କୋରାପୁଟ-ରାୟଗଡା ରେଳ ଧାରଣରେ ଖସିଲା ମାଟି ଅତଡା, ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡା:  କୋରାପୁଟ ଓ ରାୟଗଡା ମଧ୍ୟରେ ଥିବା ରେଳଧାରଣାରରେ  ଲକ୍ଷ୍ମୀପୁର ନିକଟରେ ମାଟି ଅତଡା ଓ ପଥର ଖସିବା ଯୋଗୁଁ ରେଳ  ଚଳା ଚଳ ବାଧାପ୍ରାପ୍ତ ହୋଇଥିଲା । ଏହି କାରଣରୁ ହୀରାଖଣ୍ଡ ଏକ୍ସପ୍ରେସକୁ କୋରାପୁଟରେ ୩ ଘଣ୍ଟା…
Read More...

କଟକରେ ଛାତ୍ରଛାତ୍ରୀଙ୍କର ତ୍ରିରଙ୍ଗା  ଶୋଭାଯାତ୍ରା

କଟକ: କଟକ ସହରରେ  ଶାନ୍ତିପୂର୍ଣ୍ଣ ତ୍ରିରଙ୍ଗା ଶୋେଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ  ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାଟି…
Read More...

ପାରାଦୀପ ବନ୍ଦରରେ ଜାହଜରୁ ଖସିପଡି ଜାହାଜର କର୍ମଚାରୀ ମୃତ , ଜଣେ ଗୁରୁତର

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏମ୍ ଭି ଲାଡ଼େନ ଜାହାଜର ହାଚ ମଧ୍ୟରେ ଦୁର୍ଘଟଣା  ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ପାରାଦୀପ ବନ୍ଦର ପୋତାଶ୍ରୟରେ ଅଟକି…
Read More...

କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳଙ୍କ ଅଚାନକ୍‌ ପରିଦର୍ଶନ

ଭବାନୀପାଟଣା : କଳାହାଣ୍ଡି ଜିଲାପାଳ ଗଭାଲ ପରାଗ ହର୍ଷଦ ମଙ୍ଗଳବାର ଅପରାହ୍ନ ୫.୩୦ ମିନିଟ ସମୟ ରେ ହଠାତ୍ କଳାହାଣ୍ଡି ଜିଲ୍କା ମୂଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି  । ସେ ଚିକିତ୍ସାଳୟ ସମସ୍ତ ବିଭାଗ…
Read More...

ସୁସ୍ଥ ହେଲେ ବ୍ରହ୍ମପୁର ମେଡିକାଲରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡିତା

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ଜନୈକା ଡି.ଏମ.ଏଲ.ଟି ଛାତ୍ରୀଙ୍କ ଉପରେ ହୋଇଥିବ ଏସିଡ୍ ଆକ୍ରମଣ ଘଟଣାର ପୀଡିତା ଛାତ୍ରୀ କଟକ  ଏସ୍‌ସିବି ମେଡିକାଲ୍‌ କଲେଜ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ…
Read More...

ମାଡି ଆସିଲା ଉଚ୍ଚ ଜୁଆର : ଆରଡି-ତିହିଡି-ଚାନ୍ଦବାଲି ରାସ୍ତାରେ ୨ଫୁଟ୍ ଉଚ୍ଚର ପାଣି

ଆରଡି:  ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁଁ ୨ଦିନ ହେଲା ଅଶାନ୍ତ ହୋଇ ପଡିଛି ସମୁଦ୍ର। ଉଚ୍ଚ ଜୁଆର ଢେଉ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଭଦ୍ରକ ଜିଲା ତଳିଆ ଅଞ୍ଚଳ ଆରଡି, ନାନ୍ଦଡପୁର, ଓଳଗ ଓ ସନ୍ଦରପୁର ପଞ୍ଚାୟତରେ ଏପରି…
Read More...

ପରେଡ୍‌ରେ ଅଂଶ ଗ୍ରହଣ କରିବେନି ଛାତ୍ରଛାତ୍ରୀ, ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି

ଭୁବନେଶ୍ୱର/କଟକ: ସ୍ୱାଧୀନତା ଦିବସରେ ଅନୁଷ୍ଠିତ ହେବାକୁ ଥିବା  ରାଜ୍ୟ ସ୍ତରୀୟ, ସମସ୍ତ ଜିଲା ସ୍ତରୀୟ ଓ ଉପଖଣ୍ଡୀୟ ପରେଡରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ ନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ…
Read More...

ଋଣ ଖିଲାପୀ ତାଲିକାରେ ବିଜେପି ମନ୍ତ୍ରୀ!

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ଶିବରାଜଙ୍କ କ୍ୟାବିନେଟର ସଂସ୍କୃତି ମନ୍ତ୍ରୀ…
Read More...

୮୨ ଦିନରେ ୪୦ ମନ୍ଦିର ବୁଲିଛନ୍ତି କୁମାରସ୍ୱାମୀ

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୮୨ ଦିନ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ୪୦ଟି ମନ୍ଦିର ପରିଭ୍ରମଣ କରିଛନ୍ତି। ଏହି ତାଲିକା ଆଗକୁ ଆହୁରି ଲମ୍ବା ହୋଇପାରେ ବୋଲି ତାଙ୍କ…
Read More...

ଖାଉଟି ମୁଦ୍ରାସ୍ପୀତି କମିଲା

ନୂଆଦିଲ୍ଲୀ: ଖାଉଟି ମୁଦ୍ରାସ୍ଫୀତି ହାର ଗତ ଜୁଲାଇ ମାସରେ ୪.୧୭ ପ୍ରତିଶତକୁ ହ୍ରାସ ପାଇଛି। ତଥାପି ଏହା ଆରବିଆଇର ଆକଳନ ୪ ପ୍ରତିଶତ ଉପରେ ରହିଛି। ଖାଉଟି ମୁଦ୍ରାସ୍ଫୀତି ଗତ ଜୁନ୍‍ ମାସରେ ୪.୯୨ପ୍ରତିଶତ ଥିବା ବେଳେ…
Read More...

ବ୍ରିଟେନ ସଂସଦ ପ୍ରବେଶ ଦ୍ୱାରକୁ ଧକ୍କା ଦେଲା କାର: ଜଣେ ଗିରଫ

ଲଣ୍ଡନ: ଚଳଚଞ୍ଚଳ ବ୍ରିଟେନ ସଂସଦ ପ୍ରବେଶ ଦ୍ୱାର ସମ୍ମୁଖରେ ଲାଗିଥିବା ବ୍ୟାରିକେଟକୁ ଏକ ଦ୍ରୁତ ଗତି ସମ୍ପନ୍ନ କାର ଧକ୍କା ଦେବା ଘଟଣାରେ ମାଞ୍ଚେଷ୍ଟାର ପୁଲିସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି…
Read More...

ତୁଟିକୋରିନ୍‍ ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ସୁପାରିସ

ଚେନ୍ନାଇ: ତାମିଲନାଡ଼ୁର ବହୁ ଚର୍ଚ୍ଚିତ ତୁଟିକୋରିନ ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟ ସୁପାରିସ କରିଛନ୍ତି। ବେଦାନ୍ତର ତମ୍ବା କମ୍ପାନୀକୁ ବିରୋଧ କରି ଗତ ମେ’ ୨୨ ତାରିଖରେ ସଂଘଟିତ ଜନ…
Read More...

ବିହାରରେ ଆହୁରି ୧୪ ଆଶ୍ରୟସ୍ଥଳରେ ନାବାଳିକା ନିର୍ଯାତନା!

ପାଟନା: ମୁଜଫରପୁର ଆଶ୍ରୟ ଗୃହରେ ନାବାଳିକା ନିର୍ଯାତନା ଘଟଣା ସମଗ୍ର ଦେଶ ପାଇଁ ଏକ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି। ଟାଟା ଇନଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ ସାଇନ୍ସ(ଟିସ) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ କେବଳ…
Read More...

ଏଟିଏମ ସର୍ଭର ହ୍ୟାକ କରି ବିଦେଶକୁ ପଠାଇଲେ ୯୪କୋଟି

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ କୋ-ଅପରେଟିଭ ବ୍ୟାଙ୍କ କସ୍‍ମସ୍‍ ବ୍ୟାଙ୍କର ଏଟିଏମ ସର୍ଭରକୁ ହ୍ୟାକ କରି ହ୍ୟାକରମାନେ ୯୪.୪୨କୋଟି ଟଙ୍କା ବିଦେଶକୁ ପଠାଇ ଦେଇଛନ୍ତି। ଏଥିସହିତ ସେମାନେ ବ୍ୟାଙ୍କର ରୁପେ କାର୍ଡ ଓ ଭିସା…
Read More...

ଆମେ ଗୋସମ୍ପଦର ଆଇନ ଅନୁମୋଦିତ ଅଭିଭାବକ: ଉତ୍ତରାଖଣ୍ଡ ହାଇକୋର୍ଟ

ନୈନିତାଲ୍‍: ଉତ୍ତରାଖଣ୍ଡର ଗୋ ସମ୍ପଦର ଆମେ ଆଇନଗତ ଅଭିଭାବକ। ଦେଶରେ ପ୍ରଥମ ଥର ପାଇଁ ଏଭଳି ରାୟ ଦେଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଏବେ ସମଗ୍ର ଦେଶରେ ଗୋଚାଲାଣ ଜନିତ ହିଂସା ଓ ହତ୍ୟାକାଣ୍ଡ ବୃଦ୍ଧି ପାଉଛି। ଏହାକୁ…
Read More...

ଲଦାଖ୍‍ର ୪୦୦ ମି. ଭିତରକୁ ପଶିଛି ଚୀନ୍‍

ନୂଆଦିଲ୍ଲୀ: ଚୀନ୍‍ ସେନା ଇତିମଧ୍ୟରେ ଭାରତ ସୀମା ମଧ୍ୟକୁ ପ୍ରାୟ ୪୦୦ରୁ ୫୦୦ ମିଟର ଅନୁପ୍ରବେଶ କରିଛି। ଡୋକ୍‍ଲାମ ବିବାଦ ପ୍ରସଙ୍ଗର ୧ ବର୍ଷ ପରେ ଚୀନ୍‍ ସେନା ପୂର୍ବ ଲଦାଖ୍‍ର ଡେମ୍‍ଚୋକ୍‍ ସେକ୍ଟରର ଅନୁପ୍ରବେଶ…
Read More...

ଅମିତଙ୍କୁ ଟିଏମ୍‍ସିର ଲିଗାଲ୍‍ ନୋଟିସ୍‍

ନୈନିତାଲ୍‍: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ବିଭ୍ରାନ୍ତିମୂଳକ, ଅପମାନସୂଚକ ଓ ବିଦ୍ୱେଷ ସୃଷ୍ଟିକାରୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛି। ଏଥିପାଇଁ ଶ୍ରୀଶାହାଙ୍କ ପାଖକୁ…
Read More...

ଫ୍ରାନ୍ସର ଐତିହାସିକ ପାର୍କରେ ସଫେଇ କରୁଛନ୍ତି କାଉ

ୱେଣ୍ଡି: ଫ୍ରାନ୍ସର ଐତିହାସିକ ପାର୍କ "ଫ୍ୟୁ ଡୁ ଫୋଉ'ରେ ଆବର୍ଜନା ଉଠାଇବା ପାଇଁ କାଉ ମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଏହି ପ୍ରକ୍ରିୟାରେ ଅଦ୍ୟାବଧି ୬ଟି କାଉ ସମ୍ପୂର୍ଣ୍ଣ ଶିକ୍ଷା ଗ୍ରହଣ କରିଛନ୍ତି। ପାର୍କର…
Read More...

ଯୋଜନା ବିଭାଗ ଅନୁଶାସନ ସଚିବଙ୍କ ଘରେ ପସି ହତ୍ୟା

ପାଟନା: ବିହାର ଆଶ୍ରୟ ଗୃହକୁ ନେଇ ଚର୍ଚ୍ଚାରେ ଥିବାବେଳେ ଉକ୍ତ ଘଟଣା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଦୀର୍ଘ ଦିନ ଧରି ପ୍ରଶାସନିକ ପ୍ରତ୍ୟକ୍ଷତାରେ ନାବାଳିକାଙ୍କ ଉପରେ ହୋଇଥିବା ଅତ୍ୟାଚାର…
Read More...

ଚୀନ୍‍ରେ ଛପାଯାଉଛି ଭାରତର ଟଙ୍କା!

ନୂଆଦିଲ୍ଲୀ: ଚୀନ୍‍ରେ ଛପାଯାଉଛି ଭାରତୀୟ ଟଙ୍କା। ଏଭଳି ଖବର ଥିବା ଏକ ସନ୍ଦର୍ଭ ଏବେ ଆଲୋଡ଼ନ ସୃଷ୍ଟି କରିଛି। ଅପରପକ୍ଷରେ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଖବରକୁ ଅସ୍ୱୀକାର କରାଯାଇଛି। ସାଉଥ…
Read More...

ଭାରତୀୟ ସେନା ଗୁଳିରେ ଦୁଇ ପାକ୍‍ ସୈନ୍ୟ ନିହତ

ଜାମ୍ମୁ-କାଶ୍ମୀର: ଭାରତୀୟ ସେନା ଗୁଳିରେ ଦୁଇ ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି। ସେନା ବାହିନୀ ପକ୍ଷରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, କେତେକ ଅନୁପ୍ରବେଶକାରୀଙ୍କ ସୁରକ୍ଷା ପାଇଁ ନିୟୋଜିତ…
Read More...

ବର୍ଷାରେ ଧୋଇଗଲା ପୋଲ: ଯାତାୟାତ ବନ୍ଦ

ଭବାନୀପାଟଣା/ବାଲିଗୁଡ଼ା: ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କେତେକ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆପାତତଃ ବନ୍ୟା ଆଶଙ୍କା ନଥିଲେ ହେଁ କେତେକ ସ୍ଥାନରେ ପୋଲ ଧୋଇଯିବା ଯୋଗୁଁ…
Read More...

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକମାତ୍ର ଆମେରିକୀୟ ସଂଗ୍ରାମୀ

ଆମେରିକାର ଫିଲାଡେଲ୍‍ଫିଆ ବାସିନ୍ଦା ଏକ ଧନାଢ୍ୟ ପରିବାରର ସନ୍ତାନ ସାମୁଏଲ ଇଭାନ୍ସ ଷ୍ଟୋକ୍‍ସ ଜୁନିଅର କୁଷ୍ଠରୋଗରେ ଆକ୍ରାନ୍ତଙ୍କ ସେବା ଲାଗି ଭାରତ ଆସିଥିଲେ। ଭାରତରେ ରହିବା ମଧ୍ୟରେ ସେ ପାଲଟିଗଲେ ସ୍ୱାଧୀନତା…
Read More...

ଆଦି ବିପ୍ଳବୀ ବାସୁଦେବ

ବାସୁଦେବ ବଲବନ୍ତ ଫଡକେଙ୍କ ଜନ୍ମ ୧୮୪୫ ନଭେମ୍ବର ୪ତାରିଖରେ ମହାରାଷ୍ଟ୍ରର ରାୟଗଡ ଜିଲା ଅନ୍ତର୍ଗତ ଶିରଢୋଣେ ଗ୍ରାମରେ ହୋଇଥିଲା। ତାଙ୍କୁ ଦେଶର ଆଦି ବିପ୍ଳବୀ ବୋଲି କୁହାଯାଏ। ୧୮୫୭ ମସିହାରେ ଦେଶର ପ୍ରଥମ ସ୍ୱାଧୀନତା…
Read More...

ଦ୍ୱିତୀୟ ଜାଲିଆନାୱାଲାବାଗ ‘ଇରମ’

ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଅବସ୍ଥିତ ରକ୍ତତୀର୍ଥ ଇରମ- ଯେଉଁଠି ଦିନେ ପରାଧୀନ ଭାରତର ମୁକ୍ତି ପାଇଁ ଦେଶପ୍ରେମୀଙ୍କ ଲୁହଲହୁ ଏକାଠି ହୋଇଥିଲା। ଦେଶ ପାଇଁ ଇଂରେଜର ବନ୍ଧୁକ ମୁନରେ ୨୯ଜଣ ସହିଦ ହୋଇଥିଲେ ଏବଂ ୫୬ଜଣ…
Read More...

ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି ବୀର ସୁରେନ୍ଦ୍ର ସାଏ

ସମ୍ବଲପୁର ଚୌହାଣ ରାଜବଂଶର ଦାୟାଦ ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସନରୁ ନିଜ ରାଜ୍ୟ ତଥା ଦେଶକୁ ସ୍ୱାଧୀନ କରିବାକୁ ମାତ୍ର ୧୮ବର୍ଷ ବୟସରେ ୧୮୨୭ରେ ଜମିଦାର, ଗଣ୍ଡ, ବିଂଝାଲ, ଭୂୟାଁ, କୋହ୍ଲ ଏବଂ ଅନ୍ୟ ଆଦିବାସୀ…
Read More...

ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ୧ନଂ ସ୍ଥାନ ହରାଇଲେ କୋହଲି

ଦୁବାଇ : ଲର୍ଡସ ଟେଷ୍ଟରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ତାଲିକାର ୧ନଂ ସ୍ଥାନ ହରାଇଛନ୍ତି। ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ…
Read More...

ଆମ ବ୍ୟାଟିଂରେ ଦୁର୍ବଳତା ନାହିଁ: କୋହଲି

ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତୀୟ ଦଳର ଲଜ୍ଜାକର ଇନିଂସ ପରାଜୟ ପରେ ଅଧିନାୟକ ବିରାଟ କୋହଲି ସ୍ୱୀକାର କରିଛନ୍ତି ଯେ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ଙ୍କ ଟେକ୍‍ନିକରେ କୌଣସି ଦୁର୍ବଳତା ନାହିଁ। ଏହି ଦୁର୍ବଳତା ମାନସିକ। ତେଣୁ…
Read More...

ସ୍ପାନିଶ ସୁପର କପ୍‍ : ବାର୍ସେଲୋନା ଚମ୍ପିଆନ

ମାଦ୍ରିଦ : ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ବାର୍ସେଲୋନା କ୍ଲବ ଚଳିତବର୍ଷ ସ୍ପାନିଶ ସୁପର କପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାର୍ସେଲୋନା ୨-୧ ଗୋଲରେ…
Read More...

ରୋଜର୍ସ କପ୍‍ ଟେନିସ : ନାଦାଲ ଓ ହାଲେପ୍‍ ଚମ୍ପିଆନ

ମଣ୍ଟ୍ରିଲ : ସ୍ପେନର ରାଫେଲ ନାଦାଲ ଓ ରୋମାନିଆର ସିମୋନା ହାଲେପ୍‍ ଏଠାରେ ଚାଲିଥିବା ରୋଜର୍ସ କପ୍‍ ଟେନିସ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍‍ସରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର…
Read More...

ଦୁଇମୁଠା ଖାଦ୍ୟ ପାଇଁ ସଂଘର୍ଷରତ ସଂଗ୍ରାମୀଙ୍କ ପରିବାର

ମାଲକାନଗିରି : ଦିନକ ପରେ ସ୍ୱାଧୀନତା ଦିବସ। ଦେଶବ୍ୟାପୀ ଏହି ଦିବସକୁ ଆଡ଼ମ୍ବର ସହକାରେ ପାଳନ କରାଯାଏ। ତେବେ ଯେଉଁମାନଙ୍କ ପାଇଁ ଆଜି ଆମେ ସ୍ୱାଧୀନତା ଦିବସ ପାଳନ କରୁଛେ ସେମାନଙ୍କ ପରିବାର ଗୁଡ଼ିକ ମଧ୍ୟରୁ ଆଜି…
Read More...

ମଙ୍ଗଳବାର ରାଶିଫଳ

ମେଷ: ଆୟ ଆଶାନୁରୂପ ହୋଇପାରେ। କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରହିବ। ଶରୀର ସୁସ୍ଥ ରହିବ। ଚକ୍ଷୁପୀଡ଼ା ଉପୁଜି ପାରେ। ଚାକିରି କ୍ଷେତ୍ରରେ ଗୌରବାନ୍ୱିତ ହେବେ।…
Read More...

ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରୀ ରାଗିଂ ମାମଲା ୬ ଛାତ୍ରୀ ହଷ୍ଟେଲରୁ ନିଲମ୍ବିତ

କେନ୍ଦୁଝରଗଡ଼/କେନ୍ଦୁଝର : ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କେନ୍ଦୁଝର ଛାତ୍ରୀନିବାସର ତୃତୀୟବାର୍ଷିକୀ ଇଲେକ୍ଟ୍ରିକାଲ ବିଭାଗ ଛାତ୍ରୀ ତପସ୍ୱିନୀ ରାୟଙ୍କୁ ଽାଗିଂ ଅଭିଯୋଗରେ ୬ଜଣ ୪ର୍ଥ ବାର୍ଷିକୀ ଛାତ୍ରୀଙ୍କୁ ୨୦…
Read More...

ପୁଣି ପରଦାକୁ ଫେରିବେ କପିଲ ଶର୍ମା

ମୁମ୍ବଇ : କମେଡି କିଙ୍ଗ୍‍ ଭାବରେ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କପିଲ ଶର୍ମା ବର୍ତ୍ତମାନ ଜୀବନର ଖରାପ ସମୟ ଦେଇ ଗତି କରୁଛନ୍ତି। ଗତ କିଛି ମାସଧରି କମେଡି କିଙ୍ଗ୍‍ କପିଲ ଶର୍ମାଙ୍କୁ ଟିଭି ପରଦାରେ…
Read More...

