www.samajalive.in
Tuesday, December 9, 2025
16.1 C
Bhubaneswar

ରୋହିତଙ୍କ ସ୍ଥାନରେ ଖେଳିବେ ଏହି ଦୁଇ ଯୁବ ଖେଳାଳି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ହିଟମ୍ୟାନ ରୋହିତ ଶର୍ମା ଆହତ ହେବା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ ପଡ଼ିଛନ୍ତି। ରୋହିତଙ୍କ ସ୍ତାନରେ ଟିମ୍ ଇଣ୍ଡିଆର ଦୁଇ ଯୁବ ଖେଳାଳି ଦଳରେ ସ୍ତାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚପାଇଁ ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ଖେଳିବାକୁ ଥିବା ବେଳେ ଟେଷ୍ଟ ସିରିଜରେ ଶୁଭମନ ଗିଲଙ୍କୁ ଚୟନ କରାଯାଇଛି।
ଭାରତୀୟ କ୍ରିକେଟ ଦଳ ବୁଧବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ‌ରେ ତିନିଟିକିଆ ଦିନିକିଆ ସିରିଜ ଏବଂ ଦୁଇଟିକିଆ ଟେଷ୍ଟ ସିରିଜ ଖେଳିବ।
ଉଲ୍ଲେଖ ଯୋଗ୍ୟ, ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗନୁଇରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚରେ ବ୍ୟାଟିଂ ସମୟରେ ରେହିତ ଆହତ ହୋଇଥିଲେ। ଏହି କାରଣରୁ ସେ ସମ୍ପୂର୍ଣ୍ଣ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି। ଯାହା ଫଳରେ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ ସିରିଜ୍ ଏବଂ ଟେଷ୍ଟ ସିରିଜ୍ ଖେଳିପାରିବେ ନାହିଁ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories