ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ଦାବୀରେ ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ,ଛାତ୍ରଛାତ୍ରୀ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ର ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ସରକାରୀ ହାଇସ୍କଲରେ ଶିକ୍ଷକ ଓ ଆବଶ୍ୟକୀୟ ଶ୍ରେଣୀ ଗୃହ ପ୍ରଦାନ ଦାବୀରେ ବୁଧବାର ଦିନ ଅଞ୍ଚଳବାସୀ ତାଲା…
Read More...

ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ, ଭାରତର ଉର୍ଜା ସୁରକ୍ଷାକୁ ବଢାଇବ ଏହି ଦ୍ୱିପାକ୍ଷିକ ଚୁକ୍ତି :…

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଠାରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜନେଫ୍ଟର ସିଇଓ ଇଗୋର ସଚିନ୍ ଏବଂ ତାଙ୍କର ଏକ ଉଚ୍ଚ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଥମ ଥର…
Read More...

ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ୭୪.୫ପ୍ରତିଶତ ନମ୍ବର ରଖି ଉତ୍ତିର୍ଣ୍ଣ ହେଲେ ୧୦୫ବର୍ଷୀୟା ବୃଦ୍ଧା

କେରଳ : କୁହାଯାଏ ପଢିବାର କୌଣସି ବୟସସୀମା ନଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେରଳର ଜଣେ ୧୦୫ବର୍ଷୀୟା ବୃଦ୍ଧା। କୋଲ୍ଲମ ପରାକୁଲମର ୧୦୫ ବର୍ଷୀୟା ବୃଦ୍ଧା ଭାଗିରଥି ଅମ୍ମା ୨୦୧୯ମସିହା ନଭେମ୍ବର ମାସରେ ତତୁର୍ଥ…
Read More...

ପଶ୍ଚିମ ଓଡିଶା ବନ୍ଦ ପାଇଁ ରେଳ ଚଳାଚଳ ବ୍ୟାହତ, ଆନ୍ଦୋଳନକାରୀ ଓ ରେଳ ଯାତ୍ରୀ ମୁହାଁମୁହିଁ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବୀକୁ ନେଇ ଆହୁତ ପଶ୍ଚିମ ଓଡିଶା ବନ୍ଦ ପାଇଁ ବୁଧବାର ଦିନ ସମ୍ବଲପୁର ରେଳ ମଣ୍ଡଳରେ ରେଳ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଏହି କ୍ରମରେ ସମ୍ବଲପୁର…
Read More...

ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲା କାଜଲ ଅଗ୍ରଓ୍ବାଲଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ : ସିଙ୍ଗାପୁରର ମ୍ୟାଡମ୍ ତୁଷାଦ୍ ମ୍ୟୁଜିୟମ୍‌(ସଂଗ୍ରହାଳୟରେ)ରେ ସ୍ଥାନ ପାଇଲା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଗ୍ରଓ୍ବାଲଙ୍କ ମହମ ପ୍ରତିମୂର୍ତ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଭାବେ କାଜଲଙ୍କ ଏହି ମହମ…
Read More...

ସାବଧାନ ରଙ୍ଗ୍ ରୁଟରେ ଗାଡି ଚଳାଇଲେ ହୋଇଯିବ ଚକା ଲିକ୍

ଭୁବନେଶ୍ବର : ରଙ୍ଗ୍ ରୁଟରେ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ। ଏଣିକି ରଙ୍ଗ୍ ରୁଟରେ ଗାଡି ଚଲାଇଲେ ହୋଇଯିବ ଚକା ଲିକ୍। କାରଣ ଦୌତନଗରୀ କଟକ ଓ ଭୁବନେଶ୍ବରରେ ପୁନେ, ହାଇଦ୍ରାବାଦ ପରି ସ୍ପାଇକ୍ ବ୍ୟାରିଅର ଲଗାଇବା…
Read More...

ଏନଆରସିର ପ୍ରଭାବ ସବୁ ଧର୍ମ ଉପରେ ପଡ଼ିବ, ମହାରାଷ୍ଟ୍ରରେ ଏହାକୁ ଲାଗୁ କରିବାକୁ ଦେବୁ ନାହିଁ : ଉଦ୍ଧବ ଠାକରେ

ମୁମ୍ବଇ : ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ପ୍ରଭାବ ହିନ୍ଦୁ ମୁସଲମାନ ଠାରୁ ଆରମ୍ଭ କରି ସମସ୍ତ ଧର୍ମ ଉପରେ ପଡ଼ିବ। ତେଣୁ ଏହାକୁ ମହାରାଷ୍ଟ୍ରରେ କୌଣସି ପରିସ୍ଥିତିରେ ଲାଗୁ କରିବାକୁ ଦେବୁନାହିଁ। ଏଭଳି କହିଛନ୍ତି…
Read More...

ଜାତୀୟକରଣ ବ୍ୟାଙ୍କରେ ରହିବ ‘ଜଗା’ର ଟଙ୍କା, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ସମାଜ ପୋଟାଲ ଡେସ୍କ : ଆଉ ଘରୋଇ ବ୍ୟାଙ୍କରେ ରହିପାରିବ ନାହିଁ ଜଗନ୍ନାଥଙ୍କ ହୁଣ୍ଡି ଏବଂ କର୍ପସ ଫଣ୍ଡ ଟଙ୍କା। ଏନେଇ ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି। ଗଜପତି ମହାରାଜା…
Read More...

ଗାଙ୍ଗୁଲିଙ୍କ ଏହି ରେକର୍ଡ ଭାଙ୍ଗିଲେ ବିରାଟ

ହାମିଲଟନ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଏକ ରେକର୍ଡ ବୁଧବାର ଭାଙ୍ଗିଛନ୍ତି ଟିମ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି। କୋହଲି ଅଧିନାୟକ ଭାବେ…
Read More...

ଝଲସିବ ରାଜ୍ୟର ସମସ୍ତ ବସଷ୍ଟାଣ୍ଡ, ମିଳିବ ମଲ୍ଟିପ୍ଲେକ୍ସ ସହ ସପିଂ ମଲର ସୁବିଧା: ପ୍ରତାପ ଜେନା

ଭୁବନେଶ୍ବର: ରାଜ୍ୟର ସମସ୍ତ ବସଷ୍ଟାଣ୍ଡର ଉନ୍ନତୀକରଣ କରାଯିବ। ରାଜ୍ୟରେ ରହିଥିବା ପ୍ରମୁଖ ବସଷ୍ଟାଣ୍ଟ ଗୁଡିକରେ ବିମାନ ବନ୍ଦର ଭଳି ଉନ୍ନତ କରାଯିବା ସହ ସେଠାରେ ମଲ୍ଟିପ୍ଲେକ୍ସ ଏବଂ ସପିଂ ମଲ ଭଳି ସୁବିଧା ଯୋଗାଇ…
Read More...

ଆଜି ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର : ପଶ୍ଚିମ ଓଡ଼ିଶା ଓକିଲ ସମୂହ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର, ଭାରତୀୟ ବାର କାଉନସିଲ ଓ ଓଡ଼ିଶା ରାଜ୍ୟ ବାର କାଉନସିଲଙ୍କ ଅସହଯୋଗ ଓ ଅସୂୟା ମନୋଭାବର ପ୍ରତିବାଦରେ ‘ଫାଇଟ୍‌ ଫର ଲୟର୍ସ ରାଇଟ୍‌’ ବ୍ୟାନରରେ…
Read More...

ନିର୍ଭୟା ମାମଲାରେ ଆଜି ହାଇକୋର୍ଟ ରାୟ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ଦୋଷୀଙ୍କ ମୃତ୍ୟୁଦଣ୍ଡ ସମ୍ପର୍କରେ ବୁଧବାର ଦିଲ୍ଲୀ ହାଇକୋର୍ଟ ରାୟ ପ୍ରକାଶ କରିବେ। ଦୋଷୀଙ୍କ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀତା ଉପରେ ବାରମ୍ବାର ରହିତାଦେଶ ଜାରି…
Read More...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଆଜି

ହାମିଲ୍‌ଟନ: ନ୍ୟୁଜିଲାଣ୍ଡ ଗସ୍ତରେ ଘରୋଇ ଦଳ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତର ପ୍ରାଧାନ୍ୟ ରହିବ ବୋଲି ସମସ୍ତେ ଧରି ନେଇଥିଲେ। ତେବେ ଭାରତ ଏହି ସିରିଜ୍‌କୁ ୫-୦ରେ ଜିତିବା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା।…
Read More...

ସାପ ଉଦ୍ଧାରରେ ଲିମ୍‌କା ରେକର୍ଡ : ୧୮ ହଜାର ସାପ ଧରି ଜଙ୍ଗଲରେ ଛାଡ଼ିଛନ୍ତି

ଅନୁଗୋଳ (ସୋମନାଥ ସାହୁ) :  ସାପ ଦେଖିଲେ ଅନେକ ଭୟଭୀତ ହୁଅନ୍ତି। ସାପକୁ ଉଦ୍ଧାର କରିବା ଓ ତାକୁ ନେଇ ଘଞ୍ଚ ଜଙ୍ଗଲ ଅବା ସାପର ଆଶ୍ରୟ ସ୍ଥଳରେ ଛାଡିବା ଲୋକଙ୍କ ସଂଖ୍ୟା ବହୁତ କମ। ତେବେ ଏହିଭଳି ଅସାଧାରଣ କାର୍ଯ୍ୟ…
Read More...

କ୍ୟାପିଟାଲ ହସ୍‌ପିଟାଲରେ କର୍କଟ ରୋଗୀଙ୍କ ସହ ସମୟ କାଟିଲେ ଭାରତୀୟ ହକି ଖେଳାଳି

ଭୁବନେଶ୍ୱର : ବିଶ୍ୱ କର୍କଟ ଦିବସ ଅବସରରେ ମଙ୍ଗଳବାର କ୍ୟାପିଟାଲ ହସ୍‌ପିଟାଲରେ ଭାରତୀୟ ହକି ଦଳର ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। କୋଣାର୍କ ଫାଉଣ୍ଡେସନ ପକ୍ଷରୁ କର୍କଟ ରୋଗ ସଚେତନତା କାର୍ୟ୍ୟକ୍ରମରେ ଭାରତୀୟ ହକି…
Read More...

କରୋନା ଆତଙ୍କ: ଫେରିଲେ ୬୫, ଫସିଛନ୍ତି ୧୩୨ , ଚାଇନାରୁ ସୁରକ୍ଷିତ ଆସିଲେ କୋରାପୁଟିଆ ଝିଅ

କୋରାପୁଟ : ଭାରତର ଶହଶହ ଛାତ୍ରଛାତ୍ରୀ ଚାଇନାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି। ଚାଇନାରୁ ପ୍ରବାହିତ କରୋନା ଭାଇରସ ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବାରୁ ସମ୍ପ୍ରତି ସେଠାରେ ଅଧ୍ୟୟନରତ ପିଲାଙ୍କ ସୁରକ୍ଷା…
Read More...

ଗଣତନ୍ତ୍ରରେ ଗଣିତ ଓ ସାହିତ୍ୟ

ବିଶ୍ବରଞ୍ଜନ : ଗଣତନ୍ତ୍ର କେବଳ ଗଣିତର ଖେଳ ନୁହେଁ, ଗଣିତ ସହିତ ସାହିତ୍ୟର ଭାବ ଓ ଭାଷା ସମନ୍ବିତ ହେଲେ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳ ଓ ଶକ୍ତିଶାଳୀ ହୁଏ। ଏକଥା ସତ ଯେ ସଂଖ୍ୟା ବଳରେ ବଳୀୟାନ ବ୍ୟକ୍ତି ବା ଦଳ ଶାସନ…
Read More...

ବଜ୍ରକାପ୍ତା ଚାଲାଣରେ ବିଦେଶୀ ଲିଙ୍କ୍‍

ଗୁରୁଡିଝାଟିଆ : ବଜ୍ରକାପ୍ତା ଚୋରାଚାଲାଣରେ ବିଦେଶ ଲିଙ୍କ୍‌ ଥିବା ଆଉ ୨ଜଣଙ୍କୁ ବନବିଭାଗ ଗିରଫ କରିଛି। ସେମାନଙ୍କଠାରୁ ବଜ୍ରକାପ୍ତା ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ମଧ୍ୟ ଜବତ କରାଯାଇଛି। ରିମାଣ୍ଡରେ ଆସିଥିବା…
Read More...

ପୁରୀ ଅଶାନ୍ତ : କଲେଜ ଛାତ୍ରଙ୍କୁ ଗୁଳିମାଡ଼, ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ

ପୁରୀ : ପୁରୀ ଦତ୍ତତୋଟାରେ ମଙ୍ଗଳବାର ଜଣେ କଲେଜ ଛାତ୍ରଙ୍କୁ ଗୁଳିମାଡ ହୋଇଛି। ଏହି ଘଟଣାକୁ ନେଇ ପୁରୀ ସହରରେ ଛାତ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଅପରାଧୀଙ୍କୁ ଗିରଫ ଦାବିରେ ଶତାଧିକ ଛାତ୍ର କଲେଜ ସମ୍ମୁଖ ମେଡ଼ିକାଲ…
Read More...

୧କୋଟି ମୂଲ୍ୟର ଟିଭି !

# ଆଜିକାଲି ଅଧିକାଂଶ ଲୋକ ବଡ଼ ଏଲଇଡି ଟିଭି ଦେଖିବାକୁ ପସନ୍ଦ କରୁଛନ୍ତି। ଉଚ୍ଚକ୍ଷମତାସମ୍ପନ୍ନ ଏହି ଅତ୍ୟାଧୁନିକ ଟେଲିଭିଜନ ବଜାରରେ ଏବେ ସୁନାର ଟିଭି ଉପଲବ୍ଧ। ମିଳିଥିବା ତଥ୍ୟ ଅନୁସାରେ, ବ୍ରିଟିଶ୍ ଟିଭି କମ୍ପାନୀ…
Read More...

ଜ୍ୟାକେଟ୍ ଚାର୍ଜ କରିବ ସ୍ମାର୍ଟଫୋନ୍

# ବିଦେଶୀ କମ୍ପାନୀ ‘ସ୍ନୋ-ସି’ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଜ୍ୟାକେଟ୍ ତିଆରି କରିଛି। ଏହି ଜ୍ୟାକେଟ୍‌କୁ ନେଇ ବିଶ୍ବସ୍ତରରେ ଚର୍ଚ୍ଚା ଚାଲିଛି। ଯୁବପିଢ଼ି ଏଇ ଜ୍ୟାକେଟ୍ କିଣିବାକୁ ଖୁବ୍ ଆଗ୍ରହୀ। କାରଣ ଏହା ଏକ…
Read More...

ମହାକାଶ ଯାତ୍ରା କାରଣରୁ ମସ୍ତିଷ୍କ ପ୍ରଭାବିତ!

# ଦିନକୁଦିନ ବିଜ୍ଞାନ ଅଗ୍ରତି କରୁଛି, ଏଥିରେ ଦ୍ବିମତ ନାହିଁ। ମହାକାଶରେ ‘ସ୍ପେସ୍ ହୋମ୍’ ନିର୍ମାଣ ହେବାକୁ ଯାଉଥିବାବେଳେ ଅନ୍ୟ ଏକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ ମହାକାଶ ଯାତ୍ରା କରୁଥିବା ମହାକାଶଚାରୀଙ୍କ…
Read More...

ପଥର ଫିଙ୍ଗି କରାଯାଏ ଲିଙ୍ଗ ନିରୂପଣ

# ସୋନୋଗ୍ରାଫି ସହାୟତାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଯାଉଥିବାବେଳେ ଭାରତରେ ଏହା ବେଆଇନ ଅଟେ। ଏକବିଂଶ ଶତାବ୍ଦୀରେ ପହଞ୍ଚି ମଧ୍ୟ କେତେକ ବର୍ଗ ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଦେଉଛନ୍ତି। ଆମ ଦେଶରେ ଶିଶୁର…
Read More...

ଖଣ୍ଡଗିରି ମେଳା : ଆଜିଠୁ ଯାତ୍ରା ମହାସମର

ଭୁବନେଶ୍ୱର,୪।୨(ଆ.ପ୍ର): ପାରମ୍ପରିକ ନୃତ୍ୟ, ବାଦ୍ୟରେ କମ୍ପୁଥିଲା ଖଣ୍ଡଗିରି ପାନ୍ଥିକା। ଶୀତୁଆ ସନ୍ଧ୍ୟାରେ ଆକର୍ଷଣୀୟ ଆଲୋକମାଳା ସହିତ ମେଳାର ମନୋରମ ଦୃଶ୍ୟ ଦର୍ଶକଙ୍କୁ ଆନମନା କରୁଥିଲା। ଅବସର ଥିଲା ଭୁବନେଶ୍ବର…
Read More...

କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ କ୍ରୀଡ଼ା ଭିତ୍ତିଭୂମିର ନୂଆ ସମ୍ଭାବନା

ଭୁବନେଶ୍ବର : କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ଗୋଟିଏ ପରେ ଗୋଟିଏ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେବାରେ ଲାଗିଛି। ହକି ହେଉ କି ଫୁଟବଲ, ଭାରୋତ୍ତୋଳନ ଅବା ବ୍ୟାଡ଼ମିଣ୍ଟନ ଭଳି କ୍ରୀଡ଼ାର ଭିତ୍ତିଭୂମି ସୃଷ୍ଟି…
Read More...

ଏକାମ୍ର କ୍ଷେତ୍ର ଉନ୍ନୟନ ପ୍ରକଳ୍ପ : ଜମି ଅଧିଗ୍ରହଣ ପାଇଁ ସ୍ବୀକୃତି ଦେଲେ ୨୭ ପରିବାର

-ଜମି ଓ ଘର ମୂଲ୍ୟ ଉପରେ ମିଳିବ ଅଧିକ ୧୦% ଅର୍ଥ - ସରଳ ହେଲା ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ବ୍ୟବସ୍ଥା -ଲୋକଙ୍କୁ ଦୈନିକ ବୁଝାଉଛନ୍ତି ଅଧିକାରୀ ଭୁବନେଶ୍ବର : ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା…
Read More...

ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପ୍ରକଳ୍ପ ନେଇ ମାନସମନ୍ଥନ : ମାର୍ଚ୍ଚ ସୁଦ୍ଧା ଚୂଡ଼ାନ୍ତ ଡିଜାଇନ୍

ଭୁବନେଶ୍ବର : ପୁରୀରେ ବିଶ୍ବସ୍ତରୀୟ ଐତିହ୍ୟ କରିଡର୍ ପାଇଁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପ ପାଇଁ ଗତବର୍ଷ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଯଶସ୍ବୀ ପ୍ରିୟଙ୍କା : ଲକ୍ଷ୍ୟଥିଲା ଶିକ୍ଷାଦାନ କରି ଉତ୍ତମ ଛାତ୍ରଛାତ୍ରୀ ଗଢ଼ିବା

ଦିଗପହଣ୍ଡି (ଗଜାନନ ତ୍ରିପାଠୀ) :  ଆଶା ରଖିଥିଲେ ନିଷ୍ଠାର ସହ ବିଦ୍ୟାଳୟରେ ଶିକ୍ଷାଦାନ କରି ଉତ୍ତମ ଛାତ୍ରଛାତ୍ରୀ ଗଢ଼ିବା ସହ ପରିବାରର ଯଶ ରଖିଥା’ନ୍ତେ। ବିଧିର ବିଧାନ କିନ୍ତୁ ଥିଲା ଅଲଗା। ସ୍ବପ୍ନବିଭୋର…
Read More...

ଓଡ଼ିଶାରେ ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ସଫଳ

କଟକ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବିଏମସିଏଚ୍‌) ଇତିହାସରେ ଆଉ ଏକ ନୂଆଫର୍ଦ ଯୋଡିହୋଇଛି। ରାଜ୍ୟର ପ୍ରଥମ ସରକାରୀ ମେଡିକାଲଭାବେ ଏସ୍‍ସିବିରେ ପ୍ରଥମଥର ଲାଗି କାଡାଭେରିକ…
Read More...

ଆସନ୍ତା ଶିକ୍ଷା ବର୍ଷରୁ ଶିକ୍ଷକଙ୍କ ବଦଳି ନିୟମ ଲାଗୁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର :ଚଳିତବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଏବଂ ପ୍ରଶ୍ନପତ୍ର ପ୍ରଘଟ ନହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ…
Read More...

ସିଲ୍‌ ହେଲା ଓୟୁଏଟି ଫାର୍ମ : ତିନି ମାସ ବିଶୋଧନ, ବର୍ଷେ ରହିପାରିବେନି ପକ୍ଷୀ

ଭୁବନେଶ୍ବର : ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିବା ଓୟୁଏଟି ପ୍ରାଣୀବିଜ୍ଞାନ ମହାବିଦ୍ୟାଳୟର କୁକୁଡ଼ା ଫାର୍ମକୁ ମଙ୍ଗଳବାର ସିଲ କରିଦିଆଯାଇଛି। ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତିନି ମାସ ପାଇଁ ଏହାକୁ ବନ୍ଦ ରଖାଯିବ। ପ୍ରତି…
Read More...

ରାଜ୍ୟ ମୁଖ୍ୟ ସଚିବଙ୍କୁ ଏନଜିଟିଙ୍କ କଡ଼ା ତାଗିଦା : ପରିବେଶ ପ୍ରଦୂଷଣ ପ୍ରତି ବିଶେଷ ଧ୍ୟାନ ଦିଅ 

ନୂଆଦିଲ୍ଲୀ : ଓଡ଼ିଶାରେ ପରିବେଶ ପ୍ରଦୂଷଣ ପ୍ରସଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣ କଡ଼ା ତାଗିଦା କରିଛନ୍ତି। ଗଞ୍ଜାମ ଜିଲା ବେଆଇନ ଇଟାଭାଟି…
Read More...

ଇସ୍କନ ମୁଖ୍ୟଙ୍କୁ ଗିରଫ ଦାବି

ପୁରୀ : ଅଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା କରିଥିବା ମୁମ୍ବଇ ଇସ୍କନ ମୁଖ୍ୟଙ୍କୁ ତୁରନ୍ତ ଗିରଫ କରିବାକୁ ମଙ୍ଗଳବାର ଆନନ୍ଦବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । ଶ୍ରୀପଞ୍ଚମୀ ତିଥିରେ…
Read More...

ଅଙ୍ଗ ଦେଇ ଅମର ହେଲେ ପ୍ରିୟଙ୍କା

ଉପଚାର ପାଇଁ ଉପହାର : ଆଧୁନିକ ଚିକିତ୍ସା ବିଜ୍ଞାନରେ ଜୀବନ ଉପହାର ଏକ ବାସ୍ତବ ଘଟଣା। ଏହାଦ୍ବାରା ମୃତ୍ୟୁ ପୂର୍ବରୁ ବା ପରେ ଜଣଙ୍କର ଅଙ୍ଗ ଆସନ୍ନ ମୃତ୍ୟୁମୁଖରେ ପଡିଥିବା ଅନ୍ୟ ଜଣେ ଜୀବିତ ବ୍ୟକ୍ତିଙ୍କ ଶରୀରରେ…
Read More...

ନିୟନ୍ତ୍ରଣ ବାହାରେ ‘କରୋନା’ : ଚିନ୍ତାରେ ଚୀନ୍‌ ଅର୍ଥନୀତି

ବେଜିଂ,୪ା୨: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଚୀନ୍‌ ସରକାର ଏହାର ନାଭିକେନ୍ଦ୍ର ହୁବେଇ ପ୍ରଦେଶ ତଥା ଏହାର ରାଜଧାନୀ ଉହାନ ସମେତ ୧୭ଟି ସହରକୁ ବନ୍ଦ କରିଦେଇଛନ୍ତି। ସମ୍ପ୍ରତି ଦେଶରେ…
Read More...

ଶ୍ରୀଲଙ୍କାର ୭୨ତମ ସ୍ବାଧୀନତା ଦିବସ ପାଳିତ : ତାମିଲ ଭାଷାରେ ଜାତୀୟ ସଙ୍ଗୀତ ଗାନ ବନ୍ଦ

କଲମ୍ବୋ : ଶ୍ରୀଲଙ୍କା ସ୍ବାଧୀନତା ଦିବସ ଉତ୍ସବରେ ପ୍ରଥମକରି ତାମିଲ ଭାଷାରେ ଗାନ କରାଯାଉଥିବା ଜାତୀୟ ସଙ୍ଗୀତ ବାଦ ପଡ଼ିଛି। ଦେଶର ତାମିଲ ରାଜନୀତିଜ୍ଞମାନେ ସାମ୍ବିଧାନିକ ବିଧିବ୍ୟବସ୍ଥା ଦୃଷ୍ଟିରୁ ଓ ଦେଶରେ ବହୁ…
Read More...

ସିଆଚେନରେ ଯବାନଙ୍କୁ ମିଳୁନି ଉପଯୁକ୍ତ ଖାଦ୍ୟ ଓ ପୋଷାକ: ସିଏଜି

ନୂଆଦିଲ୍ଲୀ : ସିଆଚେନ, ଲଦାଖ ଓ ଡୋକଲାମ ଭଳି ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ମୁତୟନ ଯବାନଙ୍କୁ ଉପଯୁକ୍ତ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ ନାହିଁ। ୨୦୧୭-୧୮ ବର୍ଷର ସିଏଜି ରିପୋର୍ଟରୁ…
Read More...

ବୁଧବାର ରାଶିଫଳ ( ୦୫. ୦୨. ୨୦୨୦ )

ମେଷ: ମିଳିଥିବା ସୁଯୋଗର ଯଥାର୍ଥ ଉପଯୋଗ କରି ଲାଭବାନ୍‍ ହେବେ। କର୍ମ କୁଶଳତା ପ୍ରକାଶ ପାଇବ। ଦୁଶ୍ଚିନ୍ତା ଦୂର ହେବ। ବିଭିନ୍ନ ଦିଗରୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ।…
Read More...

ନାବାଳିକାକୁ ବଳାତ୍କାର : ଅଭିଯୁକ୍ତ ନାବାଳକକୁ ପଠାଗଲା ସୁଧାର ଗୃହ

ସମ୍ବଲପୁର : ସମ୍ବଲପୁରର ଧନୁପାଲୀ ଥାନା କ୍ଷେତ୍ର ଅଞ୍ଚଳରେ ନାବାଳିକାକୁ ଜଣେ ନାବାଳକ ବଳାତ୍କାର କରିଥିବାର ଚାଞ୍ଚଲ୍ୟକର ଖବର ସମ୍ମୁଖକୁ ଆସିଛି। ପ୍ରାପ୍ତସୂଚନାନୁଯାୟୀ, ସରଲାକାନୀର ମୁଣ୍ଡାପଡାର ଜଣେ…
Read More...

ଅନ୍ଧାରରେ ଅନ୍ତେବାସୀ ଏକମାସ ହେବ ଜଳୁନି ବିଜୁଳି

କଲପୁର: ନିକଟରେ ପରିକ୍ଷା କିନ୍ତୁ ଅନ୍ଧାରରେ ଅନ୍ତେବାସୀ, ମାସେ ହେବ ଜଳୁନି ବିଜୁଳି ତାସହିତ ଲଣ୍ଠନ ଆଲୁଅ ପାଇଁ ମଧ୍ୟ ମିଳୁନି କିରୋସିନ୍ ଏଭଳି ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର…
Read More...

ବ୍ୟାସ ସରୋବର ମେଳା ଓ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

ଯାଜପୁର: ଆସନ୍ତାକାଲି ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟାସନଗର ପୌର ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ଏହି ମହୋତ୍ସବ ୧୫ରେ ଶେଷ ହେବ।…
Read More...

ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହୋଇଥିବା ଜଣାପଡ଼ିଛି। ସେ ୪୮ଘଣ୍ଟା ହେବ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କର…
Read More...

ପୁରୀରେ ଗୁଳିମାଡ ଡାକ୍ତରୀ ଛାତ୍ର ଆହତ

ସମାଜ ପୋଟାଲ ଡେସ୍କ: ପୁରୀ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଦତ୍ତତୋଟାରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିମାଡ ହୋଇଛି। ଏହି ଗୁଳିମାଡରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଜଣେ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଆହତ…
Read More...

ଜଙ୍ଗଲ ଭିତରେ ଦରପୋଡ଼ା ମୃତଦେହ, ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି ନୁହେଁ ତ?

ଲାଞ୍ଜିଗଡ଼: ସାରା ଦେଶରେ କିଛିଦିନ ତଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ହାଇଦ୍ରାବାଦ ପ୍ରାଣୀ ଡାକ୍ତରାଣୀଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ଜଡ଼ିତ ନରରାକ୍ଷସମାନଙ୍କ ଏନ୍‌କାଉଣ୍ଟର ସହିତ ଘଟଣାର ପରିସମାପ୍ତି ଘଟିଛି…
Read More...

ବିବାଦରେ ଫିଲ୍ମ ‘ଶିକାରା’ : ରିଲିଜକୁ ନେଇ ହାଇକୋର୍ଟରେ ମାମଲା

ମୁମ୍ବଇ : କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’କୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି। ଏହି ସିନେମାକୁ ରିଲିଜ ନକରିବା ପାଇଁ କିଛି ବ୍ୟକ୍ତିମାନେ ଦାବି କରିଛନ୍ତି। ଏହାକୁ…
Read More...

ଦିବ୍ୟାଙ୍ଗ ସୃଷ୍ଟିଙ୍କ ପାଠ ପଢାରେ ଅର୍ଥ ସାଜିଛି ବାଧକ ତଥାପି ପଢିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଅତିକ୍ରାନ୍ତ…

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତ ନିକଟସ୍ଥ କେଚାପଙ୍କା ଗ୍ରାମର ଲାବନ୍ୟ ଶବରଙ୍କ ଝିଅ ସୃଷ୍ଟି ଶବର (୧୪) ଜଣେ ଭିନ୍ନକ୍ଷମ ଛାତ୍ରୀ। ସେ ୯ମ ଶ୍ରେଣୀରେ ଲୁହାଗୁଡି ନିକଟ ଆଦିବାସୀ…
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୫ ଗୁରୁତର

ରାୟଗଡା: ଭାରସାମ୍ୟ ହରାଇ ଅଟୋ ଓଲଟି ପଡିବା ଫଳରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ କଲ୍ୟାଣସିଂହପୁର ଠାରୁ ହାତୀମୁଣ୍ଡା ଯାଉଥିବା ବେଳେ ହଠାତ ଅଟୋଟି ଭାରସାମ୍ୟ ହରାଇ ଓଲଟି…
Read More...

୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟ : ଫାଇନାଲରେ ଭାରତ

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ଭାରତ ଓ ପାକିସ୍ତାନ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ମଙ୍ଗଳବାର ଖେଳାଯାଇଥିବା ୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନ ଟିମକୁ ଏକତରଫା ଭାବେ ପରାସ୍ତ କରିଛି ଭାରତ।…
Read More...

କଳାହାଣ୍ଡି ଝିଅ ସାଇନା ସର୍ବ ଭାରତୀୟ ଚାଟାର୍ଡ ଆକାଉଟାଣ୍ଟ ଫାଉଣ୍ଡେସନ ପରୀକ୍ଷାରେ ଟପ୍ପର

ଭବାନୀପାଟଣା : କଳାହାଣ୍ଡି ଜିଲାର ଜୁନାଗଡ ସହରର ସୁନିଲ ଅଗ୍ରବାଲ ଓ ରୀନା ଅଗ୍ରବାଲଙ୍କ ଝିଅ ସାଇନା ଅଗ୍ରବାଲ ସର୍ବ ଭାରତୀୟ ଚାଟାର୍ଡ ଆକାଉଟାଣ୍ଟ  ଫାଉଣ୍ଡେସନ ପରୀକ୍ଷାରେ ସର୍ବ ଭାରତୀୟ ସ୍ଥରରେ ଟପ୍ପର ହୋଇଛନ୍ତି ।…
Read More...

ଆସାମର କଂଗ୍ରେସ ବିଧାୟକ ପ୍ରଣବ ଗୋଗୋଇଙ୍କ ପରଲୋକ

ଗୁଆହାଟି : ଆସାମର ଶିବସାଗରର କଂଗ୍ରେସ ବିଧାୟକ ତଥା ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ପ୍ରଣବ ଗୋଗୋଇଙ୍କର ସୋମବାର ମଧ୍ୟ ରାତ୍ରିରେ ଗୁଆହାଟି ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ…
Read More...

୫୦ ଫୁଟ ଉଚ୍ଚ ନିର୍ମାଣାଧୀନ ପାଣିଟାଙ୍କିରେ ଚଢ଼ି କାର୍ଯ୍ୟ ଦେଖିଲେ ଗଞ୍ଜାମ ଜିଲାପାଳ

ସୋରଡ଼ା : ଗତ କିଛି ଦିନ ହେବ ଗଞ୍ଜାମ ଜିଲ୍ଲାପାଳ ସକାଳୁ ସକାଳୁ ଅଚାନକ ଭାବେ ବିଭିନ୍ନ ବ୍ଲକ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ତଦାରଖ କରୁଛନ୍ତି. ମଙ୍ଗଳବାର ସକାଳରେ ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ସୋରଡ଼ା ସହରରେ…
Read More...

ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ

ଭୁବନେଶ୍ବର : ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ମଙ୍ଗଳବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଗତକାଲି ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ହାଇକୋର୍ଟ…
Read More...

ଏନଆରସି ଭୟରେ ପଶ୍ଚିମବଙ୍ଗରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ : ମମତା ବାନାର୍ଜୀ

କଲକାତା: ଏନଆରସି ଭୟରେ ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ମମତା ବାନାର୍ଜୀ। ମଙ୍ଗଳବାର ନଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପୁଣିଥରେ କେନ୍ଦ୍ର…
Read More...

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ : ୬ମାସ ପରେ ଦିନିକିଆରେ ପୁଣିଥରେ ମୁହାଁମୁହିଁ ହେବେ ଉଭୟ ଦଳ

ସେଡ଼ନ ପାର୍କ : ଆସନ୍ତାକାଲି(ବୁଧବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନ୍ୟୁଜିଲାଣ୍ଡର ସେଡ଼ନ ପାର୍କ ଠାରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ପ୍ରାୟ ୬ମାସ ପରେ ଦିନିକିଆରେ ପୁଣିଥରେ ଉଭୟ ଦଳ…
Read More...

୭୨ ତମ ରାଜ୍ୟ ପୁଲିସ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ

କଟକ: ୭୨ ତମ ରାଜ୍ୟସ୍ତରୀୟ ପୁଲିସ କ୍ରୀଡା ପ୍ରତିଯୋଗୀତା ମଙ୍ଗଳବାର ଉଦଘାଟିତ ହୋଇଛି। କଟକ ବକ୍ସିବଜାର ସ୍ଥିତ ରିଜର୍ଭ ପୁଲିସ ପଡିଆରେ ଆନୁଷ୍ଠାନିକ ଭାବେ ରାଜ୍ୟସ୍ତରୀୟ ପୁଲିସ କ୍ରୀଡା ପ୍ରତିଯୋଗୀତାକୁ ଉଦଘାଟନ…
Read More...

୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ : ଭାରତ ପାଇଁ ୧୭୩ରନର ବିଜୟ ଲକ୍ଷ୍ୟ

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ଭାରତ ଓ ପାକିସ୍ତାନ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲରେ ମଙ୍ଗଳବାର ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୧୭୩ରନର…
Read More...

ପୁରୀ-ଭୁବନେଶ୍ବର-କୋଣାର୍କ ବସ୍‌ ଚଳାଚଳ ବନ୍ଦ ଚେତାବନୀ

ପୁରୀ : ଜଣେ ଯାତ୍ରୀବାହୀ ବସ୍‌ ଡ୍ରାଇଭରଙ୍କୁ ମାଡମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାନୁଷ୍ଠାନ ଦାବିକରି ଶ୍ରୀନୀଳଗିରି ମୋଟର କର୍ମଚାରୀ ସଂଘ ଜିଲାପାଳଙ୍କୁ ୨୪ଘଣ୍ଟା ସମୟ ଦେଇଛି। ଆସାମୀଙ୍କ ବିରୋଧରେ…
Read More...

କର୍କଟ ସଚେତନ ନୁହନ୍ତି ୭୦ ପ୍ରତିଶତ ଲୋକ : ବର୍ଷକରେ ୫୦ ହଜାର ପୀଡ଼ିତ , ମୁଖଗହ୍ବରରେ ପୀଡ଼ିତ ୪୦ %

ଭୁବନେଶ୍ବର : ଆଜି ବିଶ୍ବ କର୍କଟ ଦିବସ। ରାଜ୍ୟରେ କର୍କଟ ରୋଗ ସମ୍ପର୍କିତ ଅନେକ ‌ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ‘କର୍କଟକୁ ଜାଣିବା, କର୍କଟକୁ ଜିଣିବା’ ଅଭିଯାନ ମାଧ୍ୟମରେ ବହୁ…
Read More...

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ : ଭାରତ-ପାକିସ୍ତାନ ସେମିଫାଇନାଲ ଆଜି

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ଏଠାରେ ଖେଳାଯାଉଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ସେମିଫାଇନାଲରେ ମଙ୍ଗଳବାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ୪ଥର…
Read More...

‘ରାଧେ’ର ଶେଷ ଦୃଶ୍ୟ ପାଇଁ ଖର୍ଚ୍ଚ ହେଲା ସାଢ଼େ ୭କୋଟି ଟଙ୍କା!

# ପ୍ରଭୁଦେବା ନିର୍ଦେଶିତ ଓ ଦବଙ୍ଗ ଖାନ୍ ସଲମାନ୍ ଅଭିନୀତ ‘ରାଧେ’ ଚଳଚ୍ଚିତ୍ର ୨୦୨୦ ମଧ୍ୟଭାଗରେ ମୁକ୍ତିଲାଭ କରିବାକୁ ଯାଉଛି। ଅନ୍ୟାନ୍ୟ ବିଭିନ୍ନ ଭୂମିକାରେ ରଣଦୀପ ହୁଦା, ଜ୍ୟାକି ଶ୍ରଫ୍ ଓ ଦିଶା ପଟାନୀ ଅଭିନୟ…
Read More...

କଳା ଚା’ର ଉପକାରିତା

# ଭାରତର ଯେ କୌଣସି ପ୍ରାନ୍ତକୁ ଗଲେ, ସେଠାରେ ଚା’ର ଆଦର ଦେଖିବାକୁ ମିଳେ। ଯୁବକ ଠାରୁ ବୟସ୍କ ସମସ୍ତେ ସକାଳ-ସନ୍ଧ୍ୟାରେ କପେ ଚା’ ପିଇବାକୁ ଆଦୌ ଆଗ୍ରାହ୍ୟ କରିନଥାନ୍ତି। ବିଶେଷଜ୍ଞଙ୍କ ମତରେ ଅଦା ଚା’, ନାଲି ଚା’,…
Read More...

କରୋନା ଭୂତାଣୁକୁ ନେଇ ଭୟ

ଚୀନ୍‌ ଦେଶରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁକୁ ନେଇ ପୂରା ବିଶ୍ବରେ ଏବେ ଲୋକେ ଭୟଭୀତ। ବର୍ତ୍ତମାନର ଇଣ୍ଟରନେଟ୍ କିନ୍ତୁ ପ୍ରତି ମୁହୂର୍ତ୍ତରେ ଲୋକଙ୍କୁ ସବିଶେଷ ତଥ୍ୟ ଦେବାରେ ଆଦୌ ଅବହେଳା କରୁନାହିଁ। ଦିଲ୍ଲୀ…
Read More...

ଅନ୍ୟର ନିଦ ଭାଙ୍ଗି ଶାନ୍ତି ପାଉଥିବା ବ୍ୟକ୍ତି!

# ଜଣେ ବ୍ୟକ୍ତି କେଉଁ କାମ କରି ମାନସିକ ଶାନ୍ତି ପାଇବ, ତାହା ସେ ନିଜେ ହିଁ ଭଲଭାବେ କହିପାରିବ। ତେବେ ଅନ୍ୟର ନିଦ ଭାଙ୍ଗି ଶାନ୍ତି ପାଉଥିବା ଲୋକ ସମ୍ପର୍କରେ ଖବରଟି ପ୍ରଚାର ହେବା ପରେ ଅନେକ ଏହାର ସତ୍ୟାସତ୍ୟ…
Read More...

ରୁପି ଦୂରେଇବାର ଘରୋଇ ଉପାୟ

ଶୀତଦିନେ ଆରମ୍ଭ ହେଉଥିବା କେଶର ରୁପି ସମସ୍ୟା ବାବଦରେ ସତର୍କ ହୋଇଯିବା ଉଚିତ। ଯଥା ସମୟରେ ରୁପି ଦୂର କରିବା ନିମନ୍ତେ ଉପଚାର ନ କଲେ, ପରେ ଏହା କାରଣରୁ ମାତ୍ରାଧିକ କେଶ ଝଡ଼ା ହୋଇଥାଏ। - ଦିନକୁ ୪-୫ଥର ନିମ୍ବ…
Read More...

ମହାକାଶରେ ‘ସ୍ପେସ୍‌ ହୋମ୍’ ବ୍ୟବସ୍ଥା

-  ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ନିକଟରେ ସମଗ୍ର ବିଶ୍ବବାସୀଙ୍କୁ ଏକ ରୋଚକ ତଥ୍ୟ ଅବଗତ କରାଇଛି। ଖୁବ୍ ଶୀଘ୍ର ମହାକାଶରେ ଏକ ‘ସ୍ପେସ୍‌ ହୋମ୍‌’ ନିର୍ମାଣ ହେବ, ଯେଉଁଠାରେ ଲୋକେ ଯାଇ ଅନେକ ଦିନ ଧରି ରହିପାରିବେ।…
Read More...

ଆଜି ବିଶ୍ବ କର୍କଟ ଦିବସ : ଉପଯୁକ୍ତ ଚିକିତ୍ସା ଓ ସଚେତନତା ଲୋଡ଼ା

ଭୁବନେଶ୍ବର : କ୍ୟାନ୍‌ସର ବା କର୍କଟ ରୋଗ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସଞ୍ଚରି ଉଠେ। ଏହି ରୋଗରେ ଆକ୍ରାନ୍ତ ରୋଗୀ ବଞ୍ଚିବା ମରିବା ଲଢ଼େଇ ଭିତରେ ଭାଙ୍ଗିପ​ଡେ। ପ୍ରାଥମିକ ଅବସ୍ଥାରେ ସଫଳ ଚିକିତ୍ସା ଦ୍ବାରା ଅନେକ…
Read More...

ଆରମ୍ଭ ହେଲା ଖଣ୍ଡଗିରି- ଉଦୟଗିରି ମହୋତ୍ସବ

ଭୁବନେଶ୍ବର : କୁମ୍ଭମେଳାର ତୃତୀୟ ଦିବସରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆରମ୍ଭ ହୋଇଛି। ପାହାଡ଼ ପାଦଦେଶର ଓଟିଡିସି ପାନ୍ଥିକା ପରିସରରେ ଭୁବନେଶ୍ବର ସାଂସ୍କୃତିକ ପରିଷଦ, ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ…
Read More...

ଖାଲି ନାହିଁ, କଟକ ନେଇଯାଅ 

ଭୁବନେଶ୍ବର : ଭରସା କରି ପୁରୀରୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲୁ ହେଲେ ଏଠାରେ କେହି ଶୁଣିବାକୁ ନାହାନ୍ତି। କିଛି ଖାଲି ନାହିଁ କଟକ ନହେଲେ ଘରୋଇ ହସ୍ପିଟାଲ ନେଇଯିବାକୁ ଡାକ୍ତର କହିଲେ ବୋଲି ରୋଗୀଙ୍କ ସମ୍ପର୍କୀୟ ନିଜ…
Read More...

ବାଂଲାଦେଶୀ ଯୁବତୀଙ୍କୁ ଡର କାହିଁକି ?

ଭୁବନେଶ୍ବର : ରାଜଧାନୀରେ ଅନୈତିକ କାରବାରରେ ଲିପ୍ତ ବାଂଲାଦେଶୀ ଯୁବତୀଙ୍କୁ ଏସ୍‌ଟିଏଫ୍ ଉଦ୍ଧାର କରି ସ୍ବଧାର ଗୃହରେ ରଖିଛି। ବେଆଇନଭାବେ ରାଜଧାନୀକୁ ଆସି ଏଭଳି ଅନୈତିକ କାର୍ଯ୍ୟ କରୁଥିବା ଯୁବତୀମାନେ ପୀଡ଼ିତା ବୋଲି…
Read More...

ସିଲ୍‌ ହେଲା ୮ କଲ୍ୟାଣ ମଣ୍ଡପ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ଆକ୍ଦନ ମୋଡ୍‌ରେ ବିଏମ୍‌ସି ଏବଂ ବିଡିଏ। ଶେଷରେ ବ୍ୟବସ୍ଥା ନଥିବା ୮ କଲ୍ୟାଣ ମଣ୍ଡପକୁ ପୁଲିସ ସହାୟତାରେ ସୋମବାର ସିଲ୍‌ କରାଯାଇଛି। ବିଏମ୍‌ସିର ତିନିଟି ଜୋନ୍‌ କାର୍ଯ୍ୟାଳୟ ଅଧୀନରେ ଥିବା…
Read More...

ଲରିଅସ୍ କ୍ରୀଡ଼ା ମୁହୂର୍ତ୍ତ ପୁରସ୍କାର : ଦୌଡ଼ରେ ସଚିନ୍‌ଙ୍କ ୨୦୧୧ ବିଶ୍ବକପ୍ ବିଜୟ

ନୂଆଦିଲ୍ଲୀ : ଲରିଅସ୍ ପକ୍ଷରୁ ୨୦୦୦ରୁ ୨୦୨୦ ମଧ୍ୟରେ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକର। ୨୦୧୧ରେ ଭାରତୀୟ କ୍ରିକେଟ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ…
Read More...

ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମୁକାବିଲା ଆଜିଠାରୁ

କଟକ : ଚଳିତ ସିଜିନ୍‌ରେ ଓଡ଼ିଶା ଦଳ ରଣଜୀ ଟ୍ରଫିର ଗ୍ରୁପ୍ ‘ସି’ରେ ସ୍ଥାନପାଇଛି। ଗ୍ରୁପ୍ ‘ଏ’ ଓ ‘ବି’ ତୁଳନାରେ ଗ୍ରୁପ୍ ‘ସି’ରେ ଅପେକ୍ଷାକୃତ ଦୁର୍ବଳ ଦଳ ରହିଥିଲେ ହେଁ ଅଦ୍ୟାବଧି ଓଡ଼ିଶାର ପ୍ରଦର୍ଶନ ଆଶା ଅନୁସାରେ…
Read More...

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା : ରାହୁଲ ୨ନଂ ସ୍ଥାନକୁ ଉନ୍ନୀତ

ଦୁବାଇ : ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଭାରତୀୟ ଓପନର୍‌ କେଏଲ୍‌ ରାହୁଲ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ସୋମବାର ଜାରି ଟ୍ବେଣ୍ଟି୨୦…
Read More...

‘ଡାକ୍ତରଖାନା’ ତାତି: ବରଗଡ଼ ଅଶାନ୍ତ

ବରଗଡ : ଗତ ତିନି ଦିନହେଲା ଅଶାନ୍ତ ହୋଇ ପଡିଛି ବରଗଡ ସହର । ସ୍ୱାସ୍ଥ୍ୟ ସେବା ହାତ ପାହାନ୍ତାରୁ ଦୂରକୁ ଚାଲି ଯାଇଥିବାରୁ ବରଗଡ ବାସିନ୍ଦା କ୍ଷୁବ୍ଧ। ପୁରୁଣା ଡ଼ାକ୍ତରଖାନାକୁ ପୂର୍ବପରି ସେଠାରେ କାର୍ଯ୍ୟକାରୀ କରିବା…
Read More...

ଜନ୍ମଦିନରେ ଦୂତିଙ୍କ ସଂକଳ୍ପ: ଅଲିମ୍ପିକ୍‌ସ ଯୋଗ୍ୟତା ଲକ୍ଷ୍ୟ

ଭୁବନେଶ୍ବର : ଓଡ଼ିଆ ସ୍ପ୍ରିଣ୍ଟର ଅଲିମ୍ପିଆନ ଦୂତି ଚାନ୍ଦଙ୍କ ସୋମବାର ଥିଲା ଜନ୍ମଦିନ। ହୋଟେଲ କ୍ରାଉନ୍‌ରେ ଜନ୍ମଦିନ ପାଳନ ପାଇଁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ୟ୍ୟକ୍ରମ। ଏଥିରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା…
Read More...

ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉଲୁବେଡ଼ିଆ ରଣକ୍ଷେତ୍ର : ପୁଲିସ-ଜନତା ସଂଘର୍ଷ

କଲକାତା : ସରସ୍ବତୀ ପୂଜା ଦିନ ବୁଲିବାକୁ ବାହାରି ନିଖୋଜ ଥିବା ଛାତ୍ରୀ ମୃତଦେହ ସୋମବାର ସକାଳେ ସ୍ଥାନୀୟ ରେଳ ଲାଇନ୍‌ ପାର୍ଶ୍ବରୁ ଉଦ୍ଧାର ହେବା ଘଟଣାକୁ ନେଇ ସମଗ୍ର ଉଲୁବେଡ଼ିଆ ଉତ୍ତେଜନାପ୍ରବଣ ହୋଇପଡ଼ିଛି। ସ୍ଥାନୀୟ…
Read More...

୭୦କୋଟି ମୂଲ୍ୟର ରୋଜ୍‌ ଭ୍ୟାଲି ସମ୍ପତ୍ତି ଜବତ : କଲକାତା ନାଇଟ ରାଇଡର୍ସର ୧୧କୋଟି

ନୂଆଦିଲ୍ଲୀ : ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତିନି ସଂସ୍ଥାର ୭୦​କୋଟି ୧୧ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଏଥିରେ ସେଣ୍ଟ ଜାଭିୟର୍ସ କଲେଜ, ମଲ୍ଟିପଲ ରିସର୍ଟସ୍‌…
Read More...

ସରକାରୀ ପ୍ରଚେଷ୍ଟାରେ ବି ସମ୍ଭବ ପତିତ ଜମିରେ ନୂଆ ଜଙ୍ଗଲ

ରାମଚନ୍ଦ୍ରପୁର, ୩ା୨ (ଉମାକାନ୍ତ ସାହୁ): ସରକାରୀ କର୍ମଚାରୀ ଓ ଅଧିକାରୀ ସାଧାରଣତଃ ଠିକ୍‌ଭାବେ କାର୍ଯ୍ୟ ତୁଲାଉନଥିବା ଅଭିଯୋଗ ହୋଇଥାଏ। ତେବେ ଯେଉଁଠାରେ ସେମାନେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରନ୍ତି, ସେଠାରେ…
Read More...

ବିଜୁଳି ଦର ବୃଦ୍ଧିକୁ ନେଇ ଟଣାଭିଡ଼ା

ଭୁବନେଶ୍ବର : ଦୁଇ ବର୍ଷ ହେବ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ଶୁଳ୍କର ବୋଝ ପଡ଼ି ନ ଥିଲା। ଆସନ୍ତା ଆର୍ଥିକ ବର୍ଷ ୨୦୨୦-୨୧ରେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଶୁଳ୍କର ବୋଝ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ଆସନ୍ତା…
Read More...

ମୁହଁରେ ବଢୁଛି ଅସ୍ୱାଭାବିକ ମାଂସପିଣ୍ଡୁଳା : ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ

କେନ୍ଦୁଝର  : ଚିକିତ୍ସା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସରକାରୀ ଦଳର ନେତାମାନେ ବିଭିନ୍ନ ସଭାସମିତିରେ ଭାଷଣବାଜି କରିଆସୁଥିଲେ ହେଁ ବାସ୍ତବରେ ତାହା ପ୍ରହସନରେ ପରିଣତ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।…
Read More...

ବ୍ରହ୍ମପୁର ବଡ଼ମେଡିକାଲ: ଶିଶୁ ଶଲ୍ୟ ଚିକିତ୍ସା ବିଭାଗରେ ସେବା ବନ୍ଦ

ବ୍ରହ୍ମପୁର :  ଏମ୍‍କେସିିଜି ମେଡ଼ିକାଲ କଲେଜ ଓ ହସ୍‍ପିଟାଲ ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫେରାଲ ହସପିଟାଲ ହୋଇଥିଲେ ସୁଦ୍ଧା ଏହା ଅନେକ ଦିନରୁ ଅବହେଳାର ଶିକାର ହୋଇ ଆସୁଛି। କିଛିଦିନ ତଳେ ନ୍ୟୁରୋସର୍ଜରୀ ବିଭାଗ ଡାକ୍ତର…
Read More...

ଦୁଇ କିସ୍ତିରେ ରାଜ୍ୟଙ୍କୁ ମିଳିବ ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ : ସାଧାରଣ ବଜେଟ ସରିବାର ଦୁଇ ଦିନରେ କେନ୍ଦ୍ର ସରକାର ରାଜ୍ୟଗୁଡିକ ଲାଗି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ରାଜ୍ୟଗୁଡିକୁ ସରକାର…
Read More...

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନା : କେନ୍ଦ୍ରୀୟ ଅନୁଦାନ ହ୍ରାସ ନେଇ ବିଜେଡିର ଅଭିଯୋଗ

ନୂଆଦିଲ୍ଲୀ : ଚର୍ତୁଦ୍ଦଶ ଅର୍ଥ ଆୟୋଗ ସୁପାରିସ ଅନୁଯାୟୀ ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ କ୍ରମାଗତ ଭାବେ ହ୍ରାସ ପାଇବାକୁ ନେଇ ଲୋକସଭାରେ ବିଜେଡି ଉଦ୍‍ବେଗ ପ୍ରକାଶ କରିଛି। ଅର୍ଥ ଆୟୋଗଙ୍କ ସୁପାରିସ ପରେ…
Read More...

ମଙ୍ଗଳବାର ରାଶିଫଳ ( ୦୪. ୦୨. ୨୦୨୦ )

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ମର୍ଯାଦାପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରଦେଶରେ ରହିବାକୁ ଇଚ୍ଛାପ୍ରକାଶ କରିବେ। ମଧୁରଭାଷୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।…
Read More...

ରୋହିତଙ୍କ ସ୍ଥାନରେ ଖେଳିବେ ଏହି ଦୁଇ ଯୁବ ଖେଳାଳି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ହିଟମ୍ୟାନ ରୋହିତ ଶର୍ମା ଆହତ ହେବା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ ପଡ଼ିଛନ୍ତି। ରୋହିତଙ୍କ ସ୍ତାନରେ ଟିମ୍ ଇଣ୍ଡିଆର…
Read More...

ବିଶ୍ବ କର୍କଟ ଦିବସ: ଜାଣନ୍ତୁ ସ୍ତନ କର୍କଟର ଲକ୍ଷଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ

ସମାଜ ପୋର୍ଟାଲ ଡେସ୍କ (ସତ୍ୟଜିତ୍ ସାହୁ): ପ୍ରତି ବର୍ଷ ୪ ଫେବୃଆରୀକୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଉଛି। କର୍କଟ ଏପରି ଏକ ରୋଗ ଯାହା ମହିଳାମାନଙ୍କୁ ଶିଘ୍ର କବଳିତ କରିଥାଏ। ବର୍ତ୍ତମାନ ସମୟରେ ମହିଳାମାନଙ୍କ…
Read More...

ସମ୍ପତ୍ତିକୁ କେନ୍ଦ୍ର କରି ପୁଅକୁ ଗୁଳିକରି ହତ୍ୟା କଲା ବାପା

ମୁମ୍ବଇ : ମହାରାଷ୍ଟ୍ରର ଜଥାରପେଠର ସ୍ବାୟର ଅଞ୍ଚଳରେ ସୋମବାର ବାପା ଗୁଳିରେ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି। ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିଥିଲା। ଯାହାଫଳରେ ସୋମବାର ବାପା ନିଜ…
Read More...

ପୁୁରୁଖା ଲୋକ କଳାକାର ରାମ ନାରାୟଣଙ୍କ ପରଲୋକ 

ସମ୍ବଲପୁର :  ସମ୍ବଲପୁରର ବିଖ୍ୟାତ ତଥା ବର୍ଷିୟାନ କଳାକାର ଓ ଲୋକ ନୃତ୍ୟ ଶିଳ୍ପୀ ରାମ ନାରାୟଣ ବାବୁଙ୍କର ରବିବାର ରାତ୍ରିରେ ପରଲୋକ ହୋଇଯାଇଛି। ସମ୍ବଲପୁର ଉପକଣ୍ଠସ୍ଥ ଠେମରା ସ୍ଥିତ ତାଙ୍କର ବାସଭବନରେ ରାମ ନାରାୟଣ…
Read More...

ଟିମ ଇଣ୍ଡିଆର ଅଧିକାଂଶ ଖେଳାଳି ଆହତ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳ ଜବରଦସ୍ତ ଖେଳ ପ୍ରଦର୍ଶନ ଜାରି ରଖିଛି। ମାତ୍ର ଦଳ ପାଇଁ ଏକ ଚିନ୍ତା ଜନକ ବିଷୟ ହେଉଛି ଦଳର ପ୍ରାୟ ଅଧା ଖେଳିଳି ଆହତ ହୋଇଛନ୍ତି। ଯାହାଫଳରେ ଦଳ ପାଇଁ ଏହା ଏକ…
Read More...

ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୫ଆହତ

ମୁଖିଗୁଡ଼ା : କଳାହାଣ୍ଡି ଜିଲା ମୁଖିଗୁଡା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି। ଜୟପାଟଣା-ମୋଟେର ମୁଖ୍ୟ ରାସ୍ତା ଜୟପାଟଣା ଶିବ ମନ୍ଦିର ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ…
Read More...

ଜୁହାର ପରିବାର ପକ୍ଷରୁ ମହାସମାରୋହରେ ପୁଷପୁନୀ ପର୍ବ ପାଳିତ

ସମ୍ବଲପୁର: ପ୍ରବାସୀ ଓଡିଆ ମାନଙ୍କ ସଙ୍ଗଠନ ଜୁହାର ପରିବାର, ନୁଆଦିଲ୍ଲୀ ପକ୍ଷରୁ ପୁଷପୁନୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ନୁଆଦିଲ୍ଲୀ ସ୍ଥିତ ଆଇଏନଏ ଗ୍ରୃହ କଲ୍ୟାଣ କେନ୍ଦ୍ର ଠାରେ ଆୟୋଜିତ ଏହି ଉତ୍ସବରେ…
Read More...

ସମସ୍ୟା ଘେରରେ ଖଣି ଆଶ୍ରମ ବିଦ୍ୟାଳୟ, ଶୌଚ ପାଇଁ ନଦୀକି ଯାଉଛନ୍ତି ଛାତ୍ର

ମୋହନା : କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଛାତ୍ରଛାତ୍ରିମାନଙ୍କର ଶିକ୍ଷାର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ କରୁଛନ୍ତି। କିନ୍ତୁ ତାହାର ସୁଫଳ ପାଉନାହାନ୍ତି ନିରୀହ ଛାତ୍ରଛାତ୍ରୀ। ଏଭଳି ମୋହନା…
Read More...

ଚିଲିକାରେ ଡଙ୍ଗାବୁଡି ଘଟଣା : ୩ ଡଙ୍ଗା ମାଲିକ ଗିରଫ

ବାଲୁଗାଁ : ଗତକାଲି ଚିଲିକାରେ ଭାରସ୍ୟାମ ହରାଇ ଏକ ଯାତ୍ରୀବାହୀ ଡଙ୍ଗାବୁଡି ଘଟଣାରେ ସୋମବାର ବାଲୁଗାଁ ପୁଲିସ ୩ ଜଣ ଡଙ୍ଗା ମାଲିକଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, ସ୍ଥାନୀୟ ଅଞ୍ଚଳର ୨୫ ଜଣ ଯାତ୍ରୀ ଏକ ଘରୋଇ…
Read More...

ମନରେଗା ମଜୁରୀ ନପାଇ ପାରମ୍ପରିକ ନୃତ୍ୟ ସହ ବ୍ଲକ ଆଗରେ ଧାରଣା

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ପରିସର ପାଲଟିଲା ହାଣ୍ଡିଆ ଭାଟି ଏବଂ ପାରମ୍ପରିକ ନୃତ୍ୟର ଆଖଡା ସହ ପ୍ରତିବାଦ ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ଦେଢ଼ ବର୍ଷ ହେଲାଣି…
Read More...

ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ ମ୍ୟାନଜରଙ୍କ ଠାରୁ ୧ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ଚେକ୍ ଲୁଟିନେଲେ ୩ ଦୁବୃତ୍ତ

ପାରାଦ୍ବୀପ : ଭୁଜାଲି ଦେଖାଇ ପେଟୋଲ ପମ୍ପ ମ୍ୟାନେଜରଙ୍କ ଠାରୁ ଲକ୍ଷେ ଟଙ୍କାର ସହ ୩୦ ଲକ୍ଷ ଟଙ୍କାର ଚେକ ଲୁଟିନେଇଛନ୍ତି ଦୁବୃତ୍ତ। ଏପରି ଏକ ଘଟଣା ଘଟିଛି ପାରାଦ୍ବୀପ କୁମ୍ଭୀର ପାର୍କ ନିକଟରେ । ସୂଚନା ଅନୁସାରେ…
Read More...

୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ : ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲରେ ଆସନ୍ତାକାଲି(ମଙ୍ଗଳବାର) ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପ୍ରଥମେ କ୍ବାର୍ଟର ଫାଇନାଲରେ…
Read More...

ଭାରତୀୟ କ୍ରିକେଟ ଦଳକୁ ଝଟକା, ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଲେ ଆହତ ରୋହିତ ଶର୍ମା

ମାଉଣ୍ଟ ମୌଙ୍ଗନୁଇ : ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ ଝଟକା। ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ ପଡିଛନ୍ତି ଦମଦାର ପଦର୍ଶନ କରୁଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା। ମାଉଣ୍ଟ ମୌଙ୍ଗନୁଇରେ ଖେଳାଯାଉଥିବା…
Read More...

ଆଇଏଏସ୍ ବିଜୟ କେତନଙ୍କୁ ମିଳିଲା ଜାମିନ

ଭୁବନେଶ୍ବର : ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ନିମ୍ନ ଅଦାଲତ ତାଙ୍କ ଜାମିନର ସର୍ତ୍ତ ନିର୍ଦ୍ଧାରଣ…
Read More...

ବାସ୍ତୁ ଅନୁସାରେ ପିଲାଙ୍କ ପଢ଼ା ଗୃହ

ପ୍ରତ୍ୟେକ ଅଭିଭାବକ ନିଜ ପିଲାଙ୍କ ପାଠପଢ଼ା ସମ୍ପର୍କରେ ଖୁବ୍ ସଚେତନ। ବାସ୍ତୁବିତ୍‌ଙ୍କ ମତରେ କେତୋଟି ନିୟମ ପାଳିଲେ ପିଲାଙ୍କ ପାଠପଢ଼ାରେ କୌଣସି ଅସୁବିଧା ଉପୁଜେନାହିଁ। ୧- ପଢ଼ିବା ନିମନ୍ତେ ସବୁଠୁ ଉତ୍ତମ ଦିଗ…
Read More...