ରାଜ୍ୟ ଦୌଡ଼କୁଦ ମିଟ୍‌ ଆରମ୍ଭ: ଦୂତି ଓ ଅମିୟଙ୍କୁ ସ୍ବର୍ଣ୍ଣପଦକ

କଟକ : ଓଡ଼ିଶା ଆଥ୍‌ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ୬୭ତମ ରାଜ୍ୟ ଦୌଡ଼କୁଦ ମିଟ୍‌ ଶନିବାର ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି। ଏହି ୩ ଦିନିଆ ମିଟ୍‌ର ପ୍ରଥମ ଦିନରେ ୩ଟି ନୂଆ ମିଟ୍‌ ରେକର୍ଡ ସ୍ଥାପନ…
Read More...

ଶିମିଳିପାଳରେ ବାଘ ମରୁଡ଼ି

ବାରିପଦା(ବିଜୟ କୁମାର ଅଗରୱାଲା) : ଶିମିଳିପାଳ ବନାଂଚଳରେ ଅବସ୍ଥିତ ଦେଶର ପ୍ରଥମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବେ ସଙ୍କଟରେ। ୧୯୭୩ରେ ପ୍ରତିଷ୍ଠିତ ଏହି ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ…
Read More...

କୀଟନାଶକ ଗନ୍ଧରେ ୩ ଭଉଣୀ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ଗ୍ରାମରେ ଚାଉଳରେ ପକାଯାଇଥିବା କୀଟନାଶକ ଆଘ୍ରାଣ ପ୍ରଭାବରେ ୩ ଜଣ ନିଷ୍ପାପ ଶିଶୁ କନ୍ୟାଙ୍କ ଜୀବନ ଚାଲିଯାଇଛି। ମୃତ ୩ଜଣ ହେଉଛନ୍ତି ୩ ଭଉଣୀ।…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନ : ବନ୍ୟଜନ୍ତୁଙ୍କ ସ୍ବର୍ଗଦ୍ବାର

ପୁରାଣ ବର୍ଣ୍ଣିତ ସ୍ବର୍ଗର ନନ୍ଦନକାନନ, ଯେଉଁଠି ଦୁଃଖ, ଶୋକ ଓ ବିଳାପର ଛାୟା ମଧ୍ୟ ମାଡ଼େନାହିଁ। ଏହି ନାମକୁ ଯଥାର୍ଥ କରିବା ପାଇଁ ରାଜଧାନୀର ଉପକଣ୍ଠରେ ୬୦ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ନନ୍ଦନକାନନ ପ୍ରାଣୀ…
Read More...

ଜେନେରାଲ ରାୱତଙ୍କୁ ଚିଦମ୍ବରମ୍‌ଙ୍କ ପରାମର୍ଶ : ନିଜକଥା ନିଜେ ବୁଝନ୍ତୁ

ତିରୁଅନନ୍ତପୁରମ୍‌/ହାଇଦରାବାଦ : ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତଙ୍କ ‘ନେତାପଣ’ ମନ୍ତବ୍ୟ ନେଇ ପ୍ରତିକ୍ରିୟା ବନ୍ଦ ହେଉ ନାହିଁ। ବିଭିନ୍ନ ମହଲରୁ ସେ ସମାଲୋଚିତ ହେଉଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି,…
Read More...

ମୁଶରଫଙ୍କ ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ

ଇସଲାମାବାଦ : ରାଜଦ୍ରୋହ ଅପରାଧରେ ସ୍ବତନ୍ତ୍ର ଅଦାଲତ ଦ୍ବାରା ଫାଶୀଦଣ୍ଡାଦେଶ ପାଇଥିବା ପାକିସ୍ତାନର ପୂର୍ବତନ ସାମରିକ ଶାସକ ପରଭେଜ ମୂଶରଫଙ୍କ ଆବେଦନକୁ ଫେରାଇ ଦେଇଛନ୍ତି ଲାହୋର ହାଇକୋର୍ଟ। ଛୁଟି ପାଇଁ ବିଚାରପତି…
Read More...

ହିଂସାତ୍ମକ ବିକ୍ଷୋଭ ଦମନରେ ନୂଆ ଦୃଷ୍ଟାନ୍ତ ରଖିଛୁ : ଯୋଗୀ

ଲକ୍ଷ୍ନୌ : ହିଂସାତ୍ମକ ବିକ୍ଷୋଭକୁ ନିୟନ୍ତ୍ରଣ କରିବାରେ ଉତ୍ତରପ୍ରଦେଶ ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ ରଖିଛି। ହିଂସାକାଣ୍ଡ ଘଟାଇବା, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବିକ୍ଷୋଭକାରୀଙ୍କ ପ୍ରତି କଠୋର…
Read More...

ଜାନୁଆରୀ ୫ରୁ ବିଜେପିର ସିଏଏ ସଚେତନତା ଅଭିଯାନ

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନକୁ ନେଇ ଦେଶବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟିହେବା ସହ ଏହା ବିରୋଧରେ ବ୍ୟାପକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହେଉଛି ଓ ହିଂସାକାଣ୍ଡ ଉପୁଜିଛି। ଏହି ପରିପ୍ରେକ୍ଷୀରେ ବିଜେପି…
Read More...

ବକ୍ସିଂ: ଜରିନ୍‌ଙ୍କୁ ହରାଇଲେ ମ୍ୟାରି କମ୍‌

ନୂଆଦିଲ୍ଲୀ : ୨୦୨୦ ଟୋକିଓ ଅଲିମ୍ପିକ୍‌ସର ବକ୍ସିଂ ବିଭାଗରେ ଯୋଗ୍ୟତା ହାସଲ ପାଇଁ ଆସନ୍ତା ଫେବୃଆରୀ ୩ରୁ ୧୪ ପର୍ଯ୍ୟନ୍ତ ଚୀନ୍‌ରେ ଖେଳାଯିବା ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ ପ୍ରତିଯୋଗିତା। ଏହି ବକ୍ସିଂ ପ୍ରତିଯୋଗିତାରେ…
Read More...

ନୂଆବର୍ଷ ପ୍ରସ୍ତୁତି : ସଜେଇ ହେଉଛି ସିଂହଦ୍ବାର

ପୁରୀ : ନୂଆବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର ସିଂହଦ୍ବାର। ମୁଖ୍ୟମନ୍ତ୍ରୀଙ୍କ ସମେତ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ଦାଣ୍ଡରେ ପାରମ୍ପରିକ ଝୋଟି କରାଯାଇଛି। ସିଂହଦ୍ବାର ସମ୍ମୁଖରେ ଶତାଧିକ ଗଛ…
Read More...

ସ୍କୁଟରରେ ଗଲେ ପ୍ରିୟଙ୍କା : ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ନୂଆଦିଲ୍ଲୀ/ଲକ୍ଷ୍ନୌ : କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଶନିବାର ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ରାଜ୍ୟରେ ପାଳିତ ହୋଇଛି। ଦଳ ପକ୍ଷରୁ ଏହାକୁ ‘ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ’ ଦିବସ ଭାବେ ପାଳନ କରିବା ସହ…
Read More...

୪ ବର୍ଷ ପାଇଁ ବାସନ୍ଦ ହେ​‌ଲେ ସୀମା

ନୂଆଦିଲ୍ଲୀ : ନିଷିଦ୍ଧ ଶକ୍ତିବର୍ଦ୍ଧକ ଦ୍ରବ୍ୟ ବ୍ୟବହାର କରି ଡୋପ୍‌ ପରୀକ୍ଷାରେ ଧରା ପଡ଼ିଥିବାରୁ ଭାରତୀୟ ମହିଳା ଭାରୋତ୍ତୋଳନକାରୀ ସୀମାଙ୍କୁ ଜାତୀୟ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡ଼ା) ୪ ବର୍ଷ ପାଇଁ ବାସନ୍ଦ…
Read More...

ସିଏଏ ଉପରେ ମତ ରଖିଲେ ବୈଜୟନ୍ତ : ‘ବିରୋଧୀଙ୍କ ମିଥ୍ୟା ପ୍ରଚାରରେ ପ୍ରଭାବିତ ନ ହୁଅନ୍ତୁ’

କଟକ ଅଫିସ୍‌ : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ସଂକ୍ରାନ୍ତରେ ଦେଶର କେତେକ ବିରୋଧୀ ଦଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହାର ଜବାବ ଦେବା ପାଇଁ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ସିଏଏ…
Read More...

ସାଢ଼େ ୧୭ଘଣ୍ଟା ପରେ କୂଅରୁ ଯୁବକର ମୃତଦେହ ଉଦ୍ଧାର

କଲକାତା : ଗତକାଲି ଅପରାହ୍ଣରେ ଘର ସମ୍ମୁଖ ଏକ କୂଅରେ ସମ୍ରାଟ ସରକାର ନାମକ ଜଣେ ଯୁବକ ଗଳି ପଡ଼ିଥିଲେ। ଗତକାଲି ଗଭୀର ରାତ୍ରି ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଉଦ୍ଧାର କରାଯିବା…
Read More...

ଟ୍ରେଣ୍ଟ ବୋଲ୍‌ଟ ଆହତ

ମେଲବୋର୍ଣ୍ଣ : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ​‌ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍‌ଟ ଆଘାତପ୍ରାପ୍ତ ହୋଇଥିବା…
Read More...

ରବିବାର ରାଶିଫଳ

ମେଷ: ଶ୍ରମ ସାର୍ଥକ ହେବ। କଳ୍ପନା ବିଳାସୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ସନ୍‌ମାର୍ଗୀ ହେବେ। ପ୍ରମଦାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହେବେ। ବିଶେଷ ଜ୍ଞାନର ଅଧିକାରୀ ହେବେ। ବକ୍ତା ହୋଇପାରନ୍ତି। ଶ୍ରେଷ୍ଠ…
Read More...

ବନ୍ଧୁ ମିଳନ ଅବସରରେ ଭିନ୍ନକ୍ଷମଙ୍କୁ ୩ ଚକିଆ ସାଇକେଲ ପ୍ରଦାନ

ଯାଜପୁର : ଯାଜପୁର ବରୀ ବ୍ଲକ ଭଳି ନୂଆଗାଁ ସ୍ଥିତ ନବ ଭାରତୀ ବିଦ୍ୟା ଭବନର ୧୯୮୯ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବହୁ ପୁରାତନ…
Read More...

ଏସସି / ଏସଟି ନିର୍ଯ୍ୟାତନା ନିବାରଣ ଆଇନ ସମ୍ପର୍କରେ ବୈଠକ

ଯାଜପୁର : ଯାଜପୁର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶନିବାର ଅନୁସୂଚୀତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନର ଧାରା-୧୭ ଅନୁଯାୟୀ ଜିଲା ସ୍ତରୀୟ ସତର୍କତା ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଜାନୁଆରୀରୁ ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନସେବା

ଭୁବନେଶ୍ବର: ଜାନୁଆରୀ ୨୦୨୦ରୁ ଭୁବନେଶ୍ବରରୁ ସୁରଟ ପାଇଁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସପ୍ତାହରେ ଦୁଇ ଦିନ ଲେଖାଏଁ ବିମାନ ଉଡାଣ ଭରିବ। ବିମାନ ପ୍ରତି ସପ୍ତାହର ସୋମବାର ଓ ଗୁରୁବାର ସକାଳ ୮.୪୦ ମିନିଟରେ…
Read More...

ଅଜଣା ଗାଡି ଧକ୍କା : ଜଣେ ଗୁରୁତର

କଲମପୁର : କଲମପୁର ଜୁନାଗଡ ମୁଖ୍ୟରାସ୍ତାର ଇଛାପୁର ମାଇନର କେନାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମଟର ସାଇକଲ ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ବାବୁକେନ୍ଦୁଗୁଡାର ବିରେନ୍ଦ୍ର ନାଗ ବୋଲି ଜଣା…
Read More...

ଯାଜପୁରରେ ସିଏଏ ଓ ଏନଆରସିକୁ ବିରୋଧ

ଯାଜପୁର : ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ବିରୋଧ କରି ଯାଜପୁର ଜିଲା ବିଂଝାରପୁରେ ଶନିବାର ଜୋରଦାର ବିରୋଧ କରାଯାଇଛି । ସ୍ଥାନୀୟ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ପକ୍ଷରୁ ଆୟୋଜିତ ଏହି ବିରୋଧ କାର୍ଯ୍ୟକ୍ରମରେ ବିଜେଡି,…
Read More...

କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି ଅନ୍ତର୍ଗତ ତାଳପଦା ଗ୍ରାମରେ ଶନିବାର ସନ୍ଧ୍ୟାରେ ଜଣେ ଛାତ୍ର ଆତ୍ମ ହତ୍ୟା କରିଥିବା ଜଣାପଡ଼ିଛି। ଘରେ କେହି ନ ଥିବାବେଳେ ଛାତ୍ର ଜଣଙ୍କ ଘର ଓରାରେ ଝୁଲି ଆତ୍ମହତ୍ୟା କରିଛନ୍ତି। …
Read More...

ଏଣିକି ମୋବାଇଲ ଆପରେ‘ଖଜଣା’: ଉନ୍ମୋଚିତ ହେଲା ‘ପାଉତି’ ଆପ୍

ଭୁବନେଶ୍ବର: ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଭୂ-ରାଜସ୍ବ(ଖଜଣା) ପୈଠ କରିହେବ। ଏଥିପାଇଁ  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ‘ପାଉତି’ ଆପର ଉନ୍ମୋଚନ କରିଛନ୍ତି। ଜନସାଧାରଣଙ୍କୁ ଆଉ ଆରଆଇ ଅଫିସକୁ…
Read More...

ବନ ସୁରକ୍ଷା ସମିତିକୁ ଗୃହ ଉପହାର 

ଟିଟିଲାଗଡ଼ : ତତଲାଗଡ ରୁପେ ପରିଚିତ ଟିଟିଲାଗଡ ଅଞ୍ଚଳରେ ଜଙ୍ଗଲ ସୁରକ୍ଷା ନେଇ ବନବିଭାଗ ପ୍ରୟାସ ଜୋରଦାର କରିଛି। ଏନେଇ ଜଙ୍ଗଲ ସଂଲଗ୍ନ ବିଭିନ୍ନ ଗ୍ରାମରେ ସରକାରଙ୍କ ମୋ ଜଙ୍ଗଲ ଯୋଜନା (ଏଜେୱାଇ)ରେ ବନ ସୁରକ୍ଷା…
Read More...

ଦୁଇ ଦିନରେ ୨୦୫ ଲିଟର ମହୁଲି ମଦ ଜବତ : ୭ ଗିରଫ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲା  ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲେ ମଧ୍ୟ ଏହା ଥମିବାର ନା ଧରୁନାହିଁ। ପୁଲିସ ଡାଳେ ଡାଳେ ଗଲେ…
Read More...

‘ଜିରୋ ନାଇଟ’ ପାଇଁ ପ୍ରସ୍ତୁତ କମିଶନରେଟ୍ ପୁଲିସ,୬ଟି ଜୋନରେ ବିଭକ୍ତ ହେଲା ଭୁବନେଶ୍ବର

ଭୁବନେଶ୍ବର: ପାଖେଇ ଆସୁଛି ନୂତନ ବର୍ଷ ୨୦୨୦। ଆଉମାତ୍ର ଦୁଇ ଦିନପ​‌ରେ ବଦଳିଯିବ କ୍ୟାଲେଣ୍ଡର। ନୂଆବର୍ଷକୁ ସ୍ବାଗତ କରିବାପାଇଁ ପ୍ରସ୍ତୁତ ହେଲେଣି ସ୍ମାଟ୍ ସିଟି ଭୁବନେଶ୍ବରବାସୀ। ଭୁବନେଶ୍ବରବାସୀଙ୍କୁ ନିଆରା ଢଙ୍ଗରେ…
Read More...

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ଥ : ମରାମତି ଆଳରେ ବସ ଚାଳକ ପାଖରୁ ନେଲେ ୮ହଜାର

ଧାମରା : ଧାମରା ନିକଟସ୍ଥ ଡିଆଇ ରୋଡ ଠାରେ ବୁଧବାର ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣା ପଡ଼ିଛି। ବାସୁଦେବପୁର ଅଭିମୁଖେ ଯାଉଥିବା ଓଡି୦୨ଏଫ୮୪୩୬ ଆମ୍ବୁଲାନ୍ସଟି ଡିଆଇ ରୋଡ ଠାରେ ନିଗମ ଏଣ୍ଡ ନିଗମ ବସ…
Read More...

ଗ୍ରାମବାସୀ ନିର୍ମାଣ କଲେ ଅସ୍ଥାୟୀ ପୋଲ

ମୋହନା :  ଆଦିବାସୀ ଅଧୂସିତ ବ୍ଳକର ଉନ୍ନତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା  ନେଇ ଡିଣ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ସୁଧା ଗଜପତି ଜିଲା ମୋହନା ବ୍ଳକର ବିଭିନ୍ନ…
Read More...

ବିଜେପି ଯେଉଁଠି ଘୃଣା ଓ ହିଂସା ସେଇଠି: ରାହୁଲ ଗାନ୍ଧୀ

ଗୌହାଟି: ଶନିବାର କଂଗ୍ରେସ ଦଳ ପାଳନ କରୁଛି ୧୩୫ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୌହାଟିରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲ…
Read More...

କୀଟନାଶକ ଗନ୍ଧରେ ୩ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ଣପୁର : ବ୍ରହ୍ମପୁର ଜିଲା ଦିଗପହଣ୍ଡି ବ୍ଲକ ସନଖେମୁଣ୍ଡି ଥାନା ଅନ୍ତର୍ଗତ ମାଟିଆ ବୋରା ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଚାଉଳ ପୋକ ମରା କୀଟନାଶକ ଗନ୍ଧରେ ୩ ଭଉଣୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।…
Read More...

ମୁମ୍ବଇର ଘାଟକୋପରରେ ଅଗ୍ନିକାଣ୍ଡ; ୨ମୃତ

ମୁମ୍ବଇ : ମୁମ୍ବଇର ଘାଟକୋପରର ଏକ କାରଖାନାରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରୁ ୨ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣେ ମହିଳା ଓ ଜଣେ ପୁରୁଷ ହୋଇଥିବାବେଳେ ଆଉ ଜଣେ…
Read More...

୨୦୨୦ରେ ବିଶ୍ବର ସାମଗ୍ରିକ ଚିତ୍ର

ଆଉ ଅଳ୍ପଦିନ ପରେ ଗୋଟିଏ ନୂଆ ବର୍ଷରେ ପାଦ ଦେଲାବେଳକୁ ବିଶ୍ବର ରାଜନୈତିକ ସ୍ଥିତିର ରୂପରେଖ ସମ୍ପର୍କରେ କୂଟନୀତି ବିଶାରଦମାନେ ଭବିଷ୍ୟବାଣୀ ଶୁଣାଇବା ଆରମ୍ଭ କରିଛନ୍ତି। ଅସ୍ଥିରତା, ଅନିଶ୍ଚିତତା ଓ ବିଭାଜିତ ରାଜନୀତି…
Read More...

ବାରବାଟୀ କାର୍ନିଭାଲ ଉଦ୍‌ଘାଟିତ

କଟକ : ଶିକ୍ଷାନୁଷ୍ଠାନ ହେଉଛି ଏକ ଆଦର୍ଶ। ଯିଏ ଯେଉଁଠି ପାଠ ପଢୁନା କାହିଁକି, ଜୀବନରେ କେବେବି ନିଜ ଶିକ୍ଷାନୁଷ୍ଠାନକୁ ଭୁଲିବା କଥା ନୁହେଁ। ପାଠ ପଢିଥିବା ଗୁରୁ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରେରଣା ଯୋଗାଉଥିବା…
Read More...

ପଦ୍ମଶ୍ରୀ ପ୍ରତିଭା ରାୟ ପାଇବେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ବର : ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ କରାଯିବ। ଜାନୁଆରୀ ୨ତାରିଖ ବିଶ୍ବବିଦ୍ୟାଳୟର ୫୪ତମ…
Read More...

କାର୍ଯ୍ୟାଳୟରେ କାମର ଚାପ କମ୍ କରନ୍ତୁ

ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପ୍ରତି ୧୫ଜଣରେ ୭ଜଣ ବ୍ୟକ୍ତି କାର୍ଯ୍ୟାଳୟରେ କାମର ଚାପରେ ଅତିଷ୍ଠ ହୋଇଯାଉଛନ୍ତି। ଏହି କାରଣରୁ ସେମାନେ ଅବସାଦ ରୋଗରେ ଆକ୍ରାନ୍ତ ହେବା ସହ ଚିଡ଼ଚିଡ଼ା ସ୍ବଭାବର ମଧ୍ୟ…
Read More...

ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ନକଲେ ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ବାରମ୍ବାର ମ​ନେ ପକାଇବା ସତ୍ତ୍ବେ ଯେଉଁ ଟିକସଦାତାମାନେ ସେମାନଙ୍କର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ରିଟର୍ଣ୍ଣ ଦାଖଲ କରୁନାହାନ୍ତି ଏଣିକି ସେମାନଙ୍କର ସମ୍ପତ୍ତି ଜବତ କରାଯିବ। ଏହାଛଡା ଏଭଳି…
Read More...

କାଜଲଙ୍କ ଶାସନ

ମୁମ୍ବଇ : ନିକଟରେ ଏକ ସାକ୍ଷାତକାର୍‌ରେ ଅଭିନେତ୍ରୀ କାଜଲ୍ ଉପସ୍ଥିତ ଥିଲେ। ପରିବାର ଓ କ୍ୟାରିୟର ବିଷୟରେ ଆଲୋଚନା କରିବା ସମୟରେ ସେ ଆଦୌ ସଙ୍କୋଚ କରିନଥିଲେ। ସ୍ବାମୀ ଅଜୟ ଦେବଗନ୍‌ଙ୍କ ସହ ୧୯ ବର୍ଷର ବୈବାହିକ ଜୀବନ…
Read More...

ହିଂସାରୁ ନଜର ହଟାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି : ବିଜେଡି

ଭୁବନେଶ୍ବର : କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦ ସମୟରେ ଯେଭଳି ହିଂସାର ଆଶ୍ରୟ ନେଲେ ସେଥିରୁ ଗଣମାଧ୍ୟମର ନଜର ହଟାଇବା ଲାଗି କଂଗ୍ରେସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବିଜୁ ଜନତା ଦଳ ସରକାରକୁ…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ୪ ମାସ ମଧ୍ୟରେ ପେନସନ୍ ଦେୟ ଦିଅ : ହାଇକୋର୍ଟ

କଟକ : କଳାହାଣ୍ଡି ଜିଲ୍ଲାର ଦୁଇ ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲର ଅବସରପ୍ରାପ୍ତ ଦୁଇ ବିଜ୍ଞାନ ଶିକ୍ଷକଙ୍କୁ ପେନସନ୍ ଓ ଅବସରକାଳୀନ ଦେୟ ୪ ମାସ ମଧ୍ୟରେ ପ୍ରଦାନ ପାଇଁ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ…
Read More...

ହ୍ବାଟ୍ସଆପ୍‌ ବ୍ୟବହାରକାରୀ ସାବଧାନ !

ନୂଆଦିଲ୍ଲୀ : ମେସେଜିଂ ପାଇଁ ଅଧିକାଂଶ ଲୋକ ହ୍ୱାଟ୍ସଆପ୍‌ର ବ୍ୟବହାର କରିଥାନ୍ତି; ହେଲେ ହ୍ୟାକ୍‌ର୍ସମାନେ ଏହାର ଫାଇଦା ଉଠାଉଥିବା ଦେଖାଯାଉଛି। ଲୋକମାନଙ୍କୁ ସହଜ ଓ ସରଳ ନିଶାଣ କରୁଛନ୍ତି ଏମାନେ। ସେମାନଙ୍କ ବ୍ୟାଙ୍କ…
Read More...

ସିଏଏକୁ ବିରୋଧ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମତ : ଲୋକଙ୍କ ମନୋଭାବ କଳି ନ ଥିଲେ ସରକାର

ନୂଆଦିଲ୍ଲୀ : ନାଗରିକତ୍ବ ଆଇନ ସଂଶୋଧନ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କ ମନୋଭାବ ସଠିକ୍‌ ବୁଝିପାରି ନ ଥିଲା। ଏହାକୁ ନେଇ ଦେଶତମାମ ନିଆଁ ଜଳିବ ବୋଲି ପ୍ରଧାନମନ୍ତ୍ରୀ କିମ୍ବା ସ୍ବରାଷ୍ଟ୍ରମନ୍ତ୍ରୀ କଳ୍ପନା କରି ନ…
Read More...

କ୍ଷତି ଭରଣା ପାଇଁ ମୁସଲମାନମାନେ ଦେଲେ ୬ଲକ୍ଷ

ବୁଲନ୍ଦସର : ନାଗରିକତ୍ବ ଆଇନ ବିରୋଧୀ ହିଂସାକାଣ୍ଡରେ ହୋଇଥିବା କ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ଉତ୍ତରପ୍ରଦେଶ ବୁଲନ୍ଦସର ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ। ଶୁକ୍ରବାର ସାମୂହିକ ପ୍ରାର୍ଥନା ପରେ ସେମାନେ ଆଦାୟ…
Read More...

ଭାରତୀୟ ସେନା ଅତ୍ୟନ୍ତ ଧର୍ମନିରପେକ୍ଷ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ : ଭାରତୀୟ ସୈନ୍ୟବାହିନୀ ଅତ୍ୟନ୍ତ ଧର୍ମନିରପେକ୍ଷ। ମାନବାଧିକାର ସୁରକ୍ଷାକୁ ଏହା ସର୍ବାଧିକ ସମ୍ମାନ ଦେଇଥାଏ। ‘ଇନ୍‌ସାନିୟତ୍‌’ ବା ମାନବବାଦ ଓ ‘ସରାଫତ୍‌’ ବା ସିଷ୍ଟତା ହେଉଛି ଏହାର ମୂଳମନ୍ତ୍ର। ଭାରତୀୟ…
Read More...

ଆଦିବାସୀଙ୍କ ସହ ନାଚିଲେ ରାହୁଲ

ରାୟପୁର : ଛତିଶଗଡ଼ ରାଜଧାନୀ ରାୟପୁରଠାରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ତିନିଦିନିଆ ଜାତୀୟ ଆଦିବାସୀ ମହୋତ୍ସବ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଆଦିବାସୀଙ୍କ ସହ ପାରମ୍ପରିକ ନୃତ୍ୟରେ ସାମିଲ…
Read More...

ପ୍ରଥମ ଟେଷ୍ଟମ୍ୟାଚ୍‌: ଅଷ୍ଟ୍ରେଲିଆର ବିଶାଳ ସ୍କୋର୍

ମେଲବୋର୍ଣ୍ଣ : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ବକ୍ସିଂ ଡେ ​ଟେଷ୍ଟମ୍ୟାଚ୍‌ରେ ମଜ୍‌ଭୁତ ସ୍ଥିତିରେ ପହଞ୍ଚି ପାରିଛି ଘରୋଇ ଅଷ୍ଟ୍ରେଲିଆ। ଟ୍ରାଭିସ୍‌ ହେଡ୍‌ଙ୍କ ଶତକ ସହ ମାର୍ନସ ଲାବୁସାନ୍, ଷ୍ଟିଭେନ୍…
Read More...

ଶନିବାର ରାଶିଫଳ

ମେଷ: ରୋଜଗାର ପାଇଁ ବାତାବରଣ ଅନୁକୂଳ ରହିଛି। ପରୋପକାରୀ ହୋଇପାରନ୍ତି। ବଂଶର ଭବିଷ୍ୟତକୁ ଉଳମୟ କରିବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହେବେ। ସୁସ୍ଥ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ବୃଷ: ଆୟରେ…
Read More...

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଶତକ ପରେ ଉତ୍ତରାଖଣ୍ଡର ବିପର୍ଯ୍ୟୟ

କଟକ : ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ଉତ୍ତରାଖଣ୍ଡ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ କ୍ରମାଗତ ୩ୟ ଦିନରେ ମଧ୍ୟ ଘରୋଇ ଓଡ଼ିଶାର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଏହାସହ କ୍ରମାଗତ ୩ୟ ବିଜୟ ଦିଗରେ ଓଡ଼ିଶା…
Read More...

ଭାଣିଜୀର ନାଚ ଦେଖା ହେଲା କାଳ, ଶୀତରେ ଗଲା ମାମୁଁର ପ୍ରାଣ

ପାଟଣା :ଭାଣିଜୀର ନାଚ ଦେଖିବାକୁ ଯାଇ ଶୀତରେ ଗଲା ମାମୁଁର ପ୍ରାଣ। ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ। ପାଟଣା ସାହାରପଡା ଶିଶୁ ମନ୍ଦିରରେ ପଢ଼ୁଥିବା ନିଜର ଭାଣିଜୀ ବିଦ୍ୟାଳୟର ବାର୍ଷିକ…
Read More...

ଜାନୁଆରୀ ୪ରୁ ଆରମ୍ଭ ହେବ ଶିଶିର ସରସ ମେଳା

ଭୁବନେଶ୍ବର: ଜାନୁଆରୀ ୪ ତାରିଖରୁ ଆରମ୍ଭ ହେବ ଶିଶିର ସରସ ମେଳା। ଜାନୁଆରୀ ୪ ରୁ ଆରମ୍ଭ ହୋଇ ଏହି ଜାତୀୟସ୍ତରୀୟ ମେଳା ୧୧ ଦିନ ଅର୍ଥାତ ଜାନୁଆରୀ ୧୪ ତାରିଖ ଯାଏଁ ଚାଲିବ। ଭୁବନେଶ୍ବରର ୟୁନିଟ-୩ ଇଡକୋ ପ୍ରଦର୍ଶନୀ…
Read More...

୩୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସହକାରୀ ଯନ୍ତ୍ରୀ

ନବରଙ୍ଗପୁର: ୩୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପଡିଥିବା ଜଣାପଡିଛି। ନବରଙ୍ଗପୁର ଜିଲା ଉମରକୋଟ ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ କେ.ମୋହନ ପାତ୍ର ଜଣେ କଣ୍ଟ୍ରାକଟରଙ୍କ ଠାରୁ…
Read More...

୯୨୨ କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ନିଯୁକ୍ତି ପାଇବେ ୨,୬୫୦

ଭୁବନେଶ୍ବର: ରାଜ୍ୟରେ ୯୨୨ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମିଳିଛି ମଞ୍ଜୁରୀ। ଏକକ ବାତାୟନ(ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ) ଜରିଆରେ ପୁଞ୍ଜି ନିବେଶ କରିବାକୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ୯୨୨ କୋଟି…
Read More...

ବାଟ ହୁଡିଛି ମନରେଗା ଯୋଜନା, ମାସମାସ ଧରି ମିଳୁନି କାମର ମଜୁରୀ, ଶ୍ରମିକ ହତାଶ

ବ୍ରାହ୍ମଣୀଗାଁ : ଭାରତ ସରକାର ଦିନ ମୁଜୁରୀଆଙ୍କ ଆର୍ଥିକ ମାନ ଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜବ୍ କାର୍ଡ ଧାରୀଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ…
Read More...

ପାକିସ୍ତାନ ସେନାକୁ ଭାରତୀୟ ଯବାନଙ୍କ ଦୃଢ ଜବାବ୍, ୬ ପାକିସ୍ତାନ ଯବାନ ନିପାତ

ଜମ୍ମୁକାଶ୍ମୀର: ପାକିସ୍ତାନ ସେନା ପକ୍ଷରୁ ବାରମ୍ବାର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇ ଭାରତୀୟ ସେନା ଏବଂ ନିରିହ ଲୋକଙ୍କୁ ଟାର୍ଗେଟ କରାଯାଉଛି। ଯାହାର ଜବାବ ଦେଇଛି ଭାରତୀୟ ଯବାନ। ଜମ୍ମୁକାଶ୍ମୀରର…
Read More...

ମାର୍ଚ୍ଚ ୩ରୁ +୨ ପରୀକ୍ଷା

ଭୁବନେଶ୍ବର: ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା। ଆଜି ଏନେଇ  ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୩ ତାରିଖରୁ +୨ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ…
Read More...

ଦିଦିଙ୍କ ଦାଦାଗିରି

ମା’, ମାଟି, ମାନୁଷ(ରାଜ୍ୟ ଓ ରାଜ୍ୟବାସୀ)ଙ୍କ ସ୍ୱାର୍ଥରେ ଆଞ୍ଚ ଆସୁଥିବା ଭଳି କେନ୍ଦ୍ରୀୟ ନୀତି ଓ ଘୋଷଣା ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀ(ଦିଦି)ଙ୍କ ବିରୋଧାଭାସ…
Read More...

ସ୍ଥିର ସରକାର ଓ ଅସ୍ଥିର ବର୍ଷ

ଅତୀତ ହେଉଥିବା ବର୍ଷ ୨୦୧୯ରେ ଭାରତୀୟ ଗଣତାନ୍ତ୍ରିକ ପରମ୍ପରା ଗୋଟିଏ ନିଷ୍ପତ୍ତି ଶୁଣାଇଲା। ଦୀର୍ଘ ୩୦ବର୍ଷ ପରେ ଦେଶରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଥିବା ସରକାର ଗଢ଼ିବାର ସୁଯୋଗ ଭାରତବାସୀ ଭାରତୀୟ ଜନତା ପାର୍ଟିକୁ…
Read More...

ଭାଇଜାନଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡ଼ର ଭାଇଜାନ "ସଲମାନ ଖାନ" ଶୁକ୍ରବାର ୫୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାଇଜାନଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ସଲମାନ ୧୯୬୫ମସିହା…
Read More...

ଧାର୍ମିକ ସ୍ବତନ୍ତ୍ରତା ରିପୋର୍ଟ ପ୍ରକାଶିତ : ପାକିସ୍ତାନ କଳା ତାଲିକାଭୁକ୍ତ

ୱାଶିଂଟନ ଡିସି : ଧାର୍ମିକ ସ୍ବତନ୍ତ୍ରତା ପ୍ରସଙ୍ଗରେ ଆମେରିକା ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି। ଯେଉଁ ସବୁ ଦେଶ ଧାର୍ମିକ ଆଧାରରେ ଭେଦଭାବ କରିଥାନ୍ତି ଆମେରିକା ସରକାର ସେସବୁ ଦେଶକୁ କଳା ତାଲିକାଭୁକ୍ତ…
Read More...

ମହଙ୍ଗା ହେବ ରେଳ ଯାତ୍ରୀ ଭଡ଼ା

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ଚଳିତ ସପ୍ତାହରେ ଯାତ୍ରୀ ଭଡା ବୃଦ୍ଧି ଘଟିବା ସମ୍ଭାବନା ରହିଛି। କାରଣ ରେଳବାଇ ଚଳିତ ସପ୍ତାହରେ ଏହାର ଭଡାରେ ବୃଦ୍ଧି ଘଟାଇବାକୁ ଯୋଜନା ରଖିଛି। ତେବେ​‌ ଭଡା କିଲୋମିଟର ପିଛା…
Read More...

ଗାନ୍ଧୀ ନୁହେଁ; ଏଣିକି ସୁଭାଷ ନୀତି: ପ୍ରଦୀପ ମାଝୀ

ନବରଙ୍ଗପୁର : ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁଲିସ ବିଫଳତା ପ୍ରତିବାଦରେ ଗୁରୁବାର କଂଗ୍ରେସ ୧୨ଘଣ୍ଟିଆ ଜିଲା…
Read More...

କଙ୍ଗନାଙ୍କ ଇଚ୍ଛା

ମୁମ୍ବଇ : ନିକଟରେ କଙ୍ଗନା ରଣାୱତ୍ ଅଭିନୀତ ‘ପଙ୍ଗା’ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଛି। ୩ ମିନିଟ୍ ୩ ସେକେଣ୍ଡର ଏଇ ଟ୍ରେଲର ମୁକ୍ତିଲାଭ ହେବାର ମାତ୍ର ୨୪ଘଣ୍ଟା ମଧ୍ୟରେ ୪୪ ମିଲିୟନ୍୍‌ଥର ଦେଖାଯାଇଥିବାର…
Read More...

ମୋଦୀ ଆରଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ନରେନ୍ଦ୍ର ମୋଦୀଙ୍କୁ ଦେଶର ନୁହେଁ; ରାଷ୍ଟ୍ରୀୟ ସ୍ବଂସେବକ ସଙ୍ଘ (ଆରଏସ୍‌ଏସ୍‌)ର ପ୍ରଧାନମନ୍ତ୍ରୀ ଭାବେ ବର୍ଣ୍ଣନା କରିଛନ୍ତି। ଭାରତରେ ଶରଣାର୍ଥୀଙ୍କ ପାଇଁ…
Read More...

ଏସିଆ ଏକାଦଶରେ ପାକିସ୍ତାନ କ୍ରିକେଟର୍‌ ସାମିଲ ହେ​‌ବେ ନାହିଁ : ବିସିସିଆଇ

ନୂଆଦିଲ୍ଲୀ : ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରେହମାନ୍‌ଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏସିଆ ଏକାଦଶ ଓ ବିଶ୍ବ ଏକାଦଶ ମଧ୍ୟରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଆୟୋଜନ କରିବ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)।…
Read More...

କୁଳାଧିପତି ଧନକରଙ୍କୁ ବହିଷ୍କାର କଲେ ଯାଦବପୁର ଛାତ୍ରସଙ୍ଘ

କଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଯାଦବପୁର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ କୁଳାଧିପତି ପଦରୁ ‘ରଷ୍ଟିକେଟ୍‌’ ବା ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ତାଙ୍କ ପ୍ରଦର୍ଶନ…
Read More...

ଦଙ୍ଗାକାରୀ ଦର୍ଶାଇ ମୃତକଙ୍କ ଘରକୁ ଗଲେ ନାହିଁ ମନ୍ତ୍ରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମନ୍ତ୍ରୀ କପିଳ ଦେବ ଅଗ୍ରୱାଲ ଗୁରୁବାର ବିନ୍‌ଜୋରଠାରେ ନାଗରିକତ୍ବ ଆଇନ ପ୍ରତିବାଦରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ମୁସଲମାନ ଯୁବକ ଆନାସ ଓ ସୁଲେମାନଙ୍କ ପରିବାରକୁ ଭେଟିବା…
Read More...

‘କଂଗ୍ରେସକୁ ଶାସ୍ତିବିଧାନର ସମୟ ଆସିଛି’ : ଶାହା

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଦାୟୀ…
Read More...

କଳିଙ୍ଗରେ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଆଜି: ଓଡ଼ିଶା ଏଫ୍‌ସି-ଜାମସେଦପୁର ମୁକାବିଲା

ଭୁବନେଶ୍ବର : ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ନବାଗତ ଦଳ ଓଡ଼ିଶା ଏଫ୍‌ସି ଘରୋଇ ପଡ଼ିଆକୁ ଫେରିଛି। କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଆଇଏସ୍‌ଏଲ୍‌ ୬ଷ୍ଠ ସଂସ୍କରଣର ୪୭ତମ…
Read More...

ୟୁପି ହିଂସାରେ କାଶ୍ମୀର ପଥରଫିଙ୍ଗାଳି ସମ୍ପୃକ୍ତ : କେନ୍ଦ୍ରମନ୍ତ୍ରୀ

ପାଟନା : ନାଗରିକତ୍ବ ଆଇନକୁ ବିରୋଧ କରି ଯେଉଁ ହିଂସାକାଣ୍ଡ ଘଟିଲା ସେଥିରେ କାଶ୍ମୀର ପଥରଫିଙ୍ଗାଳିଙ୍କ ସମ୍ପୃକ୍ତି ରହିଛି। ଦେଶର ବିଭିନ୍ନ ସ୍ଥାନରେ; ବିଶେଷକରି ଉତ୍ତରପ୍ରଦେଶରେ ବିକ୍ଷୋଭବେଳେ ପୁଲିସ ଉପରକୁ ଢ଼େଲାପଥର…
Read More...

ଶୁକ୍ରବାର ରାଶିଫଳ

ମେଷ: ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପାଇବେ। ସେବାରେ ନିୟୋଜିତ ହୋଇପାରନ୍ତି। ପୂଜା ପଦ୍ଧତିରେ ସମୟ ଦେବେ। ପରାମର୍ଶଦାତା ହେବେ। ଧର୍ମ କ୍ରିୟାରତ ହେବେ। ନିଜ ବଳାର୍ଜିତ…
Read More...

ଡି କକ୍‌ଙ୍କ ୯୫; ଦକ୍ଷିଣ ଆଫ୍ରିକା ୯/୨୭୭

ସେଞ୍ଚୁରିଅନ୍ : ଗୁରୁବାର ଏଠାରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‌ରେ କ୍ବିଣ୍ଟନ ଡି କକ୍ ୯୫ ରନ୍‌ର ଲଢ଼ୁଆ ଇନିଂସ ଖେଳିଛନ୍ତି। ଫଳରେ ପ୍ରଥମଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ପ୍ରଥମ…
Read More...

ସଡ଼କ ଦୁର୍ଘଟଣାରେ ବ୍ଲକଅଧ୍ୟକ୍ଷା ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଘଟଗାଁ ବାଇପାସ୍ ନିକଟରେ ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଟାଟା ମ୍ୟାଜିକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।…
Read More...

ଭାରତୀୟ ବଜାରରେ ପ୍ରବେଶ କରିବ ୧୦୮ ମେଗାପିକ୍ସେଲ କ୍ୟାମେରା ସହ  ‘ଏମଆଇ  ନୋଟ-୧୦ ପ୍ରୋ’

ନୂଆଦିଲ୍ଲୀ : ଚିନ ସ୍ବାର୍ଟ ଫୋନ କମ୍ପାନୀ ଜିଓମି ନୋଟ ୧୦ ସିରିଜ  ‘ଏମଆଇ ନୋଟ-୧୦ ପ୍ରୋ’ ଭାରତରେ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଏହି ସ୍ବାର୍ଟ ଫୋନ ଭାରତରେ ଲଞ୍ଚ କରିବ ପୂର୍ବରୁ ସ୍ପେନ ବଜାରରେ ପ୍ରବେଶ କରି…
Read More...

ସରକାରୀ ସଂସ୍ଥାକୁ ଟିକଟ ଦେବନି ଏୟାର ଇଣ୍ଡିଆ, ୨୬୮ କୋଟି ବକେୟା

ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସରକାରୀ ବିମାନ ପରିଚାଳନା ସଂସ୍ଥା ଏୟାର ଇଣ୍ଡିଆ ପ୍ରଥମ ଥରପାଇଁ ସରକାରୀ ସଂସ୍ଥା ମାନଙ୍କୁ ଟିକଟ ଦେବାପାଇଁ ମନାକରିଛି। ଏୟାର ଇଣ୍ଡିଆ କହିଛି ଯେଉଁ ସରକାରୀ ସଂସ୍ଥା ମାନଙ୍କର ବକେୟା…
Read More...

ବଲାଙ୍ଗୀର ଗସ୍ତରେ ଉପରାଷ୍ଟ୍ରପତି; ବିପିସିଏଲ୍ ଏଲପିଜି ବଟଲିଂ ପ୍ଲାଣ୍ଟକୁ କରିବେ ଉଦଘାଟନ

ବଲାଙ୍ଗୀର: ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କେୟା ନାୟୁଡୁ। ଉପରାଷ୍ଟ୍ରପତି ବଲାଙ୍ଗୀର ଗସ୍ତରେ ଦୁଇଟି କାର୍ୟ୍ୟକ୍ରମର ଅତିଥି ଭାବେ ଯୋଗଦେବେ। ଉପରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର…
Read More...

ଆଗକୁ ମକର : ଧାନ ବିକ୍ରି କରି ନ ପାରି ଚିନ୍ତାରେ ମୟୁରଭଞ୍ଜର ଚାଷୀ

ବଡ଼ସାହି : ଆଗକୁ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲାର ଗଣ ପର୍ବ ମକର। ଗାଁ ଗଣ୍ଡାରେ ଆରମ୍ଭ ହେଲାଣି ପ୍ରସ୍ତୁତି। ତେବେ ଜିଲାର ଚାଷୀଗଣ ଚିନ୍ତାରେ। ସେମାନଙ୍କର ଉତ୍ପାଦିତ ଧାନ ବିକ୍ରି କରିପାରୁ ନାହାନ୍ତି। ସରକାରୀ…
Read More...

ଗୀତା ଜ୍ଞାନଯଜ୍ଞ ଉଦଘାଟନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ

ଗଞ୍ଜାମ : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଅଞ୍ଚଳରେ ଥିବା ଯୁବ ଶିବିର 'ଦିବ୍ୟ ଜୀବନ ସଙ୍ଘ ' ପକ୍ଷରୁ  ଗୀତା ଜ୍ଞାନଯଜ୍ଞ ଆରମ୍ଭ ହୋଇଛି। ଏହି ଗୀତା ଜ୍ଞାନଯଜ୍ଞ ପାଞ୍ଚ ଦିନ ଧରି ଚାଲିବାକୁଥିବା ବେଳେ…
Read More...

ସାଢେ ୪ କୋଟି ଓଡିଆଙ୍କ ସେବା କରିବା ବିଜେଡିର ଲକ୍ଷ୍ୟ: ନବୀନ

ଭୁବନେଶ୍ବର: ସାଢେ ୪ କୋଟି ଓଡିଶାବାସୀଙ୍କ ସେବା କରିବା ବିଜୁ ଜନତା ଦଳର ଏକ ମାତ୍ର ଲକ୍ଷ୍ୟ। ଓଡିଶାବାସୀଙ୍କ ସେବା ଏବଂ ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରାଥମିକତା ଦେଇ ବିଜେଡି କାର୍ଯ୍ୟକରୁଛି ବୋଲି…
Read More...

ଆଲୋକୀକରଣ ଉଦଘାଟନ ନେଇ ଦ୍ବନ୍ଦ୍ବ : ଲୋକେ ଅନ୍ଧାରରେ

ଧାମରା : ଭଦ୍ରକ ଜିଲା ଧାମରା ପଞ୍ଚାୟତକୁ ଧାମରା ବଜାରର ଲାଇଟପ୍ରୋ ପାଇଁ  ବିଧାୟକ ଏବଂ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ସହାୟତା ମିଳିଥିଲେ ମଧ୍ୟ ଖର୍ଚ୍ଚ ନ ହୋଇ ଫେରି ଯାଇଥିଲା। ପରେ ବନ୍ଦର କର୍ତ୍ତୃପକ୍ଷ ନିଜର ସାମାଜିକ…
Read More...

ଫେବୃଆରୀ ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ୨୦୨୦ ମସିହାର ପ୍ରଥମ ବିଧାନସଭା ଅଧିବେଶନ। ନୂତନ ବର୍ଷର ଏହା ପ୍ରଥମ ଅଧିବେଶନ ରହିଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା(୧) ଅନୁଯାୟୀ ରାଜ୍ୟପାଳ…
Read More...

ରାତିସାରା ଭକ୍ତଙ୍କୁ ଦର୍ଶନଦେଲେ ଦାରୁବ୍ରହ୍ମ

ପୁରୀ : ରାତି ଉଜାଗର ରହି ବୁଧବାର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦାରୁବ୍ରହ୍ମ। ରାତିସାରା ଶ୍ରୀମନ୍ଦିର ଦ୍ବାର ଖୋଲା ରହିଛି। ଗୁରୁବାର ସକାଳେ ସୂର୍ଯ୍ୟପରାଗ ଥିବାରୁ ସୂତାବସ୍ତ୍ର ପରିଧାନକରି ରତ୍ନସିଂହାସନରେ ବସିଛନ୍ତି…
Read More...

ଆଇନ୍ ତା’ ବାଟରେ ନ’ଯାଉ

‘ବିଳମ୍ବିତ ନ୍ୟାୟ, ନ୍ୟାୟରୁ ବଞ୍ଚିତ ହେବା ସହ ସମାନ ଏବଂ ଅତି ତରବରିଆ ବା ତ୍ୱରିତ ନ୍ୟାୟ, ନ୍ୟାୟିକ ପ୍ରକ୍ରିୟାକୁ ସମାଧି ଦେବା ତୁଲ୍ୟ।’ ଉପରୋକ୍ତ ଉକ୍ତିଟି ବହୁ ପୁରାତନ ଏବଂ ଆଇନର ପ୍ରକ୍ରିୟା ଉପରେ ବିଶ୍ୱାସ ଓ…
Read More...

ବଡ଼ଦିନରେ ନନ୍ଦନକାନନ ବୁଲିଲେ ୨୯ ହଜାର ପର୍ଯ୍ୟଟକ

ନନ୍ଦନକାନନ : ବଡ଼ଦିନରେ ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡ଼େନରେ ନାହିଁନଥିବା ଗହଳି ହୋଇଥିଲା। ଛୁଟିଦିନ ହୋଇଥିବାରୁ ୨୯,୭୦୧ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ବୁଲିଛନ୍ତି। ତେବେ ଟିକଟ…
Read More...

ଲଜପତ ରାୟ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ଅତୁଲ୍ୟମ୍‌’

କଟକ : ଛାତ୍ରଛାତ୍ରୀଙ୍କଠାରେ ଅନେକ ଲୁକ୍‌କାୟିତ ପ୍ରତିଭା ରହିଛି। ସୁଯୋଗ ମିଳିଲେ ପ୍ରତିଭାର ସ୍ଫୁରଣ ହୋଇଥାଏ। ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପାରଦର୍ଶିତା ପ୍ରଦର୍ଶନ କରିବା ଉଚିତ।…
Read More...

ପାକ୍‌ ସେନାର ଓଡ଼ିଶାବିରୋଧୀ ମନ୍ତବ୍ୟ

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍‌, ଏୟାର ଷ୍ଟ୍ରାଇକ୍‌, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ନିକଟରେ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ସଂସଦରେ ଗୃହୀତ ହେବା ପରେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିବା ପାଇଁ…
Read More...

ଓଡ଼ିଶାରେ ୪୮ଘଣ୍ଟା ପରେ ବଢ଼ିବ ଶୀତ

ଭୁବନେଶ୍ବର : ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବାବେଳେ ଆସନ୍ତା ୪୮ଘଣ୍ଟା ପରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ…
Read More...

ଆଜି ବିଜେଡିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ। ବିଜେଡି ଗଠନଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଓଡିଶାର ଶାସନ କ୍ଷମତାରେ ରହିଆସିଛି। ହେଲେ ଏହି ଲମ୍ବା ସମୟ ମଧ୍ୟରେ ଓଡ଼ିଶା ବିକାଶର ଶୀର୍ଷରେ ପହଞ୍ଚିବା କଥା।…
Read More...

ରଣଜୀ ମ୍ୟାଚ୍‌ରେ ଖେଳିଲେ ନାହିଁ ବୁମରା

ସୁରଟ୍ : ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଆଗାମୀ ଦିନରେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତୀୟ କ୍ରିକେଟ୍ ଦଳକୁ ଫେରିବେ। ଆଘାତପ୍ରାପ୍ତ ହୋଇ ବେଶ୍‌ କିଛିମାସ କ୍ରିକେଟ୍‌ରୁ ଦୂରେଇ ରହିଥିବା ବେଳେ…
Read More...

୧୨ ବର୍ଷ ପରେ ଫେରୁଛନ୍ତି ଶିଳ୍ପା

ମୁମ୍ବଇ : ବଲିଉଡରେ ଏବେ ‘ୟୋଗା ଲେଡି’ ନାମରେ ପରିଚିତ ଶିଳ୍ପା ସେଟ୍ଟି ଖୁବ୍ ଶୀଘ୍ର ପରଦା ଉପରକୁ ଫେରୁଛନ୍ତି। ଯୋଗ, ଓ ନିଜ କୁକିଙ୍ଗ୍ ଚ୍ୟାନେଲ୍ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଶିଳ୍ପା ‘ହଙ୍ଗାମା-୨’ରେ…
Read More...

ଅଯୋଧ୍ୟାରେ ଆକ୍ରମଣ ଯୋଜନା କରୁଛି ଜୈସ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଜୈସ-ଇ-ମହମ୍ମଦ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଗୁଇନ୍ଦା ଏଜେନ୍ସି ଜୈସ-ଇ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଝାରକୁ ଇଣ୍ଟରସେପ୍ଟ…
Read More...

ମୁସଲମାନଙ୍କ ପାଇଁ ୧୫୦ ରାଷ୍ଟ୍ର ; ହିନ୍ଦୁଙ୍କ ପାଇଁ କେବଳ ଭାରତ : ରୂପାଣୀ

ଅହମ୍ମଦାବାଦ : ମୁସଲମାନଙ୍କ ପାଇଁ ବହୁ ରାଷ୍ଟ୍ର ଅଛନ୍ତି, ହିନ୍ଦୁଙ୍କ ପାଇଁ କେହି ନାହିଁ ବୋଲି କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଦୋହରାଇଛନ୍ତି ଗୁଜରାତ…
Read More...

ଏନସିପିସିଆର ଗାଇଡଲାଇନ୍‌ କାର୍ଯ୍ୟକାରୀ ମାମଲାରେ ୮ ସପ୍ତାହରେ ପଦକ୍ଷେପ ନିଅ : ହାଇକୋର୍ଟ

କଟକ : ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଗାଇଡ଼ଲାଇନକୁ କାର୍ଯ୍ୟକାରୀ କରିବା ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି କେ.ଏସ ଝାଭେରୀ ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ…
Read More...

ଉଦ୍ଭାବନ ହେଲା ‘ରାମାନୁଜନ୍‌ ମେସିନ’ : ଭାରତୀୟ ଗଣିତଜ୍ଞଙ୍କ ନାମରେ ନାମିତ କଲା ଇସ୍ରାଏଲ

ଜେରୁସାଲେମ(ଇସ୍ରାଏଲ) : ଆଲଗୋରିଦିମର ସରଳ ସମାଧାନ ପାଇଁ ଇସ୍ରାଏଲର ବରିଷ୍ଠ ଗଣିତଜ୍ଞମାନେ ଏକ ଯନ୍ତ୍ରାଂଶ ଉଦ୍ଭାବନ କରିଛନ୍ତି। ଭାରତର ପ୍ରଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍‌ଙ୍କ ନାମରେ ସେମାନେ ଏହି ମେସିନର…
Read More...

ଗୁରୁବାର ରାଶିଫଳ

ମେଷ: ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତି କରିପାରନ୍ତି। ଭୋଜନ ତୃପ୍ତିଦାୟକ ହେବ। ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। କଳ୍ପନା ବିଳାସୀ…
Read More...

୫ଟି ଓ ମୋ ସରକାର ଭେଳିକି: ମୟୂରଭଞ୍ଜରେ ଖାଲି ପଡ଼ିଛି ୧୯୩ଟି ଡ଼ାକ୍ତର ପଦବୀ

ବଡ଼ସାହି (ମନୋଜ ପଣ୍ଡା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ୟ୍ୟସ୍ତ ହୋଇପଡ଼ିଛି। ସରକାର ସ୍ୱାସ୍ଥ୍ୟ ବିଭାଗକୁ ୫-ଟି ବା ମୋ ସରକାରରେ ସାମିଲ କରିଥିଲେ ହେଁ ଡ଼ାକ୍ତର ଅଭାବ ସମ୍ପ୍ରତି ସରକାରଙ୍କ…
Read More...

ସୂର୍ଯ୍ୟପରାଗ ଲାଗି ଗୁରୁବାର ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଗୁରୁବାର ଦିନ ଚଳିତ ଶତାବ୍ଦୀର ସବୁ ଠାରୁ ବଡ ଓ ଲମ୍ବା ସମୟ ପର୍ଯ୍ୟନ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ସକାଳ ୮ଟା ୧୭ ମିନିଟରୁ ଆରମ୍ଭ ହେଉଥିବାରୁ ଏହାର ୧୨ ଘଣ୍ଟା ପୂର୍ବରୁ ଦେବନୀତି…
Read More...

ମୋଦୀ ଓ ଶାହାଙ୍କୁ କଂଗ୍ରେସ ନେତା ଅଧୀର ରଞ୍ଜନଙ୍କ ତାଚ୍ଛଲ୍ୟ – କହିଲେ ରାମୁଶ୍ୟାମୁ ଲୋକଙ୍କୁ ଭୁଆଁ ବୁଲାଇବାରେ…

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସର ସଂସଦୀୟ ଦଳନେତା ଅଧୀର ରଞ୍ଜନ ଚୌଧୁରୀ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପ‌ରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅଧୀର ରଞ୍ଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…
Read More...