ଭାରତକୁ ଆସିଲା ୩୮ଲକ୍ଷ ଟଙ୍କାର ବାଇକ୍‍

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ଇଣ୍ଡିଆନ ମୋଟରସାଇକେଲ’ ନିଜର ନୂତନ ମଡେଲ ବାଇକ୍‍ ‘ଚିଫଟେନ୍‍ ଇଲାଇଟ୍‍’କୁ ଭାରତରେ ବଜାର ପ୍ରବେଶ କରାଇଛି। ଏହି ବାଇକ୍‍ର ମୂଲ୍ୟ ଏକ୍ସ ସୋରୁମ ଅନୁସାରେ ୩୮ଲକ୍ଷ…
Read More...

ଅପହରଣ ଓ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ସୁନ୍ଦରଗଡ଼ : ୨୦୧୨ ଜୁଲାଇ ୭ ତାରିଖ ଦିନ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କଦମବାହାଲରେ ରାଜଗାଙ୍ଗପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷଙ୍କୁ ଅପହରଣ ପରେ ଗୁଳି ମାରି ହତ୍ୟା ଘଟଣାର ଅଭିଯୁକ୍ତକୁ  ଅଦାଲତ ଆଜୀବନ କାରାଦଣ୍ଡାଦେଶ…
Read More...

ହାତୀ ଆତଙ୍କ, ଗାଁରେ ପଶି ଭାଙ୍ଗିଲେ ୮ଟି ଘର

ବଣେଇ: ରାଉରକେଲା ବନଖଣ୍ଡ କ.ବଲାଙ୍ଗ ସେକସନ କୋଇଡ଼ା ବ୍ଲ ର ବାଙ୍କୋ ଗ୍ରାମରେ ରବିବାର  ରାତିରେ ୧୫ ଟି ହାତୀ ଆକ୍ରମଣ କରି ୮ ଟି ପରିବାରର ଘରକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । କ୍ଷତିଗ୍ରସ୍ତ ପରିବାରର ୪୦ ଜଣ ସଦସ୍ୟ…
Read More...

 ମହିଳା ଆଣିଲେ ଗାଁ ପରିମଳ ବ୍ୟବସ୍ଥାରେ ସୁଧାର, ସଫା କଲେ ଅରମା, ଶୌଚାଳୟ ବ୍ୟବହାର ପାଇଁ ଦେଲେ ପରାମର୍ଶ

ସୁଆଣ୍ଡୋ :ପୁରୀଜିଲା ସତ୍ଯବାଦୀବ୍ଲକ ସଂଲଗ୍ନ କୁଶୁମେଶ୍ୱର ଗ୍ରାମରେ ମହାଳାମାନେ ଗାଁର ପରିମଳ ବ୍ୟବସ୍ଥା ସୁଧାରିବାପାଇଁ ସ୍ୱଚ୍ଛତା ଅଭିଯାନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ୧୩୦ଜଣ ମହିଳା ସ୍ୱଚ୍ଛ ଭାରତ ମିଶନ…
Read More...

ଫୁଟବଲ ଖେଳବେଳେ ଅଘଟଣ:ବଜ୍ରପାତରେ ୨ ମୃତ,୧୧ ଗୁରୁତର

ସୁନ୍ଦରଗଡ/ବିଶ୍ରା : ଫୁଟବଲ ଖେଳ ବେଳେ ବଜ୍ରପାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି । ହାତୀବାରି ଥାନା ଅଞ୍ଚଳର ୧୧ ଜଣ ଖେଳାଳି ଫୁଟବଲ ଖେଳିବା ପାଇଁ ଝାଡ଼ଖଣ୍ଡର ଜଲଡେଗା…
Read More...

ଭଦ୍ରକ: ବ୍ୟବସାୟୀଙ୍କଠାରୁ ଗହଣା ଲୁଟ୍‍ ଘଟଣା , ଦେଶୀ ପିସ୍ତଲ ଜବତ କଲା ପୁଲିସ ଜଣେ ଅଟକ

ଧାମନଗର :ଶନିବାରରେ ଜଣେ ଗହଣା ଦୋକାନୀଙ୍କ ଠାରୁ ଲୁଟ୍‍ ଘଟଣାରେ ପୁଲିସ ଜଣେ ଲୁଟେରାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ  ମଙ୍ଗଳବାରରେ  ଭଦ୍ରକ ଟାଉନ ପୁଲିସ ଏକ ଦେଶୀ ପିସ୍ତଲ ଜବତ କରିଛି । ଶନିବାର ରାତିରେ…
Read More...

ଲାଞ୍ଚନେଇ ଗିରଫ ହେଲେ ମହିଳା ପୁଲିସ ଅଧିକାରୀ

ଅନୁଗୁଳ:  ଲାଞ୍ଚ ନେବା ଘଟଣାରେ ଜଣେ ମହିଳା ପୁଲିସ ଅଧିକାରୀ ଗିରଫ ହୋଇଛନ୍ତି ।      ଏନଟିପିସି ଟାଉନ ଥାନା ଆଇଆଇସି ମୋହୋସ୍ମିତା ପଣ୍ଡାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି l ଏକ ମାମଲାରେ…
Read More...

ଶ୍ରାବଣ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୪୦ହଜାର କାଉଡିଆ ଭକ୍ତ

ଆରଡି:  ପବିତ୍ର ଶ୍ରାବଣମାସ ସୋମବାରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ହଜାର କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା । ପୂର୍ବ ପ୍ରସ୍ତୁତି…
Read More...

ଲଡୁଗାଁରେ ଅସମ୍ଭାଳ ହେଉଛି ଡେଙ୍ଗୁ , ଆକ୍ରନ୍ତଙ୍କ ସଂଖ୍ୟା ୪୪ ଛୁଇଁଲା

କୋକସରା: ଲଡୁଗାଁରେ ଡେଙ୍ଗୁ ରୋଗ ଧିରେ ଧିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରବିବାର ସୁଦ୍ଧା ୨୪ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସୋମବାରରେ…
Read More...

ଲଡୁଗାଁରେ ଡେଙ୍ଗୁ ଭୟ, ବଜାରକୁ ଆସୁ ନାହାନ୍ତି ଲୋକ

କୋକସରା:  ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଉ ମାସେ ବାକି ରହିଲା। ଏବେଠୁଁ ବଜାରରେ ଗହଳ ଚହଳ ରହିବା କଥା। ପରିବାର ଜ୍ଞାତିକୁଟୁମ୍ବ ପାଇଁ ଲୁଗାପଟା କିଣାରେ ବଜାର ଭିଡ ଜମିବା କଥା। କିନ୍ତୁ ଲଡୁଗାଁରେ ଅଘୋଷିତ…
Read More...

୧୭ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ରାତି ୧୨ରୁ ସକାଳ ଛ’ପର୍ଯ୍ୟନ୍ତ ଇଣ୍ଟରନେଟ ନିଷେଧ କରିବ ମାଲେସିଆ!

କୁଲାଲାମ୍ପୁର: ମାଲେସିଆରେ  ବସବାସ କରୁଥିବା ୧୭ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ  ରାତି ୧୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ନିଷେଧ କରିବାପାଇଁ  ମାଲେସିଆ ସରକାର ବିଚାର କରୁଛନ୍ତି । ଏକ ସର୍ବେକ୍ଷଣରୁ…
Read More...

ଜେଏନ୍‌ୟୁରେ ଛାତ୍ର ନେତା ଉମର ଖଲିଦଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ :  ଜେଏନ୍‌ୟୁର ଛାତ୍ର ନେତା ଉମର ଖଲିଦଙ୍କୁ ଗୁଳିକରି ହତ୍ୟା  ଉଦ୍ୟମ କରାଯାଇଛି । ମାତ୍ର ସେ ତଳେ ପଡିଯିବାରୁ ଅଳ୍ପକେ ଏଥିରୁ ବର୍ତ୍ତି ଯାଇଛନ୍ତି  ।  ନୂଆଦିଲ୍ଲୀରେ ଥିବା ଭାରତୀୟ ସମ୍ବିଧାନିକ କ୍ଲବ…
Read More...

ସୂର୍ଯ୍ୟ ନିକଟରୁ ଯାଉଥିବା ଯାନ ତରଳିବନି କାହିଁକି?

ନୂଆଦିଲ୍ଲୀ: ନାସା ଦ୍ୱାରା ସୂର୍ଯ୍ୟ ନିକଟରେ ଅବସ୍ଥିତ ସୌରମଣ୍ଡଳ ମଧ୍ୟରେ ପ୍ରବେଶ କରାଯିବା ଉଦ୍ଦେଶ୍ୟରେ "ପାର୍କର' ମହାକାଶ ଯାନର ସଫଳତା ପୂର୍ଣ୍ଣ ଉତକ୍ଷେପଣ ହୋଇଯାଇଛି। ମହାକାଶର ବାତାବରଣ ଓ ମୁଖ୍ୟତଃ ସୌର ଝଡ଼ ଉପରେ…
Read More...

“ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ଯୁକ୍ତି ଦର୍ଶାଇ ଅମୀତ ଶାହଙ୍କ ଆଇନ କମିଶନକୁ ଚିଠି

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମୀତ ଶାହ ଆଇନ କମିଶନକୁ ଚିଠି ଲେଖି ସମଗ୍ର ଦେଶରେ ଗୋଟିଏ ନିର୍ବାଚନ କରିବା ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି। ବର୍ଷ ତମାମ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଲାଗି ରହିଥିôବାରୁ ଏହା…
Read More...

ଜେଏନ୍‍ୟୁ ଛାତ୍ରନେତା ଉପରେ ଗୁଳିମାଡ଼

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରନେତାଙ୍କ ଉପରେ ସୋମବାର ଅପରାହ୍ଣରେ କିଛି ଅଜ୍ଞାତ ଯୁବକ ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ କେହିଁ ଆହତ ହୋଇ ନଥିଲେ ମଧ୍ୟ ସ୍ପଷ୍ଟ ଦିବାଲୋକରେ…
Read More...

କିମିଆ କଲା ବିଶ୍ୱ ବନ୍ଧୁତ୍ୱ ଦିବସ

ଜବଲପୁର: ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କରିବାର ଭୂତ ମୁଣ୍ଡରେ ଏତେ ମାତ୍ରାରେ ମାତିଗଲା ଯେ, ଜଣେ ୧୦ମ ଶ୍ରେଣୀ ଛାତ୍ର ନିଜ ଘରୁ ଟଙ୍କା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟି ଦେଇଥିବା ପରି ଘଟଣା ସାମ୍ନାକୁ ଆସିଛି। ବିଶ୍ୱ…
Read More...

ମୋଦିଙ୍କ ଏକ କୋଟି ନିଯୁକ୍ତି ଯୁକ୍ତିକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କୋଟି ବେକାରଙ୍କୁ ମିଳିଥିବା ନିଯୁକ୍ତି ସମ୍ପର୍କିତ ଯୁକ୍ତିକୁ ନେଇ ରାଜନୀତି ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଛି। ୧୦ଅଗଷ୍ଟରେ ପ୍ରଧାନମନ୍ତ୍ରୀ ବିଶ୍ୱ ବାୟୋ-ଫୁଏଲ ଦିବସ…
Read More...

ମେରଠ ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ ମେନକା ଓ ବରୁଣ ଅନୁପସ୍ଥିତ

ମେରଠ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ମେରଠଠାରେ ଦୁଇ ଦିନିଆ ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ…
Read More...

ନାହିଁ ଯନ୍ତ୍ରାଂଶ:ଉଡ଼ି ପାରୁନି ଉଡ଼ାଜାହାଜ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ଯନ୍ତ୍ରାଂଶ ଅଭାବରୁ ୨୩ ପ୍ରତିଶତ ଉଡ଼ାଜାହାଜ ଏବେ ଛିଡ଼ା ହୋଇ ରହିଛନ୍ତି। ଇଣ୍ଡିଆନ କମାର୍ସିଆଲ ପାଇଟଲ ଆସୋସିଏସନ୍‍ ପକ୍ଷରୁ ଏୟାର ଇଣ୍ଡିଆର ସିଏମଡିକୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ…
Read More...

ଶ୍ରୀମାନ ସୁରଦାସ

ତରଙ୍ଗ ସିନେ ପ୍ରଡକ୍ସନ୍‍ ଆଗାମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୂଜା ଦର୍ଶକଙ୍କୁ ଏହି ବ୍ୟାନର ଭେଟି ଦେଉଛି ‘ଶ୍ରୀମାନ ସୁରଦାସ।’ ଯାହାର ନିର୍ଦେଶନାରେ ଅଛନ୍ତି ଅଶୋକ ପତି। ଯିଏ ତରଙ୍ଗ ପାଇଁ ‘ଲଭ୍‍…
Read More...

ଓଡ଼ିଆ ପ୍ରଯୋଜକଙ୍କ ବଲିଉଡ ଫିଲ୍ମ ‘ପୁଷ୍ପା ଆଇ ହେଟ୍‍ ଟିୟର୍ସ’

ଅମରପ୍ରେମ ଚଳଚ୍ଚିତ୍ରର ଲୋକପ୍ରିୟ ସଂଳାପ ‘ପୁଷ୍ପା ଆଇ ହେଟ୍‍ ଟିୟର୍ସ..’କୁ ଆପଣ ମନରୁ ପାସୋରି ନଥିବେ। ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଦରଦଭରା କଣ୍ଠର ଏହି ସଂଳାପଟି ଆଜି ବି ସାଇତା ହୋଇ ରହିଛି କୋଟି ଭାରତୀୟଙ୍କ…
Read More...

ପଟଚିତ୍ରରେ ଦେଶପ୍ରେମ

ସିଲ୍କ କପଡ଼ା ଏବଂ ତୂଳୀରେ ଦେଶଭକ୍ତି। ବିନ୍ଧ୍ୟ ହିମାଚଳ, ଯମୁନା ଗଙ୍ଗାରୁ ଉତ୍କଳର ଗୌରବ ଗାଥା- ଇତିହାସର ପ୍ରତ୍ୟେକ ଘଟଣାବଳୀକୁ ନିଖୁଣଭାବେ ପଟ୍ଟଚିତ୍ର ମାଧ୍ୟମରେ ଅବତାରଣା କରିଛନ୍ତି ଯୁବଶିଳ୍ପୀ। କାନଭାସ୍‍ ଉପରେ…
Read More...

ରୋଜର୍ସ କପ୍‍ ଟେନିସ : ଫାଇନାଲରେ ହାଲେପ୍‍-ଷ୍ଟିଫେନ୍ସ, ନାଦାଲ-ସିଟ୍‍ସିପାସ୍‍

ମଣ୍ଟ୍ରିଲ : ରୋମାନିଆର ସିମୋନା ହାଲେପ୍‍ ଓ ସ୍ପେନର ରାଫେଲ ନାଦାଲ ଏଠାରେ ଚାଲିଥିବା ରୋଜର୍ସ କପ୍‍ ଟେନିସ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର…
Read More...

ତ୍ରିରଙ୍ଗାର ସେବକ

ସ୍ୱାଧୀନ ଦେଶର ନାଗରିକ ଭାବେ ସମସ୍ତେ ସମ୍ବିଧାନରେ ପ୍ରଦତ୍ତ ଅଧିକାର ଦାବି କରିଥାନ୍ତି। ହେଲେ, ଆନ୍ତରିକ ଭାବେ ଦେଶ ପ୍ରତି ସମର୍ପଣର ଭାବନା ଖୁବ୍‍ କମ୍‍ ହୃଦୟରେ ରହିଥାଏ। ଏମାନଙ୍କ ମଧ୍ୟରୁ ଦୁଇଜଣ ହେଲେ ରାଜେନ୍ଦ୍ର…
Read More...

ପନ୍ଦର ନୁହେଁ ଅଠରରେ ସ୍ୱାଧୀନତା ଦିବସ ପାଳନ

ସାରା ଦେଶ ଅଗଷ୍ଟ ୧୫ତାରିଖରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପଶ୍ଚିମବଙ୍ଗରେ ଏପରି ଦୁଇଟି ସ୍ଥାନ ଅଛି ଯେଉଁଠାରେ ୧୫ତାରିଖ ବଦଳରେ ୧୮ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ। ପଶ୍ଚିମବଙ୍ଗର ନଦିୟା ଜିଲା…
Read More...

କ’ଣ ପାଇଁ ଓଡ଼ିଆ ପୁଅ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେଲେନି : ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ୪ଦିନ ବିତି ଯାଇଥିଲେ ବି ଏବେ ବି ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟବସ୍ତୁ ହୋଇ ରହିଛି। ଗୋଟିଏ ପଟେ ଦୀର୍ଘ ୪୦ବର୍ଷ ପରେ କଂଗ୍ରେସ ହାତରୁ ଚୌକି ଛଡାଇ…
Read More...

ରାଜଧାନୀରେ ଏକାଠି ହେଲେ ପ୍ରବାସୀ ଓଡିଆ

ଭୁବନେଶ୍ୱର:  ମଧ୍ୟ ପ୍ରାଚ୍ୟରେ ରହୁଥିବା ଓଡିଆମାନଙ୍କର ସଂଗଠନ ଗଲ୍ଫ ଓଡିଆ ଆସୋସିଏସନ୍‌ (ଗୋଆ)ର ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ରାଜଧାନୀରେ ଏକ ତାରକା ହୋଟେଲ୍‌ରେ ଏହି…
Read More...

ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନକୁ ମାନବାଧିକାର କମିସନଙ୍କ ସମନ

ଭବାନୀପାଟଣା : କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଳକ୍‍ ବୃନ୍ଦାବାହାଲ ଗାଁ ରେ କିଡନୀ ରୋଗରେ ମାସକ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଏବଂ ୫୦ ଆକ୍ରାନ୍ତ ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଭର୍ତ୍ସନା କରିଛନ୍ତି ଜାତୀୟ…
Read More...

ପୂରା ଦେଶରେ ସ୍ବାଧୀନତା ଦିବସ ବିଶେଷ ବ୍ୟଞ୍ଜନ

ଅଗଷ୍ଟ ୧୫କୁ ନେଇ ସମଗ୍ର ଭାରତର ପ୍ରତ୍ୟେକ ପ୍ରାନ୍ତରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଭିନ୍ନ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ହୋଟେଲ ଓ ରେସ୍ତୋରାଁଗୁଡ଼ିକ ନାନାଦି ପ୍ରକାରର ବ୍ୟଞ୍ଜନ ସ୍ବାଧୀନତା ଦିବସ…
Read More...

ବିଭାଜନର ଦୃଶ୍ୟ ଦେଖିଥିବା ଦୁଇ ରେଳଷ୍ଟେସନ୍

ଭାରତ-ପାକିସ୍ତାନ ବିଭାଜନ ସମୟର ଦୃଶ୍ୟ ଅତ୍ୟନ୍ତ କରୁଣ ଥିଲା। ଅନିଚ୍ଛା ସତ୍ତ୍ବେ ସଂଖ୍ୟାଧିକ ପରିବାର ପାକିସ୍ତାନ ଯାତ୍ରା କରୁଥାନ୍ତି। ବିଭିନ୍ନ ବର୍ଗର ଲୋକେ ପୁରୁଣା ଦିଲ୍ଲୀ ଷ୍ଟେସନ୍ ଓ ଲୋଧି କଲୋନି ଷ୍ଟେସନ୍‌ରୁ…
Read More...

ଅଭିଷେକଙ୍କ ଭାଗ୍ୟ

ଏଥରକ ଅଭିଷେକ ବଚ୍ଚନଙ୍କ ଭାଗ୍ୟ ଉଦୟ ହେବ ବୋଲି ସମୀକ୍ଷକଙ୍କ ଆଶା। କାରଣ ଅନୁରାଗ କଶ୍ୟପଙ୍କ ଭଳି ନିର୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ସେ। ଏକଥା ବଲିଉଡରେ ସମସ୍ତେ ଜାଣନ୍ତି ଯେ ଅନୁରାଗ କାହାର ପ୍ରସ୍ତାବକୁ…
Read More...

ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ପ୍ରସଙ୍ଗ

ଭୁବନେଶ୍ୱର : ଦେଶର ପଛୁଆବର୍ଗ ଜାତିଙ୍କୁ କଂଗ୍ରେସ ଦୀର୍ଘ ୭୧ ବର୍ଷ ଧରି ଅଣଦେଖା କରି ରଖିଥିଲା। ସେମାନଙ୍କ ପାଖରେ ମୌଳିକ ସେବା ପହଞ୍ଚି ପାରୁ ନଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓବିସି…
Read More...

୫୦ଲକ୍ଷ ସୌର ଲଣ୍ଠନର ପତ୍ତା ମିଳୁନି

ଭୁବନେଶ୍ୱର : ଦୁର୍ଗମ ଅଞ୍ଚଳରେ ବିଦ୍ୟୁତିକରଣ ସୁବିଧା ନଥିବାରୁ ବିପିଏଲ୍‍ ବର୍ଗ ଓ ଅବହେଳିତଙ୍କୁ ଅନ୍ଧାରି ଦୁନିଆରୁ ଆଲୋକ ଟିକିଏ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ୨୦୧୩-୧୪ରେ ‘ଟିକିଏ ଆଲୋକ’ଯୋଜନା ହାତକୁ ନେଇଥିଲେ।…
Read More...

ସୋମବାର ରାଶିଫଳ

ମେଷ: ଦ୍ୱିଜା ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଅଯଥାରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। କର୍ତ୍ତବ୍ୟ ପରାୟଣ ହେବେ। ଅଶ୍ୱନୀ ନକ୍ଷତ୍ର ଜାତଙ୍କର ସାମାନ୍ୟ…
Read More...

ସହିଦ ଲକ୍ଷ୍ମଣ ନାୟକ

ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ଦେଶଭକ୍ତିର ପରିଚୟ ଦେଇଥିଲେ। ଦେଶ ପାଇଁ ନିଜର ଦେଶପ୍ରେମ, ଦେଶଭକ୍ତି ପାଇଁ ପଛେଇ ନ ଯାଇ ପ୍ରାଣ ଦେଇଥିଲେ। ୨୯…
Read More...

 ୪୬ ଲକ୍ଷ ଟଙ୍କା ଉଡାଇଲେ ଦଶମ ଶ୍ରେଣୀ ଛାତ୍ର, ସ୍କୁଲରେ ବାଣ୍ଟିଲେ ମୋବାଇଲ୍‌ ଓ କାର

ଭୋପାଳ: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦଶମ ଶ୍ରେଣୀରେ ଜଣେ ଛାତ୍ର ଘରୁ ୪୬ ଲକ୍ଷ ଟଙ୍କା ଆଣିବା ପରେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରି ସାରି ଦେଇଛି । ସେ ୪୬ ଲକ୍ଷ ଟଙ୍କା ନିଜ…
Read More...

ନିୟମିତ ଶିକ୍ଷକ ହେଲେ ୯୫ ଜଣ ଶିକ୍ଷା ସହାୟକ

ମୋହନା : ଗଜପତି ଜିଲ୍ଲାର ମୋହନା ବ୍ଳକ ଅଧିନରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ୨୦୧୧ ମସିହାରୁ ଶିକ୍ଷା ସହାୟକ ରୂପେ ନିଯୁକ୍ତି ପାଇଥିବା ୯୫ ଜଣ ଶିକ୍ଷା ସହାୟକଙ୍କୁ ଆଜି ନିୟମିତ ଶିକ୍ଷକ ରୂପେ…
Read More...

ନାବାଳିକାଙ୍କୁ ବଳତ୍କାର ଅଭିଯୋଗ, ସମ୍ପର୍କୀୟ ମାମୁଁ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପିଡିତା ନାବାଳିକାଙ୍କ ପରିବାର ଅଡବା ଥାନାରେ ଏତଲା ଦେଇଥିବାବେଳେ ରବିବାର…
Read More...

ଅବୈଦିକ କର୍ମକାଣ୍ଡ​‌‌ରେ ବେଦପାଠ!

ପ୍ରିୟବ୍ରତ ଦାସ ବେଦର ପଠନ-ପାଠନ ହ୍ରାସ ପାଇବା ଫଳରେ ଅନେକ ଅବୈଦିକ କ୍ରିୟା ଆମ ସାମାଜିକ ବ୍ୟବସ୍ଥାରେ ପ୍ରବେଶ କଲା ଯେପରି ପଶୁବଳି, ଗ୍ରହଶାନ୍ତି, ବାଲ୍ୟବିବାହ, ମୃତକ ଶ୍ରାଦ୍ଧ, ଜଡ଼ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା…
Read More...

ସନାତନ ଧର୍ମସଂସ୍କୃତିର ସମନ୍ବୟ ଦିଗ

ସାତକଡ଼ି ହୋତା କେତେବର୍ଷ ପୂର୍ବେ ଇଣ୍ଡୋନେସିଆର ବାଲି ଦ୍ବୀପପୁଞ୍ଜରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରୁ ଆଠଜଣ ଯୁବକ ପୁରୁଷୋତ୍ତମ ଧାମକୁ ଜଗନ୍ନାଥ ଦର୍ଶନ କରିବା ପାଇଁ ଆସିଥିଲେ। ସେମାନଙ୍କର ଆଶା ଥିଲା…
Read More...

ୟେ ସ୍ବର୍ଗକୁ ନିଶୁଣି ନ ହେଉ

ସବୁ ପରିପ୍ରକାଶ, ଘୋଷଣା ବା ପ୍ରତିଶ୍ରୁତି ଫଳବତୀ ହୋଇ ପାରି ନ ଥାଏ। ଏହାର ଦୃଢ଼ତା ଅଟକଳ ହିଁ ଫଳାଫଳ ବିଷୟରେ ଧାରଣା ଦିଏ। ଠକ, ବାହାପିଆ, ହଲପୀଙ୍କ କଥା ଛାଡ଼ିଦିଅନ୍ତୁ। ଉଦ୍ଦେଶ୍ୟ ପ୍ରଣୋଦିତ ଏମିତି ଘୋଷଣା ବା…
Read More...

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ପାଇଁ ୧୦ ହଜାର କୋଟି

ଗୌହାଟୀ: ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଆସନ୍ତା ୪ ବର୍ଷରେ ୪୦୦ ପ୍ରକଳ୍ପରେ ଏହି ଅର୍ଥ ବିନିଯୋଗ ହେବ।…
Read More...

ଭାରତରେ ବଢ଼ୁଛି ବୟସ୍କଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ସରକାରଙ୍କ ପୂର୍ବ ଅନୁମାନଠାରୁ ଦ୍ରୁତ ଗତିରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ଭାରତର…
Read More...

ୟୁପି ବିଧାୟକଙ୍କୁ ଦାଉଦ୍‍ ମାଗିଛି ୧କୋଟି ଟଙ୍କା: ଖୋଜାପଡ଼ିଛି ନକଲି ଦାଉଦ!

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଲିଆ ଜିଲା ରସଡ଼ା ବିଧାନସଭା କ୍ଷେତ୍ରରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବହୁଜନ ସମାଜ ପାର୍ଟର୍ି ବିଧାୟକ ଉମାଶଙ୍କର ସିଂହଙ୍କୁ ୧କୋଟି ଟଙ୍କା ଦାଦାବଟି ମାଗିଛି ଅଣ୍ଡରୱାର୍ଲ୍ଡ ଡନ…
Read More...

୧୫ ଅଗଷ୍ଟରେ ଭାରତ ସମେତ ଏହି ୩ଟି ଦେଶକୁ ମିଳିଥିଲା ସ୍ୱାଧୀନତା

ନୂଆଦିଲ୍ଲୀ: ଅଗଷ୍ଟ ୧୫କୁ ନେଇ ସମଗ୍ର ଦେଶ ୭୧ତମ ସ୍ୱାଧୀନତା ଦିବସ ପାଳନ କରୁଛି। ୧୯୪୭ର ଏହି ଦିନରେ ଇଂରେଜଙ୍କ ୨୦୦ବର୍ଷର ପରାଧୀନତାରୁ ମୁକ୍ତ ହୋଇଥିଲା ଭାରତ। ତେବେ ୧୫ ଅଗଷ୍ଟରେ ଭାରତ ସମେତ ବିଶ୍ୱର ଆଉ ୩ଟି ଦେଶକୁ…
Read More...

କେରଳ ବନ୍ୟା: ଜୀବନକୁ ବାଜି ଲଗେଇ ଶିଶୁକୁ ଉଦ୍ଧାର କଲେ କନଷ୍ଟେବଳ

କୋଚି: କେରଳରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାର ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ, ଦୁଃସାହସିକ ଓ ଅଭୂତପୂର୍ବ ଘଟଣା ବିଷୟ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏକ ପୋଷାକୁକୁର ଯୋଗୁଁ ଏକ ପରିବାରର ଜୀବନ…
Read More...

ବିହାର ସରକାରୀ ସ୍କୁଲ୍‍ରେ ରାଜ୍ୟ ସଂଗୀତ ବାଧ୍ୟତାମୂଳକ

ପାଟନା: ସମସ୍ତ ସରକାରୀ ସ୍କୁଲ୍‍ରେ ପ୍ରାତଃ ପ୍ରାର୍ଥନା ଭାବେ ବିହାରର ରାଜ୍ୟ ସଂଗୀତକୁ ବାଧ୍ୟତାମୂଳକ କରିଛନ୍ତି ବିହାର ସରକାର। ସ୍କୁଲ୍‍ର ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ଏହି ବୃନ୍ଦଗାନରେ ଭାଗ ନେବେ। ଡାକବାଜି…
Read More...

ବିହାର ନାବାଳିକା ନିର୍ଯାତନା ଘଟଣା:ଜେଲ୍‍ରୁ ହେଉଛି ବ୍ଲୁପ୍ରିଣ୍ଟ!

ପାଟନା: ମୁଜଫରପୁର ଆଶ୍ରୟ ସ୍ଥଳରେ ନାବାଳିକା ବଳାତ୍କାର ଘଟଣା କ୍ରମଶଃ ଜଘନ୍ୟ ପରିକଳ୍ପିତ ଅପରାଧ ବୋଲି ପ୍ରମାଣିତ ହେବାରେ ଲାଗିଛି। ଘଟଣାକୁ ନେଇ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ କରି ନ ଥିଲେ ମଧ୍ୟ…
Read More...

କେରଳ ବନ୍ୟା: ପୋଷା କୁକୁର ଯୋଗୁଁ ବଞ୍ଚିଗଲେ ପରିବାର

କୋଚି: କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ଏକ ପରିବାରକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛି ତାଙ୍କର ପୋଷା କୁକୁର। ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଇଡୁକି ଜିଲାର କାଞ୍ଜିକୁଝି…
Read More...

ନୋବେଲ୍‍ ବିଜୟୀ ସାହିତ୍ୟିକ ନାଇପଲ୍‍ଙ୍କ ପରଲୋକ

ୱାଶିଂଟନ୍‍: ନୋବେଲ୍‍ ପୁରସ୍କାର ବିଜୟୀ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ସୁରଜ ପ୍ରସାଦ ନାଇପଲ୍‍୍‍ଙ୍କ ୮୫ ବର୍ଷ ବୟସରେ ଆଜି ଲଣ୍ଡନ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତ୍ରିନିଦାଦ୍‍ର ମୂଳବାସିନ୍ଦା ନାଇପଲ୍‍…
Read More...

ପ୍ରାତଃଭ୍ରମଣ ବେଳେ ମହିଳାଙ୍କଠାରୁ ୧୫ ଭରି ସୁନା ଲୁଟ୍

ବ୍ରହ୍ମପୁର: ଏକ ଛାତ୍ରୀ ନିବାସ ନିକଟରୁ ଜନୈକ ମହିଳାଙ୍କ ଠାରୁ ଦୁର୍ବୃତ୍ତମାନେ ୧୫ ଭରି ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ପ୍ରାତଃଭ୍ରମଣରେ ଯାଉଥିବା ବେଳେ ୪ ଜଣ…
Read More...

ଆନ୍ଧ୍ର ପଥର ଖାଦାନ ବ୍ଲାଷ୍ଟିଂ ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର କୁର୍ନୁଲ୍‌ ପଥର ଖାଦାନ ବିସ୍ଫୋରଣରେ ଆଉ ଜଣେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିସହିତ ଏହି ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।…
Read More...

ନକଲି ଜର୍ଦ୍ଦା କାରଖାନା ଠାବ, ୪ ଗିରଫ

ଭଦ୍ରକ: ସ୍ଥାନୀୟ ପୁରୁଣାବଜାର ନିକଟରେ ଥିବା ଦୁଇଟି ନକଲି ଜର୍ଦ୍ଦା କାରଖାନାକୁ ପୁଲିସ ଠାବ କରିଛି। ପୁରୁରା ବଜାର ନିକଟସ୍ଥ ସରକାର ନଗର ଓ ଚନ୍ଦନ ବଜାରଠାରେ ଲୁଚାଛପାରେ ଏହି ନକଲି କାରଖାନା ଦୀର୍ଘ ଦିନ ଧରି…
Read More...

ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ, ୩ ଆହତ

ଜମ୍ମୁ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ପୁଲିସ ସୂଚନା…
Read More...

ୱକ୍‍ସଙ୍କ ଶତକ; ଦୃଢ଼ ସ୍ଥିତିରେ ଇଂଲଣ୍ଡ

ଲର୍ଡସ : ଚଳିତ ୨ୟ ଟେଷ୍ଟମ୍ୟାଚ୍‍କୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଘରୋଇ ଇଂଲଣ୍ଡ। କ୍ରିସ୍‍ ୱକ୍‍ସ ଓ ଜନି ବେୟାରଷ୍ଟୋଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଇଂଲଣ୍ଡ ମଜ୍‍ଭୁତ ସ୍ଥିତିରେ ପହଞ୍ଚି ପାରିଛି। ଇଂଲଣ୍ଡର ୪ ଜଣିଆ ପେସ୍‍…
Read More...

ଅଭିନେତା ଭରତ କୁମାରଙ୍କ ଦେଶପ୍ରେମ ଚଳଚ୍ଚିତ୍ର

ହେ ପ୍ରୀତ୍‍ ଜହାଁ କି ରୀତ୍‍ ସଦା... ମେଁ ଗୀତ୍‍ ୱହାଁକା ଗାତା ହୁଁ... ଭାରତକା ରହନେୱାଲା ହୁଁ, ଭାରତ କି ବାତ୍‍ ସୁନାତା ହୁଁ...। ‘ପୂରବ ଔର୍‍ ପଶ୍ଚିମ’ ସିନେମାର ଏହି ବହୁପରିଚିତ ଗୀତକୁ କେହି କେବେ ଶୁଣିନାହାନ୍ତି…
Read More...

ପରଦାରେ ‘ବନ୍ଦେମାତରମ୍‍’

ଭାରତର ସ୍ୱାଧୀନତା ସଂଗ୍ରାମକୁ ଭିତ୍ତି କରି ବଲିଉଡ୍‍ରେ ଏକାଧିକ ସିନେମା ନିର୍ମାଣ କରାଯାଇଛି। ଦର୍ଶକ ଏହାକୁ ଖୁବ୍‍ ପସନ୍ଦ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାନାୟକମାନଙ୍କର ତ୍ୟାଗ ଓ…
Read More...

ଶବ୍ଦ ପ୍ରଦୂଷଣ: ଦିଲ୍ଲୀ ମସ୍‍ଜିଦ୍‍ ବିରୋଧରେ ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ : ଶବ୍ଦ ପ୍ରଦୂଷଣ ନିମନ୍ତେ ପୂର୍ବ ଦିଲ୍ଲୀରେ ଥିବା ମସ୍‍ଜିଦ୍‍ଗୁଡିକ ବିରୋଧରେ ତଦନ୍ତ କରିବାକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଡିପିପିସିକୁ ରାଷ୍ଟ୍ରୀୟ ହରିତ୍‍ ପ୍ରାଧିକରଣ (ଏନ୍‍ଜିଟି)…
Read More...

ଉତ୍ତରପ୍ରଦେଶ ଯୁବକଙ୍କୁ ବିବାହ କରି ଅଡୁଆରେ ୟୁକ୍ରେନ୍‍ ମହିଳା

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାଗପତ ଜିଲା ନିବାସୀ ଜଣେ ଯୁବକଙ୍କୁ ବିବାହ କରି ଅଡୁଆରେ ପଡିଛନ୍ତି ୟୁକ୍ରେନ୍‍ର ଯୁବତୀ। ବିବାହ ପଞ୍ଜୀକରଣ ପାଇଁ ବାଗପତ୍‍ ଜିଲା ମାଜିଷ୍ଟ୍ରେଟ୍‍ ତାଙ୍କୁ ହଇରାଣ କରୁଥିବା ଦର୍ଶାଇ ସେ…
Read More...