www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରତିଦିନ ତୁଳସୀ ବୃକ୍ଷ ମୂଳରେ ଜଳ ଅର୍ପଣ ଓ ଦୀପ ଲଗାଇର ମହତ୍ତ୍ବ

ଶାସ୍ତ୍ରରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟକୁ ଅଧିକ ମହତ୍ତ୍ୱ ଦିଆଯାଇଛି। ଏହି ସମୟରେ ଠିକ ଭାବେ ପୂଜା କରିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ। ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରେ ତୁଳସୀ ବୃକ୍ଷ ମୂଳରେ ଦୀପ ଜଳାନ୍ତୁ। ସେହିପରି ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ତୁଳସୀ ବୃକ୍ଷ ମୂଳରେ ଦୀପ ଜଳାଇବା ଉଚିତ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।ପ୍ରତିଦିନ ଦୀପ ଲଗାଇବା କାରଣ:
ବିଷ୍ଣୁ ପୁରାଣ ଅନୁଯାୟୀ ଘରର ମୁଖ୍ୟଦ୍ୱାର ନିକଟରେ ତୁଳସୀ ବୃକ୍ଷ ରଖନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ତୁଳସୀ ବୃକ୍ଷ ମୂଳରେ ଜଳ ଅର୍ପଣ କରି ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ରହିଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ଉନ୍ନତି ମଧ୍ୟ ହୋଇଥାଏ।ପୁରାଣରେ ତୁଳସୀ ବୃକ୍ଷକୁ ମା ଲକ୍ଷ୍ମୀଙ୍କ ଅବତାର କୁହାଯାଇଛି। ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ତାଙ୍କ କୃପା ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ମା ଲକ୍ଷ୍ମୀଙ୍କୁ ଧନଦାତ୍ରୀ କୁହାଯାଏ। ତେଣୁ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ।

Hot this week

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

Related Articles

Popular Categories