www.samajalive.in
Saturday, December 6, 2025
26.1 C
Bhubaneswar

ବଜାରକୁ ଆସିଲା ଭୋଡ଼ାଫୋନର ତିନୋଟି ନୂଆ ପ୍ଲାନ : ଓଡ଼ିଶାରେ ଲାଗୁ, ଧିରେ ଧିରେ ଲାଗୁହେବ ସମଗ୍ର ଦେଶରେ

ନୂଆଦିଲ୍ଲୀ : ଭୋଡ଼ାଫୋନ କମ୍ପାନୀ ଶୁକ୍ରବାର ତିନୋଟି ନୂଆ ପ୍ରିପେଡ ପ୍ଲାନର ବଜାର ପ୍ରବେଶ କରିଛି। ତିନୋଟି ପ୍ଲାନ ମଧ୍ୟରୁ ଗୋଟିଏ ମାତ୍ର ୩୯ଟଙ୍କାର ପ୍ଲାନ ରହିଛି। ଏହାକୁ ପ୍ରଥମେ ଭାରତର ସ୍ବଳ୍ପ ରାଜ୍ୟମାନଙ୍କରେ ଲାଗୁ କରାଯାଇଛି। ଯେଉଁଥିରେ ଓଡ଼ିଶା ରହିଥିବା ଜଣାପଡ଼ିଛି। ପ୍ରଥମ ଥରରେ ଏହାକୁ ଆନ୍ଧ୍ରପ୍ରଦେଶ, ମୁମ୍ବଇ, ଓଡ଼ିଶା ଏବଂ ପୂର୍ବ ଉତ୍ତର ପ୍ରଦେଶରେ ଲାଗୁ କରାଯାଇଛି। ଧିରେ ଧିରେ ଏହାକୁ ସମଗ୍ର ଦେଶରେ ଲାଗୁ କରାଯିବାର ସୂଚନା ମିଳିଛି। ତେଣୁ ଏହାଦ୍ବାରା ଭୋଡ଼ାଫୋନର ଗ୍ରାହକମାନେ ଉପକୃତ ହେବେ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।
ତେବେ ଆସନ୍ତୁ ଜାଣିବା ଏହି ତିନୋଟି ପ୍ଲାନ ବାବଦରେ…………

ଭୋଡ଼ାଫୋନର ୩୯ଟଙ୍କାର ପ୍ଲାନ
ଏହି ପ୍ଲାନରେ ୩୦ଟଙ୍କାର ଟକଟାଇମ ସହିତ ୧୦୦ଏମବି ଡାଟା ମିଳିବ। ଯାହାର ବୈଧତା ୧୪ଦିନ ରହିବ। ଏହା ସିହିତ ଏଥିରେ ପ୍ରତି ସେକେଣ୍ଡ ୨.୫ପଇସା ମୂଲ୍ୟରେ କଥା ହୋଇପାରିବେ।

- Advertisement -
courtesy-beetel bite

ଭୋଡ଼ାଫୋନର ୧୨୯ ଟଙ୍କା ପ୍ଲାନ
ଭୋଡାଫୋନର ଏହି ପ୍ଲାନରେ ଅନଲିମିଟେଡ କଲିଂ ସହିତ ୨ଜିବି ଡାଟା ଏବଂ ୩୦୦ମେସେଜ କରିବାର ସୁବିଧା ରହିଛି। ଅନଲିମିଟେଡ କଲିଂ ସବୁ ନମ୍ବରକୁ କରି ହେବ ବୋଲି ଭୋଡ଼ାଫୋନ ପକ୍ଷରୁ ସୂଚନା ଦିଆଯାଇଛି। ଯାହାର ବୈଧତା ୧୪ଦିନ।

courtesy-hindustan

ଭୋଡ଼ାଫୋନର ୧୪୯ ଟଙ୍କା ପ୍ଲାନ
ଭୋଡ଼ାଫୋନର ୧୪୯ ଟଙ୍କା ପ୍ଲାନରେ ୨ଜିବି ଡାଟା ଏବଂ ୩୦୦ମେସେଜ କରିବାର ସୁବିଧା ରହିଛି। ଏହାର ବୈଧତା ୨୮ଦିନ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories