ଭାରତ ବିପକ୍ଷ ଟି୨୦: ଶ୍ରୀଲଙ୍କାର ନେତୃତ୍ବ ନେବେ ମାଲିଙ୍ଗା

କଲମ୍ବୋ : ରବିବାରଠାରୁ ଭାରତୀୟ କ୍ରିକେଟ ଦଳ ୨୦୨୦ରେ ତା’ର ଅଭିଯାନ ଆରମ୍ଭ କରିବ। ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଭାରତ ୩ଟି ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ। ଏହି ସିରିଜ୍‌ରେ ଜାନୁଆରୀ ୫ରେ…
Read More...

ଜାନୁଆରୀ ୬କୁ ଘୁଞ୍ଚିଲା ନିଟ୍‌ ଆବେଦନ

ଭୁବନେଶ୍ବର: ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ‘ନିଟ୍‌’ (ୟୁଜି)ନିମନ୍ତେ ଚାଲିଥିବା ଅନଲାଇନ୍ ଆବେଦନ ତାରିଖକୁ ଜାନୁଆରୀ ୬ ଯାଏ ବଢାଇ ଦିଆଯାଇଛି। ପୂର୍ବରୁ ଏହି ତାରିଖ ୨…
Read More...

ଶ୍ରୀଲଙ୍କା ସେନାରେ ଯୋଗ ଦେଲେ ତିସାରା ପରେରା

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଅଲରାଉଣ୍ଡର ତିସାରା ପରେରା ଦେଶର ସେନାବାହିନୀରେ ଜଣେ ମେଜର୍‌ ଭାବେ ଯୋଗ ଦେଇଛନ୍ତି। ଏ ସଂପର୍କରେ ପରେରା ଟ୍ବିଟର୍‌ରେ ସୂଚନା ଦେବା ସହ ସେନାର କମାଣ୍ଡର ଲ୍ୟୁଟେନାଣ୍ଟ…
Read More...

ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି: ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୨୫% ସଂରକ୍ଷଣ

ଭୁବନେଶ୍ବର: କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୨୫% ସଂରକ୍ଷଣ ଯେଭଳି ଆସନ୍ତା ଶିକ୍ଷାବର୍ଷରୁ ମିଳିପାରିବ ସେ ଦିଗରେ ନିୟମାବଳୀ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…
Read More...

୫-ଟି ପ୍ରଭାବ: ୪ମାସରେ ଜାରି ହେଲା ୮ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ଓ ୨୬.୬୦ ଲକ୍ଷ ପ୍ରଦୂଷଣ ସାର୍ଟିଫିକେଟ୍‌

ଭୁବନେଶ୍ବର: ୫-ଟିର ଅନୁପାଳନ ଲକ୍ଷ୍ୟରେ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର କରାଇବା ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ପରିବହନ ବିଭାଗ ଦେଖାଇଥିବା ତତ୍ପରତା ଅନେକାଂଶରେ ଫଳପ୍ରଦ ହୋଇଛି। ଗତ ଚାରିମାସ ମଧ୍ୟରେ ରେକର୍ଡ…
Read More...

ସିଏଏକୁ ବିରୋଧ ଦେଖି କେନ୍ଦ୍ରର ବିକଳ୍ପ ଯୋଜନା, ଅନ୍‌ଲାଇନରେ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନକୁ ବିରୋଧ ଜାରି ରହିଥିବାବେଳେ ଏବଂ ଡଜନେରୁ ଅଧିକ ରାଜ୍ୟ ସରକାର ଏହାକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିବା ପରେ କେନ୍ଦ୍ର ସରକାର ଏହାର କାର୍ଯ୍ୟକାରିତା ପାଇଁ…
Read More...

ଗୁରୁବାର ରାଶିଫଳ

ମେଷ: ବାଧା ବିଘ୍ନକୁ ଏଡାଇ କାର୍ଯ୍ୟ କରି ଚାଲିବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ସର୍ବୋପରି ରାଜଯୋଗ ଅଛି। ମଧୁର କଥା କହି ପରକୁ ଆପଣାର କରିବେ; ମାତ୍ର ଖର୍ଚ୍ଚାନ୍ତ…
Read More...

ରାଧାଶ୍ୟାମ ମହାପାତ୍ର ନାଲ୍‌କୋର ନୂଆ ମାନବସମ୍ବଳ ନିର୍ଦେଶକ

ଭୁବନେଶ୍ୱର : ନବରତ୍ନ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍‌କୋ)ର ନୂତନ ନିର୍ଦେଶକ (ମାନବସମ୍ବଳ) ଭାବେ ରାଧାଶ୍ୟାମ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ସେଣ୍ଟ୍ରାଲ୍ କୋଲ ଫିଲ୍ଡସ…
Read More...

ମୋଦୀ ଓ ଶାହାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ତାମିଲ ମେଧାବୀ ଯୁବକ ଗିରଫ

ଚେନ୍ନଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ତାମିଲନାଡୁର ମେଧାବୀ ଯୁବକ ନେଲ୍ଲାଇ କାନ୍ନନ ବୁଧବାର ଗିରଫ ହୋଇଥିବା ଜଣାପଡ଼ିଛି। ତାଙ୍କୁ…
Read More...

ପର୍ଯ୍ୟଟନସ୍ଥଳ କୁସୁମାରରେ ଆରମ୍ଭ ହେଲା ନୌଯାତ୍ରା

ଯାଜପୁର : ଯାଜପୁର ଅନ୍ୟତମ ପର୍ଯ୍ୟଟନସ୍ଥଳ କୁସୁମାର ନୀଳ ଜଳରାଶିରେ ବୁଧବାର ନୌଯାତ୍ରାର ଶୁଭାରମ୍ଭ ହୋଇଛି ।  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ରଂଜନ କୁମାର ଦାସ ଏହାକୁ  ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ…
Read More...

ଗ୍ଲୋବାଲ ପିସ୍ ପାଂଉଣ୍ଡେସନ ପକ୍ଷରୁ ‘ୱାର୍ଲ୍ଡ ଇଂଟିଗ୍ରେସନ ଡେ’ ପାଳିତ

ଯାଜପୁର : ଯାଜପୁର ଜିଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଗ୍ଲୋବାଲ ପିସ୍ ପାଂଉଣ୍ଡେସନ ପକ୍ଷରୁ ୱାର୍ଲ୍ଡ ଇଂଟିଗ୍ରେସନ ଡେ ପାଳିତ ହୋଇଯାଇଛି । ସାରା ବିଶ୍ୱକୁ ଏକ ସୁତ୍ରରେ ବାନ୍ଧିବା ଲକ୍ଷ୍ୟରେ ଫାଉଣ୍ଡେସନ…
Read More...

ପିକନିକ ହେଲା କାଳ : ବାମ୍ଫିକୁ ବାଇକ ଖସି ୩ ମୃତ, ୨ ଗୁରୁତର

ଦିଗପହଣ୍ଡି : ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୌତମୀ ନିକଟସ୍ଥ ଋଷିକୂଲ୍ୟା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଋଷିକୂଲ୍ୟା ମୁଖ୍ୟ କେନାଲରେ ଥିବା ବାମ୍ଫିକୁ ଦୁଇଟି ବାଇକ ଖସିପଡ଼ିଥିବା ଜଣାପଡ଼ିଛି। ଘଟଣା…
Read More...

ଶିବସେନା ସକାଳେ ବାଘ……ସନ୍ଧ୍ୟାରେ ବିଲେଇ : ଦେବେନ୍ଦ୍ର ଫଡନଭୀସ

ମୁମ୍ବଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ନୂଆବର୍ଷରେ ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ ସହଯୋଗୀ ଦଳ ଶିବସେନାକୁ ଟାର୍ଗେଟ କରିଛନ୍ତି। ଶିବସେନା ସକାଳେ ବାଘ ହେଲେ ସନ୍ଧ୍ୟାରେ…
Read More...

‘ସମାଜ’ ପ୍ରଭାବ : ନୂଆ ରୂପରେଖ ନେଲା ଆଖଣ୍ଡଳମଣିଙ୍କ ରତ୍ନପଲଙ୍କ

ଆରଡି : ଦୀର୍ଘ କିଛିବର୍ଷ ହେବ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ପ୍ରଶାସନିକ ଅଣଦେଖା ଯୋଗୁ ବାବା ଆଖଣ୍ଡଳମଣି ଭଙ୍ଗା ରତ୍ନପଲଙ୍କରେ ଶୋଇବା ଘଟଣା ସର୍ବପ୍ରଥମେ ଦୈନକ 'ସମାଜ'ରେ ପ୍ରକାଶ ପାଇଥିଲା। ଏହା ପରେ ମନ୍ଦିର ଓ…
Read More...

ଏହି ମଡ଼େଲଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡିଆ : ଆଜି ହେଲା ନିର୍ବନ୍ଧ

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ନୂଆବର୍ଷ ଅବସରରରେ ମଡ଼େଲ ନତାସା ସ୍ତାନୋଭିକଙ୍କ ସହ ନିର୍ବନ୍ଧ କରିଛନ୍ତି। ଏନେଇ ଉଭୟ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡ଼ିଓ ଅପଲୋଡ…
Read More...

ନୂଆବର୍ଷ : ଦୋଳି ରଶିରେ ଗୁଡେଇ ହୋଇ ନାବାଳିକା ମୃତ

ସୋର : ବାଲେଶ୍ବର ଜିଲା ବାହାନଗା ବ୍ଲକ ଅନ୍ତର୍ଗତ ଦ୍ବାରିକା ଗ୍ରାମରେ ବୁଧବାର ଏକ ଅଭବାନୀୟ ଘଟଣା ଘଟିଛି। ଜଣେ ନାବାଳିକା ଦୋଳି ଖେଳୁଥିବା ବେଳେ ବେକରେ ରଶି ଗୁଡେଇ ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା…
Read More...

ରିଲାଏନ୍ସ ଜିଓର ଜବରଦସ୍ତ ଅଫର : ମିଳିବ ୧୦୨୪ଜିବି ଡ଼ାଟା

ନୂଆଦିଲ୍ଲୀ : ରିଲିଏନ୍ସ ଜିଓ ତାର ଉପୋଗଭକ୍ତାଙ୍କ ସୁବିଧା ଦୃଷ୍ଟିରୁ ନିୟମିତ ଭାବେ ଅଫର ଦେଇଆସୁଛି। ଏହି ପରିପ୍ରେକ୍ଷିରେ ଜିଓ ଏକ ନୂଆ ଟପ୍ଅପ୍ ଭାଉଚରର ବଜାର ପ୍ରବେଶ କରିଛି। ଏଥିରେ କମ୍ପାନୀ ପକ୍ଷରୁ ଜିଓ ଫାଇବରର ଏକ…
Read More...

ଚିକିତ୍ସା ଅବହେଳାରେ ଛାତ୍ରୀ ମୃତ୍ୟୁ ଅଭିଯୋଗ

ପାଟଣା: କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ଖଜିରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ଚିକିତ୍ସା ଅବହେଳାରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ…
Read More...

ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ : କନ୍ଧମାଳ ପୁଲିସ ନିକଟରେ ବୁଧବାର ଜଣେ  ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି। ଘୁମୁସର ଏରିଆ କମିଟି ବିଜିଏନ ଡିଭିଜନର ମହିଳା କ୍ୟାଡରର ଭାବେ କାର୍ଯ୍ୟ କରୁଥିଲେ। ସେ ୩ଟି ବଡ଼ ଧରଣର ମାଓ…
Read More...

ନୂଆବର୍ଷରେ ମଦ୍ୟପାନ କରି ଗାଡ଼ି ଚଳାଇ ମୁମ୍ବଇରେ ୭୭୮ ଓ ଦିଲ୍ଲୀରେ ୩୫୨ଲୋକଙ୍କ କଟିଲା ଚାଲାଣ

ନୂଆଦିଲ୍ଲୀ : ଆଜି ନୂଆବର୍ଷ ଅବସରରେ ମଦ୍ୟପାନ କରି ଗାଡ଼ି ଚାଳନା କରି ଏବଂ ଅନ୍ୟାନ୍ୟ ଟ୍ରାଫିକ ନିୟମ ଭଙ୍ଗ କରିଥିବାରୁ ୧୮୭୮ଜଣ ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ସେଥିମଧ୍ୟରୁ ୭୭୮ଜଣ ଲୋକ ମଦ୍ୟପାନ କରି…
Read More...

ନୂଆବର୍ଷରେ ଆଖଣ୍ଡଳମଣିଙ୍କ ନିକଟରେ ଶୁଭ ମନାସିଲେ ଅଗଣିତ ଭକ୍ତ

ଆରଡି :  ନୂଆବର୍ଷର ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପହିଲି ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ହଜାର-ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା। ବିଶେଷକରି…
Read More...

ଜନ୍ମଦିନ ଓ ନୂଆବର୍ଷ ବିଶେଷ : ୪୧ବର୍ଷ ବୟସରେ ବିଦ୍ୟା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଦି ଡାର୍ଟି ପିକଚର ଚଳଚ୍ଚିତ୍ରରୁ ବଲିଉଡ଼ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ବିଦ୍ୟା ବାଲନ ବୁଧବାର ନୂଆବର୍ଷରେ ୪୧ବର୍ଷ ବୟସରେ ପଦାର୍ପଣ…
Read More...

ନବବର୍ଷ ୨୦୨୦ ଉପଲକ୍ଷେ ପୁଲିସ ମହା ନିର୍ଦ୍ଦେଶକଙ୍କ ଆରକ୍ଷୀ ବିଭାଗର ସମସ୍ତକୁ ଶୁଭକାମନା

କଟକ :  ନବବର୍ଷ ୨୦୨୦ ଉପଲକ୍ଷେ ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ଅଂଶ ଗ୍ରହଣ କରି…
Read More...

ନୂଆବର୍ଷ‌ରେ ଭାବବିହ୍ବଳ କଲାଭଳି ଭିଡ଼ିଓ ସେୟାର କଲେ ସଚିନ

ମୁମ୍ବଇ : ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଆଜି ନୂଆବର୍ଷ ଅବସରରେ ଭାବ ବିହ୍ବଳ କଲାଭଳି ଏକ ଭିଡ଼ିଓ ସେୟାର କରିଛନ୍ତି। ସଚିନ ସାମାଜିକ ଗଣମାଧ୍ୟମରେ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି। ଏହା…
Read More...

୨୦୧୯ର ସ୍ମୃତି ଓ ୨୦୨୦ର ସଂକଳ୍ପ

ଅନେକ ତିକ୍ତ-ମଧୁର ଅନୁଭୂତି ଦେଇ ‘୨୦୧୯’ ବିଦାୟ ନେଇଛି। ନୂଆ ଆଶା, ଉଦ୍ଦୀପନା ଓ ସ୍ୱପ୍ନର ସମ୍ଭାର ନେଇ ଆସିଛି ‘୨୦୨୦’। ସମୟର ଚିରନ୍ତନ ଗତିରେ ବିଦାୟ ଓ ଆଗମନ ଏକ ନିରନ୍ତର ପ୍ରକ୍ରିୟା। ଏହି ପ୍ରକ୍ରିୟା ମଧ୍ୟରେ…
Read More...

ଶୀତରୁ ମିଳିବନି ନିସ୍ତାର,ଦୁିଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର: ସମଗ୍ର ରାଜ୍ୟ ଅସହ୍ୟ ଶୀତରେ ଥରୁଥିବା ବେଳେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବ ନାହିଁ। ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ୪ ତାରିଖ ପର୍ଯ୍ୟନ୍ତ ବର୍ଷାର…
Read More...

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ କାର ଦୁର୍ଘଟଣାଗ୍ରସ୍ତ,୧ ମୃତ

ପିପିଲି: ଭୁବନେଶ୍ବର - ପୁରୀ ଜାତୀୟ ରାଜପଥ ର କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ଥ ହୋଇ ରାସ୍ତାକଡ଼ ନୟନଜୋରି ମଧ୍ୟରେ ପଶିଯାଇଛି l ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା…
Read More...

୨୦୧୯ର ନମ୍ବର ୱାନ୍ ଦିନିକିଆ ସ୍କୋରର୍ ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦଳର ଓପ୍‌ନର ରୋହିତ ଶର୍ମା ୨୦୧୯ରେ ବିଶ୍ବରେ ସର୍ବାଧିକ ଦିନିକିଆ ସ୍କୋରର୍ ହେବାର କୃତିତ୍ବ ହାସଲ କରିଛନ୍ତି। ଏହି ଦୌଡ଼ରେ ଅଧିନାୟକ ବିରାଟ କୋହଲିଙ୍କୁ ରୋହିତ ପଛରେ ପକାଇ ଦେଇଛନ୍ତି।…
Read More...

ଓଡ଼ିଶା ପ୍ରାଶାସନିକ ସେବା ଇତିହାସରେ ନୂଆ ଧାରା: ପଦୋନ୍ନତିରୁ ବର୍ଷ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟ ଆଜି ବର୍ଷର ଶେଷଦିନ ସୁଦ୍ଧା ଶତାଧିକ କର୍ମଚାରୀ ଓ ଅଧିକାରୀଙ୍କୁ ବିଭିନ୍ନ ବିଭାଗ ପକ୍ଷରୁ ପଦୋନ୍ନତି ଦିଆଯାଇଛି। ଏକକାଳୀନ ଶତାଧିକ କର୍ମଚାରୀ ଓ…
Read More...

ଇଂରାଜୀ ନବବର୍ଷ ୨୦୨୦ର ଅଭିନନ୍ଦନ ଓ ଶୁଭେଚ୍ଛା

ଭୁବନେଶ୍ବର(ସତ୍ୟଜିତ୍ ସାହୁ):୨୦୧୯ ର ବିଦାୟ ସହ ଇଂରାଜୀ ନୂଆବର୍ଷ ୨୦୨୦ ଆସିଛି ଏବଂ ଚଳନ୍ତି ଇତିହାସର ଏକ ନୂଆପୃଷ୍ଠା ଖୋଲିଛି। ବାଳୁତ ସୂର୍ଯ୍ୟର ମନୋରମ ଦୃଶ୍ୟକୁ ଉପଭୋଗ କରୁକରୁ ଅନ୍ୟମନସ୍କରେ ଆସି ମଧ୍ୟାହ୍ନରେ…
Read More...

ଅଯୋଧ୍ୟାରେ ମସଜିଦ ପାଇଁ ଜମି ଚିହ୍ନଟ

ଲକ୍ଷ୍ନୌ: ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସରକାର ଜମି ଚିହ୍ନଟ କରିଛନ୍ତି। ପଞ୍ଚକୋଶୀ ପରିକ୍ରମାର ଉପକଣ୍ଠରେ ଚିହ୍ନଟ ହୋଇଥିବା ୫ଟି ସ୍ଥାନ ମଧ୍ୟରୁ ଗୋଟିଏ ଜମିକୁ ସୁନ୍ନି ୱାକଫ ବୋର୍ଡକୁ ମସଜିଦ…
Read More...

ବୁଧବାର ରାଶିଫଳ

ମେଷ: ଆୟ ଆଶାନୁରୂପ ହେବ। ବ୍ୟବସାୟ ଲାଭଜନକ ହେବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣୀ ହେବେ। ପ୍ରସନ୍ନତା ଲାଭ କରିବେ।…
Read More...

ବେନିୟମ ମଦ କାରବାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହିଳାଙ୍କ ଦାବି ପତ୍ର ପ୍ରଦାନ

କଲମପୁର : ଦେଶୀ ଓ ବିଦେଶୀ ମଦର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ଅନେକ ପରିବାର। ନିଶାଡିଙ୍କ ପ୍ରଭାବ କାରଣରୁ ଅନେକ ପରିବାରରେ ଲାଗି ରହିଛି ଅଶାନ୍ତି। ବିଶେଷ କରି ମହିଳା ମାନେ ଅନେକ ସମୟରେ ନିଶାଡିଙ୍କ ଦୌରାତ୍ମ୍ୟର…
Read More...

ଆଇଏଏସ୍ ଅଫିସର ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ, ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ବର : ଆଇଏଏସ୍ ଅଫିସର ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଆସନ୍ତା ୫ତାରିଖ ଯାଏଁ ସେ ଭିଜିଲାନ୍ସ ରିମାଣ୍ଡରେ ରହିବେ। ଜାନୁୟାରୀ…
Read More...

ମୋତେ ଫସାଇ ଦିଆଯାଇଛି : ଆଇଏଏସ୍ ବିଜୟ କେତନ

ଭୁବନେଶ୍ବର : ଗତକାଲି ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିବା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି। ସେ…
Read More...

ନୂଆବର୍ଷ-୨୦୨୦କୁ ଧୁମଧାମରେ ପାଳନ କଲେ ସିଡ଼ନୀବାସୀ

ସିଡ଼ନୀ : ଅଷ୍ଟ୍ରେଲିଆର ସିଡ଼ନୀରେ ନୂଆବର୍ଷ-୨୦୨୦ ଧୁମଧାମରେ ପାଳିତ ହୋଇଯାଇଛି। ସିଡ଼ନୀବାସୀ ବାଣ ଫୁଟାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି। ଦେଖନ୍ତୁ ସିଡ଼ନୀରେ ହୋଇଥିବା ଆତସବାଜିର ଦୃଶ୍ୟ…
Read More...

ଏନଏସ୍‍ଏସ୍‍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆରଡିପୀଠରେ ଦିନିକିଆ ସେବାଶିବିର

ଆରଡି : ନୂଆବର୍ଷ ପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଭକ୍ତଙ୍କ ସମାଗମ ହେବ। ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି…
Read More...

ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା

ଆରଡି : ବୁଧବାର ନୂଆବର୍ଷ ପାଳନ ପାଇଁ ରାଜ୍ୟ କୋଣ ଅନୁକୋଣରୁ ହଜାର-ହଜାର ଭକ୍ତଙ୍କ ସମାଗମ ହେବ ଭଦ୍ରକର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମରେ। ତାହାସହ ଶ୍ରଦ୍ଧାଳୁମାନେ ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ…
Read More...

ଗାଁରୁ ଝିଙ୍କ ଉଦ୍ଧାର : ସଂରକ୍ଷିତ ଜଙ୍ଗଲରେ ଛାଡିଲେ ବନବିଭାଗ କର୍ମୀ

ଠାକୁରମୁଣ୍ଡା : ଦିନକୁ ଦିନ ଜଙ୍ଗଲ କ୍ଷୟ  ହେବା ସହିତ ଜୀବଜନ୍ତୁ ଏବେ ଗ୍ରାମ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ଜିଲାର କରଞ୍ଜିଆ ବନଖଣ୍ଡ ଅଧିନ ସରାସପୋଷି ଗ୍ରାମରୁ ଏକ ୨ଫୁଟ ଉଚ୍ଚ ୧୦ରୁ୧୨ ବର୍ଷର ଝିଙ୍କ…
Read More...

ପ୍ରଥମେ ନୂଆବର୍ଷ-୨୦୨୦ ପାଳିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡା : ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ଇଂରାଜୀ ନବବର୍ଷ-୨୦୨୦କୁ ପାଳନ କରିଛି। ଏଠାରେ ଧୁମଧାମରେ ନୂଆବର୍ଷ -୨୦୨୦କୁ ସ୍ୱାଗତ କରାଯାଇଛି ।  ବାଣ ଫୁଟାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାରା…
Read More...

ପରମ୍ପରା ଓ ବିଶ୍ୱାସ ନାଁରେ ବଳି ପଡିଲେ ଶହ ଶହ ପଶୁପକ୍ଷୀ

ବଲାଙ୍ଗୀର : ବଲାଙ୍ଗୀର ଜିଲାର ବହୁ ପ୍ରସିଦ୍ଧ ଶୁଲିଆ  ଯାତ୍ରା ମଙ୍ଗଳବାର ସଂପନ୍ନ ହୋଇଛି। ପୈାଷ ମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର ଦିନ ପ୍ରତିବର୍ଷ ଧୂମଧାମର ସହ ପାଲନ ହେଉଥିବା ଏହି ଯାତ୍ରା ଚଳିତ ବର୍ଷ ମଧ୍ୟ…
Read More...

ଭୋଜି ବେଳେ ମଦ ପିଇ ୫ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ବରଡ଼ି ଗ୍ରାମରେ ମଙ୍ଗଳବାର ମଦ ପିଇ ୫ ଜଣ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୫ ଜଣ ବ୍ୟକ୍ତି ଭୋଜି ପରେ ମଦ୍ୟପାନ…
Read More...

ଘଟଗାଁରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ; ମା’ ତାରିଣୀଙ୍କ ଦର୍ଶନ କଲେ

କେନ୍ଦୁଝର : କେନ୍ଦୁଜର ଜିଲା ଘଟଗାଁରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି। ସେ ହେଲିପ୍ୟାଡରୁ ମନ୍ଦିର ଯାଇ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ସ୍ଵାଗତ ଜଣାଇବା…
Read More...

ପୂରୁଣା ମୋବାଇଲରେ ବନ୍ଦ ହେବ ହ୍ବାଟସ ଆପ

ନୂଆଦିଲ୍ଲୀ : ନୂଆବର୍ଷ ଆରମ୍ଭ ପୂର୍ବରୁ ହ୍ବାଟସ ଆପ କିଛି ଫୋନରେ ବନ୍ଦ ହେବାକୁ ଯାଉଛି। କମ୍ପାନୀ ସୂଚନା ମୁତାବକ ୩୧ ଡିସେମ୍ବର ପରେ ଓ୍ବିଣ୍ଡୋଜ ଓ ଓଏସ ଫୋନରେ ହ୍ବାଟସ ଆପ ବନ୍ଦ ହୋଇଯିବ। ୧ ଫେବୃଆରୀ ୨୦୨୦ ମସିହାରୁ…
Read More...

ନୂଆବର୍ଷ ପାଇଁ ରାତି ଗୋଟାଏରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ନୂଆବର୍ଷ ପାଇଁ ଆଜି ରାତି ଗୋଟଏରୁ ଖୋଲିବ ପୁରୀ ଶ୍ରୀମନ୍ଦିର। ମଙ୍ଗଳବାର ରାତି ୧୦ଟା ୩୦ ସୁଦ୍ଧା ପହୁଡ଼ ନୀତି ସମ୍ପନ୍ନ କରାଯିବ। ଏହାପରେ  ରାତି ଗୋଟାଏରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର…
Read More...

ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଳାହାଣ୍ଡି : ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ସୋମବାର କଳାହାଣ୍ଡି ଜିଲା ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ ଏହି…
Read More...

ହାତୀ ଆକ୍ରମଣରେ ମହିଳା ମୃତ

ଅନୁଗୁଳ : ଅନୁଗୁଳ ଜିଲା ପୁରାଣକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।  ମୃତ ମହିଳା ଜଣକ ହେଲେ ଜୟନ୍ତୀ ବୋରା। ସୂଚନା ଅନୁଯାୟୀ, ମହିଳା ଜଣକ କୌଣସି…
Read More...

ଥରୁଛି ଓଡିଶା:ସୋନପୁର ସବୁଠୁ ଥଣ୍ଡା

ଭୁବନେଶ୍ବର: କୋହଲା ପବନ କମିଛି, ଖରା ତାତି ବି ବଢ଼ିଛି। କିନ୍ତୁ ଜାଡ଼ରୁ ନିସ୍ତାର ନାହିଁ। ଶୀତ ବଳୟରେ ସମଗ୍ର ଓଡ଼ିଶା ଥରୁଛି। ଲଗାତାର ତୃତୀୟ ଦିନ ପାଇଁ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରହିଛି। ଶନିବାର…
Read More...

ଆସନ୍ତୁ ହସିବା

(କିଶୋର ମହାନ୍ତି)  ହସନ୍ତୁ.....ହସାନ୍ତୁ। ହସିବାକୁ ଚେଷ୍ଟା କରନ୍ତୁ, କିନ୍ତୁ ଆପଣମାନେ ହସିପାରୁ ନାହାନ୍ତି। ସତରେ ମନ ଖୋଲି ହସିବାକୁ ମଣିଷ ପାଖରେ ସେତକ ସମୟ କାହିଁ? ଦୁନିଆସାରା ନୁଖୁରା ମୁହଁ ଗୁଡ଼ାକୁ ଚାହିଁଦେଲେ…
Read More...

ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଆଜିଠାରୁ ଆରମ୍ଭ ହେବ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ୨୦୧୯ ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୧୦ ଜାନୁଆରୀ ୨୦୨୦ ଯାଏ ଚାଲିବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ଏଣୁ ମଙ୍ଗଳବାରଠାରୁ ଆରମ୍ଭ ହେଉଛି…
Read More...

ସରକାରଙ୍କ ପାଖରେ ବାସହରାଙ୍କ ତଥ୍ୟ ନାହିଁ: କଂଗ୍ରେସ

ଭୁବନେଶ୍ୱର: ବାସହରା ଓ ନିରାଶ୍ରୟମାନଙ୍କ ସମ୍ପର୍କରେ ରାଜ୍ୟରେ ତଥ୍ୟ ନାହିଁ। ରାଜ୍ୟର ନିରାଶ୍ରୟ, ବାସହରା ଲୋକେ ଶୀତୁଆ ରାତିରେ ‘ଫୁଟପାଥ, ଓଭରବ୍ରିଜ ତଳେ, ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ଆଶ୍ରୟ ନେଉଛନ୍ତି। ସେ…
Read More...

୧ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତା ବଜାୟ ରଖିଲେ କୋହଲି

ଦୁବାଇ: ୨୦୧୯ ବର୍ଷ ଶେଷରେ ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୧ନଂ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ପଛରେ ପକାଇ କୋହଲି ଏହି କୃତିତ୍ବ ହାସଲ…
Read More...

ବିଡିଏ ଜାରି କଲା ନିର୍ଦେଶନାମା: ଜମି କିଣିବା ପୂର୍ବରୁ ଯାଞ୍ଚ୍ ଜରୁରୀ

ଭୁବନେଶ୍ବର: ଭୁବନେଶ୍ବରରେ ଜମି କିଣୁଛନ୍ତି କି ? କିଣିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ। କ୍ରୟ କରୁଥିବା ଜମି ବିଡିଏର ଅନୁ‌େ‌ମା‌ଦନ ଲାଭ କରିଛି ନା ନାହିଁ ଭଲ ଭାବେ ଯାଞ୍ଚ କରାଇ ନିଅନ୍ତୁ। ଏଥିପାଇଁ ବିଡିଏ ଅନ୍‌…
Read More...

ସବୁ ଟେଲିକମ୍‌ ଅପରେଟରଙ୍କୁ ପରୀକ୍ଷଣ ଭିତ୍ତିରେ ମିଳିବ ୫ଜି ସ୍ପେକ୍‌ଟ୍ରମ୍‌: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ପରୀକ୍ଷଣ ଭିତ୍ତିରେ ଦେଶର ସବୁ ଟେଲିକମ୍‌ ଅପରେଟରଙ୍କୁ କେନ୍ଦ୍ର ସରକାର ୫ଜି ସ୍ପେକ୍‌ଟ୍ରମ୍‌ ଯୋଗାଇଦେବେ। ଏ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆହୁରିମଧ୍ୟ ଅନ୍ୟ ଟେଲିକମ୍‌ ଅପରେଟରଙ୍କ ସହ…
Read More...

ଏଣିକି କୋର୍ଟକୁ ଯିବେନି ଦୁର୍ଦାନ୍ତ ଅପରାଧୀ, ଭିଡିଓ କନଫରେନ୍ସିଂରେ କରାଯିବ ଜେରା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ଦାନ୍ତ ଅପରାଧୀଙ୍କୁ କୋର୍ଟ ନେବା ଆଣିବା ବେଳେ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ଏଣିକି ଶୁଣାଣି କରାଯିବ।…
Read More...

ସେସୁ ଘରୋଇକରଣ ପ୍ରତିବାଦରେ ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟୁତ୍‌ ଆବଣ୍ଟନ କମ୍ପାନୀ ସେସୁର ଘରୋଇକରଣକୁ ତୀବ୍ର ବିରୋଧ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ। ସେସୁର ହଜାର ହଜାର କର୍ମଚାରୀ ସୋମବାର ବିରାଟ ଶୋଭାଯାତ୍ରାରେ ଯାଇ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଅର୍ଥାଭାବ ପୂରଣ କରିବାରେ ସକ୍ଷମ ହେବେ। ଆୟ ଯଥେଷ୍ଟ ପରିମାଣର ହେବ। ସୁସ୍ଥ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ବୃଷ: ଭ୍ରାତୃ ବିବାଦ…
Read More...

ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି ହୋଇନି: ସିଆରପିଏଫ୍‌

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ହୋଇ ନ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ପକ୍ଷରୁ ସଫେଇ ଦିଆଯାଇଛି।…
Read More...

ମଦ୍ୟପ ଭିଣୋଇର ଉନ୍ମତ୍ତକାଣ୍ଡ, ପନିକିରେ କାଟିଦେଲା ଶଳାର ଯୌନାଙ୍ଗ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଧାରୁଆ ପନିକିରେ ଶଳାର ଯୌନାଙ୍ଗକୁ ଭିଣୋଇ କାଟିଦେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ନୀଳଗିରି ଥାନା…
Read More...

ଆଧାର-ପାନ୍ କାର୍ଡ ସଂଯୋଗ ସମୟସୀମା ୩ମାସ ବଢିଲା

ଭୁବନେଶ୍ଵର : ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ସମୟସୀମା ତିନି ମାସ ପାଇଁ ଅର୍ଥାତ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଏହି ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି)…
Read More...

ଫେବୃଆରୀ ୫ରେ ଭୁବନେଶ୍ୱରରେ ପାଳନ ହେବ ଭକ୍ତ ଦାସିଆଙ୍କ ରାଜ୍ୟସ୍ତରୀୟ ତିରୋଧାନ ଦିବସ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ତିରୋଧାନ ଦିବସ ଆସନ୍ତା ମାଘ ଶୁକ୍ଳ ପକ୍ଷ ଏକାଦଶୀ ତିଥି ତଥା ଫେବୃଆରୀ ୫ ତାରିଖରେ ଭୁବନେଶ୍ୱରସ୍ଥ ଜୟଦେବ ଭବନ ନିକଟସ୍ଥ ଗୀତଗୋବିନ୍ଦ…
Read More...

ନୂଆବର୍ଷ ପାଳିବନି କଂଗ୍ରେସ : ଉତ୍ସବ ପରିବର୍ତ୍ତେ ଉପବାସ କରିବ ଦଳ

ନୂଆଦିଲ୍ଲୀ : ଆଉ କିଛି ଘଣ୍ଟା ପରେ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ନୂଆବର୍ଷକୁ ଖୁବ୍ ଧୁମଧାମରେ ପାଳିବା ପାଇଁ ବିଭିନ୍ନ ସ୍ଥାନରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ମାତ୍ର ଚଳିତ ଥର କଂଗ୍ରେସ ଦଳ ନୂଆବର୍ଷ…
Read More...

ଭତ୍ତାରୁ ବଞ୍ଚିତ ୭୨ ବର୍ଷୀୟ ବୃଦ୍ଧ : ଆର୍ଥିକ ଦୁର୍ଦ୍ଦଶା ଭିତରେ କାଟୁଛନ୍ତି ଜୀବନ

ଖପ୍ରାଖୋଲ : ସରକାର ସମସ୍ତଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ଅନେକ ସମୟରେ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତା ପାଇବାରୁ…
Read More...

ବିରିକୋଟରେ ୮୭ଟି ଅଭିଯୋଗ ଶୁଣିଲେ ଜିଲାପାଳ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଗଜପତି ଜିଲାପାଳ ଅନୁପମ ସାହା ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି। ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୮୭ଟି…
Read More...

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ୭ମ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାସରେ ସୋମବାର ସନ୍ଧ୍ୟା ୭ଟା ୨୫ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ…
Read More...

ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଫଳକରେ ଉଲ୍ଲେଖ ରହିବ ଜମିଦାତାଙ୍କ ନାମ

ଭୁବନେଶ୍ବର :  ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଲୋକସେବା ଭବନରେ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
Read More...

ଜେନେରାଲ ବିପିନ ରାୱତ ହେଲେ ଦେଶର ପ୍ରଥମ ସିଡିଏସ୍ : ତିନି ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ

ନୂଆଦିଲ୍ଲୀ : ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ସୋମବାର ଦେଶର ପ୍ରଥମ ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍(ସିଡିଏସ୍‍) ଭାବେ ନିଯୁକ୍ତି ପାଇଛନ୍ତି। ସେ ତିନି ବାହିନୀର ମୁଖ୍ୟ ଭାବେ କାର୍ୟ୍ୟ କରିବେ। ସେ ତିନି ବର୍ଷ…
Read More...

ଦାନିଶ କାନେରିଆଙ୍କ ନମସ୍କାର-ସଲାମ-ଜୟ ଶ୍ରୀରାମ ଭିଡ଼ିଓ ଭାଇରାଲ

ଇସଲାମାବାଦ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଲେଗ ସ୍ପିନର ଦାନିଶ କାନେରିଆ ଏବେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ହିନ୍ଦୁ ହୋଇଥିବା କାରଣରୁ ତାଙ୍କ ସହ ପାକ କ୍ରିକେଟ ଦଳରେ କିଭଳି ପାତର ଅନ୍ତର…
Read More...

ପ୍ରେମିକର ଅତ୍ୟାଚାରରେ ଅତିଷ୍ଠ ହୋଇ ନାବାଳିକାଙ୍କ ଆତ୍ମହତ୍ୟା

ଯାଜପୁର : ଯାଜପୁର ଜିଲା ସଦର ଥାନା ବେଣୀପୁର ଗାଁରେ ଜଣେ ନାବାଳିକା ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମିକର ଅତ୍ୟାଚାରରେ ଅତିଷ୍ଠ ହୋଇ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାରଲୋକେ ଥାନାରେ…
Read More...

ଲାଞ୍ଚ ନେଇ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ନିଲମ୍ବିତ

ଭୁବନେଶ୍ବର : ରଜ୍ୟ ସରକାର  ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ନିଳମ୍ବନ କରିଛନ୍ତି। ଲାଞ୍ଚ ନେବାବେଳେ ସେ   ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।  ବିଲ କରାଇବାକୁ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସୋମବାର  ବିଜୟ…
Read More...

ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼

ପିପିଲି : ପୁରୀ ଜିଲା ପିପିଲି ଠାରେ ଜଣେ ପେଟ୍ରାଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ସାକ୍ଷୀଗୋପାଳ-ଅଳଗୁମ ରାସ୍ତାର ସୋମସ୍ବରପୁର ଛକରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଫେରାର…
Read More...

ନିଦର ଆବଶ୍ୟକତା

ବୟସ ବଢ଼ିଲେ କେତେଜଣ ବ୍ୟକ୍ତି ଅଧିକ ସମୟ ଶୋଇବାକୁ ପସନ୍ଦ କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ, ଅବସର ପରେ ଘରେ ବସି ରହିଲେ ଆମେ ଆଳସ୍ୟର ବଶବର୍ତ୍ତୀ ହୋଇଥାଉ। କୌଣସି କାମ କରିବାକୁ ସେଭଳି ଆଗ୍ରହ…
Read More...

ଚୀନ୍ ଛାତ୍ରଛାତ୍ରୀ ସବୁଠୁ ଆଗୁଆ

ନିକଟରେ ବିଶ୍ବସ୍ତରୀୟ ଏକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଚୀନ୍‌‌ ଦେଶର ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସବୁଠୁ ଆଗୁଆ। ପ୍ରଦୂଷଣ ଓ ଲୋକସଂଖ୍ୟା ପାଇଁ ଚର୍ଚ୍ଚାରେ ଥିବା ଏଇ ରାଷ୍ଟ୍ର ଏବେ ଅନ୍ୟ ଏକ କ୍ଷେତ୍ରରେ ମଧ୍ୟ…
Read More...

ପଠାଣି ସାମନ୍ତ ପ୍ଲାନେଟାରିୟମ : ବର୍ଷ ଶେଷ ରବିବାର ରେକର୍ଡ ସଂଖ୍ୟକ ଦର୍ଶକ

ଭୁବନେଶ୍ବର : ୩୦ ବର୍ଷର ରେକର୍ଡ ଭାଙ୍ଗିଛି ପଠାଣି ସାମନ୍ତ ପ୍ଲାନେଟାରିୟମ। ‘ଶୋ’ ପରିବେଷଣ କରି ରବିବାର ୬୫,୨୧୦ ଟଙ୍କା ଅର୍ଥ ସଂଗୃହ କରିଛି। ଡିସେମ୍ବର ୨୨ରେ ସର୍ବାଧିକ ୫୫,୩୩୦ ଟଙ୍କା ସଂଗୃହୀତ ହୋଇଥିଲା। ତେବେ…
Read More...

ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ : ଶ୍ରୀଲଙ୍କାରୁ ଆସିବେ ସିଂହ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୦ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ…
Read More...

ଶୀତ ଆସର-୨୦୧୯ : ‘ସମୃଦ୍ଧ ଜୀବନର ସ୍ବପ୍ନ ଦେଖାଏ ସାହିତ୍ୟ’

ଭୁବନେଶ୍ବର : ଉଚ୍ଚ ଚିନ୍ତନ ଓ ଆନନ୍ଦମୟ ଅନୁଭବ ପାଇଁ ଉତ୍ସାହ ଦିଏ ସାହିତ୍ୟ। ଏକ ସମୃଦ୍ଧ ଜୀବନର ସ୍ବପ୍ନ ଦେଖାଏ। ସ୍ବପ୍ନ-ସମ୍ଭାବନାକୁ ଜାଗରୁକ କରିବାରେ ସାହିତ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ ବୋଲି ବକ୍ତାମାନେ…
Read More...

ଉତ୍କଳରେ ଶିକ୍ଷାର ବାସ୍ତବ ଚିତ୍ର: ସୁଧାରିବ କିଏ ?

୧୯୪୩ ମସିହାରେ ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ତା’ର ପ୍ଲାଟିନମ୍‌ ଜୁବୁଲି ପାଳନ କରିଛି। ରାଜ୍ୟର ଏହି ପ୍ରଥମ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଏହି ଅବସରରେ…
Read More...

ନୂଆବର୍ଷରୁ ବର୍ଷା; ବଢ଼ିବ ଶୀତ

ଭୁବନେଶ୍ବର : ଆଉ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରି ଜାରି ରହିବ। ଅସହ୍ୟ ଜାଡ଼ ଯୋଗୁଁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି…
Read More...

ଆନ୍ତର୍ଜାତିକ କ୍ରିକେଟ୍‌ରୁ ସିଡ୍‌ଲଙ୍କ ଅବସର

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ କ୍ରିକେଟ ଦଳର ବରିଷ୍ଠ ପେସ୍ ବୋଲର ପିଟର ସିଡ୍‌ଲ ରବିବାର ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୧ ବର୍ଷ ଆନ୍ତର୍ଜାତିକ କ୍ରିକେଟ ଖେଳିବା ପରେ ୩୫ ବର୍ଷ ବୟସ୍କ…
Read More...

ଇଜିପ୍ଟ୍‌ରେ ବସ୍‌ ଦୁର୍ଘଟଣା; ୩ ଭାରତୀୟ ପର୍ଯ୍ୟଟକ ମୃତ

କାଇରୋ : ଇଜିପ୍ଟର ସୁଏଜ ସହରରେ ଏକ ସଡକ ଦୁର୍ଘଟଣାରେ ୩ଜଣ ଭାରତୀୟ ପ୍ରାଣ ହରାଇବା ସହ ୧୩ଜଣ ଆହତ ହୋଇଛନ୍ତି। ରବିବାର ଏଠାକାର ଭାରତୀୟ ଦୂତାବାସ ସୂଚନା ଅନୁଯାୟୀ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌ ଏକ ଟ୍ରକ୍…
Read More...

ଆଲିୟାଙ୍କୁ ମିଳିଲା ଉପହାର

ମୁମ୍ବଇ : ୨୦୨୦ ଆଲିୟା ଭଟ୍ଟଙ୍କ ପାଇଁ ନିଶ୍ଚିତ ଶୁଭଙ୍କର ହେବ ବୋଲି ତାଙ୍କ ବନ୍ଧୁ ଓ ପରିବାରଲୋକଙ୍କ ମତ। ମିଳିଥିବା ଖବର ଅନୁସାରେ, ଘନିଷ୍ଠ ବନ୍ଧୁ ରଣବୀର କପୁରଙ୍କ ସହ ଏପ୍ରିଲ୍ କିମ୍ବା ମେ ମାସରେ ତାଙ୍କ ବିବାହ…
Read More...

ନ୍ୟୁଜିଲାଣ୍ଡ ୨୪୭ ରନ୍‌ରେ ପରାସ୍ତ; ଅଷ୍ଟ୍ରେଲିଆର ସିରିଜ ବିଜୟ

ମେଲବୋର୍ଣ୍ଣ : ଆଶା ଅନୁସାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ଟେଷ୍ଟମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ଜିତିବାରେ ସଫଳ ହୋଇଛି। ୨୪୭ ରନ୍‌ରେ ଏହି ବିଜୟ ସହ ପ୍ରଥମ ୨ଟିଯାକ ଟେଷ୍ଟମ୍ୟାଚ୍‌ରେ ଜିତି ଅଷ୍ଟ୍ରେଲିଆ…
Read More...

ଶ୍ରୀମନ୍ଦିର ୱାଚ୍‌ ଟାୱାରରେ ବିଦେଶୀ

ପୁରୀ : ଶ୍ରୀମନ୍ଦିର ୱାଚ୍‌ ଟାୱାରରେ ଚଢି ମୋବାଇଲ କ୍ୟାମେରାରେ ଭିତର ଦୃଶ୍ୟ ରେକର୍ଡିଂ କରିଛନ୍ତି ବିଦେଶୀ ପର୍ଯ୍ୟଟକ। ଶ୍ରୀମନ୍ଦିର ନିରାପତ୍ତା ପାଇଁ ମେଘନାଦ ପ୍ରାଚୀର ନିକଟରେ ନିର୍ମାଣ କରାଯାଇଥିବା ୱାଚ୍‌ ଟାୱାର…
Read More...

ମିଳିବ ବନ୍ୟା, ମରୁଡ଼ିର ଆଗୁଆ ସୂଚନା

ଭୁବନେଶ୍ବର : ଜଳବାୟୁରେ କିପରି ପରିବର୍ତ୍ତନ ହେଉଛି, ଭବିଷ୍ୟତ​ରେ ଏହାର ପ୍ରଭାବ କିପରି ରହିବ, ଏପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଠିକ୍ ପୂର୍ବାନୁମାନ କରିବା ଆରମ୍ଭ କରିବ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)।…
Read More...

ପ୍ରିୟଙ୍କାଙ୍କ ସୁରକ୍ଷା ଭଙ୍ଗ : ସିଆରପିଏଫ୍‌ ଅଧିକାରୀଙ୍କୁ ସମନ

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କ ସୁରକ୍ଷା ବଳୟ ଭଙ୍ଗ ହେବା ଘଟଣାରେ ସିଆରପିଏଫ୍ ଏହାର ଅଧିକାରୀଙ୍କୁ ସମନ ଜାରି ପୂର୍ବକ ସବିଶେଷ ତଥ୍ୟ ଦେବାକୁ କହିଛି। ଶନିବାର ପ୍ରିୟଙ୍କା ଉତ୍ତରପ୍ରଦେଶ…
Read More...

ପ୍ରିୟଙ୍କାଙ୍କ ପାଇଁ ମୁଁ ଗର୍ବିତ: ରବର୍ଟ

ନୂଆଦିଲ୍ଲୀ : ପ୍ରିୟଙ୍କା ଭଦ୍ରାଙ୍କ ଭଳି ପତ୍ନୀଙ୍କ ପାଇଁ ନିଜକୁ ଗର୍ବ ମନେ କରିଛନ୍ତି ସ୍ବାମୀ ରବର୍ଟ ଭଦ୍ରା। ଉତ୍ତରପ୍ରଦେଶ ଗସ୍ତ ସମୟରେ ପ୍ରିୟଙ୍କାଙ୍କ ପ୍ରତି ପୁଲିସର ବ୍ୟବହାରକୁ ନେଇ ରବର୍ଟ ଦୁଃଖ ଓ ବିଚଳିତ…
Read More...

ସୋମବାର ରାଶିଫଳ

ମେଷ: ଗୃହ କାର୍ଯ୍ୟରେ ନିୟୋଜିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବସ୍ଥ୍ୟ…
Read More...

ପ୍ରଥମ ଟେଷ୍ଟ : ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଭିତ୍ତିରେ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌କୁ ଜିତିନେଇଛି ଘରୋଇ ଦକ୍ଷିଣ ଆଫ୍ରିକା। ୨ୟ ଇନିଂସରେ ୩୭୬ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ଇଂଲଣ୍ଡ…
Read More...

ଦନ୍ତା ସହ ଲଢ଼ି ଜୀବନ ହାରିଲା ମାଈ ହାତୀ!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ଦନ୍ତା ସହ ଲଢ଼େଇ କରି ଏକ ମାଈହାତୀର ଜୀବନ ଯିବା ଘଟଣା ସାଧାରଣରେ ହଟଚମଟ ସୃଷ୍ଟି କରିଛି। ବନବିଭାଗ କର୍ମଚାରୀମାନେ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା…
Read More...

ଶିଶୁ ଯୌନ ନିର୍ଯ୍ୟାତନା ଓ ପୋକସୋ ଆଇନ ସମ୍ପର୍କରେ କର୍ମଶାଳା

ଯାଜପୁର : ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଶିଶୁ ଯୌନ ନିର୍ଯ୍ୟାତନା ଓ ପୋକସୋ ଆଇନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଶିଶୁ ସୁରକ୍ଷା…
Read More...

 ରଙ୍ଗଣି ସାହିରୁ ବଜ୍ରକାପ୍ତା ଉଦ୍ଧାର

କଳାପଥର : ବୈଦ୍ୟେଶ୍ୱର ଥାନା ଅଧିନସ୍ଥ ରଙ୍ଗଣିସାହିରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ ବୈଦ୍ୟେଶ୍ୱର ଥାନା ଅଧିକାରୀଙ୍କୁ ଜଣାଇବା ପରେ ପୁଲିସ ପକ୍ଷରୁ…
Read More...

‘କାଳିଆ’ ପାଇଁ ଅନଶନରେ ଅକ୍ଷୟ

ଭୁବନେଶ୍ବର : ‘କାଳିଆ’ ଯୋଜନାରେ ରାଜ୍ୟ ସରକାର ଅର୍ଥ କାଟ କରିବା ପ୍ରତିବାଦରେ ଅନଶନରେ ବସିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ…
Read More...

ସାମ୍ବାଦିକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କଡ଼ା ଆଇନର ଆବଶ୍ୟକ

ଭୁବନେଶ୍ବର : ସାମ୍ବାଦିକ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗକୁ ନେଇ ସ୍ଥାନୀୟ ପାନ୍ଥ ନିବାସଠାରେ ରବିବାର ସନ୍ଧ୍ୟାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କର୍ତ୍ତବ୍ୟରତ ସାମ୍ବାଦିକ ମାନକୁ ସୁରକ୍ଷା ଓ ନିରାପତ୍ତା…
Read More...

ନାଗରିକତା ସଂଶୋଧନ ଆଇନରେ ହୋଇପାରେ ପରିବର୍ତ୍ତନ ସଙ୍କେତ ଦେଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ଦେଶର କେତେକ ସ୍ଥାନରେ ସିଏଏକୁ ବିରୋଧକରି ହିଂସା ଓ ଆନ୍ଦୋଳନ ମଧ୍ୟ ଦେଖାଦେଇଛି…
Read More...

ହେମନ୍ତଙ୍କ ଶପଥ ସମାରୋହରେ ବିରୋଧୀଙ୍କ ମହାମିଳନ

ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ। ହେମନ୍ତ ଝାଡଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହ ଦେଶର ଆଗାମୀ…
Read More...

ଯବାନ ଦେଶର ସୁରକ୍ଷା କରନ୍ତୁ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ବ ଆମର: ଅମିତ ଶାହା

ନୂଆଦିଲ୍ଲୀ : ଯବାନମାନେ ଦେଶର ସୁରକ୍ଷା ପାଇଁ ସୀମାରେ ସବୁ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି। ଖରା,ବର୍ଷା ଓ ଶୀତକୁ ଖାତିର ନକରି ଯବାନ ମାନେ ଦେଶର ସୁରକ୍ଷାରେ ନିଜକୁ ନିୟୋଜିତ କରି ରଖିଛନ୍ତି। ଯବାନମାନେ କିପରି ନିଜ…
Read More...

ସ୍ତ୍ରୀର ଶାଢ଼ୀ ବେକରେ ଲଗାଇ ସ୍ଵାମୀର ଆତ୍ମହତ୍ୟା

କଳାହାଣ୍ଡି : କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ବିଜମରାର ମିନି ଷ୍ଟାଡିୟମ ନିକଟରେ ଥିବା ମଶାଣିରେ ଜଣେ ଯୁବକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବକ ଜଣକ ବିଜମରା ଗ୍ରାମର ଦୁର୍ଯ୍ୟୋଧନ…
Read More...

ବାଲିଯାତ୍ରାର ପ୍ରାଚୀନତା କିମ୍ବଦନ୍ତୀ ନୁହେଁ, ଇତିହାସ

ବାଲିଯାତ୍ରା ଉତ୍କଳୀୟ ସାଂସ୍କୃତିକ ଐତିହ୍ୟର ଗୌରବମୟ ସ୍ମୃତିର ପ୍ରୀତିଯାତ୍ରା। ବାଲିଯାତ୍ରାର ପ୍ରାଚୀନତା କିମ୍ବଦନ୍ତୀ ନୁହେଁ, ଇତିହାସ। ଅତୀତର ନୌବାଣିଜ୍ୟକୁ ସ୍ମରଣ କରି ଏପରି ଏକ ଭବ୍ୟ ଉତ୍ସବ ପୃଥିବୀରେ ଅନ୍ୟତ୍ର…
Read More...

କେଉଁ ଓଡ଼ିଶାର ବାସିନ୍ଦା ମୁଁ ?

‘ସୁନ୍ଦର ଦିଶେ ଲୋ ପରବତ ସିନା ଦୂରରୁ ଦେଖିଲେ ସହି, ଏଡ଼େ ନିରିମମ ପଥର ତା’ଦେହ ପାଖରୁ ଦେଖିଲେ ଯାଇ।’ ଗତ ଶତାବ୍ଦୀର ପଞ୍ଚମ ଦଶକରେ ଏଇ ଗୀତଟି ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ ଥିଲା। ଗୀତଟି ଗାଉଥିଲେ ସେ ସମୟରେ କୁମାରୀ…
Read More...

ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର : ରାଜ୍ୟରେ ଶୀତପ୍ରକୋପ ଦିନକୁ ଦିନ ଅସମ୍ଭାଳ ହେଉଛି। ହାଡ଼ଭଙ୍ଗା ଶୀତରେ ସାରା ଓଡ଼ିଶାରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପଶ୍ଚିମରୁ ଉପକୂଳ ଏବଂ ଉତ୍ତରରୁ ଦକ୍ଷିଣ ସବୁଠି ପାରଦ ଭୟଙ୍କର ଭାବେ…
Read More...