ସୁରତ ପୁଲିସ ମାଡ଼ରେ ଓଡ଼ିଆ ଯୁବକ ମୃତ୍ୟୁ ଘଟଣା : ଗୁଜୁରାଟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ : ସୁରତ ପୁଲିସ ଲାଠିମାଡ଼ରେ ଓଡ଼ିଆ ଯୁବକ ସତ୍ୟ ସ୍ୱାଇଁଙ୍କ ମୃତ୍ୟୁ ଘଟଣାରେ ଗୁଜୁରାଟ ପୁଲିସ ମହାନିର୍ଦେଶକଙ୍କ ଠାରୁ ଜାତୀୟ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଛନ୍ତି। ଗୁଜୁରାଟ ପୁଲିସ ଡିଜି, ସୁରତ ପୁଲିସ…
Read More...

କରୋନା ଲଢ଼େଇରେ କେନ୍ଦ୍ର, ରାଜ୍ୟ ସରକାର ବିଫଳ : ନିରଞ୍ଜନ

ଭୁବନେଶ୍ୱର : କେନ୍ଦ୍ରରେ ମୋଦୀ ସରକାରଙ୍କ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଶବାସୀଙ୍କୁ ଯେଭଳି ଏକ ଉପହାସ ସଦୃଶ ଠିକ୍ ସେହିପରି ରାଜ୍ୟ ସରକାରଙ୍କ ୧୭ହଜାର କୋଟି ଟଙ୍କାର ପ୍ୟାକେଜ ଓଡ଼ିଶାବାସୀଙ୍କ ପାଇଁ…
Read More...

ଛୁଟି​ରେ କାଠପୋଲ ଗଢ଼ିଲେ ବିଦ୍ୟାର୍ଥୀ

ଫୁଲବାଣୀ/କ.ନୂଆଗାଁ : ଗାଁକୁ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହେବା ପରେ ଛାତ୍ରଛାତ୍ରୀଙ୍କ ସହଯୋଗରେ ଗ୍ରାମବାସୀ ଗାଁକୁ ସଂଯୋଗ ନିମନ୍ତେ କଣ୍ଟା ସାଜିଥିବା ଏକ ନାଳରେ…
Read More...

ଦ୍ରାବିଡ଼ ଦଳ ପାଇଁ ଶ୍ରେଷ୍ଠ ଖେଳାଳି; କ୍ରିକେଟ୍‌ର ଶୃଙ୍ଖଳିତ ଛାତ୍ର : ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳରେ ତାଙ୍କର ପୁରୁଣା ସାଥୀ ଖେଳାଳି ରାହୁଲ ଦ୍ରାବିଡ଼ଙ୍କୁ ବେଶ୍‍ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍‍ ଭିଭିଏସ୍‍ ଲକ୍ଷ୍ମଣ। ଦଳ ପାଇଁ ଭଲ ପ୍ରଦର୍ଶନ କରିବାକୁ…
Read More...

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପିଏସ୍‌ଏଲ୍‌ : ଅଖତର୍‌

କରାଚି : ପାକିସ୍ତାନ କ୍ରିକେଟ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) କ୍ରିକେଟ୍‌ ଲିଗ୍‌ ଘୋର ଗୁରୁତର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି…
Read More...

ଚୀନରୁ ଆମେରିକାକୁ ବିମାନ ଉଡ଼ାଣ ବନ୍ଦ

ୱାଶିଂଟନ : ଚୀନରୁ ଆମେରିକାକୁ ଯାତ୍ରୀବାହୀ ବିମାନ ଉଡାଣ ରଦ୍ଦ ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ନିଷ୍ପତ୍ତି ନେଇଛି। ଜୁନ୍ ମଧ୍ୟ ଭାଗରୁ ଆମେରିକାକୁ ଆନ୍ତର୍ଜାତିକ ବିମାନ ଉଡାଣ ଆରମ୍ଭ ହେବାକୁ…
Read More...

ଥମୁନି ଆମେରିକା ବର୍ଣ୍ଣବୈଷମ୍ୟ ହିଂସା : ୮ହଜାର ଗିରଫ

ୱାଶିଂଟନ : ଆମେରିକାରେ ଦେଖାଯାଇଥିବା ବର୍ଣ୍ଣବୈଷମ୍ୟ ହିଂସା ବୁଧବାର ୮ମ ଦିନରେ ପହଞ୍ଚିଛି। ଦେଶର ବିଭିନ୍ନ ସହରରେ ବିକ୍ଷୋଭ, ହିଂସା, ପୋଡାଜଳା ଲାଗି ରହିଛି। ବିଶେଷ କରି ଲସ୍ ଆଞ୍ଜେଲସ୍, ଫିଲାଡେଲଫିଆ, ଆଟଲାଣ୍ଟା ଓ…
Read More...

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ : ଦେଶରେ ପ୍ରଚଳିତ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏହାଫଳରେ ଚାଉଳ, ଗହମ, ମାଣ୍ଡିଆ ଭଳି ଖାଦ୍ୟଶସ୍ୟ, ଡାଲି, ପିଆଜ ଆଦି ସାମଗ୍ରୀକୁ…
Read More...

ସୀମା ବିବାଦ ନେଇ ଚୀନର ଦୋମୁହାଁ ନୀତି : ପାକିସ୍ତାନରେ ପ୍ରସ୍ତୁତ କରୁଛି ନୌସେନା ଘାଟି

ନୂଆଦିଲ୍ଲୀ : ଭାରତ ସହିତ ଦେଖାଯାଇଥିବା ସୀମା ବିବାଦର ସମାଧାନ ଲାଗି ଚୀନ ଗୋଟିଏ ପଟେ କଥାବାର୍ତ୍ତା ଚଳାଇଥିବାବେଳେ ଅନ୍ୟପଟେ ସାମରିକ ପ୍ରସ୍ତୁତି ଚଳାଇଛି। ଏହି କ୍ରମରେ ପାକିସ୍ତାନର ଗ୍ବାଦାର ବନ୍ଦରରେ ଚୀନ ଏହାର…
Read More...

ଆଇପିଏଲ୍‍ ପୂର୍ବରୁ ମୁସ୍ତାକ୍‍ ଅଲୀ ଟ୍ରଫି ଖେଳାଯାଉ : କୁଲଦୀପ

ନୂଆଦିଲ୍ଲୀ : କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ସାରାଦେଶରେ ଏବେ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି। ଭାରତୀୟ କ୍ରିକେଟ୍‌ ଦଳର ଯୁବ ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ଏବେ ପରିବାର ସହ ସମୟ କାଟୁଛନ୍ତି। ଭାରତୀୟ…
Read More...

ସୁଧହାର କମାଇଲେ ଷ୍ଟେଟ୍‌ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ : ଆଜି ଆଉ ଦୁଇ ବ୍ୟାଙ୍କ ସେମାନଙ୍କର ସୁଧହାରରେ ହ୍ରାସ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୁଧହାର କମାଇଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ସୁଧହାର କମ୍‌ କରିଛି। ଷ୍ଟେଟ୍‌ ବ୍ୟାଙ୍କ ସଞ୍ଚୟ…
Read More...

ଅର୍ଜୁନ ପୁରସ୍କାର ଦୌଡ଼ରେ ଦୂତି

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଲାଗି ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଓ ଅର୍ଜୁନ ପୁରସ୍କାର ଲାଗି ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ସମେତ ଅର୍ପିନ୍ଦର…
Read More...

ଗୁରୁବାର ରାଶିଫଳ(୪। ୬। ୨୦୨୦)

ମେଷ: କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ…
Read More...

ଦିଲ୍ଲୀ-ନୋଏଡାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ – ନୋଏଡା ଠାରେ ବୁଧବାର ରାତି ପ୍ରାୟ ୧୦ଟା ୪୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପୂର୍ବ ନୋଏଡାଠାରେ ଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ବୋଲି…
Read More...

ହୀରାକୁଦ ଜଳସ୍ତର ୭୦୯.୮୭ ଫୁଟ; ସେକେଣ୍ଡକୁ ନିଷ୍କାସିତ ହେଉଛି ୧୧ହଜାର ୭୭୯ ଘନଫୁଟ ଜଳ

ଝାରସୁଗୁଡ଼ା/ହୀରାକୁଦ: ମୌସୁମୀ ପ୍ରବେଶ ପୂର୍ବରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ଯେତିକି ରହିବା କଥା ଆଜି ତା’ ଠୁ ପ୍ରାୟ ୧୦ଫୁଟ ଅଧିକ ଥିବା ଜଣାଯାଇଛି। ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନାନୁସାରେ ବୁଧବାର…
Read More...

୭୮୫ଟି ପ୍ରକଲ୍ପରେ ନିୟୋଜିତ ହେଲେ ୯୬୬୯ ଶ୍ରମିକ ; ୪୦ଟି ରାସ୍ତା କାମ ନେଇ ଚର୍ଚ୍ଚା

ସଇଁନ୍ତଲା/ବେଲଗାଁ: ଲକଡାଉନ କୋହଲ ପରେ ସଇଁନ୍ତଲା ବ୍ଲକ ଅଂଚଳରେ ଜୀବନଯାତ୍ରା ସ୍ୱାଭାବିକ ହୋଇଥିବା ବେଳେ ମନରେଗା ଯୋଜନାରେ ଶ୍ରମିକ ପରିବାରଙ୍କୁ କର୍ମସଂସ୍ଥାନ ପ୍ରଦାନ ନେଇ ବ୍ଲକ ପ୍ରଶାସନ ଗୁରୁତ୍ୱାରୋପ କରିଛି।…
Read More...

ଆଇପିଏସଙ୍କ ଘରୁ ଚୋରି ଘଟଣା ; ୩ ଗିରଫ

ଭୁବନେଶ୍ବର : ରାଜଧାନୀରେ ଅଭାବନୀୟ ଘଟଣା। ଜଣେ ଆଇପିଏସଙ୍କ ଘରୁ ଦୃର୍ବୃତ୍ତମାନେ ଝରକା ଭାଙ୍ଗି ଜିନିଷ ପତ୍ର ଚୋରି କରି ନେଇଛନ୍ତି। ଏ ନେଇ  ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗପରେ କ୍ୟାପିଟାଲ ଥାନା ପୁଲିସ…
Read More...

ଡ଼. ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଅତିରିକ୍ତ ଡ଼ିଜି ନିଯୁକ୍ତ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ତଥା ତେଲଙ୍ଗାନା କ୍ୟାଡ଼ର ଆଇପିଏସ୍ ଡ଼. ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ଼ ଅତିରିକ୍ତ ଡ଼ିଜି ଭାବରେ ନିଯୁକ୍ତି ପାଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏ…
Read More...

ବ୍ରଏଲର ବଜାରରେ ନିଆଁ ; ମାର୍ଚ୍ଚରେ ମାଗଣା, ମଇ ଏବଂ ଜୁନରେ ଦୁଇଶହ ପାର

ପାଟଣା : କରୋନା କଟକଣା ଦେଶରେ ପ୍ରଥମ ଦଫା ଲକଡାଉନ ଘୋଷଣା ପରେ ପରେ ବ୍ରଏଲର ଯୋଗୁଁ କରୋନା ସଂକ୍ରମଣ ଆଶଙ୍କା ଥିବା ଗୁଜବ କାରଣରୁ ବ୍ରଏଲର ବଜାରରେ ପାଣି ପଶିଯାଇଥିଲା । ଲୋକେ ବ୍ରଏଲର ଦେଖିଲେ ଦୂରେଇବା ଆରମ୍ଭ କରିବାରୁ…
Read More...

ବାଲେଶ୍ୱର ଛାତ୍ର କଂଗ୍ରେସ ନେତାଙ୍କ ଅନ୍ୟାୟ ଗିରଫଦାରୀ ; ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ପିସିସିର ୧୧ଜଣିଆ…

ଭୁବନେଶ୍ୱର : ବାଲେଶ୍ୱର ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ନିରନ୍ତର ୭୦ଦିନ ଧରି ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗରୀବ, ଅସହାୟ, ବିପନ୍ନ ଓ…
Read More...

ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ; ୫ ଦିନ ପରେ ମଧ୍ୟ ପ୍ରଶାସନ ପାଖରେ ନାହିଁ ଖବର 

ସମ୍ବଲପୁର : ସମ୍ବଲପୁର ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡୁଥିବାର ଜନତା ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ଖୋଦ ସଦର ଏସଡ଼ିପିଓ ଙ୍କ କାର୍ଯ୍ୟାଳୟର ପଛପଟରେ ଜଣେ ନାବାଳିକା ଦିବ୍ୟାଙ୍ଗ…
Read More...

ପଡ଼ୋଶୀଙ୍କ ପାଞ୍ଚବର୍ଷର ଶିଶୁପୁତ୍ରକୁ ଗଳାଟିପି ହତ୍ୟା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର:ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ମହିଳା ପଡୋଶୀ ଘରର ୫ବର୍ଷର ଶିଶୁପୁତ୍ରର ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ମହିଳାଙ୍କୁ ପରିବାର ଲୋକେ…
Read More...

ଜଙ୍ଗଲରେ ଚାଳିଛି ବେଆଇନ ଘୋଷିତ ଇଟାଭାଟି

ଟିଟିଲାଗଡ଼ : ଟିଟିଲାଗଡ ଅଞ୍ଚଳରେ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ସର୍ବଦା ଚର୍ଚ୍ଚାରେ ରହିଆସିଛି। ମାର୍ଚ୍ଚରୁ ପାରଦ ୪୦ ଡିଗ୍ରୀ ଟପି ଜୁନ ଶେଷ ଆଡକୁ ପ୍ରାୟ ୫୦ ଛୁଇଁବାର ରେକର୍ଡ ରହିଛି। ଚଳିତ ବର୍ଷ ମଇରେ ତାପମାତ୍ରା…
Read More...

ମନୁଆ ମଣିଷ: ଟ୍ରେନରେ ମିଳିଲା ନାହିଁ ସିଟ୍; ଘରକୁ ଫେରିବା ପାଇଁ ସବୁ ସଞ୍ଚୟ କାଢ଼ି କିଣିଲେ ପୁରୁଣା କାର୍

ଗୋରଖପୁର: କିଛି ମଣିଷ ବଡ଼ ମନୁଆ ଥାଆନ୍ତି । ମନକୁ ଯାହା ଆସିଲା ତାହା କରନ୍ତି । ଆଗପଛ ବିଚାରନ୍ତି ନାହିଁ କି କାହା କଥା ଶୁଣନ୍ତି ନାହିଁ । ସେମିତି ଗାଜିଆବାଦର ଜଣେ ରଙ୍ଗମିସ୍ତ୍ରୀ ଲଲ୍ଲନ । ତାଙ୍କ ଘର ଉତ୍ତରପ୍ରଦେଶର…
Read More...

ଜଙ୍ଗଲରେ କମ୍ବିଂ ବେଳେ ମାଓବାଦୀଙ୍କ ଛତ୍ର ଭଙ୍ଗ ; ଜବତ ହେଲା ବିପୁଳ ମାଓ ସାମଗ୍ରୀ

କନ୍ଧମାଳ : କନ୍ଧମାଳ ଓ ନୟାଗଡ ଜିଲା ସୀମାନ୍ତ ଜଙ୍ଗଲରେ ବୁଧବାର ନକ୍ସଲ କ୍ୟାମ୍ପରୁ ପୁଲିସ ବ୍ୟାପକ ମାଓ ସାମଗ୍ରୀ ଜବତ କରିଛି । ଏସଓଜି ଓ ଡିବିଏଫ ଯବାନଙ୍କ ମିଳିତ ଟିମ କୁମ୍ବିଂଙ୍ଗ କରୁଥିବା ବେଳେ ମାଓବାଦୀ କ୍ୟାମ୍ପ…
Read More...

’ସଙ୍ଗରୋଧ’ରେ ପ୍ରେମିକଙ୍କ ସହ ରହିବାକୁ ଯୁବତୀଙ୍କ ଜିଦ୍; ବିଡ଼ିଓ-ତହସିଲଦାରଙ୍କ ଉପସ୍ଥିତିରେ ହେଲା ବାହାଘର

ବରପାଲି: କରୋନା କାଳରେ କେତେକେତେ ନୂଆ ନୂଆ କଥା ଦେଖିବାକୁ ମିଳୁଛି । ସଙ୍ଗରୋଧ କେନ୍ଦ୍ରରେ ଅନେକ ନିଜ ପରିଜନଙ୍କ ମୃତ୍ୟୁଖବର ପାଉଛନ୍ତି । ସଙ୍ଗରୋଧରେ ଥାଇ ଅନେକ ମୃତ୍ୟୁବରଣ କରୁଛନ୍ତି । ସଙ୍ଗରୋଧ ସମୟରେ ସନ୍ତାନ…
Read More...

ସମାଜସେବୀ ନଳିନୀକାନ୍ତଙ୍କ ପ୍ରୋତ୍ସାହନରେ ଲୋଟସ୍ କ୍ଲବ ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ

ବାଲିକୁଦା : ବର୍ତ୍ତମାନ ସାରା ଦେଶ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି। ଦିନକୁ ଦିନ ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଉଠାଯାଉଛି । ତେବେ ଅନେକ…
Read More...

ପତିଙ୍କ ଆଶାବାଡ଼ି ପାଲଟିଛନ୍ତି ପତ୍ନୀ: ଜ୍ୟୋତିଙ୍କ କାନ୍ଧରେ ରାସ୍ତା ଚାଲୁଛନ୍ତି ଦୀପକ

କାନପୁର: ପତି-ପତ୍ନୀର ସମ୍ପର୍କ ଯୁଗଯୁଗର । ସାତ ଜନ୍ମ ପାଇଁ ଏହି ସମ୍ପର୍କ ପରସ୍ପର ପ୍ରତି ନିର୍ବାହ କରିବାକୁ ବେଦୀର ନିଆଁ ନିକଟରେ ଶପଥ ନେଇଥାଆନ୍ତି । ମାତ୍ର ଆଜିର ସ୍ବାର୍ଥପର ଯୁଗରେ ଗୋଟିଏ ଜନ୍ମ ତ ଦୂରର କଥା କେଇ…
Read More...

ଲଇକେରା ଫରେଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ; ୪ ଅଟକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅନ୍ତର୍ଗତ ବାଗଡ଼ିହି ଫରେଷ୍ଟ ରେଞ୍ଜର ମୋବାଇଲ ଟିମ ଫରେଷ୍ଟର ପ୍ରଶାନ୍ତ ବାଗଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ ।ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା…
Read More...

ପ୍ରାପ୍ୟ ନ ପାଇ ଦୁର୍ଦ୍ଦଶାରେ ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା : ବ୍ଳକ୍‍ ବିଡିଓ ଠାନୁ ନେଇ କରି ରାଜ୍ୟର ସେକ୍ରେଟେରୀ ତକ ଆର୍ ଆମର୍‍ ଲୋଇସିଂହା ଏମେଲେ ଠାନୁ ନେଇକରି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ତକ୍ ଗୁହାରି କଲି। କିହେ ବି ମୋର୍ ଗୁହାରି ଶୁଣିଲେ ନାହିଁ । ଶେଷେ…
Read More...

ସୋନୁ ସୁଦଙ୍କ ସହାୟତା ଲୋଡ଼ିଲେ ବିଜେପି ନେତା; ଅଳକା ଲାମ୍ବା କହିଲେ- ଲାଜ ଥିଲେ ଇସ୍ତଫା ଦେଇ ଘରେ ବସ

ମୁମ୍ବାଇ: ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ଘରକୁ ପଠାଇବା କ୍ଷେତ୍ରରେ ସହାୟତା ନିମନ୍ତେ ଏବେ ବଲିଉଡ଼୍ ଅଭିନେତା ସୋନୁ ସୁଦ୍ ବେଶ୍ ଖ୍ୟାତି ପାଇଛନ୍ତି । ନିକଟରେ ସେ କେନ୍ଦ୍ରାପଡ଼ାର ୧୭୯ ଝିଅଙ୍କୁ ଏକ…
Read More...

ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ

ଭୁବନେଶ୍ବର : କୋରୋନା ମହାମାରୀର କଟକଣା ଯୋଗୁଁ ସାରା ଦେଶରେ ତାଲା ବନ୍ଦ ଥିବା ସମୟରେ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର, କେନ୍ଦ୍ରାପଡା ଓ ରାଉରକେଲାର ବେବି ବିଙ୍ଗୋ ପ୍ଲେ ସ୍କୁଲ ମିଳିତ ଭାବରେ ଏକ…
Read More...

ଶିଶୁକୁ ତଣ୍ଟି ଚିପି ହତ୍ୟାପରେ ମହିଳାଙ୍କ ଆତ୍ମହତ୍ୟ ଉଦ୍ୟମ !

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଥାନା ଅନ୍ତର୍ଗତ କୋଲଥିଆରେ ମହିଳାଙ୍କ ଅଭାବନୀୟ କାଣ୍ଡ। ମହିଳା ଜଣଙ୍କ ପଡୋଶୀଙ୍କ ୫ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।…
Read More...

ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ ; ଆରୋଗ୍ୟଙ୍କ ସଂଖ୍ୟା ୧,୪୧୬

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ  ସଂଖ୍ୟା ୧,୪୧୬ କୁ ବୃଦ୍ଧି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି…
Read More...

ରାଜଧାନୀରେ ପାର୍କ ଖୋଲିବା ନେଇ ନୂଆ ନିୟମ ଜାରି କଲା ବିଏମସି, ଶନିବାର ଓ ରବିବାର ବନ୍ଦ ରହିବ ପାର୍କ

ଭୁବନେଶ୍ଵର : ଭୁବନେଶ୍ଵର ମହାନଗର ନିଗମ ଆଜି ରାଜଧାନୀରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାରଙ୍କ ୫.୦ ଲକ୍ ଡାଉନ ନିୟମ ଅଧିନରେ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି ।…
Read More...

ରାଜ୍ୟରେ ଆଉ ୧୪୩ କରୋନା ପଜିଟିଭ୍ ଚିହ୍ନଟ, ୨୩୮୮ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୧୪୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୧୪୩…
Read More...

କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳାଇଲେ ଜଗନ୍ନାଥ, କରିବେ ଇସ୍ତଫା ପ୍ରତ୍ୟାହାର

ଭୁବନେଶ୍ଵର : ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାଯାଇଛି । ଗତକାଲି ଜଗନ୍ନାଥ…
Read More...

ଜାମ୍ମୁ କାଶ୍ମୀର: ପୁଲୱାମାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ…

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ଆଜି ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଛି । ଆଜି ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର କାଙ୍ଗାନ ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ…
Read More...

ଗୋଟିଏ ସପ୍ତାହ ମଧ୍ୟରେ ଆଜି ଦ୍ବିତୀୟ ଥର କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ : ମହାମାରୀ କରୋନା ସଙ୍କଟ ମଧ୍ୟରେ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଉପକୂଳ ମୁହାଁ ବାତ୍ୟା ନିସର୍ଗ : ଅପରାହ୍ନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା, ରେଡ୍ ଆଲର୍ଟରେ ମହାରାଷ୍ଟ୍ର ଓ ଗୁଜରାଟ

ନୂଆଦିଲ୍ଲୀ : ଘଣ୍ଟାକୁ ୧୩ କି.ମି. ବେଗରେ ଉପକୂଳ ଆଡକୁ ମାଡି ଆସୁଛି ଆରବସାଗରରେ ସୃଷ୍ଟ ବାତ୍ୟା ନିସର୍ଗ । ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ମୁମ୍ବାଇର ୯୬ କିଲୋମିଟର ଦକ୍ଷିଣକୁ ଆଲିବାଗ ନିକଟରେ…
Read More...

ଭାରତରେ ୨ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟାରେ ୨୧୭ ମୃତ, ୮୯୦୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ମହାମାରୀ କରୋନା ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇ ଚାଲିଛି । ଭାରତରେ ମଧ୍ୟ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ୨୪…
Read More...

କତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ୪୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି

ପିପିଲି : ପୁରୀ ଜିଲା ସାତସଙ୍ଖ ସ୍ଥିତ ଜ୍ୟୋତି କଏର ଓ ନାସ୍ପାଲ କଏର ନାମକ ଦୁଇଟି କତା ଫ୍ୟାକ୍ଟ୍ରିରେ ଗତକାଲି ରାତିରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ଫ୍ୟାକ୍ଟ୍ରିରୁ ଧୁଆଁ ବାହାରୁଥିବା ନେଇ ପଡୋଶୀ…
Read More...

ସାନ ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ପରିବାର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ମେଡିକାଲରେ ଆଖି ବୁଜିଲା ବଡ ପୁଅ

ଝାରସୁଗୁଡା : ଝାରସୁଗୁଡା ଜିଲା ବିଟିଏମ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଠାରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଥିଲା । ସାନ ପୁଅ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ବରଣ କରିବାରରୁ ଏଥିରେ…
Read More...

ଜେସିକା ଲାଲ୍‌ ହତ୍ୟାକାଣ୍ଡ : ତିନିବର୍ଷ ଆଗୁଆ ମୁକୁଳିଲେ ମନୁ ଶର୍ମା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ମଡେଲ ଜେସିକା ଲାଲ୍‌ ହତ୍ୟାକାଣ୍ଡର ଅପରାଧୀ, ପୂର୍ବତନ ଯୁବକଂଗ୍ରେସ ନେତା ମନୁ ଶର୍ମା (ଶିଦ୍ଧାର୍ଥ ବଶିଷ୍ଠ) ଧାର୍ଯ୍ୟ ସମୟର ତିନି ବର୍ଷ ପୂର୍ବରୁ ମଙ୍ଗଳବାର ଜେଲ୍‌ରୁ ମୁକ୍ତ ହୋଇଛନ୍ତି।…
Read More...

ମୋଦୀଙ୍କୁ ଟ୍ରମ୍ପଙ୍କ ଫୋନ୍‌: ଜି-୭, ସୀମା ବିବାଦ ଆଲୋଚନା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି-୭ ରାଷ୍ଟ୍ର ସମ୍ମିଳନୀରେ ଯୋଗ ଦେବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ଟେଲିଫୋନ କରି ମୋଦୀଙ୍କୁ…
Read More...

ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୯୮ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ : ଲକ୍‌ଡାଉନ ସମୟରେ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୧୯୮ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସଡକ ସୁରକ୍ଷା ଏନଜିଓ ସେଭ ଲାଇଫ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ମାର୍ଚ୍ଚ…
Read More...

ମଝିଆ ପୁଅର ଯାତନା

ଆମ ସାମାଜିକ ଓ ପାରିବାରିକ ଚଳଣିରେ ଗୋଟିଏ ଲୋକକଥା ଅଛି - ‘ବଡ଼ ପୁଅ ବାପାର, ସାନ ପୁଅ ମାଆର; ମଝିଆ ପୁଅ କାହାର ନୁହେଁ।’ ଅର୍ଥନୀତିରେ ଏହି ମଝିଆ ପୁଅମାନେ ହେଲେ ମଧ୍ୟବିତ୍ତ ବର୍ଗ। ଆମଦେଶରେ ଜନସଂଖ୍ୟାର ମାତ୍ର ୧%…
Read More...

୯ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ

ଭୁବନେଶ୍ବର cust: ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଆଦି ୯ଟି ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ସର୍ବାଧିକ ରହିଛି। ପଙ୍ଗପାଳଙ୍କ…
Read More...

ଓଜନକୁ କମ୍ କରିବାର ଉପାୟ

ଭୋଜନର ନିର୍ଦିଷ୍ଟ ସମୟ ରଖନ୍ତୁ। ପ୍ରତ୍ୟେକ ଦିନ ସେଇ ସମୟରେ ହିଁ ଭୋଜନ କରିବା ଜରୁରୀ। ଏହା ସହ ଭୋଜନ ପୂର୍ବରୁ ପାଣି ପିଅନ୍ତୁ। ପ୍ରଥମେ ସାଲାଡ୍ ଖାଇବା ପରେ ହିଁ ଅନ୍ୟ ବ୍ୟଞ୍ଜନ ଖାଇବେ। ଦ୍ବିପହର ଓ…
Read More...

ସାହୁକାରଠୁ ଜଳ କିଣୁଛନ୍ତି ଲୋ​କେ

ଝରିଗାଁ : ଦୁର୍ଗମ ଇଲାକୁ ଯାତାୟାତ ସୁବିଧା ନ ଥିବାରୁ ବର୍ଷ ତମାମ ଲୋକେ ନାନା ହଇରାଣ ହେଉଛନ୍ତି। ଖରା ଦିନରେ ଲୋକେ ନାଳ ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରୁଛନ୍ତି। ଏପରି ଅବସ୍ଥା ନବରଙ୍ଗପୁର ଜିଲା ଅଧୀନ ଝରିଗାଁ…
Read More...

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର ୧୩ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟର ୧୩ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ କୋଭିଡ-୧୯ ପଜିଟିଭ ଥିବା ମଙ୍ଗଳବାର ପୂର୍ବାହ୍ଣରେ ସ୍ପଷ୍ଟ ହୋଇଛି। ଏହି ଘଟଣା ପରେ ସିଭିଲ…
Read More...

ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଏନସିଏମସିର ବୈଠକ

ମୁମ୍ବଇ : କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି…
Read More...

ଓଡ଼ିଆ ହକି ଖେଳାଳିଙ୍କୁ ଉପେକ୍ଷା : ହକି ଇଣ୍ଡିଆର ଉପେକ୍ଷା ନା କ୍ରୀଡ଼ା ବିଭାଗର ଅପାରଗତା

କଟକ : ହକି ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷ ଲାଗି ସମ୍ମାନଜନକ ଅର୍ଜୁନ ପୁରସ୍କାର, ରାଜୀବ ଗାନ୍ଧୀ ଖେଳରତ୍ନ ଓ ଜୀବନବ୍ୟାପୀ ସାଧନା ଲାଗି ମେଜର ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଖେଳାଳିମାନଙ୍କ ନାମ କେନ୍ଦ୍ର କ୍ରୀଡ଼ା…
Read More...

ବର୍ଣ୍ଣ ବୈଷମ୍ୟବାଦ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ସାମିଙ୍କ ଆହ୍ବାନ

କିଙ୍ଗଷ୍ଟm : ୱେଣ୍ଟଇଣ୍ଡିଜ୍‌ ଟ୍ବେଣ୍ଟି୨୦ ବିଶ୍ବକପ ବିଜୟୀ ଦଳର ଅଧିନାୟକ ଡାରେନ୍‌ ସାମି ବର୍ଣ୍ଣବୈଷମ୍ୟବାଦକୁ ନେଇ ସ୍ବର ଉତ୍ତୋଳନ କରିଛନ୍ତି। ଏଥିନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସହିତ ସମଗ୍ର କ୍ରିକେଟ ଦେଶ…
Read More...

୮ସୁଦ୍ଧା ଲଘୁଚାପ : ମୌସୁମିକୁ ବାଟ କଢ଼ାଇବ

ଭୁବନେଶ୍ବର : ଉତ୍ତର ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଆସନ୍ତା ଜୁନ ୮ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାକୁ ମୌସୁମି ମୁହଁାଇବାରେ ଏହା ସହାୟକ ହୋଇପାରେ। ତେବେ…
Read More...

ସ୍ନାନଯାତ୍ରା ପାଇଁ ୧୪୪ ଧାରା ଜାରି

ପୁରୀ : ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡ ସମେତ ଆଖପାଖ ଅଞ୍ଚଳରେ ଏଭଳି କଟକଣା ଲାଗୁ କରାଯାଇଛି। ୫ତାରିଖ…
Read More...

କନ୍ଧମାଳ ଓ କୋରାପୁଟରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇଛି ସର୍‌ଗିଫୁଲ

ଭୁବନେଶ୍ବର : ଆଦିବାସୀ ବହୁଳ ଜିଲା କନ୍ଧମାଳ ଓ କୋରାପୁଟକୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଏଠାରେ ଜୀବିକା ନିର୍ବାହ ପାଇଁ ଏବେ ମୋନେ ସର୍‌ଗିଫୁଲ ସଂଗ୍ରହ କରୁଛନ୍ତି, ଯାହା ସେମାନଙ୍କୁ ରୋଜଗାରକ୍ଷମ…
Read More...

ରାଜ୍ୟ ସରକାରଙ୍କ ସଂଶୋଧିତ ମାର୍ଗଦର୍ଶିକା : ସ୍କୁଲ ପରୀକ୍ଷାକୁ ଅନୁମତି, ଛାପା ଗଣମାଧ୍ୟମ କଟକଣାମୁକ୍ତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ ଲକ୍-୧ର ମାର୍ଗଦର୍ଶିକାରେ ମଙ୍ଗଳବାର କେତେକ ସଂଶୋଧନ ଅଣାଯାଇଛି। ଏନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦେଶନାମାରେ ଏଣିକି ବିଦ୍ୟାଳୟସ୍ତରରେ ସମସ୍ତ…
Read More...

ରାଜ୍ୟରେ ଏଲ୍‌ପିଜି ୨୬ ଟଙ୍କା ୫୦ ପଇସା ମହଙ୍ଗା

ଭୁବନେଶ୍ବର : ସୋମବାରଠାରୁ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ରିଆତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି। ଏଥିଯୋଗୁ ରାଜ୍ୟରେ ଏଲ୍‌ପିଜି ସିଲିଣ୍ଡର ମହଙ୍ଗା…
Read More...

ପଙ୍ଗପାଳ ପାଇଁ ସର୍ତକ ସମ୍ବଲପୁର ଜିଲା ପ୍ରଶାସନ

ସମ୍ବଲପୁର : କରୋନା ମହାମାରୀ ସଙ୍କଟ ଦେଶରୁ ଟଳି ନଥିବା ବେଳେ ବୋଝ ଉପରେ ନଳିତା ବିଡା ସଦୃଶ ଏବେ ପଙ୍ଗପାଳ ସଙ୍କଟ ମାଡି ଆସିଛି। ଦେଶର ବହୁ ରାଜ୍ୟରେ ଏହି ପଙ୍ଗପାଳ ଦଳ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ କରିଥିବା ବେଳେ…
Read More...

ବୁଧବାର ରାଶିଫଳ(୦୩-୦୬-୨୦୨୦)

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପ୍ରଭାବଶାଳୀ ଓ ଜନବଲ୍ଲଭ ହେବେ। ବୃଷ: ଅଧା ରହିଥିବା…
Read More...

କଂଗ୍ରେସ ପକ୍ଷରୁ ଦୁଇ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ନୀଳଗିରି : କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ନିର୍ଦେଶକ୍ରମେ ମଙ୍ଗଳବାରଠାରୁ ନୀଳଗିରି ପୌରାଞ୍ଚଳ ବିଶୋଧନ ଆରମ୍ଭ କରିଛି କଂଗ୍ରେସ। ଏହି ଅବସରରେ ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ଏକ ସାମ୍ବାଦିକ…
Read More...

ସଂଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ମାମଲା : ଦିଲ୍ଲୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ତେଲିପାଳ ଆଶ୍ରମସ୍ଥିତ କୋଭିଡ-୧୯ ସଂଗରୋଧ କେନ୍ଦ୍ରରେ ଜଣେ ବ୍ୟାଙ୍କିଂ ସେକ୍ଟର ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯିବା ଘଟଣାରେ ସେ ନ୍ୟାୟ ପାଇଁ ଦିଲ୍ଲୀ ମାନବାଧିକାର…
Read More...

କର୍ମଚାରୀ ଓ ସହଯୋଗୀଙ୍କୁ ନିରାପଦ ରଖିଥାଏ କର୍ମସଂସ୍ଥାନରେ ତାପମାତ୍ରା ପରୀକ୍ଷା

ୱାଶିଂଟନ୍‌: ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସବୁ ଦେଶରେ ଲକ୍‌ଡାଉନ୍‌…
Read More...

କ୍ବାରେନଣ୍ଟାଇନ ଫେରନ୍ତାଙ୍କୁ ଗାଁରେ ପଶିବାକୁ ବାରଣ, କୁଡ଼ିଆ କରି ଜଙ୍ଗଲରେ ନେଲେ ଆଶ୍ରୟ

ଭୁବନେଶ୍ଵର: କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିଲେ । ତାଙ୍କର ନମୁନା ନେଗେଟିଭ୍ ଆସିଥିଲା । ଏହା ସତ୍ବେ ତାଙ୍କୁ ଗାଁରେ ପଶିବାକୁ ଦିଆଗଲା ନାହିଁ । ଯେତେ କାକୁତିମିନତି ହେଲେ ମଧ୍ୟ ସାହିପଡ଼ିଶା ଆଉ ଗାଁ ଲୋକ ଶୁଣିଲେ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୮ ମାମଲା, ୧୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୮ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‌…
Read More...

ସ୍କୁଲକଲେଜରେ ଫି’ ପଇଠ : ହାଇକୋର୍ଟ ନିର୍ଦେଶକୁ ଅପେକ୍ଷା କରିବାକୁ ଅଭିଭାବକ ମହାସଂଘର ନିବେଦନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସବୁ ସ୍କୁଲକଲେଜ ସମତେ ଶିକ୍ଷାନୁଷ୍ଠାନଗୁଡ଼ିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି। ସ୍କୁଲକଲେଜ ବନ୍ଦ ରହୁଥିବାରୁ ଫି…
Read More...

ମଶା ଓ ଜଳବାହିତ ରୋଗ ପ୍ରତିରୋଧ: କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାକୁ ଜାତୀୟ ପୁରସ୍କାର ପାଇଁ ସୁପାରିସ

ଭୁବନେଶ୍ୱର: ଲକ୍ଷ୍ୟଭେଦୀ ପଦକ୍ଷେପ ମାଧ୍ୟମରେ ଓଡ଼ିଶା ମଶା (ଭେକ୍ଟର୍‌) ଓ ଜଳ ବାହିତ ରୋଗ ପ୍ରତିରୋଧ ଏବଂ ପ୍ରତିକାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…
Read More...

ବିଜୁ ଯୁବ ଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର

ଭୁବନେଶ୍ୱର:କରୋନା ମହାମାରୀ ସମୟରେ ରକ୍ତ ଅଭାବରେ କେହି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ। ଏଥିପାଇଁ ରକ୍ତଭଣ୍ଡାରେ ପର୍ଯ୍ୟାପ୍ତ ପରିମାଣ ରକ୍ତ ମହଜୁଦ୍‌ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।…
Read More...

ଔଷଧ ନିଗମର କରୋନା କିଟ୍ କିଣାରେ ଦୁର୍ନୀତି ଅଭିଯୋଗ କଲା କଂଗ୍ରେସ

ଭୁବନେଶ୍ଵର: କରୋନା ମୁକାବିଲା ନିମନ୍ତେ ଓଡିଶା ଔଷଧ ନିଗମର ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିରେ କୋଟି କୋଟି ଟଙ୍କା ହରିଲୁଟ ହୋଇଛି ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ।…
Read More...

କଣ୍ଟେନମେଣ୍ଟ ଜୋନରେ ପୁଲିସକୁ ଆକ୍ରମଣ; ୩୧ ଜଣଙ୍କୁ ଗିରଫ କଲା ରାଉରକେଲା ପୁଲିସ

ରାଉରକେଲା: କଣ୍ଟେନମେଣ୍ଟ ଜୋନ୍ ଘୋଷିତ ନାଲାରୋଡ଼ ଅଞ୍ଚଳରେ ପୁଲିସ ଉପରେ ଆକ୍ରମଣ ଅଭିଯୋଗରେ ପୁଲିସ ୩୧ ଜଣଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ଜିଲା ପୁଲିସ କାର୍ଯ୍ୟାଳୟରେ ଡ଼ିଆଇଜି କବିତା ଜଲାନ ସୂଚନା ଦେଇଛନ୍ତି ।…
Read More...

ଜିମ୍ ଖୋଲିବାକୁ ଅନୁମତି ନିମନ୍ତେ ସରକାରଙ୍କୁ ଅନୁରୋଧ କଲା ଜିମ୍ ମାଲିକ ସଂଘ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ଆଶଙ୍କା କରି ଦେଶରେ ଜିମ୍‌ଗୁଡ଼ିକୁ ବନ୍ଦ ରଖାଯାଇଛି। ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଦୁଇ ମାସ ହେବ ଜିମ୍‌ଗୁଡ଼ିକ ବନ୍ଦ ରହିଛି। ଜିମ୍‌ ମାଧ୍ୟମରେ ସୁନ୍ଦର ସ୍ବାସ୍ଥ୍ୟ ଓ…
Read More...

ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ, କହିଲେ ସମୟ ଦେଇପାରୁନାହିଁ

ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ତାଙ୍କ ସମର୍ଥକମାନେ…
Read More...

ବାବୁ ସିଂହ ଭୁବନେଶ୍ଵର, ଦେବେନ୍ଦ୍ର ମହାନ୍ତି କଳାହାଣ୍ଡି ବିଜେପି ସଭାପତି ନିଯୁକ୍ତ

ଭୁବନେଶ୍ଵର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଭୁବନେଶ୍ଵର ଓ କଳାହାଣ୍ଡି ଜିଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଗତ ନିର୍ବାଚନ ପୂର୍ବରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବାବୁ ସିଂହଙ୍କୁ…
Read More...

ରାଜ୍ୟରେ ଚାଲିବ ୫ଟି ସ୍ବତନ୍ତ୍ର ଟ୍ରେନ୍: ୮ ତାରିଖରୁ ଆରମ୍ଭ

ଭୁବନେଶ୍ଵର: ରାଜ୍ୟବାସୀଙ୍କ ସୁବିଧା ନିମନ୍ତେ ରେଳବାଇ ପକ୍ଷରୁ ୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ ନିଷ୍ପତ୍ତି ହୋଇଛି । ଜୁନ୍ ୮ ତାରିଖରୁ ଏହି ଟ୍ରେନଗୁଡ଼ିକ ଚାଲିବ ବୋଲି ସୂଚନା ମିଳିଛି । ଏହି ସବୁ ଟ୍ରେନକୁ…
Read More...

ଦେଶରେ ସୁସ୍ଥ ହେଲେଣି ୪୮.୦୭% କରୋନା ସଂକ୍ରମିତ; ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ ହେଲାଣି । ବିଶ୍ଵ ତାଲିକାରେ ସଂକ୍ରମଣ ମାମଲାରେ ଭାରତ ୭ମ ସ୍ଥାନରେ ରହିଛି । ସକ୍ରିୟ ସଂକ୍ରମିତଙ୍କ ତାଲିକାରେ ସାରା ପୃଥିବୀରେ ଭାରତ ୪ର୍ଥ । ଏହା…
Read More...

କରୋନା ରୋଗୀଙ୍କୁ ଜରୁରୀ ସ୍ଥିତିରେ ଦିଆଯିବ ଇବୋଲୋ ଔଷଧ ରେମଡ଼େସିିଭିର

ବେଙ୍ଗାଲୁରୁ: କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଜରୁରୀ ସ୍ଥିତିରେ ଦିଆଯାଇ ପାରିବ ଇବୋଲୋ ନିମନ୍ତେ ବ୍ୟବହାର କରାଯାଉଥିବା ଔଷଦ ରେମଡ଼େସିଭିର । କେନ୍ଦ୍ର ସରକାର ଏହାକୁ ବ୍ୟବହାର ନିମନ୍ତେ ବିଧିବଦ୍ଧ ଅନୁମତି…
Read More...

ସକ୍ରିୟ ସଂକ୍ରମଣରେ ବିଶ୍ଵର ୪ର୍ଥ ସ୍ଥାନରେ ପହଞ୍ଚିଲା ଭାରତ; ୫ ଦିନରେ ୪୦ ହଜାର ନୂଆ ସଂକ୍ରମିତ, ୧ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେବଳ ଗତ ୫ ଦିନ ମଧ୍ୟରେ ଦେଶରେ ୪୦ହଜାରରୁ…
Read More...

ଶ୍ରୀ ଜଗନ୍ନାଥଙ୍କ ସେନାପଟା ଓ ବାହୁଟ ସେବା ପାଇଁ ସାକ୍ଷୀଗୋପାଳରୁ ପଠାଗଲା ବଉଳଗଛ

ସୁଆଣ୍ଡୋ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାପାଇଁ ମଙ୍ଗଳବାର ନିର୍ଜଳା ଏକାଦଶୀଦିନ ବଉଳ କାଠ ସାକ୍ଷୀଗୋପାଳରୁ ପଠାଯାଇଛି । କାହିଁ କେଉଁକାଳରୁ ପରମ୍ପରା ଅନୁସାରେ ବଉଳ କାଠ ପ୍ରତିବର୍ଷ…
Read More...

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ପଦରୁ ହଟିଲେ ମନୋଜ ତିୱାରୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ରାଜ୍ୟ ସଭାପତି ମନୋଜ ତିୱାରୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ମନୋଜଙ୍କୁ ହଟାଇ ଆଦେଶ ଗୁପ୍ତାଙ୍କୁ ରାଜ୍ୟ ସଭାପତି କରାଯାଇଛି । ସୂଚନାଅନୁସାରେ ପୂର୍ବରୁ ଦିଲ୍ଲୀ…
Read More...

ଦେଶରେ ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ; ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ…

ଭୁବନେଶ୍ଵର : ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ଓଡିଶାର ଲୋକ ସବୁଠୁ ଅଧିକ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୩୨୫

ଭୁବନେଶ୍ବର : ରଜ୍ୟରେ ମଙ୍ଗଳବାର ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୩୨୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭିଗ ପକ୍ଷରୁ ଟ୍ବିଟ…
Read More...

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ; ଓଡ଼ିଶା ଆସିପାରନ୍ତି ପଙ୍ଗପାଳ, ସୀମାନ୍ତ ଜିଲାକୁ ପଙ୍ଗପାଳ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯଇଛି। ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ…
Read More...

ମଣିଷ ଉପରେ ଦାଉ ସାଧୁଛି ପ୍ରକୃତି: ଆସାମରେ ଭୂସ୍ଖଳନ; ୨୦ ମୃତ

ଗୌହାଟୀ: ଦକ୍ଷିଣ ଆସାମରେ ସୋମବାର ଦିନ ହୋଇଥିବା ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆସାମର ବାରକ ଭ୍ୟାଲି ଉପତ୍ୟକାର ତିନୋଟି ଜିଲ୍ଲାରେ ଘଟିଥିବା ଏହି ଭୂସ୍ଖଳନରେ ଅନେକ ଲୋକ ଆହତ ମଧ୍ୟ…
Read More...

ବାପାର ଦୁଷ୍କର୍ମ ମାମଲାକୁ ରଫାଦଫା ପାଇଁ ପୁଅର ହତ୍ୟା ଉଦ୍ୟମ

ସୋର : ବାପାର ଦୁଷ୍କର୍ମ ମାମଲାକୁ ରଫାଦଫା ପାଇଁ ପୁଅ ହତ୍ୟା କରିବାକୁ ପଛେଇ ନାହିଁ। ଏପରି ଘଟଣା ଘଟିଛି ବେଲେଶ୍ବର ଜିଲା ଶ୍ବର ଅଞ୍ଚଳରେ। ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କୁ ଅଭିଯୁକ୍ତର ପୁଅ ହତ୍ୟା ଉଦ୍ୟମ…
Read More...

ଖାକିଲେ ଲାଗିଲା ଦାଗ ; ମହିଳାଙ୍କୁ ଅପହରଣ ଉଦ୍ୟମ, କନେଷ୍ଟବଳ ଗିରଫ

ଭୁବନେଶ୍ବର : ଖାକିରେ ପୁଣି ଲାଗିଲା ଦାଗ। ରାଜଧାନୀସ୍ଥିତ ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ମଧ୍ୟରେ ଜଣେ ଓଡ଼ିଶା ପୁଲିସ ଆର୍ମଡ ଫୋର୍ସର କନେଷ୍ଟବଳ…
Read More...

ଦେଶର କ୍ଷମତା, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଉପରେ ଭରସା ଅଛି, ଭାରତ ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ : ମୋଦୀ

ନୂଆଦିଲ୍ଲୀ : ମହାମାରୀ କରୋନା ସଙ୍କଟ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭାରତୀୟମାନଙ୍କ…
Read More...

ପଥର ଖାଦାନରୁ ପଥର ଧସି ଯୁବକର ମୃତ୍ୟୁ

କଲମପୁର : ପଥର ଖାଦାନରେ ପଥର ସଂଗ୍ରହ ପାଇଁ ନିୟୋଜିତ ଥିବା ଜଣେ ଯୁବ ଶ୍ରମିକ ପଥର ସଂଗ୍ରହ କରୁଥିଲେ। ଏହି ସମୟରେ ମାଟି ଓ ପଥର ଅତଡା ଧସି ଆସିଥିଲା। ଉପରୁ ପଥର ଓ ମାଟି ଅତଡା ଧସି ଆସିବାରୁ ତଳେ ଥିବା ଯୁବକ ଉପରେ ପଥର…
Read More...

ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଲା ପରିବାର ; ୫ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା : ଝାରସୁଗୁଡା ଜିଲା ବିଟିଏମ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଠାରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ପରିବାରର ଜଣେ ପୁଅ ଦୁର୍ଘଟଣାରେ ଶିକାର ହେବା ପରେ ଗତକାଲି ତାଙ୍କର ଚିକିତ୍ସାଧୀନ ସମୟରେ ମୃତ୍ୟୁ…
Read More...

କୋଭିଡ-୧୯ ସମୟରେ କେତେ ସୁରକ୍ଷିତ ରାଜ୍ୟର ପୋଷଣ ସ୍ଥିତି

ଭୁବନେଶ୍ବର : ବିଶ୍ୱ ସାରା ଚାଲିଥିବା ଏହି କୋଭିଡ-୧୯ ପରିସ୍ଥିତି ରାଜ୍ୟର ସ୍ୱାସ୍ଥ୍ର୍ୟ ସମ୍ବଦୀୟ ବିଭିନ୍ନ ସୂଚକଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି।ଯେଉଁ ଭଳି ଭାବେ ତାଲାବନ୍ଦ ଓ ପ୍ରବାସୀ ସମସ୍ୟା…
Read More...

ଘରକୁ ଯିବାକୁ ବ୍ୟାକୁଳ ; ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

ରାଉରକେଲା: ଲୋକମାନ୍ୟ ତିଳକ ଟର୍ମିନାଲରୁ ହାୱାଡା ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନରୁ ଓଡିଶାର ୨୪ ଜଣ ରାଉରକେଲା ରେଳ ଷ୍ଟେସନରେ ଓହ୍ଲାଇ ପଡିଛନ୍ତି। ଏହି ୨୪ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡାର ୧୯ ଜଣ ଥିବା ବେଳେ…
Read More...

ନଦୀ ପାର ବେଳେ ଭାସିଗଲେ ୪ ବର୍ଷର କୁନି ଝିଅ

ରାଉରକେଲା :ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟ ବ୍ରାହ୍ମଣୀ ନଦୀରେ ମଙ୍ଗଳବାର ଜଣେ ୪ବର୍ଷର କୁନି ଝିଅ ଭାସି ଯାଇଥିବା ଜଣାପଡ଼ିଛି। ଆଈ ସହ କାଠପୋଲରେ ନଦୀ ପାର ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା…
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁଙ୍କ ବିବାହ ଉତ୍ସବ  ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ତେଲିଙ୍ଗି ବାଜା ବାଜୁଛି । ଜଗତ…
Read More...

ପୁଅକୁ ଶାବଳରେ ପିଟି ମାରିଲା ବାପା

ଉମରକୋଟ: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ସରଗୁଲି ଗାଁ ପାଖ କୁମୁଲି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ନିଜ ବାପା ତାର ୨୨ ବର୍ଷୀୟ ପୁଅକୁ ଶାବଳରେ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ବାପା ପିଟି…
Read More...

ରାଜଧାନୀରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବଦ, ୨ ଗିରଫ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ପୁଣି ଥରେ ମାତିଲେ ଧଳା ଜହର ବ୍ୟବସାୟୀ । ଲକ୍ ଡାଉନ ସମୟରେ ମଧ୍ୟ ଥମୁନି ଧଳା ଜହର ବେପାର । ଏପରି ସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ଵରରୁ ଏକ କୋଟି ଟଙ୍କାର ଧଳା ଜହର ଜବଦ କରିଛି…
Read More...

ରାଜ୍ୟରେ ପୁଣି ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଜି ପୁଣି ୧୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୪୧ କରୋନା ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ…
Read More...

କରୋନା ଅପଡେଟ୍ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ମୃତ, ୮୧୭୧ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଜଟିଳ ହେବାରେ ଲାଗିଛି ମହାମାରୀ କରୋନାର ସ୍ଥିତି । ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ଵର କରୋନା ତାଲିକାରେ ଭାରତ ସପ୍ତମ ସ୍ଥାନରେ ରହିଛି । ଭାରତରେ…
Read More...

ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଘଟଣା: ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ ହିଂସାରୁ ନିବୃତ ରୁହନ୍ତୁ, ନହେଲେ ରାସ୍ତାକୁ…

ୱାଶିଂଟନ : ଅଶ୍ୱେତ ଆମେରିକାର ଜର୍ଜ ଫ୍ଲୋଏଡଙ୍କ ମଝି ରାସ୍ତାରେ ପୋଲିସ ହେପାଜରେ ମୃତ୍ୟୁ ହେବା ପରେ ଆମେରିକାରେ ହେଉଥିବା  ହିଂସା ଭୟଙ୍କର ରୂପ ଧାରଣ କରିଛି।  ସଂପୃକ୍ତ ପୁଲିସ ଅଧିକାରୀ ଏବଂ ତାଙ୍କୁ ସହାୟତା କରିଥିବା…
Read More...

“ଜଳ ଜୀବନ ଅଭିଯାନ” (ହର ଘର ଜଲ) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ପାଇଁ ୮୧୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :  “ଜଳ ଜୀବନ ଅଭିଯାନ” ମାଧ୍ୟମରେ ଦେଶର ସମସ୍ତ ଗ୍ରାମାଞ୍ଚଳ ଅଧିବାସୀଙ୍କ ଘରେ ପାନୀୟ ଜଳ ଯୋଗାଇ ଦେବାଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପାଇପ ଯୋଗେ ପ୍ରତ୍ୟେକ ପରିବାରଙ୍କୁ ସେମାନଙ୍କର ଆବଶ୍ୟକତା…
Read More...