bjd gruha runa

ବ୍ରଜରାଜନଗରେ ଗୁଳିମାଡ଼ ଜଣେ ମୃତ୍ୟୁ

BJD Bijuli 480×75 Mob

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ମୁଖ୍ୟ ମାର୍କେଟରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଏଥିରେ ମଣ୍ଟୁ ଘୋଷ ନାମଙ୍କ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମଣ୍ଟୁ ମୁଣ୍ଡରେ ୨ରାଉଣ୍ଡ ଗୁଳିବାଜିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ ନେଉ ଗୁଳିମାଡ଼ ମାଡ ହୋଇଛି । ମଣ୍ଟୁ ନାଁରେ ବିଭିନ୍ନ ପୁଲିସ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁ ଘୋଷ ବୋଲି ଜଣାପଡ଼ିଛି।

Comments are closed.