ଜୁଲାଇ ୧ ରେ ଖୋଲିବ ଇଞ୍ଜିନିୟରିଂ କଲେଜ

ନୂଆଦିଲ୍ଲୀ : ଜୁଲାଇ ପହିଲାରୁ ଖୋଲିବ ଇଞ୍ଜନିୟରିଂ କଲେଜ। ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍ ଏଜୁକେସନ୍ ଇନ୍‌ଷ୍ଟିଚ୍ୟୁସନ୍‌ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍‌ନିକାଲ୍…
Read More...

ରାଜସ୍ଥାନ କୋଟାରୁ ଫେରିଲେ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୪୫ ଜଣ ଛାତ୍ରଛାତ୍ରୀ

ଭବାନୀପାଟଣା : ରାଜସ୍ଥାନର କୋଟାରେ କୋଚିଂ ନେବା ପାଇଁ ଯାଇ ଥିବା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ପ୍ରାୟ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ଲକ୍ ଡାଉନ ଯୋଗୁଁ  ନିଜ ଘରକୁ ଆସି ନପାରି ସେଠାରେ ରହି ଯାଇ ଥିଲେ । ଦୁଇ ରାଜ୍ୟର…
Read More...

ସ୍ବତନ୍ତ୍ର ଟ୍ରେନରେ ଓଡିଶା ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ପାଇଁ ସମସଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ଫଶି ରହିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କକୁ ନିଜ ନିଜ…
Read More...

ପ୍ରବାସୀଙ୍କୁ ନେଇ ଆଜି ଓଡ଼ିଶା ଅଭିମୁଖେ ଛାଡ଼ିବ ୩ ଟ୍ରେନ୍: ଗୁଜରାଟରୁ ୨, କେରଳରୁ ଗୋଟିଏ

ଭୁବନେଶ୍ଵର/ଏର୍ଣ୍ଣାକୁଲମ୍ (ବ୍ୟୁରୋ):  ବିଭିନ୍ନ ରାଜ୍ୟରେ ଅଟକିଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରିବା ନିମନ୍ତେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ବିଭିନ୍ନ ରାଜ୍ୟକୁ…
Read More...

କରୋନା ଡ଼ାକିନେଲା ଦୁବାଇ; ପ୍ରାଣ ହରାଇଲେ ପଟାମୁଣ୍ଡାଇର ପାଣି ପାଇପ୍ ମିସ୍ତ୍ରୀ

କେନ୍ଦ୍ରାପଡ଼ା: ପେଟ ପୋଷିବାକୁ ଯାଇଥିଲେ ଦୁବାଇ । ଆଶା ଥିଲା ଟଙ୍କା ରୋଜଗାର କରିବେ, ପିଲାଙ୍କୁ ପଢ଼ାଇବେ, ଘର ଚଳାଇବେ, ସୁଖରେ ରହିବେ । ପରିବାରର ଲୋକମାନେ କେତେ ଆଶା ବାନ୍ଧିଥିଲେ । ହେଲେ ଦି’ଟା ମାସ ଯାଇନାହିଁ ,…
Read More...

ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାହେଲେ ନବୀନ…

ଭୁବନେଶ୍ଵର : କର୍ଣ୍ଣାଟକରେ ଫଶି ରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ସକାଳ ୧୦ ଟା ୩୦ ରେ ଭିଡିଓ…
Read More...

ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ‘ସେସୁ କନେକ୍ଟ’: ଦେଇପାରିବେ ବିଜୁଳି ବିଲ୍, କରିପାରିବେ ଅଭିଯୋଗ

ଭୁବନେଶ୍ଵର (ବ୍ୟୁରୋ) ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ସେସୁ ପକ୍ଷରୁ ଆରମ୍ଭ ହୋଇଛି ଡ଼ିଜିଟାଲ ଗ୍ରାହକ ସେବା ‘ସେସୁ କନେକ୍ଟ’ ।  ଗୁଗୁଲ ପ୍ଲେ ଷ୍ଟୋରରୁ ଗ୍ରାହକମାନେ ଏହି ଆପକୁ ଡ଼ାଉନଲୋଡ଼ କରି ପାରିବେ । ଏହା…
Read More...

ଯାଜପୁର: ତଥାପି ପଶୁନାହିଁ ଚେତା; ଶନି ପୂଜା କରିବାକୁ ଲୋକ ହାଉଜାଉ

ଭୁବନେଶ୍ଵର : ଯାଜପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ପରିସ୍ଥିତି ଏପରି ହୋଇଛି ଯେ ଖୋର୍ଧାକୁ ବି ବଳିଯିବାକୁ ବସିଲାଣି ଏହି ଜିଲା । ସଚେତନତା ଯୋଗୁଁ ସଂକ୍ରମଣ ଶୃଙ୍ଖଳାକୁ ଖୋର୍ଧା…
Read More...

କରୋନା ପାଇଁ ହୋଇପାରୁନି ରାସ୍ତା କାମ, ହଇରାଣ ହେଉଛନ୍ତି ଲୋକେ

ସୁଆଣ୍ଡୋ : ଲକ ଡାଉନ ଯୋଗୁ ଦେଶ ତମାମ ସବୁ ବନ୍ଦ ହୋଇରହିଛି । ଏବେ ସରକାରଙ୍କ ସବୁ ନିର୍ମାଣ କାମ ବନ୍ଦ ରହିଛି । ପୁରୀଜିଲା ପଟ୍ଟନାୟିକିଆ - ବଳପୁର ପର୍ଯ୍ୟନ୍ତ ୫ କିମି ୮୩୦ ମିଟର ରାସ୍ତା ନିର୍ମାଣ ପାଇଁ ୨୦୧୮…
Read More...

ରାଜସ୍ଥାନର କୋଟାରୁ ରାଉରକେଲାକୁ ଫେରିଲେ ଛାତ୍ରଛାତ୍ରୀ

ରାଉରକେଲା : ରାଜସ୍ଥାନର କୋଟାରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ । ନିଜ ବ୍ୟବସ୍ଥାରେ ବସ୍ ଯୋଗେ ଫେରିଥିବା ଛାତ୍ରଛାତ୍ରୀ ମାନେ ଆଜି ସକାଳେ ରାଉରକେଲାରେ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଉରକେଲାରେ ୨ ଟି ବସ୍…
Read More...

ଯାଜପୁରରୁ ପୁଣି ୫ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୫୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁର : ରାଜ୍ୟରେ ପୁଣି ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ମହିଳା ଏବଂ ୩ଜଣ ପୁରୁଷ ଅଛନ୍ତି। ସମସ୍ତ ଆକ୍ରାନ୍ତ…
Read More...

ପାରିବାରିକ ବିବାଦ: ପୁତୁରାକୁ ଗୁଳିକରି ହତ୍ୟାକଲା ଦାଦା

ଭବାନୀପାଟଣା: ପାରିବାରିକ ବିବାଦକୁ କେନ୍ଦ୍ର କରି ପୁତୁରାକୁ ଗୁଳିକରି ହତ୍ୟା କରିଛି ଦାଦା । ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଆପଦର…
Read More...

ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀ, ଓଡ଼ିଶା ସରକାର ଦେବେ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମ ସହାୟତା

ଭୁବନେଶ୍ଵର (ବ୍ୟୁରୋ): ସାମାଜିକ ସୁରକ୍ଷା ସହାୟତା ପାଉଥିବା ଓ ମଧୁବାବୁ ପେନସନ ପାଉଥିବା ହିତାଧିକାରୀଙ୍କୁ ସରକାର ଦେବେ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍କକାଳୀନ ସହାୟତା । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂତ୍ରରୁ ମିଳିଥିବା…
Read More...

ଦେଶ ବାହୁଡ଼ିବାକୁ ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି; କେବଳ ସଂଯୁକ୍ତ ଆରବ ଏମିରେଟ୍ସରୁ ପଞ୍ଜିକରଣ କଲେଣି ୩୨ ହଜାର

ନୂଆଦିଲ୍ଲୀ: ଘର ବାହୁଡ଼ା ଲାଗି ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି । କରୋନା ଯୋଗୁଁ ବିଦେଶରେ କାମଧନ୍ଦାର ଅଭାବ ଓ ସେଠାରେ ସୃଷ୍ଟି ହୋଇଥିବା ସମସ୍ୟା ଯୋଗୁଁ ପ୍ରବାସୀ ଭାରତୀୟମାନେ ଏବେ ଦେଶମୁହାଁ । ମଧ୍ୟପ୍ରାଚ୍ୟ…
Read More...

ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା; ଅପରାଧ ଲୁଚାଇବାକୁ ଶବକୁ କୂଅରେ ଫିଙ୍ଗିଲେ

ପାଟନା: କରୋନା ଭୟରେ ଲୋକ ଥରହର । ସାରା ଦେଶରେ ଲକ୍ଡ଼ାଉନ । ଏପରି ସ୍ଥିତିରେ ବିହାରର ଦେଓଘର ଜିଲାର ମୋହନପୁର ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗତ ମଙ୍ଗଳବାର ଏହି ଘଟଣା…
Read More...

କମିଲା ସିଲିଣ୍ଡର ଦର, ଅଣ ରିଆତି ଟାଙ୍କି ଉପରେ ବଡ଼ ହ୍ରାସ

ଭୁବନେଶ୍ଵର (ବ୍ୟୁରୋ) ସିଲିଣ୍ଡର ପିଛା ବୃହତ ପରିମାଣର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏହି ହ୍ରାସ ଅଣସବସିଡ଼ି ଟାଙ୍କି ଉପରେ ହୋଇଛି। କେନ୍ଦ୍ର ସରକାର ୧୪. ୨ କିଲୋ ବିଶିଷ୍ଟ ଅଣସବସିଡ଼ି ଗ୍ୟାସ ଟାଙ୍କି ଉପରେ…
Read More...

ଗୋଟିଏ ପଞ୍ଚାୟତରେ ୨୧ ସଂକ୍ରମିତ; ସମସ୍ତଙ୍କର ରହିଛି ‘ବଙ୍ଗ’ ସଂଯୋଗ

ଭୁବନେଶ୍ଵର (ବ୍ୟୁରୋ): ଯାଜପୁର ଜିଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ କଟିକଟା ପଞ୍ଚାୟତ । ଏହି ପଞ୍ଚାୟତରେ ସଂକ୍ରମିତ ହୋଇଛନ୍ତି ୨୧ ଜଣ । ଏମାନଙ୍କ ମଧ୍ୟରେ ଅଛନ୍ତି ବୃଦ୍ଧଠାରୁ ଶିଶୁ ପର୍ଯ୍ୟନ୍ତ ।…
Read More...

ଓଡ଼ିଶା ଅଭିମୁଖେ କେରଳ ଛାଡ଼ିଲା ସ୍ବତନ୍ତ୍ର ଟ୍ରେନ୍, ଆସୁଛନ୍ତି ୧୨ଶହ ପ୍ରବାସୀ ଓଡ଼ିଆ

ଭୁବନେଶ୍ଵର (ବ୍ୟୁରୋ): ତେଲେଙ୍ଗାନାରୁ ଦାଦନ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଝାଡ଼ଖଣ୍ଡ ଅଭିମୁଖେ ବାହାରି ଆସିବା ପରେ ଆଜି କେରଳରୁ ଓଡ଼ିଶା ଆସିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ । ଏଥିରେ ୧,୨୦୦ ପ୍ରବାସୀ…
Read More...

ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି ।…
Read More...

ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ସହାୟତା ମିଳିବ । ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରଙ୍କୁ ଏହି ସହାୟତା…
Read More...

ରୋଜଗାର ଛଡେଇ ନେଲା କରୋନା, ଭୋକ ଓପାସରେ କୁମ୍ଭକାର ପରିବାର

ସୁଆଣ୍ଡୋ : କରୋନା ମହାମାରୀ ବିରୁଦ୍ଧରେ ସାରା ଦେଶ ଲଢେଇ କରୁଛି । କରେନା ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ଜାରି ରହିଛି । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢୁଛି । ଏହାରି ମଧ୍ୟରେ ନିତି କାମ କରି ପେଟ…
Read More...

ଯାଜପୁରରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୪୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁର : ଯାଜପୁରରେ ଚିହ୍ନଟ ହେଲେ ପୁଣି ୨ ଜଣ କରୋନା ପଜିଟିଭ୍। ଏହାସହ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩୮କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୪୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ…
Read More...

ବନିସି କଣ୍ଟାରେ ଧରାପଡିଲା ବଉଳା କୁମ୍ଭୀର

ଭଦ୍ରକ : ବାସୁଦେବପୁର ବ୍ଲକ ଜଗନ୍ନାଥପୁର ସ୍ଥିତ ସାରଙ୍ଗପୁର ଗାଁ ପାଖ କାଂଶବାସ ନଦୀର ମାଛଧରିବା ପାଇଁ ପଡିଥିବା ବନିସି କଣ୍ଟାରେ ଶୁକ୍ରବାର ଏକ ବଉଳା କୁମ୍ଭୀର ଧରା ପଡିଛି। ସକାଳେ ବନିସୀ ପକାଇଥିବା ଲୋକ ଏହି ଘଟଣା…
Read More...

ତେଲେଙ୍ଗାନାରେ ଫଶି ରହିଥିବା ଶ୍ରମିକଙ୍କୁ ଧରି ଝାଡଖଣ୍ଡ ଅଭିମୁଖେ ଯାତ୍ରା କଲା ସ୍ବତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: କୋରନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଲକ୍‌ଡାଉନ୍ ଯୋଗୁଁ ତେଲେଙ୍ଗାନାରେ ଅଟକି ଯାଇଥିବା ଝାଡଖଣ୍ଡର କିଛି ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ…
Read More...

ରାଉରକେଲା ବ୍ରାହ୍ମଣୀ ସେତୁରେ ବଡ଼ ଫାଟ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ସେତୁରେ ଶୁକ୍ରବାର ସକାଳେ ଏକ ବଡ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପୋଲ ମଝିରେ ପଡ଼ିଥିବା ଲୁହା ପ୍ଲେଟ ନିକଟରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଗତକାଲି ବିଳମ୍ବିତ ରାତିରେ…
Read More...

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚୂଡ଼ାନ୍ତ ତାଲିକା ପ୍ରକାଶ : ରେଡ୍ ଜୋନରେ ଯାଜପୁର, ଭଦ୍ରକ ଓ ବାଲେଶ୍ଵର

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେତେକ ରାଜ୍ୟ ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ମେ ୩ ତାରିଖରେ ଦେଶରେ…
Read More...

କର୍ମ-ଶ୍ରମ-ଭାଗ୍ୟ ; ଲହୁ ଢାଳୁଥିବା ଲୋକଙ୍କ ଲୁହ ପୋଛିବ କିଏ?

ଆଜି ଆମେ ‘ଆନ୍ତର୍ଜାତିକ ଶ୍ରମ ଦିବସ’ ଏଭଳି ଏକ ସମୟରେ ପାଳନ କରୁଛେ, ଯେତେବେଳେ ବିଶ୍ୱର କୋଣ-ଅନୁକୋଣରେ କୋଟିକୋଟି ଶ୍ରମଜୀବୀ ହାତ ବାନ୍ଧି କେବଳ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଜୀବିକା, ଜୀବନ, ଭବିଷ୍ୟତ…
Read More...

‌ଦ୍ବୖେତନଗରୀ ବ୍ୟବସାୟୀଙ୍କ ପାଇଁ ପୁଲିସ ନିୟମାବଳୀ ; ୬ ଫୁଟ ଦୂରତା ନ ମାନିଲେ ୫୦୦ ଜୋରିମାନା

ଭୁବନେଶ୍ବର: ‌ଦ୍ବୖେତନଗରୀରେ ବ୍ୟବସାୟୀ ପ୍ରତିଷ୍ଠାନ ଖୋଲିବା ନେଇ ପ୍ରଶାସନ ସ୍ପଷ୍ଟ କରିବା ପରେ କମିସନରେଟ ପୁଲିସ ଏନେଇ ଗୁରୁବାର ଏକ ନିୟମାବଳୀ ଜାରି କରିଛି। କୋଭିଡ-୧୯ ମହାମାରୀକୁ ପ୍ରତିରୋଧ କରିବା ଲାଗି ଓଡ଼ିଶା…
Read More...

୫ ଯାଏ କାଳବୈଶାଖୀ ବର୍ଷା

ଭୁବନେଶ୍ବର: ଶୁକ୍ରବାର ରାଜ୍ୟର ୧୦ରୁ ଅଧିକ ଜିଲାରେ କାଳବୈଶାଖୀ ସମ୍ଭାବନା ଅଛି। ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ…
Read More...

ଆଇସକ୍ରିମ ଖାଇଲେ ହୁଏନି କରୋନା : ହୁ

ନୂଆଦିଲ୍ଲୀ : ଆଇସକ୍ରିମ ଏବଂ ଫ୍ରିଜରୁ ବାହାରିଥିବା ଅନ୍ୟ ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା କରୋନା ସଂକ୍ରମଣ ହୁଏ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ସମ୍ବନ୍ଧରେ ହୁ ଏକ ପୃଷ୍ଠା…
Read More...

ଦୋକାନ ଖୋଲିବା ଦ୍ୱନ୍ଦ୍ୱ ଦୂର କଲା ବିଏମ୍‌ସି

ଖୋଲା ରହିବ : ତେଜରାତି, ଫଳ, ପନିପରିବା, ଦୁଗ୍ଧଜାତ ସାମଗ୍ରୀ ଦୋକାନ, ପଶୁପକ୍ଷୀଙ୍କ ଖାଦ୍ୟ, ସାର ଓ କୀଟନାଶକ, ଇଲେକ୍ଟ୍ରିକାଲ ଓ ଇ​‌​ଲେକ୍ଟ୍ରୋନିସ୍‍, କମ୍ପ୍ୟୁଟର, ସମସ୍ତପ୍ରକାର ଗ୍ୟାରେଜ, ମୋଟର ପାର୍ଟସ,…
Read More...

ମିଳୁନି ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ; ସମସ୍ୟାରେ ମଧୁମେହ ରୋଗୀ

କଲକାତା: ସାଂପ୍ରତିକ ପରିବେଶରେ ମଧୁମେହ ରୋଗୀମାନେ ସମସ୍ୟାରେ ପଡ଼ିଛନ୍ତି। କେତେକ ଅଞ୍ଚଳରେ ମଧୁମେହ ଔଷଧ ମିଳୁନାହିଁ। ଏହା ସହିତ କେତେକ ସ୍ଥାନରେ ଅତିରିକ୍ତ ମୂଲ୍ୟ ନିଆଯାଉଛି। ସେହିପରି ଏହି ଔଷଧରେ ପୂର୍ବରୁ ୨୦%…
Read More...

ପ୍ରୋତ୍ସାହନ ଅଭାବ; ନଳିତା ଚାଷ ପ୍ରତି ଚାଷୀ ବିମୁଖ

ଅସୁରେଶ୍ୱର : ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଅଞ୍ଚଳରେ ସରକାରୀ ପ୍ରୋତ୍ସାହନ ଅଭାବରୁ ନଳିତାଚାଷ ପ୍ରତି ଚାଷୀ ବିମୁଖ ହେଉଥିବା ଜଣାଯାଇଛି। ଏପରି ହେଲେ ଆଗାମୀଦିନରେ ଅଞ୍ଚଳରୁ ନଳିତାଚାଷ ଲୋପପାଇବା ଆଶଙ୍କାକୁ ଏଡ଼ାଇ…
Read More...

ଲକ୍‌ଡାଉନ ଯୋଗୁଁ ବାୟୁମଣ୍ଡଳ ହୋଇଛି ସ୍ବଚ୍ଛ ; ଭୁବନେଶ୍ବର ଓ ବ୍ରହ୍ମପୁରରେ ପ୍ରଦୂଷଣ ମାତ୍ରା ୬୦ ଭାଗ ହ୍ରାସ

ଭୁବନେଶ୍ବର:କରୋନା ମହାମାରୀ ପାଇଁ ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ବର ରାଜପଥ ଏବେ ଏକପ୍ରକାର ନିରବି ଯାଇଛି। ପ୍ରାୟ ୪୦ଦିନ ଧରି ଯାନବାହନର ଧୂଆଁ ଓ ଶବ୍ଦ ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ ଲୋକାରଣ୍ୟକୁ ସାମାଜିକ…
Read More...

ପରଲୋକରେ ଫୁଟବଲ କିମ୍ବଦନ୍ତୀ ଚୁନି ଗୋସ୍ବାମୀ

କୋଲକାତା : କିମ୍ବଦନ୍ତୀ ଫୁଟବଲର ଷ୍ଟ୍ରାଇକର ତଥା ପ୍ରଥମ ଶ୍ରେଣୀ କ୍ରିକେଟର ସୁବିମଲ ଗୋସ୍ବାମୀ(ଚୁନି)ଙ୍କ ଗୁରୁବାର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଗୁରୁବାର ଗୋସ୍ବାମୀ ଗୁରୁତର…
Read More...

ବଢ଼ୁଛି ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ; ଛୁଇଁଲାଣି ସାଢ଼େ ୧୦ଲକ୍ଷ, ୪.୭୫ଲକ୍ଷ କେବଳ ଶ୍ରମିକ

ଭୁବନେଶ୍ବର:କରୋନା ମହାମାରୀ ପାଇଁ ସାରା ଦେଶରେ ପଡିଥିବା ଲକ୍ ଡାଉନ ଆଉ ଦୁଇଦିନ ପରେ ଖୋଲିବ। ତେବେ ଏହା ପୂର୍ବରୁ ପଡୋଶୀ ରାଜ୍ୟଗୁଡିକ ସହାୟତାରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।…
Read More...

ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସରେ ନିଟ୍‍ ଲାଭ ୧୭୭ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା

ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ ୨୦୨୦) ନିଟ୍‍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା ହୋଇଥିବା କମପାନୀ ପକ୍ଷରୁ…
Read More...

ଶୁକ୍ରବାର ରାଶିଫଳ (୧। ୫।୨୦୨୦ )

ମେଷ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ୍‍ ହୋଇପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ…
Read More...

ବୁର୍ଲା : ୧୪ ଜଣ ଡ଼ାକ୍ତର, ସେବିକା ଓ କର୍ମଚାରୀ କୁରାଣ୍ଟାଇନରେ

ବୁର୍ଲା: ଗତ ୨୩ ତାରିଖ ଠାରୁ ବୁର୍ଲା ଭିମସାର ହସ୍ପିଟାଲକୁ ରାଉରକେଲା ଆଇଜିଏଚ ତଥା କୋଭିଡ଼୧୯ ହସ୍ପିଟାଲରୁ କରୋନା ସନ୍ଦିଗ୍ଧଙ୍କୁ ପ୍ରେରିତ କରାଯିବା ଘଟଣାକୁ ନେଇ ଅନେକ ସମାଲୋଚନା ହୋଇ ଆସୁଥିଲା। ପୁଣି ଭିମସାରକୁ…
Read More...

ରାୟଗଡ଼ା ମୁନିଗୁଡ଼ାର ଟିକରପଡ଼ା ବସ୍ତି ଅଞ୍ଚଳରେ ଡେଙ୍ଗୁ ଆତଙ୍କ

ମୁନିଗୁଡା: ଗୋଟିଏ ପଟେ କରୋନା ଭୂତାଣୁ ସଂକ୍ରମଣ ନେଇ ଆଶଙ୍କା, ଅନ୍ୟପଟେ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ରାୟଗଡ଼ା ମୁନିଗୁଡ଼ାର ଟିକରପଡ଼ା ବସ୍ତି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗତଦୁଇ ସପ୍ତାହ ଧରି ସଂଗୃହିତ…
Read More...

ଅର୍ଥନୀତିକୁ ତ୍ବରିତ କରିବାକୁ ପ୍ରୟାସ ; ୬୬୦୦ ନୂଆ ନିଯୁକ୍ତି ଦେବ କୋଲ ଇଣ୍ଡିଆ

କଲକାତା : ଦେଶର ଅର୍ଥନୀତିକୁ ତ୍ବରିତ କରିବା ଲକ୍ଷ୍ୟ ନେଇ କୋଲ୍‌ ଇଣ୍ଡିଆ ଚଳିତବର୍ଷ ୬୬୦୦ ନୂଆ ନିଯୁକ୍ତି ଦେବାକୁ ଯାଉଛି । କମ୍ପାନୀ ଉପରୋକ୍ତ ନିଯୁକ୍ତି ଏହାର କାର୍ଯ୍ୟନିର୍ବାହୀ ଏବଂ ଅଣକାର୍ଯ୍ୟନିର୍ବାହୀ…
Read More...

ଉଦ୍ଧବ ଠାକ୍‌ରେଙ୍କ ପାଇଁ ବଢ଼ିଲା ସମସ୍ୟା; ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ : ବିଧାନସଭା ଅବା ପରିଷଦକୁ ନିର୍ବାଚିତ ହେବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଇଁ ବଢ଼ିଛି ସମସ୍ୟା । ରାଜ୍ୟପାଳଙ୍କ କୋଟାରୁ ମନୋନୀତ ହେବାକୁ ସେ  ଚେଷ୍ଟା  କରିଥିଲେ ହେଁ ରାଜ୍ୟପାଳ…
Read More...

ଏସ୍‌ସିବି ମେଡ଼ିକାଲ୍‌ରେ ୯୭ଜଣ ମାଇକ୍ରୋବାୟୋଲୋଜିଷ୍ଟ ଓ ଭାଇରୋଲୋଜିଷ୍ଟଙ୍କୁ ଅନ୍‌ଲାଇନ ତାଲିମ

ଭୁବନେଶ୍ବର : କୋଭିଡ-୧୯ ପରୀକ୍ଷଣର ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ କଟକସ୍ଥିତ ଏସ୍‌ସିବି ମେଡ଼ିକାଲ କଲେଜର ଟେଲିମେଡ଼ିସିନ୍‌ ସେଣ୍ଟର ଜରିଆରେ ଆଜି ରାଜ୍ୟର ୯୭ଜଣ ମାଇକ୍ରୋବାୟୋଲୋଜିଷ୍ଟ ଓ ଭାଇରୋଲୋଜିଷ୍ଟଙ୍କୁ ଅନ୍‌ଲାଇନ…
Read More...

ହଜାରେ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ: କରୋନା ଟିକାର ପରୀକ୍ଷଣ ପରେ ବଜାରରେ  ଉତ୍ସାହ

ମୁମ୍ବଇ:କୋଭିଡ୍‌-୧୯ ବା କରୋନା ସଂକ୍ରମଣ ରୋକିବା ଏବଂ ଚିକିତ୍ସା କ୍ଷେତ୍ରରେ ଟିକା ପରୀକ୍ଷା କରାଯିବା ସମ୍ପର୍କିତ ତଥ୍ୟ ବିଶ୍ବ ପୁଞ୍ଜି ବଜାରରେ ଉତ୍ସାହ ଆଣିଛି । ଏହାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି ।…
Read More...

କରୋନା ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ଖୋଲିବ ନାହିଁ ଅଫିସ୍

ଭୁବନେଶ୍ବର : ଠିକାଦାର/ନିର୍ମାଣକାରୀ ସଂସ୍ଥାର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ହେଉଥିବା ସମସ୍ୟାକୁ ଦୂରୀଭୂତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେତେକ କଟକଣାକୁ କୋହଳ କରାଯାଇଛି।…
Read More...

ମୃତ୍ୟୁକୁ କରୋନା ଡ଼ର: କୋକେଇ ମିଳୁଛି, ମିଳୁନାହିଁ କାନ୍ଧ

ନୂଆଦିଲ୍ଲୀ: କରୋନା ବଦଳାଇ ଦେଇଛି ମୃତ୍ୟୁର ପରିଭାଷା । କରୋନା କାଳରେ ମରିବାକୁ ବି ଡ଼ରୁଛନ୍ତି ଲୋକ । ମୃତ୍ୟୁ ଅପେକ୍ଷା ମୃତ୍ୟୁ ପରବର୍ତୀ ସମୟକୁ ଚିନ୍ତା କରି ଲୋକମାନେ ବିବଶ । ଶବ ଲଦିବାକୁ କୋକେଇ କି କଫିନ ମିଳି…
Read More...

କରୋନା ଭୂତାଣୁ ସଂକ୍ରମଣମୁକ୍ତ ପାଇଁ ସତର୍କ ରହିବା, ପରିବାରକୁ ସୁରକ୍ଷିତ ରଖିବା

ଭୁବନେଶ୍ବର : ପଶ୍ଚିମ ବଙ୍ଗରୁ ଯାଜପୁର ଜିଲ୍ଲାର କଟିକଟା ଅଞ୍ଚଳକୁ ଫେରିଥିବା ୬ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି କଟିକଟାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ (ସଂକ୍ରମଣ ପ୍ରତିରୋଧ ଅଞ୍ଚଳ) ଭାବେ…
Read More...

ମାଡି ଅସୁଛି ଆଉ ଏକ ସାମୁଦ୍ରିକ ଝଡ ’ଅମ୍ଫନ’

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ମାଡି ଆସୁଛି ଚଳିତ ଗ୍ରୀଷ୍ମ ଋତୁର ପ୍ରଥମ ସାମୁଦ୍ରିକ ଝଡ ’ଅମ୍ଫନ’ । ବଙ୍ଗୋପସାଗରର ଆଣ୍ଡାମାନ କୂଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ବଳୟ ସୃଷ୍ଟି…
Read More...

ପୁଣି କାଶୀପୁର ବ୍ଲକରେ ଜନନୀ ଯନ୍ତ୍ରଣା, ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁୁହା ହେଲେ ଗର୍ଭବତୀ

ଖାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ରାସ୍ତାନଥିବାରୁ ଗାଁକୁ ଆମ୍ବୁଲାନସ ନଯିବାରୁ…
Read More...

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା; ଫେରିବେ ଅଟକିଥିବା…

ଭୁବନେଶ୍ବର (ବ୍ୟୁରୋ): ତାମିଲନାଡ଼ୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଯୋଜନା । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.କେ.ପଲାନିସ୍ବାମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଗୁରୁବାର ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ଦୁଇ ଜଣ ରାଉରକେଲାର ହୋଇଥିବା ଜଣାପଡ଼ିଛି। ଏଥିସହିତ ଓଡ଼ିଶାରେ ମୋଟ ସୁସ୍ଥ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…
Read More...

ପୁଣିଥରେ ଚୀନକୁ ନିଶାଣ କଲେ ଟ୍ରମ୍ପ: ଚୀନ ଯୋଗୁଁ ସାରା ବିଶ୍ବ କଷ୍ଟ ଭୋଗୁଛି

ୱାଶିଂଟନ: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ୧୧ ଲକ୍ଷ ଆଡ଼କୁ ମୁହାଁଉଛି । ଦେଶରେ ପାଖାପାଖି ୬୦ ହଜାର ଲୋକ ମୃତ୍ୟୁବରଣ କରି ସାରିଲେଣି । ଏମାନଙ୍କ ମଧ୍ୟରୁ କେବଳ ନ୍ୟୁୟର୍କରେ ମୃତ୍ୟୁ…
Read More...

ଜଣପିଛା ୪ ହଜାର ଟଙ୍କା ଦେଇ କୋଟାରୁ ଓଡ଼ିଶା ଫେରୁଛନ୍ତି ଶତାଧିକ ଛାତ୍ରଛାତ୍ରୀ; ଆସନ୍ତାକାଲି ପହଞ୍ଚିବା ଆଶା

ଭୁବନେଶ୍ବର (ବ୍ୟୁରୋ): ରାଜସ୍ଥାନର କୋଟାରୁ ଓଡ଼ିଶା । ନିଜ ଉଦ୍ୟମରେ ଟଙ୍କା ଆଦାୟ କରି ୪ଟି ବସରେ ଓଡ଼ିଶା ଫେରୁଛନ୍ତି ପ୍ରାୟ ୧୧୪ ଜଣ ଛାତ୍ରଛାତ୍ରୀ । ଲକ୍ଡ଼ାଉନ ପରେ ସେମାନେ ଘରକୁ ଆସି ପାରୁ ନଥିଲେ । ଶେଷରେ ନିଜ…
Read More...

ବିଜେଡି ଯୁବ ନେତା ମାନସ ସାହୁଙ୍କ ପରଲୋକ

ବ୍ରଜରାଜନଗର : ବିଜେଡ଼ି ଯୁବ ନେତା, ପୂର୍ବତନ କାଉନସିଲର ତଥା ବିଟିଓଏର ସାଧାରଣ ସମ୍ପାଦକ ମାନସ ସାହୁଙ୍କ ଗୁରୁବାର ହୃଦଘାତରେ ଦେହାନ୍ତ ହୋଇଛି। ଗୁରୁବାର ସଂଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମାନସଙ୍କୁ…
Read More...

ଲକ୍ଡ଼ାଉନ ପରେ ଖୋଲିବ ଭୁବନେଶ୍ବର ବିମାନ ବନ୍ଦର; ଉଡ଼ାଣ କେବଳ ଦିନବେଳେ, ଘଣ୍ଟାକୁ ମାତ୍ର ୨ଟି

ଭୁବନେଶ୍ବର (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଲକ୍ଡ଼ାଉନ କଟକଣା କୋହଳ ହେବା ପରେ ଭୁବନେଶ୍ବର ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ପୂର୍ଣ୍ଣ ପାଳନ କରାଯିବ ଏବଂ…
Read More...

କରୋନା ମୁକାବିଲା ପାଇଁ ନିଖିଳ ଓଡ଼ିଶା ଟେଣ୍ଟ୍‍ ହାଉସ୍‍ ମାଲିକ ଓ ସପ୍ଲାୟର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍…

ଭୁବନେଶ୍ବର : କରୋନା ଭୂତାଣୁ ମୁକାବିଲା ପାଇଁ ନିଖିଳ ଓଡ଼ିଶା ଟେଣ୍ଟ ହାଉସ୍‍ ମାଲିକ ଓ ସପ୍ଲାୟର୍ସ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଜି ଜଳ ସମ୍ପଦ, ସୂଚନା ଓ ଲୋକ…
Read More...

ଦ୍ଵୈତ ନଗରରେ ’ଦୁଇ ଗଜ ଦୂରତା’ କଡ଼ାକଡ଼ି; ଆସନ୍ତା କାଲିଠାରୁ ନିୟମ ଭାଙ୍ଗିଲେ ୫୦୦ ତଣ୍ଡ

ଭୁବନେଶ୍ବର (ବ୍ୟୁରୋ): ଆସନ୍ତାକାଲିଠାରୁ ଦ୍ଵୈତ ନଗରୀରେ ଜାରି ହୋଇଛି ‘ଦୁଇ ଗଜ ଦୂରତା’ ନିୟମ । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତ୍ବକୁ ମାନିବାକୁ ବାଧ୍ୟ ଓ ବଜାର ଗଲେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଠାରୁ…
Read More...

ଚେକ୍ ଡ୍ୟାମ ନାଳରେ ବୁଡି ଜଣେ ମୃତ

ପାଟଣା : କରୋନା କଟକଣା ଯୋଗୁଁ ଗତକାଲି ଦୁଇ ଜଣ ବ୍ୟକ୍ତି ଭଦ୍ରକରୁ ଭାୟା ଠାକୁରମୁଣ୍ଡା ହୋଇ ସାହାରପଡା ବ୍ଲକ ଅନ୍ତର୍ଗତ ଖଡିକାପଦା ପଞ୍ଚାୟତ ବୁଦୁ ସାହିକୁ ସାଇକେଲ ଯୋଗେ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ତେଲ…
Read More...

ମଲ୍ ଖୋଲିବା ମନା: ଚା,ପାନ,ଗୁଟଖା,ଜୁସ୍ ସେଣ୍ଟର ଖୋଲିବ ନାହିଁ

ଭୁବନେଶ୍ବର (ବ୍ୟୁରୋ): ଲକ୍ଡ଼ାଉନ କାଳରେ କିଛି ଜରୁରୀ ସାମଗ୍ରୀ ଦେକାନ ଖୋଲିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାର ଫାଇଦା ଉଠାଇ ଖୋଲା ଯାଇଥିବା କିଛି ଦୋକାନବଜାର ସମ୍ପର୍କରେ ଭୁବନେଶ୍ବର…
Read More...

କୀଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡାରେ ଗୁରୁବାର କୀଟନାଶକ ପିଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କସ୍ତୁରୀ ପାତ୍ର(୪୦) ନାମ୍ନି ଜଣେ ମହିଳା କୀଟନାଶକ ପିଇ…
Read More...

ତଣ୍ଡିବେଡା ଗାଁକୁ ଫେରିଲେ ୧୪ ଶ୍ରମିକ

ପାଟଣା : ଅନୁଗୁଳ ଜିଲ୍ଲାରେ ଶ୍ରମଜୀବୀ ଭାବେ ରହି ଜୀବିକା ନିର୍ବାହ କରୁଥିବା ୧୪ ଜଣ ଶ୍ରମିକ ଆଜି ପ୍ରଶାସନ ସହାୟତାରେ ନିଜ ନିଜ ଘରକୁ ଫେରିଛନ୍ତି। ସମସ୍ତ ଫେରନ୍ତା ଶ୍ରମିକଙ୍କ ଘର ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ…
Read More...

କରୋନାଠୁ ବଳି ଗଲାଣି ’ଟିକ୍ ଟକ୍’ ବେମାରୀ; ବିଶ୍ବରେ ୨୦୦ କୋଟି ଥର ଡ଼ାଉନଲୋଡ଼୍ ହୋଇଛି ଏହି ଆପ୍

ନୂଆଦିଲ୍ଲୀ:  ଚୀନା ଭୂତାଣୁ କରୋନା ସାରା ବିଶ୍ବକୁ ନାକରେ ପାଣି ପିଆଇ ସାରିଲାଣି । ବିଭିନ୍ନ ଦେଶ ଅର୍ଥନୀତି ରସାତଳରେ ପହଞ୍ଚିଲାଣି । ସାରା ବିଶ୍ବରେ ଶହ ଶହ କୋଟି ଲୋକଙ୍କ ଜୀବନ ଜୀବିକାକୁ ନେଇ ସମସ୍ୟା ଦେଖା ଦେଲାଣି…
Read More...

କରୋନା ମହାମାରୀ ପୀଡ଼ିତଙ୍କ ପାଇଁ ରକ୍ତଦାନ ଶିବିର, ୨୭ ୟୁନିଟ୍‌ ରକ୍ତ ସଂଗ୍ରହ

ଭୁବନେଶ୍ବର : ବୀର ସୁରେନ୍ଦ୍ର ସାଏ ନଗର ସ୍ତିତ ଶ୍ରୀ ଶ୍ରୀ ଭୁବନେଶ୍ବରୀ ମନ୍ଦିର ସମିତି ପକ୍ଷରୁ କରୋନା ମହାମାରୀ ପୀଡ଼ିତଙ୍କ ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଯୁବନେତା ତଥା ସମାଜସେବୀ…
Read More...

ଭତ୍ତା ନେବେ ନାହିଁ ମୁକେଶ ଅମ୍ବାନୀ: ବଡ଼ ଅଧିକାରୀଙ୍କ ବେତନ ୩୦%ରୁ ୫୦% କମିବ

ମୁମ୍ବାଇ: କରୋନା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଖରାପ । ସେୟାର ବଜାରରେ ବଡ଼ ଧରଣର ହ୍ରାସ ଯୋଗୁଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀଠାରୁ ଆରମ୍ଭ କରି ବଡ଼ବଡ଼ ସଂସ୍ଥା ବିପୁଳ କ୍ଷତି ସହିଛନ୍ତି । ଯଦିଓ…
Read More...

କରୋନା ପ୍ରଭାବ : କର୍ମଚାରୀଙ୍କ ଦରମା ହ୍ରାସ କରିବ ରିଲାଏନ୍ସ

ମୁମ୍ବଇ : କରୋନା ମହାମାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବ୍ୟବସାୟକୁ ପ୍ରଭାବିତ କରିଛି। ରିଲାଏନ୍ସର ବିଶୋଧିତ ଉତ୍ପାଦ ଏବଂ ପେଟ୍ରୋକେମିକାଲ୍ସର ଚାହିଦା ହ୍ରାସ ହେତୁ, କମ୍ପାନି କର୍ମଚାରୀମାନଙ୍କ ଦରମା ହ୍ରାସ କରିବାକୁ…
Read More...

ଭାରତର କଟା ଘା’ରେ ମଲମ ମାରିଲା ଆମେରିକା; କରୋନା ଲଢ଼େଇ ଲାଗି ଦେଲା ୩ ନିୟୁତ ଡ଼ଲାର ସହାୟତା

ନୂଆଦିଲ୍ଲୀ: ହ୍ବାଇଟ୍ ହାଉସ୍ ଟ୍ବିଟର ଆକାଉଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିଦ ଆଦିଙ୍କୁ ‘ଅନ୍ ଫଲୋ’ କରିବାକୁ ନେଇ ଭାରତରେ ସୃଷ୍ଟି ହୋଇଛି ଅସନ୍ତୋଷ ।…
Read More...

ବାସୁଦେବପୁର ସମେତ ୭ଟି ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ପ୍ରଶାସନ

ଦେବଗଡ଼ : ଗତକାଲି ଦେବଗଡ ଜିଲାର ଜଣେ ଯୁବକ କରୋନା ରୋଗରେ ଆକ୍ରନ୍ତ ହୋଇଥିବା ଜଣାପଡିବା ପରେ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ହାଇଟେକ ମେଡିକାଲକୁ ପଠାଯାଇଥିଲା। ଏଥିସହ ବାସୁଦେବପୁର ଗ୍ରାମକୁ ସଂଯୋଗ…
Read More...

ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯, ଆହୁରି ୧୪୩୪ ନମୁନା ରିପୋର୍ଟ ଆସିବାକୁ ବାକି

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟରେ ଖୋର୍ଧା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ଏବେ ପରିସ୍ଥିତି ଅନେକାଂଶରେ ନିୟନ୍ତ୍ରଣରେ ରହିଛି । ଗତ ୨ ସପ୍ତାହ ମଧ୍ୟରେ ମାତ୍ର ଗୋଟିଏ ପଜିଟିଭ୍ ମାମଲା…
Read More...

ଯାଜପୁର ସ୍ଥିତି ଜଟିଳ : ୩୬ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର (ବ୍ୟୁରୋ): ଦିନକୁ ଦିନ ଜଟିଳ ହେଉଛି ଯାଜପୁର ସ୍ଥିତି । ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୭ ଜଣ ନୂଆ ସଂକ୍ରମିତ ଠାବ ହେବା ପରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା…
Read More...

ମହିଳାଙ୍କୁ ବଳାତ୍କାର ଅଭିଯୋଗ : ଅଭିଯୁକ୍ତ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ମହିଷାମୁଣ୍ଡି ଗ୍ରାମର ଜଣେ ୩୫ ବର୍ଷିୟା ଆଦିବାସୀ ମହିଳାଙ୍କୁ ଗତ ୨୮ ତାରିଖ ସନ୍ଧ୍ୟାରେ ବଳାତ୍କାର କରାଯାଇଥିଲା। ମହିଳା ଜଣଙ୍କ ଶୌଚ ପାଇଁ…
Read More...

ଧରାକୋଟ ଓ ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ସୁରତ ଫେରନ୍ତା ‘ସଙ୍ଗରୋଧ’

ଭୁବନେଶ୍ବର (ବ୍ୟୁରୋ):   ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ୪ଟି ବସ୍ ଗତକାଲି ରାତିରେ ଗଞ୍ଜାମ ପହଞ୍ଚିବା ପରେ ସମସ୍ତଙ୍କୁ ସଙ୍ଗରୋଧରେ ପଠାଇ ଦିଆଯାଇଛି । ପ୍ରଥମେ ବସଗୁଡ଼ିକୁ ଡ଼ାକ୍ତରୀ ଯାଞ୍ଚସ୍ଥଳକୁ ଅଣାଯାଇ ସୁରତ…
Read More...

ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଥିଲେ। ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ୱରରୁ ଆସି ପୂର୍ବାହ୍ନ ୧୦ ଟା ୩୫ରେ ପୁଲିସ ରିଜର୍ଭ ଲାଇନରେ ଅବତରଣ…
Read More...

ଋଷି କପୁରଙ୍କୁ ଥରେ ମାରିବାକୁ ବାହାରିଥିଲେ ସଞ୍ଜୟ ଦତ୍ତ; ଏବେ କହିଲେ- ଆଇ ଲଭ୍ ୟୁ ଚିଣ୍ଟୁ ସାର୍’

ମୁମ୍ବାଇ: ହିନ୍ଦୀ ସିନେମାର ଅନ୍ୟତମ ଖ୍ୟାତନାମା ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଛି । କରୋନା ସଙ୍କଟ ମଧ୍ୟରେ ପରିବାରର ଖୁବ୍ କମ୍ ସଦସ୍ୟ ଓ ହିତୈଷୀଙ୍କ ଉପସ୍ଥିତିରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ହେଲେ…
Read More...

ପଞ୍ଚଭୂତରେ ଲୀନ ହେଲେ ଋଷି କାପୁର

ମୁମ୍ବଇ : ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଋଷି କାପୁରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗୁରୁବାର ମୁମ୍ବାଇର ମେରାଇନ୍ ଲାଇନ୍ସର ଚନ୍ଦନୱାଡି ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ତାଙ୍କ ପାର୍ଥିବ ଶରୀର…
Read More...

ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ିକୁ ଗୁଳିମାଡ଼

ଫୁଲବାଣୀ : ଫୁଲବାଣୀର ପୂବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡିକୁ ଗୁଳିମାଡ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ବିଧାୟକଙ୍କ ଗାଡିକୁ ଗୁଳିମାଡ ହୋଇଛି । ଏନେଇ ଦେବେନ୍ଦ୍ର କହଁର ଫୁଲବାଣୀ ଟାଉନ…
Read More...

ଋଷି କପୁରଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀରୁ ମୁମ୍ବଇ ଆସିବାକୁ ଝିଅ ରିଦ୍ଧିମାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ପ୍ରଖ୍ୟାତ ବଲିଉଡ୍ ଅଭିନେତା ଋଷି କପୁରଙ୍କର ପରଲୋକ ହୋଇଛି । ଗୁରୁବାର ମୁମ୍ବଇର ଏଚ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଋିଷିଙ୍କର ଦେହାନ୍ତ ହୋଇଛି । ଏହାରି ମଧ୍ୟରେ ଦିଲ୍ଲୀରେ ଥିବା ଋିଷିଙ୍କ ଝିଅ…
Read More...

ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା : ତଦନ୍ତ ପାଇଁ ପହଞ୍ଚିଲେ ଦୁଇଜଣିଆ ଉଚ୍ଚସ୍ତରୀୟ ତଦନ୍ତକାରୀ…

ପାଟଣାଗଡ : ବଲାଙ୍ଗୀର ଜିଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ତମିଆଁ-ମୁଦଲସର ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲ ଗତକାଲି ସକାଳେ ମରାମତି ବେଳେ ଭୁଶୁଡି ପଡିଥିଲା । ପୋଲଟି ଭାଙ୍ଗି ଯିବା ଫଳରେ ଭାଙ୍ଗି ପଡିଥିବା ସ୍ଲାବ ତଳେ…
Read More...

ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ, ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ : ଅରୁଣ ସାହୁ

ଭୁବନେଶ୍ଵର : ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ମଧ୍ୟ ବନ୍ଦ ହୋଇରହିଛି । ଏଭଳି ସମୟରେ…
Read More...

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍ ପାଇପ୍ ଲିକ୍ ହୋଇ ୩ ଗୁରୁତର

ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି । ଆଜି ସକାଳ ପ୍ରାୟ ୭ ଟା ସମୟରେ ଷ୍ଟିଲ୍ ପ୍ଲାଣ୍ଟର କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ( ସିପିପି )ରେ ଗ୍ୟାସ ଲିକ୍  ହୋଇଥିଲା । ଗ୍ୟାସ୍ ଲିକ୍…
Read More...

ଯାଜପୁରରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୧୨୮ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୩ ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଓଡ଼ିଶାରେ ୧୨୮ ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ଯାଜପୁର ଜିଲାର…
Read More...

ଲଘୁଚାପ ବଙ୍ଗୋପସାଗର ମୁହାଁ : ଚାରିଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ବର : ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ଜାରି ରହିଥିବା ବେଳେ ଆଉ କିଛିଦିନ ପର୍ଯ୍ୟନ୍ତ ଏପରି ଅବସ୍ଥା ଲାଗିରହିବ। ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ…
Read More...

କରୋନା ଯୁଦ୍ଧରେ ଆର୍‌ବିଆଇ

ଭୁବନେଶ୍ବର, ମୈତ୍ରୀ ବିହାର, (ପ୍ରଭାସ ମିଶ୍ର )`: ଦିନକୁ ଦିନ କରୋନା ସଂକ୍ରମଣର ଆଶଙ୍କା ବଢୁଥିବା ସ୍ଥଳେ ଏହା ଦେଶର ଆର୍ଥିକ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ନେଇ ଯାଉଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି…
Read More...

ମହାମାରୀ ସମୟର ଚାଷବାସ ; ଭାତହାଣ୍ଡିର ସୁରକ୍ଷା ସର୍ବାଗ୍ରେ

- ଭାରତୀୟ ପାଣିପାଗ ବିଭାଗର ଅନ୍ଦାଜ ବଢ଼ୁଛି। ଚଳିତବର୍ଷ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହ ଭଲ ରହିବା ସହ ଜୁନ୍‌-ସେପ୍ଟେମ୍ବର ଚାରିମାସ ଦେଶରେ ବର୍ଷା ପ୍ରାୟ ସ୍ବାଭାବିକ ରହିବ। ଏହା ବର୍ଷା ଉପରେ ମୁଖ୍ୟତଃ…
Read More...

ସରକାରୀ ନିର୍ଦେଶନାମାକୁ ମାନି ବିଶ୍ୱଶାନ୍ତି ମହାଯଜ୍ଞ

ଏରସମା: ବାଲିକୁଦା-ଏରସମା ଅଞ୍ଚଳର ମଧ୍ୟସ୍ଥଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବରଙ୍କ ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ କରୋନା ସମ୍ପର୍କିତ ସରକାରଙ୍କ ନିର୍ଦେଶନାମାକୁ ମାନି ବିଶ୍ୱଶାନ୍ତି ମହାଯଜ୍ଞ…
Read More...

ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ ; ଅନେକ ଦ୍ୱନ୍ଦ୍ୱରେ ଦୋକାନ ଖୋଲିଲେନି

ଭୁବନେଶ୍ୱର: ବ୍ୟବସାୟ ପାଇଁ ତାଲାବନ୍ଦ କଟକଣା କୋହଳ ପରେ ରାଜଧାନୀର ଗଳିକନ୍ଦି, ପ୍ରମୁଖ ହାଟ ଓ ବଜାରରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଲା। ହେଲେ କାଁ ଭାଁ ଗ୍ରାହକ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଗ୍ରାହକ ନ…
Read More...

ଗଞ୍ଜାମରେ ପହଞ୍ଚିଲା୪ ବସ୍‌, ସୁରତରୁ ଆଉ ୨ ବାହାରିଲା

ଫୁଲବାଣୀ/ବ୍ରହ୍ମପୁର : ତିନିଦିନ ତଳେ ଓଡ଼ିଆ ଶ୍ରମିକଙ୍କୁ ନେଇ ସୁତର ଛାଡିଥିବା ୪ବସ ଆଜି ଫୁଲବାଣୀ ଦେଇ ଗଞ୍ଜାମ ଜିଲା ସୀମାନ୍ତରେ ପ୍ରବେଶ କରିଛି। ରାତି ୧୦ଟା ବେଳେ ଏହିସବୁ ବସ୍ ଫୁଲବାଣୀ ପାର କରି ଗଞ୍ଜାମ ଜିଲା…
Read More...

ୟୁଜିସିର ବିଜ୍ଞପ୍ତି ଜାରି: ଅଗଷ୍ଟରୁ ନୂଆ ଶିକ୍ଷାବର୍ଷ

ନୂଆଦିଲ୍ଲୀ: କରୋନା ଯୋଗୁଁ ଚଳିତ ବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିନିର୍ଘଣ୍ଟ ବଦଳିଛି। ଏ ନେଇ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ସହ ଶିକ୍ଷାବର୍ଷ କାର୍ଯ୍ୟସୂଚୀ, ପରୀକ୍ଷା…
Read More...

ନେତୃତ୍ବ ନେବା ଖବରକୁ ଡି’ଭିଲିୟର୍ସଙ୍କ ଖଣ୍ଡନ

ଜୋହାନସବର୍ଗ : ପୁଣିଥରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‍ ଦଳର ନେତୃତ୍ୱ ନେବା ପାଇଁ ଅବସର ନେଇ ସାରିଥିବା ଖ୍ୟାତନାମା ବ୍ୟାଟ୍‍ସମ୍ୟାନ୍‍ ଏବି ଡି’ଭିଲିୟର୍ସଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ (ସିଏସ୍‍ଏ) ପ୍ରସ୍ତାବ…
Read More...

ବାପା ହେଲେ ବୋରିସ୍‌ ଜନସନ୍‌

ଲଣ୍ଡନ : ଗୁରୁତର କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସୋମବାର କାର୍ଯ୍ୟରେ ଯୋଗ ଦେଇଥିବା ୫୫ବର୍ଷୀୟ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବୁଧବାର ଏକ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ଜନସନ୍‌ଙ୍କ ୩୨ବର୍ଷୀୟା…
Read More...

ଡାକ୍ତରୀ ପଢିବା ପାଇଁ ନିଟ୍‌ ଏକମାତ୍ର ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଦେଶବ୍ୟାପୀ ଗୋଟିଏ ପ୍ରବେଶିକା ପରୀକ୍ଷା ‘ନିଟ୍’ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ପ୍ରବେଶିକା ପରୀକ୍ଷା ଦେଶର ସମସ୍ତ ଘରୋଇ ମେଡିକାଲ କଲେଜ ଓ…
Read More...

ଉପସାଗରୀୟ ରାଷ୍ଟ୍ରରୁ ଶ୍ରମିକଙ୍କୁ ଫେରାଇବା ଯୋଜନା ; ବିମାନ ଓ ନୌବାହିନୀର ସବୁଠୁ ବଡ଼ ଅଭିଯାନ

ନୂଆଦିଲ୍ଲୀ: ଉପସାଗରୀୟ ରାଷ୍ଟ୍ରରୁ ପ୍ରବାସୀ ଭାରତୀୟ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ନୌବାହିନୀ, ବିମାନବାହିନୀ ଓ ଏୟାର ଇଣ୍ଡିଆ ସର୍ବବୃହତ୍‌ ଅଭିଯାନ ହାତକୁ ନେଇଛନ୍ତି। ଏହାର ପ୍ରସ୍ତୁତି ଏବେ ଶେଷ…
Read More...

ଗୁରୁବାର ରାଶିଫଳ ( ୩୦। ୪। ୨୦୨୦ )

ମେଷ: ପରିଶ୍ରମର ଅତ୍ୟଧିକ ହେଲେ ବି; ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କିଛିଟା ସୁଖ ପାଇ ପାରନ୍ତି। ଧନ, ପୁତ୍ର କଳତ୍ର ଓ ମିତ୍ରଯୁକ୍ତ ହେବେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ।…
Read More...

କରୋନା ଲକଡଉନ୍ : ବିଭିନ୍ନ ସ୍ଥାନରେ ଫସିଥିବା ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ

ଭୁବନେଶ୍ୱର: କରୋନା ଲକଡାଉନ୍‍ ଯୋଗୁଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶ୍ରମଜୀବୀ ଅଟକି ରହିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ ସାଧାରଣ ସୁବିଧା ଯୋଗାଇବା…
Read More...

ଲକ ଡାଉନ ସମୟରେ ରେଳବାଇର ୧୦.୫ ମିଲିୟନ ଟନ କୋଇଲା ପରିବହନ

ସମ୍ବଲପୁର : କରୋନା ମହାମାରୀକୁ ହରାଇବା ପାଇଁ ସରକାରଙ୍କ ଠାରୁ ଜନତା ପର୍ଯ୍ୟନ୍ତ ନିଜ ସାମର୍ଥ୍ୟ ମତେ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ରେଳବାଇ ପକ୍ଷରୁ ଯାତ୍ରୀ ସେବାକୁ ଠପ କରିଦିଆଯାଇଥିବା ବେଳେ…
Read More...

୩୪ ଓଏଏସଙ୍କୁ ମିଳିଲା ନୂତନ ନିଯୁକ୍ତି, ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର (ବ୍ୟୁରୋ) ପ୍ରୋବେସନରେ ଥିବା ୩୦ରୁ ଅଧିକ ଓଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ବୁଧବାର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
Read More...

ଗୋଟିଏ ନୁହେଁ କି ଦୁଇଟା ନୁହେଁ ପାଞ୍ଚ ଜଣ ପିଲାଙ୍କୁ ଜନ୍ମ ଦେଲେ ମହିଳା : ସମସ୍ତେ ସୁସ୍ଥ

ବାରବାଙ୍କୀ : କରୋନା ମୁକାବିଲା ପାଇଁ ସବୁଠି ଲକଡାଉନ। ବହୁ ଲୋକ ଅସୁବିଧାରେ ରହିଥିବା ବେଳେ ଉତ୍ତରପ୍ରଦେଶର ବାରବାଙ୍କୀ ଅଂଚଳର ଗୋଟିଏ ପରିବାର ପାଇଁ ଖୁସିର ଖବର। ଜଣେ ମହିଳା ୫ ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ବେଳେ…
Read More...

କଟକଣା କୋହଳ: ୩୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ ଶିଳ୍ପ ସଂସ୍ଥା

ଭୁବନେଶ୍ବର (ବ୍ୟୁରୋ)  ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନେ ଯେଭଳି ସହଜରେ ନିଜ ଘରୁ  ଅଫିସ,…
Read More...

ଲକଡାଉନ୍‍ ଯୋଗୁଁ ଭୁବନେଶ୍ୱରରେ ଫସିରହିଥିବା ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ

ଭୁବନେଶ୍ୱର : କରୋନା ଲକଡାଉନ୍‍ ଯୋଗୁଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶ୍ରମଜୀବୀ ଅଟକି ରହିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ ସାଧାରଣ ସୁବିଧା ଯୋଗାଇବା…
Read More...

ରନ୍ଧନ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

ରାଜକନିକା : ରାଜକନିକା ବ୍ଲକ ଅଚ୍ୟୁତପୁର ଗାଁରେ ରନ୍ଧନ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଛି । ବୁଧବାର ସନ୍ଧ୍ୟାରେ ଗାଁର ଖଗେଶ୍ଵର ମହାନ୍ତିଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ଘରେ…
Read More...

ଜୁନ୍ ପୂର୍ବରୁ ଅଫିସ୍ ଫେରିବେ ନାହିଁ ଗୁଗୁଲ୍ କର୍ମଚାରୀ : ସୁନ୍ଦର ପିଚାଇ

ନୂଆଦିଲ୍ଲୀ : ତାଲାବନ୍ଦ ପାଇଁ ବିଶ୍ଵରେ ଅଧିକାଂଶ କର୍ମଚାରୀ ଘରେ ରହି କାମ କରୁଛନ୍ତି। ଗୁଗୁଲ୍ ଏବଂ ଫେସବୁକ୍ ଭଳି ବଡ଼ କମ୍ପାନୀର କର୍ମଚାରୀମାନେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଘରୁ କାମ କରୁଛନ୍ତି। ତେବେ ଅନେକ ଦେଶରେ…
Read More...