ମଣିଙ୍କ ପୁଣି ବିବାଦୀୟ ବୟାନ Samaja Digital Aug 12, 2018 0 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସର ବର୍ଷୀୟାନ୍ ନେତା ମଣିଶଙ୍କର ଆୟାର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ୨୦୦୨ ଗୁଜରାଟ ଦଙ୍ଗା ସମ୍ବନ୍ଧୀୟ ମୋଦୀଙ୍କର ଏକ ମନ୍ତବ୍ୟକୁ ସ୍ମରଣ କରି… Read More...
ଯଶୱନ୍ତ ସିହ୍ନାଙ୍କ ଅଭିଯୋଗ ; ପିଏମ୍ଓ ନେଉଛି ମନ୍ତ୍ରୀସ୍ତରୀୟ ସମସ୍ତ ନିଷ୍ପତ୍ତି Samaja Digital Aug 12, 2018 0 ମୁମ୍ବଇ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ନିଜେ ମନ୍ତ୍ରୀ ସ୍ତରୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରୁଛି। କେନ୍ଦ୍ର ସରକାର ଅଧୀନ ସମସ୍ତ ମନ୍ତ୍ରଣାଳୟ ଏଦିଗରେ ଏକପ୍ରକାର ନିଷ୍କ୍ରିୟ… Read More...
ନିଯୁକ୍ତିର ୭ ବର୍ଷ ପରେ ୧୪ ବିଚାରପତିଙ୍କୁ ମିଳିଲା କୋର୍ଟଗୃହ Samaja Digital Aug 12, 2018 0 ଲକ୍ଷ୍ନୌ : ସମଗ୍ର ଦେଶରେ ଲକ୍ଷାଧିକ ମାମଲା ନ୍ୟାୟ ଅପେକ୍ଷାରେ ପଡି ରହିଥିବା ବେଳେ ବିଚାରପତି ନିଯୁକ୍ତି ତଥା ସେମାନଙ୍କୁ ଉଚିତ୍ ବ୍ୟବସ୍ଥା ପ୍ରଦାନ ଦିଗରେ ସରକାରଙ୍କର ଉଦାସୀନତାର ଆଉ ଏକ ନଜିର ଲୋକଲୋଚନକୁ ଆସିଛି।… Read More...
କେରଳ ବନ୍ୟାରେ ୩୭ ମୃତ : ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ Samaja Digital Aug 12, 2018 0 ତିରୁଅନନ୍ତପୁରମ୍ : କେରଳ ବନ୍ୟାର ତୃତୀୟ ଦିନରେ ମୃତକ ଓ କ୍ଷତିଗ୍ରସ୍ତ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ କହିଛନ୍ତି ଯେ ପ୍ରତି ମୃତ ବ୍ୟକ୍ତିଙ୍କ ପରିବାରୁ… Read More...
ରବିବାର ରାଶିଫଳ Samaja Digital Aug 12, 2018 0 ମେଷ: ଯାତ୍ରାକାଳୀନ ସଫଳତା ମିଳିବ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଚଳାଇ ପାରନ୍ତି। ହଠାତ୍ ସ୍ୱଳ୍ପଧନ ଲାଭ ହେବ। ବ୍ୟବସାୟରୁ ଅଧିକ ଲାଭ ମିଳିପାରେ। ଦାନ ଧର୍ମରେ ଦୀକ୍ଷିତ ହେବେ। ବୃଷ: ଆଗଭର… Read More...
ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତ Samaja Digital Aug 12, 2018 0 ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀଙ୍କର ବଳିଦାନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲେଖାଯାଇଛି। ‘ସୁବାଷ ଚନ୍ଦ୍ର ବୋଷ’ ଠାରୁ ଆରମ୍ଭକରି ଓଡିଆ ପୁଅ ‘ବାଜି ରାଉତ’ ପର୍ଯନ୍ତ ଅନେକ ସଂଗ୍ରାମୀ ନିଜର ଜୀବନକୁ ବାଜି… Read More...
ପରମ୍ପରା ନାଁରେ ୨୨ଶିଶୁଙ୍କୁ ଚେଙ୍କ Samaja Digital Aug 12, 2018 0 ପାପଡ଼ାହାଣ୍ଡି, ୧୧ା୮ (ନି.ପ୍ର): ପରମ୍ପରା ନାଁରେ କଅଁଳ ଶିଶୁଙ୍କୁ ଚେଙ୍ଖ। ତାହା ପୁଣି ଚେଙ୍ଖ ସଚେତନତା ସୃଷ୍ଟିରେ ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ହାତେଇଥିବା ନବରଙ୍ଗପୁର ଜିଲାରେ। ନବରଙ୍ଗପୁର ଜିଲା ସଦର ମହକୁମାରୁ… Read More...
ଭୂକମ୍ପରେ ୧୦ ଇଞ୍ଚ ଘୁଞ୍ଚିଲା ଦ୍ୱୀପ Samaja Digital Aug 11, 2018 0 ନୂଆଦିଲ୍ଲୀ : ବିଧ୍ୱଂସକାରୀ ଭୂକମ୍ପ ଯୋଗୁଁ ଇଣ୍ଡୋନେସିଆର ପର୍ଯ୍ୟଟନ ସ୍ଥଳ ଲୋମ୍ବୋକ୍ ଦ୍ୱୀପ ନିଜ ସ୍ଥାନରୁ ୨୫ ସେଣ୍ଟିମିଟର ଘୁଞ୍ଚିଯାଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏବଂ କାଲିଫର୍ଣ୍ଣିଆ… Read More...
ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଜାଭେରୀ Samaja Digital Aug 11, 2018 0 କଟକ : ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ରବିବାର ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି । ରଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂତନ ମୁଖ୍ୟ ବିଚାରପତିଙ୍କୁ ପଦ ଓ… Read More...
କଟକ ଓଡିଆବଜାର ତନ୍ତି ସାହି ଚୌଦେଶ୍ୱରୀଙ୍କ ଜନ୍ମ ଉତ୍ସବ ଅବସରରେ ଚୌଦେଶ୍ୱେରୀଙ୍କ ସାକାମ୍ବରି ବେଶ Samaja Digital Aug 11, 2018 0 Read More...
ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଷ୍ଟାଡିୟମ ବାହାରେ ବିକୁଛନ୍ତି ରେଡିଓ Samaja Digital Aug 11, 2018 0 ଲଣ୍ଡନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବା କିଏ ନ ଜାଣେ । ଜଣେ ବ୍ୟାଟସ୍ମ୍ୟାନ ଭାବେ ସେ ଯେତିକି ଲୋକପ୍ରିୟ ଜଣେ ଭଲ ମଣିଷ ଭାବେ ସେତିକି ପ୍ରସିଦ୍ଧ । ସେହିପରି ସଚୀନଙ୍କ ପୁଅ ଅର୍ଜୁନ ମଧ୍ୟ ବହୁତ ସାଧା… Read More...
ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ Samaja Digital Aug 11, 2018 0 କଳାହାଣ୍ଡି : କଳାହାଣ୍ଡି ଜିଲା ୨୬ ନଂ ଜାତୀୟରାଜପଥ କାଲୋପଲା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଏକ ବାଇକକୁ ମିନିଟ୍ରକ ସମ୍ମୁଖରୁ ଧକ୍କା ଦେବାଦ୍ୱାରା ବାଇକ ଚାଳକଙ୍କ(୩୫)… Read More...
ଲଡୁଗାଁରେ ମହାମାରୀର ରୂପ ନେଉଛି ଡେଙ୍ଗୁ Samaja Digital Aug 11, 2018 0 କଲମପୁର : କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବର୍ତ୍ତମାନ ଡେଙ୍ଗୁ ଜ୍ୱରର ଆତଙ୍କ ଦେଖାଯାଇଛି। ଗତ ଶୁକ୍ରବାର ଦିନ ସରକାରୀ ସ୍ତରରେ ଚିହ୍ନଟ ହେବା ଦ୍ୱାରା ଲଡୁଗାଁର ୬ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନାରେ ଡେଙ୍ଗୁ ଥିବା… Read More...
କଲ୍ୟାଣସିଙ୍ଗିପୁର ବ୍ଲକର ହାତୀ ମୁଣ୍ଡା କେନାଲ ଭାଙ୍ଗି ୧୧୦ ଏକର ଜମି ଜଳମଗ୍ନ Samaja Digital Aug 11, 2018 0 Read More...
ୟୁକେକୁ ଭାରତର ଚେତାବନୀ, ଖଲିସ୍ତାନ କାର୍ଯ୍ୟକ୍ରମ ଉପରେ ରୋକ ନ ଲଗାଇଲେ ସମ୍ପର୍କରେ ପ୍ରଭାବ ପଡିବ Samaja Digital Aug 11, 2018 0 ଲଣ୍ଡନ: ଭାରତରେ ଥିବା ପଞ୍ଜାବକୁ ଏକ ଅଲଗା ଖଲିସ୍ତାନ ଦେଶ ଦାବିରେ ଲଣ୍ଡନରେ ଏକ ବିଶାଳ ବିକ୍ଷୋଭର ଆୟୋଜନ କରାଯାଇଛି । କେତକ ବିଛିନ୍ନତା ବାଦୀ ଗୋଷ୍ଠୀ ଏହାର ଆୟୋଜନ କରୁଥିବା ଭାରତ ଅଭିଯୋଗ କରିଛି । ଏହି… Read More...
ଇମ୍ରାନ୍ଙ୍କର ଶପଥ ଗ୍ରହଣ ଉତ୍ସବରେ ଅଂଶଗ୍ରହଣ କରିବେନି ଗାଭାସ୍କାର Samaja Digital Aug 11, 2018 0 ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ କ୍ରିକେଟିୟର ତଥା ଏବେର ରାଜନେତା ଇମ୍ରାନ୍ ଖାନ୍ ଅଗଷ୍ଟ ୧୮ ତାରିଖରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଅଛି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ … Read More...
କ୍ଷତିପୂରଣ ଦେଇ ଖସିବାକୁ ଚେଷ୍ଟା କରୁଥିବା ନାବାଳିକାର ବଳାତ୍କାରୀ ଗିରଫ Samaja Digital Aug 11, 2018 0 ହାଇଦ୍ରାବାଦ: ନାବାଳିକାଙ୍କ ବଳାତ୍କାର ଘଟଣା ରୋକିବା ଉଦ୍ଦେଶ୍ୟରେ ଏଭଳି ଧର୍ତ୍ତବ୍ୟ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦେବାର ପ୍ରାବଧାନ ରହିଛି; କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଯୋଗୁ… Read More...
ଏନ୍ଆରଆଇ ଭୋଟରଙ୍କ ଉପରେ ମୋଦିଙ୍କ ଆଖି! Samaja Digital Aug 11, 2018 0 ନୂଆଦିଲ୍ଲୀ: ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ବା ଏନ୍ଆରଆଇଙ୍କ ଭୋଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ପଡ଼ିଛି। ଲୋକସଭାରେ ଜନପ୍ରତିନିଧି(ସଂ) ବିଲ୍ ପାରିତ ହେବା ପରେ ରାଜନୈତିକ ମହଲରେ ଏଭଳି… Read More...
୧୪ କଏଦୀଙ୍କୁ ମୁକୁଳାଇବେ ୧୦ମ ଛାତ୍ର, କାହିଁକି? Samaja Digital Aug 11, 2018 0 ଭୋପାଳ: ୧୪ ଜଣ କଏଦୀଙ୍କୁ ଜେଲ୍ରୁ ମୁକ୍ତ କରି ସ୍ୱାଭାବିକ ଜୀବନ ଜୀଇଁବାର ଅଧିକାର ପ୍ରଦାନ କରିବାକୁ ଯାଉଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ର ଆୟୂଷ। ଇନ୍ଦୋର ଜେଲ୍ର ୧୨ ଜଣ ଓ ଭୋପାଳ ଜେଲ୍ର ୨ ଜଣ କଏଦୀଙ୍କ ଦଣ୍ଡାଦେଶ… Read More...
ପତ୍ନୀ ବିକ୍ରି ଉଦ୍ୟମ:କ୍ରେତା ସାଜିଲା ପୁଲିସ Samaja Digital Aug 11, 2018 0 ନୂଆଦିଲ୍ଲୀ: ନିଜ ପତ୍ନୀକୁ ଜିବି ରୋଡ଼ ସ୍ଥିତ ରେଡ ଲାଇଟ ଅଞ୍ଚଳରେ ବିକ୍ରି କରିବାକୁ ଯାଇ ଜନୈକ ସ୍ୱାମୀ ପୁଲିସ ହାତରେ ଗିରଫ ହୋଇଛି। ବ୍ୟକ୍ତିଜଣକ ପାନିପଥରୁ ଦିଲ୍ଲୀକୁ ନିଜ ପତ୍ନୀକୁ ବିକ୍ରି କରିବାକୁ ଆଣିଥିଲେ। ତେବେ… Read More...
ଆମ୍ବେଦକରଙ୍କ ମୂର୍ତ୍ତିକୁ କ୍ଷୀରରେ ଧୋଇଲେ ଓକିଲ, କାହିଁକି ଜାଣନ୍ତୁ Samaja Digital Aug 11, 2018 0 ଲକ୍ଷ୍ନୌ: ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅନୁସୂଚିତ ଜାତି ବର୍ଗର କିଛି ଓକିଲ କ୍ଷୀର ଓ ଗଙ୍ଗାଜଳରେ ଧୋଇଛନ୍ତି। ଜଣେ ବିଜେପି ନେତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଓକିଲମାନେ… Read More...
ମମତାଙ୍କ ଗଡ଼ରେ ବିଜେପି ଅଧ୍ୟକ୍ଷ Samaja Digital Aug 11, 2018 0 କଲକାତା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହ ଶନିବାର କଲକାତାରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ସାଧାରଣ ସଭାରେ ଦର୍ଶକଙ୍କ ଭିଡ଼କୁ ଦେଖି ଅମୀତ ଶାହ ମମତାଙ୍କ ସରକାର ଖୁବ୍ ଶୀଘ୍ର ପତନ ହେବାକୁ… Read More...
ଜାଣନ୍ତୁ କେତେ କାର ଚୋରି କରିଛନ୍ତି ଏହି ଗ୍ୟାଙ୍ଗ Samaja Digital Aug 11, 2018 0 ନୂଆଦିଲ୍ଳୀ: ମୋଟର ସାଇକେଲ୍ କିମ୍ବା କାର ଚୋରି ଗ୍ୟାଙ୍କ ସମ୍ପର୍କରେ ଆମେ ଶୁଣିଛେ। ବଡ଼ ବଡ଼ ଗ୍ୟାଙ୍ଗ ଅତିବେଶୀରେ କେତୋଟି କାର ଚୋରି କରିପାରିବେ। ଏ ବିଷୟରେ କିଛି ଅନୁମାନ କରିପାରୁଛନ୍ତି କି? ଆପଣଙ୍କ ସବୁ ଅନୁମାନ… Read More...
ଲଣ୍ଠନ ଆଲୋକରେ ଝଲସୁଛି ଲାଲ୍କିଲ୍ଲା Samaja Digital Aug 11, 2018 0 ନୂଆଦିଲ୍ଳୀ: ସ୍ୱାଧୀନତା ଦିବସ ପାଇଁ ଚଳିତ ବର୍ଷ ଐତିହାସିକ ଲାଲ୍ କିଲ୍ଲାକୁ ଆଲୋକିତ କରିବ ୨୫୦୦ ଲଣ୍ଠନ। ଶୁକ୍ରବାରଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ୭ଟା ୩୦ରୁ ୧୧ ପର୍ଯ୍ୟନ୍ତ ଦୁର୍ଗ… Read More...
ସୌରବଳୟର ରହସ୍ୟ ଉନ୍ମୋଚନ କରିବ ପାର୍କର Samaja Digital Aug 11, 2018 0 ନୂଆଦିଲ୍ଲୀ: ସୌରବଳୟର ରହସ୍ୟ ଉନ୍ମୋଚନ କରିବ ମାନବ। ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସାହସିକ ଉଦ୍ୟମ ଆରମ୍ଭ ହେବାକୁ ଯାଉଛି। ଏହି ଲକ୍ଷ୍ୟରେ ଆମେରିକୀୟ ମହାକାଶ ବିଜ୍ଞାନ ସଂସ୍ଥା(ନାସା) ଆଉ ଅଳ୍ପ ସମୟ ମଧ୍ୟରେ… Read More...
ଘରେ ନକାରାତ୍ମକ ଶକ୍ତି ରହିଥିଲେ ଗୋ ମୂତ୍ର ସିଞ୍ଚନ କରନ୍ତୁ Samaja Digital Aug 11, 2018 0 ଯଦି ଘରେ ବାସ୍ତୁଦୋଷ ରହିଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମସ୍ତ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ନକାରାତ୍ମକ ଶକ୍ତି… Read More...
ସଂଘର୍ଷର ଜୟଯାତ୍ରାକୁ ସ୍ୱୀକୃତି: ଗୁହାଳରୁ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ Samaja Digital Aug 11, 2018 0 ଅମୃତସର: ଦାରିଦ୍ର୍ୟ ଅନଟନ ଭିତରେ କଟୁଥିଲା ଦିନ। ଦି ଓଳି ଦି ମୁଠା ଖାଇବାକୁ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିଲା। ଗୁହାଳରେ ଶୋଇବାକୁ ପଡ଼ୁଥିଲା ପରିବାରକୁ। କିନ୍ତୁ ଅଧ୍ୟବସାୟ ଓ ସାଧନା ତାଙ୍କୁ ନେଇ ଯାଇଥିଲା ଏସୀୟ… Read More...
ୱାଶିଂଟନ୍ରୁ ବିମାନ ଚୋରି! Samaja Digital Aug 11, 2018 0 ନୂଆଦିଲ୍ଲୀ: କାର ଚୋରି ସମ୍ପର୍କରେ ଆପଣ ଶୁଣିଥିବେ। ଏପରିକି ନିକଟରେ ଭାରତୀୟ ରେଳବାଇର ବଗି ଚୋରି ଘଟଣା ମଧ୍ୟ ଦେଶବାସୀଙ୍କୁ ଆଚମ୍ବିତ କରିଥିଲା। କିନ୍ତୁ ଶୁକ୍ରବାର ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଛି ବିମାନ ଚୋରି।… Read More...
ଭାସୁଛି ଅଧା କେରଳ Samaja Digital Aug 11, 2018 0 ତିରୁଭାନନ୍ତପୁରମ: ପ୍ରଳୟଙ୍କରୀ ବନ୍ୟାରେ କେରଳର ଅଧା ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରାୟ ୫୦ ବର୍ଷ ପରେ ରାଜ୍ୟରେ ଏଭଳି ପ୍ରଳୟଙ୍କରୀ ବନ୍ୟା ଆସିଥିବା କୁହଯାଉଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୨୨ଟି ଡ୍ୟାମ୍ର ସମସ୍ତ… Read More...
ମହିଳାଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର Samaja Digital Aug 11, 2018 0 ବାଲେଶ୍ୱର: ଦକ୍ଷିଣ ପୂର୍ବ ରେଳପଥ ନିକଟରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ଶବ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲା ପାନପଣ ରେଳ ଷ୍ଟେସନ ନିକଟ ନୂଆପଡା ଲେବଲ କ୍ରସିଂ ପାଖରେ ଜଣେ ଅଚିହ୍ନା ମହିଳାଙ୍କ ଶବ ଦେଖିବାକୁ… Read More...
ମହାମେଣ୍ଟ ଉଦ୍ୟମକୁ ଧକ୍କା Samaja Digital Aug 11, 2018 0 ଶ୍ରେଷ୍ଠ ରାଜନୀତି ଅବଶେଷରେ ଜୟମାଲ୍ୟ ଆଣେ। ରାଜ୍ୟସଭା ଉପାଧ୍ୟକ୍ଷ ପଦପାଇଁ ହୋଇଥିବା ନିର୍ବାଚନରେ ତାହା ଆଉଥରେ ପ୍ରମାଣିତ ହେଲା। ଏଥିରେ ବିଜେଡ଼ିକୁ କଂଗ୍ରେସ ଦୋଷଦେବା ବା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ… Read More...
ଓଡ଼ିଶାର ଶିଳ୍ପାୟନ ପ୍ରୟାସ Samaja Digital Aug 11, 2018 0 ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାସହ ଅଧିକରୁ ଅଧିକ ପୁଞ୍ଜିପତିଙ୍କୁ ଆକର୍ଷିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଅଭିନନ୍ଦନୀୟ ହେଲେ ହେଁ ଏ କ୍ଷେତ୍ରରେ ଫଳାଫଳ… Read More...
କେବଳ ମାଆ ପାଇଁ Samaja Digital Aug 11, 2018 0 ପ୍ରସିଦ୍ଧ ବିଦ୍ବାନ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ଦରବାରରେ ମହାମନ୍ତ୍ରୀ ଥିଲେ। ବିଚକ୍ଷଣ ଧୀଶକ୍ତିସଂପନ୍ନ ଚାଣକ୍ୟ କୂଟନୀତି ବିଶାରଦ ଥିଲେ। ନନ୍ଦବଂଶ ଧ୍ବଂସ କରି ଗୁପ୍ତ ସାମ୍ରାଜ୍ୟ ପ୍ରତିଷ୍ଠା ଦିଗରେ ଚାଣକ୍ୟଙ୍କ… Read More...
ଆପଲ୍ କମ୍ପାନୀ କେଡ଼େ ବଡ଼ ଓ କିମିତି ବଡ଼? Samaja Digital Aug 11, 2018 0 କିଛିଦିନ ତଳେ ଆମେରିକାର ଆପଲ୍ କମ୍ପାନୀ ଆମେରିକାରେ- ତେଣୁ ଜଗତରେ- ମୂଳଧନ ଭାଗର ବଜାର ଦର ହିସାବରେ ସର୍ବବୃହତ କଂପାନୀ ବୋଲି ଖବର ପ୍ରକାଶ ପାଇଲା। କେଡ଼େ ବଡ଼? ଏହାର ମୂଳଧନ ଭାଗସମୂହର ବଜାର ମୂଲ୍ୟ ଏକ ଟ୍ରିଲିଅନ୍… Read More...
କାଚଘରେ ଇମ୍ରାନ ଓ ପାକିସ୍ତାନ ରାଜନୀତି Samaja Digital Aug 11, 2018 0 ବିପିନ ବିହାରୀ ମିଶ୍ର ଇମ୍ରାନ ଖାଁଙ୍କର ସ୍ବପ୍ନ ସାକାର ହେଲା। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ। ରାଜନୀତିରେ ଯାତ୍ରା ଆରମ୍ଭ କରିଥିଲେ ୧୯୯୬ ମସିହାରେ-ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍… Read More...
କୋଣାର୍କକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ Samaja Digital Aug 11, 2018 0 ଗୋପ: ଶନିବାର ବିଭିନ୍ନ ଦାବି ନେଇ ଭୂ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଇନ ଆମାନ୍ୟ ଆନ୍ଦୋଳନ କରାଯାଇଛି। ଏହା ସହ କୋଣାର୍କକୁ ସଂଯୋଗ କରୁଥିବା ପିପିଲି-କୋଣାର୍କ ରାସ୍ତାର ଜୁଣେଇ ବଜାର ,ପୁରୀ-କୋଣାର୍କ… Read More...
ପୁଣି ଦେବଦୂତ ସାଜିଲେ ଯବାନ Samaja Digital Aug 11, 2018 0 ମାଲକାନାଗିରି: ନକ୍ସଲ ପ୍ରବଣ ଇଲାକାରେ ପୁଣି ଦେବଦୂତ ସାଜିଲେ ଯବାନ । ଆଇଟିବିପି ଯବାନ ଅଦମ୍ୟ ବୀରତ୍ୱ ଏବଂ ଦୁଃସାହସିକତାର ପରିଚୟ ଦେଇ ପ୍ରସୂତିଙ୍କୁ ଦୀର୍ଘ ୭ କିମି କାନ୍ଧରେ ବୋହିଛନ୍ତି । ଏହି ଘଟଣା… Read More...
ଖଟିଆରେ ବୁହା ହେଲେ ଗର୍ଭବତୀ Samaja Digital Aug 11, 2018 0 ମାଲକାନଗିରି: ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଏପରି ଘଟଣା ମାଲକାନଗିରି ଜିଲା କରୁକୋଣ୍ଡା ବ୍ଲକର ଡୁଟେଲଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ଶନିବାର ସକାଳୁ ଡୁଟେଲଗୁଡ଼ା ଗ୍ରାମର ପାର୍ବତୀ ଖିଲ ପ୍ରସବ ବେଦନାରେ… Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମୃତ Samaja Digital Aug 11, 2018 0 ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବିରାମଚନ୍ଦ୍ରପୁର ନିକଟରେ ଶନିବାର ସକାଳୁ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି… Read More...
ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ Samaja Digital Aug 11, 2018 0 ସୋର: ସନ୍ଦେହଜନକ ଭାବେ ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋର ଥାନା ତେଣ୍ଟେଇ ପଞ୍ଚାୟତ ୨ ନଂ ୱାର୍ଡ ମଳିକ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଳିକ ସାହିର ବୀରେନ୍ଦ୍ର ଦାସଙ୍କ ଝିଅ ଲକ୍ଷ୍ମୀ… Read More...
କୃଷି ଓ କୃଷକ କଲ୍ୟାଣ ସମୀକ୍ଷା ବୈଠକ Samaja Digital Aug 11, 2018 0 ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ କୃଷି ବିଭାଗ ସଭାଗୃହରେ ଆତ୍ମା କମିଟି ପକ୍ଷରୁ କୃଷି ଓ କୃଷକ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଖରିଫ ଋତୁରେ ଶହେ ଏକର ଜମିରେ ଶଙ୍କର ଜାତୀୟ ଧାନ ବିହନ ସହିତ… Read More...
ନିଜକୁ ସିନେମା ନିର୍ଦେଶକ ବୋଲି ପରିଚୟ ଦେଇ ଯୁବତୀମାନଙ୍କ ଠାରୁ ୨୫ ଲକ୍ଷ ଠକି ନେଲା ଠକ Samaja Digital Aug 10, 2018 0 ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଠକ ଅନେକ ଯୁବତୀଙ୍କୁ ନିଜକୁ କଳାକାର ଚୟନ ନିର୍ଦେଶକ ବୋଲି ପରିଚୟ ଦେଇ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଘଟଣା ସାମ୍ନାକୁ ଆସିଛି । ଅଭିନୟ ଜଗରେ ପ୍ରବେଶ କିରିବା ପାଇଁ ଇଚ୍ଛୁକ… Read More...
ନାବାଳିକାକୁ ବଳତ୍କାର ଅଭିଯୋଗ Samaja Digital Aug 10, 2018 0 ମାଲକାନଗିରି : ମାଲକାନଗିରି ଜିଲାରେ ପୁଣିଥରେ ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ମାଲକାନାଗିରି ଜିଲାର ଏକ ଗ୍ରାମରେ ଚିଣ୍ଟୁ ବରାଳ ନାମକ ଜଣେ ବାଳକ ନାବାଳିକାକୁ ବଳତ୍କାର କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି… Read More...
ହାତୀର ମୃତଦେହ ଉଦ୍ଧାର Samaja Digital Aug 10, 2018 0 ଅନୁଗୋଳ : ଅନୁଗୋଳ ବନ୍ତଳା ରେଞ୍ଜ ବଡ଼କେରା ତୁମୁଣିର ତେଲିତଇଳା ନିକଟ ଜଙ୍ଗଲରୁ ଏକ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ… Read More...
ଗାଁର ମୁଖ୍ୟରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ Samaja Digital Aug 10, 2018 0 ଝରିଗାଁ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅର୍ନ୍ତଗତ ଗୋମିଓଡା ଗ୍ରାମକୁ ଯାତାୟତ ନିମନ୍ତେ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ଅଭିନବ ପ୍ରତିବାଦ କରିଛନ୍ତି। ଏହି ଗ୍ରାମକୁ ସ୍ଥାୟୀ ପକ୍କା ରାସ୍ତା ନଥିବାରୁ… Read More...
ଜୁଆ ଆଡ୍ଡାରେ ଚଢଉ ; ୧୦ ଗିରଫ Samaja Digital Aug 10, 2018 0 ଫିରିଙ୍ଗିଆ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅର୍ନ୍ତଗତ କେଳାପଡା ନିକଟରେ ଏକ ଜୁଆ ଆଡ୍ଡା ଉପରେ ଫିରିଙ୍ଗିଆ ପୁଲିସ ଚଢଉ କରି ୧୦ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୧୧,୮୩୦ ଟଙ୍କା, ଏକ ଟାୱେଲ, ଚାରଟି… Read More...
ଅନ୍ୟ ଜାତିରେ ବିବାହ ଯୋଗୁଁ ଯୁବତୀଙ୍କୁ ଗୁଳିକରି ହତ୍ୟା, ସୁରକ୍ଷା ଦେଉଥିବା ପୁଲିସ ଅଧିକାରୀ ବି ପ୍ରାଣ ହରାଇଲେ Samaja Digital Aug 10, 2018 0 ରୋହତକ: ଅନ୍ୟ ଜାତିରେ ବିବାହ କରିବାରୁ ଜଣେ ଯୁବତୀଙ୍କୁ ତାଙ୍କର ଘର ଲୋକଙ୍କ ନିର୍ଦେଶରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ ସୁରକ୍ଷା ଦେଉଥିବା ସବ୍ ଇନିସ୍ପେକ୍ଟର ନରେନ୍ଦ୍ର… Read More...
ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ Samaja Digital Aug 10, 2018 0 ଝରିଗାଁ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅର୍ନ୍ତଗତ ସିଭନାଗୁଡା ଗ୍ରାମର ଜଣେ ପ୍ରସୂତିଙ୍କର ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସିଭନାଗୁଡା ଗ୍ରାମର ଡାଳିମ୍ବ ଭତ୍ରା(୨୨)ଙ୍କର ବୁଧବାରରେ… Read More...
ଆଇଟିଆଇ ଅନଲାଇନ ପରୀକ୍ଷାକୁ ବିରୋଧ Samaja Digital Aug 10, 2018 0 ବ୍ରହ୍ମପୁର : ରାଜ୍ୟରେ ଥିବା ସମସ୍ତ ଆଇଟିଆଇ କଲେଜ ଗୁଡିକରେ ଅନଲାଇନ ପରୀକ୍ଷାକୁ ବିରୋଧ କରାଯାଇଛି । ଗଞ୍ଜାମ ଜିଲା ଆଇଟିଆଇ କଲେଜ ସମ୍ମୁଖରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଦ୍ୱାରା ବିକ୍ଷୋଭ… Read More...
ପୁରୀର ମିଶ୍ର ଦମ୍ପତି କଲେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡ ରେକର୍ଡ Samaja Digital Aug 10, 2018 0 ପୁରୀ: ପୁରୀ ସହରରେ ବସବାସ କରୁଥିବା ଦୂର୍ଗା ଚରଣ ମିଶ୍ର ଓ ତାଙ୍କର ପତ୍ନୀ ଜ୍ୟୋସ୍ନା ମିଶ୍ର ଅବିରାମ ଭାବେ ରେଳ ଓ ବିଭିନ୍ନ ରାଜ୍ୟ ପରିବହନ ବସ୍ରେ ଯାତ୍ରା କରି ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡ… Read More...
ରେଳ ଷ୍ଟେସନରୁ ଧରାପଡିଲେ ଦୁଇ ଗଞ୍ଜେଇ ବେପାରୀ Samaja Digital Aug 10, 2018 0 ଖୋର୍ଦ୍ଧା : ଜିଆରପି, ଆରପିଏଫ୍ ଓ ଅବକାରୀ ପୁଲିସଙ୍କ ମିଳିତ ଚଢଉ ଦ୍ୱାରା ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନିକଟରୁ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଗଫର ସେକ୍ ଓ… Read More...
ଖସିଲା ସେନସେକ୍ସ, ବଢିଲା ନିଫ୍ଟି Samaja Digital Aug 10, 2018 0 ନୂଆଦିଲ୍ଲୀ : ରେକର୍ଡସ୍ତରରେ ପହଞ୍ଚିବାର ଦିନକ ପରେ ଶୁକ୍ରବାର ସେୟାର ବଜାର କାରବାରରେ ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନସେକ୍ସ ୧୫୫.୧୪ ପଏଣ୍ଟ ଖସି ୩୭,୮୬୯.୨୩… Read More...
ଦମଦାର ଲୁକ୍ ଓ ଶକ୍ତିଶାଳୀ ଇଞ୍ଜିନ୍ ସହ ଆସୁଛି ରୟାଲ ଏନ୍ଫିଲ୍ଡର ଦୁଇ ନୂଆ ବାଇକ୍ Samaja Digital Aug 10, 2018 0 ନୂଆଦିଲ୍ଲୀ : ଚଳିତ ଦୀପାବଳୀରେ ଲୋକପ୍ରିୟ ବାଇକ୍ ନିର୍ମାଣକାରୀ କମ୍ପାନୀ ରୟାଲ ଏନଫିଲ୍ଡ ଦୁଇଟି ନୂଆ ମଡେଲର ବାଇକ୍ ଭାରତୀୟ ବଜାରକୁ ଛାଡ଼ିବାକୁ ଯୋଜନା କରିଛି। ଏହି ବାଇକ୍ର ଦମଦାର ଲୁକ୍ ଓ ଶକ୍ତିଶାଳୀ ଇଞ୍ଜିନ୍… Read More...
ପୁଣି ଘୁଞ୍ଚିଲା ତିନି ତଲାକ ବିଲ୍ Samaja Digital Aug 10, 2018 0 ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ତୀବ୍ର ରୂପ ଧାରଣ କରିଥିଲା। ସରକାରଙ୍କ ସଂଶୋଧିତ ତିନି ତାଲାକ ବିଲ ବିରୋଧୀଙ୍କ ସମର୍ଥନ ହାସଲ କରି ପରି ନଥିଲା। ବିପକ୍ଷର ହୋ-ହଲ୍ଲା ହେତୁ ତିନି… Read More...
ଆଇନ ପ୍ରଣୟନ ପାଇଁ ସୁପ୍ରିମକୋର୍ଟ ସଂସଦକୁ ସୁପାରିସ କରନ୍ତୁ: କେନ୍ଦ୍ର ସରକାର Samaja Digital Aug 10, 2018 0 ନୂଆଦିଲ୍ଲୀ: ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ନିଷେଧ କରିବା ପାଇଁ ଆଇନ ଆସିବା ଆବଶ୍ୟକ। ଏଥିପାଇଁ ସୁପ୍ରିମକୋର୍ଟ ସଂସଦକୁ ସୁପାରିସ କରନ୍ତୁ ବୋଲି କହିଛନ୍ତି… Read More...
ପୁଣି ଖୋଲିବ ଆରୁଷି ଫାଇଲ Samaja Digital Aug 10, 2018 0 ନୂଆଦିଲ୍ଲୀ:ଆରୁଷି ହତ୍ୟାକାଣ୍ଡ ମାମଲାର ପୁଣି ଥରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ଏଭଳି ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏଥିନିମନ୍ତେ ଉତ୍ତରପ୍ରଦେଶ ସରକାର ଓ ତଲବାର ଦମ୍ପତ୍ତିଙ୍କୁ ସୁପ୍ରିମ… Read More...
ସୋହିନିଙ୍କୁ ଦ୍ୱିମୁକୁଟ Samaja Digital Aug 10, 2018 0 ବ୍ରହ୍ମପୁର: ଉଦୀୟମାନ ଟେନିସ ଖେଳାଳି ସୋହିନି ଏସ୍ ମହାନ୍ତି ଦୁଇଟି ବର୍ଗରେ ଚମ୍ପିଆନ୍ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ମଣିପୁରର ରାଜଧାନୀ ଇମ୍ଫାଲ୍ଠାରେ ଚାଲିଥିବା ଏଆଇଟିଏ ଟେନିସ୍ ଚମ୍ପିଆନ୍ସିପ୍ ଅଣ୍ଡର… Read More...
ଡିଏଲ୍ ଓ ଆରସିର ବିକଳ୍ପ ଡିଜିଲକର Samaja Digital Aug 10, 2018 0 ନୂଆଦିଲ୍ଲୀ: ଏଣିକି ଆଉ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍) କିମ୍ବା ଗାଡ଼ିର କାଗଜପତ୍ର(ଆରସି) ନେବା ଆବଶ୍ୟକ ନାହିଁ। ଏଣିକି ଡିଜିଲକର ଏହି କାମ କରିବ। ଏମ୍ପରିବହନ ନାମରେ ଆରମ୍ଭ ହୋଇଥିବା ଏକ ଆପ୍ ଜରିଆରେ… Read More...
ଆନ୍ଧ୍ର ମଲ୍ଟିପ୍ଲେକ୍ସରେ ଘରୋଇ ଖାଦ୍ୟକୁ ଅନୁମତି Samaja Digital Aug 10, 2018 0 ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ସିନେପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଆନ୍ଧ୍ରଲୋକେ ମଲ୍ଟିପ୍ଲେକ୍ସ ଭିତରକୁ ନିଜ ଘର ତିଆରି ଖାଦ୍ୟ ନେଇ ପାରିବେ। ବିଜୟୱାଡ଼ା ଜିଲା ଖାଉଟି ବିବାଦ ଫୋରମ ଏଭଳି ଅନୁମତି ପ୍ରଦାନ କରିଛି।… Read More...
ତିନି ତଲାକକୁ ନେଇ ଦ୍ୱନ୍ଦ୍ୱ:କଂଗ୍ରେସ-ଟିଏମ୍ସି ଉଠାଇଲେ ବିଧେୟକ ଉପରେ ପ୍ରଶ୍ନ Samaja Digital Aug 10, 2018 0 ନୂଆଦିଲ୍ଲୀ: ମୌସୁମୀ ଅଧୀବେଶନର ଶେଷ ଦିନରେ ସରକାର ତିନି ତଲାକ ପରି ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁରୁବାର ଦିନ ବିଲରେ ସଂଶୋଧନ କରାଯାଇ ଥିଲା। ସଂଶୋଧନ ପରେ ତିନି ତାଲାକ… Read More...
ପ୍ୟାକେଟ କ୍ଷୀର ଅସଲି କି ନକଲି ଜାଣିବାର ଉପାୟ Samaja Digital Aug 10, 2018 0 ଆଜିର ସମୟରେ ଖାଦ୍ୟ ଓ ପାନୀୟ ଅସଲି କି ନକଲି ଜାଣିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଯାଇଛି। ଅସଲି ଓ ନକଲି ଖାଦ୍ୟର ତଫାତ ମଧ୍ୟରେ ଆମେ କ’ଣ ଖାଇବା କ’ଣ ନ ଖାଇବା ତାହା ସ୍ଥିର କରିବା ଅସମ୍ଭବ। ଆଜିକାଲି ବଜାରରେ ପ୍ରାୟ ସମସ୍ତ… Read More...
ବର୍ଷକୁ ଦୁଇ ଥର ନିଟ୍ ନିଷ୍ପତ୍ତି ଅନିଶ୍ଚିତ Samaja Digital Aug 10, 2018 0 ନୂଆଦିଲ୍ଲୀ: ବର୍ଷକୁ ଦୁଇ ଥର ନିଟ୍ ପ୍ରବେଶିକା ପରୀକ୍ଷା ନିଷ୍ପତ୍ତି ଆପାତତଃ ସ୍ଥଗିତ ରହିପାରେ। ତେଣୁ ୨୦୧୯ରେ ପୂର୍ବପରି ଥରେ ମାତ୍ର ନିଟ୍ ପ୍ରବେଶିକା ପରୀକ୍ଷା ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।… Read More...
ରାଫେଲ ବିବାଦକୁ ନେଇ କଂଗ୍ରେସର ହଙ୍ଗାମା:ଜେପିସି ଗଠନ ପାଇଁ ଦାବି Samaja Digital Aug 10, 2018 0 ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଶୁକ୍ରବାର ଥିଲା ଶେଷ ଦିନ। ଉକ୍ତ ଦିନରେ ତିନି ତାଲାକ ପରି ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦିତ କରିବାକୁ ଚାହୁଁଥିଲେ ସରକାର। ହେଲେ ରାଫେଲ ବିବାଦକୁ ନେଇ ବିରୋଧୀ ସଂସଦରେ ଆରମ୍ଭ… Read More...
କେରଳ ବନ୍ୟା: ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି Samaja Digital Aug 10, 2018 0 କୋଚି: କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ବିଗତ ୫୦ ବର୍ଷ ମଧ୍ୟରେ କେରଳରେ ଏଭଳି ବନ୍ୟା ବିଭୀଷିକା ଦେଖାଦେଇ ନଥିଲା ବୋଲି କୁହାଯାଉଛି। ବିଭିନ୍ନ ସ୍ଥାନରେ ଏନ୍ଡିଆରଏଫ୍ର… Read More...
କାରା ସଂସ୍କାର Samaja Digital Aug 10, 2018 0 ଆମ ଦେଶରେ କାରାଗାର ସଂସ୍କାର ଦିଗରେ ସର୍ବୋଚ୍ଚ ନ୍ୟାୟାଳୟ ବାରମ୍ବାର ଗୁରୁତ୍ବ ଦେଇଆସୁଥିଲେ ହେଁ ତାହା ଫଳପ୍ରଦ ହୋଇପାରୁନାହିଁ। ଏବେ ପୁଣିଥରେ ନ୍ୟାୟାଳୟ ଏହି ଦିଗ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଦୃଷ୍ଟି… Read More...
ଅବିସ୍ମରଣୀୟ ରାଷ୍ଟ୍ରଭକ୍ତ Samaja Digital Aug 10, 2018 0 ପରାଧୀନ ଭାରତବର୍ଷରେ ଏଭଳି କିଛି ମହାମନୀଷୀ ଥିଲେ ଯେଉଁମାନେ ଦେଶଲାଗି ନିଜର ଜୀବନ ଉତ୍ସର୍ଗ କରିଥିଲେ। ସ୍ବାଧୀନତାର ମୋହ ସେମାନଙ୍କୁଏଭଳି ଉଦ୍ବୁଦ୍ଧ କରିଥିଲା ଯେ ଇଂରେଜ ସରକାରଙ୍କ ସକଳ ପ୍ରକାର ନିର୍ଯାତନାକୁ… Read More...
ଏନଡିଏକୁ ବିଜେଡି ସମର୍ଥନ ଓ ଭବିଷ୍ୟତ ରାଜନୀତି Samaja Digital Aug 10, 2018 0 କିଶୋର ଦ୍ବିବେଦୀ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଗୁରୁବାର ହୋଇଥିବା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମୋର୍ଚ୍ଚାର ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବା ବିଷୟ ରାଜନୈତିକ… Read More...
ସମ୍ବିଧାନ ଓ ମୌଳିକ କର୍ତ୍ତବ୍ୟ Samaja Digital Aug 10, 2018 0 ଗୋଧନେଶ୍ବର ହୋତା କର୍ତ୍ତବ୍ୟପାଳନ ପାଇଁ ଯୁଦ୍ଧ କ୍ଷେତ୍ରରେ ସୈନିକ ଶତୃପକ୍ଷର ଅଜଣା ଅଶୁଣା ସୈନ୍ୟଙ୍କୁ ମାରୁଛନ୍ତି ଓ ନିଜେ ମରି ସହିଦ ହେଉଛନ୍ତି। ବିଚାରପତି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କଲାବେଳେ ତାଙ୍କ… Read More...
ଇମ୍ରାନ୍ଙ୍କୁ ନିମନ୍ତ୍ରଣ କରିବେ ଭାରତ ଉଚ୍ଚାୟୁକ୍ତ Samaja Digital Aug 10, 2018 0 ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବାକୁ ଯାଉଥିବା ପୂର୍ବତନ କ୍ରିକେଟ୍ ତାରକା ଇମ୍ରାନ୍ ଖାନ୍ଙ୍କୁ ଔପଚାରିକ ଆଲୋଚନା ପାଇଁ ଭାରତର ଉଚ୍ଚାୟୁକ୍ତ ନିମନ୍ତ୍ରଣ କରିବେ ବୋଲି… Read More...
ପ୍ରତିଦିନ ତୁଳସୀ ବୃକ୍ଷ ମୂଳରେ ଜଳ ଅର୍ପଣ ଓ ଦୀପ ଲଗାଇର ମହତ୍ତ୍ବ Samaja Digital Aug 10, 2018 0 ଶାସ୍ତ୍ରରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟକୁ ଅଧିକ ମହତ୍ତ୍ୱ ଦିଆଯାଇଛି। ଏହି ସମୟରେ ଠିକ ଭାବେ ପୂଜା କରିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ। ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରେ… Read More...
ବିଦ୍ୟୁତ ଆଘାତରେ ମହିଳା ଗୁରୁତର, ରାସ୍ତା ଅବରୋଧ Samaja Digital Aug 10, 2018 0 ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ କୋଚିଲାଖୁଂଟା ବିଦ୍ୟୁତ ସବଷ୍ଟେସନକୁ ସଂଯୋଗ କରୁଥିବା ୩୩କେଭି ତାର ଆଘାତରେ ଶୁକ୍ରବାର ଜଣେ ମହିଳା ଗୁରୁତର ହୋଇଛନ୍ତି । ଆହତ ମହିଳା ଜଣକ ପାଇକପଡା ଗ୍ରାମର ବେବୀ… Read More...
ସରକାରୀ ସ୍କୁଲ୍ରେ ଦ୍ୱିତୀୟ ଶ୍ରେଣୀର ଶିଶୁ କନ୍ୟାକୁ ବଳାତ୍କାର Samaja Digital Aug 10, 2018 0 ନୂଆଦିଲ୍ଳୀ: ଦିଲ୍ଳୀର ମୁଖ୍ୟସ୍ଥଳରେ ଅବସ୍ଥିତ ଏକ ସରକାରୀ ସ୍କୁଲ୍ରେ ଜଣେ ଦ୍ୱିତୀୟ ଶ୍ରେଣୀର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ଜଣେ ଇଲେକ୍ଟ୍ରିସିଆନ୍କୁ ଶୁକ୍ରବାର ଗିରଫ… Read More...
ଜାଣନ୍ତୁ, ମୋତି ଧାରଣ କରିବାର ସଠିକ ନିୟମ Samaja Digital Aug 10, 2018 0 ମୋତି ଏକ ରତ୍ନ ଅଟେ। କିନ୍ତୁ ଏହା ପ୍ରକୃତରେ ଏକ ଜୈବିକ ସଂରଚନା ଅଟେ। ଏହା ସତ୍ତେ୍ୱ ମୋତିକୁ ନବରତ୍ନ ଶ୍ରେଣୀରେ ରଖାଯାଇଛି। ଚନ୍ଦ୍ରମା ପରି ମୋତିର ରଙ୍ଗ ହୋଇଥିବାରୁ ଏହା ଶାନ୍ତ, ସୁନ୍ଦର ଓ ଶୀତଳ ଅଟେ। ଏହାର ପ୍ରଭାବ… Read More...
ଅନନ୍ତ ବାସୁଦେବ ମନ୍ଦିରର ରୋଷଘରେ ଅଗ୍ନିକାଣ୍ଡ Samaja Digital Aug 10, 2018 0 ଭୁବନେଶ୍ୱର: ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରର ରୋଷଘରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୧୧ଟି ରୋଷଘର ସମ୍ପୂର୍ଣ୍ଣ ପୋଡି ଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି… Read More...
ତ୍ରିରଙ୍ଗାର ଇତିହାସ Samaja Digital Aug 9, 2018 0 ସ୍ୱାଧୀନତା ସଂଗ୍ରାମୀ ପିଙ୍ଗଲି ଭେଙ୍କୟା କଂଗ୍ରେସ ଅଧିବେଶନରେ ମହାତ୍ମା ଗାନ୍ଧୀଙ୍କୁ ଭାରତର ଜାତୀୟ ପତାକା ପାଇଁ ପ୍ରସ୍ତାବ ଦେଇଥିଲେ। ଗାନ୍ଧୀଜୀଙ୍କୁ ତାଙ୍କର ସେହି ପ୍ରସ୍ତାବ ପସନ୍ଦ ଆସିଥିଲା। ଭେଙ୍କୟା ୫ବର୍ଷ… Read More...
ନେତାଜୀ ସୁବାଷ ଚନ୍ଦ୍ର ବୋଷ Samaja Digital Aug 9, 2018 0 ଅମର ସେହି ବ୍ୟକ୍ତିମାନେ, ଯାହାଙ୍କ ପାଇଁ ଆମ ଦେଶ ସ୍ୱାଧୀନ ହେଲା ଓ ଆମେ ଆଜି ସ୍ୱାଧୀନତାର ଅପାର ମଧୁରତା ଅନୁଭବ କରୁଛେ । ଆମେ ସୁଖଶାନ୍ତିରେ ଜୀବନ ଧାରଣ କରିବା ନିମନ୍ତେ ବହୁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ… Read More...
ଓଡିଶାର ଜାଲିଆନାଓ୍ୱାଲା ବାଗ- ଆମକୋ ସିମକୋ Samaja Digital Aug 9, 2018 0 ସୁନ୍ଦରଗଡ ଜିଲ୍ଲାରେ ଥିବା ଆମକୋସିମକୋକୁ ଓଡିଶାର ଜାଲିଆନାଓ୍ୱାଲା ବାଗ କୁହାଯାଏ। ଇତିହାସରେ ଜାଲିଆନାଓ୍ୱାଲା ବାଗ ଠାରୁ ଏହାର ମହତ୍ତ୍ୱ କୌଣସି ଗୁଣରେ କମ ନୁହେଁ। ୨୫ ଏପ୍ରିଲ ୧୯୩୯ରେ ଏଠାରେ ୩୬ଟି ମୌଜାର ଆଦିବାସୀ… Read More...
ମହାନ୍ ସଂଗ୍ରାମୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ Samaja Digital Aug 9, 2018 0 ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ହେଉଛନ୍ତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ସେ ବକ୍ସି ଜଗବନ୍ଧୁଙ୍କ ନାମରେ ବେଶ୍ ଲୋକପ୍ରିୟ । ୧୮୧୭ ମସିହାରେ ପାଇକ ବିଦ୍ରୋହ ହୋଇଥିଲା । ପାଇକ ବିଦ୍ରୋହକୁ… Read More...
ବୀର ସୁରେନ୍ଦ୍ର ସାଏ Samaja Digital Aug 9, 2018 0 ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ବୀର ସୁରେନ୍ଦ୍ର ସାଏ ବ୍ରିଟିଶମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ । ନିଜ ଜୀବନର ପ୍ରାୟ ୩୬ ବର୍ଷ ସେ କାରାଗରରେ କାଟିଥିଲେ । ୧୮୨୭ରୁ ୧୮୬୪ ମସିହା ପର୍ଯ୍ୟନ୍ତ ସେ ଇଂରେଜଙ୍କ… Read More...
ସଂଗ୍ରାମୀ ପିଣ୍ଡାକୀ ବାହୁବଳେନ୍ଦ୍ର Samaja Digital Aug 9, 2018 0 ପିଣ୍ଡାକୀ ବାହୁବଳେନ୍ଦ୍ର ଖୋର୍ଦ୍ଧା ଗଡର ଜଣେ ସ୍ୱାଧୀନତା ସଂଗ୍ରାମୀ । ପାଇକ ବିଦ୍ରୋହ ସମୟରେ ସେ ଇଂରେଜମାନଙ୍କର ଅନେକ କ୍ଷତି କରିଥିଲେ । ଜଙ୍ଗଲ ଓ ପାହାଡ ଉପରେ ଲୁଚି ଛପି ଇଂରେଜଙ୍କ ଉପରେ ଆକ୍ରମଣ କରିବାରେ ସେ… Read More...
ସ୍ୱାଧୀନତା ପାଇଁ ସବୁ କିଛି ଉତ୍ସଗ କରିଥିଲେ ସ୍ୱାଧୀନତା ସଂଗ୍ରାମୀ Samaja Digital Aug 9, 2018 0 ଭାରତ ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା। ୧୯୪୭ମସିହା ଅଗଷ୍ଟ ୧୫ତାରିଖରେ ପଣ୍ଡିତ ଜବାହାରଲାଲ ନେହେରୁ ଦିଲ୍ଲୀର ଲାଲକିଲ୍ଲାରେ ସ୍ୱାଧୀନ ଭାରତର ଜାତୀୟ ପତାକାକୁ ଉତ୍ତୋଳନ… Read More...
ସ୍ୱାଧୀନତାର ପାଇଁ ଏ ଦିନ Samaja Digital Aug 9, 2018 0 ଆମ ଦେଶ ଭାରତ ପାଇଁ ଅଗଷ୍ଟ୧୫,୧୯୪୭ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ, କାରଣ ଏହି ଦିନରେ ଇଂରେଜମାନଙ୍କ ଠାରୁ ଦେଶ ସ୍ୱାଧୀନତା ହାସଲ କରିଥିଲା। ସେହିଦିନ ଠାରୁ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ ଏବଂ ସମଗ୍ର… Read More...
ସ୍ୱାଧୀନତାର ମଧୁର ଅନୁଭବ ? Samaja Digital Aug 9, 2018 0 ସ୍ୱାଧୀନତା ହେଉ ଅଥବା ସ୍ୱତନ୍ତ୍ରତା ଏହି ଶବ୍ଦର ଅର୍ଥ ଏକ ବ୍ୟକ୍ତି ଜୀବନରେ କ’ଣ ? ଏହି ଶବ୍ଦର ପ୍ରକୃତ ସତ୍ୟାସତକୁ ଜଣେ କେତେ ଅନୁଭବ କରିପାରିଛି। ଏକ ସରଳ ବ୍ୟକ୍ତି ଜୀବନ ଉପରେ ଏ କାହାଣୀ ଆଧାରିତ । ଏକ ପରିବାର… Read More...
“ଗ୍ରେଟ ୱାଲ ଅଫ ଚାଇନା’ କେଉଁଠି? Samaja Digital Aug 9, 2018 0 ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ପଶ୍ଚିମ ଦେଶ ସହ ତୁଳନା କରିଥାନ୍ତି ଏକାଧିକ ଲୋକ। ପଶ୍ଚିମ ଦେଶର ଶିକ୍ଷା ବ୍ୟବସ୍ଥା କୁଆଡ଼େ ଭାରତଠାରୁ ବେଶ୍ ଉନ୍ନତ ଏଭଳି ମଧ୍ୟ ଶୁଣିବାକୁ ମିଳେ। ତୁର୍କୀର ଏକ ରିଆଲିଟି… Read More...
କେରଳ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଫଳନରେ ୨୦ମୃତ Samaja Digital Aug 9, 2018 0 ତିରୁଭାନନ୍ତପୁରମ୍: କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଫଳନରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କୋଚି ବିମାନ ବନ୍ଦରରେ ସମସ୍ତ ବିମାନ ଉଡ଼ାଣ ଓ ଅବତରଣକୁ ବାତିଲ କରିଦିଆଯାଇଛି। କେତେକ ଜରୁରୀକାଳୀନ ବିମାନର ଦିଗ ପରିବର୍ତ୍ତନ… Read More...
ରେଳ ଷ୍ଟେସନରେ କାହିଁକି ଲେଖାହୁଏ ସମୁଦ୍ର ତଳରୁ ଉଚ୍ଚତା Samaja Digital Aug 9, 2018 0 ନୂଆଦିଲ୍ଲୀ: ଭାରତୀୟ ରେଳ ବିଶ୍ୱର ଦ୍ୱିତୀୟ ବୃହତ୍ ରେଳ ନେଟୱାର୍କ। ଆଜି ମଧ୍ୟ ଦେଶର ପ୍ରମୁଖ ନିଯୁକ୍ତି ପ୍ରଦାନ କରୁଥିବା ସଂସ୍ଥାନ ମଧ୍ୟରୁ ରେଳବାଇ ଅନ୍ୟତମ। ଏହି ବିଶାଳ ସଂସ୍ଥାନର କିଛି ବିଚିତ୍ର ନିୟମ ସମ୍ପର୍କରେ… Read More...
ରାଫେଲ୍ ଚୁକ୍ତି ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ଦୁର୍ନୀତି: ଅରୁଣ ସୌରୀ Samaja Digital Aug 9, 2018 0 ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଯେତେ ସବୁ ଦୁର୍ନୀତି ହୋଇ ଆସିଛି ତା ମଧ୍ୟରେ ରାଫେ୍ଲ ବିମାନ କ୍ରୟ ଚୁକ୍ତି ସବୁଠାରୁ ବଡ଼ ଦୁର୍ନୀତି। ବୋଲି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ଅରୁଣ ସୌରୀ।… Read More...
ଆଉ ୫ ହଜାର କୋଟି ଟଙ୍କାର ଲାଭାଂଶ ଦେବ ଆରବିଆଇ Samaja Digital Aug 9, 2018 0 ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ ପ୍ରକ୍ରିୟାକୁ ଅନୁମୋଦନ କରିଛି ଭାରତୀୟ ରିଭର୍ଭ ବ୍ୟାଙ୍କ। ଲାଭାଂଶ ବାବଦରେ ୪୫ ହଜାର କୋଟି ଟଙ୍କା ଦେବା ପାଇଁ ଆରବିଆଇ ବଜେଟ୍ରେ ବ୍ୟବସ୍ଥା… Read More...
ୟୁପିରେ ପୁଣି ୨ଆଶ୍ରୟ ସ୍ଥଳରୁ୨୬ ମହିଳା ନିଖୋଜ Samaja Digital Aug 9, 2018 0 ଲକ୍ଷ୍ନୌ: ୟୁପି ଦେଉରିଆ ଆଶ୍ରୟ ସ୍ଥଳ ଘଟଣା ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ପୁଣି ସେଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି। ଦେଉରିଆ ଆଶ୍ରୟସ୍ଥଳ ଅଘଟଣର ପୁନରାବୃତ୍ତି ଏଡ଼ାଇବାକୁ ସରକାରୀ ଅଧିକାରୀମାନେ… Read More...
ନିର୍ବାଚନ ବେଳେ ମୁଖ୍ୟ ଆୟୁକ୍ତ ଶୋଇଥିଲେ: ପାକିସ୍ତାନ ମୁଖ୍ୟ ବିଚାରପତି Samaja Digital Aug 9, 2018 0 ଇସଲାମାବାଦ୍: ପାକିସ୍ତାନ ନିର୍ବାଚନ ସରିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ ନେଇ ଦେଶବିଦେଶରେ ଚର୍ଚ୍ଚା ଲାଗି ରହିଛି। ନିର୍ବାଚନରେ ହୋଇଥିବା ଅନିୟମିତତାର ନୂଆ ଅଧ୍ୟାୟ ପ୍ରତିଦିନ ସାମ୍ନାକୁ ଆସୁଛି। ଏବେ ସେଭଳି… Read More...
ପଶ୍ଚିମବଙ୍ଗ ବିଜେପି ମୁଖ୍ୟଙ୍କ ଗାଡ଼ି ଉପରେ ଆକ୍ରମଣ Samaja Digital Aug 9, 2018 0 କଲକାତା: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲାର ଖତରାଠାରେ ହୋଇଛି ଏଭଳି ଆକ୍ରମଣ। ଖତରାରେ ଦଳୀୟ କର୍ମୀଙ୍କ ବାସଭବନରୁ ନୈଶଭୋଜ ସାରି ନିଜ… Read More...
ହାର୍ଦ୍ଦିକଙ୍କ ଜେଲ୍ ଦଣ୍ଡ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ Samaja Digital Aug 9, 2018 0 ଅହମ୍ମଦାବାଦ୍: ହାର୍ଦ୍ଦିକ ପଟେଲ୍ଙ୍କ ଜେଲ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଦେଇଛନ୍ତି ଗୁଜରାଟ ହାଇକୋର୍ଟ। ୨୦୧୫ରେ ସଂରକ୍ଷଣ ଆନ୍ଦୋଳନ ବେଳେ ହିଂସା ଓ ଭଙ୍ଗାରୁଜା ଅଭିଯୋଗରେ ଏକ ସେସନ୍ କୋର୍ଟ ହାର୍ଦ୍ଦିକଙ୍କୁ ଜେଲ୍… Read More...
ଭାରତୀୟ ଦମ୍ପତିଙ୍କୁ ଓହ୍ଲାଇଦେଲା ବ୍ରିଟିଶ ବିମାନ Samaja Digital Aug 9, 2018 0 ନୂଆଦିଲ୍ଲୀ: ବ୍ରିଟିଶ ଏୟାରୱେଜର ବିମାନରୁ ଜଣେ ଭାରତୀୟ ଦମ୍ପତିଙ୍କୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ଏପି ପାଠକ ନାମକ ଜଣେ ବ୍ୟକ୍ତି ସପରିବାର ଲଣ୍ଡନରୁ ବର୍ଲିନ ଯାତ୍ରା କରୁଥିବା ଏଭଳି ଅଘଟଣ ଘଟିଛି। ନିର୍ଦ୍ଧାରିତ… Read More...
ଆଜି ୧୨ ଘଣ୍ଟିଆ ମହାରାଷ୍ଟ୍ର ବନ୍ଦ Samaja Digital Aug 9, 2018 0 ମୁମ୍ବଇ: ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୬% ସଂରକ୍ଷଣ ଦାବି କରି ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି। ସେହିପରି ନିଖିଳ ଭାରତ କିଶାନ ସଭା ପକ୍ଷରୁ ଆଜି ଅପରାହ୍ଣରେ… Read More...
ପୁଣି ଅଲୋଡା ହେଲା ଶିଶୁ କନ୍ୟା Samaja Digital Aug 9, 2018 0 ଢେଙ୍କାନାଳ: ପୁଣି ଏକ ଶିଶୁ କନ୍ୟା ଅଲୋଡା ହୋଇପଡିଛି। ଢେଙ୍କାନାଳ ସୋଗର ପଞ୍ଚାୟତର ଝଗଡପଦା ନିକଟରେ ଏକ ବୁଦା ମୂଳରୁ ଶିଶୁକନ୍ୟା ଉଦ୍ଧାର ହୋଇଛି। ଜନ୍ମଦାତ୍ରୀ ମାଆ ନବଜାତ ଶିଶୁକନ୍ୟାକୁ ବୁଦାମୂଳରେ ଛାଡି ପଳାଇଛି।… Read More...
ଦ୍ରାବିଡ଼ ରାଜନୀତିର ପିତାମହ Samaja Digital Aug 9, 2018 0 କରୁଣାନିଧିଙ୍କ ନିଧନରେ ଦ୍ରାବିଡ଼ ରାଜନୀତି ତାହାର ଶେଷ ପ୍ରତିମା ହରାଇଲା। ସତୁରିବର୍ଷର ଏକ ବିଚିତ୍ର ଘଟଣାବହୁଳ ରାଜନୈତିକ ଜୀବନର ଅଧିକାରୀ କରୁଣାନିଧି ଗୋଟିଏ କାଳଖଣ୍ଡର ଚରିତ୍ର ଓ ପ୍ରକୃତିର ପରିଭାଷା ନିର୍ଦ୍ଧାରଣ… Read More...
ବ୍ରହ୍ମପୁରରେ କୃଷକ ସଂଘର ଆନ୍ଦୋଳନ Samaja Digital Aug 9, 2018 0 ବ୍ରହ୍ମପୁର: ବିଭିନ୍ନ ଦାବିପୂରଣ ନେଇ ସିଟୁ ଓ ଓଡ଼ିଶା କୃଷକ ସଂଘ ପକ୍ଷରୁ ଜେଲଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ନେତା ଓ କର୍ମୀମାନେ ଏକ ବିରାଟ ପଟୁଆରରେ ବ୍ରହ୍ମପୁର ସହର ପରିକ୍ରମା କରି ବ୍ରହ୍ମପୁର… Read More...
ଉପାଧ୍ୟକ୍ଷ ନିର୍ବାଚନ: ବିଜେପି ଚାଲରେ ମାତ୍ ଖାଇଲେ ବିରୋଧୀ Samaja Digital Aug 9, 2018 0 ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି। ଏହି ଦୌଡ଼ରେ କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳ ପ୍ରାର୍ଥୀ ବିକେ ହରିପ୍ରସାଦ ଥିଲେ। ତେବେ… Read More...
ବିଧାନ ପରିଷଦ: ଏକ ଅଲୋଡ଼ା ଅନୁଷ୍ଠାନ Samaja Digital Aug 9, 2018 0 ସନ୍ତୋଷ ଦାସ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇ ଯେତେବେଳେ ପ୍ରଶାସନକୁ ସଂକୁଚିତ କରାଯାଉଛି, ସେତେବେଳେ ବିଧାନ ପରିଷଦ ଗଠନ କରାଯାଇ ଆଇନ ପ୍ରଣୟନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତୁତି… Read More...
ମହାନ ରାଷ୍ଟ୍ରନାୟକ Samaja Digital Aug 9, 2018 0 ମହାପୁରୁଷମାନଙ୍କଠାରେ କିଛି ବିଶେଷ ଗୁଣଥାଏ। ସେହି ଗୁଣ ହିଁ ତାଙ୍କୁ ମହାମନୀଷୀ ଭାବରେ ସାଧାରଣରେ ପରିଚିତ କରାଇଥାଏ। ସାଧୁତା, ସଚ୍ଚୋଟତା, ସରଳତା, ନିରହଂକାର ଭାବ ଆଦର୍ଶସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଶ୍ରେଷ୍ଠ ଭୂଷଣ… Read More...