ଓଡ଼ିଆ ବିଶ୍ଵବିଦ୍ୟାଳୟ ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ସତ୍ୟବାଦୀ ଗସ୍ତ

ସୁଆଣ୍ଡୋ: ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ  ଆବଶ୍ୟକ ଜମି ନିରୁପଣ କରିବା ପାଇଁ ପୁରୀ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ ଶୁକ୍ରବାର ସତ୍ୟବାଦୀ ଗସ୍ତରେ ଆସିଥିଲେ। ସତ୍ୟବାଦୀ ଗୋପୀନାଥ ଦେବଙ୍କ ନାମରେ ଥିବା…
Read More...

କେରଳ ବନ୍ୟାରେ ୮ ହଜାର କୋଟି ଟଙ୍କାର କ୍ଷତି

କୋଚି: କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୮ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରଯାଇଛି। ୧୩ଟି ଜିଲାରେ ପୁଣି ଥରେ ରେଡ୍‍ ଆଲର୍ଟ ଜାରି କରାଯାଇଛି। ଜଳ, ସ୍ଥଳ ଓ ବାୟୁସେନା ବାହିନୀ,…
Read More...

ବାରହା ଆକ୍ରମଣରେ ୪ ଗୁରୁତର

କଟକ: ଆଠଗଡରେ ବାରହା ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତ ଆହତ ମାନଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ,…
Read More...

ଯୁବତୀ ପୋଡି ହୋଇ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର-ଏ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ଭୋର ସମୟରେ ଜଣେ ଯୁବତୀ ପୋଡି ହୋଇଯିବାରୁ ମୃତ୍ୟୁ ହୋଇଛି। ଯୁବତୀଙ୍କୁ ତାଙ୍କ ପ୍ରେମିକ ପୋଡି ମାରି ଦେଇଥିବା…
Read More...

ତର୍କରେ ଭାଗ ନେଇନାହାନ୍ତି ୩୦% ସାଂସଦ

ଚେନ୍ନାଇ: ଷୋଡ଼ଶ ଲୋକସଭାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ମଧ୍ୟରୁ ୩୦% ସଂସଦଙ୍କର ପ୍ରଦର୍ଶନ ଦୁର୍ବଳ ରହିଛି। ସେମାନଙ୍କ ମଧ୍ୟରୁ ୨୫ ଜଣ ଆଦୌ କୌଣସି ତର୍କରେ ଭାଗ ନେଇ ନାହାନ୍ତି କି କୌଣସି ପ୍ରଶ୍ନ ପଚାରି…
Read More...

ଦୁଇ ଚୋର ଗିରଫ

ବଡବିଲ: ବଡବିଲ ପୁଲିସ ଦୁଇ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନାମ ମନୋଜ ରାଜପୁତ ଓ ସନ୍ଦିପ କଣ୍ଡୁଳାନା। ସେମାନଙ୍କ ନାମରେ ଚୋରି ମାମଲା ରହିଛି। ସେମାନଙ୍କ ଠାରୁ ୧୦ଟି ମୋବାଇଲ, ୩ଟି ଟ୍ରକ ଟାୟାର, ୪ଟି…
Read More...

ଗୋ ହିଂସା ରୋକିବାକୁ ଉତ୍ତରାଖଣ୍ଡରେ ଜାରି ହେବ ହେଲ୍ଫ ଲାଇନ୍‍

ନୈନିତାଲ୍‍: ଗୋ ଚାଲାଣ ଜନିତ ହିଂସା ସମ୍ପର୍କରେ ତ୍ୱରିତ ସୂଚନା ଦେବା ପାଇଁ ଉତ୍ତରାଖଣ୍ଡ ଗୋ ସେବା ଆୟୋଗ ଖୁବ୍‍ ଶୀଘ୍ର ଏକ ହେଲ୍ଫ ଲାଇନ୍‍ ନଂ ଜାରି କରିବ। ଆୟୋଗର ଅଧ୍ୟକ୍ଷ ନରେନ୍ଦ୍ର ସିଂହ ରାୱତ୍‍ ଏହି ସୂଚନା…
Read More...

ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତିକୁ ଶିବସେନାର ସମାଲୋଚନା

ମୁମ୍ବଇ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଯେଉଁ ଦୃଢ଼ୋକ୍ତି କରିଛନ୍ତି ତାହାକୁ ସମାଲୋଚନା କରିଛି ଶିବସେନା। ଆଉ ମାତ୍ର କିଛି ବର୍ଷ…
Read More...

ବାଜପେୟୀଜୀଙ୍କ ମହାପ୍ରୟାଣରେ ସମୂହ ଦୀପଦାନ

ସୁଆଣ୍ଡୋ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଗୁରୁବାର ଦିନ ମହାପ୍ରୟାଣ ଘଟିଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ସାକ୍ଷୀଗୋପୀନାଥ ମନ୍ଦିର ଆଗରେ ଥିବା ଅରୁଣ ସ୍ତମ୍ଭ ନିକଟରେ ସମୂହ…
Read More...

ସର୍ବୋତ୍ତମ କର୍ତ୍ତବ୍ୟ

ଯୁଗେଯୁଗେ ସାଧୁସନ୍ଥମାନେ ସମାଜକୁ ଦିଗ୍‌ଦର୍ଶନ ଦେଇଥାନ୍ତି, ବାଟହୁଡ଼ି ଅନ୍ଧାରରେ ବୁଲୁଥିବା ମଣିଷକୁ ବାଟକୁ ଆଣିବା ଦିଗରେ ସକଳ ପ୍ରଚେଷ୍ଟା କରିଥାନ୍ତି। ଏଥିପାଇଁ ସମୟେସମୟେ ସେମାନଙ୍କୁ ନିର୍ଯାତନା, ବ୍ୟଙ୍ଗବିଦ୍ରୂପର…
Read More...

ରାଜନୀତିର ଅଟଳପୁରୁଷ

ଭାରତୀୟ ରାଜନୀତିର ଅନନ୍ୟ ପୁରୁଷ, ବାଗ୍ମୀ, ବିଦ୍ବାନ, କବି, ନୀତିନିଷ୍ଠ ଓ ଆକର୍ଷଣୀୟ ବ୍ୟକ୍ତିତ୍ବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନିଧନ ଦେଶପାଇଁ ଏକ ଅପୂରଣୀୟ କ୍ଷତି। ସେ ଭାରତୀୟ ସଂସ୍କୃତି ଓ…
Read More...

ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚନ ଆଜି

ଇସଲାମାବାଦ୍‍: ପାକିସ୍ତାନରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନିର୍ବାଚନ। ପାକିସ୍ତାନ ଜାତୀୟ ଆସେମ୍ବ୍ଲି ପାଇଁ ଗତ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ପୂର୍ବତନ କ୍ରିକେଟ ତାରକା ଇମ୍ରାନ୍‍…
Read More...

ଏସୀୟ କ୍ରୀଡ଼ାରେ ଭାରତର ଅବଦାନ

ବିଜନ କୁମାର ମହାପାତ୍ର ଅଲିମ୍ପିକ୍ସ ପରେ ଯଦି ଅନ୍ୟ କୌଣସି ଭବ୍ୟ କ୍ରୀଡା ମହାକୁମ୍ଭକୁ କ୍ରୀଡାପ୍ରେମୀ ଅନେଇ ବସିଥାଆନ୍ତି, ତାହା ହେଲା ଏସୀୟ କ୍ରୀଡା (ଏସିଆନ ଗେମ୍ସ) । ବିଶ୍ବର ବୃହତ୍ତମ ବହୁକ୍ରୀଡା ବିଶିଷ୍ଟ…
Read More...

ଆଦିବାସୀଙ୍କ ଗୁଣିଗାରେଡ଼ି ଓ ଆପରାଧିକ ଚେତନାବୋଧ

ଦେବ ରଞ୍ଜନ ଫାଶୀଦଣ୍ଡ କାହାରିକୁ ମିଳିବା ଉଚିତ ନୁହେଁ । ଅନ୍ତତଃ ଏଭଳି ଅପରାଧରେ ତ ଆଦୌ ନୁହେଁ ଯେଉଁଠି ଅପରାଧୀ ଅପେକ୍ଷା ଉକ୍ତ ଅପରାଧ ଲାଗି ବୃହତ୍ତର ସମାଜ ଓ ରାଷ୍ଟ୍ର ବ୍ୟବସ୍ଥା ଅଧିକ ପରିମାଣରେ ଦାୟୀ । ଏହା ସତ୍ୟ…
Read More...

ଚତୁର୍ଥ ଦିନରେ ପହଞ୍ଚିଲା ଓକିଲ ସଂଘର ଆନ୍ଦୋଳନ

ଖୋର୍ଦ୍ଧା: ଖୋର୍ଦ୍ଧା କୋର୍ଟରେ ଓକିଲ ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଓକିଲ ସଂଘର ଆନ୍ଦୋଳନ ଦ୍ବାରା କୋର୍ଟ କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି। ଓକିଲମାନେ ଏହି ଆନ୍ଦୋଳନରେ ଜର୍ଜଙ୍କୁ କୋର୍ଟ ମଧ୍ୟକୁ ଛାଡୁ…
Read More...

କାଶ୍ମୀରରେ ପୁଣି ଜଣେ ଯବାନ ସହିଦ

ଜାମ୍ମୁ-କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ଜାମ୍ମୁ-କାଶ୍ମୀରରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସେନାବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କୁପୱାରା ଜିଲା କାରାଲ୍‍ଗୁଣ୍ଡ ଅଞ୍ଚଳରେ ଆଜି ସକାଳୁ…
Read More...

ଅଟଳଙ୍କ ଅନ୍ତିମ ଯାତ୍ରା : ବାସଭବନରୁ ବିଜେପି କାର୍ଯ୍ୟାଳୟ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ସେନା ବାହିନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଟଳଙ୍କ…
Read More...

ବିବାହର ୪ ମାସ ପରେ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

ଭଦ୍ରକ: ବିବାହକୁ ଚାରି ମାସ ନ ପୁରୁଣୁ ବିଷ ପିଇ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମରେ। ମୃତ ସ୍ୱାମୀ ଓ ସ୍ତ୍ରୀ ହେଲେ…
Read More...

୧୧କେଭି ବିଦ୍ୟୁତ ତାର ପଡି ବୃଦ୍ଧ ମୃତ: ପ୍ରତିବାଦରେ ରାସ୍ତାରୋକ

ଗୋପ: ରାମଚଣ୍ଡୀ ଥାନା ଅଧିନ ଗଡ଼ବାଙ୍ଗର ଗାଁର ଜଣେ ବୃଦ୍ଧଙ୍କ ଉପରକୁ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଶୁକ୍ରବାର ସକାଳେ ବୃଦ୍ଧ ଜଣକ ଶୌଚ ହେବାପାଇଁ ଘରୁ ଯାଉଥିବା ବେଳେ…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା, ୨ ଅଟକ

ଝାରସୁଗୁଡା: ଝାରସୁଗୁଡା ଜିଲା ବଡମାଲ ଥାନା ଅନ୍ତର୍ଗତ ହିରମା ଗ୍ରାମର ମୁଣ୍ଡାପଡାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାରୁ ଜଣେ ଯୁବକକୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ବିଜୟ ଭୋଇ (୪୦) । ଏଥିରେ…
Read More...

ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବବୁଲ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୁଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଆହତ ହୋଇଛି। ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ବବୁଲ ଆହତ ହୋଇଛି । ବବୁଲର ବାମଗୋଡରେ ଗୋଟିଏ ଗୁଳି ବାଜିଛି । ଆହତ ଅପରାଧି ବବୁଲ…
Read More...

ସରକାରୀ ଛୁଟି ଘୋଷଣା : ଆଜି ବନ୍ଦ ରହିବ ଅଫିସ୍‌, ବ୍ୟାଙ୍କ, ସ୍କୁଲ, କଲେଜ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲିକୁ ସରକାରୀ ଭାବେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ…
Read More...

ବାଜପେୟୀଙ୍କର ଅବଢ଼ା ପ୍ରିୟ ଥିଲା

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ଥିଲେ। ସେ ମହାପ୍ରସାଦ ସେବା କରିବାକୁ ବହୁତ ଭଲପାଉଥିଲେ। ଅତି ନିକଟରେ…
Read More...

ମୋ ପାଇଁ ବ୍ୟକ୍ତିଗତ କ୍ଷତି : ନବୀନ

ଭୁବନେଶ୍ୱର : ‘‘ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବିୟୋଗ ଏକ ବିରାଟ ଜାତୀୟ କ୍ଷତି ସହ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ମୁଁ ମୋର ପ୍ରାରମ୍ଭିକ ରାଜନୈତିକ ଜୀବନରେ ଅଟଳବିହାରୀ ବାଜପେୟୀଙ୍କ ସାହଚର୍ଯ୍ୟ…
Read More...

ବାଜପେୟୀ ଥିଲେ ଅନନ୍ୟ ଚିନ୍ତାନାୟକ: ବିଜେପି

ଭୁବନେଶ୍ୱର :ପୂର୍ବତନ ପ୍ରଧାନମନ୍ତ୍ରୀ, ବିକାଶ ପୁରୁଷ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଦୁଃଖଦ ବିୟୋଗରେ ରାଜ୍ୟ ବିଜେପି ପକ୍ଷରୁ ପାର୍ଟି କାର୍ଯ୍ୟାଳୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।…
Read More...

୧୪ ଉପସଭାପତି, ୨୪ ସାଧାରଣ ସମ୍ପାଦକ ଓ ୯୯ ସମ୍ପାଦକ

ନୂଆଦିଲ୍ଲୀ : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଆଇସିସି ଦ୍ୱାରା ଘୋଷିତ ନୂଆ ପିସିସି ଟିମରେ ୧୪ ଜଣ ଉପସଭାପତି, ୨୪ ଜଣ ସାଧାରଣ ସଂପାଦକ,…
Read More...

ଦେବଦୂତ ସାଜିଲା ପୁଲିସ : ମାଓ ନେତାଙ୍କ ମା’ଙ୍କୁ ମେଡିକାଲ ଆଣିଲା

ମାଲକାନଗିରି/କାଲିମେଳା : ମାଓବାଦୀ ଓ ପୁଲିସ ମଧ୍ୟରେ ଏଠାରେ ଛକାପଞ୍ଝା ଲାଗି ରହିଥିବା ବେଳେ ପୁଲିସ ମାଓନେତା ରଣଦେବଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। କାଲିମେଳା…
Read More...

୧୯ରୁ ପୁଣି ବର୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ପରେ ଏବେ ଦକ୍ଷିଣ ଛତିଶଗଡ଼ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ମୁହାଁଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ଏବେ…
Read More...

ପଞ୍ଜୀକରଣ ହେଲା ଭର୍ଚୁଆଲ ଏକାଡେମୀ : ଗୁଗୁଲ୍‍ରେ ଉପଲବ୍ଧ ହେବ ଓଡ଼ିଆ

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିବାପାଇଁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭର୍ଚୁଆଲ ଏକାଡେମୀକୁ ପଞ୍ଜୀକରଣ କରାଯାଇଛି। ଖୁବ୍‍ଶୀଘ୍ର ୨୦୦୦ପୁସ୍ତକ ଡିଜିଟାଇଜେସନ କରାଯିବ। ଏହି ଦାୟିତ୍ୱ…
Read More...

ଲଘୁଚାପ ବର୍ଷାରେ ୮ ଜିଲା ପ୍ରଭାବିତ;୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, ରାୟଗଡ଼ା ଓ କନ୍ଧମାଳ ଆଦି ୮ଟି ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏସବୁ ଜିଲାର ୪୮ଟି ବ୍ଳକରେ ୩୩୨ଟି…
Read More...

ଆସ୍କା ପୁଲିସକୁ ବଡ ସଫଳତା

ଆକ୍ସା : ଗଞ୍ଜାମ ଜିଲା ଆସିକା ମଦ ବ୍ୟବସାୟୀ ପ୍ରତାପ ପୋଲେଇଙ୍କ ହତ୍ୟା ଘଟଣାରେ ଦୁଇ ଅଭୁଯୁକ୍ତଙ୍କୁ ଗିରଫ କରାଯାଇଛି। ଆସିକା ପୁଲିସ ଦ୍ୱାରା ଧରା ଯାଇଥିବା ଅଭିଯୁକ୍ତ ମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ୍‍, ୧୦ଟି…
Read More...

ଶୁକ୍ରବାର ରାଶିଫଳ

ମେଷ: ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ପେଟରେ ବ୍ୟଥା ଦେଖାଦେବ। ବୃଷ:…
Read More...

ଗୋପବନ୍ଧୁ ଭବନରେ ବାଜପେୟୀ

କଟକ: ପରଲୋକ ଗମନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୪ ସେପ୍ଟେମ୍ବର ୨ରେ ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ବିଜେପିର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା…
Read More...

ବାଜପେୟୀଙ୍କ ବିୟୋଗରେ  ଶୁକ୍ରବାରଦିନ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର/କଟକ. ପୂର୍ବତନ ପ୍ରଧାନମନ୍ତ୍ରୀ  ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ମୃତ୍ୟୁ  ପରେ ଶୁକ୍ରବାରରେ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।  ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ…
Read More...

ଅଗଷ୍ଟ ୧୫ ତାରିଖରେ  ଜନ୍ମ ନେଲା ଦେଶର ପ୍ରଥମ ପେଙ୍ଗୁଇନ୍‌

ମୁମ୍ବାଇ:  ଅଗଷ୍ଟ ୧୫ ତାରିଖ ଦିନ  ମୁମ୍ବାଇରେ ଥିବା ବୀରମାତା ଜୀଜାବାଇ ଭୋସଲେ ଉଦ୍ୟାନ ଚିଡିଆଖାନାରେ ଦେଶର ପ୍ରଥମ ପେଙ୍ଗୁଇନ ଶାବକ ଜନ୍ନ ଗ୍ରହଣ କରିଛି ।  ଅଗଷ୍ଟ ପନ୍ଦର ରାତି ୮ଟା ୨ ସମୟରେ ଚିଡିଆଖାନାରେ ଥିବା…
Read More...

ମଦ ଦୋକାନ ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

ଗଞ୍ଜାମ: ଗଞ୍ଜାମ ବ୍ଲକ କରପଡ଼ା ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଛି। ଗ୍ରାମରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ମହୁଲ ମଦ ଦୋକାନ ବନ୍ଦ କରିବା ପାଇଁ ସ୍ୱୟଂସହାୟିକା ମହିଳା ଗୋଷ୍ଠୀ ଓ ଗ୍ରାମ କମିଟି ଅଣ୍ଟା…
Read More...

ଲୋମଶ ଶିଶୁ କାହ୍ନାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗ୍ରାମର ରାମଚନ୍ଦ୍ର ନାୟକଙ୍କ ପୁଅ କାହ୍ନା ଧୀରେ ଧୀରେ ସୁସ୍ଥ ହେଉଛି । ଜନ୍ମଗତ ଦୋଷ ଯୋଗୁଁ କାହ୍ନାର ଶରୀରରେ ଲୋମ ଓ ମାଂସ ପିଣ୍ଡୁଳା ବଢିଥିବାରୁ ତାହାର…
Read More...

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବାତିଲ

ନୂଆଦିଲ୍ଲୀ: ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ବାତିଲ କରି ଦିଆଯାଇଛି। ବାଜପେୟୀଙ୍କ…
Read More...

ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅଘଟଣ: କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ: ବିଜେପି କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଖସି ପଡ଼ିଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପତାକା ଉତ୍ତୋଳନ କରିବା ପୂର୍ବରୁ ପତାକା ତଳେ ଖସି ପଡ଼ୁଥିଲା। କିନ୍ତୁ ତଳେ…
Read More...

ଲାଞ୍ଚ ନେବା ଘଟଣାରେ ଗିରଫ ମହିଳା ଆଇଆଇସି ନିଲମ୍ବିତ

ଅନୁଗୁଳ: ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ହାତରେ ଧରା ପଡିଥିବା ମହିଳା ପୁଲିସ ଅଧିକାରୀଙ୍କୁ ଗୁରୁବାର ଦିନ ନିଲମ୍ବିତ କରାଯାଇଛି। ପୁଲିସ ଡିଜିପି ଆର.ପି.ଶର୍ମା ତାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ,…
Read More...

ବିଭିନ୍ନ ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମଗ୍ର ରାଜ୍ୟରୁ ଅନେକ ଶିକ୍ଷକ-ଅଧ୍ୟାପକ ଆସି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୋଗ୍ୟ…
Read More...

ଧ୍ୱଂସ ତୁଳନାରେ ଗଢ଼ିବା କଷ୍ଟକର: ପ୍ରଧାନ ବିଚାରପତି

ନୂଆଦିଲ୍ଳୀ: କୌଣସି ଜିନିଷ କିମ୍ବା ବ୍ୟବସ୍ଥାକୁ ଧ୍ୱଂସ କରିବା ଯେତିକି ସହଜ ଗଢ଼ିବା ତା’ଠାରୁ ବହୁ ଅଧିକ କଷ୍ଟକର ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର। ବୁଧବାର ଦିନ ସୁପ୍ରିମକୋର୍ଟ ବାର…
Read More...

ପୁଲିସ ପାଇଁ ଜେରା ପାଲଟିଛି ମୁଣ୍ଡବ୍ୟଥା

ପାଟନା: ବିହାର ଆଶ୍ରୟ ଗୃହରେ ୨ ଯୁବତୀଙ୍କ ମୃତ୍ୟୁ ସମ୍ପର୍କିତ ତଦନ୍ତ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସାଧାରଣତଃ ତଦନ୍ତ ସମୟରେ ଅଭିଯୁକ୍ତ ଭୟଭୀତ ହେଉଥିବାବେଳେ ଆଶ୍ରୟ ଗୃହ ମାମଲାରେ ଏହାର ଠିକ୍‍ ଓଲଟା…
Read More...

ଜେଲ୍‍ରେ ସ୍ୱାଧୀନତା ଦିବସ ପାଳିଲେ ନୱାଜ୍‍ ସରିଫ

ଇସଲାମାବାଦ୍‍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‍ ରାୱଲପିଣ୍ଡି ଜେଲ୍‍ ପରିସରରେ ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ସରିଫ୍‍ଙ୍କ ଅର୍ଥରେ ୧୦ ପାଉଣ୍ଡ ବିଶିଷ୍ଟ ୩ଟି କେକ୍‍ ଅଣାଯାଇଥିଲା।…
Read More...

ଏମ୍ସକୁ ପୁଣି ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏମ୍ସ ଯାଇଛନ୍ତି। ଗତ କାଲି ଏମ୍ସ ଯାଇ ସେ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ଏମ୍ସ…
Read More...

ରଘୁବାରି ଘାଟି ଧସିଲା: ୪୦ରୁ ଅଧିକ ଗ୍ରାମ ବିଚ୍ଛିନ୍ନ

ରାୟଗଡା: ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରି ଘାଟି ଧସି ଯାଇଛି। ଏହା ଫଳରେ ୪୦ରୁ ଅଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସମସ୍ତ ଗ୍ରାମ ବାହ୍ୟ ଜଗତ ଠାରୁ ବିଚ୍ଛିନ୍ନ ହୋଇ…
Read More...

ପିସିସି ସମ୍ପାଦକ ମଣ୍ଡଳୀରେ ଜ୍ଞାନ ପଟ୍ଟନାୟକ

ସୁଆଣ୍ଡୋ: ଅବିଭକ୍ତ ପୁରୀ ଜିଲା ଡେଲାଙ୍ଗ ଉଦୟପୁର ଗ୍ରାମର ଯୁବନେତା ଜ୍ଞାନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସମ୍ପାଦକ ମଣ୍ଡଳୀରେ ସ୍ଥାନ ପାଇଛନ୍ତି। ବିଗତ କିଛି ଦିନ ହେଲା ଜ୍ଞାନ ପଟ୍ଟନାୟକ ଯୁବ କଂଗ୍ରେସ ସମ୍ପାଦକ ଓ ରାଜ୍ୟ…
Read More...

ବାଜପେୟୀଙ୍କ ରାଜନୈତିକ ଗତିପଥ

ନୂଆଦିଲ୍ଲୀ: ଭାରତ ରତ୍ନ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବେ ଏମ୍ସରେ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା…
Read More...

ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲା ବାଲିସି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ବ୍ୟକ୍ତି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ…
Read More...

ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଉତ୍ତେଜନା

ବାଲେଶ୍ୱର: ବାଲେଶ୍ୱର ଜିଲା ବାହାନାଗା ବ୍ଲକ କଣ୍ଟାପଡା ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ପଦ ସମସ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ସମସ୍ୟାକୁ ନେଇ ଏସ.ଏମ୍‍.ଡି.ସି ସଭାପତି ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ…
Read More...

ଚିଲିକାରେ ଜଳ ବିମାନ ବନ୍ଦର ପ୍ରତିଷ୍ଠାକୁ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ବିରୋଧ

ଭୁବନେଶ୍ୱର: ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚିଲିକାରେ ଜଳ ବିମାନ ବନ୍ଦର ପ୍ରତିଷ୍ଠାକୁ ନେଇ ମତ୍ସ୍ୟଜୀବୀ ମାନେ ବିରୋଧ କରିଛନ୍ତି। ଜଳ ବିମାନ ବନ୍ଦର…
Read More...

ଚକ୍ଷୁ ଥାଇ ବି ଚକ୍ଷୁହୀନ

ମୋଗଲ ସମ୍ରାଟ ଆକବରଙ୍କ ଦରବାରରେ ପ୍ରଧାନ ବିଦୂଷକ ଥିଲେ ବୀରବଲ। ବୀରବଲଙ୍କୁ ସମ୍ରାଟ ଖୁବ୍‌ ସମ୍ମାନ କରୁଥିଲେ। ଦରବାରରେ ତାଙ୍କର ବିଶେଷ ଖ୍ୟାତି ଥିଲା। ସେଦିନ କୌତୂହଳୀ ହୋଇ ଆକବର ବୀରବଲଙ୍କୁ ପ୍ରଶ୍ନ କଲେ- ଆଚ୍ଛା…
Read More...

ଆଜି ନୂଆଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଆଜି ସନ୍ଧ୍ୟାରେ ନୂଆଦିଲ୍ଳୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ…
Read More...

ଏକ ଦେଶ, ଅନେକ ନିର୍ବାଚନ

ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଓକିଲାତି କରିଆସୁଛନ୍ତି। ଏବେ ଖବର ମିଳିଛି ଯେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ପ୍ରାୟ…
Read More...

ବେପାର ଓ ମଉଜର ଧାର୍ମିକ ଯାତ୍ରା!

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛି ବର୍ଷ ଧରି ଶ୍ରାବଣ ମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି । ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ​‌େ​‌ବରଙ୍ଗରେ ସଜ୍ଜିତ ବାହୁଙ୍ଗି ଧରି ହଜାରହଜାର…
Read More...

ନିଆରା ମଣିଷ ଗୋପୀ ସାହୁ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ବଳପୁର ଗ୍ରାମର ଗୋପୀ ସାହୁ ଏବେ ଜଣେ ନିଆରା ମଣିଷ ଭାବେ ପରିଚିତ ହୋଇ ଯାଇଛନ୍ତି । ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କୋଡ଼ିଏ ବର୍ଷ ଧରି ନିରବଚ୍ଛିନ୍ନ…
Read More...

୩୦୦ ଭାରତୀୟ ଶିଶୁ ବିକ୍ରି କରିଥିବା ଯୁବକ ଗିରଫ

ମୁମ୍ବାଇ: ଆମେରିକାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପ୍ରାୟ ୩୦୦ ଭାରତୀୟ ଶିଶୁଙ୍କୁ ବିକ୍ରି କରିଥିବା ଜଣେ ଯୁବକକୁ ମୁମ୍ବାଇ ପୁଲିସ ଗିରଫ କରିଛି। ଶିଶୁ ଚାଲାଣ ର୍ୟାକେଟ୍‍ର କିଙ୍ଗପିନ୍‍ କୁହାଯାଉଥିବା ରାଜୁଭାଇ…
Read More...

ଜୟପୁରରେ ୮ଘଣ୍ଟିଆ ବନ୍ଦ ଡାକରା

କୋରାପୁଟ: ଗୁରୁବାର କୋରାପୁଟର ଜୟପୁରରେ ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ପ୍ରଭାବରେ ଜୟପୁରରେ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି। ୪ ଦଫା ଦାବି…
Read More...

କ୍ରିକେଟର ଅଜିତ ୱାଦେକରଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ଅଜିତ ୱାଦେକରଙ୍କ ୭୭ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବଇ ସ୍ଥିତ ଜଶ୍‍ଲୋକ ଡାକ୍ତରଖାନାରେ…
Read More...

ଏହି ଗଛ ଲଗାଇବା ଦ୍ୱାରା ଘରେ ସମୃଦ୍ଧି ବୃଦ୍ଧି ହୋଇଥାଏ

ପ୍ରାୟତଃ ଅନେକ ଲୋକ ଘର ସଜାଇବା ପାଇଁ ଅନେକ ପ୍ରକାରର ଗଛ ଲଗାଇଥାନ୍ତି। ଘରେ ସାଜସଜା କରିବା ସହ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ। କିନ୍ତୁ ବାସ୍ତୁ ଅନୁସାରେ କିଛି ଗଛ ଏମିତି ଅଛି ଯାହାଦ୍ୱାରା ପରିବାର ସଦସ୍ୟଙ୍କ…
Read More...

ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଜୀବନ ରକ୍ଷାକାରୀ ପ୍ରକ୍ରିୟାରେ ରଖାଯାଇଛି। ଏମ୍ସ…
Read More...

ମାଟି କାନ୍ଥ ଭୁଶୁଡି ୪ ଆହତ

ବାଙ୍କୀ: ମାଟି କାନ୍ଥ ଭୁଶୁଡି ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ବାଙ୍କୀ ତାଳବସ୍ତ ଭିଜିପୁର ଗ୍ରାମରେ ଘଟିଛି। ବୁଧବାର ରାତିରେ ପରିବାର ଲୋକ ଶୋଇଥିବା ବେଳେ ତାଙ୍କ ଉପରେ ମାଟି କାନ୍ଥ ପଡି…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ପୁଣି ଏମସ୍‌ ଗଲେ …

ନୂଆଦିଲ୍ଲୀ:  ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜେପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମସ୍‌ରେ ଗତ ଦୁଇମାସ ଧରି ଚିକିତ୍ସା କରାଯାଉଛି । ବୁଧବାର ସନ୍ଧ୍ୟା ସମୟରେ ଏମସ୍‌ରେ…
Read More...

କାଳାହାଣ୍ଡିର ହାତୀ ନଦୀରେ ଜଳସ୍ତର ବୃଦ୍ଧି, ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ମହିଳା ଗୁରୁତର

କଲମପୁର:  ଲଘୁଚାପର ପ୍ରଭାବରେ କଳାହାଣ୍ଡିର କଲମପୁରରେ ପ୍ରବଳ ବର୍ଷା ହେବା ଯୋଗୁଁ ହାତୀ ନଦୀର            ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା କରାଯ।ଉଛି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ   ବୀରପୁର…
Read More...

କଳାହାଣ୍ଡିର କୋକସରାରେ ଅଣାୟତ୍ତ ହେଉଛି ଡେଙ୍ଗୁ, ୭୫ ଆକ୍ରାନ୍ତ

କୋକସରା:  କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଲଡୁଗାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାରରେ ଆକ୍ରନ୍ତଙ୍କସଂଖ୍ୟା ୫୭ ଥିବାବେଳେ ବହୁଧବାରରେ  ଏହା ୭୫ରେ ପହଞ୍ଚିଛି ।   ଧିରେଧିରେ…
Read More...

 ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ପାଇଲଟିଂ ଗାଡି ଦୁର୍ଘଟଣା ଗ୍ରସ୍ତ ୨ପୁଲିସ କର୍ମଚାରୀ ଗୁରୁତର

ରାୟଗଡା; ରାୟଗଡାରେ ୭୨ ତମ ସ୍ୱାଧୀନତା ଦିବସ ପାଳନ ଜିଲ୍ଲା ସ୍ତରୀୟ ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା। ଏହି ଉତ୍ସବ ଶେଷ ହେବା ପେର ମନ୍ତ୍ରୀଙ୍କୁ  ପାଇଲଟିଂ କରି ଛାଡିବା…
Read More...

 ଅନୁଗୁଳ:  ବଜ୍ରାଘାତରେ ଦୁଇ ମୃତ

ଅନୁଗୁଳ: ଅନୁଗୁଳ  ଥାନା ଅନ୍ତର୍ଗତ ଡେରାଜଙ୍ଗାରେ ବଜ୍ରାଘାତରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ  ଶାନ୍ତି ପ୍ରଧାନ( ୩୫) ଓ  ବୈଶାଖୀ (୧୮) । ବଜ୍ରାଘାତରେ ଦୁଇ ଜଣ ଗୁରୁତର…
Read More...

ସ୍ୱାଧୀନତା ସଂଗ୍ରାମ ସମୟର ୧୦ଟି ଲୋକପ୍ରିୟ ସ୍ଲୋଗାନ୍‌

ସ୍ୱତନ୍ତ୍ରତା ଏପରି ଏକ ପରିଭାଷା ଯାହା ଅତୁଳନୀୟ ଅଟେ। ଏହି ସ୍ୱାଧୀନତା ସହଜରେ ପ୍ରାପ୍ତି ହୋଇଥାଏ। ଏଥିପାଇଁ ବହୁ କଷ୍ଟ ପଥ ଦେଇ ଯିବାକୁ ପଡ଼ିଥାଏ। ବହୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏହି ସଂଘର୍ଷ ସମୟରେ ବହୁ ବାଧା ବିଘ୍ନ…
Read More...

ମହାନ ମୋ ଦେଶ ଭାରତ

ଆମ ଦେଶ ଆମକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ପ୍ରେରଣା ଦେଇଥାଏ। ଯାହା ଦ୍ୱାରା ସାରା ବିଶ୍ୱରେ ଆମକୁ ଏକ ପରିଚୟ ମିଳେ। ବହୁ ମହାନ ବ୍ୟକ୍ତି ମାନଙ୍କ ପାଇଁ ଆମ ଦେଶ ଆଜି ମହାନ ହୋଇପାରିଛି ଓ ଆମେ ଏହି ଦେଶର ନାଗରିକ…
Read More...

ସ୍ୱାଧୀନତାର  ମହତ୍ତ୍ୱ

‘ସ୍ୱାଧୀନତା ଆମର ଜନ୍ମଗତ ଅଧିକାର’ ଏହା ଶୁଣିବାକୁ କେତେ ଆନନ୍ଦ ଲାଗୁଛି। ସ୍ୱାଧୀନତା ପ୍ରତ୍ୟେଙ୍କର ପ୍ରିୟ ଅଟେ। ସେ ମନୁଷ୍ୟ ହେଉ ଅଥବା ପଶୁପକ୍ଷୀ ହୁଅନ୍ତୁ। ସ୍ୱତନ୍ତ୍ରତାରେ ହିଁ ସବୁ ଆନନ୍ଦ ଭରି ରହିଛି। ତେଣୁ…
Read More...

ସ୍ୱାଧୀନତାର ମୂଲ୍ୟବୋଧରେ ସୁନାର ଦେଶ ହେଉ ଭାରତ ବର୍ଷ

ଆଜି ଆମେ ଘରେ ବସି ଯେଉଁ ଶାନ୍ତିର ନିଶ୍ୱାସ ନେଉଛେ ତାହା କେବଳ ଆମର ପୂର୍ବପୁରୁଷ ଓ ସହସ୍ରାଧିକ ସଂଗ୍ରାମୀମାନଙ୍କ ଆତ୍ମବଳୀଦାନ ଯୋଗୁ ସମ୍ଭବ ହୋଇଛି। ବହୁ କଷ୍ଟରେ ଆମକୁ  ଏହି ସ୍ୱାଧୀନତା ପ୍ରାପ୍ତ ହୋଇଛି ,ତେଣୁ ଆମର…
Read More...

ଅମୂଲ୍ୟ ଏ ସ୍ୱତନ୍ତ୍ରତା

ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖକୁ ଆମେ ସ୍ୱାଧୀନତା ଦିବସ ରୂପେ ପାଳନ କରିଥାଉ। ୧୯୪୭ ଅଗଷ୍ଟ ୧୫ ଭାରତ ମାତା ପାଇଁ ସୁନାର କିରଣ ନେଇ ଆସିଥିଲା। କାରଣ ଏହି ସୁନାର କିରଣ ତା’ ପାଇଁ ଥିଲା ସ୍ୱତନ୍ତ୍ରତା ମିଠା ଅନୁଭବ। ଏହି…
Read More...

ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇ

ରାଣୀ ଲକ୍ଷ୍ମୀବାଇ ରାଜ୍ୟ ଝାନ୍‌ସୀର ରାଣୀ ଥିଲେ। ଏହି ରାଜ୍ୟ ଉତ୍ତର-ମଧ୍ୟ ଭାରତରେ ଅବସ୍ଥିତ। ରାଣୀ ଲକ୍ଷ୍ମୀବାଇ ୧୮୫୭ର ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ଥିଲେ। ସେ ଅଳ୍ପ ବୟସରେ ବିଟ୍ରିଶ ସାମ୍ରାଜ୍ୟ…
Read More...

ଲଘୁଚାପ ବର୍ଷାର ପ୍ରଭାବ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆଶଙ୍କା

ଆରଡି : ଭଦ୍ରକ ଜିଲା ଧାମରା ସମୁଦ୍ର ମୁହାଣ ଲଘୁଚାପ ପ୍ରଭାବରେ ଅଶାନ୍ତ ହୋଇ ପଡିବା ଯୋଗୁଁ ଉଚ୍ଚ ଜୁଆର ଢେଉ ମାଡି ଆସୁଛି । ଏହି କାରଣରୁ ଚାନ୍ଦବାଲି , ଆରଡି, ସୁନ୍ଦରପୁର ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ…
Read More...

ପ୍ରବଳ ବର୍ଷାରେ ଭାସିଗଲା ରେଳ ପୋଲ, ରେଳ ଚଳାଚଳ ବାଧା ପ୍ରାପ୍ତ

ରାୟଗଡା:   ଲଘୁଚାପ   ପ୍ରଭାବରେ କଳାହାଣ୍ଡି , ରାୟଗଡା ଓ କୋରପୁଟ ଜିଲାରେ  ପ୍ରବଳବର୍ଷା ହୋଇଛି । ଅନେକ ସ୍ଥାନରେ ରେଳ ଧାରଣ ଉପରେ ମାଟି ଅତଡା ଖସି ପଡିଥିବା ସୂଚନା ମିଳିଛି । ନର୍ଲା ଓ ରୂପାର ରୋଡ ରେଳପୋଲ ଧୋଇ ହୋଇ…
Read More...

ଆବପାତର ରୂପ ନେଲା ଲଘୁଚାପ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:   ଓଡିଶା ଉପକୂଳର ଉତ୍ତର ପଶ୍ଚିମ ଦିଗରରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଆସନ୍ତା  ୨୪ ଘଣ୍ଟା ମଧ୍ୟରେ ଏହା  ପଶ୍ଚିମ  ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର…
Read More...

୩ୟ ଟେଷ୍ଟରେ ପନ୍ତ୍‍ ଓ ବୁମ୍‍ରା ଖେଳିବା ସମ୍ଭାବନା

ଲଣ୍ଡନ : ଆସନ୍ତା ୧୮ରୁ ନଟିଂହାମ୍‍ରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୩ୟ ଟେଷ୍ଟମ୍ୟାଚ୍‍ ଖେଳିବ। ଚଳିତ ଟେଷ୍ଟ ସିରିଜ୍‍ର ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‍ ହାରି ସିରିଜ୍‍ରେ ଭାରତ ୦-୨ରେ ପଛୁଆ ରହିଛି। ପ୍ରଥମ ୨ଟି…
Read More...

୨୦୭ ଗାଁରେ ନାହିଁ ସ୍କୁଲ,ଅଧାରୁ ପାଠ ଛାଡ଼ିଛନ୍ତି ୩୧୯ ଛାତ୍ରଛାତ୍ରୀ

କେନ୍ଦୁଝରଗଡ଼ : ୬ ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କୁ ମାଗଣାରେ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ କେନ୍ଦ୍ର ସରକାର ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ପ୍ରଚଳନ ପରେ ଏହା ଓଡିଶାରେ ଶିକ୍ଷା ଅଧିକାର ଅଧିନିୟମ-୨୦୧୦ରୁ…
Read More...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ୪ ଅଧିକାରୀଙ୍କୁ ସତ୍ୟପାଠ ଦାଖଲ ନିର୍ଦେଶ

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ ଜଷ୍ଟିସ ରଘୁବୀର ଦାଶ ମଙ୍ଗଳବାର କଟକ ସର୍କିଟ ହାଉସସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ସରକାରଙ୍କ ପକ୍ଷରୁ…
Read More...

୨୯ ଅଧିକାରୀଙ୍କୁ ପୁଲିସ ସେବା ପଦକ

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁଲିସ ବିଭାଗର ଚାରିଜଣ ଅଧିକାରୀ ରାଷ୍ଟ୍ରପତି ବିଶିଷ୍ଟ ପୁଲିସ ସେବା ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର…
Read More...

ମୂଲ ଲାଗୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ

ହରିଚନ୍ଦନପୁର : ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଦଣ୍ଡପାଟ ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଇଂରେଜ ସରକାରଙ୍କ ଲାଠି ମାଡ ଖାଇ ଜେଲ ମଧ୍ୟ ଯାଇଗଲେ। ଭିକ୍ଷା ବୃତ୍ତି କରି ପରିବାର ଚଳାଇବା ସହ ସ୍ୱାଧୀନତା…
Read More...

ପ୍ରଦର୍ଶିତ ହେଲା ‘ଚଲୋ ଜିତେ ହେଁ’ ମୋଦୀଙ୍କ ବାଲ୍ୟଜୀବନର ଗାଥା ବଖାଣିଲା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲ୍ୟ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ର ସ୍ୱତନ୍ତ୍ର ପ୍ରଦର୍ଶନ ଏଠାରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ସୋଆ ଅଡ଼ିଟୋରିୟମ୍‍ରେ…
Read More...

ସହିଦ ରାଇଫଲମ୍ୟାନ ଔରଙ୍ଗଜେବ, ମେଜର ଆଦିତ୍ୟଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ : ମେଜର ଆଦିତ୍ୟ କୁମାର ଓ ରାଇଫଲମ୍ୟାନ ଔରଙ୍ଗଜେବ (ମରଣୋତ୍ତର)ଙ୍କୁ ସେମାନଙ୍କ ସାହସିକତା ପାଇଁ ଚଳିତବର୍ଷ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବ। ସୈନ୍ୟ ବାହିନୀର ୧୦ ଗଡ଼ୱାଲ ରାଇଫଲ୍ସର ମେଜର ଆଦିତ୍ୟ…
Read More...

ବୁଧବାର ରାଶିଫଳ

ମେଷ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। କର୍ତ୍ତବ୍ୟ ପରାୟଣ ହେବେ। ବ୍ୟବସାୟ ଲାଭଜନକ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ବିନୀତ ସ୍ୱଭାବ ହେବ। ବୃଷ:…
Read More...

ବିଦ୍ୟୁତ ତାର ଲାଗି ଚାଷୀ ମୃତ

ଭବାନିପାଟଣା : କଳାହାଣ୍ଡି ଜିଲା ନର୍ଲା ଥାନା ଅର୍ନ୍ତଗତ ରେଗିଡିମାଲ ଗ୍ରାମର ଗୌର ମାଝି ନାମକ ଜଣେ ଚାଷୀଙ୍କର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତ ଚାଷୀ ଗୌର ମାଝିଙ୍କ ଚାଷ…
Read More...

୧୩କିମି ଖଟିଆରେ ବୁହାହେଲେ ରୋଗୀ

ମାଥିଲି : ରାଜ୍ୟର ବିଭିନ୍ନ ଅଞ୍ଚଳ ଆଜି ମଧ୍ୟ ସରକାରଙ୍କ ଯୋଜନାର ବହୁ ଦୂରରେ ଥିବା ଜଣାପଡିଛି। ନିକଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗର୍ଭବତୀ ଖଟିଆରେ ବୁହାହେବା ଘଟଣା ଦେଖିବାକୁ ମିଳୁଛି। ସେହିପରି ମଙ୍ଗଳବାର…
Read More...