ଗପିବାକୁ ମହାରାଜାଙ୍କ ନିମନ୍ତ୍ରଣ

ନିଖିଳାନନ୍ଦ ପାଣିଗ୍ରାହୀ ଦିନ ଥିଲା ରାଜାଙ୍କ ଡାକରା ଦୂତ ଆସି ଜଣାଇଲେ ପ୍ରଜାଟିର ମନରେ ନାନା ପ୍ରକାର ଆଶା, ଆଶଙ୍କା ଭରି ହୋଇଯାଉଥିଲା। ରାଜା ଧନଦୌଲତ ଦେବେ ନା ବଧ କରିବାକୁ ଶୂଳିରେ ଚଢ଼ାଇଦେବେ, ସେଇ ଭାବନା ଜଣକୁ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ବାହଲପଲ୍ଲୀ ଗ୍ରାମରେ ଆଜି ସକାଳୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ବିପ୍ର ରାଉତ। ସାଇକେଲ ଯୋଗେ ସେ ନିଜ ଜମିକୁ ଯିବା…
Read More...

କୁର୍ଣ୍ଣୁଲ୍ ବିସ୍ଫୋରଣରେ ମୃତ ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ

ବ୍ରହ୍ମପୁର: କୁର୍ଣ୍ଣୁଲ ବିସ୍ଫୋରଣରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଶ୍ରମିକଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମର ରାଜେନ୍ଦ୍ର…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅନିୟମିତତାର ତଦନ୍ତ ନିର୍ଦେଶ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ। ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କ କାର୍ୟ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ ପତ୍ର…
Read More...

ମାର୍କେଟରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ସିଟି ବସଷ୍ଟାଣ୍ଡ ନିକଟରେ ଥିବା ବିଡିଏ ମାର୍କେଟ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ଏକ ଔଷଧ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ପଶୁପକ୍ଷୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସାଗର ଫାର୍ମାସ୍ୟୁଟିକାଲ ନାମକ ଏକ ଔଷଧ…
Read More...

ଘର ଉପରେ ପଡ଼ିଲା ବରଗଛ

ବାଲେଶ୍ବର: ଏକ ଘର ଉପରେ ଟଳି ପଡ଼ିଛି ବରଗଛ। ପାଟୁଳି ଗ୍ରାମର ୩ ନଂ ୱାର୍ଡରେ ଘଟିଛି ଏହି ଅଘଟଣ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏକ ପୁରୁଣା ବରଗଛ ଗ୍ରାମର ଗେଡୁ ସେଠିଙ୍କ ଘର ଉପରେ ପଡିଥିଲା। ସୌଭାଗ୍ୟବଶତଃ ଏଥିରେ…
Read More...

ଭୁଶୁଡ଼ିଲା କଲଭର୍ଟ: ପ୍ରଶାସନର ନିଘା ନାହିଁ

ସୁଆଣ୍ଡୋ: ପୁରୀ ଜିଲା ସାକ୍ଷୀଗୋପାଳ ଜିଲ୍ଲା କୃଷି ଅଧିକାରୀ ଓ କୃଷି ଫାର୍ମ କାର୍ୟ୍ୟାଳୟର ପ୍ରବେଶ ପଥ ରାସ୍ତାରେ ଥିବା କଲଭର୍ଟ ଭୁଶୁଡ଼ି ପଡିଛି। ପୁରୀ - ଭୁବନେଶ୍ବର ୩୧୬ ନଂ ଜାତୀୟ ରାଜପଥ ସତ୍ୟବାଦୀ ବ୍ଲକ…
Read More...

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ଏନ୍‍ଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଜେଡୁୟୁ ନେତା ହରିବଂଶ ବିରୋଧୀ ତଥା କଂଗ୍ରେସ ପ୍ରାର୍ଥୀ ବି କେ ହରିପ୍ରସାଦଙ୍କୁ ୨୦ଟି…
Read More...

ରାସ୍ତା କଡ଼କୁ ଓଲଟିଲା ବସ୍‍, ୧ ମୃତ, ୩୦ ଆହତ

ଧାମନଗର: ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଏକ ଯାତ୍ରୀ ବାହୀ ବସ୍‍ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ୧୬ ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।…
Read More...

ପୁଣି ମାତିଲେ ନକ୍ସଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ନକ୍ସଲ ଉପଦ୍ରବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ନକ୍ସଲମାନେ ହତ୍ୟା କରିଥିବା ବେଳେ ରେଳ ଧାରଣା ଓପାଡ଼ିଛନ୍ତି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କମଳା ପଦର ଗ୍ରାମର…
Read More...

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ପୁଲିସ ପୁଣି ଥରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍କାଉଣ୍ଟର କରିଛି। ଆସିକା ଚାରିମାଇଲ ଛକରେ ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ବାଳ ଆହତ ହୋଇଛି। ଚଢ଼ଉ ସମୟରେ କାଳୁ ପୁଲିସ…
Read More...

ଏନ୍‌ଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର:  ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ  ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ନିର୍ବାଚନରେ ଏନ୍‌ଡିଏର ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବ । ମୁମ୍ବଇରୁ ଫେରିବା ପରେ ବିଜେଡି ସୁପ୍ରିମୋ  …
Read More...

୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ଭାବେ ଧାର୍ଯ୍ୟ କରିବାର କାରଣ

ଚଳିତ ବର୍ଷ ଆମେ ଦେଶର ୭୨ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ତେବେ ଆପଣଙ୍କ ମନରେ କେବେ ଏ ପ୍ରଶ୍ନ ଉଙ୍କି ମାରିଛି କି, ଯେ ୧୫ ଅଗଷ୍ଟ ୧୯୪୭ ରେ ହିଁ ଆମକୁ ଇଂରେଜ ମାନଙ୍କ କବଳରୁ କାହିଁକି ମୁକ୍ତି ମିଳିଲା…
Read More...

ସ୍ୱାଧୀନ ଭାରତରେ ନାରୀଙ୍କ ସମ୍ମାନ ଦେବା ନିହାତି ଆବଶ୍ୟକ

ଅନେକ ମହାପୁରୁଷଙ୍କ ମତରେ ନାରୀର ଉନ୍ନତି ଓ ଅବୋନ୍ନତି ଉପରେ ଦେଶର ଉନ୍ନତି ନିର୍ଭର କରେ। ନାରୀ ପ୍ରସନ୍ନ ହେଲେ ସମ୍ପୂର୍ଣ୍ଣ କୁଳ ଆନନ୍ଦମୟ ହୋଇଥାଏ। ବୈଦିକ ଯୁଗରେ ନାରୀକୁ ଆଦିଶକ୍ତିର ଆଖ୍ୟା ଦିଆଯାଇଛି। ହେଲେ ଆଜିର…
Read More...

ଦେଶ ମାତୃକାର ବନ୍ଦନା

ଅଗଷ୍ଟ ୧୫ ତାରିଖ । ଆମ ଦେଶର ସ୍ୱାଧୀନତା ଦିବସ । ଏହି ଦିନରେ ଦେଶରେ ପରିବେଶ ପବିତ୍ରମୟ ହୋଇଯାଇ ଥାଏ । ଚାରିଆଡ଼େ ଶୁଭେ ବିଜୟର ଧ୍ୱନି ଓ ଦେଶ ମାତୃକାର ବନ୍ଦନା। ସ୍କୁଲ, କଲେଜ ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ସହ…
Read More...

ଭାରତର ନବଜନ୍ମ : ୧୫ ଅଗଷ୍ଟ

ଭାରତୀୟ ଇତିହାସରେ ୧୫ ଅଗଷ୍ଟର ଅନେକ ମହତ୍ତ୍ୱ ରହିଛି। ଦୀର୍ଘ ଦିନ ଧରି ଇଂରେଜ ଅତ୍ୟାଚାରରେ ନିଷ୍ପେସିତ ଥିବା ଆମ ଦେଶ ୧୯୪୭ ମସିହାର ଏହି ଦିନରେ ସ୍ୱାଧୀନ ହୋଇ ବିଜୟର ଧ୍ୱଜା ଉଡ଼ାଇଥିଲା। ସେହି ଦିନ ଠାରୁ ଆଜି…
Read More...

ଜିଏସ୍‍ଟି ସରଳ କରିବାକୁ ଆଇଏମ୍‍ଏଫ୍‍ର ପରାମର୍ଶ

ନୂଆଦିଲ୍ଲୀ: ଜିଏସ୍‍ଟି ଟିକସ ସ୍ଲାବ୍‍କୁ ସରଳ କରିବାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମ୍‍ଏଫ୍‍) ଭାରତକୁ ପରାମର୍ଶ ଦେଇଛି। ଆଇଏମ୍‍ଏଫ୍‍ ବାର୍ଷିକ ରିପୋର୍ଟରେ ଟିକସ ସଂସ୍କାର କ୍ଷେତ୍ରରେ ଜିଏସ୍‍ଟିକୁ ଏକ…
Read More...

ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କ ପାଖକୁ; ପହଞ୍ଚିଗଲା ଅଭିନେତା ପାଖରେ

ନୂଆଦିଲ୍ଲୀ: ଗୋଟିଏ ନାମରେ ଦୁଇ ଜଣ ବ୍ୟକ୍ତି ରହିଲେ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାର ଆଶଙ୍କା ରହିଛି ନିଶ୍ଚୟ। ପୁଣି ସମାନ ନାମରେ ଦୁଇ ଜଣ ବିଖ୍ୟାତ ବ୍ୟକ୍ତି ହେଲେ ଏହି ଦ୍ୱନ୍ଦ୍ୱ ହେବାର ସମ୍ଭାବନା ଆହୁରି ଅଧିକ।…
Read More...

ଲଘୁଚାପ ଦୁର୍ବଳ: ତଥାପି ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଉତ୍ତର ଭାରତ ମୁହାଁ ହେବା ସହିତ କ୍ରମଶଃ ଦୁର୍ବଳ ହୋଇଛି। ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୩ଟି ଓ ପଶ୍ଚିମ ଓଡ଼ିଶାର ୨ଟି ଜିଲାରେ ବର୍ଷା ସମ୍ଭାବନା ରହିଛି।…
Read More...

କରୁଣାନିଧିଙ୍କ ଶେଷକୃତ୍ୟ ପୂର୍ବରୁ ଅଘଟଣ: ୨ ମୃତ, ୩୩ ଆହତ

ଚେନ୍ନାଇ: କରୁଣାନିଧିଙ୍କ ଶେଷ ସଂସ୍କାର ପୂର୍ବରୁ ଅଘଟଣ ଘଟିଛି। ତାଙ୍କ ପାର୍ଥିବ ଶରୀର ଥିବା ରାଜାଜୀ ହଲ୍‍ ସମ୍ମୁଖରେ ଦଳଚକଟା ହେବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା। ଦଳଚକଟାରେ ୨ ଜଣଙ୍କ ମୃତ୍ୟୁ…
Read More...

ମୁଜାଫରପୁର ମୁଖ୍ୟ ଅଭିଯୁକ୍ତଙ୍କ ଉପରେ କାଳି ଫିଙ୍ଗିଲେ ମହିଳା

ପାଟନା: ବିହାର ମୁଜାଫରପୁର ବାଳିକା ଗୃହରେ ଘଟିଥିବା ଜଘନ୍ୟ ଅପରାଧ ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ରାଜନୀତିକୁ ସରଗରମ କରିଛି। ବିହାରର ସବୁ ଅଞ୍ଚଳକୁ ଏହି ଘଟଣା ଦୋହଲାଇ ଦେଇଛି। ଏହାର ଏକ ପ୍ରତିଫଳନ ଆଜି…
Read More...

ଚୀନରେ ବାଣିଜ୍ୟ ନିଅଣ୍ଟ: ୨୦ ବର୍ଷରେ ପ୍ରଥମ

ବେଜିଂ: ୨୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଚୀନ ବାଣିଜ୍ୟ ନିଅଣ୍ଟ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଚୀନ୍‍ରେ ଆମଦାନୀ ଓ ରପ୍ତାନୀ ମଧ୍ୟରେ ଅସନ୍ତୁଳନ ଦେଖାଦେଇଛି। ଚଳିତ…
Read More...

ଚାକିରୀ ନାଁରେ ଠକେଇ, ମହିଳା ଗିରଫ

ଭୁବନେଶ୍ୱର: ଚାକିରୀ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ମହିଳା ଜଣକ ହେଲେ ଦିବ୍ୟା ଭାରତୀ। ଅସ୍ତରଙ୍ଗ ପୁଲିସ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କ ଅନ୍ୟ ଜଣେ…
Read More...

ପ୍ରବଳ ବର୍ଷା ଯୋଗୁଁ ପଡିଆ-କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ଅନେକ ସ୍ଥାନର ଅବସ୍ଥା ବେହାଲ ହୋଇଯାଇଛି। ମାଲକାନଗିରିର ଚିତ୍ରକୋଣ୍ଡାରେ ମଧ୍ୟ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି। ମାଲକାନଗିରିର କନ୍ୟାଶ୍ରମ ପୋଲ ଉପରେ ୨ଫୁଟର ବର୍ଷାଜଳ…
Read More...

ବିଗତ ୩ ହଜାର ବର୍ଷ ମଧ୍ୟରେ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର ହେଉ ନଥିଲା: ରାହୁଲ୍‍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ଭାରତର ମହିଳାଙ୍କ ଉପରେ ଯେଭଳି ଭାବେ ଅତ୍ୟାଚାର ହେଉଛି ତାହା ବିଗତ ୩ ହଜାର ବର୍ଷ ମଧ୍ୟରେ କେବେ ହୋଇନ ଥିଲା। ସ୍ଥାନୀୟ ତାଲକାଟୋରା…
Read More...

ଜାଣନ୍ତୁ, ବର୍ଷର ଶେଷ ସୂର୍ଯ୍ୟ ପରାଗରେ କ’ଣ ରହିବ ରାଶି ମାନଙ୍କ ଉପରେ ପ୍ରଭାବ

୨୦୧୮ରେ ତିନୋଟି ସୂର୍ଯ୍ୟ ପରାଗ ପଡିଥିଲେ ମଧ୍ୟ ଅଗଷ୍ଟ ୧୧ତାରିଖରେ ବର୍ଷର ଶେଷ ସୂର୍ଯ୍ୟପରାଗ ପଡୁଛି। ଏହା ପୂର୍ବରୁ ଫେବୃଆରୀ ୧୫ ଓ ଜୁଲାଇ ୧୩ରେ ଦୁଇଟି ସୂର୍ଯ୍ୟ ପରାଗ ହୋଇସାରିଛି। ଅଗଷ୍ଟ ୧୧ ବର୍ଷର ଶେଷ ସୂର୍ଯ୍ୟ…
Read More...

ମୁମ୍ବଇ ସମୁଦ୍ର ତଟର ଆତଙ୍କ ବ୍ଲୁ ବଟଲ ଜେଲିଫିସ୍‍; ୨ଦିନରେ ୧୫୦ଆହତ

ମୁମ୍ବଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବଇର ସମୁଦ୍ର ତଟରେ କିଛି ଦିନ ଧରି ଆତଙ୍କ ସୃଷ୍ଟି କରିଛି ବ୍ଲୁ ବଟଲ ଜେଲିଫିସ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ମାତ୍ର କିଛି ଦିନ ବ୍ୟବଧାନରେ…
Read More...

ବିଜୁଳି ବିଭାଗର ନିଘା ନାହିଁ: ଖୁଣ୍ଟିରେ ଲଟା ମାଡିଗଲେଣି

ସୁଆଣ୍ଡୋ: ବିଦ୍ୟୁତ ଖୁଣ୍ଟିରେ ଜଙ୍ଗଲି ଲଟା ମାଡିଯାଇ ବିଜୁଳି ସରବରାହ ବ୍ୟାହତ ହେଉଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ଅଣଦେଖା କରୁଥିବାର ଅଭିଯୋଗ ହେଉଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାର୍ଗବୀ ନଦୀ କୂଳ ବଳପୁର…
Read More...

ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ; କେଉଁ ଦଳ କାହାକୁ କରିବେ ସମର୍ଥନ

ନୂଆଦିଲ୍ଲୀ: ଗୁରୁବାର ସକାଳ ୧୧ଟାରେ ରାଜ୍ୟସଭା ଉପାଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବିପକ୍ଷ ଦଳର ପ୍ରତ୍ୟାଶୀ ଭାବେ କଂଗ୍ରେସ ବରିଷ୍ଠ ନେତା ବିକେ ହରିପ୍ରସାଦ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ…
Read More...

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୪ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସେପ୍ଟେମ୍ବର ୨୦ ତାରିଖରେ ଅଧିବେଶନ ସରିବ। ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟ ଦିବସ ରହିଛି। ୧୭ ତାରିଖ ଦିନ ଚଳିତ ଆର୍ଥିକ…
Read More...

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲା ଯୋଡା ବ୍ଲକ ବାମେବାରୀ ଥାନା ଅନ୍ତର୍ଗତ ପିଢିପୋଖରୀ ଗାଁରେ ଗୁଣିଗାରେଡି ସନ୍ଦେହରେ ଗ୍ରାମର ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ପିଟିପିଟି ମାରି ଦେଇଛନ୍ତି। ଅତି ନୃଶଂସଭାବେ ଯୁବକଙ୍କୁ…
Read More...

କଳାହାଣ୍ଡିରେ ଯୋଗ ଦେଲେ ନୂତନ ଜିଲାପାଳ

ଭବାନୀପାଟଣା: କଳାହାଣ୍ଡି ଜିଲାରେ ନୂତନ ଜିଲାପାଳ ଯୋଗ ଦେଇଛନ୍ତି। ଡାକ୍ତର ଗାଭିଲ ପରାଗ ବୁଧବାର ଦିନ ୧୧ଟା ସମୟରେ ଜିଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।  ସେ କଳାହାଣ୍ଡି ଜିଲାର ୬୪ତମ ଜିଲାପାଳ ଅଟନ୍ତି।
Read More...

କାନ୍ଥ ପଡ଼ି ଶିଶୁ କନ୍ୟା ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲାରେ କାନ୍ଥ ପଡି ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଗଁଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପସି ଗ୍ରାମର ପ୍ରଫୁଲ୍ଲ ଭୋଇ ଙ୍କ ପତ୍ନୀ ଓ ତାଙ୍କ ଝିଅ ଇତିଶ୍ରୀ ଭୋଇ (୫)  ମଙ୍ଗଳବାର ରାତିରେ…
Read More...

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଉତ୍ତେଜନା ସୃଷ୍ଟି

ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଉଛନ୍ତି ବଲାଙ୍ଗୀର ସରକାରୀ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ମିଲି ନାୟକ। ଛାତ୍ରୀଙ୍କ ମୃତ୍ୟୁକୁ ନେଇ…
Read More...

ମାରିନ୍‍ ବିଚ୍‍ରେ ସମାଧି ନେବେ କରୁଣାନିଧି: ହାଇକୋର୍ଟ

ଚେନ୍ନାଇ: ଦିବଂଗତ ଡିଏମକେ ନେତା ଏମ୍‍ କରୁଣାନିଧିଙ୍କ ପାର୍ଥିବ ଶରୀରକୁ ମାରିନ୍‍ ବିଚ୍‍ରେ ସମାଧି ଦିଆଯିବ। ସେଠାରେ ସମାଧି ପାଇଁ ତାମିଲନାଡ଼ୁ ସରକାର ଅନୁମତି ଦେଇ ନଥିବାରୁ ସମାଧି ସ୍ଥଳକୁ ନେଇ ବିବାଦ ସୃଷ୍ଟି…
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଵୃଦ୍ଧିର ପ୍ରତିବାଦ

ଗୋପ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ପ୍ରତିବାଦ କରାଯାଇ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିପାଇଁ ବିଦେଶରୁ…
Read More...

୬ ଅପରାଧୀ ଗିରଫ: ୯୦ ହଜାର ଜବତ

ବରଗଡ: ପଦ୍ମପୁର ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ୬ଜଣ ଅପରାଧୀଙ୍କୁ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ କପାଟି ଗ୍ରାମରୁ ୬ଜଣ ଅପରାଧୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୯୦,୬୧୦ଟଙ୍କା ଜବତ ହୋଇଛି।…
Read More...

ସାଧୁ ସଂସର୍ଗର ସୁଫଳ

ଚୈତନ୍ୟଙ୍କର ଦୁଇ ପରମ ଭକ୍ତ ଥିଲେ ନିତାଇ ଓ ହରି ଦାସ। ଦୁହେଁ ଏକନିଷ୍ଠ ଭାବରେ ଭଗବତ୍‌ ନାମ କୀର୍ତ୍ତନ କରି ଭକ୍ତିରସର ପ୍ରଚାରପ୍ରସାର କରୁଥିଲେ। ଜଗାଇ-ମାଧାଇ ନାମକ ଦୁଇଜଣ ଅତି ଦୁଷ୍ଟ ସ୍ବଭାବର ବ୍ୟକ୍ତି ଥିଲେ। ଦିନେ…
Read More...

ସେବା ଆଳରେ ଶୋଷଣ

ସାମାଜିକ ସ୍ତରରେ ଯେତେବେଳେ ନୈତିକ ସ୍ଖଳନ ଦେଖାଦିଏ, ସେତେବେଳେ ତା’ର ବ୍ୟାପକ ପ୍ରଭାବ ପଡ଼ିଥାଏ; ସମାଜଟା ଉପରକୁ ଭାରି ସୁନ୍ଦର ଦେଖାଯାଉଥିଲେ ବି ଭିତରଟା ରୋଗିଣା ହୋଇସାରିଥାଏ। ଆମ ଦେଶରେ ଯୌନଶୋଷଣର ଘଟନାଗୁଡ଼ିକୁ…
Read More...

କୌତୂହଳର ମୃତ୍ୟୁ

ଚିନ୍ମୟ କୁମାର ହୋତା ପ୍ରାୟ ଦେଖାଯାଏ ଯେ ଛୋଟ ପିଲାମାନେ ସବୁ ବିଷୟରେ ଜାଣିବା ପାଇଁ ସ୍ବଭାବତଃ କୌତୂହଳୀ ହୋଇଥାଆନ୍ତି। ଜନ୍ମ ହେବା ପାଖରୁ ଶିଶୁଟିଏ ନିଜର ପାରିପାର୍ଶ୍ବିକ ପୃଥିବୀକୁ ପାଠକ ଭାବରେ ଜାଣିବା ପାଇଁ ନାନା…
Read More...

ବିଳମ୍ବ ହୋଇପାରେ ଇମ୍ରାନ୍‍ଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ

ଇସଲାମବାଦ: ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରିବାକୁ ପ୍ରସ୍ତୁତ ହେଉଥିବା ପୂର୍ବତନ କ୍ରିକେଟ ତାରକା ଇମ୍ରାନ୍‍ ଖାନ୍‍ଙ୍କ ଶପଥ ଗ୍ରହଣ ବିଳମ୍ବିତ ହୋଇପାରେ। ଇମ୍ରାନ୍‍ ଖାନ୍‍ ଜିତିଥିବା ୫ଟି…
Read More...

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା କୋଦଳା ଥାନା ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି…
Read More...

ଭଗବାନଙ୍କ ମୂର୍ତ୍ତି ଏପରି ରଖନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ମୂର୍ତ୍ତି ରହିଛି ଯାହାକୁ ଦର୍ଶନ କରିବା ଅତ୍ୟନ୍ତ ଅଶୁଭ ଅଟେ। ଭଗବାନଙ୍କର କିଛି ସ୍ୱରୂପ ଓ ମୂର୍ତ୍ତି ରହିଛି ଯାହାକୁ ଦର୍ଶନ କଲେ ଆମର କ୍ଷତି ହୋଇଥାଏ। ଏହି ମୂର୍ତ୍ତି…
Read More...

ଝାରସୁଗୁଡ଼ା ପୂର୍ବତନ ଭୂ-ଅର୍ଜନ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ

ସୁନ୍ଦରଗଡ଼ : ଝାରସୁଗୁଡ଼ାର ପୂର୍ବତନ ଭୂ-ଅର୍ଜନ ଅଧିକାରୀ ଓ ଅନ୍ୟ କେତେକ କର୍ମଚାରୀଙ୍କ ବିରୁଦ୍ଧରେ ଅଡ଼ିଟ ରିପୋର୍ଟରେ ଗୁରୁତର ଅଭିଯୋଗ ଆସିବା ସହ ଲକ୍ଷାଧିକ ଟଙ୍କାର ହେରଫେର ମାମଲା ବଢିବାରେ ଲାଗିଛି। ଝାରସୁଗୁଡ଼ା…
Read More...

ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ଗୋପାଳପୁର ପାଟଣା ଅଙ୍ଗନୱାଡି କେନ୍ଦ୍ର ନଂ-୧ରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ବ୍ଲକ ଅଧ୍ୟକ୍ଷା ସମ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃ ସ୍ତନ୍ୟପାନର…
Read More...

ଦମଦାର ଷ୍ଟାଇଲ ସହ ଆସୁଛି ‘ହିରୋ ଡାଉନ’ ବାଇକ୍‍

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ହିରୋ’ ଭାରତୀୟ ବଜାରକୁ ଏକ ଦମଦାର ଷ୍ଟାଇଲର ନୂଆ ବାଇକ୍‍ ଛାଡ଼ିବାକୁ ଯୋଜନା କରିଛି। ଏହା ସବୁ ଶ୍ରେଣୀର ଗ୍ରାହକଙ୍କ ପସନ୍ଦ ଯୋଗ୍ୟ ହୋଇପାରିବ ବୋଲି କମ୍ପାନୀ ଆଶା ବ୍ୟକ୍ତ…
Read More...

ଏୟାରୱେଜର ସ୍ୱାଧୀନତା ଦିବସ ଅଫର

ନୂଆଦିଲ୍ଲୀ : ଅର୍ନ୍ତଜାତୀୟ ବିମାନ କମ୍ପାନୀ ଏୟାରୱେଜ ସ୍ୱାଧୀନତା ଦିବସ ଉପଲକ୍ଷେ ନିଜ ଗ୍ରାହକଙ୍କୁ ୯ ଦିନିଆ ଅଫର ଦେଇଛି। ଏହି ଅଫରରେ ବିମାନ ଟିକେଟ୍‍ର ବଡ଼ ଧରଣର ରିଆତି ଦିଆଯାଉଛି। କମ୍ପାନୀର ୱେବସାଇଟରୁ ମିଳିଥିବା…
Read More...

ସଞ୍ଜୁ ହିଟ୍‍, ସଞ୍ଜୟ ଦତ୍ତଙ୍କ ଚଳଚ୍ଚିତ୍ର ଫ୍ଲପ୍‍

ମୁମ୍ବଇ : ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀଙ୍କ ଉପରେ ଆଧାରିତ ତଥା ରାଜକୁମାର ହିରାନିଙ୍କ ନିର୍ଦେଶିତ ଚଳଚ୍ଚିତ୍ର ସଞ୍ଜୁ ୩୦୦ କୋଟି ଆୟ କ୍ଲବରେ ପ୍ରବେଶ କରିଛି। ମୁକ୍ତିଲାଭରୁ ଦେଢ ମାସ ମଧ୍ୟରେ ସଞ୍ଜୁ ୩୩୪.୭୫…
Read More...

ଭଗବାନ ଶିବ ତାଙ୍କ ଠାରୁ ଜଳାଭିଷେକ ଚାହୁଁଛନ୍ତି କହି ଛୁଟି ମାଗିଲେ ପୁଲିସ କର୍ମଚାରୀ

ଲକ୍ଷ୍ମୌ: ଭଗବାନ ଶିବ ମୋ ଠାରୁ ଜଳାଭିଷେକ ହେବା ପାଇଁ ଚାହୁଛନ୍ତି । ଏଥିପାଇଁ ଛୁଟିର ଆବଶ୍ୟକତା ରହିଛି । ଏହିପରି  ଦରଖାସ୍ତ ଲେଖି ଉତ୍ତରପ୍ରଦେଶର ଜଣେ ପୁଲିସ କନେଷ୍ଟବଳ ଛୁଟି ପାଇଁ ଆବେଦନ କରିଥିଲେ । ତାଙ୍କର…
Read More...

ଭଗବାନ ଶିବ ତାଙ୍କ ଠାରୁ ଜଳାଭିଷେକ ଚାହୁଁଛନ୍ତି କହି ଛୁଟି ମାଗିଲେ ପୁଲିସ କର୍ମଚାରୀ

ଲକ୍ଷ୍ମୌ: ଭଗବାନ ଶିବ ମୋ ଠାରୁ ଜଳାଭିଷେକ ହେବା ପାଇଁ ଚାହୁଛନ୍ତି । ଏଥିପାଇଁ ଛୁଟିର ଆବଶ୍ୟକତା ରହିଛି । ଏହିପରି  ଦରଖାସ୍ତ ଲେଖି ଉତ୍ତରପ୍ରଦେଶର ଜଣେ ପୁଲିସ କନେଷ୍ଟବଳ ଛୁଟି ପାଇଁ ଆବେଦନ କରିଥିଲେ । ତାଙ୍କର…
Read More...

ଟଙ୍କା ଠକେଇର ଶିକାର ହୋଇଥିବା ଅବସରପ୍ରାପ୍ତ ପୁଲିସ ଅଧିକାରୀ, ଟଙ୍କା ଫେରି ପାଇଲେ

ପିପିଲି:ଅଭିନବ ଉପାୟରେ ଠକାମୀର ଶିକାର ହୋଇଥିବା  ଅବସରପ୍ରାପ୍ତ ପୁଲିସ ଏସ୍‍ଆଇ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ନିଜର ଟଙ୍କା ଫେରି ପାଇଛନ୍ତି । ଜୀବନ ବୀମାର ମାଚ୍ୟୁରିଟି ଅର୍ଥ ଆକାଉଣ୍ଟକୁ ଆସିବା କଥା କହି ଅତି ଚତୁରତାର…
Read More...

ରାଜ୍ୟ ସଭା ଉପାଧ୍ୟକ୍ଷ  ନିର୍ବାଚନ ପ୍ରସଙ୍ଗରେ ସମର୍ଥନ ପାଇଁ  ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କଲେ ଅମିତ ଶାହ ଓ ନୀତିଶ…

ଭୁବନେଶ୍ୱର:  ଅଗଷ୍ଟ ୯ ତାରିଖରେ  ରାଜ୍ୟ ସଭାର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।  ଜନତାଦଳ ୟୁନାଇଟେଡ୍‌ର ନେତା ତଥା ସାସଂଦ ହରିବଂଶ ନାରାୟଣ ସିଂ ଏନ୍‌ଡିଏର ପ୍ରାର୍ଥୀ ହେବେ । ହରିବଂଶଙ୍କୁ…
Read More...

ଆସନ୍ତା ୨୧ରେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ

ଝାରସୁଗୁଡା: ଅଗଷ୍ଟ ୨୧ତାରିଖରେ ଓଡିଶାର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଏକ ଚିଠି ଆସିଥିବା ବିମାନବନ୍ଦର ନିର୍ଦେଶକ ଏସ.କେ. ଚୌହାନ…
Read More...

ବୈଶୟିକ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଛି ୪୫ପ୍ରତିଶତ ଆସନ; ବନ୍ଦ ହେଲା ୫୧ଟି ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ଏଆଇସିଟିଇ(ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ) ଦ୍ୱାରା ମନୋନୀତ ବୈଶୟିକ ଶିକ୍ଷାନୁଷ୍ଠାନରେ ୪୫ପ୍ରତିଶତ ଆସନ ଖାଲି ପଡ଼ି ରହିଛି। ଏହା କେବଳ ସରକାରଙ୍କୁ କାହିଁକି ସମ୍ପୃକ୍ତ କଲେଜ…
Read More...

ସାହାଯ୍ୟ ମାଗି ଯୁବକଙ୍କୁ ଲୁଟିଲେ ୨ ଯୁବତୀ

ନୂଆଦିଲ୍ଲୀ: ରାସ୍ତା କଡରେ ଦୁଇ ଜଣ ଯୁବତୀ ଚିତ୍କାର କରି ସାହାଯ୍ୟ ମାଗୁଥିଲେ । ତାଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିବା ଯୁବକଙ୍କର ପର୍ସ ସହ ମୋବାଇଲ୍‌ ଏହି ଦୁଇଜଣ ଯୁବତୀ ଲୁଟି ନେଇଥିଲେ । ଏପରି ଘଟଣା  ଦିଲ୍ଲୀରେ…
Read More...

ମାଛଧରା ଡଙ୍ଗାକୁ ଧକ୍କା ଦେଲା ଜାହାଜ: ୩ମୃତ

କୋଚ୍ଚି: କେରଳ ସମୁଦ୍ର ତଟରୁ ୨୮କିମି ଦୂର ସମୁଦ୍ର ମଧ୍ୟରେ ମଙ୍ଗଳ ବାର ଭୋର ୪ଟା ବେଳେ ଏକ ମାଛ ଧରୁଥିବା ଡଙ୍ଗାକୁ ଜାହାଜ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଅଳ୍ପକେ ବର୍ତ୍ତି…
Read More...

ଅବୁ ସାଲେମଙ୍କ ପାରୋଲ ଆବେଦନ ବାତିଲ

ମୁମ୍ବଇ: ୧୯୯୩ରେ ମୁମ୍ବଇ ସିରିଜ ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅବୁ ସାଲେମ ବିବାହ ପାଇଁ ଏକ ମାସ ପାରୋଲ ଆବେଦନକୁ ମୁମ୍ବଇ ଉଚ୍ଚ ନ୍ୟାୟାଳୟ ବାତିଲ କରିଦେଇଛି। କୌଶର…
Read More...

ଲାଗି ରହିଛି ବର୍ଷା: ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି

କଟକ: ରାଜ୍ୟରେ ଲଘୁଚାପ ପ୍ରଭାବ ଜାରି ରହିଛି। ଲଗାଣ ବର୍ଷାର ପ୍ରଭାବରେ ଦୈତ ନଗରୀ ସମେତ ଅନେକ ରାଜ୍ୟର ଅବସ୍ଥା ବେହାଲ ହୋଇଯାଇଛି। ସ୍ମାର୍ଟ ସିଟି ଭୁବନେଶ୍ୱରର ଅନେକ ସ୍ଥାନରେ ପାଣି ଜମି ରହିଛି। ସୋମବାର ରାତିରେ ଲଗାଣ…
Read More...

ଦଳିତ ଓ ଓବିସି ବର୍ଗଙ୍କ ପାଇଁ ପ୍ରଭାବିତ ହେବ ବିଜେପି ଭୋଟ ବ୍ୟାଙ୍କ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସମ୍ପ୍ରତ୍ତି ଦଳିତ ଓ ଓବିସି ବର୍ଗଙ୍କ ପ୍ରତି ଉଦାର ମନୋଭାବ ପରିଦର୍ଶନ କରୁଥିବା ଦୃଶ୍ୟମାନ ହେଉଛି। ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ…
Read More...

୯୬ବର୍ଷରେ ସାକ୍ଷରତା ପରୀକ୍ଷା ଦେଲେ ବୃଦ୍ଧା

କେରଳରେ ଜଣେ ୯୬ ବର୍ଷିୟା ବୃଦ୍ଧା ସାକ୍ଷରତା ପରୀକ୍ଷାରେ ଭାଗ ନେଇଛନ୍ତି। ଏହି ପରୀକ୍ଷା କେରଳର ସାକ୍ଷରତା ମିଶନ ପକ୍ଷରୁ ଆୟୋଜନ କରାଯାଇଥିଲା। ନାଗରିକ ମାନଙ୍କ ସାକ୍ଷରତାକୁ ଯାଞ୍ଚ କରିବା ପାଇଁ ଏହା ଆୟୋଜନା…
Read More...

ଯାହାର କୃତିରୁ ଜନ୍ମ ନେଇଥିଲା ଦୁଇ ଦେଶର ରାଷ୍ଟ୍ରଗାନ

ନୂଆଦିଲ୍ଲୀ: ମଙ୍ଗଳବାର କବି, ଔପନାସିକ, ନାଟ୍ୟକାର, ଚିତ୍ରକାର ରବିନ୍ଦ୍ର ନାଥ ଠାକୁରଙ୍କ ଶ୍ରାଦ୍ଧ ଦିବସ। ୭ଅଗଷ୍ଟ ୧୯୪୧ରେ ଗୁରୁଦେବଙ୍କ ନିଧନ ହୋଇଥିଲା। ସେ ଏଭଳି ଜଣେ ମାନବବାଦୀ ବିଚାରକ ଥିଲେ, ଯିଏ ସାହିତ୍ୟ,…
Read More...

ଲଘୁଚାପ ବର୍ଷାରେ ଧାନବିଲ ଜଳମଗ୍ନ

ସୁଆଣ୍ଡୋ: ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ସତ୍ୟବାଦୀ ବ୍ଲକରେ ଧାନଜମି ଗୁଡିକ ଜଳମଗ୍ନ ହୋଇଯାଇଛି। ତଳି ବୁଣା ଯାଇଥିବା ଧାନଗଛ ଉପରେ ଆଣ୍ଠୁଏ ପାଣି ହୋଇଛି । ଗତ ବର୍ଷାରେ ଅନେକ କ୍ଷତି ହୋଇଥିଲା । ଧାର…
Read More...

ବିଏମସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବର୍ଷାର ପ୍ରଭାବ ଜାରି ରହିଛି। ଗତକାଲି ଠାରୁ ରାଜ୍ୟର ଅନେକ ଜିଲାରେ ଲଗାଣ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ସମେତ…
Read More...

ଅନୁଚିତ କାର୍ଯ୍ୟଫଳ

ଜଙ୍ଗଲରେ ମର୍କଟମାନଙ୍କର ଏକ ଦଳ ରହୁଥିଲେ। ସେମାନଙ୍କ ଭିତରେ ଅତି ଦୁଷ୍ଟାମି କରୁଥିବା ଏକ ମର୍କଟ ଥିଲା। ପ୍ରାୟତଃ ଦଳର ଅନ୍ୟ ମାଙ୍କଡ଼ମାନଙ୍କୁ ସେ ହଇରାଣହରକତ କରୁଥିଲା। ତେଣୁ ସମସ୍ତେ ତାକୁ ଦେଖିଲା ମାତ୍ରେ…
Read More...

ମମତାଙ୍କ ମହାମେଣ୍ଟ ପ୍ରୟାସ

ଜାତୀୟ ସ୍ତରରେ ବିଜେପି ବିରୋଧରେ ଏକ ବିକଳ୍ପ ମେଣ୍ଟଗଠନ ଘେନି କିଛିକାଳ ଧରି ରାଜନୈତିକ ମହଲରେ ସ୍ବର ଉଠୁଛି। ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ ଏଭଳି ଏକ ମେଣ୍ଟଗଠନର ଆବଶ୍ୟକତା ପ୍ରାୟତଃ ସବୁ…
Read More...

ଆମ ଗଣତନ୍ତ୍ର ସୁରକ୍ଷିତ ତ?

ଅମ୍ବିକା ପ୍ରସାଦ କାନୁନ୍‌ଗୋ ସୁସ୍ଥ ଗଣତନ୍ତ୍ର ପାଇଁ ବିରୋଧୀ ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ, ଏକଥା ଆମେ ସମସ୍ତେ ଜାଣିଛୁ। ମାତ୍ର ମତଦାନବେଳେ ଆମେ ଗୋଟିଏ ଦଳ ସପକ୍ଷରେ ଏପରି ସମର୍ଥନ ଦେଇଥାଉ ଯେ ତାହା ବିରୋଧୀ ଦଳର…
Read More...

ବନବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ

ଅଭିରାମ ବିଶ୍ବାଳ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କୀତ ଓଡ଼ିଶା ସରକାରଙ୍କ .ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକର ନିଷ୍ପତ୍ତିଟି ଯେତିିକି ମହତ୍ତ୍ବପୂର୍ଣ୍ଣ ସେତିକି ସ୍ବାଗତଯୋଗ୍ୟ। ସେଇ…
Read More...

ଟ୍ରେନ ଲାଇନ କଡରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲା ସଦର ଉକଚାବେଡା ଗ୍ରାମ ନିକଟ ଟ୍ରେନ ଲାଇନ କଡରେ ଜଣଙ୍କ ମୃତଦେହ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଜଣା ପଡିନାହିଁ। କୌଣସି ଟ୍ରେନ ଧକ୍କାରେ ଅଚିହ୍ନା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା…
Read More...

ଶ୍ରାବଣ ମାସରେ ମେହେନ୍ଦି ଲଗାଇବାର ଲାଭ

ଶ୍ରାବଣ ମାସକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମାସ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ମହିଳାମାନଙ୍କୁ ପ୍ରକୃତିର ଏକ ରୂପ ବୋଲି କୁହାଯାଇଛି। ଏହି ମାସରେ ମହିଳାମାନେ ମେହେନ୍ଦି ଲଗାଇବାକୁ ପସନ୍ଦ କରିଥାନ୍ତି। ମେହେନ୍ଦି…
Read More...

କାନ୍ଥ ଭୁଶୁଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବେଉସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଯାଇଛି। ଏଥିରେ ସ୍ୱାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି।…
Read More...

କାମିକା ଏକାଦଶୀରେ ହନୁମାନଙ୍କୁ ପୂଜା କରିବାର ଉପାୟ

ଶ୍ରାବଣ ପରି ପବିତ୍ର ମାସର କୃଷ୍ଣ ପକ୍ଷ ଏକାଦଶୀକୁ କାମିକା ଏକାଦଶୀ କୁହାଯାଏ। ବେଦରେ ଏହାକୁ ଅତ୍ୟନ୍ତ ପୂଣ୍ୟଦାୟୀ ବୋଲି କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ ନିଜେ ଏହି ବ୍ରତର ମହତ୍ତ୍ୱ ଯୁଧିଷ୍ଠିରଙ୍କୁ କହିଥିଲେ। ଏହି…
Read More...

ବର୍ଷା ଯୋଗୁଁ କଟକ ଓ ଖୋର୍ଦ୍ଧାର ସମସ୍ତ ସ୍କୁଲ କଲେଜ ଛୁଟି

କଟକ/ଖୋର୍ଦ୍ଧା: ରାଜ୍ୟରେ ଲଘୁଚାପର ପ୍ରଭାବ ସୋମବାର ଠାରୁ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ କଟକ ଓ ଖୋର୍ଦ୍ଧାରେ ସମସ୍ତ ସ୍କୁଲ ଓ କଲେଜକୁ ଆଜି ଦିନକ ପାଇଁ…
Read More...

ସଫଳ ଅଭିନେତାଙ୍କ ବିଫଳ ଚଳଚ୍ଚିତ୍ର

ମୁମ୍ବଇ : ବଲିଉଡ ଜଗତରେ ସମସ୍ତ କଳାକାର ନିଜର ଚଳଚ୍ଚିତ୍ରକୁ ସୁପରହିଟ କରିବାପାଇଁ ପ୍ରାଣମୁର୍ଚ୍ଛା ପରିଶ୍ରମ କରିଥାଆନ୍ତି। ସେହିପରି ଚଳଚ୍ଚିତ୍ର ନିର୍ଦେଶକ ମଧ୍ୟ ଚଳଚ୍ଚିତ୍ରର ପ୍ରତ୍ୟକ ଭାଗକୁ ବାରମ୍ବାର ସୁଟିଙ୍ଗ…
Read More...

ଲସ୍କର ସଂଗଠନରେ କେନ୍ଦ୍ରାପଡ଼ା ଯୁବକ ହବିବୁର ଗିରଫ

ନୂଆଦିଲ୍ଲୀ : କଟକ ଜିଲା ସାଲେପୁରର ଅବଦୁର ରେହମାନ ପରେ ଏବେ କେନ୍ଦ୍ରାପଡ଼ାର ଯୁବକ ହବିବୁର ରେହମାନ ଓରଫ ହବିବ୍‍ର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସହ ସଂପୃକ୍ତି ଥିବା ନଜରକୁ ଆସିଛି। ରିଆଦ୍‍ରୁ…
Read More...

ଆନ୍ଧ୍ର ପଥର ଖଣି ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ସହାୟତା ରାଶି

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର କୁରନୁଲଠାରେ ପଥର ଖଣି ଦୁର୍ଘଟଣାରେ ତିନିଜଣ ଓଡିଆ ଶ୍ରମିକ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ…
Read More...

ଆସିଲା କାୱାସାକି ନିଞ୍ଜାର ଦୁଇ ନୂତନ ମଡେଲ ବାଇକ୍‍

ନୂଆଦିଲ୍ଲୀ : ଲୋକପ୍ରିୟ ବାଇକ୍‍ ନିର୍ମାଣକାରୀ କମ୍ପାନୀ ଇଣ୍ଡିଆ କାୱାସାକି ମୋଟର ନିଜର ଦୁଇଟି ନୂତନ ମଡେଲ ‘ନିଞ୍ଜା ଜେଡଏକ୍ସ-୧୦ଆର’ ଓ ‘ଜେଡଏକ୍ସ-୧୦ଆରଆର’ ବଜାରକୁ ଛାଡ଼ିଛି। ଏହି ବାଇକ୍‍ ଏବେ ମୁମ୍ବଇର ଉପଲବ୍ଧ…
Read More...

ପେପ୍‍ସିକୋ ସିଇଓ ପଦ ଛାଡିବେ ଇନ୍ଦିରା, ରାମୋନ ଲାଗୁର୍ତା ହେବେ ନୂଆ ସିଇଓ

ନୂଆଦିଲ୍ଲୀ : ଆମେରିକାର ମୃଦୁପାନୀୟ କମ୍ପାନୀ ପେପ୍‍ସିକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରେ ୧୨ ବର୍ଷ ଧରି କାର୍ଯ୍ୟ କରିବା ପରେ ଇନ୍ଦିରା ନୁଇ ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ପଦରୁ ଅବ୍ୟାହତ ନେବେ…
Read More...

କାଗଜ କଲମରେ ସିମୀତ ରହିଲା ଆଖଣ୍ଡଳମଣି ପୀଠ ଶ୍ରାବଣ ମାସ ପ୍ରସ୍ତୁତି

ଆରଡି : ବାବା ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରାକୁ ସୂଚାରୁ ରୂପେ ସମାପନ କରାଯିବା ପାଇଁ ଭଦ୍ରକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଯାତ୍ରାର କିଛିଦିନ ପୂର୍ବରୁ ଭଦ୍ରକ ଠାରେ ଜିଲାର ପୁଲିସ ବିଭାଗ ସହ ବିଭିନ୍ନ ବିଭାଗର…
Read More...

ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ୬୦ହଜାର କାଉଡିଆ

ଆରଡି : ଶ୍ରାବଣମାସରେ ଦେବଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁ ପୂର୍ବରୁ ଜଳାଭିଷେକ ପ୍ରଥା ରହି ଆସିଛି। ଏହି ପବିତ୍ର ମାସରେ ଯାହାକିଛି ଭାବନା ନେଇ ମହାଦେବଙ୍କ ଜଳଲାଗି କଲେ ନିଜର ଭାବନା ପୂର୍ଣ୍ଣ ହୋଇଥାଏ…
Read More...

ଚାଉଳ ଘୋଟାଲାରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ବଣାଇ : ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡର ବଇଦପାଲି ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଉଳ ଘୋଟାଲା ଅଭିଯୋଗ ଆସିଛି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ପଟ୍ଟନାୟକ ୧୪କ୍ୱିଣ୍ଟାଲ ୬୩କିଗ୍ରା ଚାଉଳ…
Read More...

ବୁରାଡ଼ି ଅନୁରୂପ ଘଟଣା ମେକ୍ସିକୋରେ ପୁନରାବୃତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ବୁରାଡ଼ିରେ ଗୋଟିଏ ପରିବାରର ୧୧ଜଣଙ୍କ ଆତ୍ମହତ୍ୟା ଘଟଣା ଅନୁରୂପ ଘଟଣା ମେକ୍ସିକୋରେ ଘଟି ଯାଇଛି। ଏଭଳି ଘଟଣା ମେକ୍ସିକୋ ପୁଲିସକୁ ଦ୍ୱନ୍ଦ୍ୱରେ ପାଇଛି। ଆଇଏନଏସ ଏଜେନ୍ସିଠାରୁ ମିଳିଥିବା ସୂଚନା…
Read More...

ସଂସଦରେ ୧୮ ବିଲ୍‍ ପାରିତ

ନୂଆଦିଲ୍ଲୀ: ସଂସଦର ଉଭୟ ସଦନରେ ଚଳିତ ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ୧୮ଟି ବିଲ୍‍ ପାରିତ କରାଇପାରିଛନ୍ତି। ସେଥିମଧ୍ୟରୁ ରାଜ୍ୟସଭାରେ ୬ଟି ଓ ଲୋକସଭାରେ ୧୨ଟି ବିଲ୍‍ ପାରିତ ହୋଇଛି। ଲୋକସଭାରେ ପାରିତ ହୋଇଥିବା…
Read More...

ମୁଜଫରପୁର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ କାର୍ଯ୍ୟାଳୟରେ ଠାବ ହେଲା ଗୁପ୍ତ ସୁଢଙ୍ଗ

ପାଟନା: ବିହାର ମୁଜଫରନୁର ବାଳିକା ଅସ୍ଥାୟୀ ସ୍ଥଳକୁ ଚାଲିଥିବା ସିବିଆଇ ତଦନ୍ତରେ ଆଉ ଏକ ସୁରାକ ସାମ୍ନାକୁ ଆସିଛି। ଏହି ଘଟଣାରେ ମୁୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ କାର୍ଯ୍ୟାଳୟରୁ ଉକ୍ତ ବାଳିକା ଅସ୍ଥାୟୀ ସ୍ଥଳକୁ…
Read More...

ଜାଣନ୍ତୁ, ଦୁଃସ୍ୱପ୍ନ ଦେଖିବାର କାରଣ

ରାତିରେ ଶୋଇବା ବେଳେ ଆମେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାଉ। କିଛି ସ୍ୱପ୍ନ ଭଲ ହୋଇଥାଏ ତ କିଛି ଖରାପ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ସ୍ୱପ୍ନର ସମ୍ପର୍କ ଆମ ଜନ୍ମ କୁଣ୍ଡଳୀରେ ଥିବା ଖରାପ ସମୟକୁ ସୂଚାଇ ଥାଏ। ଜନ୍ମ…
Read More...

ପ୍ରବଳ ବର୍ଷା ସମ୍ଭାବନା: ୧୧ଟି ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,…
Read More...

ବିବେକାନନ୍ଦ ଇଞ୍ଜିନ୍‍ ଅଏଲ୍‍ ଆକ୍ରମଣର ଶିକାର ହୋଇଥାନ୍ତେ: ଥରୁର

ନୂଆଦିଲ୍ଲୀ: ଯଦି ଆଜିର ଦିନରେ ସ୍ୱାମୀ ବିବେକାନନ୍ଦ ଭାରତରେ ବଞ୍ଚିଥାନ୍ତେ ତେବେ ତାଙ୍କ ଉପରକୁ ଗୁଣ୍ଡାମାନେ ଇଞ୍ଜିନ ଅଏଲ୍‍ ଫୋଫାଡ଼ିଥାନ୍ତେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର। ନିକଟ ଅତୀତରେ କେତେକ…
Read More...