ଦୁଇଦିନ ପୂର୍ବରୁ ଜାରିହେବ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ମାର୍ଗଦର୍ଶିକା

ଭୁବନେଶ୍ବର : ଆସନ୍ତା ୨୧ରେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି। ଏହାକୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସୀତାଂଶୁ ରାଉତଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସର୍କିଟ ହାଉସରେ…
Read More...

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପୁଣି ଲାଗିଲା ଶକ୍ତ ଧକ୍କା

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନ ଇସ୍‌ଲାମିକ ସହଯୋଗ ସଂଗଠନ (ଓଆଇସି) ବୈଠକ ଡକାଇବାକୁ ଯେଉଁ ନିବେଦନ କରିଥିଲା ତାହାକୁ ସାଉଦି ଆରବ ପ୍ରତ୍ୟାଖ୍ୟାନ କରିଦେଇଛି। କାଶ୍ମୀର ବିଷୟରେ ଆଲୋଚନା…
Read More...

ଅଟୋ ଏକ୍ସପୋ ୨୦୨୦: ଇଭି ଇଲେକ୍‍ଟ୍ରିକ୍‍ ଦୁଇ ଚକିଆ ଯାନ ଉନ୍ମୋଚିତ

ଭୁବନେଶ୍ୱର : ଇଭି ଇଣ୍ଡିଆ ପକ୍ଷରୁ ଗ୍ରେଟର ନଏଡାରେ ଆୟୋଜିତ ଇଣ୍ଡିଆନ ଅଟୋ ଏକ୍ସପୋ ୨୦୨୦ରେ ଏହାର ଦୁଇଟି ଦୁଇ ଚକିଆ ଯାନ ‘ଟେସେରୋ’ ଓ ‘ଫୋରସେଟି’କୁ ଉନ୍ମୋନ କରାଯାଇଛି। ଇଭି ଇଣ୍ଡିଆ ହେଉଛି ଏକ ଇଲେକ୍‍ଟ୍ରିକ୍‍ ଦୁଇ…
Read More...

ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ୍‍ ଟ୍ୟୁବ ଉପଯୋଗୀ

ଭୁବନେଶ୍ୱର : ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାବେଳେ ଏହାର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା କ୍ଷେତ୍ରରେ ଜିଓ-ଟେକ୍ସଟାଇଲ ଟ୍ୟୁବ ବିଶେଷ ଉପଯୋଗୀ ବିବେଚିତ ହେଉଛି। ଗରଓା୍ୱରେ ଟେକ୍ନିକାଲ ଫାଇବର ଲିମିଟେଡ…
Read More...

ସ୍ପାମ୍‍ କଲ୍‍ ରୋକିବାରେ ଅଗ୍ରଣୀ ଟ୍ରୁ କଲର୍‍

ନୂଆଦିଲ୍ଲୀ : କଲ୍‍ କରୁଥିବା ବ୍ୟକ୍ତିଙ୍କ ନମ୍ବରରୁ ତାଙ୍କୁ ଚିହ୍ନଟ କରିବା, ସ୍ପାମ୍‍ କଲ୍‍କୁ ରୋକିବା ଏବଂ କଲ୍‍ ବ୍ଲକ କରିବା ଆଦି କ୍ଷେତ୍ରରେ ଟ୍ରୁକଲର୍‍ ଆପ୍‍ ସମଗ୍ର ବିଶ୍ୱରେ ସର୍ବାଗ୍ରେ ରହିଛି। ଏହି…
Read More...

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨ୟ ସଂସ୍କରଣ : ଆଜି ବେଲ୍‌ଜିୟମ-ଭାରତ ପ୍ରଥମ ମ୍ୟାଚ୍ 

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨ୟ ସଂସ୍କରଣରେ ବିଶ୍ବ ହକିର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ବେଲ୍‌ଜିୟମ ଶନିବାର ଓ ରବିବାର କଳିଙ୍ଗ ଷ୍ଟାଡ଼ିୟମରେ ମୁହାଁମୁହିଁ ହେବେ। ବିଶ୍ବ ଚମ୍ପିଆନ୍ ବେଲ୍‌ଜିୟମ ପ୍ରଥମ…
Read More...

ଅବସର ନିଷ୍ପତ୍ତି ଧୋନିଙ୍କ ଉପରେ ଛାଡ଼ି ଦିଆଯାଉ: ପ୍ରସାଦ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି କେବେ କ୍ରିକେଟ୍‌ରୁ ଅବସର ନେବେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ ମୁଖ୍ୟ…
Read More...

ବଜ୍ରକାପ୍ତାଙ୍କ ମାଧ୍ୟମରେ ବ୍ୟାପିଛି କରୋନା !

ବେଜିଂ : ବଜ୍ରକାପ୍ତା ମାଧ୍ୟମରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ହେଉଛି। ଚୀନ୍‌ର ଦକ୍ଷିଣ ଚାଇନା କୃଷି ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସଂକ୍ରମିତଙ୍କ ପରୀକ୍ଷାରୁ ଏହା…
Read More...

ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବର୍ଷର ବଜେଟ ଚିଠା

ଭୁବନେଶ୍ବର: ଆଗାମୀ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ପ୍ରାୟ ୧ଲକ୍ଷ ୫୩ହଜାର କୋଟି ଟଙ୍କାର ଏକ ଚିଠାପ୍ରସ୍ତାବ ମନ୍ତ୍ରୀ ପରିଷଦ ବୈଠକରେ ପାରିତ କରିଛନ୍ତି। ରାଜ୍ୟରେ ରାଜସ୍ବ ଅଭିବୃଦ୍ଧି ହାର ସେତେଟା…
Read More...

କଳାହାଣ୍ଡିରେ ବିଦ୍ୟୁତ୍ ରେଳଇଞ୍ଜିନ କାରଖାନା ପ୍ରତିଷ୍ଠା ପ୍ରସଙ୍ଗ: ଅର୍ଥ ମଞ୍ଜୁର ପରେ ମଧ୍ୟ ଅଗ୍ରଗତି ଶୂନ

ଭବାନୀପାଟଣା : କଳାହାଣ୍ଡି ଜିଲାର ନର୍ଲାରେ ପ୍ରତିଷ୍ଠା ହେବାକୁ ଥିବା ରେଳଡବା ମରାମତି କାରଖାନା ଯେପରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ ହୋଇଥିଲା, ଏବେ ବିଦ୍ୟୁତ୍‌ ରେଳଇଞ୍ଜିନ୍ କାରଖାନା…
Read More...

ୟେମେନ୍‌ରେ ଆମେରିକାର ଡ୍ରୋନ୍‌ ଆକ୍ରମଣ, ଅଲ୍‌ କାଏଦା ଆତଙ୍କବାଦୀ ରିମି ଓ ସହଯୋଗୀ ମୃତ

ୱାଶିଂଟନ୍‌ : ଆମେରିକାର ଡ୍ରୋନ୍‌ ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ଆଲ୍‌-କାଏଦାର ଅନ୍ୟତମ ମୁଖ୍ୟ କାସିମ୍‌ ଅଲ୍‌-ରିମିର ମୃତ୍ୟୁ ଘଟିଛି। ୟେମେନ୍‌ରେ ରହି ‘ଅଲ୍‌ କାଏଦା ଇନ୍‌ ଆରବିଆନ୍‌ ପେନିନ୍‌ସୁଲା’ ବା ଏକ୍ୟୁଏପି…
Read More...

କରୋନା ଅପଡେଟ :ଚୀନ୍‌ରେ ୬୩୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବେଜିଂ : ଚୀନ୍‌ରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ଶୁକ୍ରବାର ୬୩୬ରେ ପହଞ୍ଚିଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ୩୧ହଜାର ୧୬୧କୁ ବୃଦ୍ଧିପାଇଛି। ଚୀନ୍‌ ବାହାରେ ୨୦୦ରୁ ଅଧିକ ସଂକ୍ରମଣ ଖବର ମିଳିଛି। ଗୁରୁବାର…
Read More...

ଶ୍ରୀଜୀଉଙ୍କ ଶୃଙ୍ଖଳିତ ନୀତି ପାଇଁ ୨୬ଜଣିଆ କମିଟି ଗଠନକଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶୁକ୍ରବାର ୨୬ଜଣିଆ କମିଟି ଗଠନ କରିଛି ଶ୍ରୀମନ୍ଦିର ପ୍ରଶାସନ। ନୀତି ପ୍ରଶାସକ ଏହାର ଅଧ୍ୟକ୍ଷ ଥିବାବେଳେ ୨୨ ସେବକଙ୍କୁ ସଭ୍ୟ ଭାବେ…
Read More...

କରୋନାରେ ଡାକ୍ତର ଲି’ଙ୍କ ମୃତ୍ୟୁ ନେଇ ତୀବ୍ର ପ୍ରତିକ୍ରିୟା, ଚୀନ୍‌ରେ ସ୍ବାଧୀନତାର ସ୍ବର

ବେଜିଂ : କରୋନା ଭୂତାଣୁ ସମ୍ପର୍କରେ ପ୍ରଥମ ସୂଚନାଦାତା ଆଖି ଡାକ୍ତର ଲି ୱେନ୍‌ଲିଆଙ୍ଗ ନିଜେ ଏହାର ଶିକାର ହେବା ପରେ ଚୀନ୍‌ରେ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି। ଲି’ଙ୍କୁ ତାଙ୍କ ସୂଚନା ପାଇଁ ସରକାର ଜେଲ୍‌ରେ…
Read More...

ଲୋକଙ୍କ ସ୍ନେହ, ପ୍ରେମ ମୋର ରକ୍ଷାକବଚ: ମୋଦୀ

କୋକ୍ରାଝର : ଲୋକଙ୍କ ସ୍ନେହ ଓ ପ୍ରେମ ତାଙ୍କ ପାଇଁ ରକ୍ଷାକବଚ। ତେଣୁ ତାଙ୍କୁ ଯେତେ ପିଟିଲେ ମଧ୍ୟ ତାଙ୍କର କିଛି କ୍ଷତି ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଐତିହାସିକ ବୋଡୋ ବୁଝାମଣା…
Read More...

ଶନିବାର ରାଶିଫଳ (୦୮.୦୨.୨୦୨୦)

ମେଷ: ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ମନ ପ୍ରସନ୍ନ ରହିବ। କୃଷି କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ। ଯାନବାହନ ସୁଖ ମିଳି ପାରେ। ସୁଖ ଭୋଗ କରିେବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। ଭ୍ରାତୃଭାବ ଅତୁଟ…
Read More...

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ମାଘମେଳା, ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ମହିମାଗାଦି

ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲା ଅନ୍ତର୍ଗତ  ବିଶ୍ୱପ୍ରସିଦ୍ଧ ମାଘମେଳା ଶୁକ୍ରବାର ଆରମ୍ଭ ହୋଇଯାଇଛି। ଝିପିଝିପି ବର୍ଷା ସତ୍ତ୍ବେ ମେଳାରେ ପ୍ରବଳ ଜନ ସମାଗମ ସାଙ୍ଗକୁ ବହୁ ସାଧୁସନ୍ଥ ଯୋଗ ଦେଇଛନ୍ତି। ଗୁରୁବ୍ରହ୍ମ…
Read More...

କେନ୍ଦ୍ରୀୟ ବିଦ୍ୟାଳୟର ରାଜ୍ୟସ୍ତରୀୟ ପୁରସ୍କାର ସମାରୋହ

ସମ୍ବଲପୁର : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଦ୍ୱାରା ପ୍ରତି ବର୍ଷ ପ୍ରଦତ୍ତ ଆଞ୍ଚଳିକ ପ୍ରୋତ୍ସାହନ ପୁରସ୍କାର – ୨୦୧୯ରେ ଚଳିତ ବର୍ଷ ସମ୍ବଲପୁରର କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ବିପୁଳ ସଫଳତା ମିଳିଛି। କେନ୍ଦ୍ରୀୟ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ଆଡିବଙ୍ଗା ନିକଟ ରାଇକଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୁକ୍ରବାର ଦିନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର…
Read More...

ଯୋଡା ଖଣି ଉପନିର୍ଦ୍ଦେଶାଳୟରେ ନୂତନ ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଯୋଡା : ଚଳିତ ମାସ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ୧୯ଟି ଖଣି ସମେତ ରାଜ୍ୟର ଅନ୍ୟାନ୍ୟ ଖଣି ମଣ୍ଡଳରେ ଇ-ନିଲାମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ପରିପ୍ରେକ୍ଷୀରେ ଏହାର କାର୍ଯ୍ୟ ପରିସୀମା ଓ ଦାୟିତ୍ୱ ବୋଝକୁ ଦୃଷ୍ଟିରେ…
Read More...

ଆସନ୍ତାକାଲି ଠାରୁ ୪ଦିନିଆ ହିଙ୍ଗୁଳା ମେଳା ଆରମ୍ଭ

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ମୟୁୂରଭଞ୍ଜ ଜିଲା ବଡ଼ସାହି ନିକଟ କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ବା ବଡ଼ପୂଜା ମେଳା ଶନିବାର ଠାରୁ ଆରମ୍ଭ ହେଉଛି। ପୂର୍ବରୁ ଏହି ମେଳା ଦିନକ…
Read More...

ବହୁ ଚର୍ଚ୍ଚିତ ହରିଦାସପୁର ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା : ଭଙ୍ଗାହେଲା ରୂପେସ୍ ଭଦ୍ରଙ୍କ ଅତିଥିଶାଳା

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ । ସ୍ମିତାରାଣୀ ମୃତ୍ୟୁ ଘଟଣାର ପ୍ରାୟ ୪ମାସ ପରେ ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି ରୂପେସ୍ ଭଦ୍ରଙ୍କ ଅତିଥିଶାଳା । ଯାହା ଥିଲା…
Read More...

ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ବିଚାରପତି

କଟକ : ସୁପ୍ରମିକୋର୍ଟର ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଜ୍‌ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ…
Read More...

କରୋନାର ମୁକାବିଲା ପାଇଁ ସ୍କୁଲଗୁଡ଼ିକୁ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର : ‘କରୋନା’ ଭୂତାଣୁ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭୂତାଣୁ ଦ୍ବାରା ପ୍ରାୟ ୩୦ ଦେଶ କବଳିତ ହୋଇଛନ୍ତି। ଚୀନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…
Read More...

ହାଇ-ଟେକ୍ ଜୋତା

# ଜାପାନର ଏକ ନାମୀ କମ୍ପାନୀ ଅତ୍ୟାଧୁନିକ ହାଇ-ଟେକ୍ ଜୋତା ତିଆରି କରିଛି, ଯାହାକୁ ବିଶ୍ବସ୍ତରରେ ପ୍ରଶଂସିତ କରାଯାଇଛି। କମ୍ପାନୀ ମୁଖ୍ୟ ନିକ୍‌‌ଙ୍କ କହିବାନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜୋତା ହୋଟେଲରେ…
Read More...

ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ୱର :  ଆସନ୍ତାକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପରିଷଦ ଏବଂ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ଓ ଅପରାହ୍ନ…
Read More...

ଘରର ମୂଲ୍ୟ ୩୫.୮ ଅରବ

# ଆଜିର ସମୟରେ ଲୋକେ ଘର ତିଆରି କରିବାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଆଦୌ ମନ ଊଣା କରୁନାହାନ୍ତି। କରଜ କରି କିମ୍ବା ନିଜ ସଞ୍ଚୟରୁ ବଞ୍ଚାଇ ଲୋକେ ବହୁ ମୂଲ୍ୟ ବିଳାସମୟ ଘର ତିଆରି ଯୋଜନା କରୁଛନ୍ତି। ଏପରିସ୍ଥଳେ…
Read More...

ରାଜସ୍ୱ ଅନୁପାତରେ ବ୍ୟୟବରାଦ ବୃଦ୍ଧି ହେଉ : ରେଳ ବଜେଟ୍‍ରେ ବି କମିଲା

# ଗତ ୧ ତାରିଖରେ ସଂସଦରେ ଉପସ୍ଥାପିତ ପଞ୍ଚଦର୍ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଏଥର ଓଡ଼ିଶାକୁ ପାଖିପାଖି ୧% କମ୍‍ କେନ୍ଦ୍ରୀୟ ଅନୁଦାନ ମିଳିବ। ଏଥିସହିତ ଟିକସ ରାଜସ୍ୱରୁ ରାଜ୍ୟଭାଗ ବାବଦରେ ଅର୍ଥରାଶି ମଧ୍ୟ…
Read More...

ତିନି ଡେଣା ଓ ଚାରି ଡେଣା ପଙ୍ଖାର ବିଶେଷତ୍ବ

# ଆଉ ଦିନ କେଇଟା ପରେ ଗରମର ସ୍ପର୍ଶ ଅନୁଭୂତ ହେବ। ଘରେଘରେ ଫ୍ୟାନ୍ ଲଗାଇବା ଆରମ୍ଭ ହୋଇଯିବ। ଦିନରାତି ୨୪ଘଣ୍ଟା ଏହି ଫ୍ୟାନ୍ ଅଧିକାଂଶଙ୍କ ଘରେ ବୁଲୁଥାଏ। ଆପଣ କେବେ ଧ୍ୟାନ ଦେଇଛନ୍ତି କି ବଜାରରେ ମିଳୁଥିବା ତିନି…
Read More...

୨୮ରେ ଯୋଗଦେବେ ଅମିତ ଶାହା : ୨୯ବର୍ଷ ପରେ ଓଡ଼ିଶାରେ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ

ଭୁବନେଶ୍ୱର : ଦୀର୍ଘ ୨୯ବର୍ଷ ପରେ ଓଡ଼ିଶାରେ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ(ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ମିଟିଂ) ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୨୮ରେ ଲୋକସେବା ଭବନର ନବ ଉଦଘାଟିତ କନଫରେନ୍ସ ହଲରେ ପୂର୍ବାଞ୍ଚଳ…
Read More...

ଏସସିବି: କାଗଜପତ୍ରରେ ଲିଭର ପ୍ରତିରୋପଣ ଅର୍ଥ ସତ୍ତ୍ବେ ଅଟକିଛି ୧୦ ବର୍ଷ

କଟକ:  କଟକ ବଡ଼ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ କାଡାଭେରିକ୍‌ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ(ମୃତ ବ୍ୟକ୍ତିର କିଡ୍‌ନୀକୁ ଆଣି ଅନ୍ୟ ରୋଗୀଠାରେ ପ୍ରତିରୋପଣ) ବେଶ୍‌ ପ୍ରଶଂସା ସାଉଣ୍ଟିଛି। ରାଜ୍ୟ ସରକାରଙ୍କୁ…
Read More...

ଆଜିଠୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଭୁବନେଶ୍ୱର : ଜେଡିସିଏ ପକ୍ଷରୁ ଶୁକ୍ରବାରରୁ ୧୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହେବ। ଇଡ଼କଲ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ…
Read More...

ବସ୍ତି ପିଲାଙ୍କ ଦିଦି : ରତ୍ନାମଞ୍ଜରୀ ଦାସ

ଭୁବନେଶ୍ବର : ସମାଜ​ରେ ଅବହେଳିତ ଛୋଟ ପିଲାଙ୍କୁ ଶିକ୍ଷାପ୍ରଦାନ କରି ସେମାନଙ୍କୁ ଆଶାର ଆଲୋକ ଦେଖାଉଛନ୍ତି ରତ୍ନାମଞ୍ଜରୀ ଦାସ। ଜଣେ ସରକାରୀ ଶିକ୍ଷୟିତ୍ରୀ ହେଲେ ମଧ୍ୟ ବସ୍ତିକୁ ଯାଇ ଛୋଟ ପିଲାଙ୍କୁ ଶିକ୍ଷାଦାନ କରିବା…
Read More...

ସ୍ମାର୍ଟସିଟି କେତେ ବାସୋପଯୋଗୀ ? : କହିବେ ବାସିନ୍ଦା

ଭୁବନେଶ୍ବର : ସ୍ମାର୍ଟସିଟି ଭୁବନେଶ୍ବର ବାସୋପଯୋଗୀ ନା ନାହିଁ ମତ ଦେବେ ବାସିନ୍ଦା। ନିଜ ସହର ସମ୍ପର୍କରେ ଅନଲାଇନରେ ମତାମତ ରଖିବେ ଜନତା। ଏନେଇ ୨୧ଟି ମାନଦଣ୍ଡ ରହିଛି। କେଉଁ ମାନଦଣ୍ଡରେ ବାସିନ୍ଦା ସହମତି ଅଛନ୍ତି…
Read More...

କଳାପଲସରରେ ଆସି ପୁଲିସକୁ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ବିପ୍ରହରରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଏକ କଳାପଲସରରେ ଆସି ଲୋକଙ୍କ ସାମ୍ନାରେ ଓଏସ୍‌ଏପି ୭ମ ବାଟାଲିଅନରେ ସିପାହୀ ଭାବେ କାର୍ଯ୍ୟରତ ପ୍ରଦୀପ ଗଡ଼ନାୟକଙ୍କଠାରୁ ଦୁଇ ଲକ୍ଷ ଟଙ୍କା…
Read More...

କାର୍ଯ୍ୟକାରୀ ହେବ ସ୍ମାର୍ଟ ପାର୍କିଂ: ୨୦ ବର୍ଷ ପାଇଁ ଯୋଜନା , ପାର୍କିଂସ୍ଥଳରେ ଲାଗିବ ସେନସର

ଭୁବନେଶ୍ୱର : ରାସ୍ତାକଡ଼ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି ଏବଂ କମିସନରେଟ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିଛନ୍ତି। ଏନେଇ ଆଗାମୀ ୨୦ ବର୍ଷକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ଭିତରେ ସହରର…
Read More...

ଏବେ ବି ଆଦିବାସୀ ଖାଉଛନ୍ତି ବଣଚାକୁଣ୍ଡl ଓ ଜଙ୍ଗଲି କନ୍ଦା : ପୁଣି ଫେରିବ ଜାପାନୀ ଜ୍ବର !

ମାଲକାନଗିରି : ଜାପାନୀ ଜ୍ବରକୁ ନେଇ ଚର୍ଚ୍ଚିତ ମାଲକାନଗିରି ଜିଲାରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ା ଆଦିବାସୀ ସେମାନଙ୍କ ପୁରୁଣା ଅଭ୍ୟାସ ଛାଡ଼ୁ ନ ଥିବା ଯୋଗୁଁ ପୁଣିଥରେ ଏହି ଜିଲାରେ ଜାପାନୀ ଜ୍ବର ବ୍ୟାପିବା…
Read More...

କରୋନା ଭୂତାଣୁ ସଂପର୍କରେ ପ୍ରଥମେ ସଚେତନ କରିଥିବା ଡାକ୍ତରଙ୍କ ମୃତ୍ୟୁ

ବେଜିଂ :  କରୋନା ଭୂତାଣୁ ସଂପର୍କରେ ଚୀନ ସରକାରଙ୍କୁ ଚେତାବନୀ ଦେଇଥିବା ଡାକ୍ତର ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗୁରୁବାର ମୃତ୍ୟୁବରଣ କରିଛନ୍ତ। ସେହି ଡାକ୍ତର ଜଣଙ୍କ ହେଉଛନ୍ତି ଲି ୱେନଲିୟାଙ୍ଗ। କାରଣ ଡାକ୍ତର ଲି’…
Read More...

ଅନ୍ତରୀକ୍ଷ କେନ୍ଦ୍ରରେ ମହିଳାଙ୍କ ରେକର୍ଡ ରହଣି ମହାକାଶରେ ଦୀର୍ଘଜୀବନ ଆଶା ଉଜ୍ଜୀବିତ

# ୩୨୮ଦିନ ପରେ ଫେରିଲେ ‘ନାସା’ ମହାକାଶଚାରୀ # ୫୨୪୮ଥର ପୃଥିବୀକୁ ପ୍ରଦକ୍ଷିଣ କଲେ ଖ୍ରୀଷ୍ଟିନା କୋଚ୍‌ #  ବହୁ ମହାକାଶଯାନ ଆତଯାତର ସାକ୍ଷୀ ପାଲଟିଛନ୍ତି #  ବିକଶିତ ହେବ ଆଲ୍‌ଫା ମ୍ୟାଗ୍‌ନେଟିକ୍‌…
Read More...

ଆରମ୍ଭ ହେଲା ଓଜେଇଇ ପଞ୍ଜୀକରଣ

ଭୁବନେଶ୍ବର, ୬ା୨(ନି.ପ୍ର): ବୈଷୟିକ ଶିକ୍ଷା ସ୍ନାତକୋତ୍ତର ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀ ଗୁରୁବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)…
Read More...

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା : ‘ରେପୋ’ ରେଟ୍‌ ଅପରିବର୍ତ୍ତିତ

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ତାହାର ମୁଦ୍ରାନୀତି ସମୀକ୍ଷା ଅବସରରେ ରେପୋ ରେଟ୍‍କୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍‍ପିସି) ତାହାର…
Read More...

ରାଜ୍ୟ କଂଗ୍ରେସର ସ୍ଥିତି : ନେତା ଆସିଲେ ତତ୍ପର; ଗଲା ପରେ ଶିଥିଳ

ଭୁବନେଶ୍ୱର : ରାଜ୍ୟରେ ବିଜେଡି ଏବଂ ପ୍ରମୁଖ ବିରୋଧୀ ବିଜେପି ଆଗକୁ ମାଡ଼ି ଚାଲିଥିବାବେଳେ ଅନ୍ୟତମ ବିରୋଧୀ କଂଗ୍ରେସ ଏହି ଦୁଇଦଳ ବିରୋଧରେ ଯେଭଳି ଆଭିମୁଖ୍ୟ ଗ୍ରହଣ କରିବା କଥା ସେଭଳି ରଣନୀତି ଆପଣେଇବାରେ ସଫଳ…
Read More...

କର୍ଣ୍ଣାଟକରେ କନ୍ନଡ଼ଙ୍କ ପାଇଁ ସଂରକ୍ଷଣ ୭୫% ହେବ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ଗୁରୁବାର ରାଜ୍ୟରେ ନୂଆ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରୀ ଓ ଘରୋଇ ଚାକିରିରେ ସ୍ଥାନୀୟ ଅଧିବାସୀଙ୍କ ପାଇଁ ୭୫ପ୍ରତିଶତ…
Read More...

ତାମିଲ ଅଭିନେତାଙ୍କ ଘରେ ଆୟକର ବିଭାଗ ଚଢ଼ଉ : ନଗଦ ୭୭କୋଟି ସହ ୩୦୦ କୋଟିର ସମ୍ପତ୍ତି ଜବତ

ଚେନ୍ନଇ : ପ୍ରସିଦ୍ଧ ତାମିଲ ଅଭିନେତା ବିଜୟଙ୍କ ଘର ସମେତ ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଛି। ଏଥିରେ ୩୦୦କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଛି। ତାମିଲ ଚଳଚ୍ଚିତ୍ର ଜଗତ ସହିତ ସମ୍ପୃକ୍ତ ଅନ୍ୟ…
Read More...

ମହାଭିଯୋଗରୁ ଟ୍ରମ୍ପ ମୁକ୍ତ

ୱାଶିଂଟନ : ଆମେରିକା ସଂସଦ(କଂଗ୍ରେସ)ର ଉଚ୍ଚ ସଦନ ସିନେଟ ବୁଧବାର ରାଷ୍ଟ୍ରaପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛି। ତାଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ଓ କଂଗ୍ରେସ କାର୍ଯ୍ୟରେ ବାଧା ଉପୁଜାଇବା…
Read More...

ଅସୁରକ୍ଷିତ ଐତିହ୍ୟ ; ସଂକଟରେ ଅଠରନଳା

ପୁରୀ (ଜଗନ୍ନାଥ ବସ୍ତିଆ): ସଂକଟରେ ଐତିହ୍ୟ ଅଠରନଳା। ଶ୍ରୀକ୍ଷେତ୍ରର ଏହି ପ୍ରାଚୀନ କୀର୍ତ୍ତି ପ୍ରତି ଅବହେଳା କରୁଛନ୍ତି ସରକାର। ଅଠରନଳାକୁ ସୁରକ୍ଷିତ କୀର୍ତ୍ତି ଘୋଷଣା କରି ନିରବ ହୋଇ ବସିଛି ଏଏସ୍‌ଆଇ । ଆବର୍ଜନାମୟ…
Read More...

ଶୁକ୍ରବାର ରାଶିଫଳ ( ୦୭. ୦୨. ୨୦୨୦ )

ମେଷ: ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର…
Read More...

ଆସନ୍ତାକାଲି ରୋଜ ଡେ ଅବସରରେ ପରଦାକୁ ଆସିବ ଏହି ଦୁଇଟି ସିନେମା

ମୁମ୍ବଇ : ଆସନ୍ତାକାଲି ଠାରୁ ପ୍ରେମର ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନଟିକୁ “ରୋଜ ଡେ” ଭାବେ ପାଳନ କରାଯାଇଥାଏ। ଏହି ଦିନଟିକୁ ବେସ୍ ଖାସ କରିବା ଉଦେଶ୍ୟରେ…
Read More...

ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତି ରଖିଛନ୍ତି । ଏହି ଅବସରରେ ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତି ରଖି…
Read More...

୧୯ବର୍ଷରୁ କମ୍ ବିଶ୍ବକପ କ୍ରିକେଟ : ନ୍ୟୁଜିଲାଣ୍ଡକୁ ୬ୱିକେଟରେ ହରାଇ ଫାଇନାଲରେ ବାଂଲାଦେଶ

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଗୁରୁବାର ଖେଳାଯାଇଥିବା ୧୯ବର୍ଷରୁ କମ ବିଶ୍ୱକପର ଦ୍ବତୀୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୬ୱିକେଟରେ…
Read More...

ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ, ଭିଡିଓ ଭାଇରାଲ

ଧର୍ମଗଡ: ଶିକ୍ଷକଙ୍କ ମାଡରେ ଜଣେ ଛାତ୍ରଙ୍କ ପିଠି,ଜଂଘରେ ନୋଳ ପଡିଥିବା ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭିଡିଓଟି କନାଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟର ବୋଲି ଜଣାପଡିଛି।…
Read More...

ବିଦ୍ୟୁତ ବିଲ୍ ଖିଲାପକାରୀଙ୍କୁ ୧୦ ଦିନର ମହଲତ,୧୮ ଦିନରେ ୭୨.୬୬ କୋଟି ଆଦାୟ କରିଛି ସେସୁ

ଭୁବନେଶ୍ବର: ବିଦ୍ୟୁତ ବିଲ୍ ଦେଇନଥିବା ଉପଭୋକ୍ତାଙ୍କୁ ୧୦ ଦିନର ମହଲତ ଦେଇଛି ସେସୁ। ଫେବୃଆରୀ ୧୬ ପର୍ୟ୍ୟନ୍ତ ବିଦ୍ୟୁତ ବକେୟା ବିଲ୍ ଦେଇନଥିବା‌ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବ ନାହିଁ ସେସୁ।…
Read More...

ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନ “ରୋଜ ଡେ”

ସମାଜ ଲାଇଭ ବ୍ୟୁରୋ : ବର୍ଷର ଫେବୃଆରୀ ମାସଟିକୁ ପ୍ରେମର ମାସ ରୂପେ ଅଭିହିତ କରାଯାଇଛି। କାରଣ ଏହି ମାସରେ ଭାଲେଣ୍ଟାଇନ୍ ସପ୍ତାହ ପଡ଼ିଥାଏ। ଏହାକୁ ପ୍ରେମର ସପ୍ତାହ ମଧ୍ୟ କୁହାଯାଇଥାଏ। ଏହି ସପ୍ତାହଟିକୁ ପ୍ରେମିକ…
Read More...

ନନ୍ଦନକାନନ ଅଭୟାରଣ୍ୟ ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଦଳ

ନନ୍ଦନକାନନ : ଦୁଇଦିନ ଧରି ନନ୍ଦନକାନନ ଅଭୟାରଣ୍ୟ ପରିଚାଳନା ମୂଲ୍ୟାୟନ କରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଦଳ ଗୁରୁବାର ଫେରି ଯାଇଛନ୍ତି। ଝାଡଖଣ୍ଡ ବନ୍ୟପ୍ରାଣୀ ଅବସରପ୍ରାପ୍ତ ପିସିସିଏଫ୍ ପ୍ରଦୀପ…
Read More...

ବଡ ବଡ ଷ୍ଟାରଙ୍କୁ ପଛରେ ପକାଇ କ୍ରମାଗତ ୩ୟ ବର୍ଷ ପାଇଁ କୋହଲି ଦେଶର ଏକ ନମ୍ବର ବ୍ରାଣ୍ଡ

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ଅଧୀନାୟକ ବିରାଟ କୋହଲି ଲଗାତର ଦେଶର ଏକ ନମ୍ବର ସେଲିବ୍ରେଟି ବ୍ରାଣ୍ଡ ହୋଇଛନ୍ତି। କ୍ରିକେଟ ପଡିଆରେ ଦମଦାର ପଦର୍ଶନ ସହ ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ କୋହଲି ବ୍ୟବସାୟ କ୍ଷେତ୍ରରେ…
Read More...

ଦିଲ୍ଲୀରେ ନିର୍ବାଚନ ପ୍ରଚାର ଶେଷ : ୮ରେ ହେବ ମତଦାନ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ  ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହାର ଶେଷ ଦିନ ଗୁରୁବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥିଲା। ନିର୍ବାଚନ ପ୍ରଚାରର ଶେଷ ଦିନ ସମସ୍ତ ରାଜନୈତିକ ପାର୍ଟି ଜବରଦସ୍ତ ପ୍ରଚାର…
Read More...

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହେଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ପ୍ରତି ବର୍ଷ ମାଟ୍ରିକ୍ ପରୀକ୍ଷା ଭଳି ପ୍ରମୁଖ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ସାରା ରାଜ୍ୟରେ ଏକ ଚର୍ଚାର ବିଷୟ ହୋଇ ରହିଥାଏ। ଭାଇରାଲ ଘଟଣା ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ଏକ ଚିନ୍ତାର ବିଷୟ…
Read More...

କାର ଦୁର୍ଘଟଣାରେ ପାକିସ୍ତାନ ସେନାର ପୂର୍ବତନ ମୁଖପାତ୍ର ଆସିଫ ଗଫୁର ଗୁରୁତର

ଇସଲାମାବାଦ୍ : ପାକିସ୍ତାନ ସେନାର ପୂର୍ବତନ ଜନସମ୍ପର୍କ ବିଭାଗ (ପିଆର) ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁରଙ୍କ କାର ବୁଧବାର ତଡ଼କେ ପାକିସ୍ତାନର ସରଗନା ଠାରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏହି ଦୁର୍ଘଟଣାରେ ଗଫୁର ଓ…
Read More...

ସୀନା ବୋରା ହତ୍ୟାକାଣ୍ଡ : ଜାମିନ ମିଳିବା ପରେ ମଧ୍ୟ ଜେଲରେ ରହିବେ ପିଟର ମୁଖାର୍ଜୀ

ମୁମ୍ବଇ : ହାଇପ୍ରୋଫାଇଲ୍ ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସ୍ବାମୀ ପିଟର ମୁଖାର୍ଜୀଙ୍କୁ ଗୁରୁବାର ଜାମିନ ମିଳିଛି। ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି ତାଙ୍କ ଜାମିନ ଆବେଦନରେ…
Read More...

ଅଯୋଧ୍ୟାରେ ମସଜିଦ୍ ପାଇଁ ଜମି ଦେବା ନିଷ୍ପତ୍ତି ଠିକ୍ ହୋଇନାହିଁ : ଶଙ୍କରାଚାର୍ଯ୍ୟ

ସମାଜ ପୋଟାଲ ଡେସ୍କ: ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଜମିଦେବାକୁ ବିରୋଧ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଗୁରୁବାର ଗଣମାଧ୍ୟମକୁ  ବିବୃତ୍ତି ଦେଇ ସେ କହିଛନ୍ତି ଅଯୋଧ୍ୟାରେ…
Read More...

ରିଲିଜ ହେଲା “ବାଗି-୩”ର ଟ୍ରେଲର

ମୁମ୍ବଇ : ଟାଇଗର୍ ଶ୍ରଫ୍ ଅଭିନୀତ ଚଳଚ୍ଚିତ୍ର “ବାଗି-୩”ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏଥିରେ ଟାଇଗରଙ୍କର ଷ୍ଟଣ୍ଟ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। କିଛି ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଥିଲା ବେଳେ…
Read More...

ପରୀକ୍ଷା ବନାମ ମାନସିକ ଚାପ

ସୁପ୍ରଭା ଦାଶ (ଜଗତସିଂହପୁର ) : ଅଧିକାଂଶ ଅଭିଭାବକ ପରୀକ୍ଷା ଆସିବା ପୂର୍ବରୁ ପିଲାମାନଙ୍କ ଉପରେ ଚାପ ପ୍ରୟୋଗ କରିଥାନ୍ତି । ଏହା ଆଦୌ ଶୁଭଙ୍କର ନୁହେଁ । ହଁ, ବର୍ଷ ତମାମ ପାଠ ପଢ଼ାର ଶେଷକୁ ଆସିଥାଏ ପରୀକ୍ଷା...…
Read More...

ଜାଣନ୍ତି କି : ଜଣଙ୍କର ମୃତ୍ୟୁର ଦିବସକୁ ଆମେ ‘ଭ୍ୟାଲେନଟାଇନ ଡେ’ ରୂପେ ପାଳନ କରୁଛୁ

ପୋର୍ଟାଲ ଡେସ୍କ ( ଦେବୀପ୍ରସାଦ ମହାନ୍ତି) : ଆମେ ଫେବୃଆରୀ ୧୪ ତାରିଖକୁ ‘ଭ୍ୟାଲେନଟାଇନ ଡେ ବା ପ୍ରେମ ଦିବସ’ ରୂପେ ପାଳନ କରିଥାଉ। ହେଲେ ଏହି ପ୍ରେମ ଦିବସ ପାଳନ କରିବା ପଛର ଇତିହାସକୁ କେବେ ଜାଣିବାକୁ ଚାହିଁନେ। ଆମେ…
Read More...

ଏହା ଶେଷ ରାୟ ତ? : ନିର୍ଭୟା ହତ୍ୟାକାରୀଙ୍କୁ ଅନ୍ତିମ ସୁଯୋଗ

# ନିର୍ଭୟା ଗଣଧର୍ଷଣ ଓ ହତ୍ୟାର ଚାରିପ୍ରମୁଖ ଦୋଷୀ ଫାଶୀ ଦଣ୍ଡାଦେଶ ପାଇଥିଲେ ହେଁ ତାହା ଆଇନଗତ ଜଟିଳତା ଓ ଲଢ଼େଇ ଯୋଗୁଁ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ତାରିଖ ଧାର୍ଯ୍ୟ ସତ୍ତ୍ବେ ଦୋଷୀମାନେ ଫାଶୀକୁ ଟାଳି…
Read More...

ବିଶ୍ବର ମହଙ୍ଗା ଚକୋଲେଟ୍

-ଯଦି ଗୋଟିଏ ଚକୋଲେଟ୍ ପ୍ୟାକେଟ୍‌ର ମୂଲ୍ୟ ୪୦୦ କିମ୍ବା ୫୦୦ ଟଙ୍କା, ତେବେ ଆମେ ଏହାକୁ ଦାମୀ ଚକୋଲେଟ୍ ଭାବେ ଗ୍ରହଣ କରୁ। ଭାରତୀୟ ବଜାରରେ ସର୍ବାଧିକ ୨ହଜାର ଟଙ୍କା ମୂଲ୍ୟର ଦାମୀ ଚକୋଲେଟ୍ ମିଳେ। ବିଦେଶୀ ରାଇଜରେ…
Read More...

ଫେବୃଆରୀରେ ଜନ୍ମିତ ଶିଶୁ ଅଧିକ ବୁଦ୍ଧିମାନ୍

# ନିକଟରେ ନ୍ୟୁଜିଲାଣ୍ଡର ଗବେଷକଦଳ ପ୍ରକାଶ କରିଛନ୍ତି, ଦୀଘ ୭ ବର୍ଷ ଅନୁଧ୍ୟାନ କରିବା ପରେ ପ୍ରମାଣିତ ହୋଇଛି ଯେ ଫେବୃଆରୀ ଜନ୍ମିତ ଶିଶୁ ଅନ୍ୟ ଶିଶୁଙ୍କ ତୁଳନାରେ ଅଧିକ ବୁଦ୍ଧିମାନ୍ ଓ ଏମାନେ ସୁନ୍ଦର ସ୍ବାସ୍ଥ୍ୟର…
Read More...

ତ୍ବଚା ଓ କେଶର ବନ୍ଧୁ : କଫି

ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ କଫି ଉଭୟ ତ୍ବଚା ଓ କେଶ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। କେଶ ନିମନ୍ତେ ଯେ କୌଣସି ପ୍ୟାକ୍ ପ୍ରସ୍ତୁତ କରିବା ସମୟରେ ସେଥିରେ ଅଧ ଚାମଚ କଫି ଗୁଣ୍ଡ ମିଶାଇ ଦିଅନ୍ତୁ। କେଶରେ ଏହି…
Read More...

ଚର୍ଚ୍ଚିତ ରେଳଷ୍ଟେସନ୍‌ର ନାମ

- ମହାରାଷ୍ଟ୍ରର ବେଲାପୁରସ୍ଥିତ ଏକ ରେଳଷ୍ଟେସନ୍‌ର ନାମ ହେଉଛି ‘ବାପ’। ଛୋଟ ଏଇ ରେଳଷ୍ଟେସନ୍‌ରେ ଦୈନିକ ୮ଟି ଯାତ୍ରୀବାହୀ ​‌ରେଳ ଯାତାୟାତ କରିଥାଏ। ଅଧିକାଂଶ ପର୍ଯ୍ୟଟକ କେବଳ ସେଲ୍‌ଫି ଉଠାଇବା ନିମନ୍ତେ ଏଠାକୁ…
Read More...

ହଂକଂରେ ‘ଗୁଡ୍ ନ୍ୟୁଜ୍’

# ଏବେ ଅଧିକାଂଶ ଭାରତୀୟ ଚଳଚ୍ଚିତ୍ର ବିଦେଶୀ ରାଇଜରେ ମୁକ୍ତିଲାଭ କରି ଉତ୍ତମ ବ୍ୟବସାୟ କରୁଛି। ଚୀନ୍, ଜାପାନ, ହଂକଂ, ଇଉରୋପ, ଆମେରିକା ଆଦି ରାଷ୍ଟ୍ରରେ ଏବେ ହିନ୍ଦୀ ଚଳଚ୍ଚିତ୍ରମାନ ମୁକ୍ତିଲାଭ କରି ବକ୍ସ ଅଫିସ୍‌ରେ…
Read More...

ହିତକାରୀ ଗୋଲାପର ମହକ

= ଜର୍ମାନୀର ଫ୍ରି-ବର୍ଗ ବିଶ୍ବବିଦ୍ୟାଳୟର ଗବେଷକ ଅନୁସନ୍ଧାନ କରି ପ୍ରମାଣିତ କରିଛନ୍ତି ଯେ ବିଭିନ୍ନ ପ୍ରକାର ସୁଗନ୍ଧର ଉତ୍ତମ ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼େ। ବାଲକୋନିରେ ଯଦି ଗୋଲାପ ଗଛ ଅଛି, ତେବେ ଏହି ଫୁଲର…
Read More...

ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ସର୍କିଟ ହାଉସରେ ଖୋର୍ଦ୍ଧା ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…
Read More...

ଜଣେ କନେ​‌ଷ୍ଟବଳରେ ଚାଲିଛି ବନମାଳିପୁର ଫାଣ୍ଡି

ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଫାଣ୍ଡିରେ ଜଣେ ସ୍ଥାୟୀ ପୁଲିସ ଅଧିକାରଙ୍କୁ ନିଯୁକ୍ତି ଦିଆଯାଉ ନ ଥିବାରୁ ଏବେ ଏହି ଫାଣ୍ଡିଟି ଜଣେ କନେ​‌ଷ୍ଟବଳବଳଙ୍କ ଦ୍ୱାରା ପରିଚାଳିତ…
Read More...

କ୍ୟାପିଟାଲ ହସ୍ପିଟାଲ : କାହା ପାଇଁ ହେଲ୍ପ ଡେସ୍କ ?

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ ହୋଇଥିଲା ମୋ ସରକାର କାର୍ଯ୍ୟକ୍ରମ। ଗାନ୍ଧୀ ଜୟନ୍ତୀରୁ ଏହି ଯୋଜନା ଆରମ୍ଭ ହୋଇ ଏହାଭିତରେ ୫ମାସ ବିତିଯାଇଛି। ହସ୍ପିଟାଲରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ…
Read More...

ଖଣ୍ଡଗିରି ମେଳାରେ ଖାଦ୍ୟ ଷ୍ଟଲ୍‌ ଯାଞ୍ଚ : ୮୦ କେ.ଜି ଖାଦ୍ୟ ନଷ୍ଟ

ଭୁବନେଶ୍ବର : ବିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ଯାଞ୍ଚ ଦଳ ଖଣ୍ଡଗିରି ମେଳାର ଖାଦ୍ୟ ଷ୍ଟଲ୍‌ଗୁଡ଼ିକ ଯାଞ୍ଚ କରିଛି। ଷ୍ଟଲ୍‌ରେ ଅପରିଷ୍କାର ପରିବେଶ ସହିତ ବାସି ଖାଦ୍ୟ ବିକ୍ରି ହେଉଥିବାରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ…
Read More...

ସମସ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟକେନ୍ଦ୍ର : ନାହାନ୍ତି ଡାକ୍ତର ଓ କର୍ମଚାରୀ , କେବେ ଗଡ଼ିବ ଆମ୍ବୁଲାନ୍ସ?

ଭୁବନେଶ୍ବର  : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗ କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ…
Read More...

ଅନିଶ୍ଚିତତାରେ ୬ ୱାର୍ଡର ଭୂତଳ ପ୍ରକଳ୍ପ : ସର୍ଭେରେ ସୀମିତ କାମ

କଟକ : କଟକ ମହାନଗର ନିଗମ (ସିଏମ୍‌ସି)ର ୬ଟି ୱାର୍ଡରେ ସ୍ବରେଜ ଓ ଡ୍ରେନେଜ୍‌ର ଉନ୍ନତିକରଣ ପାଇଁ ଭୂତଳ ​‌​ସ୍ବେରେଜ ଓ ଡ୍ରେନେଜ ନିର୍ମାଣ କରାଯିବ। ଦୁଇବର୍ଷ ହେବ ଏକ ଘରୋଇ ସଂସ୍ଥା ମାଧ୍ୟମରେ ସର୍ଭେ କରାଯାଇଛି; ହେଲେ…
Read More...

ଆଉ କେତେ ସହିବେ ବଡ଼ବଜାର ଓଡ଼ିଆ ଶ୍ରମିକ ?

କଲକାତା : ବଡ଼ ବଜାରରେ ପାଞ୍ଚଶହରୁ ଊର୍ଦ୍ଧ୍ବ ଓଡ଼ିଆ ଶ୍ରମିକ ବିଭିନ୍ନ ସାମଗ୍ରୀ ସରବରାହ ଓ ମାଲବାହୀ ଟ୍ରକ୍‌ଗୁଡ଼ିକରେ ଲୋଡ଼-ଅନ୍‌ଲୋଡ଼୍‌ କରିଥାଆନ୍ତି। ବର୍ଷବର୍ଷ ଧରି ସେମାନେ ଏହି କାର୍ଯ୍ୟରେ ଯୁକ୍ତ ରହିଥିଲେ…
Read More...

ମହିଳା ହକି: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ମହିଳା ହକି ଦଳ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଦଳକୁ ୩-୦ ଗୋଲ୍‌ରେ ପରାସ୍ତ କରି ଗସ୍ତ ଶେଷ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଘରୋଇ ବ୍ୟାଙ୍କରେ ରହିବନି ଶ୍ରୀଜଗନ୍ନାଥଙ୍କ ଟଙ୍କା

ପୁରୀ : ଏଣିକି କେବଳ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ। ଘରୋଇ ବ୍ୟାଙ୍କରେ ରହିଥିବା ୬ଶହ କୋଟି ଟଙ୍କା ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରାଯିବ। ଅଧିକ ସୁଧ ଦେବାକୁ ଇଚ୍ଛୁକ ବ୍ୟାଙ୍କ…
Read More...

କାମଚଳା ଡାକ୍ତରଙ୍କ ହାତରେ ରୋଗୀଙ୍କ ଭାଗ୍ୟ: ମିଳୁନି ନିରାମୟ ଔଷଧ , ଫାର୍ମାସିଷ୍ଟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଭରସା

ଅସ୍ତରଙ୍ଗ : ପୁରୀ ଜିଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋ ସରକାର ଯୋଜନା ବିଫଳ ହୋଇଥିବା ଅଭିଯୋଗ ହୋଇଛି। କାମଚଳା ଡାକ୍ତରଙ୍କ ହାତରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ୨ ଲକ୍ଷରୁ ଉର୍ଦ୍ଧ…
Read More...

କୋହଲି ଦେଶର ସବୁଠାରୁ ଦାମୀ ପ୍ରସିଦ୍ଧ ବ୍ୟକ୍ତି

ନୂଆଦିଲ୍ଲୀ : ତାଙ୍କର ବ୍ୟାଟିଂ ଦକ୍ଷତା ଏବଂ ନେତୃତ୍ବ ଯୋଗୁଁ ଦିନକୁ ଦିନ ବିରାଟ କୋହଲିଙ୍କ ଖ୍ୟାତି ବଢ଼ିବାରେ ଲାଗିଛି। ଭାରତୀୟ କ୍ରିକେଟ ପାଇଁ ଅଧିନାୟକ କୋହଲିଙ୍କ ଅବଦାନ ବେଶ୍ ମୂଲ୍ୟବାନ। ତେଣୁ ପଡ଼ିଆ ବାହାରେ…
Read More...

କରୋନା ଚିକିତ୍ସାରେ କାମ ଦେଉଛି ଆମେରିକୀୟ ଔଷଧ

ବେଜିଂ : କରୋନା ସଂକ୍ରମିତଙ୍କ ଚିକିତ୍ସାରେ ସୁଫଳ ପ୍ରଦାନ କରୁଛି ଆମେରିକୀୟ କମ୍ପାନୀ ‘ଗିଲିଡ୍‌ ସାଇନ୍ସେସ୍’ ଦ୍ବାରା ପ୍ରସ୍ତୁତ ଭୂତାଣୁ ପ୍ରତିହତକାରୀ ଔଷଧ ‘ରାମଦେସିବିର’। ଆମେରିକାରେ ଏହି ଔଷଧସେବନରୁ ସଫଳତା…
Read More...

ଆନ୍ଧ୍ରରେ ଖୋଲିଲା ପ୍ରଥମ ‘ଦିଶା ଥାନା’

ରାଜମୁନ୍ଦ୍ରି : ଆନ୍ଧ୍ରପ୍ରଦେଶ ସରକାର ବଳାତ୍କାର ମାମଲାରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ହାଇଦରାବାଦରେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣବଳାତ୍କାର ଓ ବୀଭତ୍ସ ହତ୍ୟା ପରେ ୱାଇ.ଏସ୍‌ ଜଗନମୋହନ ରେଡ୍ଡିଙ୍କ…
Read More...

ଅଣାୟତ୍ତ କରୋନା : ମୃତ୍ୟୁସଂଖ୍ୟା ୫୦୦ ଛୁଇଁଲା

ବେଜିଂ : ଚୀନ୍‌ରେ ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୦୦ ଛୁଇଁଛି। ମଙ୍ଗଳବାରଠାରୁ ବୁଧବାର ସୁଦ୍ଧା ୬୫ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ସରକାରୀ ଭାବେ ଏହା ୪୯୯…
Read More...

କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ

ପାଟନା : ଜେଏନୟୁର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାରଙ୍କ ଉପରେ ଆକ୍ରମଣ ହୋଇଛି। ସିଏଏ, ଏନଆରସି ଓ ଏନପିଆର ବିରୋଧରେ ପ୍ରଚାର ଲାଗି କହ୍ନେୟା ବିହାରରେ ଶୋଭାଯାତ୍ରା ଚଳାଇଥିବାବେଳେ ବୁଧବାର ସନ୍ଧ୍ୟାରେ ତାଙ୍କ ଉପରେ…
Read More...

ଗୁରୁବାର ରାଶିଫଳ ( ୦୬. ୦୨. ୨୦୨୦ )

ମେଷ: ଯାହା କରନ୍ତୁ ନା କାହିଁକି ସଫଳତା ନିଶ୍ଚିତ ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ୍‌ ଚିନ୍ତାରେ ମଗ୍ନ ହୋଇପାରନ୍ତି। ଦେବ ଦର୍ଶନ କରି ସୁଖ ଅନୁଭବ…
Read More...

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପ୍ରେମିକ ଗିରଫ

ଖୁଣ୍ଟା : ମୟୁଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ସହ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପ୍ରେମିକକୁ ପୁଲିସ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ…
Read More...

ସ୍କର୍ପିଓ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ : ଜଣେ ଗିରଫ,  ଚାଳକ ଫେରାର

ବିନିକା : ସୋନପୁର ଜିଲା ବିନିକା ପୁଲିସ ଥାନା ସମ୍ମୁଖରେ ଦୃତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରୁ ନଗଦ ୧ଲକ୍ଷ ୫୭ ହଜାର ୫୪୦ ଟଙ୍କା ଜବତ କରାଯାଇଛି। ଗାଡ଼ିରେ ଥିବା ଜଣକୁ ଗିରଫ କରିଥିବା ବେଳେ ଚାଳକ ଫେରାର…
Read More...

ହାତଗୋଡ ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ବ୍ରଜନଗରର ଏକ ଭଡ଼ା ଘରୁ ବଧବାର ହାତ ଗୋଡ ବନ୍ଧା ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଆଜି ସକାଳେ ବ୍ରଜନଗର କେତେକ ସାହି ବାସିନ୍ଦା ବନମାଳୀ ଗୈଡଙ୍କ…
Read More...

ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ…
Read More...

ମୁମ୍ବଇର ଏକ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ : ନିଆଁ ଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି ନିୟୋଜିତ

ମୁମ୍ବଇ : ମୁମ୍ବଇର ମାଲାବାର ହିଲ୍ସର ହାଗିଂ ଗାର୍ଡେନ ପାଖରେ ଥିବା ଏକ ଅଟ୍ଟାଳିକାରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ସୂଚନା ପାଇଁ ଘଟଣାସ୍ଥଳରେ ୧୨ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି।…
Read More...

ରିଜର୍ଭ ବ୍ୟାଙ୍କର ନିୟନ୍ତ୍ରଣକୁ ଆସିବ ଦେଶର ସମସ୍ତ ସମବାୟ ବ୍ୟାଙ୍କ : ପ୍ରକାଶ ଜାବଡେକର

ନୂଆଦିଲ୍ଲୀ: ବୁଧବାର ମୋଦୀ ସରକାର ସମବାୟ ବ୍ୟାଙ୍କକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସମବାୟ ବ୍ୟାଙ୍କ ଗୁଡିକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି…
Read More...

ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ପାଳିତ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ତିରୋଧାନ ଦିବସ ତାଙ୍କର ଜନ୍ମ ଓ ସାଧନା ପୀଠ ବାଲିଗାଁ ଠାରେ ବୁଧବାର ସମାରୋହରେ ପାଳିତ ହୋଇଯାଇଛି। ପବିତ୍ର ମାଘ ଶୁକ୍ଳ ଏକାଦଶୀ ତିଥିରେ ଭକ୍ତ…
Read More...

ଭାରତର ପ୍ରତିରକ୍ଷା କ୍ଷମତା କୌଣସି ଦେଶ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ, କାରଣ ଭାରତ ଶାନ୍ତି ଚାହେଁ: ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ଭାରତ ପାଖରେ ରହିଥିବା ପ୍ରତିରକ୍ଷା କ୍ଷମତା କୌଣସି ଦେଶ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ, କାରଣ ବିଶ୍ୱ ଶାନ୍ତି ଦିଗରେ ଭାରତର ଅବଦାନ ଯଥେଷ୍ଟ ରହିଛି ଏବଂ ଭାରତ ସର୍ବଦା ଶାନ୍ତି ଚାହେଁ ବୋଲି କହିଛନ୍ତି…
Read More...

ନିର୍ଭୟା ମାମଲା: ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଅକ୍ଷୟ ଫାଶୀ…
Read More...