନିଗୋଟି କୁଷ୍ଠ ରୋଗମୁକ୍ତ ପରିବାରଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତ ରାଶି ଯୋଗାଇ ଦିଆ ଯାଇଛି। ଏହି ଅର୍ଥ ସେମାନଙ୍କ ପରିବାର ଝିଅ ବିବାହ କାର୍ଯ୍ୟରେ ଲଗାଇବା ପାଇଁ…
Read More...

ଜୁଏଲାରୀ ଦୋକାନରୁ ଲୁଟ ; ବାପା -ପୁଅଙ୍କୁ ବନ୍ଧୁକ ଓ ଏସିଡ଼ରେ ଆକ୍ରମଣ

ବଡ଼ସାହି/ବେତନଟୀ : ମୟୂରଭଞ୍ଜ ଜିଲା ବୈଶିଙ୍ଗା ବଜାରରେ ଥିବା ବିଶ୍ଵକର୍ମା ଜୁଏଲାରୀ ଦୋକାନରୁ ଶୁକ୍ରବାର ଦୁର୍ବୃତ୍ତମାନେ ଡ଼କାୟତି କରିଛନ୍ତି । ଅପରାହ୍ନ ସମୟରେ ୨ଟି ପଲସର ବାଇକରେ ୬ଜଣ ଡ଼କାୟତ ପହଞ୍ଚି ଦୋକାନୀର…
Read More...

ରାଜକୋଟ ଟ୍ବେଣ୍ଟି-୨୦ : ଭାରତ ୮ୱିକେଟରେ ବିଜୟୀ, ସିରିଜ ୧-୧ରେ ବରାବର

ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ୮ୱିକେଟରେ ବିଜୟୀ ହୋଇଛି। ଏହାସହିତ ତିନିଟିକିଆ ଟ୍ବେଣ୍ଟି-୨୦…
Read More...

ସିଦ୍ଧୁଙ୍କ ଅପେକ୍ଷାର ଅନ୍ତ, ମିଳିଲା ପାକିସ୍ତାନ ଯିବା ପାଇଁ ଅନୁମତି

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଅପେକ୍ଷାର ଅନ୍ତ ଘଟିଛି। ପାକିସ୍ତାନ ଯିବା ପାଇଁ ବ୍ୟାକୁଳ ହେଉଥିବା ସିଦ୍ଧୁଙ୍କୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମଳିଛି।…
Read More...

ଆଇଏସର ନୂଆ ମୁଖ୍ୟକୁ ଖୁବଶୀଘ୍ର ନିପାତ କରିବୁ : ଆମେରିକା

ୱାଶିଂଟନ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସକୁ ନିପାତ କରିବା ପାଇଁ ଆମେରିକା ଯୋରଦାର ପ୍ରୟାସ ଜାରି ରଖିଛି। ନିକଟରେ  ଆମେରିକା ସେନା ଆଇଏସ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦୀକୁ ନିପାତ କରିଥିଲା। ବାଗଦାଦୀର…
Read More...

ସହିଦ୍ ପ୍ରଦିପ ଘଣାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ସିଆରପିଏଫ ରେ କାର୍ୟ୍ୟରତ ଥିବା ସମୟରେ ସହିଦ ହୋଇଥିବା ସହିଦ୍ ପ୍ରଦିପ ଘଣାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ମୁଦ୍ରାବେଡା ଛକରେ ସହିଦ୍…
Read More...

କିସରେ ଏକାଠି ଦାନ୍ତ ଘଷିଲେ ୨୬,୩୮୨ ଛାତ୍ରଛାତ୍ରୀ ହେଲା ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡ

ଭୁବନେଶ୍ବର:କିସ୍‌ ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡସରେ ସ୍ଥାନ ପାଇଛି। ଗୁରୁବାର କିସ୍‌ର ୨୬,୩୮୨ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ଏକ ସମୟରେ ଦାନ୍ତ ଘଷି ଏହି ରେକର୍ଡ…
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନଭେମ୍ବର ୧୭ରେ ପ୍ରତି ଜିଲ୍ଲାରେ ପେନସନ୍ ଅଦାଲତ

ଭୁବନେଶ୍ବର: ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ପ୍ରତି ଜିଲ୍ଲାରେ ବକେୟା ପେନସନ ମାମଲାର ଆଶୁ ଫଏସଲା କରିବା ପାଇଁ ପ୍ରତି ଜିଲ୍ଲାରେ ପେନସନ୍ ଅଦାଲତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ…
Read More...

ରାଜକୋଟ ଟ୍ବେଣ୍ଟି-୨୦ : ଭାରତ ପାଇଁ ୧୫୪ରନର ବିଜୟ ଲକ୍ଷ୍ୟ ରଖିଲା ବାଂଲାଦେଶ

ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ସଂଘ ଷ୍ଟାଡିୟମରେ ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି…
Read More...

ମୋତେ ଭାରତକୁ ପ୍ରତ୍ୟାର୍ପଣ କଲେ ଆତ୍ମହତ୍ୟା କରିବି : ନୀରବ ମୋଦି

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ବ୍ରିଟେନ ଅଦାଲତରେ ଭାରତକୁ ଧମକ ଦେଇଛି। ତାକୁ ଭାରତକୁ ପ୍ରତ୍ୟାର୍ପଣ କଲେ ସେ ଆତ୍ମହତ୍ୟା କରିବି ବୋଲି କହିଛି। ଗତ କାଲି…
Read More...

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର,୯ ଜିଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ  ସଜାଗ ହୋଇପଡିଛନ୍ତି ରାଜ୍ୟ ସରକାର। ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦିପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ  ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ…
Read More...

ପିଏସଏଲରେ ଖେଳିବେ ବିଶ୍ବର ସବୁଠୁ ଡେଙ୍ଗା କ୍ରିକେଟର

ନୂଆଦିଲ୍ଲୀ : ପାକିସ୍ତାନ ସୁପର ଲିଗ(ପିଏସଏଲ)ରେ ବିଶ୍ବର ସବୁଠାରୁ ଡେଙ୍ଗା କ୍ରିକେଟର ମ୍ୟାଚ ଖେଳିବେ ବୋଲି ଜଣାପଡିଛି। ଏହି ଖେଳାଳିଙ୍କ ନାମ ମହମ୍ମଦ ମୁଦାଶାର। ତାଙ୍କର ବୟସ ମାତ୍ର ୨୧ବର୍ଷ ଏବଂ ତାଙ୍କର ଉଚ୍ଚତା…
Read More...

ପ୍ରତି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଂଗୀତ ଗାନ ହେଉ : କିଙ୍ଗସ ଏକାଦଶ ପଞ୍ଜାବ କୋ-ଓନର ନେସ ୱାଡିଆ

ନୂଆଦିଲ୍ଲୀ : ଆସନ୍ତାବର୍ଷ ୨୦୨୦ଇଣ୍ଡିଆନ ପ୍ରିମିୟମ ଲିଗ(ଆଇପିଏଲ) ପାଇଁ ଏକାଧିକ ପରିବର୍ତ୍ତନ କରିବା ପାଇଁ ବିସିସିଆଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହିକ୍ରମରେ ପ୍ରତି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଂଗିତ ଗାନ…
Read More...

ପାକିସ୍ତାନ ଯିବାକୁ ଉଛନ୍ନ ସିଦ୍ଧୁ, ବୈଦେଶିକ ମନ୍ତ୍ରୀଙ୍କୁ ଲେଖିଲେ ୩ୟ ପତ୍ର

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପାକିସ୍ତାନର କର୍ତ୍ତାରପୁର ସାହିବ କରିଡରର ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ ବ୍ୟାକୁଳ ହୋଇ ପଡିଛନ୍ତି। ଏନେଇ ସିଦ୍ଧୁ ପୂର୍ବରୁ…
Read More...

ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ : ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ସଂଘ ଷ୍ଟାଡିୟମରେ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର…
Read More...

ରାଜଧାନୀରେ ବାପ ପୁଅଙ୍କୁ ଗୁଳି

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ଗୁଳି। ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ସରକନ୍ତାରରେ ଜମିବାଡି ବିବାଦକୁ ନେଇ ଗୁଳିମାଡ ହୋଇଥିବା ସୂଚନାମିଳିଛି। ଏହି ଗୁଳିମାଡରେ ଉଭୟ ବାପ ,ପୁଅ ଗୁରୁତର ଆହତ ହୋଇଛନ୍ତି। ବାପ…
Read More...

ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ‘ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ ପୁରୀ ଓ ଜଗତସିଂପୁର ଏବଂ କେନ୍ଦ୍ରାପଡା ଜିଲାରେ ଛୁଟି ଘୋଷଣା କରାଯାଇଛି। ଏହି ତିନି ଜିଲାରେ ସମସ୍ତ ସ୍କୁଲକୁ ଏବଂ ଅଙ୍ଗନବାଡି କେନ୍ଦ୍ରକୁ  ୮ ଏବଂ ୯ ତାରିଖ ପାଇଁ ଛୁଟି…
Read More...

ଭାରତ ଓ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ : ମନ୍ଧାନାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୬ ୱିକେଟରେ ବିଜୟୀ

ଆଣ୍ଟିଗୁଆ : ଭାରତ ଓ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ମ୍ୟାଚର ତୃତୀୟ ତଥା ନିର୍ଣ୍ଣାୟକ ଏକଦିବସୀୟ ମ୍ୟାଚରେ ଗୁରୁବାର ଭାରତୀୟ ମହିଳା ଦଳ ଘରୋଇ ୱେଷ୍ଟଇଣ୍ଡିଜ ମହିଳା ଦଳକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ…
Read More...

ଆଜମେର-ପୁରୀ ଏକ୍ସପ୍ରେସରେ ନିଆଁ

ଅନୁଗୁଳ: ଆଜମେର - ପୁରୀ ଏକ୍ସପ୍ରେସର ଇଞ୍ଜିନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଗୁରୁବାର ସମ୍ବଲପୁର ରେଳ ଡିଭିଜନରେ ଥିବା ହଣ୍ଡପା ରେଳ ଷ୍ଟେସନ ନିକଟରେ ଗାଡି ନମ୍ବର- (୧୮୪୨୨) ଆଜମେର-ପୁରୀ ଏକ୍ସପ୍ରେସର…
Read More...

ଆଉ କିଛି ସମୟପରେ ଆରମ୍ଭ ହେବ ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦

ରାଜକୋଟ୍‌ : ଆଉ କିଛି ସମୟପରେ ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଗୁଜୁରାଟର ରାଜକୋଟରେ ଥିବା…
Read More...

ଅଟୋ ଓଲଟି ଜଣେ ମୃତ, ୯ ଆହତ

ମୋହନା: ଗଜପତି ଜିଲ୍ଳା ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ଗାଁ ନିକଟସ୍ଥ ଘାଟିରେ ଅଟୋ ଓଲଟି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ମହିଳା ଓ ଶିଶୁ ସମେତ ୯ ଜଣ ଆହତ ହୋଇଛନ୍ତି। ମୃତ ବୃଦ୍ଧା ଜଣକ ହେଲେ, ଚଢିଆପଦା…
Read More...

୧୫ କୋଟିର ବେଆଇନ ଗଞ୍ଜେଇ ଚାଷ ନଷ୍ଟ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପୁଲିସ, ବନବିଭାଗ, ରାଜସ୍ୱ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ମୋହନା ଥାନା ଅନ୍ତର୍ଗତ ନିଜୁମା ଓ ରୁଆମ୍ବ ଗାଁ…
Read More...

ଜବାହରଲାଲ ନେହେରୁ ଇଣ୍ଡୋର୍‍ ଷ୍ଟାଡିୟମରେ ଆନ୍ତଃରାଜ୍ୟ ଓ ରାଜ୍ୟସ୍ତରୀୟ ଟେବୁଲ୍‍ ଟେନିସ୍‍ ଚାମ୍ପିୟନ୍‍ସିପ୍‍…

କଟକ: କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର୍‍ ଷ୍ଟାଡିୟମ୍‍ଠାରେ ବୁଧବାର ୨୫ତମ ଆନ୍ତଃରାଜ୍ୟ ଓ ରାଜ୍ୟସ୍ତରୀୟ ଟେବୁଲ୍‍ ଟେନିସ୍‍ ଚାମ୍ପିୟନ୍‍ସିପ୍‍ ଉଦ୍‍ଘାଟିତ ହୋଇଛି। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର୍‍ ଅନିଲ…
Read More...

ଅବ୍ୟବସ୍ଥା ଘେରରେ କଟକର ଜେକେବିକେ ସରକାରୀ ମହାବିଦ୍ୟାଳୟ 

କଟକ: ଅବ୍ୟବସ୍ଥା ଘେରରେ ହଜାରେ ବର୍ଷର ପୁରୁଣା ସହରର କଟକର ଜେକେବିକେ ସରକାରୀ ମହାବିଦ୍ୟାଳୟ। ସହରର ଏକ ପ୍ରମୁଖ ସରକାରୀ କଲେଜ ହୋଇଥିବାରୁ ଏଠାକୁ କଟକ ଏବଂ ଅନ୍ୟ ଜିଲ୍ଲା ତଥା ଦୂରଦୁରାନ୍ତରୁ ଆସୁଥିବା ପିଲାମାନେ ପାଠ…
Read More...

ନୋଡାଲ ସଚିବଙ୍କ ନୂଆପଡ଼ା ଗସ୍ତ

ନୂଆପଡା: ନୋଡାଲ ସଚିବ ଶାଶ୍ବତ ମିଶ୍ର ବୁଧବାର ନୂଆପଡା ଜିଲା ପରିଦର୍ଶନ କରିଥିଲେ। ସେ ଶିକ୍ଷାନୁଷ୍ଠାନର ଗୁଣବତ୍ତା, ଭିତ୍ତିଭୂମି ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲାର ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ…
Read More...

ପ୍ରମୁଖ ସଚିବଙ୍କ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଖୋର୍ଦ୍ଧା: ରାଜସ୍ୱ ଓ ପ୍ରାକୃତି ବିପର୍ୟ୍ୟୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯାଇଥିଲେ। ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ବ୍ୟକ୍ତିଗତ ଭାବେ…
Read More...

ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢ଼ାଉ; ୨୪୫ଲିଟର ମଦ ଜବତ, ୩ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ବୁଧବାର ପାଟଣା ଅବକାରୀ ବିଭାଗ , ପାଟଣା ପୁଲିସ ଓ ଘଟଗାଁ ଅବକାରୀ ବିଭାଗ ସହଯୋଗରେ ମିଳିତ ଭାବେ ଚଢ଼ାଉ କରାଯାଇ ଚୋରା ମହୁଲି ମଦ ଜବତ କରିବା ସହ  ୩ଜଣଙ୍କୁ ଗିରଫ କରି…
Read More...

କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ବତନ୍ତ୍ର ହାର୍ଟ ସର୍ଜରୀ ୟୁନିଟ୍: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ଏହିକ୍ରମରେ କ୍ୟାପିଟାଲ ହସପିଟାଲରେ ସାଧାରଣ ଲୋକଙ୍କୁ ହୃଦରୋଗଜନିତ ସମସ୍ତ ଚିକିତ୍ସା…
Read More...

ୱେୟାର ହାଉସ୍‍ ଡକାୟତି ମାମଲା ; ୫ ଗିରଫ

ଯାଁଳା : ଗତ ସେପ୍ଟେମ୍ବର ମାସରେ ସ୍ଥାନୀୟ ଏକ ୱେୟାର୍‍ ହାଉସ୍‍ରେ ହୋଇଥିବା ଡକାୟତି ମାମଲାରେ ଯାଁଳା ଫାଣ୍ଡି ପୁଲିସକୁ ସଫଳତା ମିଳିଛି। ଡକାୟତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ବୁଧବାର ୫ ଜଣଙ୍କୁ ଗିରଫ କରି…
Read More...

ହାଜତରୁ ଅଭିଯୁକ୍ତ ଫେରାର

ବାରିପଦା : ବାରିପଦା ଟାଉନ ଥାନା  ହାଜତରୁ  ଜଣେ ଅଟକ  ଅଭିଯିକ୍ତ ଫେରାର ହୋଇଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତ ହେଲେ ଯଶିପୁର ଥାନା ଜଗନ୍ନାଥପୁର ଅଞ୍ଚଳର ରବି ଟିଟୁ । ଟାଉନ୍ ଥାନା ଏରିଆରେ ସେ ଜଣେ ଗାଡ଼ି ଚାଳକ…
Read More...

‘ମୋ ବସ୍‌’ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଉଛି ; ବାର୍ଷିକ ଉତ୍ସବରେ ବସରେ ଯାତ୍ରା କଲେ ନବୀନ

ଭୁବନେଶ୍ୱର : ‘ମୋ ବସ୍‌’ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି । ଏହା ଏକ ମଡେଲ ଟ୍ରାନ୍ସପୋର୍ଟ ସର୍ଭିସ ଭାବରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।…
Read More...

ତୁଳସୀ ଚୌରାରୁ ହଜିଯାଉଛି ମୁରୁଜ

ବଡ଼ସାହି: କାର୍ତ୍ତିକ ମାସର ପଞ୍ଚକରେ ତୁଳସୀଚୌରା ମୂଳରେ ମୁରୁଜ ପକାଇବା ପରମ୍ପରା ଦିନେ ଓଡିଶାର ଘରେ ଘରେ ପ୍ରଚଳିତ ଥିଲା। ଯାହା ବର୍ତ୍ତମାନ ହଜିବାକୁ ବସିଲାଣି। ଫେସନ ଯୁଗରେ ତୁଳସୀଚୌରା ବର୍ତ୍ତମାନ ସିମେଣ୍ଟ ଓ…
Read More...

ବିନାୟକ କଲେଜ ଛାତ୍ର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି

କଲମପୁର : ଭବାନିପାଟଣା ସ୍ଥିତ ବିନାୟକ ରେସିଡେନ୍ସିଆଲ କଲେଜର ଛାତ୍ର ମୃତ୍ୟୁ ଘଟଣାର ଆଠ ଦିନ ବିତି ସାରିଥିଲେ ମଧ୍ୟ ତଦନ୍ତ ବାଟବଣା ହେଉଥିବା ସନ୍ଦେହ କରୁଛନ୍ତି ପରିବାର ଓ ଗ୍ରାମବାସୀ। ଏହା ଏକ ଯୋଜନାବଦ୍ଧ ହତ୍ୟା…
Read More...

ପଟିଆ କଲେଜ ରାଜନୀତି ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ

ଭୁବନେଶ୍ବର :  ଭୁବନେଶ୍ବର ଅନ୍ତର୍ଗତ ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ରାଜନୀତି ବିଜ୍ଞାନ ତରଫରୁ ବୁଧବାର ନୂତନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବାଗତ  ଉତ୍ସବ ଉନୁଷ୍ଠିତ ହୋଇଥିଲା।  ଏହି ସ୍ବାଗତ…
Read More...

କମିସନରେଟ ପୁଲିସ ମୁଖ୍ୟାଳାୟର ଲିଫ୍ଟରେ ଫସିଲେ;  ୫ ଆଇନଜୀବୀ ଓ ଡାକ୍ତର

ଭୁବନେଶ୍ବର : କମିଶନରେଟ ପୁଲିସ ମୁଖ୍ୟାଳୟରେ ବୁଧବାର ଲିଫ୍ଟ ଅଚଳ ହୋଇଯିବାରୁ ୫ ଜଣ ଅଳ୍ପରେ ବର୍ତ୍ତି ଯାଇଛନ୍ତି । ଏନେଇ  ସେମାନେ ପୁଲିସ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରି ଘଟଣା ବିଷୟରେ ଜଣାଇଛନ୍ତି।  କଟକର ୫…
Read More...

ଦେବଗିରି ନାଟ୍ୟ ସମ୍ମାନ ପାଇବେ ପରମେଶ୍ୱର ମୁଣ୍ଡ, ସରୋଜ ବିଶିଙ୍କୁ ଶିଳ୍ପୀ ସମ୍ମାନ

ନର୍ଲା : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଗବେଷକ ପରମେଶ୍ୱର ମୁଣ୍ଡଙ୍କୁ ମର୍ୟ୍ୟାଦାଜନକ…
Read More...

ମରୁଡି ପାଇଁ ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ବିନିକା: ବିନିକା ତହସିଲ ଅନ୍ତର୍ଗତ ଚୁଲିମାଲ ଗ୍ରାମରେ ଜଣେ ଚାଷୀ ପାଣି ଅଭାବରୁ ଧାନ ମରୁଡିକୁ ନେଇ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ପ୍ରକାଶ ଥାଉକି କେନାଲ ପାଣି ଅପହଞ୍ଚ ଯୋଗୁଁ ଉକ୍ତ ଗ୍ରାମର ଚାଷୀ ମହାଦେବ ଭୋଇ…
Read More...

ଭାଲୁ ଅକ୍ରମଣରେ ୨ ଆହତ

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ରମ୍ଭେଇ ପଞ୍ଚାୟତର ରଙ୍ଗମାଟିଆ ଗ୍ରାମରେ ଆଜି ଭାଲୁ ଆକ୍ରମଣରେ ଗ୍ରାମର ନବ ଦୀପ (୩୫) ଓ ସୁରେଶ ନାୟକ(୪୫) ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ରଙ୍ଗମାଟିଆ ଗ୍ରାମର ନବ…
Read More...

ସୁଳଭ ମୂଲ୍ୟରେ ପିଆଜ ଯୋଗାଇବେ ସରକାର

ଭୁବନେଶ୍ବର :  ପିଆଜର ଅହେତୁକ ମୁଲ୍ୟ ବୃଦ୍ଧି ନେଇ ଖାଉଟିଙ୍କ ମଧ୍ୟୟରେ ଅସନ୍ତୋଷ ସୃଷ୍ଟି ହେଉଥିବାବେଳେ  ଖାଉଟିଙ୍କୁ ସୁଲଭ ଦରରେ ପିଆଜ ଯୋଗାଇଦେବାକୁ  ବୁଧବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଯୋଗାଣ…
Read More...

ଏସସିବି ପାଇଁ ୧ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଟକ ବଡ଼ ଡାକ୍ତରଖାନା ବା ଏସସିବି ପାଇଁ ବୁଧବର ଏକ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବ‌ୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଉପାସରେ ପଢିଲେ ପିଲା କିନ୍ତୁ ଶିକ୍ଷକଙ୍କ ମୋବାଇଲ ମେସେଜ କହୁଛି ଖାଇଛନ୍ତି ପିଲା

ବିନିକା: ଖାଲିପେଟରେ ପାଠ ପଢିଲେ ଛାତ୍ରଛାତ୍ରୀ କିନ୍ତୁ ଶିକ୍ଷକଙ୍କ ମୋବାଇଲ ମେସେଜ କହୁଛି ଖାଇଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି ବିନିକା ସହରର ୱାର୍ଡ ନମ୍ବର ୯ ପାଲିପଡାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ।…
Read More...

ନୋ-ବଲ୍‌ ଚେକ୍‌ ପାଇଁ ଆଇପିଏଲରେ ରହିବେ ଅତିରିକ୍ତ ଅମ୍ପାୟାର!

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟମଲିଗ(ଆଇପିଏଲ)ରେ ଚଳିତବର୍ଷ କେତେକ ନୂଆ ନିୟମ ଲାଗୁ କରାଯିବାର ଯୋଜନା ରହିଛି। ଆଇପିଏଲରେ ନୋ-ବୋଲ ବିବାଦର ସମାଧାନ କରିବାପାଇଁ ଅତିରିକ୍ତ ଅମ୍ପାୟାର ରହିବେ। ଅର୍ଥାତ ଦୁଇ ଫିଲ୍ଡ…
Read More...

ପବିତ୍ର ଅଳାଁନବମୀ, ଆଖଣ୍ଡଳମଣିଙ୍କ ପୀଠରେ ଭାଗବତ ସପ୍ତାହ ଆରମ୍ଭ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ଅଳାଁନବମୀ ତଥା ବୁଧବାର ଠାରୁ ରାହାସ ପୂର୍ଣ୍ଣିମା ପର୍ୟ୍ୟନ୍ତ ୭ଦିନ ବ୍ୟାପି ଭାଗବତ ସପ୍ତାହ ଆରମ୍ଭ ହୋଇଅଛି। ଏହି ଅବସରରେ ମନ୍ଦିରରେ…
Read More...

ଟଳିଲା ବାତ୍ୟା ଆଶଙ୍କା ,୨୪ ଘଣ୍ଟାମଧ୍ୟରେ ବାତ୍ୟାର ରୂପନେବ ଅବପାତ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାମଧ୍ୟରେ ବାତ୍ୟାର ରୂପନେବ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। କିନ୍ତୁ ବାତ୍ୟା ନଜରରୁ ହଟିଛି ଓଡିଶା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସନ୍ଧ୍ୟା ୫.୩୫ ରେ…
Read More...

“ଦେବେନ୍ଦ୍ର ବିଶୋ”ଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେସ ଚନ୍ଦ୍ର ବେହେରା) : ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳର ଲେଗ୍ ସ୍ପିନର “ଦେବେନ୍ଦ୍ର ବିଶୋ” ବୁଧବାର ୩୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବିଶୋଙ୍କୁ ତାଙ୍କ ଜନ୍ମଦିନ ଅବସରରେ ସାଥି କ୍ରିକେଟରମାନେ…
Read More...

ଓଡିଶାରେ ଗଚ୍ଛିତ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଅନ୍ତର୍ଜାତୀୟ କ୍ରୋମିୟମ ବିକାଶ ସଂଘ ପକ୍ଷରୁ 'କ୍ରୋମିୟମ ୨୦୧୯' ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। …
Read More...

ଆସନ୍ତାକାଲି ଭାରତ ଓ ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ : କର ବା ମର ସ୍ଥିତିରେ ଭାରତ

ନୂଆଦିଲ୍ଲୀ : ଆସନ୍ତାକାଲି ଗୁରୁବାର ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ସନ୍ଧ୍ୟା ୭ଟା ସମୟରେ ଏହି ମ୍ୟାଚ…
Read More...

କାଶିବେଡାରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଓ କାଶିବେଡା ଗ୍ରାମର  ‘ମହିଳା ସମାଜ ଓ ସ୍ଵଂୟ ସହାୟକ ଗୋଷ୍ଠୀ’  ପକ୍ଷରୁ ମଙ୍ଗଳବାର ମଦ ବିରୋଧି ଅଭିଯାନ କରାଯାଇଥିଲା। ଏଥିରେ ମହିଳା ମାନେ ଘରକୁ ଘର ଯାଇ ମଦ ବିରୋଧରେ ସଚେତନତା…
Read More...

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍

ବାଲିପାଟଣା : ମଙ୍ଗଳବାର ଅପରାହ୍ନ ୪ ଟା ବେଳେ ଏକ ଫାଇନାନ୍ସ କମ୍ପାନୀ ଠାରୁ ବନ୍ଧୁକ ଦେଇ ୧ ଲକ୍ଷ ୪୧ ହଜାର ୩ଶହ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଭୁବନେଶ୍ୱର ସ୍ଥିତ ଉଜ୍ୱବନ ସ୍ମଲ…
Read More...

ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଲାଡେନ୍‌

ଯାଁଳା: ମଣିଷ ଅପେକ୍ଷା କୁକୁର ବିଶ୍ବାସୀ, ଏହା କେବଳ ବହିର କଥା ନୁହେଁ ବରଂ ତାହା ପ୍ରମାଣିତ ହୋଇଛି ଖୋର୍ଦ୍ଧା ଜିଲାର ମୁଣ୍ଡମୁହାଣ ଗ୍ରାମରେ। ପୋଷା କୁକୁର ଲାଡେନ୍‌ ଦୁଇ କୋମଳମତି ଶିଶୁଙ୍କ ଜୀବନ ରକ୍ଷା କରିବାକୁ ଯାଇ…
Read More...

ଖିରେଇଟାଙ୍ଗି ନିକଟରେ ବାଇକ୍ ଦୁର୍ଘଟଣା ; ୨ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିର ନିକଟରେ ବାଇକ୍ ଦୁର୍ଘଟଣାରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତ ଯୁବକ ଦ୍ବୟ  ଖିଚିଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା…
Read More...

‘ପାଟଣାଗଡ଼’କୁ ସୁପ୍ରିମ କୋର୍ଟରୁ ଆଶ୍ବସ୍ତି : ଶେଷ ନିଷ୍ପତ୍ତି ନେବ ସେନ୍‌ସର ବୋର୍ଡ

ଭୁବନେଶ୍ବର : ଦ୍ବିଭାଷୀ ଚିତ୍ର ‘ପାଟଣାଗଡ଼’କୁ ସୁପ୍ରିମ୍‌କୋର୍ଟରୁ ଆଶ୍ବସ୍ତି ମିଳିଛି। ଏହି ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି କୋର୍ଟ। ଏହାର ମୁକ୍ତିଲାଭ ଉପରେ ସେନ୍‌ସର ବୋର୍ଡ ଚୂଡ଼ାନ୍ତ…
Read More...

ନନ୍ଦନକାନନ ଟିକଟ କାଉଣ୍ଟରରେ ପର୍ଯ୍ୟଟକଙ୍କୁ ଠକେଇ, କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଟିକଟ କାଉଣ୍ଟରରେ ଟିକେଟ ବିକ୍ରିରେ ଠକାମିକୁ ନେଇ ପର୍ଯ୍ୟଟକମାନେ ବିରକ୍ତି ପ୍ରକାଶ କରିଛନ୍ତି। ମଙ୍ଗଳବାର ସକାଳେ କୋଲକତାର ମେଦିନୀପୁର ଅଞ୍ଚଳର କିଛି ପର୍ଯ୍ୟଟକ ନନ୍ଦନକାନନ…
Read More...

ସ୍କୁଟିକୁ ଧକ୍କାଦେଲା କାର୍, ସ୍କୁଟିଚାଳକ ମୃତ୍ୟୁ

ନନ୍ଦନକାନନ : ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ-ବାଙ୍କୀ ମୁଖ୍ୟରାସ୍ତା ବ୍ରାହ୍ମଣୀ ଗାଁ ପଦ୍ମନାଭ ନଗର ମଠଛକ ଠାରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ବେଳେ ଏକ ଇନୋଭା କାର, ଧକ୍କାରେ ଜଣେ ସ୍କୁଟି ଚାଳକ ମୃତ୍ୟୁ ହୋଇଛି।…
Read More...

#ମିଠୁ : ଅନୁ ମଲ୍ଲିକଙ୍କ ସମର୍ଥନ କଲେ ଏହି ଗାୟିକା, କହିଲେ ଗୋଟିଏ ହାତରେ ତାଳି ବାଜେନି

ମୁମ୍ବଇ : ଗତବର୍ଷ ‘ମିଠୁ’ ମାମଲାରେ ଫଶିଥିବା ବଲିଉଡ଼ର ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ସମର୍ଥନରେ ଗାୟିକା ହେମା ସରଦେଶାଇ ବହାରିଛନ୍ତି । ସେ ଅନୁଙ୍କୁ ସମର୍ଥନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ସେ…
Read More...

ବ୍ରଜରାଜନଗରେ ଗୁଳିମାଡ଼ ଜଣେ ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ମୁଖ୍ୟ ମାର୍କେଟରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଏଥିରେ ମଣ୍ଟୁ ଘୋଷ ନାମଙ୍କ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମଣ୍ଟୁ ମୁଣ୍ଡରେ ୨ରାଉଣ୍ଡ ଗୁଳିବାଜିଥିବା ଜଣାପଡ଼ିଛି।…
Read More...

ବେଆଇନ ବନ୍ଧୁକ ରଖି ଜଣେ ଯୁବକ ଗିରଫ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପୁଟିସିଲ ଗ୍ରାମରେ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଯୁବକଙ୍କ ନାମ ମାଧବ କଂସାରୀ ବୋଲି…
Read More...

୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କଂସର ଫରେଷ୍ଟର

ଦେବଗଡ: ମାଲଲା ରୁଜୁ ନକରିବା ପାଇଁ ଜଣେ ଯୁବକଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ ବନକଣ୍ଡ ତଥା ଦେବଗଡ ବନାଞ୍ଚଳ ଅନ୍ତର୍ଗତ କଂସର ପରେଷ୍ଟ ସେକ୍ସନର ଫରେଷ୍ଟର ପ୍ରଶନ୍ନ କୁମାର ମିଶ୍ର ଭିଜିଲାନ୍ସ…
Read More...

ଏଣିକି ଆପ୍‍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରିବେ ଜିଲାପାଳ

ସମ୍ବଲପୁର: ଜନତାଙ୍କ ସୁବିଧା ପାଇଁ ସମ୍ବଲପୁର ଜିଲା ପ୍ରଶାସନ ଦ୍ୱାରା ଜନ ଅଭିଯୋଗ ଗୁଡିକୁ ଅନଲାଇନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଗତ ସେପ୍ଟେମ୍ବର ୧୬ ତାରିଖରେ ଜିଲାର ସମସ୍ତ ଜନତାଙ୍କ ପାଇଁ ମୋବାଇଲ ଆପ ଲଞ୍ଚ…
Read More...

୫-ଟି ବୋଲମାନୁନି ଆମ୍ବୁଲାନ୍ସ ; ଘରୋଇ ଗଡ଼ିରେ ଗଲେ ରୋଗୀ

ଦ୍ୱାରଶୁଣି: ରାଜ୍ୟସରକାର ସ୍ବାସ୍ଥ୍ୟସେବାକୁ ଗରୁତ୍ବ ଦେଉଥିବାବେଳେ ମୟୁରଭଞ୍ଜ ଜିଲାର ବାଙ୍ଗିରିପୋଷିରେ ବନ୍ଦ ପଡିଛି ଆମ୍ବୁଲାନ୍ସ ସେବା।  ଜରୁରି ପରିସ୍ଥିତିରେ ମିଳିପାରୁ ନାହିଁ ଜରୁରୀ ସେବା।  ଦୁଇଟି ଆମ୍ବୁଲାନ୍ସ…
Read More...

କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୮ କୋଟି ୫୦ ଲକ୍ଷ

ଭୁବନେଶ୍ବର: କେନ୍ଦ୍ରାପଡା ପାଇଁ ହାତ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିର ଓ ବଡଦାଣ୍ଡର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୮କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର…
Read More...

ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନର ୨ୟ ବାର୍ଷିକ ସମ୍ମିଳନୀ

ଭୁବନେଶ୍ବର : ଆସନ୍ତାକାଲି ଅର୍ଥାତ ବୁଧବାର ସକାଳ ୧୧ ଘଟିକା ସମୟରେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆଠାରେ ନବନିର୍ମାଣ କୃଷକ ସଂଗଠନର ୨ୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ…
Read More...

କସ୍ତୁରବା ଗାନ୍ଧୀ  ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ  

କଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଲାକ୍ରିଶ କସ୍ତୁରବା ଗାନ୍ଧୀ ଆଶ୍ରମ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।ମୃତ ଛାତ୍ରୀଙ୍କ ନାମ ନମ୍ରତା ନାଏକ କାଶୀପୁର ବ୍ଲକ ମୁନୁସ ଗ୍ରାନର ବୋଲି ଯଣାପଡିଛି ।…
Read More...

ଦୁର୍ନିତୀ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଡ଼ସାହି: ଜାରକାଣୀ ପଞ୍ଚାୟତରେ ଚାଲିଥିବା ଦୁର୍ନିତୀ, ମନମୁଖି ବ୍ୟବସ୍ଥା ଓ ପାତର ଅନ୍ତର ନୀତିକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ମଙ୍ଗଳବାର ପଞ୍ଚାୟତ କାର୍ୟ୍ୟାଳୟରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।…
Read More...

ବାତ୍ୟା ଓଡ଼ିଶା ଛୁଇଁବା ସମ୍ଭାବନା କମ

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ନେଇ ଅପପ୍ରଚାର ଚାଳିଥିବାବେଳେ ଭାରତୀୟ ଜଳବାୟୁ ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଆତଙ୍କିତ ନ ହେବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ…
Read More...

ଭାରତ ଓ ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ : ବର୍ଷା ସାଜିପାରେ ବାଧକ

ରାଜକୋଟ : ଗୁଜୁରାଟର ରାଜକୋଟରେ ଗୁରୁବାର ଘରୋଇ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ୩ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି…
Read More...