Author
Samaja Live
ଗୁରୁତର ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,୨ ମୃତ
ଯାଜପୁର : ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଯାଜପୁର ଜିଲା ପାଣିକୋଇଲି ଥାନା ୧୬ ନଂ ଜାତୀୟ…
Read More...
Read More...
ବାରବାଟୀ ଦିନିକିଆ : ପ୍ରଥମ ମ୍ୟାଚରେ ସାଇନିଙ୍କ ଜବରଦସ୍ତ ବୋଲିଂ
କଟକ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ନିଜ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳୁଥିବା ଦ୍ରୁତ ବୋଲର ନବଦୀପ…
Read More...
Read More...
ଆଜି ବାରବାଟୀ ଲଢେଇ: ବର୍ଷର ଶେଷ ସିରିଜ୍ ଜିତିବା ଲକ୍ଷ୍ୟରେ ବିରାଟ ସେନା
କଟକ: ୧୪ ବର୍ଷ ହେଲା ଭାରତୀୟ କ୍ରିକେଟ ଦଳ ଘରୋଇମାଟିରେ କ୍ରମାଗତ ୨ଟି ଦିନିକିଆ ସିରିଜ୍ ହାରିନାହିଁ। ୨୦୦୫ରେ ପାକିସ୍ତାନ ଦଳ ଘରୋଇ ଭାରତକୁ ଦିନିକିଆ ସିରିଜ୍ରେ ୪-୨ରେ ପରାସ୍ତ କରିଥିଲା। ପୁଣି ୧୭ ବର୍ଷ ତଳେ…
Read More...
Read More...
କାଳିଆକୁ ପୂରିଲା ବରଷେ : ଜନ୍ମବେଳର ଉତ୍ସୁକତା ବର୍ଷକରେ ଶେଷ
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ୨୦୧୮ର ‘କାଳିଆ’ ଯୋଜନା ଭାରତ ବର୍ଷର ବହୁ ଚର୍ଚ୍ଚିତ ଯୋଜନା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଯୋଜନାର ସୁଦୂରପ୍ରସାରୀ କାର୍ଯ୍ୟକାରିତାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।…
Read More...
Read More...
୨୧ ଆଇଏଏସ ଓ ୧୬ ଆଇପିଏସଙ୍କୁ ପଦୋନ୍ନତି
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ ଓ ଆଇପିଏସଙ୍କ କ୍ଷେତ୍ରରେ ବ୍ୟାପକ ପଦୋନ୍ନତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୨୧ଜଣ ଆଇଏଏସ ଓ ୧୬ଜଣ ଆଇପିଏସଙ୍କୁ ପଦୋନ୍ନତି…
Read More...
Read More...
ବାରବାଟୀ ରେକର୍ଡରେ ଉନ୍ନତି କରିବା ଲକ୍ଷ୍ୟରେ କୋହଲି
କଟକ: ବିଶ୍ବର ପ୍ରାୟ ସମସ୍ତ ଗ୍ରାଉଣ୍ଡରେ ବଡ଼ ସ୍କୋର୍ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି; କେବଳ ବାରବାଟୀ ଷ୍ଟାଡିୟମ୍କୁ ଛାଡ଼ି। କଟକର ଏହି ଗ୍ରାଉଣ୍ଡରେ କୋହଲି ମୋଟ ୩୪ ଆନ୍ତର୍ଜାତିକ ରନ୍…
Read More...
Read More...
ସିସିଏ ପ୍ରତିବାଦରେ ବିକ୍ଷୋଭ ଜାରି, ଉତ୍ତରପ୍ରଦେଶରେ ମୃତ୍ୟୁସଂଖ୍ୟା ୧୬
ନୂଆଦିଲ୍ଲୀ/ଲକ୍ଷ୍ନୌ: ନାଗରିକତ୍ବ ଆଇନ ପ୍ରତିବାଦରେ ବିକ୍ଷୋଭକାରୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧିପାଇଚାଲିଥିବାବେଳେ ଆନ୍ଦୋଳନ ତଥା ହିଂସାକାଣ୍ଡର ଅନ୍ତ ଘଟୁ ନାହିଁ। ଉତ୍ତରପ୍ରଦେଶରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା…
Read More...
Read More...
ଦେଶରେ ୧୬ କୋଟି ମଦୁଆ
ନୂଆଦିଲ୍ଲୀ: ଦେଶରେ ସାଧାରଣତଃ ୧୮ ରୁ ୪୯ ବର୍ଷ ବୟସ୍କ ବ୍ୟକ୍ତି ଅଧିକ ସଂଖ୍ୟାରେ ମଦ୍ୟପାନ କରିଥାନ୍ତି। ପ୍ରତି ୧୦୦ ଜଣ ମଦ୍ୟପଙ୍କ ମଧ୍ୟରେ ୨୦ ଜଣ ସର୍ବସାଧାରଣ ସ୍ଥାନରେ ଉତ୍ପାତ କରିଥା’ନ୍ତି। ଦେଶରେ ଏବେ ପ୍ରାୟ ୧୬…
Read More...
Read More...
ସିଏଏକୁ ନେଇ ୩ କୋଟି ପରିବାର ପାଖରେ ପହଞ୍ଚିବ ବିଜେପି
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଜନସାଧାରଣଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମ ଦୂର କରିବା ଏବଂ ସଚେତନ କରିବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସ୍ବତନ୍ତ୍ର ଅଭିଯାନ କରିବାର ନିଷ୍ପତ୍ତି ନେଇଛି। ଶନିବାର…
Read More...
Read More...
ରବିବାର ରାଶିଫଳ
ମେଷ: ନିଜର ଦାବି ଉପସ୍ଥାପନ କରିବେ। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିଲେ କାର୍ଯ୍ୟ ହାସଲ କରିବେ।…
Read More...
Read More...
କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ବିରୋଧରେ ଗିରଫ ପରୱାନା
ତିରୁଅନନ୍ତପୁରମ୍: ନିଜର ଏକ ପୁସ୍ତକରେ ହିନ୍ଦୁ ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗରେ ତିରୁଅନନ୍ତପୁରମ୍ ଅଦାଲତ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ବିରୋଧରେ ଗିରଫ ପରୱାନା ଜାରି…
Read More...
Read More...
୨୦୨୦ – ୨୧ ବର୍ଷ ପାଇଁ ‘ସମଲେଶ୍ୱରୀ ପଞ୍ଜିକା’ ଉନ୍ମୋଚିତ
ସମ୍ବଲପୁର : ବିଗତ ୧୫ ବର୍ଷ ଧରି ସମ୍ବଲପୁରରୁ ପ୍ରକାଶିତ ହୋଇ ଆସୁଥିବା ‘ସମଲେଶ୍ୱରୀ ପଞ୍ଜିକା’ ର ୨୦୨୦ – ୨୦୨୧ ପାଇଁ ନୂତନ ସଂସ୍କରଣ ଶନିବାର ଅପରାହ୍ନରେ ଉନ୍ମୋଚିତ ହୋଇଯାଇଛି। ଅପରାହ୍ନ ସାଢ଼େ ୪ଟାରେ ଅଧିଷ୍ଠାତ୍ରୀ…
Read More...
Read More...
ସିଏଏକୁ ନେଇ ଆସନ୍ତାକାଲି ଧାରଣାରେ ବସିବ କଂଗ୍ରେସ
ନୂଆଦିଲ୍ଲୀ : ନାଗରିକତ୍ବ ଆଇନ(ସିଏଏ)କୁ ନେଇ ସମଗ୍ର ଦେଶରେ ହିଂସା ଜାରୀ ରହିଛି। ବିରୋଧି ଦଳ କଂଗ୍ରେସ ପ୍ରଥମରୁ ହିଁ ଏହି ଆଇନର ବିପକ୍ଷରେ ରହିଛି। ଏହା ମଧ୍ୟରେ କଂଗ୍ରେସ ଦଳ ଆସନ୍ତାକାଲି(ରବିବାର) ଏହି ଆଇନକୁ ବିରୋଧ…
Read More...
Read More...
୩ ଦିନ ପରେ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ
ଗୋପାଳପୁର : ଗୋପାଳପୁର ବେଳାଭୂମିରେ ଆସନ୍ତା ୨୪ ତାରିଖରୁ ୫ଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ମହୋତ୍ସବକୁ ବେଶ୍ ଆର୍କଷଣିୟ କରିବାକୁ ଜିଲା ପ୍ରଶାସନ ସହ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କମିଟି ଅଣ୍ଟାଭିଡିଛି।।…
Read More...
Read More...
ଗାନ୍ଧୀ ଓ ନେହେରୁଙ୍କ ସ୍ବପ୍ନ ସାକାର କଲେ ବିଜେପି ସରକାର : କେରଳ ରାଜ୍ୟପାଳ
କେରଳ : କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର ନାଗରିକତ୍ବ ଆଇନ(ସିଏଏ)କୁ ସମର୍ଥନ କରିଛନ୍ତି। ଭାରତୀୟ ଜନତା ପାର୍ଟି(ବିଜେପି) ସରକାର ଏହି ଆଇନ ଆଣି ପୂର୍ବରୁ ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ଓ କଂଗ୍ରେସ…
Read More...
Read More...
ନିଜ ବାହାଘର ନିମନ୍ତ୍ରଣ କାର୍ଡ ଦେଇ ଫେରୁଥିବା ଯୁବକଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ୱର : ନିଜ ବାହାଘର ନିମନ୍ତ୍ରଣ କାର୍ଡ ଦେଇ ଫେରୁଥିବା ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିବା ମାମଲାର ଶୁଣାଣି କରି ଅତିରିକ୍ତ ଦୌରାଜଜ୍-୩ ଶ୍ରୀମତୀ ଲୁନା ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା…
Read More...
Read More...
ଆଇପିଏଲ-୨୦୨୦ : ଜାଣନ୍ତୁ ନିଲାମ ପରେ କେଉଁ ଦଳ ହେଲା ସବୁଠାରୁ ମଜଭୂତ
ନୂଆଦିଲ୍ଲୀ : ଗତ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୩ତମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ଥର ନିଲାମରେ ଅଷ୍ଟ୍ରେଲିଆ କ୍ରିକେଟରଙ୍କର ପଲ୍ଲା ଭାରି ରହିଛି। ଏପର୍ୟ୍ୟନ୍ତ ଆଇପିଏଲ…
Read More...
Read More...
ବେଲମତୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ସିନ୍ଧେକେଲା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ପଞ୍ଚାୟତର ତୁରେକେଲା ଗ୍ରାମର ବେଲମତୀ ମୁଗ୍ରୀ(୫୫)ଙ୍କ ଦୀର୍ଘ ୬ ରୁ ୭ ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ରୋଗ…
Read More...
Read More...
ବ୍ରିଜ ମରାମତି ଆଳରେ ଶହେ ମିଟର ରାସ୍ତା ପାଇଁ ଯିବାକୁ ପଡୁଛି ୭ କି.ମି
ଧାମର : ଧାମରା ବନ୍ଦରର ବିଚିତ୍ର ନୀତି ପାଇଁ ବଳି ପଡୁଛନ୍ତି ଦୋସିଙ୍ଗା ପଞ୍ଚାୟତବାସୀ। ଫଳରେ ମାତ୍ର ଶହେ ମିଟର ରାସ୍ତା ପାଇଁ ଯିବାକୁ ପଡୁଛି ୭ କି.ମି। ଖବରରୁ ପ୍ରକାଶ ଧାମରା ବନ୍ଦର କର୍ତୁପକ୍ଷ(ଆଦାନୀ) ନିଜର ମୁନାଫା…
Read More...
Read More...
୫ଶହ ଟଙ୍କାକୁ ଗୁରୁତ୍ୱପୂର୍ଣ୍ଣ ଭାବି ରାସ୍ତାରୁ ପାଇଥିବା ପର୍ସ ଫେରାଇଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ
ଗୋପାଳପୁର : ରାସ୍ତାରେ ପଡ଼ିଥିବା ଏକ ମନିପର୍ସକୁ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ପାଇବା ପରେ ତାକୁ ନେଇ ଫେରାଇବା ଘଟଣା ସମାଜରେ ମାନବିକତା ମରି ନ ଥିବା ପ୍ରମାଣ କରୁଛି। ପର୍ସ ମଧ୍ୟରେ କେବଳ ୫ଶହ ଟଙ୍କାକୁ ମଧ୍ୟ…
Read More...
Read More...
ମାଟିଖୋଳାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ : ୫ ଆହତ
ଆଠଗଡ଼ : କଟକ ଜିଲା ଆଠଗଡ଼ ଅଞ୍ଚଳର ଖୁଣ୍ଟିଣି ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଓ ମାଣିତ୍ରି ଗ୍ରାମ ମଧ୍ୟରେ ଶନିବାର ସନ୍ଧ୍ୟରେ ମାଟି ଖୋଳାକୁ ବିରୋଧ କରି ଦୁଇ ଗ୍ରାମ ଭିତରେ ସଂଘର୍ଷ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା…
Read More...
Read More...
ଜାଣନ୍ତୁ ଭାରତରେ ଇଣ୍ଟରନେଟ ସେବା ଉପରେ କେତେଥର ଲାଗିଛି କଟକଣା
ନୂଆଦିଲ୍ଲୀ : ଦେଶରେ କୌଣସି ଘଟଣାକୁ ନେଇ ଅପତ୍ତି ଜନକ ପରିସ୍ଥିତି ସୃଷ୍ଟି ହେଲେ ଏହାର ମାତ୍ରାକୁ କିଛି ପରିମାଣରେ ହ୍ରାସ କରିବା ପାଇଁ ଧାରା ୧୪୪ ଅନୁସାରେ ଇଣ୍ଚରନେଟ ସେବା ଉପରେ କଟକଣା ଆଦେଶ ଦିଆଯାଇ ଇଣ୍ଟରନେଟ…
Read More...
Read More...
ବାରବାଟୀରେ ଇତିହାସ ସୃଷ୍ଟି କରିବେ କୂଳଦୀପ !
କଟକ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତିନିଟିକିଆ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଆସନ୍ତାକାଲି(ରବିବାର) କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଭାରତୀୟ ଦଳର ଚାଇନା ମ୍ୟାନ…
Read More...
Read More...
ମହାରାଷ୍ଟ୍ରର କୃଷକଙ୍କୁ ଉଦ୍ଧବଙ୍କ ବଡ଼ ଉପହାର : ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼
ମହାରାଷ୍ଟ୍ର : ମହାରାଷ୍ଟ୍ରର ମୁଖ୍ରମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ରାଜ୍ୟର କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେ ଶନିବାର ରାଜ୍ୟ ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ…
Read More...
Read More...
୩୭୦ ଧାରା ଉଚ୍ଛେଦକୁ ସମର୍ଥନ କଲେ ଆମେରିକା ସାଂସଦ : କହିଲେ ଏହାଦ୍ବାରା ହେବ ଜମ୍ମୁ-କାଶ୍ମୀରର ଆର୍ଥିକ ବିକାଶ
ୱାଶିଂଟନ : ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ସମର୍ଥନ କରିଛନ୍ତି। ଏହାଦ୍ବାରା ଜମ୍ମୁ-କାଶ୍ମୀରର ଆର୍ଥିକ ଅଭିବୃଦ୍ଧି ହେବା ସହିତ ଦୁର୍ନିତୀ, ଭ୍ରଷ୍ଟାଚାର ଇତ୍ୟାଦିରେ…
Read More...
Read More...
ଗୁପ୍ଚୁପ୍ ବିକାଳୀରୁ ଆଇପିଏଲ୍ କୋଟିପତି
ମୁମ୍ବଇ : ଗୁପ୍ଚୁପ୍ ବିକାଳୀରୁ ଆଇପିଏଲ୍ର କୋଟିପତି ପାଲଟିଛନ୍ତି ୧୭ ବର୍ଷୀୟ ଯଶସ୍ବୀ ଜୟସ୍ବାଲ୍। କଲକାତାରେ ଗୁରୁବାର ଆଇପିଏଲ୍ ନିଲାମରେ ଯଶସ୍ବୀଙ୍କୁ ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ କିଣିଛି।…
Read More...
Read More...
ପରାଜୟ ହିଁ ବିଜୟର ବାଟ ଦେଖାଇଥାଏ: ବବିତା ଫୋଗତ୍
ଭୁବନେଶ୍ୱର: ପରିଶ୍ରମ ଜାରିରଖିଲେ ଫଳ ନିଶ୍ଚୟ ମିଳିବ। ଜଣେ ଖେଳାଳି ଜୀବନରେ ହାରଜିତ ଲାଗି ରହିଥାଏ। ତେବେ ପରାଜୟରୁ ହିଁ ବିଜୟର ବାଟ ଦେଖାଇଥାଏ ବୋଲି ୨୦୧୮ ରାଜ୍ୟେଗାଷ୍ଠୀ କ୍ରୀଡା ପ୍ରତିେଯାଗିତାର ଭାରୋତ୍ତଳନରେ…
Read More...
Read More...
ସିଏଏ:ୟୁପିରେ ହିଂସାତ୍ମକ ବିରୋଧ,୬ ବିକ୍ଷୋଭକାରୀ ମୃତ, ୫୦ ପୁଲିସ ଆହତ
ନୂଆଦିଲ୍ଲୀ/ଲକ୍ଷ୍ନୌ: ନାଗରିକତ୍ବ ଆଇନ ପ୍ରତିବାଦରେ ଚାଲିଥିବା ବିକ୍ଷୋଭ ଉତ୍ତରପ୍ରଦେଶରେ ଭୟଙ୍କର ରୂପ ନେଇଛି। ଶୁକ୍ରବାର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ରାଜ୍ୟର ୨୦ ଜିଲାରେ ଆନ୍ଦୋଳନ ଅବ୍ୟାହତ…
Read More...
Read More...
ଆସନ୍ତା ୨୭ରୁ ଆରମ୍ଭ ହେବ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା
ଭୁବନେଶ୍ୱର: ବିଜେଡିର ସାଂଗଠନିକ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ୨୭ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୦ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସମୁଦାୟ ପାଞ୍ଚଟି ପର୍ଯ୍ୟାୟରେ…
Read More...
Read More...
ଘୋଷଣା ହେଲେ ବିଜେପି ଜିଲା ସଭାପତି
ଭୁବନେଶ୍ୱର: ବିଜେପି ପକ୍ଷରୁ ଜୁଲାଇରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ-୨୦୧୯ର ଜିଲାସ୍ତରୀୟ ନିର୍ଯାସ ବାହାରିଛି। ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁମୋଦନକ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ…
Read More...
Read More...
ଶନିବାର ରାଶିଫଳ
ମେଷ: ମାନସିକ ସ୍ତରରେ ବ୍ୟସ୍ତତା ବଢ଼ିବ। କ୍ରୋଧିତ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବାରେ…
Read More...
Read More...
ଓଡିଆ ଲୋକକଳାକୁ ପେଟେଣ୍ଟ କରାଯିବ: ସଂସ୍କୃତି ମନ୍ତ୍ରୀ
ପିପିଲି:ଆମ ରାଜ୍ୟରେ ୪୭୧ ପ୍ରକାର ଲୋକକଳା ରହିଛି। ଲୋକକଳାର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଓଡିଆ ପାଲା, କେନ୍ଦେରା, ଝାଞ୍ଜ ଭଳି ଲୋକକଳାକୁ ପେଟେଣ୍ଟ କରାଯିବା ପାଇଁ ସରକାରଙ୍କ ପକ୍ଷରୁ…
Read More...
Read More...
ଝାଡଖଣ୍ଡ ଏକଜିଟ୍ପୋଲ ସର୍ଭେ: କ୍ଷମତା ହରାଇବ ବିଜେପି
ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ରଘୁବର ଦାସଙ୍କ ନେତୃତ୍ବ ବିଜେପି ସରକାର କ୍ଷମତା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ହେମନ୍ତ ସୋରେନଙ୍କ ନେତୃତ୍ବ ଜେଏମ୍ଏମ୍-କଂଗ୍ରେସ ଓ ଆରଜେଡି ମେଣ୍ଟ ବହୁମତ…
Read More...
Read More...
ନିର୍ଭୟା ମାମଲାର ନ୍ୟାୟ ପାଇଁ ମୌନବ୍ରତ ଆରମ୍ଭ କଲେ ଆନ୍ନା ହଜାରେ
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତ୍ୱରିତ୍ ନ୍ୟାୟ ଦାବି କରି ସମାଜସେବୀ ଆନ୍ନା ହଜାରେ ଶୁକ୍ରବାର ଠାରୁ ମୌନବ୍ରତ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ଅହମ୍ମଦନଗର ଜିଲା ଅନ୍ତର୍ଗତ ନିଜ ଜନ୍ମ ଭୂମି…
Read More...
Read More...
ନିପାଣିଆ ଡଙ୍ଗା ବୁଡ଼ି ଘଟଣାରେ ଦୁଇ ଭଉଣୀଙ୍କୁ ଜାତୀୟ ସାହାସିକତା ପୁରସ୍କାର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ନିପାଣିଆ ଡଙ୍ଗା ବୁଡ଼ି ଘଟଣାରେ ଦୁଇ ଭଉଣୀଙ୍କୁ ଜାତୀୟ ସାହାସିକତା ପୁରସ୍କାର ମିଳିବ। ଦୁଇ ଭଉଣୀ ହେଲେ ପର୍ଣ୍ଣିମା ଗିରି ଓ ସବିତା ଗିରି। ଚଳିତ ବର୍ଷ ଜାନୁାଆରୀ…
Read More...
Read More...
ଆଇପିଏଲରେ ଖେଳିବେ ୪୮ବର୍ଷୀୟ ଏହି ଖେଳାଳି : ଟିମର ପ୍ରଶିକ୍ଷକଙ୍କ ଠାରୁ ମଧ୍ୟ ବୟସରେ ବଡ଼
ନୂଆଦିଲ୍ଲୀ : ଗତକାଲି(ଗୁରୁବାର) ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୩ତମ ସଂସ୍କରଣ ପାଇଁ ନିଲାମ ହୋଇଥିଲା। ଏଥିରେ ଜଣେ ୪୮ବର୍ଷୀୟ ଖେଳାଳିଙ୍କୁ ନିଲାମ କରାଯାଇଥିବା ଜଣାପଡ଼ିଛି। ସେହି ଖେଳାଳିଙ୍କ ନାମ ହେଉଛି ପ୍ରବିଣ…
Read More...
Read More...
ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜୁନିୟର ରେଡକ୍ରସ ଶିବିରରେ ଆଇନ ସାକ୍ଷରତା ସଚେତନତା
ପାଟଣା : ସତ୍ୟନାରାୟଣ ବିଦ୍ୟାପୀଠ ଢେଙ୍କିକୋଟ ଠାରେ ଅନୁଷ୍ଠିତ ଜିଲା ସ୍ତରୀୟ ଜୁନିୟର ରେଡକ୍ରସ ଟ୍ରେନିଂ କ୍ୟାମ୍ପ ର ଦ୍ବିତୀୟ ଦିବସରେ ଶୁକ୍ରବାର କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ପ୍ରାଧିକରଣର…
Read More...
Read More...
ବଜାରକୁ ଆସିଲା ଭୋଡ଼ାଫୋନର ତିନୋଟି ନୂଆ ପ୍ଲାନ : ଓଡ଼ିଶାରେ ଲାଗୁ, ଧିରେ ଧିରେ ଲାଗୁହେବ ସମଗ୍ର ଦେଶରେ
ନୂଆଦିଲ୍ଲୀ : ଭୋଡ଼ାଫୋନ କମ୍ପାନୀ ଶୁକ୍ରବାର ତିନୋଟି ନୂଆ ପ୍ରିପେଡ ପ୍ଲାନର ବଜାର ପ୍ରବେଶ କରିଛି। ତିନୋଟି ପ୍ଲାନ ମଧ୍ୟରୁ ଗୋଟିଏ ମାତ୍ର ୩୯ଟଙ୍କାର ପ୍ଲାନ ରହିଛି। ଏହାକୁ ପ୍ରଥମେ ଭାରତର ସ୍ବଳ୍ପ ରାଜ୍ୟମାନଙ୍କରେ…
Read More...
Read More...
୨୭ରୁ ରୋଟାରୀର ଆର୍ନ୍ତଜାତୀୟ ପ୍ରତିଭା ନିର୍ମାଣ ଶିବିର ‘ରୈଲା’
ସମ୍ବଲପୁର : ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ତରଫରୁ ଆସନ୍ତା ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ବ୍ୟାପି ସମ୍ବଲପୁର ଠାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା ନିର୍ମାଣ ପାଇଁ ଏକ ଆର୍ନ୍ତଜାତୀୟ ପ୍ରଶିକ୍ଷଣ…
Read More...
Read More...
ମୋବାଇଲ ଫୋନ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ ୩୧୫% ବୃଦ୍ଧି
ଭୁବନେଶ୍ବର : ନଲାଇନ ପ୍ରଣାଳୀ ମାଧ୍ୟମରେ ସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ କରିବା ବ୍ୟତୀତ ରେଳବାଇ ଏବେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଣସଂରକ୍ଷିତ ଟ୍ରେନ ଟିକେଟ ବୁକିଙ୍ଗ ପାଇଁ ପଦକ୍ଷେପ ନେଇ ମୋବାଇଲ ଫୋନ…
Read More...
Read More...
ଅବୈଧ୍ୟ କରତ କଳରେ ବନ ବିଭାଗର ଚଢ଼ାଉ : ୧୦ ଲକ୍ଷ ଟଙ୍କାର ସାମଗ୍ରୀ ସହିତ କାଠ ଜବତ
ସମ୍ବଲପୁର : ସମ୍ବଲପୁର ଜିଲା ବନ ବିଭାଗ ତରଫରୁ ସ୍ଥାନୀୟ ବଡବଜାର ସ୍ଥିତ ବଙ୍ଗାଲିପଡା ସ୍ଥିତ ଏକ ଅବୈଧ୍ୟ କରତ କଳ ଉପରେ ଚଢ଼ଉ କରାଯାଇଛି। ଏହି ଚଢାଉ ସମୟରେ ବିପୁଳ ପରିମାମର ସରଞ୍ଜାମ ସହ ଲକ୍ଷାଧିକ ଟଙ୍କାର କାଠ ଜବତ…
Read More...
Read More...
ଜନତାଙ୍କ କଣ୍ଠରୋଧ କରିବାକୁ ପ୍ରୟାସ କରୁଛି ବିଜେପି ସରକାର : ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସମଗ୍ର ଦେଶରେ ହିଂସା ଜାରୀ ରହିଛି। ଦେଶରେ ଏଭଳି ପରିସ୍ଥିତି ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ…
Read More...
Read More...
ସମ୍ବଲପୁର ପୁଲିସ ହାତରେ ଆନ୍ତଃ ରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗ : ୪ ଗିରଫ
ସମ୍ବଲପୁର : ସମ୍ବଲପୁର ଜିଲା ପୁଲିସ ଏଟିଏମ ହ୍ୟାକିଂ କରି ଟଙ୍କା ଲୁଟ କରୁଥିବା ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗକୁ ଧରିବାରେ ସଫଳତା ହାସଲ କରିଛି। ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ଡା. କନୱର…
Read More...
Read More...
ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ
ମୁମ୍ବଇ : ହାଇପ୍ରୋଫାଇଲ୍ ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଶୁକ୍ରବାର ମୁମ୍ବଇର ଏକ ବିଶେଷ ଅଦାଲତ ଖାରଜ କରିଦେଇଛନ୍ତି। ଇନ୍ଦ୍ରାଣୀ ୬ମାସ ପୂର୍ବେ ସ୍ବାସ୍ଥ୍ୟଜନିତ…
Read More...
Read More...
ବିଦ୍ୟୁତ ସେବାରୁ ବଞ୍ଚିତ କଦମଚୁଆ ଗ୍ରାମ
ମୋହନା : ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ କଦମଚୁଆ (ନୁଆସାହି ) ଗ୍ରାମରେ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ହେବ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ଅଛି। ଏଠାକାର ୩୫ଟି ପରିବାରର ଶତାଧିକ ଆଦିବାସୀ…
Read More...
Read More...
କେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କ ପରଲୋକ
କେରଳ : କେରଳର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥୋମାସ ଚାଣ୍ଡିଙ୍କର ଶୁକ୍ରବାର ଦ୍ବିପ୍ରହରରେ ନିଜ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ସେ…
Read More...
Read More...
ଧାମରାର ୮ଟି ପଞ୍ଚାୟତର ଯୁବକଙ୍କୁ ଧାମରା ବନ୍ଦର ମନା
ଧାମରା : ଧାମରା ବନ୍ଦର ପରିସରରକୁ ସ୍ଥାନୀୟ ଶ୍ରମିକଙ୍କ ନିଯୁକ୍ତି ମନା। ଏହା କେବଳ ମୁହଁର ଭାଷା ନୁହଁ କାଗଜପତ୍ରରେ କଠୋର ନୀତି ଆପଣାଇଛନ୍ତି ଧାମରା ବନ୍ଦର କର୍ତ୍ତୃପକ୍ଷ। ଧାମରା ବନ୍ଦର ମଧ୍ୟରେ ଥିବା ଠିକାସଂସ୍ଥା…
Read More...
Read More...
ବିହାରରେ ଲାଗୁ ହେବାକୁ ଦେବୁନାହିଁ ଏନଆରସି : ନିତିଶ କୁମାର
ପାଟନା : ବିହାରରେ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି) ଲାଗୁ କରାଯିବ ନାହିଁ ବୋଲି ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି। ଏମିତି ସମୟରେ ନିତିଶ କୁମାରଙ୍କର ଏଭଳି ବୟାନ ଆସିଛି ଯେତେବେଳ ଦେଶରେ…
Read More...
Read More...
କୋଟଗଡରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ
କୋଟଗଡ : କୋଟଗଡର ସରକାରୀ ଅନୁସୂଚିତ ଜନଜାତି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତ ସମିତି ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀଙ୍କ…
Read More...
Read More...
ଶିଶୁ ଦୁଷ୍କର୍ମ କ୍ଷେତ୍ରରେ ଆନ୍ଧ୍ର ଭଳି ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ମହିଳା ସଂଗଠନର ଦାବି
ଭୁବନେଶ୍ୱର : ମହିଳା ଅଭିଯାନ ସଂଗଠନ ପକ୍ଷରୁ ନମ୍ରତା ଚଢ଼ାଙ୍କ ନେତୃତ୍ୱରେ ଶୁକ୍ରବାର ପୂର୍ବାହ୍ନରେ ଏକ ମହିଳା ପ୍ରତିନିଧି ଦଳ ମହା ମହିମ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିରେ…
Read More...
Read More...
ଉତ୍ତର ଭାରତରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସହରରେ ଶୁକ୍ରବାର ସନ୍ଧ୍ୟା ୫ଟା ୯ମିନିଟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଛି। ଜାମ୍ମୁକାଶ୍ମୀରରେ ଅଧିକ ଭୂକମ୍ପ ଝଟକା…
Read More...
Read More...
ବାଲେଶ୍ବର ଜିଲାକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବାକୁ ମା’ଘରର ବ୍ୟାପକ କାର୍ଯ୍ୟକ୍ରମ
ବାଳେଶ୍ବର : ମା'ଘରର ବାଲେଶ୍ବର ଶାଖା ପକ୍ଷରୁ ବାଲିଆପାଳ ବ୍ଲକରେ ନିଶାମୁକ୍ତ ଓ ହିଂସାମୁକ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚୁପାଲି ପଞ୍ଚାୟତର ପ୍ରାୟ ୫୦୦ରୁ ଅଧିକ ମହିଳା ତାଙ୍କ ପରିବାର ଓ…
Read More...
Read More...
ଇଣ୍ଡିଆ ଗେଟରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ କାର୍ତ୍ତିକ: କୁମ୍ଭାରୀରୁ ଇଣ୍ଡିଆ ଗେଟ୍
ବରଗଡ଼/ପଦ୍ମପୁର : ନୂଆଁ ଦିଲ୍ଲୀର ଇଣ୍ଡିଆ ଗେଟରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ କାର୍ତ୍ତିକ ମେହେରଙ୍କୁ ଦିଲ୍ଲୀ ପୁଲିସ ଉଦ୍ଧାର କରି ଡ଼କ୍ଟର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସା ପାଇଁ…
Read More...
Read More...
ରଣଜୀ ଟ୍ରଫି: ଦେବାଶିଷଙ୍କ ୧୯୫; ସୂର୍ଯ୍ୟକାନ୍ତ ଓ ଦେବବ୍ରତଙ୍କ ଅର୍ଦ୍ଧଶତକ
କଟକ : ଚଳିତ ରଣଜୀ ଟ୍ରଫି ସିଜିନ୍ରେ କ୍ରମାଗତ ୨ୟ ମ୍ୟାଚ୍ ଜିତିବା ଦିଗରେ ଅଗ୍ରସର ହେଉଛି ଘରୋଇ ଓଡ଼ିଶା ଦଳ। ପ୍ରଥମ ଇନିଂସରେ ପ୍ରତିପକ୍ଷ ସର୍ଭିସେସ୍ ଦଳ ବିପକ୍ଷରେ ବିଶାଳ ଲିଡ୍ ନେଇ ବିଜୟପଥରେ ଓଡ଼ିଶା ଅଗ୍ରସର…
Read More...
Read More...
ଶୀତରେ ଖାଆନ୍ତୁ ଆଳୁ ପରଟା
ଆଳୁ ପରଟା - ଶୀତୁଆ ପାଗରେ ଜଳଖିଆରେ ହେଉ କିମ୍ବା ରାତ୍ରିଭୋଜନରେ ଗରମାଗରମ ଆଳୁ ପରଟା ଖାଇବାକୁ ଅବା କିଏ ପସନ୍ଦ ନ କରିବ ? ଲୋକପ୍ରିୟ ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର୍ଙ୍କ ମତରେ ଶୀତଦିନେ ଘିଅ ଲଗା ଆଳୁ ପରଟା…
Read More...
Read More...
ସକାଳ ଜଳଖିଆର ଆବଶ୍ୟକତା
ସଂଖ୍ୟାଧିକ ମେଦବହୁଳ ରୋଗୀଙ୍କ ମତାମତ ନିଆଯାଇଥିଲା, ସେମାନଙ୍କ ମଧ୍ୟରୁ ୫୦-୬୦% ଦୈନିକ ସକାଳ ଜଳଖିଆ କରୁନଥିବାର ପ୍ରକାଶ କରିଥିଲେ। ଓଜନ କମ୍ କରିବାକୁ ସେମାନେ ଏହି ପଦକ୍ଷେପ ନେଇଥିଲେ। ହେଲେ ଏହି କାରଣରୁ ଯେ…
Read More...
Read More...
ଦିଲ୍ଲୀ ଦରବାର………
୨୦୧୯ରେ ଦିଲ୍ଲୀ ଦରବାରରେ ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥିଲା। ବିଶେଷ କରି ଓଡ଼ିଶାର ରାଜନୀତି ଏ ବର୍ଷ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ଓଡ଼ିଶାର ଶାସକ ଦଳ ବିଜେଡି ଅନେକ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ…
Read More...
Read More...
‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଆମକୁ ଦୁଇଗୁଣ ପରିଶ୍ରମ କରିବାକୁ ହେବ’ – ମନ୍ତ୍ରୀ ଅରୁଣକୁମାର ସାହୁ
ଭୁବନେଶ୍ୱର : ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ହେଲେ ଆମକୁ ଦୁଇଗୁଣ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟରେ ଅବହେଳାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ। ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ସହ…
Read More...
Read More...
ବର୍ଷାଦିନ ଆସିଲେ ଆଉ ନାକେଦମ ହେବାକୁ ପଡିବନାହିଁ : ଜଳବନ୍ଦୀ ସୂଚନା ଦେବ ‘ଆପ୍’
-ବିଏମ୍ସିକୁ ସିଧାସଳଖ ବାର୍ତ୍ତା ପଠାଇବେ ବାସିନ୍ଦା
-ମାର୍ଚ୍ଚ ଶେଷ ସୁଦ୍ଧା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ
ଭୁବନେଶ୍ବର : ସାମାନ୍ୟ ବର୍ଷାରେ ରାଜଧାନୀ ଅବସ୍ଥା ବେହାଲ ହୋଇଯାଉଛି। ବର୍ଷାଦିନ ଆସିଲେ…
Read More...
Read More...
ଭଣ୍ଡାର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ
ଶରଣକୁଳ : ଓଡ଼ିଶାର ପ୍ରସିଦ୍ଧ ଶୈବକ୍ଷେତ୍ର ଲଡ଼ୁବାବାଙ୍କ ପୁଣ୍ୟ ମାଟି ଶରଣକୁଳର ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଲକ୍ଷ୍ୟ ନେଇ ଲଡ଼ୁବାବାଙ୍କ ଯାତ୍ରା ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଭଣ୍ଡାର ମହୋତ୍ସବ ଓ…
Read More...
Read More...
ପାଖେଇ ଆସୁଛି ବଡ଼ଦିନ ଓ ନୂଆବର୍ଷ : ସଜେଇ ହେଉଛି ପର୍ଯ୍ୟଟନସ୍ଥଳୀ
ନୟାଗଡ଼ : ବଡ଼ଦିନ ଓ ନୂଆବର୍ଷ ପାଇଁ ନୟାଗଡ଼ ଜିଲାରେ ଥିବା ଶତାଧିକ ମନୋରମ ପର୍ଯ୍ୟଟନ ସ୍ଥଳୀ ଗୁଡି଼କରେ ପର୍ଯ୍ୟଟକ ତଥା ପ୍ରକୃତିପିପାଷୁମାନଙ୍କ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଛି। ଏହି ଅବସରରେ ଜିଲା ଏବଂ ରାଜ୍ୟର…
Read More...
Read More...
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ବାସ୍ଥ୍ୟକର ପରିବେଶ : ଜମା ହୋଇ ରହିଛି ବର୍ଜ୍ୟବସ୍ତୁ
ଖୋର୍ଦ୍ଧା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପରିଚାଳନା ବାଟବଣା ହୋଇପଡିଛି। ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ହୋଇ ରହିଛି। ଫଳରେ ଚିକିତ୍ସାଳୟ ପରିସରରେ ଏକପ୍ରକାର ଅସ୍ବାସ୍ଥ୍ୟକର…
Read More...
Read More...
ସ୍ବତନ୍ତ୍ର ଅଦାଲତର ଐତିହାସିକ ଦଣ୍ଡ ; ମୁଶରଫଙ୍କୁ ୫ଥର ଫାଶୀ ଦିଆଯିବ
ଇସଲାମାବାଦ : ଇସ୍ଲାମାବାଦ ସ୍ବତନ୍ତ୍ର ଅଦାଲତର ଚୂଡ଼ାନ୍ତ ନିର୍ଦେଶାନାମା ଗୁରୁବାର ପ୍ରକାଶ ପାଇଛି। ଏଥିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫ(୭୬)ଙ୍କୁ ୫ଟି ମାମଲାରେ ଦୋଷୀ…
Read More...
Read More...
ୱାସିମ୍ ଜାଫର୍ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ବ୍ୟାଟିଂ ପ୍ରଶିକ୍ଷକ
ମୋହାଲି : ବରିଷ୍ଠ ଓପନର୍ ୱାସିମ୍ ଜାଫର୍ଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅନ୍ୟତମ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବର ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଛି। ଯଦିଓ ଏ ସଂପର୍କରେ ଦଳ ତରଫରୁ…
Read More...
Read More...
୬ ବର୍ଷ ପରେ ବି ପ୍ରତିଷ୍ଠା ହୋଇପାରିଲା ନାହିଁ କୃଷି କ୍ଲିନିକ୍ : ବ୍ୟାଙ୍କ ଆକାଉଣ୍ଟରେ ଗଡ଼ୁଛି ଅନୁଦାନ ଅର୍ଥ
ଭୁବନେଶ୍ବର : ରାଜ୍ୟରେ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ୪୦ଟି କୃଷି କ୍ଲିନିକ୍ ପ୍ରତିଷ୍ଠା ପାଇଁ ୫ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସମବାୟ ବିଭାଗକୁ ୩ କୋଟି ଟଙ୍କାର…
Read More...
Read More...
ଟିକଟ ପାଇଁ ଜନସମୁଦ୍ର : ପାଇଲେ ୧୦ହଜାର, ମାଡ଼ ଖାଇଲେ, ଅସୁସ୍ଥ ହେଲେ, ନିରାଶରେ ଫେରିଲେ
କଟକ : କ୍ରିକେଟ ପାଇଁ ରାତି ଦିନ ଏକାକାର। ନାହିଁ ଶୀତକୁ ଡର କି ଶୋଷ ଆଉ ଭୋକ। ଟିକଟ ଖଣ୍ଡିଏ ଯୋଗାଡ କରିବା ନେଇ ଦିନରାତିକୁ ଏକାକାର କରି ଦେଇଥିଲେ କ୍ରିକେଟ୍ପ୍ରେମୀ। ପୁଲିସର ଲାଠିମାଡ, ଠେଲାପେଲା ମଧ୍ୟରେ ଟିକଟ…
Read More...
Read More...
ଟ୍ରମ୍ପଙ୍କ ବିନତି ବାଚସ୍ପତି ଶୁଣିଲେନି : ମହାଭିଯୋଗ ପ୍ରସ୍ତାବ ନିମ୍ନ ସଦନରେ ଗୃହୀତ
ୱାଶିଂଟନ : ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଂଗ୍ରେସ(ଦେଶର ସଂସଦ)ର ନିମ୍ନ ସଦନ ପ୍ରତିନିଧି ସଭା (ଦ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ)ରେ ଆଗତ ମହାଭିଯୋଗ ପ୍ରସ୍ତାବ ସଂଖ୍ୟାଧିକ ସଦସ୍ୟଙ୍କ…
Read More...
Read More...
ଶୁକ୍ରବାର ରାଶିଫଳ
ମେଷ: ମୂଲ୍ୟବାନ୍ ଦ୍ରବ୍ୟ ପାଇପାରନ୍ତି। ଶତ୍ରୁ ବଳବାନ୍ ହେଲେ ବି ନିର୍ଭୟରେ କାର୍ଯ୍ୟ କରିବେ। ସୁପରାମର୍ଶ ଗ୍ରହଣ କରି ଆଗକୁ ବଢ଼ି ପାରନ୍ତି। ମନସ୍କାମନା ପୂରଣ ହେବ। ଧର୍ମ-ଧାରଣାରେ ବ୍ରତୀ ହେବେ। ସତ୍ସଙ୍ଗୀ…
Read More...
Read More...
ପ୍ରହସନ ପାଲଟିଛି ପ୍ଲାଷ୍ଟିକ ମୁକ୍ତ ନନ୍ଦନକାନନ ଯୋଜନା
ନନ୍ଦନକାନନ :ଦେଶ ଓ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ରହିଛି। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ମଧ୍ୟ ଏହି ଯୋଜନା ପୂର୍ବରୁ ଲାଗୁ ହୋଇଥିଲା।…
Read More...
Read More...
ନୂଆବର୍ଷରେ ପର୍ଯ୍ୟଟକଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉପହାର ଭେଟି, ଆସିଲେ ୨ ପ୍ରଜାତିର ୨୬ ପକ୍ଷୀ
ନନ୍ଦନକାନନ: ପାଖେଇ ଆସୁଛି ବର୍ଷ ୨୦୨୦। ନୂଆ ବର୍ଷରେ ପର୍ଯ୍ୟଟକଙ୍କୁ ନୂଆ କିଛି ଉପହାର ଭେଟି ଦେବାପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନୂତନ ପଶୁପକ୍ଷୀ ଆଣିବା ପ୍ରୟାସ ଆରମ୍ଭ କରିଛନ୍ତି।
ଏହି ପରିପେକ୍ଷୀରେ ଏଠାକୁ ୨…
Read More...
Read More...
ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବିଭିନ୍ନ ଗ୍ରାମରେ ବୁଧବାର ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ପଡୋଶୀ ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରେ ଉପଦ୍ରବ ଜାରୀ ରଖିଥିବା ଏହି ହାତୀପଲ ବୁଧବାର ରାତିରେ…
Read More...
Read More...
୨ ଚୋରି ବାଇକ ଜବଦ,୩ ଗିରଫ
ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରୁ ଚୋରି ହୋଇଥିବା ଦୁଇଟି ମଟର ସାଇକେଲ ଉଦ୍ଧାର କରାଯିବା ସହିତ ୩ ଜଣଙ୍କୁ କୋର୍ଟ ଚାଲଣ କରାଯାଇଛି। ଏଥି ସହିତ ଏହି ଘଟଣାରେ ସଶ୍ଳିଲଷ୍ଟ ଥିବା ଦୁଇ ଜଣ ନାବାଳକଙ୍କୁ ମଧ୍ୟ ବାଳ ସୁଧାର ଗୃହକୁ…
Read More...
Read More...
୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ବିଜୟ ମିଶ୍ର ପାଇଲେ ଜୟଦେବ ସମ୍ମାନ, ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା…
ଭୁବନେଶ୍ୱର : ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଗୁରୁବାର ୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହିତ ମିହିର ଦାସ…
Read More...
Read More...
ଜାଣନ୍ତୁ କଣ ଏହି ନାଗରିକତା ସଂଶୋଧନ ଆଇନ( ସିଏଏ)?
ନୂଆଦିଲ୍ଲୀ: ସମଗ୍ର ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଦେଖିବାକୁ ମିଳୁଛି। ଜାତୀୟ ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ,ପଶ୍ଚିମବଙ୍ଗ ଭଳି ରାଜ୍ୟ ମାନଙ୍କରେ ଏହା ଉଗ୍ରରୂପ ଧାରଣ କରିଛି। ଯାନବାହାନ ଜଳାପୋଡା ସହ…
Read More...
Read More...
ନାଗରିକତା ଆଇନକୁ ନେଇ କଂଗ୍ରେସକୁ ଅଙ୍ଗୁଳି ନିର୍ଦ୍ଦେଶ କଲା ବିଜେପି : ଜାରୀ କଲା ମନମୋହନଙ୍କ ପୁରୁଣା ଭିଡ଼ିଓ
ନୂଆଦିଲ୍ଲୀ : ନାଗରିକତା ଆଇନକୁ ନେଇ କଂଗ୍ରେସକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ଭାରତୀୟ ଜନତା ପାର୍ଟି(ବିଜେପି) ଟ୍ବିଟରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୧୬ବର୍ଷ…
Read More...
Read More...
ସିଏଏକୁ ନେଇ ହିସାଂ କରୁଥିବା ଲୋକଙ୍କ ସମ୍ପତ୍ତି ନିଲାମ କରି କରାଯିବ ହିଂସା କ୍ଷୟକ୍ଷତି ଭରଣା: ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ହିଂସା ଉପରେ ମୁହଁ ଖୋଲିଛନ୍ତି। ଯୋଗୀ କହିଛନ୍ତି ଲୋକତନ୍ତ୍ରରେ ସମସ୍ତଙ୍କର ପଦର୍ଶନ କରିବାର ଅଧିକାର ରହିଛି…
Read More...
Read More...
ଦେଶରେ ଲାଗି ରହିଥିବା ହିଂସାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରାହୁଲ : କହିଲେ ଭାରତୀୟଙ୍କ କଣ୍ଠରୋଧ କରିପାରିବେନି…
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସମଗ୍ର ଦେଶରେ ହିଂସା ଜାରୀ ରହିଛି। ରାଜନୈତିକ ଦଳର କାର୍ୟ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସମେତ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ…
Read More...
Read More...
ଧାମରା ରାସ୍ତାପାଇଁ ଯୋଜନା ପରେ ଯୋଜନା ମାତ୍ର ଆଗଉନି କାମ, ବିଭାଗୀୟ ତଦାରଖ ପରେ ମଧ୍ୟ ଫଳ ଶୂନ
ଧାମରା: ଧାମରା ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଗୋଟିଏ ଯୋଜନା ସଂପୂର୍ଣ ହେବା ପୂର୍ବରୁ ଅନ୍ୟ ଏକ ଯୋଜନା ଆଣି ଧାମରା ବିକଶିତ ହୋଇଗଲା ବୋଲି ସରକାର କହୁଥିବା ବେଳେ କୌଣସି ଏକ ଯୋଜନା ସଂପୂର୍ଣ ହେବା…
Read More...
Read More...
ବାଲି ଉତ୍ତୋଳନକୁ ବିରୋଧ:ଉଠାଣୀ ନୂଆଗାଁରେ ଉତ୍ତେଜନା
ବଡ଼ସାହି:ନଦୀରୁ ବାଲି ଉତ୍ତୋଳନକୁ ବିରୋଧ କରି ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକର ଉଠାଣୀନୂଆ ଗ୍ରାମରେ ଲାଗିରହିଥିବା ଜନ ଅସନ୍ତୋଷ ଗୁରୁବାର ତୀବ୍ର ରୂପ ଧାରଣ କରିଛି। ବିରୋଧ ଗ୍ରାମବାସୀ ପରିବାର ସହିତ ବାଲି ଶଯ୍ୟା ଉପରେ…
Read More...
Read More...
ସିଏଏକୁ ବିରୋଧ କରି ମୁମ୍ବଇର ଅଗଷ୍ଟ କ୍ରାନ୍ତି ମଇଦାନରେ ବଡ଼ ପ୍ରଦର୍ଶନ
ମୁମ୍ବଇ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଗୁରୁବାର ମୁମ୍ବଇର ଅଗଷ୍ଟ କ୍ରାନ୍ତି ମଇଦାନରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଛି। ଏହି ପ୍ରଦର୍ଶନରେ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି…
Read More...
Read More...
ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ
ଭୁବନେଶ୍ବର: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ। ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟକୁ ଫେରାଇଦେବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଜରିଆରେ ନିର୍ଦେଶ ଦେଇଛନ୍ତି ଏନଟିସିଏ।…
Read More...
Read More...
ହାଇଦରାବାଦ ଏନକାଉଣ୍ଟର ଘଟଣା : ସୁପ୍ରିମକୋର୍ଟ ଗଲେ ୪ ମୃତ ଅଭିଯୁକ୍ତଙ୍କ ପରିବାର
ନୂଆଦିଲ୍ଲୀ : ହାଇଦରାବାଦ ପ୍ରାଣୀ ଚିକିତ୍ସିକା ‘ଦିଶା’ଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ମାମଲାରେ ୪ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ସୁପ୍ରିମ କୋର୍ଟରେ…
Read More...
Read More...
ସିଏଏକୁ ବିରୋଧ: ଦିଲ୍ଲୀରେ ଆନ୍ଦୋଳନ ଗୁରୁଗ୍ରାମରେ ୧୦ କିଲୋମିଟର ରାସ୍ତା ଜାମ୍,ବିମାନସେବା ବାଧାପ୍ରାପ୍ତ
ନୂଆଦିଲ୍ଲୀ: ଦିଲ୍ଲୀର କେତେକ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପଦର୍ଶନ ଜାରି ରହିଛି। ଏଭଳି ସ୍ଥଳେ ବିରୋଧ ପଦର୍ଶନରେ ଦିଲ୍ଲୀର ପଡୋଶୀ ରାଜ୍ୟମାନଙ୍କରୁ ଲୋକମାନେ ଯୋଗଦେବାକୁ ଆସୁଥିବା ପୁଲିସ ସୁତ୍ରରୁ…
Read More...
Read More...
ଆଇପିଏଲ ନିଲାମ-୨୦୨୦ : ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଟଙ୍କାରେ କିଣା ହେଲେ କମିନ୍ସ
କୋଲକାତା : ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)- ୨୦୨୦ ସଂସ୍କରଣ ନିମନ୍ତେ ଗୁରୁବାର କୋଲକାତାରେ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆଇପିଏଲର ୧୩ତମ ସଂସ୍କରଣ। ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ…
Read More...
Read More...
ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ଦୋଷୀ ପବନ ଗୁପ୍ତାର ପିଟିଶନ ଖାରଜ, ପବନର ଓକିଲ ଦେବେ ୨୫ ହଜାର ଜୋରିମାନା
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କ ମଧ୍ୟରେ ଥିବା ପବନ ଗୁପ୍ତା ପିଟିଶନକୁ ଶୁଣାଣୀ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ୭ ବର୍ଷ ତଳେ ଅର୍ଥାତ୍ ୨୦୧୨ରେ ନିର୍ଭୟା ଗଣଦୁଷ୍କର୍ମ ସମୟରେ ପବନ…
Read More...
Read More...
ଆସନ୍ତାକାଲି ପରଦାକୁ ଆସିବ ସଲମାନଙ୍କ ଦବଙ୍ଗ-୩ : ରିଲିଜ ହେଲା “ଆୱାରା” ଗୀତ
ମୁମ୍ବଇ : ଆସନ୍ତାକାଲି(ଶୁକ୍ରବାର) ସର୍ବଭାରତୀୟସ୍ତରରେ ସୁଲତାନ୍ ସଲମାନ୍ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଦବଙ୍ଗ-୩ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଆଜି ସିନେମାର ଏକ ଗୀତ "ଆୱାରା" ରିଲିଜ…
Read More...
Read More...
କ୍ୟୁଆର ସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା
ବାଲେଶ୍ୱର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କ୍ୟୁଆର ସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ସକାଳ ୧୨.୨୦ ମିନିଟରେ ଏହି ପରୀକ୍ଷା କରାଯାଇଥିବା ବେଳେ…
Read More...
Read More...
ଦୁଷ୍କର୍ମ ମାମଲାର ବିଳମ୍ବିତ ନ୍ୟାୟ ଆକ୍ରୋଶ ବଢ଼ାଉଛି : ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ଦେଶରେ ବଢୁଥିବା ଦୁଷ୍କର୍ମ ମାମଲା ଓ ଏହାର ବିଳମ୍ବିତ ଶୁଣାଣିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ. ବୋବ୍ଡେ। ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଦ୍ବାରା…
Read More...
Read More...
‘ମୁସଲମାନଙ୍କ ସପକ୍ଷରେ ବହୁ ରାଷ୍ଟ୍ର, ହିନ୍ଦୁଙ୍କ ପାଇଁ କେହି ନାହିଁ’: ଗଡ଼କରୀ
ନୂଆଦିଲ୍ଲୀ: ନାଗରିକତ୍ବ ଆଇନକୁ ନେଇ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ। ଏହି ଆଇନକୁ ନେଇ ବିରୋଧୀଗୁଡ଼ିକ ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଗଡ଼କରୀ ଅଭିଯୋଗ କରିବା ସହ ଏଭଳି…
Read More...
Read More...
୧୩୪ ଦିନ ପରେ ଖୋଲିଲା ଜାମିଆ ମସ୍ଜିଦ
ଶ୍ରୀନଗର: ଦୀର୍ଘ ୧୩୪ ଦିନ ପରେ ସ୍ଥାନୀୟ ଐତିହାସିକ ଜାମିଆ ମସ୍ଜିଦରେ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ସରକାର କାଶ୍ମୀର…
Read More...
Read More...
ସ୍ବାମୀ ହତ୍ୟା ଷଡ଼ଯନ୍ତ୍ର:ସୁପାରି ଦେଇଥିବା ଚୋରଣୀ ପତ୍ନୀ ଗିରଫ
ବେଙ୍ଗାଲୁର: ରାସ୍ତାରେ ଯାଉଥିବା ପଥିକଙ୍କୁ ପତ୍ନୀ ନିୟମିତ ଲୁଟ୍ କରୁଥିବା ଜାଣି ସ୍ବାମୀ ଜଣକ ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଥିଲେ। ପତି ତାଙ୍କ ବିରୋଧରେ ଗୁଇନ୍ଦାଗିରି କରୁଥିବା ଜାଣି ପତ୍ନୀ ଜଣକ କେତେକ…
Read More...
Read More...
ଥରୁରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ନୂଆଦିଲ୍ଲୀ: ଇଂରାଜୀ ଭାଷାର ବିଶିଷ୍ଟ ଲେଖକ, ସ୍ତମ୍ଭକାର, ପୂର୍ବତନ କୂଟନୀତିଜ୍ଞ ତଥା ତିରୁଅନନ୍ତପୁରମ୍ର କଂଗ୍ରେସ ସାଂସଦ ଶଶୀ ଥରୁର ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟୀ ହୋଇଛନ୍ତି। ‘ଆନ୍…
Read More...
Read More...
ଆନ୍ଧ୍ରରେ ପ୍ରତିଷ୍ଠା ହେବ ତିନି ରାଜଧାନୀ
ଅମରାବତି: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ତାଙ୍କ ପରିକଳ୍ପନା ଯଦି ବାସ୍ତବ ରୂପ ନିଏ; ତେବେ ଏହି ରାଜ୍ୟର ତିନିଟି ରାଜଧାନୀ ପ୍ରତିଷ୍ଠା ହେବ। ଏହା ଦ୍ବାରା ରାଜ୍ୟର…
Read More...
Read More...
ଗୁରୁବାର ରାଶିଫଳ
ମେଷ: ଧର୍ମ-କର୍ମ ସଂପାଦନ କରିପାରନ୍ତି। ମୌନାବତାରରେ କିଛି ସମୟ ରହିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ସୁନାମ ମିଳିବ।
ବୃଷ:…
Read More...
Read More...