ଜାମିଆ-ଜେଏନୟୁ ହିଂସା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବଦନାମ କରିବାକୁ ପ୍ରୟାସ : ମନୋଜ ତିୱାରୀ

ନୂଆଦିଲ୍ଲୀ : ଜାମିଆ ମିଲିଆ ଇସଲାମିଆ ଓ ଜବାହାରଲାଲ ନେହେରୁ(ଜେଏନୟୁ) ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ବ୍ୟବହାର କରାଯାଉଥିବା ବିଜେପି ଅଭିଯୋଗ କରିଛି। ଏହା ପଛରେ କଂଗ୍ରେସ, ଆମ ଆଦମି ପାର୍ଟି(ଆପ୍) ଓ…
Read More...

ବଡ଼ସାହି ଥାନା:ବଢୁଛି ମାମଲା ସଂଖ୍ୟା କିନ୍ତୁ ବଢୁନି ଭିତ୍ତିଭୂମି

ବଡ଼ସାହି (ମନୋଜ ପଣ୍ଡା): ମୟୂରଭଞ୍ଜ ଜିଲାର ସର୍ବ ବୃହତ୍ତ ଥାନା ବର୍ତ୍ତମାନ ସମସ୍ୟା ଘେରରେ। ସରକାର ୫-ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ଯୋଜନା ପ୍ରଣୟନ କରୁଥିବା ବେଳେ ସମସ୍ୟା ଘେରରେ ରହିଛି ବଡସାହି…
Read More...

କାରକୁ ଧକ୍କାଦେଲା ପର୍ଯ୍ୟଟକ ବସ୍,୩ ଆହତ

ପୁରୀ: ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ମାଳତିପାଟପୁର ନିକଟରେ କାରକୁ ଏକ ପର୍ଯ୍ୟଟକ ବସ ଧକ୍କା ଦେଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ୩ ଜଣ ଆହତ କଟକ ବିଡାନାସୀ ଅଞ୍ଚଳର ସମ୍ବିତ ପଟ୍ଟନାୟକ,…
Read More...

ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି

ଇନ୍ଦୋର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଅର୍ଥାତ ୭ଟାରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଗୌହାଟୀରେ ପ୍ରଥମ ମ୍ୟାଚ୍…
Read More...

ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବ ପାଳିତ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ସୋମବାର ୭୫ତମ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଭାପତି ଡା ସତ୍ୟନାରାୟଣ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ଆସନ୍ତାକାଲି ଦ୍ବିତୀୟ ଟି-୨୦, ବର୍ଷ ଆରମ୍ଭରୁ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଇନ୍ଦୋର:ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଆସନ୍ତାକାଲି ଇନ୍ଦୋର…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଇଏସଆଇ ଲାଗୁ ହେଉନି, ଆମରଣ ଅନଶନରେ ବସିଲେ କର୍ମଚାରୀ

ବୁର୍ଲା: ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି (ନମ୍ବର ୧୯୪୫ ତା୨୫/୦୮/୨୦୧୧ରିଖ) ଏବଂ ଶ୍ରମ ଓ ନିୟୋଜନ ବିଭାଗ ସଂଖ୍ୟା ୭୭୫୨-ଏସଏସ-୨-ଏସସି-୪୨ ତା୨୪/୦୮/୨୦୧୧ରିଖ/ଏଲଇ ଅନୁସାରେ ସମସ୍ତ ଶୈକ୍ଷିକ ସଂସ୍ଥାନରେ(ଯେଉଁଠି ୧୦ରୁ…
Read More...

ବଲିଉଡ ଅଭିନେତ୍ରୀ ‘ଇଲା ଅରୁଣ’ଙ୍କ ସହ ସାକ୍ଷାତକାର : ସମସ୍ତ ପ୍ରକାରର ସଙ୍ଗୀତର ମୂଳ ଜଡ ହେଉଛି ଲୋକ…

ସମ୍ବଲପୁର (ବିରାଜ କୁମାର ମିଶ୍ର) : ବଲିଉଡର ଖ୍ୟାତମାନା ଇଲା ଅରୁଣଙ୍କୁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଦୀର୍ଘ ୪୦ ବର୍ଷ ହେବ ଲୋକ କଳାକାର ଓ ବଲିଉଡ ଅଭିନେତ୍ରୀ ଭାବରେ ଜନତା ଙ୍କର ମନୋରଞ୍ଜନ କରିଆସୁଥିବା ଇଲା…
Read More...

ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ : ଆମ୍ବୁଲାନ୍ସକୁ ଦାୟୀ କଲେ ପରିବାର ଲୋକେ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ସୋମବାର ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ସପ୍ତାହିକ ବାଜାରକୁ ଯାଉଥିବା ସମୟରେ…
Read More...

ସ୍ବାମୀ ହନ୍ତା ସ୍ତ୍ରୀ….. ୩୦ ହଜାର ସୁପାରୀରେ ପୋଛିଦେଲା ନିଜ ମଥାର ସିନ୍ଦୁର

ମୋହନା: ନିଜ ସିନ୍ଦୁର ପୋଛିବା ପାଇଁ ୩୦ ହଜାର ଟଙ୍କାର ଡିଲ୍।ସୁପାରୀ ଦେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଅଞ୍ଚଳରେ। ପରକୀୟା ପ୍ରୀତିରେ ପାଗଳ ହୋଇ ସ୍ତ୍ରୀ ନିଜ…
Read More...

ଓଏଲ୍‍ଏମ୍‍ ଆଞ୍ଚଳିକ ମଞ୍ଚ ଗଠନରେ ଅନିୟମିତତା ଅଭିଯୋଗ : ପିପିଲି ବ୍ଲକ ଘେରାଉ କଲେ ମହିଳା

 ପିପିଲି :ଓଡିଶା ଜୀବିକା ମିଶନ ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆଞ୍ଚଳିକ ମଞ୍ଚ ଗଠନରେ ବ୍ୟାପକ ଅନିୟମିତତା ସହ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ, କର୍ମୀମାନଙ୍କୁ ନେଇ ମଞ୍ଚ ଗଠନ କରାଯାଇଥିବା ଅଭିଯୋଗ…
Read More...

ଧାମରା ୟୁକୋ ବ୍ୟାଙ୍କର ୭୭ତମ ପ୍ରତିଷ୍ଠା ଦିବସ ପାଳିତ

ଧାମରା : ଧାମରା ଠାରେ ଥିବା ୟୁକୋ ବ୍ୟାଙ୍କର ୭୭ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରହରି ମଲିକ, ସମ୍ମାନୀତ ଅତିଥି ଭାବେ ଯୁବ ବ୍ୟବସାୟୀ ତଥା…
Read More...

ପ୍ରକାଶ ପାଇଲା ୨୦୧୮ ଓଏଏସ୍ ରେଜଲ୍ଟ, ଦେବାଶିଷ ପଣ୍ଡା ଟପ୍ପର

କଟକ: ପ୍ରକାଶ ପାଇଛି ୨୦୧୮ ଓଏଏସ୍ ପରୀକ୍ଷା ଫଳାଫଳ। ୨୦୧୮ରେ ଓଏଏସ୍ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୮ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣ ମହିଳା ଥିବା ବେଳେ ୧୪୬ ଜଣ…
Read More...

ଉନ୍ମୋଚିତ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ, ଜର୍ସି ଓ ମାସ୍କଟ

ଭୁବନେଶ୍ବର: ଫେବୃଆରୀ ୨୨ରୁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଲୋଗୋ ଉନ୍ମୋଚିତ ହୋଇଛି। ସୋମବାର ଭୁବନେଶ୍ବରର ପୂର୍ବତଟ ରେଳବାଇ ଅଡିଟୋରିୟମରେ ପ୍ରଥମ ଖେଲୋ…
Read More...

ସମ୍ବଲପୁରରେ ପୁଲିସ – ଅପରାଧୀ ମୁହାଁମୁହିଁ : ମୁଖ୍ୟ ଅଭିଯୁକ୍ତ ସରଫରାଜ୍ ଗିରଫ

ସମ୍ବଲପୁର : ଝାରସୁଗୁଡ଼ା – ସମ୍ବଲପୁର ସୀମାରେ ଏକ ଡକାୟତି ଯୋଜନାକୁ ଠେଲକୁଲି ପୁଲିସ ଓ ଏକ ସ୍ୱତନ୍ତ୍ର ଟିମ ମିଳିତ ଭାବେ ଚଢାଉ କରି ପଣ୍ଡ କରିଛନ୍ତି। ଚଢାଉ ସମୟରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା।…
Read More...

ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୮୦ ମିଲିୟନ ଡଲାର ଘୋଷଣା କଲା ଇରାନ

ଇରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ ଡଲାର ଘୋଷଣା କରିଛି ଇରାନ। ଇରାନର ଏହି ଘୋଷଣା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଆହୁରି ବଢିବାର ସମ୍ଭାବନା ରହିଛି।…
Read More...

ଜାନୁଆରୀ ୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ: ଜାନୁଆରୀ ୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ। ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଜାନୁଆରୀ ୮ ବନ୍ଦ ଡାକରାକୁ ଦେଶର…
Read More...

ଫେରିବ ଶୀତ : ୮ରେ ବର୍ଷା, ତାପମାତ୍ରା ୫ ଡିଗ୍ରୀ କମିବ

ଭୁବନେଶ୍ବର : ସୋମବାର ଠାରୁ ପୁଣି ଫେରିବ ଶୀତ। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ଲାଗିରହିବ। ଆକାଶରୁ ବାଦଲ ହଟିବା ସହ ପାରଦ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ। ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର…
Read More...

ବିଧାୟକଙ୍କୁ ଲାଗିଲା କାଳିଶି !

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଗ୍ରାମରେ ରବିବାର ଜଙ୍ଘା ବଡ଼ଦେଓ ପୂଜା କମିଟି ପକ୍ଷରୁ ଗୌଣ୍ଡ ସମାଜ ଠାକୁର ଶ୍ରୀ ଜଙ୍ଘା ବଡ଼ଦେଓଙ୍କ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆମ୍ବସରମୁଣ୍ଡା ସେବାଶ୍ରମ…
Read More...

ଶୀତରେ ସତର୍କତା ଓ ସୂର୍ଯ୍ୟସ୍ନାନ

ଭାରତର ପ୍ରତ୍ୟେକ ପ୍ରାନ୍ତରେ ଏବେ ଶୀତର ପ୍ରଭାବ ରହିଛି। ବିଭିନ୍ନ ୱେବ୍‌ସାଇଟ୍ ଓ ସୋସିଆଲ ସାଇଟ୍‌ ଜରିଆରେ ବିଶେଷଜ୍ଞ ଦଳ ସାଧାରଣ ଲୋକଙ୍କୁ ଉପଦେଶମାନ ଦେଉଛନ୍ତି। ଦିଲ୍ଲୀର ନାମୀ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦଳର…
Read More...

ଚାପ କମ୍ କରିବାର ନୂତନ ଉପାୟ

-ନିକଟରେ ଜାପାନ ଗବେଷକଦଳ ସେଠାକାର ୫୫ଟି କମ୍ପାନୀର କର୍ମଚାରୀଙ୍କୁ ସାମିଲ କରି ଅଢ଼େଇ ବର୍ଷ ଅନୁଧ୍ୟାନ କରିବା ପରେ ଏକ ତଥ୍ୟ ପ୍ରକାଶ କରିଛନ୍ତି। କାମର ଚାପ ବଢ଼ୁଥିବା କାରଣରୁ ଲୋକଙ୍କର ଜୀବନଶୈଳୀ ଦ୍ରୁତ ଗତିରେ…
Read More...

ଆସିବ ନୂତନ ଧରଣର ସ୍ମାର୍ଟଫୋନ

ଜାପାନ : ଜାପାନର ନାମୀ ସ୍ମାର୍ଟଫୋନ୍ କମ୍ପାନୀ ଖୁବ୍ ଶୀଘ୍ର ବଜାରରେ ଫୋଲଡିଙ୍ଗ୍‌୍ ସ୍ମାର୍ଟଫୋନ୍‌‌ର ପ୍ରବେଶ କରାଇବ ବୋଲି ଜଣାପଡ଼ିଛି। କମ୍ପାନୀର ଇଂଜିନିୟର ଏ ବାବଦରେ ଗଣମାଧ୍ୟମକୁ ଅବଗତ କରାଇବା ସହ ଏହାର କାମ…
Read More...

ପ୍ଲାଷ୍ଟିକ୍ ବନ୍ଦ ଅଭିଯାନ

ଲୋକେ ଅଳ୍ପବହୁତେ ସଚେତନ ହେଲେଣି। ପ୍ଲାଷ୍ଟିକ୍ ବ୍ୟବହାର ଏବେ ଅନେକାଂଶରେ ନିୟନ୍ତ୍ରିତ ହେବାର ଲକ୍ଷ୍ୟ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ନିମନ୍ତେ ଆଉ କିଛି ବର୍ଷ ଲାଗିପାରେ ବୋଲି ଗବେଷକଙ୍କ ମତ।…
Read More...

ସମେଲେଇ ଦର୍ଶନ ସହିତ ସମ୍ବଲପୁରୀ ବସ୍ତ୍ର କିଣଲେ ଇଲା ଅରୁଣ 

ସମ୍ବଲପୁର : ବିଖ୍ୟାତ ଲୋକ କଳାକାର ତଥା ବଲିଉଡ ଅଭିନେତ୍ରୀ ଇଲା ଅରୁଣ ସମ୍ବଲପୁରକୁ ୨୩ତମ ଜିଲାସ୍ତରୀୟ ଲୋକ ମହୋତ୍ସବ – ୨୦୨୦ରେ ଅତିଥି ଭାବରେ ଆସିଛନ୍ତି। ଶନିବାର ସନ୍ଧ୍ୟାରେ ଇଲା ସମ୍ବଲପୁରକୁ ପହଞ୍ଚିଥିବା ବେଳେ…
Read More...

ଆଶ୍ରୟସ୍ଥଳୀର ଆତ୍ମନିର୍ଭରଶୀଳ ମଣିଷ

ଭୁବନେଶ୍ୱର  : ବସ୍ତୁବାଦ ଦୁନିଆରେ ଲୋକେ ଏବେ ଏକକ ପରିବାରକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଫଳରେ ‌େ‌ଯୗଥ ପରିବାରଗୁଡ଼ିକ ଅଲଗା ହୋଇଯାଉଛି। ‌କେବଳ ସେତିକି ନୁହେଁ ଯେଉଁ ସନ୍ତାନମାନେ ବାହାରେ ଚାକିରି କରୁଛନ୍ତି ସେମାନେ…
Read More...

ଜିଜିପି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର : ନାହାନ୍ତି ସ୍ଥାୟୀ ଡାକ୍ତର, କୁଆଡ଼େ ଗଲା ୪୦ ଶଯ୍ୟା ଡାକ୍ତରଖାନା ଯୋଜନା ?

ଉତ୍ତରଭୁବନେଶ୍ୱର : ବିଏମ୍‌ସି ୧୯ନଂ ୱାର୍ଡ ଅନ୍ତର୍ଗତ ଗଡ଼ ଗୋପୀନାଥ ପ୍ରସାଦସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର। ୧୯୮୪ରୁ ପୌର ଚିକିତ୍ସାଳୟ ଭାବେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ରସୁଲଗଡ଼, ଜିଜିପି କଲୋନୀ,…
Read More...

କେମିତି ଚାଲିଛି ‘ମୋ ସରକାର’ – କ୍ୟାପିଟାଲ ଥାନା : ଗୁହାରି ଶୁଣିବାକୁ କେହି ନାହାନ୍ତି

ଭୁବନେଶ୍ବର : ରାଜ୍ୟ ସରକାର ପ୍ରଣୟନ କରିଥିବା ‘ମୋ ସରକାର’ କାର୍ଯ୍ୟକ୍ରମ କେତେ ମାତ୍ରାରେ ସଫଳ ଓ ବିଫଳ ହୋଇଛି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। କେଉଁଠି ଥାନାର କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି ତ କେଉଁଠି…
Read More...

କାଦମ୍ବିନୀ ସାହିତ୍ୟ ମହୋତ୍ସବ : ‘ମାନବିକ ମୂଲ୍ୟବୋଧର ସନ୍ଦେଶ ଦେଉ ସାହିତ୍ୟ’

ଚନ୍ଦ୍ରଶେଖରପୁର : ସାହିତ୍ୟ ମାନବିକ ମୂଲ୍ୟବୋଧର ସନ୍ଦେଶ ଦେଉ। ପ୍ରତିଟି ସ୍ରଷ୍ଟା ଏଥିପ୍ରତି ଯତ୍ନବାନ ହେଲେ ସେମାନଙ୍କ ସୃଷ୍ଟି ପାଠକୀୟ ଆଦୃତି ଲାଭ କରିବ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ…
Read More...

ବାରବାଟୀରେ ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି-୨୦ : ଭାରତ ‘ବି’-କୁ ଜିତାଇଲେ ସୁଶ୍ରୀ

କଟକ : ବାରବାଟୀ ଷ୍ଟାଡିୟମ୍‌ରେ ଶନିବାର ସିିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ ରବିବାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଓଡ଼ିଶାର…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷାର କରୁଣ ଚିତ୍ର : ୮ ବର୍ଷ ପରେ ବି ମିଳୁନି ପ୍ରମାଣପତ୍ର

ଭୁବନେଶ୍ବର  :ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷାର କରୁଣ ଚିତ୍ର ଦେଖିବାକୁ ମିଳୁଛି। ଏହି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହେବାର ପ୍ରାୟ ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀ…
Read More...

ବଦଳିଲା ଡାକଘର କ୍ଷୁଦ୍ର ସଞ୍ଚୟ ଖାତା ଜମା ନିୟମ

ନୂଆଦିଲ୍ଲୀ : ଡାକଘର ସଞ୍ଚୟ ଖାତାଧାରକଙ୍କ ପାଇଁ ଭଲ ଖବରୋ।  କାରଣ ନିକଟରେ ଡାକ ବିଭାଗ ଏହାର କ୍ଷୁଦ୍ର ସଞ୍ଚୟ ଖାତାର ଜମା ନିୟମରେ ବଡ ପରିବର୍ତ୍ତନ ଆଣିଛି। ଏହି ଅନୁଯାୟୀ, ଏବେ ଡାକ ଘରର ଯେ କୌଣସି ଅଣଗୃହ ଡାକ ଶାଖାରେ…
Read More...

କେନିଆସ୍ଥିତ ଆମେରିକା ସାମରିକ ଘାଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ : ୭ ଯୁଦ୍ଧ ବିମାନ ଓ ୩ ସେନା ଗାଡ଼ି ଧ୍ବଂସ

ନାଇରୋବି : ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ଲାଗି ରହିଥିବାବେଳେ କେନିଆସ୍ଥିତ ଆମେରିକାର ସାମରିକ ଘାଟି ଉପରେ ସୋମାଲିଆ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଅଲକାଏଦାର ଅନୁବନ୍ଧିତ ଇସଲାମିକ ଆତଙ୍କବାଦୀ…
Read More...

ଜେଏନ୍‌ୟୁ ପରିସରରେ ଛାତ୍ର ସଂଘର୍ଷ

ନୂଆଦିଲ୍ଲୀ  : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପରିସରରେ ରବିବାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଓ ଏବିଭିପି ମଧ୍ୟରେ ଏହି ସଂଘର୍ଷ ହୋଇଛି। ରିପୋର୍ଟ ମୁତାବକ…
Read More...

ସୋମବାର ରାଶିଫଳ

ମେଷ: ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ବଳିଷ୍ଠ ହେବେ। ଆକର୍ଷଣୀୟ ସ୍ବାସ୍ଥ୍ୟ ସମ୍ପଦଯୁକ୍ତ ହେବେ। ସୌଭାଗ୍ୟ ସମ୍ପନ୍ନ ହୋଇପାରନ୍ତି। ସମ୍ମାନ ମିଳିବ। ସ୍ତ୍ରୀ, ପୁତ୍ର, ପ୍ରୀତିପନ୍ନା…
Read More...

ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସକୁ ବର୍ଷେ ପୂରିଲା : କାର୍ଯ୍ୟାରମ୍ଭ କେବେ ?

ବଡ଼ସାହି : ମୟୂରଭଞ୍ଜ ଇତିହାସର ମୂକସାକ୍ଷୀ ହରିପୁରଗଡ଼ର ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ ପ୍ରକଳ୍ପର ଶିଳାନ୍ୟାସକୁ ବର୍ଷେ ପୂରିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଜାନୁଆରୀ ୫ତାରିଖରେ ଦିନିକିଆ ଗସ୍ତ…
Read More...

ବଡ଼ସାହି : ୧୧ରୁ ‘ବାଣୀପୀଠ ମହୋତ୍ସବ-୨୦୨୦’

ବଡ଼ସାହି :  ରାଜ୍ୟର ଅନ୍ୟତମ ସାରସ୍ୱତ ପୀଠ ‘ବାଣୀପୀଠ ମହୋତ୍ସବ-୨୦୨୦’ ଜାନୁଆରୀ ୧୧ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପୂର୍ବବର୍ଷ ପରି ମୟୂରଭଞ୍ଜ ଜିଲାର ବଡ଼ସାହିସ୍ଥିତ ବିବେକାନନ୍ଦ ବିହାର ଠାରେ ଏହି…
Read More...

ପୋତି ହୋଇଯାଉଛି ବୁଢ଼ାବଳଙ୍ଗ ନଦୀ ଶଯ୍ୟା : ବଦଳୁଛି ଗତିପଥ, ୫ଖଣ୍ଡ ଗ୍ରାମ ପ୍ରତି ବିପଦ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତର ୫ଖଣ୍ଡ ଗ୍ରାମ ବର୍ତ୍ତମାନ ବିପଦରେ। ସମସ୍ତ ଗ୍ରାମ ବୁଢ଼ାବଳଙ୍ଗ ନଦୀ ସଂଲଗ୍ନରେ ଅବସ୍ଥିତ। ନଦୀର ଗତିପଥ ପରିବର୍ତ୍ତନ ସୂଚନା ଏହି ସମ୍ଭାବ୍ୟ ବିପଦର କାରଣ।…
Read More...

ପୋଇପାଣିରେ ନିଶା ହଟାଅ – ଗାଁ ବଞ୍ଚାଅ ଅଭିଯାନରେ ଗାଁ କମ୍ପିଲା

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ ସହସ୍ରାଧିକ ମହିଳା ନିଶା ହଟାଅ - ଗାଁ ବଞ୍ଚାଅ ଅଭିଯାନରେ ଗ୍ରାମର ୮ଟି ସାହିରେ ମଦ ପ୍ରସ୍ତୁତି ବନ୍ଦ କରିବା, ମଦୁଆଙ୍କୁ…
Read More...

କନିଅର ମଞ୍ଜି ଖାଇ ଆଦିବାସୀ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖୁଦପୁଟୁଳି ଗ୍ରାମର ଦୁର୍ଯ୍ୟୋଧନ ମୁଣ୍ଡାଙ୍କ ପତ୍ନୀ ସମ୍ଭାରୀ ମୁଣ୍ଡା(୫୫) କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ଭାରୀଙ୍କର ଉଚ୍ଚ…
Read More...

ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଛତିଆ ଗ୍ରାମରେ ନିଜ ମାମୁଁ ଘରେ ମାଆଙ୍କ ସହ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ…
Read More...

ଆଇ.ଆର.ବି ଯବାନଙ୍କ ଅକାଳ ବିୟୋଗ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ସରାଶପଶି ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର କୀର୍ତନ ନାୟକଙ୍କ ପୁଅ ତଥା ଜିଲ୍ଲା ବାହାରେ ଆଇ.ଆର.ବି ଯବାନ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ନାୟକ(୩୪)ଙ୍କର ଗତକାଲି ଅକାଳ ବିୟୋଗ…
Read More...

କୁଚିଆ ମଦ ବନ୍ଦ ନ ହେଲେ ଜନ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ ପାଇଁ ପଞ୍ଚାୟତର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଲନ କରାଯାଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅସାମାଜିକ ବ୍ୟକ୍ତିଗଣ…
Read More...

ଆଦିବାସୀ ପରମ୍ପରାର ପର୍ବ ‘ଟୋକିମରା’ ଉଦ୍‍ଯାପିତ

କଲମପୁର : ଆଦିବାସୀ ମହାନ ପରମ୍ପରାର ପର୍ବ ‘ଟୋକିମରା’ ମହା ସମାରୋହରେ ଉଦ୍‍ଯାପିତ ହେଇଯାଇଛି। ହଜାର ହଜାର ଲୋକଙ୍କ ସମାଗମରେ କଲମପୁର ବ୍ଲକର କଦଳିଚୁଆଁ, ଚୁରାଗାଁ ଓ ଖଣ୍ଡି ଡଙ୍ଗରୀଗୁଡା ସମେତ ଥୁଆମୁଳ ରାମପୁର ବ୍ଲକର…
Read More...

ଅନ୍ନପୂର୍ଣ୍ଣା ବାଳାଶ୍ରମରେ ଜନ୍ମ ଦିନ ପାଳିଲେ ଏସ୍ ପି ଚରଣ ସିଂ ମୀନା

ଯାଜପୁର : ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣ୍ଣା ବାଳାଶ୍ରମରେ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ ସିଂ ମୀନା । ବାଳାଶ୍ରମର ଅନାଥ ଶିଶୁମାନଙ୍କ ସହ ନିଜର ଜନ୍ମଦିନ ପାଳିବାକୁ ଶ୍ରୀ ମୀନା ସନ୍ଧ୍ୟାରେ…
Read More...

ମକର ଉତ୍ସବ-୨୦୨୦ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡାର ଅଗ୍ରଣୀ ଅନୁଷ୍ଠାନ ସାହିତ୍ୟ କଳା ପରିଷଦ ପକ୍ଷରୁ ମକର ଉତ୍ସବ-୨୦୨୦ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।…
Read More...

ସିଏଏ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ୫ଲକ୍ଷ – ଏସପି

ଲକ୍ଷ୍ମୌ : ଗତବର୍ଷ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିଲା। ଆନ୍ଦୋଳନ ଧିରେ ଧିରେ ହିଂସାରେ ପରିଣତ ହୋଇ ଉଗ୍ର ରୂପ ନେଇଥିଲା।  ଯେଉଁଥିରେ ଅନେକ…
Read More...

ପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ନାବାଳକ ଅଟକ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧ତାରିଖ ବୁଧବାର ରାତିରେ ନାବାଳିକା ଜଣଙ୍କ ପରିଶ୍ରା ପାଇଁ ଘରୁ ବାହାରିଥିବାବେଳେ ୩ଜଣ…
Read More...

ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ବାର୍ଷିକ ଅଧିବେଶନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବର ବିମାନଘାଟି ଅଞ୍ଚଳସ୍ଥିତ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ବାର୍ଷିକ ଅଧିବେଶନ ଓ କବିତା ପାଠୋତ୍ସବ ନ୍ୟାସୀ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ସୀତାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ…
Read More...

ଜିଲାପାଳଙ୍କ ଅଭିନବ ପଦକ୍ଷେପ: ବାଳାଶ୍ରମ ଅନ୍ତେବାସୀଙ୍କ ଜନ୍ମ ଦିନ ପାଳନ

ଯାଜପୁର : ଯାଜପୁର ଉତ୍କଳ ବାଳାଶ୍ରମ ପରିସରରେ ଦୁଇ ଅନ୍ତେବାସୀ ସନାତନ ଓ ଅସାଳୁଙ୍କ ଜନ୍ମ ଦିନ ପାଳନ କରିଛି ଜିଲା ପ୍ରଶାସନ। ଜିଲା ପାଳ ରଂଜନ କୁମାର ଦାସ ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ଜନ୍ମ ଦିନ ସୁନ୍ଦର ଭାବେ…
Read More...

ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦

ଗୁଆହାଟି : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି(ରବିବାର) ଗୁଆହାଟିରେ ଖେଳାଯିବ। ଏହି ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଏହି ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ…
Read More...

ବିଶ୍ୱନାହାକାଣୀ ଶିକ୍ଷାନୁଷ୍ଠାନରେ ପଶିଲେ ହାତୀପଲ

ଟାଙ୍ଗୀ : ଖୋର୍ଦ୍ଧା ଜିଲା ବିଶ୍ୱନାହାକାଣୀ ଜୁନିୟର କଲେଜରେ ଶନିବାର ହାତୀପଲ ପଶି କ୍ଷୟକ୍ଷତି ଘଟାଇଛନ୍ତି। ଆଜି ସନ୍ଧ୍ୟା ସମୟରେ ଏକ ହାତୀପଲ କଲେଜ ପରିସରରେ ପଶି ସେମାନେ ଖେଳପଡିଆରେ ରହିଥିବା ଆଲୁମିନିୟମରେ ନିର୍ମିତ…
Read More...

ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗରେ ଲଜିଂ ମାଲିକ କୋର୍ଟ ଚାଲାଣ

ଗୋପାଳପୁର : ଗଞ୍ଜାମ ଜିଲା ଗୋପାଳପୁର ଲଜିଂ ମାଲିକ ପର୍ଯ୍ୟଟକଙ୍କ ଠରୁ ଅଗ୍ରୀମ ଟଙ୍କା ନେଇ ରୁମ ନଦେବା ସହ ଅଧିକ ଟଙ୍କା ମାଗିବା ଏବଂ ଧମକ ଚମକ ଦେବା ନେଇ ଥାନାରେ ମାମଲା ପରେ ଲଜିଂ ମାଲିକକୁ ଗିରଫ କରାଯାଇ କୋର୍ଟ…
Read More...

ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଝାଭେରୀଙ୍କ ଅବସର ପରେ ଶନିବାର ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‍ ସଞ୍ଜୁ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି…
Read More...

ଆପଣ ପାସଓ୍ବାର୍ଡ ସୁରକ୍ଷିତ କି ନାହିଁ ସୂଚନା ଦେବ : ଗୁଗୁଲ ପାସଓ୍ବାର୍ଡ ମ୍ୟାନେଜର

ନୂଆଦିଲ୍ଲୀ : ଏଣିକି ଆପଣଙ୍କ ଡାଟା ଚୋରି ଉପରେ ନଜର ରଖିବ ଗୁଗୁଲ। ଆପଣଙ୍କର ଡାଟା ଚୋରି କିମ୍ବା ପାସଓ୍ବାର୍ଡ ଚୋରି କରଗାଲେ ଗୁଗୁଲ ପଠେଇବ ଆଲର୍ଟ। ଡିଜିଟାଲ ଇଣ୍ଡିଆରେ ସାଧରଣତଃ ଆମେ ପାସଓ୍ବାର୍ଡ ଚୋରି ହେବା କିମ୍ବା…
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇର୍ଫାନ ପଠାନ

ନୂଅଦଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇର୍ଫାନ ପଠାନ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶନିବାର କ୍ରିକେଟର ତିନୋଟି ଫର୍ମାଟରୁ ଅବସର ଘୋଷଣା କରିବା ସହିତ ଭାବବିହ୍ବଳ ହୋଇ…
Read More...

ଦୁଃଖ ଦେଲା ଅଦିନିଆ ବର୍ଷା : ଅମଳଧାନ ସୁରକ୍ଷା ଚିନ୍ତାରେ ଚାଷୀକୂଳ

ଆରଡି : ଭଦ୍ରକ ଜିଲାରେ  ଗତ ୩ଦିନ ହେଲା ଅଦିନିଆ ବର୍ଷା ଯୋଗୁ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ସୁନ୍ଦରପୁର, ଓଳଗ, ତେନ୍ତୁଲିଡହ ଓ ଓଳଗ ପଞ୍ଚାୟତର ଚାଷୀମାନଙ୍କ ନିଦ ହଜାଇଦେଇଛି। ଧାନ ଅମଳ ପ୍ରାରମ୍ଭରୁ…
Read More...

ସିଦ୍ଧୁଙ୍କୁ ବିଜେପିର ପ୍ରଶ୍ନ : ନାନକାନା ସାହିବ ଗୁରୁଦ୍ଵାର ଆକ୍ରମଣକୁ ନେଇ ଚୁପ କାହିଁକି?

ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ନାନକାନା ସାହିବ ଗୁରୁଦ୍ଵାର ଉପରେ ଆକ୍ରମଣ ଘଟଣାକୁ ସାରା ଭାରତରେ କଡ଼ା ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଏହାକୁ ନିନ୍ଦା…
Read More...

ମହିଳାଙ୍କୁ ଏଏସଆଇଙ୍କ ବଳାତ୍କାର ପ୍ରସଙ୍ଗ : ଜେଲ ଗଲେ ଚିତ୍ତ ରଞ୍ଜନ ଦାସ

ବଳଙ୍ଗା : ଶେଷରେ ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି। ଜଣେ ବିବାହିତା ମହିଳାଙ୍କୁ ପାରିବାରିକ ମାମଲାରେ ସାହାଯ୍ୟ କରିବା ଆଳରେ ବଳାତ୍କାର କରିଥିବା ଅଭିଯୋଗରେ ବଳଙ୍ଗା ପୁଲିସ ୨/୨୦ ରେ…
Read More...

ନାନକାନା ସାହିବ ଗୁରୁଦ୍ଵାର ଉପରେ ଆକ୍ରମଣକୁ ନେଇ ଖପା ହରଭଜନ : କହିଲେ କିଛି କର ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ଗୁରୁଦ୍ଵାର ନାନକାନା ସାହିବ ଉପରେ ସ୍ଥାନୀୟ ଲୋକେ ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ମୁସଲମାନମାନେ ଗୁରୁଦ୍ଵାର ଭିତରେ ବଳପୂର୍ବକ ପ୍ରବେଶ କରି ଭଙ୍ଗାରୁଜା କରିଥିବା…
Read More...

ଓୱେସିଙ୍କୁ ବିଜେପି ସାଂସଦଙ୍କ ଧମକ : କହିଲେ କ୍ରେନରେ ଓଲଟା ଟାଙ୍ଗି ଦାଢି କାଟିବି

ତେଲଙ୍ଗାନା : ତେଲଙ୍ଗାନା ରାଜ୍ୟର ସଂସଦୀୟ କ୍ଷେତ୍ର ନିଜାମାବାଦର  ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ଧରମପୁରୀ ଅରବିନ୍ଧ ଶନିବାର ଏଆଇଏମଆଇଏମ୍ ନେତା ତଥା ହାଇଦରାବାଦ ସାଂସଦ ଅସଉଦ୍ଦିନ ଓଓ୍ଵେସୀଙ୍କୁ ନେଇ ବିବାଦୀୟ…
Read More...

କ୍ୟାମେରା ଲେନ୍ସରେ ଅଦିନିଆ ବର୍ଷାର ଚିତ୍ର……………………

ଭୁବନେଶ୍ବର : ରାଜ୍ୟର ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଇଛି। ଶୁକ୍ରବାର ସକାଳୁ କଟକ – ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହି ଅଦିନିଆ…
Read More...

ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ : ରାସ୍ତା କାମ ନିମ୍ନମାନର ଚାଲିଥିବା ଅଭିଯୋଗ

କଳାହାଣ୍ଡି :  ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ନାଁରେ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ଏହି ଯୋଜନା ଗୁଡିକ କେବଳ କାଗଜ…
Read More...

ଜାନୁଆରୀ ୧୦ରେ ଦୁଲୁକିବ ଥୁଆମୁଳ ରାମପୁର ମାଣିକେଶ୍ୱରୀ ସାଂସ୍କୃତିକ ମଞ୍ଚ

କଲମପୁର : ଆସନ୍ତା ଜାନୁଆରୀ ୧୦ ତାରିଖ ଦିନ ଥୁଆମୁଳ ରାମପୁର ସ୍ଥିତ ମାଣିକେଶ୍ୱରୀ ସାଂସ୍କୃତିକ ମଞ୍ଚରେ ପାଳନ ହେବ ଥୁଆମୁଳ ରାମପୁର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୦ା ଏହି ଉତ୍ସବ ପାଳନ ନେଇ…
Read More...

ଅଦିନିଆ ବର୍ଷାର ପ୍ରଭାବ : ଖଳା ଓ ମଣ୍ଡିରେ ଭିଜୁଛି ଧାନ, ଚାଷୀ ଆଖିରୁ ଝରୁଛି ଲୁହ

କଲମପୁର : ଲାଗି ରହିଛି ଅଦିନିଆ ବର୍ଷା। ଏହି ଅଦିନିଆ ବର୍ଷା ଚାଷୀଙ୍କ ଅଖିରୁ ନିଦ ହଜେଇ ଦେଇଛି। ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରି ନପାରି ଅସହାୟ ହୋଇ ପଡୁଛନ୍ତି। ବର୍ଷା ଝରୁଥିବା ବେଳେ ଚାଷୀ ଆଖିରୁ ଲୁହ…
Read More...

ସାତକୋଶିଆ ବନାଞ୍ଚଳରେ ପକ୍ଷୀ ଗଣନା

ଠାକୁରମୁଣ୍ଡା : କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନାଞ୍ଚଳରେ ପକ୍ଷୀ ଗଣନା ହୋଇଛି। ଏହି ଅଞ୍ଚଳରେ ଥିବା ୩ଟି ସ୍ଥାନରେ ଗଣନା କରାଯାଇଛି। ଏ ନେଇ ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ ସୂଚନା ଦେଇଛନ୍ତି। ପକ୍ଷୀ…
Read More...

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଦୁଇ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟୁଜୁଙ୍ଗ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ‌ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବଲାଙ୍ଗୀର…
Read More...

‘ସମାଜ’ର ପ୍ରଭାବ : ୧୫ଘଣ୍ଟା ପରେ ଶବ ସତ୍କାର ଘଟଣା, ଅନାଥ ଭାଇଭଉଣୀଙ୍କ ଦାୟିତ୍ୱ ନେବ ପ୍ରଶାସନ

ବଡ଼ସାହି : ପ୍ରଶାସନର ହସ୍ତକ୍ଷେପ ପରେ ମୟୂରଭଞ୍ଜ ଜିଲା ସୀମାନ୍ତ ଭୀମଦା ପଞ୍ଚାୟତର ମଙ୍ଗଳପୁର ଫାଦରସାହିର ସୁରେଶ ସିଂ(୩୫)ଙ୍କର ଶବ ସତ୍କାର ୧୫ଘଣ୍ଟା ପରେ ସମ୍ପନ୍ନ ହୋଇଥିଲା। ମୃତକଙ୍କ ପତ୍ନୀ ଦ୍ୱିତୀୟ ବିବାହ…
Read More...

ଭାରତୀୟ ବଜାରକୁ ଆସିଲା ଭିଭୋ ଏସ୍-୧ ପ୍ରୋ : ମିଳିବ ଡାଏମଣ୍ଡ ଶେପ କ୍ୟାମେରା

ନୂଆଦିଲ୍ଲୀ : ଭିଭୋ ଭାରତୀୟ ବଜାରରେ ତାର ନୂଆ ସ୍ମାର୍ଟଫୋନ ଏସ୍-୧ପ୍ରୋର ବଜାର ପ୍ରବେଶ କରିଛି। ଭିଭୋର ଏହି ଫୋନ ଏସ୍-୧ପ୍ରୋରେ ପଛପଟେ ଡାଏମଣ୍ଡ ଆକାରରେ ଡିଜାଇନ ଦିଆଯାଇଛି। ଗତବର୍ଷ ଅଗଷ୍ଟ ମାସରେ ଭିଭୋ ପକ୍ଷରୁ…
Read More...

କୋଷାେଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ଦୁଇ ଅଭିଯୁକ୍ତ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁକ୍ରବାର ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ନାମ ଖାଡ଼ି ଭତ୍ରା ଓ ବଳୀ ମାଝୀ। ଉଭୟଙ୍କୁ ଗିରଫ ପରେ…
Read More...

ସନ୍ଦେହଜନକ ସ୍ଥିତିରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁରର ଟାଉନ ଥାନା ଅର୍ନ୍ତଗତ ମୋଦିପଡା ସ୍ଥିତ ଜୁରା ବନ୍ଧରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ହେଲେ ମୋଦିପଡାର ଦେଉଳବନ୍ଧ ସନ୍ନିକଟସ୍ଥ ମାନିକମୁଣ୍ଡାର ନିବାସୀ…
Read More...

ଭାରତ – ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ : ଜାଣନ୍ତୁ କାହାର ପଲ୍ଲା ଭାରି

ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ୦୫ତାରିଖ(ରବିବାର) ଦିନ ଗୁଆହାଟିରେ ଖେଳାଯିବ। ଏହି ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଚଳିତ ବର୍ଷ ନଭେମ୍ବର…
Read More...

ଭଦ୍ରକ ଜିଲା ବନ୍ୟପ୍ରାଣୀ ବିଭାଗରେ ସରିଲା କୁମ୍ଭୀର ଗଣନା : କୁମ୍ଭୀର ସଂଖ୍ୟା ୫୦କୁ ବୃଦ୍ଧି

ଧାମରା :  ଭଦ୍ରକ ଜିଲା ବନଖଣ୍ଡ(ବନ୍ୟପ୍ରାଣୀ) ବିଭାଗରେ ଶୁକ୍ରବାର କୁମ୍ଭୀର ଗଣନା ଶେଷ ହୋଇଛି। ତିନିଦିନ ବ୍ୟାପୀ ଚାଲିଥିବା କୁମ୍ଭୀର ଗଣନାରେ ସମୁଦାୟ କୁମ୍ଭୀରଙ୍କ ସଂଖ୍ୟା ୫୦ବୋଲି ଚାନ୍ଦବାଲି ରେଞ୍ଜରଙ୍କ ପ୍ରକାଶ…
Read More...

ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ : ଶଙ୍କରାଚାର୍ଯ୍ୟ

ପୁରୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଦେଶର ହିତପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ବିଚାରବିମର୍ଶ କରିବା…
Read More...

ପାରାଦୀପରେ କାଉ ମଡ଼କ : ନମୁନା ସଂଗ୍ରହକଲେ ପ୍ରାଣୀ ଚିକିତ୍ସକ

ପାରାଦୀପ : ଜଗତସିଂହପୁର ଜିଲା ପାରାଦୀପର ବିଭିନ୍ନ ଅଞ୍ଚଲରେ ବହୁ ସଂଖ୍ୟକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ବଡ଼ପଡ଼ିଆ, ନୂଆବଜର ଓ ମଧୁବନ ସମେତ ବହୁ ସ୍ଥାନରେ କାଉ ମରିପଡ଼ିଛନ୍ତି। କାଉ ମଡ଼କ ପଡ଼ିଥିବା ଖବର…
Read More...

ଦୁଃଖବନ୍ଧୁଙ୍କର ଦୁଃଖ ବୁଝିବ କେବେ ପ୍ରଶାସନ : ସହାୟତା ଅପେକ୍ଷାରେ ‘କେନ୍ଦ୍ରା’ ବାଦକ 

ସମ୍ବଲପୁର : ଆଜିର ଆଧୁନିକତା ଯୁଗର ଛାପରେ ଦିନକୁ ଦିନ ଦେଶର ବହୁ ଅଞ୍ଚଳର ସ୍ଥାନୀୟ କଳା, ସଂସ୍କୃତି, ନୃତ୍ୟ, ବାଦ୍ୟ, ସଙ୍ଗୀତ ଆଦି ଲୁପ୍ତ ପ୍ରାୟ ଅବସ୍ଥାରେ ରହିଛି। ଏଣୁ ଦେଶ ଓ ରାଜ୍ୟରେ ବିଭିନ୍ନ ସମୟରେ ସ୍ଥାନୀୟ…
Read More...

ଆସନ୍ତାକାଲି ପରଦାକୁ ଆସିବ ଅକ୍ଷୟ ଖନ୍ନାଙ୍କ ‘ସବ୍‍ କୁଶଲ୍‍ ମଙ୍ଗଲ୍‍’

ମୁମ୍ବଇ: ଅକ୍ଷୟ ଖନ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସବ୍‍ କୁଶଲ୍‍ ମଙ୍ଗଲ୍‍’ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପରଦାକୁ ଆସିବ। ଏହା ଏକ ରୋମାଣ୍ଟିକ୍‍ କମେଡ଼ି ତଥା ପାରିବାରିକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖନ୍ନା…
Read More...

କେରଳରେ ଦାଦନ ଶ୍ରମିକ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ମୂଷାନାଳ ଗ୍ରାମରେ ପ୍ରଦୀପ ହରିଜନ ଗତ ଦେଡ ବର୍ଷ ହେଲା କେରଳ ରାଜ୍ୟରେ ତ୍ରିଶୁଳ ଜିଲାର ମାଲକାନକେରି ବ୍ଲକର ବୁରଲକେଲା ଗ୍ରାମ ଅଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ।…
Read More...

ପ୍ରେମ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରୁ ଏକ ଭଡା ଘରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,…
Read More...

ରକ୍ଷକ ସାଜିଲା ଭକ୍ଷକ : ବଳଙ୍ଗା ଥାନା ଏଏସ୍‍ଆଇଙ୍କ ବିରୁଦ୍ଧରେ ବଳାତ୍କାର ଅଭିଯୋଗ

ପିପିଲି : ପୁରୀରେ ପୁଲିସ କ୍ୱାର୍ଟର ଭିତରେ ନାବାଳିକାଙ୍କୁ ବଳାତ୍କାର ଘଟଣା ମାସକ ତଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଣି ଗୁରୁବାର ସଂନ୍ଧ୍ୟାରେ ବଳଙ୍ଗା ଥାନାର ଜନୈକ କାର୍ଯ୍ୟରତ ପୁଲିସ…
Read More...

ଶିଶୁ ମୃତ୍ୟୁ ରୋକିବାରେ ବିଫଳ ଗେହଲଟଙ୍କ ପ୍ରଳାପ : କହିଲେ ସିଏଏ ଓ ଏନଆରସିରୁ ଧ୍ୟାନ ହଟାଇବା ପାଇଁ ପ୍ରୟାସ

କୋଟା : ରାଜସ୍ଥାନ କୋଟାସ୍ଥିତ ଜେ.କେ. ଲୋନ୍‌ ସରକାରୀ ହସ୍ପିଟାଲ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଗତ ୪୮ ଘଣ୍ଟା ମଧ୍ୟରେ ୯ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୧୦୦ ଛୁଇଁଛି। ଶିଶୁ…
Read More...

ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗୀତାରେ ଓଡିଶା ଦଳର ସଫଳତା : ୪ ସ୍ୱର୍ଣ୍ଣ ଓ ୪ କାଂସ୍ୟ ପଦକ ହାସଲ

ସମ୍ବଲପୁର : ଆର୍ନ୍ତଜାତୀୟ ସୋଟୋକାନ କରାଟେ ୟୁନିୟନ କପ ୨୦୧୯ରେ ଓଡିଶା ଦଳକୁ ବିପୁଳ ସଫଳତା ମିଳିଛି। ଗୁଜୁରାଟ ରାଜ୍ୟର ରାଜଧାନୀ ଅହମଦାବାଦ ଠାରେ ଟ୍ରାନ୍ସ ଇଣ୍ଡିଆ ଷ୍ଟାଡିୟମ (ଏସିଆର ବୃହତ୍ତମ ଆରୋନା ଷ୍ଟାଡିୟମ)…
Read More...

ରେଳବାଇର ସମସ୍ତ ସୂଚନା ପାଇଁ ଏକକ ହେଲପ ଲାଇନ ନମ୍ବର ୧୩୯

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ତାର ସମସ୍ତ ସେବା ପାଇଁ ଗୁରୁବାର ଏକକ ହେଲପ ଲାଇନ୍ ନମ୍ବର ଜାରି କରିଛି । ଏଣିକି ୧୩୯ ନମ୍ବର ଡାଏଲ କଲେ ରେଲଓ୍ବେର ସମସ୍ତ ସୂଚନା ମିଳି ପାରିବ। ସୂଚନା ଅନୁଯାୟୀ, ପୂର୍ବରୁ ଭାରତୀୟ…
Read More...

‘କାଳିଆ’ରେ ଠକେଇ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଲେ ଅକ୍ଷୟ

ଭୁବନେଶ୍ବର : ‘କାଳିଆ’ ଯୋଜନାରେ ରାଜ୍ୟ ସରକାର ଅର୍ଥ କାଟ କରିବା ପ୍ରତିବାଦରେ ଗୁରୁବାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।…
Read More...

ନାବାଳିକାର ଜୀବନ ନେଲା ନୂଆବର୍ଷ ଭୋଜି

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଖମୁଆଁ ଗ୍ରାମରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକା ନୂଆବର୍ଷରେ ଭୋଜିଖାଇବାକୁ ଯାଇ ନ ପାରି ରାଗରେ ରକ୍ତଚାପ(ବ୍ଲଡ଼ ପ୍ରେସର) ଔଷଧ ଖାଇ ଆତ୍ମହତ୍ୟା କରିଥିବା…
Read More...

ଅଞ୍ଚଳବାସୀଙ୍କ ପାଇଁ କାଳ ସାଜିଛି ରାସ୍ତା ସଂପ୍ରସାରଣ

ଧାମରା : ଧାମରା-ଜାମୁଝାଡି ରାସ୍ତା ସଂପ୍ରସାରଣ ଚାଲିଥିବାବେଳେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅଞ୍ଚଳବାସୀଙ୍କ ପାଇଁ କାଳ ହୋଇ ପଡିଛି। ଏହି ୬୦ କି.ମି ରାସ୍ତା ଧାମରା ଅଞ୍ଚଳର ମେରୁଦଣ୍ଡ ସଦୃଶ ହୋଇଥିବା ବେଳେ ଏହି…
Read More...

ହକିରୁ ଅବସର ନେଲେ ସୁନୀତା ଲାକ୍ରା

ଭୁବନେଶ୍ବର : ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକ ତଥା ଓଡ଼ିଶାର ପ୍ରସିଦ୍ଧ ହକି ଖେଳାଳି ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ଆହତ ଜନିତ କାରଣରୁ ସେ ବାଧ୍ୟ ହୋଇ…
Read More...

ଭତ୍ତା ପାଇଁ ଆଧାର ଲିଙ୍କ ବାଧ୍ୟତାମୂଳକ : ରାଜ୍ୟ ସରକାର

ଭୁବନେଶ୍ବର : ଆଧାର ଲିଙ୍କ ନ ଥିଲେ ଏଣିକି ଭତ୍ତା ମିଳିବନି । ଭତ୍ତା ପାଇଁ ରାଜ୍ୟ ସରକାର ଆଧାର ଲିଙ୍କକୁ ବାଧ୍ୟାତାମୂଳକ କରିଛନ୍ତି। ସାମାଜିକ ଓ ଭିନ୍ନକ୍ଷମ ଶସକ୍ତିକରଣ ସଚିବ ଭାଷ୍କର ଜ୍ୟୋତି ଶର୍ମାଙ୍କ ପକ୍ଷରୁ…
Read More...

ଜାକର୍ତ୍ତାରେ ପ୍ରବଳ ବନ୍ୟା : ୧୬ଜଣଙ୍କ ମୃତ୍ୟୁ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପ୍ରବଳ ବନ୍ୟା ଦେଖାଦେଇଛି। ଏଥିରେ ୧୬୯ଅଞ୍ଚଳ ଜଳବନ୍ଦୀ ହୋଇ ରହିବା ଯୋଗୁଁ ଲୋକମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବନ୍ୟାରେ ଏପର୍ଯ୍ୟନ୍ତ ୧୬ଜଣ…
Read More...

ତାଇୱାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ : ପ୍ରତିରକ୍ଷା ବିଭାଗ ମୁଖ୍ୟ ଅଧିକାରୀଙ୍କ ମୃତ୍ୟୁ

ତାଇପେଇ : ତାଇୱାନର ପାହାଡି ଅଞ୍ଚଳରେ ଗୁରୁବାର ଏକ ହେଲିକପ୍ଟର ଦୁର୍ଘଣାରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଅଧିକାରୀଙ୍କ ସମେତ ୮ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ…
Read More...

ବାପାକୁ ହତ୍ୟାକଲା ପୁଅ

ସୋନପୁର : ସୋନପୁର ଜିଲା ବୀରମହାପାଜପୁର ଥାନା ଅନ୍ତର୍ଗତ ବୈରାଗୀପାଲି ଗ୍ରାମରେ ଏକ ଅମାନବୀୟ ଘଟଣା ଘଟିଛି। ଘରୋଇ କଳହରେ ଉତକ୍ଷୀପ୍ତ ହୋଇ ଜଣେ ପୁଅ ନିଜ ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅ ଚାନ୍ଦୁ ଘଟା…
Read More...

ଇରାନରେ ଭୂକମ୍ପ ଝଟକା

ତେହରାନ୍ : ଇରାନ୍‌ର ଉତ୍ତରପଶ୍ଚିମ ଅଞ୍ଚଳର ଆଫଗାନିସ୍ତାନ ସିମା ନିକଟରେ ଗୁରୁବାର ସକାଳ ସମୟରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହାର ତୀବତ୍ରା ୫.୮ ରେକର୍ଡ କରାଯାଇଛି। ଭୂପୃଷ୍ଠର ୮…
Read More...

୨୫ ବର୍ଷ ପରେ ପଡୁଛି ଶ୍ରୀଜୀଉମାନଙ୍କର ନାଗାର୍ଜ୍ଜୁନ ବେଶ

ଭୁବନେଶ୍ୱର: ଦୀର୍ଘ ୨୫ବର୍ଷ ପରେ ଚଳିତ ବର୍ଷ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆସନ୍ତା ନଭେମ୍ବର ୨୭ ଶୁକ୍ରବାରରେ ଏହି ଦୁର୍ଲ୍ଳଭ ବେଶ ଅନୁଷ୍ଠିତ ହେବ ବୋଲି…
Read More...

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ବର୍ଷା ବଢ଼ାଇବ ଶୀତ

ଭୁବନେଶ୍ବର:  ଗତ କିଛିଦିନ ଧରି ବେଶ୍ ଜାଡ଼ରେ ଥରୁଥିବା ଓଡ଼ିଶାର ଜଳବାୟୁରେ କିଛିଟା ଉତ୍ତାପ ଅନୁଭୂତ ହୋଇଛି। ଲଗାତାର ୧୪/୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ଏହି ସଂଖ୍ୟା ଏବେ ୫କୁ ଖସିଆସିଛି।…
Read More...

୪ରେ ଅବସର ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି କଳ୍ପେସ ସତ୍ୟେନ୍ଦ୍ର ଝାଭେରୀ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି କଳ୍ପେସ ସତ୍ୟେନ୍ଦ୍ର ଝାଭେରୀ ଚଳିତମାସ ଚାରି ତାରିଖରେ ଅବସର ନେବେ। ଶନିବାର ଅଦାଲତ ଛୁଟିଥିବାରୁ ଜଷ୍ଟିସ ଝାଭେରୀ ଶୁକ୍ରବାର ନିଜର ଶେଷ କୋର୍ଟ କରିବେ। ସେ ଓଡ଼ିଶା…
Read More...

ରାଜ୍ୟକୁ ପଡ଼ିପାରେ ମାନ୍ଦାବସ୍ଥାର ପ୍ରଭାବ, ବଜେଟ ପାଇଁ ଅର୍ଥ ବାଧକ

ଭୁବନେଶ୍ବର: ଆଗାମୀ ବଜେଟ ପାଇଁ ସମ୍ବଳ ସଂଗ୍ରହରେ ସଙ୍କଟ ଦେଖାଦେଇପାରେ। କାରଣ ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ରାଜସ୍ବ ସଂଗ୍ରହ ହାର ସେତେଟା ଉତ୍ସାହଜନକ ନୁହେଁ। ଏବେ ରାଜ୍ୟରେ…
Read More...