www.samajalive.in
Saturday, December 13, 2025
27.1 C
Bhubaneswar

ଆପଣ ପାସଓ୍ବାର୍ଡ ସୁରକ୍ଷିତ କି ନାହିଁ ସୂଚନା ଦେବ : ଗୁଗୁଲ ପାସଓ୍ବାର୍ଡ ମ୍ୟାନେଜର

ନୂଆଦିଲ୍ଲୀ : ଏଣିକି ଆପଣଙ୍କ ଡାଟା ଚୋରି ଉପରେ ନଜର ରଖିବ ଗୁଗୁଲ। ଆପଣଙ୍କର ଡାଟା ଚୋରି କିମ୍ବା ପାସଓ୍ବାର୍ଡ ଚୋରି କରଗାଲେ ଗୁଗୁଲ ପଠେଇବ ଆଲର୍ଟ। ଡିଜିଟାଲ ଇଣ୍ଡିଆରେ ସାଧରଣତଃ ଆମେ ପାସଓ୍ବାର୍ଡ ଚୋରି ହେବା କିମ୍ବା କେହି ଏହାର ଭୁଲ ବ୍ୟବହାର କରିବା ନେଇ ଆମ ମନରେ ଡ଼ରଥାଏ। ଆମେ ପ୍ରତିଦିନ ଫେସବୁକ, ହ୍ବାଟସ ଆପ, ଟ୍ବିଟର ଏବଂ ଏହା ସହ ବିଭିନ୍ନ ଅନଲାଇନ ଟ୍ରଞ୍ଜାକ୍ସନ ଆପ ବ୍ୟବହା କରିଥାଉ। ଆମେ ବ୍ୟବହାର କରୁଥିବା ପାସଓ୍ବାର୍ଡ ଚୋରି ହୋଇଛି ନାଁ ସୁରକ୍ଷିତ ଅଛି ଯାଣିବା ପାଇଁ ଗୁଗଲ ଏକ ନୂଆ ଆପ ଲଞ୍ଚ କରିଛି।

ଗୁଗୁଲର ଏହି ସେବାର ନାମ ଗୁଗୁଲ ପାସଓ୍ବାର୍ଡ ମ୍ୟାନେଜର ରଖାଯାଇଛି। ଗୁଗୁଲର ଏହି ଆପ ଜରିଆରେ ଆପଣଙ୍କ ସବୁ ଆପର ପାସାଓ୍ବାର୍ଡ ସୁରକ୍ଷିତ ରଖିପାରିବେ। ଆପଣ ପାସଓ୍ବାର୍ଡ ଯଦି କିଏ ବଦାଳାଏ ଆପଣଙ୍କ ପାଖକୁ ତାର ଆଲର୍ଟ ମେସଜ ଆସିବ। ଏହି ପାସଓ୍ବାର୍ଡ ମ୍ୟାନେଜରରେ ଜରିଆରେ ଜାଣିପାରିବା ପାସଓ୍ବାର୍ଡ ଚୋରି ହୋଇଛି କି ନାହିଁ। ଏଥିପାଇଁ ଆପଣଙ୍କୁ password.google.com ଯିବାକୁ ପଡିବ। ଏହା ପରେ ପାସଓ୍ବାର୍ଡ ମ୍ୟାନେଜର ଖୋଲିବ। ପରେ ପସାଓ୍ବାର୍ଡ ଯାଞ୍ଚର ବିକଳ୍ପ ଆସିବ। ଗୁଗୁଲ ଆପଣଙ୍କ ମୋବାଇଲରେ ପୂର୍ବରୁ ଥିବା ଜି-ମେଲର ପାସଓ୍ବାର୍ଡ ମାଗିବ। ଏହି ପାସଓ୍ବାର୍ଡ ଦେବାପରେ ଗୁଗୁଲ ଆପଣଙ୍କୁ କହିଦେବ ଆପଣଙ୍କ ପାସଓ୍ବାର୍ଡ ଆଉ କେଉଁଠି ବ୍ୟବହାର କରାଯାଇଛି କି ନାହିଁ  କିମ୍ବା ଚୋରି ହୋଇଛି କି ନାହିଁ।

- Advertisement -

ଯଦି ଗୁଗୁଲ ଆପଣଙ୍କ ପାସଓ୍ବାର୍ଡ ଚୋରି ହୋଇଯାଇଥିବାର ଖବର ଦିଏ ଆପଣ ତୁରନ୍ତ ଆପଣଙ୍କ ପାସଓ୍ବାର୍ଡ ବଦାଳାଇବେ।  ଆପଣଙ୍କ ପାସଓ୍ବାର୍ଡ ଦେବାବେଳେ  କବେ ଆପମଙ୍କ ନାମ, ମୋବାଇଲ ନମ୍ବର ବ୍ୟବହାର କରିବା ଉଚିତ ନୁହେଁ। ଏହା ସହ ଆପଣଙ୍କ ଜି-ମେଲ ପାସଓ୍ବାର୍ଡ ମଝିରେ ମଝିରେ ବଦଳାଇବା ଦରାକାର।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories