www.samajalive.in
Friday, December 12, 2025
16.1 C
Bhubaneswar

ଜନ୍ମଦିନ ଓ ନୂଆବର୍ଷ ବିଶେଷ : ୪୧ବର୍ଷ ବୟସରେ ବିଦ୍ୟା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ଦି ଡାର୍ଟି ପିକଚର ଚଳଚ୍ଚିତ୍ରରୁ ବଲିଉଡ଼ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ବିଦ୍ୟା ବାଲନ ବୁଧବାର ନୂଆବର୍ଷରେ ୪୧ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବିଦ୍ୟାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବଲିଉଡ ସେଲିବ୍ରିଟିମାନଙ୍କ ପକ୍ଷରୁ ଶୁଭେଚ୍ଛାର ଶୁଅ ଛୁଟିଛି। ୧୯୭୯ ଜାନୁୟାରୀ ୧ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଉଚ୍ଚତା ୧.୬୩ ମିଟର।

- Advertisement -
pic courtesy-HINDUSTAN
pic courtesy-Box office india
pic courtesy-tollywood net

 

 

 

 

pic courtesy-bollywood movies list

ବଲିଉନକୁ ସେ ଅନେକ ଗୁଡ଼ିଏ ବ୍ଲକ ବଷ୍ଟର ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟ​‌ରେ ରହିଛି- ଦି ଡାର୍ଟି ପିକଚର(୨୦୧୧), କାହାଣୀ(୨୦୧୨), ତୁହ୍ମାରି ସୁଲୁ(୨୦୧୭), ମିଶନ ମଙ୍ଗଲ(୨୦୧୯), ହାମାରି ଅଧୂରି କାହାଣୀ(୨୦୧୫), ପରିଣିତା(୨୦୦୫), ଇଶ୍କିଆ(୨୦୧୦), ଭୂଲ ଭୂଲୈୟା(୨୦୦୭), କାହାଣୀ-୨(୨୦୧୬), ଶାଦି କେ ସାଇଡ ଇଫେକ୍ଟ(୨୦୧୪), ହୈ ବେବି(୨୦୦୭), ବେଗମ ଜାନ(୨୦୧୭), ନୋ ୱାନ କିଲ୍ଡ ଜେଶିକା(୨୦୧୧), ପା(୨୦୦୯), ବବି ଜାଶୁଶ(୨୦୧୪), ଘାଞ୍ଚାକର(୨୦୧୩), କିଶମତ କନେକସନ୍(୨୦୦୮), ଲଗେ ରହୋ ମୁନ୍ନା ଭାଇ(୨୦୦୬), ଗୁରୁ(୨୦୦୭), ବବି ଜାଶୁଶ(୨୦୧୪), ଏକଲବ୍ୟ ଦି ରୟାଲ ଗାର୍ଡ(୨୦୦୭), ହାଲ୍ଲା ବୋଲ(୨୦୦୮), ଘାଞ୍ଚାକାର(୨୦୧୩), ଟେନ୍୩ଏନ୍(୨୦୧୬) ଏବଂ ସଲାମ ଇ ଇଶ୍କ(୨୦୦୭) ଭଳି ଅନେକ ଚଳଚ୍ଚିତ୍ର।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories