www.samajalive.in
Friday, December 12, 2025
14.1 C
Bhubaneswar

ଭତ୍ତା ପାଇଁ ଆଧାର ଲିଙ୍କ ବାଧ୍ୟତାମୂଳକ : ରାଜ୍ୟ ସରକାର

ଭୁବନେଶ୍ବର : ଆଧାର ଲିଙ୍କ ନ ଥିଲେ ଏଣିକି ଭତ୍ତା ମିଳିବନି । ଭତ୍ତା ପାଇଁ ରାଜ୍ୟ ସରକାର ଆଧାର ଲିଙ୍କକୁ ବାଧ୍ୟାତାମୂଳକ କରିଛନ୍ତି। ସାମାଜିକ ଓ ଭିନ୍ନକ୍ଷମ ଶସକ୍ତିକରଣ ସଚିବ ଭାଷ୍କର ଜ୍ୟୋତି ଶର୍ମାଙ୍କ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ଏହି ଆଧର ଲିଙ୍କ ଏପ୍ରିଲ ପହିଲାରୁ ଲାଗୁ କରାଯିବ। ମାର୍ଚ୍ଚ ୧୫ ସୁଦ୍ଧା ସମସ୍ତ ପେନସନଧାରଙ୍କୁ ଆଧାର ଲିଙ୍କ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ନ୍ୟାସନାଲ ସୋସିଆଲ ଆଶିଷ୍ଟାନ୍ସ ପ୍ରୋଗ୍ରାମ ଅନୁସାରେ ଆଧାର ଲିଙ୍କର ଡେଡଲାଇନ ଅକ୍ଟୋବର ୨୦୧୯ ଯାଏଁ ଥିଲା ତେବେ ଏହାକୁ ପୁଣି ଥରେ ଏପ୍ରିଲ ଯାଏଁ ସମୟ ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ୪୯ଲକ୍ଷ ୨୪ହଜାର ୧୯୧ଜଣଙ୍କୁ ମିଳୁଛି ଭତ୍ତା । ସେଥିରୁ ୩୯ଲକ୍ଷ ୫ହଜାର ୯୭୫ଜଣଙ୍କର ଆଧାର ଲିଙ୍କ ହୋଇଛି। ସେଥିରୁ ୩୫ଲକ୍ଷ ୪୩ହଜାର ୩୫୮ଜଣଙ୍କର ଆଧାର ଯାଞ୍ଚ ହୋଇସାରିଛି । ତେବେ ବେକଳ ୯ଲକ୍ଷ ୯୦ହଜାର ୭୮୫ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories