www.samajalive.in
Sunday, December 14, 2025
26.1 C
Bhubaneswar

 ରଙ୍ଗଣି ସାହିରୁ ବଜ୍ରକାପ୍ତା ଉଦ୍ଧାର

କଳାପଥର : ବୈଦ୍ୟେଶ୍ୱର ଥାନା ଅଧିନସ୍ଥ ରଙ୍ଗଣିସାହିରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ ବୈଦ୍ୟେଶ୍ୱର ଥାନା ଅଧିକାରୀଙ୍କୁ ଜଣାଇବା ପରେ ପୁଲିସ ପକ୍ଷରୁ ବନବିଭାଗକୁ ଅବଗତ କରାଯାଇଥିଲା। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଉଦ୍ଧାର ବଜ୍ରକାପ୍ତାକୁ ଆସନ୍ତକାଲି ସ୍ୱାସ୍ଥ୍ୟ ପରିକ୍ଷାପରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଛଡାଯିବ ବୋଲି ବନବିଭାଗ ସୁଚନା ଦେଇଛନ୍ତି। ସୁଚନା ଅନୁଯାୟୀ, ସ୍ଥାନୀୟ ରଙ୍ଗଣୀ ସାହିର ଗଦାଧର ବେହେରାଙ୍କ ଘର ଭିତରକୁ ରବିବାର ରାତିରେଏକ ବଡ ବଜ୍ରକାପ୍ତା ପସି ଆସିଥିଲା। ଉକ୍ତ ବଜ୍ରକାପ୍ତାଟି ସ୍ଥାନୀୟ ମୁଣ୍ଡିଆରୁ ଘରକୁ ପସି ଆସିଥିବା ଅନୁମାନ କରାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୧୫ କେଜି  ହେବ ବୋଲି ଜଣାପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories