‘ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ ପକ୍ଷରୁ ସିନେ ଓ ଯାତ୍ରା ଶ୍ରମିକଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବନେଶ୍ୱର : ସାମ୍ପ୍ରତିକ କରୋନା ମହାମାରୀ ଯୋଗୁଁ ଦୁର୍ଦ୍ଦିନରେ ଦିନ କାଟୁଛି ସାରା ବିଶ୍ୱ। ଏଥିରୁ ବାଦ୍ ପଡ଼ିନାହାନ୍ତି ଓଡ଼ିଶାର ସିନେମା ଓ ଯାତ୍ରା ଜଗତ ସହିତ ଜଡ଼ିତ ଥିବା ଶ୍ରମିକମାନେ। କରୋନା ମୁକାବିଲା ପାଇଁ…
Read More...

ମଇ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷେଧ

ଭୁବନେଶ୍ବର : ମତ୍ସ୍ୟସମ୍ପଦର ସଂରକ୍ଷଣ ତଥା ସାମୁଦ୍ରିକ ନିରାପତ୍ତା ପାଇଁ ଓଡିଶା ସରକାର ମଇ ୩୧ ତାରିଖ ପର୍ଯ୍ୟନ୍ତ ପୂର୍ବଉପକୂଳରେ ମାଛଧରା ନିଷିଦ୍ଧ କରିଛନ୍ତି। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୪ ଯାଏ ୬୧ଦିନିଆ…
Read More...

କ୍ବାରେନଣ୍ଟାଇନ ସେଣ୍ଟର ପାଚେରୀ ଡ଼େଇଁ ୪ ପ୍ରବାସୀ ଶ୍ରମିକ ଫେରାର

ପାରଳାଖେମୁଣ୍ଡି: କ୍ବାରେନଣ୍ଟାଇନ ସେଣ୍ଟରରେ ଖାଇବାପିଇବା ଠିକ୍ ଦିଆଯାଉ ନ ଥିବା ଅଭିଯୋଗ କରି ୪ ପ୍ରବାସୀ ପାଚେରୀ ଡ଼େଇଁ ଫେରାର ମାରିଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟର ନିକଟରେ ୧୪୪ ଧାରା ଜାରି ସହ ଉଚ୍ଚ ପାଚେରୀ…
Read More...

କୂଅ ସଫା କରିବାକୁ ଯାଇ ୨ ଯୁବକଙ୍କ ଜୀବନ ଗଲା

ବୋୖଦ୍ଧ : ବୌଦ୍ଧ ଜିଲା ମହାନଦୀ ବ୍ରିଜଛକ ନିକଟରେ ଗୁରୁବାର କୂଅ ସଫା କରିବାକୁ ଯାଇ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ମହାନଦୀ ବ୍ରିଜଛକ ନିକଟରେ ଏକ ନୂତନ ଘର ରଙ୍ଗ ମାରୁଥିବା ଟୁଟୁସିଙ୍ଗା…
Read More...

ସେକ୍ସ ରାକେଟ୍: ହୋଟେଲ କୋଠରୀରୁ ୫ ଯୁବତୀଙ୍କ ସହ ମୁମ୍ବାଇ ଆୟକର ଅଧିକାରୀ ଗିରଫ

ହାଇଦ୍ରାବାଦ: ମୁମ୍ବାଇର ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ହାଇଦ୍ରାବାଦର ଏକ ହୋଟେଲରୁ ୫ ଜଣ ଯୁବତୀଙ୍କ ସହ ଗିରଫ କରିଛି ପୁଲିସ । ତାଙ୍କ ବିରୋଧରେ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ ଆସିଛି । ସମ୍ପୃକ୍ତ…
Read More...

୧୫୮ତମ ଏବଂ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ୧୫୮ତମ ଏବଂ ୧୫୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଲୋକସେବା ଭବନଠାରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ବୈଠକରେ…
Read More...

ଘର ଅଗଣାରେ ବର୍ଷାରେ ଭିଜୁଛି କ୍ବାରେନଣ୍ଟାଇନ ଫେରନ୍ତାଙ୍କ ଶବ: ଗାଁରେ ପଡ଼ିଲା ତାଟିକବାଟ

ବେତନଟୀ: କରୋନା ମଣିଷଠାରୁ ମଣିଷକୁ ଅଲଗା କରି ଦେଇଛି । ତୁଟାଇ ଦେଇଛି ସମ୍ପର୍କ । ପରିବାରର ଲୋକ ବି ଶବକୁ ଛୁଇଁବାକୁ ଡ଼ରୁଛନ୍ତି, ସାହି ପଡ଼ିଶା ତ ଦୂରର କଥା । ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବେତନଟୀ ଅଞ୍ଚଳରେ…
Read More...

କରୋନା ସହ ଲଢେଇ କରୁଥିବା ମହାରାଷ୍ଟ୍ର ସରକାରକୁ ସହଯୋଗ କରିବା ପରିବର୍ତ୍ତେ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି…

ନୂଆଦିଲ୍ଲୀ :  ଗୁରୁବାର କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରି ମହାମାରୀ କରୋନା ସମୟରେ ପାରସ୍ପରିକ ମତଭେଦକୁ ଭୁଲି ସହଯୋଗ କରିବାକୁ ସମସ୍ତ ରାଜନୈତିକ ଦଳକୁ ନିବେଦନ…
Read More...

ପୁଲିସ, ପ୍ରଶାସନର ସ୍ଥାଣୁତା ଯୋଗୁଁ ପ୍ରବାସୀ ଶ୍ରମିକ ହନ୍ତସନ୍ତ

କଟକ : ମୁଖମନ୍ତ୍ରୀ ଓ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଘୋଷଣା କରିଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କୁ ଚାଲିବା ବା ସାଇକେଲରେ ଯିବାକୁ ଦିଆ ନଯାଇ ଗାଡିର ବ୍ୟବସ୍ଥା କରାଯିବ। ସୁପ୍ରିମ କୋର୍ଟ ମଧ୍ୟ ନିର୍ଦ୍ଦେଶ…
Read More...

ଅକ୍ଟୋବରରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ସିରିଜ୍ : ହେବ ତିନୋଟି ଟି -୨୦, ୪ଟି ଟେଷ୍ଟ ଏବଂ ୩ଟି ଦିନିକିଆ

ନୂଆଦିଲ୍ଲୀ : କ୍ରିକେଟ୍ ଅଷ୍ଟ୍ରେଲିଆ ଗୁରୁବାର ନିକଟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ମ୍ୟାଚକୁ ନେଇ ତାରିଖ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଯାଇ ତିନୋଟି ଟି -୨୦, ୪ ଟି ଟେଷ୍ଟ ଏବଂ ୩ଟି…
Read More...

ହୋମ୍ ଡ଼େଲିଭରୀ ବେଳେ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଯୁବକ ଗିରଫ,

ଭୁବନେଶ୍ବର: ଆଜିକାଲି ଚାଲିଛି ଅନଲାଇନ କାରବାର । ଲୁଗାପଟାଠାରୁ ଆରମ୍ଭ କରି ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ, ଏପରିକି ଏବେ ମଦ ବି ହୋମ୍ ଡ଼େଲିଭରୀ ହେଲାଣି । ତେଣୁ ଚୋରା ନିଶାବେପାରୀମାନେ ବ୍ରାଉନସୁଗାର ହୋମ୍…
Read More...

ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ଜନ୍ମସ୍ଥାନରେ ଦୀପଦାନ କଲେ ଗ୍ରାମବାସୀ

କେନ୍ଦ୍ରାପଡା : ବିଶିଷ୍ଠ ଓଡିଆ ଚଳଚ୍ଚିତ୍ର ତାରକା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଣ୍ଡିରି ଗ୍ରାମରେ ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଗାଁରେ ରହୁଥିବା…
Read More...

କରୋନା : ମହାରାଷ୍ଟ୍ରରେ ୨୨ ପୁଲିସ ମୃତ, ସଂକ୍ରମିତ ହେଲେଣି ୨୦୯୫

ମହାରାଷ୍ଟ୍ର : ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧ଲକ୍ଷ ୫୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୫୩୧ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ୨୪…
Read More...

କୋଭିଡ -୧୯ ଭଳି ଲକ୍ଷଣ ଦେଖାଦେବା ପରେ ଡାକ୍ତରଖାନ​‌ରେ ଭର୍ତ୍ତି ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ : କୋଭିଡ୍-୧୯ ଭଳି ଲକ୍ଷଣ ଦେଖା ଦେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ମଳିଥିବା ସୂଚନା ଅନୁସାରେ ଗୁୁରୁବାର ହଠାତ ସମ୍ବିତ ପାତ୍ର କରୋନା ଭଳି କିଛି ଲକ୍ଷଣ…
Read More...

କରୋନା ଯୋଦ୍ଧାଙ୍କ ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: କରୋନା ଲଢ଼େଇରେ ଓଡ଼ିଶା ଅଭୂତପୂର୍ବ ସଫଳତା ପାଇଛି । ଦେଶ ଓ ବିଶ୍ବରେ ଏପରି ସଫଳତା ବିରଳ । ସୁସ୍ଥ ଅନୁପାତରେ ଓଡ଼ିଶା ଦେଶର ବହୁ ଧନୀ ରାଜ୍ୟଠାରୁ ଢ଼େର ଉପରେ । ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ…
Read More...

ଆଜି ରାଜ୍ୟରେ ଚିହ୍ନଟ ୬୭ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ଵର : ଗୁରୁବାର ରାଜ୍ୟରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୬୭ ଜଣ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା…
Read More...

ଜାମ୍ମୁ କାଶ୍ମୀରରେ ପୁଲୱାମା ଭଳି ବଡ ଧରଣର ଆତଙ୍କୀ ଷଡଯନ୍ତ୍ରକୁ ବିଫଳ କଲା ସୁରକ୍ଷା ବାହିନୀ, ରାଜପୋରା ଅଞ୍ଚଳରୁ…

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ । ଜାମ୍ମୁ କାଶ୍ମୀରର  ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା…
Read More...

କରୋନା : ଭାରତରେ ମୃତକଙ୍କ ସଂଖ୍ୟା ୪ ହଜାର ୫୩୧କୁ ବୃଦ୍ଧି, ବର୍ତ୍ତମାନ ସୁଦ୍ଧା ୧,୫୮,୩୩୩ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ଭାରତରେ ୧ ଲକ୍ଷ ୫୮ ହଜାର ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ​‌ବେଳେ ୪ ହଜାର ୫୩୧ ଜଣଙ୍କର…
Read More...

ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ

ବରଗଡ : ବରଗଡ଼ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଖବର ମୁତାବକ ଆକ୍ରାନ୍ତଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା…
Read More...

ପୁଲିସ ଥାନାଧିକାରିଣୀଙ୍କ କଳା କାରନାମା !!!

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନାଧିକାରିଣୀ ତାରାବତୀ ପ୍ରଧାନଙ୍କ କଳା କାରନାମାକୁ ନେଇ ଏକ ବେନିୟମ ଲିଫଲେଟକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଖୋଦ ଏସପିଙ୍କ ସହିତ ଏହି ଅଧିକାରିଣୀଙ୍କୁ ନେଇ କିଛି କଥା…
Read More...

ଅଶାନ୍ତ ମ୍ୟାକ୍‌ମୋହନ ରେଖା ; ଚୀନ ଓଷୁଅ ବିକଳରେ ତାଟିଆ କାମୁଡୁଛି

୧୯୧୪ର ସିମ୍‌ଳାଚୁକ୍ତି ମାଧ୍ୟମରେ ଭାରତ-ତିବ୍ଦତ ମଧ୍ୟରେ ଯେଉଁ ସୀମାରେଖା ନିର୍ଦ୍ଧାରଣ କରାଯାଇଥିଲା ୨୦୨୦ରେ ତାହାର ବାସ୍ତବତା ଭିନ୍ନ। ବିଶେଷକରି ପୂର୍ବ ଲଦାଖ ଏବଂ ଅରୁଣାଚଳ ସୀମାନ୍ତ ଆନ୍ତର୍ଜାତିକ ରେଖା ନେଇ ଚୀନ…
Read More...

ଏଲଏସି ନିକଟରେ ସଡ଼କ ନିର୍ମାଣ କରିଛି ଚୀନ୍‌

ବେଜିଂ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ନିଜ ପଟରେ, ଅକ୍‌ସାଇ ଚୀନ୍‌ ଅଞ୍ଚଳରେ ଚୀନ୍‌ ବ୍ୟାପକ ନିର୍ମାଣ କାର୍ଯ୍ୟ ଚଳାଇଥିବାର ଫଟୋ ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ସୂତ୍ରରୁ ହସ୍ତଗତ ହୋଇଛି। ଏହି ପରିପ୍ରେକ୍ଷୀରେ…
Read More...

ଆଜିଠୁ ଗଡ଼ିବ ଘରୋଇ ବସ୍‌

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ପ୍ରମୁଖ ଦାବିଗୁଡ଼ିକୁ ରାଜ୍ୟ ସରକାର ପୂରଣ କରିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେବା ପରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ ହେବା ନେଇ ସମ୍ଭାବନା ଜାତ ହୋଇଛି। ତେବେ…
Read More...

ବିଡ଼ମ୍ବିତ ଓ ବିଳମ୍ବିତ ; ଶ୍ରମିକଙ୍କ ଦୁଃଖ ଲାଘବ ହେବ !

ଲକଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ କକର୍ଥନାକୁ ଦୂର କରିବା ପାଇଁ ଦାଏର ହୋଇଥିବା ଏକାଧିକ ଜନସ୍ବାର୍ଥ ଯାଚିକାକୁ ନାକଚ କରିଥିବା ଭାରତର ସର୍ବୋଚ୍ଚ ଅଦାଲତ ଏବେ ନିଜ ଆଡ଼ୁ ଏନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଏକ…
Read More...

୨୦୨୨କୁ ଘୁଞ୍ଚିବ ଟି୨୦ ବିଶ୍ୱକପ୍‍; ଅକ୍ଟୋବରରେ ଆଇପିଏଲ୍‍!

ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ହେବାର ଅଛି। ତେବେ ସାରାବିଶ୍ୱରେ କୋଭିଡ୍‍-୧୯ର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ବିଶ୍ୱକପ୍‍…
Read More...

ଜି.ଆର୍‌. ଛିନ୍ତାଲା ନାବାର୍ଡ ଅଧ୍ୟକ୍ଷ

ମୁମ୍ବଇ: ଜି.ଆର୍‌. ଛିନ୍ତାଲା ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏହାପୂର୍ବରୁ ସେ ନାବାର୍ଡର ସହଯୋଗୀ ସଂସ୍ଥା ନାବ୍‌ଫିନ୍‌ର ପରିଚାଳନା ନିର୍ଦେଶକ ରହିଥିଲେ…
Read More...

ସ୍ଥାୟୀ ଜମା ସୁଧହାର କମାଇଲା ​‌ଏସ୍‌ବିଆଇ

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ଏହାର ବିଭିନ୍ନ ଅବଧି ବିଶିଷ୍ଟ ସ୍ଥାୟୀ ଜମା ଖାତାର ସୁଧହାରରେ ହ୍ରାସ ଘଟାଇଛି । କରୋନା ଭୂତାଣୁ ଯୋଗୁଁ ଦେଶବ୍ୟାପୀ ଲାଗୁ ହୋଇଥିବା…
Read More...

କ୍ୟାପିଟାଲ ହସ୍ପିଟାଲରେ କରୋନା ମୁକାବିଲା ଏମିତି ; ହ୍ୟାଣ୍ଡୱାସ୍‌ ନାହିଁ, ହେଉନି ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ବର : ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ଗୁରୁତ୍ବ ଦିଆଯାଇ ଏଠାରେ କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା। ଏନେଇ ହସ୍ପିଟାଲରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଇସୋଲେସନ ୱାର୍ଡ ସହିତ ନମୁନା ସଂଗ୍ରହ…
Read More...

ସାମାଜିକ ଦୂରତ୍ବକୁ ପୁଲିସର ଗୁରୁତ୍ବ ; କଡ଼ାକଡ଼ି ହେବ ଆଇନ, ନମାନିଲେ କାର୍ଯ୍ୟାନୁଷ୍ଠା

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ଲଢ଼େଇକୁ କଠୋର କରିବା ଲାଗି ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ପୁଲିସ ହାତରେ ଧରିଥିଲା ଲାଠି। ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଲକ୍‌ଡାଉନ୍‌କୁ ସଫଳ କରିଥିଲା। ତେବେ ଲକ୍‌ଡାଉନ୍‌…
Read More...

ନିରାଡ଼ମ୍ବରରେ ଶ୍ରୀଲିଙ୍ଗରାଜଙ୍କ ବିବାହ ; ଶୁଭିଲାନି ହୁଳହୁଳି, ବାଜିଲାନି ବାଜା

ଭୁବନେଶ୍ୱର : କଟକଣା ଭିତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ନିରାଡ଼ମ୍ବରରେ ସମ୍ପନ୍ନ ହୋଇଛି। ଦିଅଁଙ୍କ ବାହାଘରରେ ଶୁଭିନି ବାଜାବାଣର ଶବ୍ଦ। ଡକାଯାଇନି ବରଯାତ୍ରୀ। ମନ୍ଦିରକୁ ସଜାଯାଇନି ଆକର୍ଷଣୀୟ ଆଲୋକ ଓ…
Read More...

ଘାରୁଛି ଘରବାହୁଡ଼ାଙ୍କ ରୋଜଗାର ଚିନ୍ତା ; ପ୍ରଥମ ରାଜ୍ୟ ଭାବେ ଉତ୍ତରପ୍ରଦେଶ ଆରମ୍ଭକଲା ଶ୍ରମିକ ପ୍ରୋଫାଇଲ୍‌

ଭୁବନେଶ୍ବର : ରାଜ୍ୟକୁ ଏବେ ଲକ୍ଷାଧିକ ଓଡ଼ିଆ ଲୋକ ଅନ୍ୟ ରାଜ୍ୟ ଓ ଦେଶରୁ ଫେରୁଛନ୍ତି। କରୋନା ସଂକ୍ରମଣର ଭୟାବହତା ଓ ଲକ୍ ଡାଉନ୍ ପ୍ରଭାବ ଯୋଗୁଁ ଅନେକ ଲୋକ ନିଜ କର୍ମସ୍ଥାନକୁ ଫେରିବାର ସମ୍ଭାବନା କମ୍। ରାଜ୍ୟର ମୋଟ…
Read More...

୨୯ରୁ ପୁଣି ଚାଲିବ ଐତିହ୍ୟ ପ୍ରକଳ୍ପ କାମ

-ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟ ଆରମ୍ଭ ହେବ -ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଜମି ଅଧିଗ୍ରହଣ -ବିନ୍ଦୁସାଗର ପୁଷ୍କରିଣୀ ପାଇଁ ବୁଝାମଣାପତ୍ର ଶୀଘ୍ର ଭୁବନେଶ୍ବର: ଆସନ୍ତା ୨୯ତାରିଖଠାରୁ ପୁରୀ…
Read More...

୫୮ ବର୍ଷରେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ଶାସ୍ତ୍ରୀଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି। ଟିମ୍‌ ଇଣ୍ଡିଆ…
Read More...

ଲକ୍‌ଡାଉନ୍‌ରେ ଅଭାବୀ ବିକ୍ରି ; ବାଇଗଣ କି​‌ଲେ, ପାନ କଡ଼ାଏରେ ଚାଷୀକୁ ମିଳୁନି ଟଙ୍କାଏ

ଭୁବନେଶ୍ବର: ​କୋଭିଡ-୧୯ ପରିପ୍ରେକ୍ଷୀରେ ଲାଗିଥିବା ଲକ୍‌ଡାଉନ୍‌ ​ଯୋଗୁ ରାଜ୍ୟରେ ପନିପରିବା ବ୍ୟବସାୟ ଘୋର ପ୍ରଭାବିତ ହୋଇଛି। ଚାରିଆଡେ ଏଯାଏ ହାଟ ବଜାରରେ ବେପାର ସମ୍ପୂର୍ଣ୍ଣ ଭାବେ ହୋଇପାରିନାହିଁ । ହୋଟେଲ, ମେସ୍‌…
Read More...

ଷ୍ଟେସନ୍‌ରେ ପ୍ରବାସୀ ଶ୍ରମିକଙ୍କ କରୁଣ ଚିତ୍ର

ମୁଜାଫରପୁର : ପ୍ରବାସୀ ଶ୍ରମିକଙ୍କ ଦୈନ୍ୟର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ରେଳ ଷ୍ଟେସନ୍‌ରେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଚାର ପରେ ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ…
Read More...

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଘରୋଇ ହସ୍ପିଟାଲ କରୋନାର ମାଗଣା ଚିକିତ୍ସା କରିବେନି କାହିଁକି

ନୂଆଦିଲ୍ଲୀ : ମାଗଣାରେ ସରକାରଙ୍କ ଠାରୁ ଜମି ପାଇଥିବା ଘରୋଇ ହସ୍ପିଟାଲଗୁଡିକ କରୋନା ରୋଗୀଙ୍କୁ କାହିଁକି ବିନା ମୂଲ୍ୟରେ ଚିକିତ୍ସା ଯୋଗାଇ ଦେବେ ନାହିଁ ତାହା ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ…
Read More...

ନିଜ ଅଞ୍ଚଳରେ ପରୀକ୍ଷା ଦେବେ ସିବିଏସଇ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିଜ ସହର ଓ ଗାଁକୁ ଫେରିଯାଇଛନ୍ତି। ଏପରିସ୍ଥିତିରେ ସିବିଏସଇ ଛାତ୍ରଛାତ୍ରୀମାନେ ଯେଉଁଠାରେ ରହିଛନ୍ତି ତା’ର ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା…
Read More...

ଶ୍ରମିକଙ୍କ ପାଇଁ ୭୦ହଜାର ଟଙ୍କାର ଟିକଟ କିଣିଲେ କୃଷକ

ନୂଆଦିଲ୍ଲୀ : ନିଜ ଫାର୍ମରେ ନିୟୋଜିତ ୧୦ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବା ପାଇଁ ଦିଲ୍ଲୀର ଜଣେ ଛତୁ ଚାଷୀ ପନ୍‌ ସିଂହ ୭୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଏହି ଅର୍ଥରେ ଶ୍ରମିକଙ୍କ ପାଇଁ ବିମାନ ଟିକଟ…
Read More...

ଗୁରୁବାର ରାଶିଫଳ (୨୮। ୫।୨୦୨୦ )

ମେଷ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। କେତେକ ଘଟଣାରେ ବାଦାନୁବାଦ ଉପୁଜିପାରେ। ଭ୍ରମଣରେ ବିଳାସ-ବ୍ୟସନରେ ମନ ବଳାଇ ପାରନ୍ତି। ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି।…
Read More...

ମୋଦୀ କୂଟନୀତି: ବିବାଦୀୟ ନକ୍ସା ଫେରାଇନେଲା ନେପାଳ, ଡ଼୍ରାଗନ ମୁହଁରେ ଶାନ୍ତିର ଭାଷା

ନୂଆଦିଲ୍ଲୀ: କରୋନା ସଙ୍କଟରେ ବିଶ୍ବ ଲଢ଼େଇ ଚାଲିଥିବାବେଳେ ଭାରତ ଉତ୍ତର ସୀମାନ୍ତରେ ଚୀନ୍ ଓ ନେପାଳକୁ ନେଇ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ କିଛି ପରିମାଣରେ ଶାନ୍ତ ପଡ଼ିଛି । ଦିନକ ତଳେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ…
Read More...

ନାୟକ ’ପଟ୍ଟନାୟକ’: କାଲି ସରିବ ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ

ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି):  ଯାବତୀୟ ପ୍ରତିକୂଳ ପରିସ୍ଥିତି ଓ ବିରୋଧୀଙ୍କ ସମାଲୋଚନା ମଧ୍ୟରେ ୫ମ ପାଳିର ପ୍ରଥମ ବର୍ଷ ଆସନ୍ତାକାଲି ପୂରଣ କରିବାକୁ ଯାଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ମ…
Read More...

ଶ୍ରୀଲେଖା ହେବେ କେରଳର ପ୍ରଥମ ମହିଳା ଡିଜିପି

ତିରୁଭନନ୍ତପୁରମ : ପ୍ରଥମ ଥର ପାଇଁ କେରଳ ପୁଲିସରେ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତ ହେବାକୁ ଯାଉଛନ୍ତି। ଅତିରିକ୍ତ ଡିଜିପି ଭାବରେ ପୋଷ୍ଟ ହୋଇଥିବା ଆର ଶ୍ରୀଲେଖା ଜୁନ୍ ୨ରେ କେରଳ ଅଗ୍ନିଶମ ଏବଂ ରିଲିଫ ସେବା…
Read More...

ସୁବର୍ଣ୍ଣପୁରରେ ଚିହ୍ନଟ ହେଲେ ଆଉ ୪ କରୋନା ସଂକ୍ରମିତ

ସୋନପୁର : ସୁବର୍ଣ୍ଣପୁର ଜିଲାରେ ଆଉ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋନପୁର ବ୍ଲକର ୨ ଜଣ ହୋଇଥିବା ବେଳେ ତରଭାରୁ ଜଣେ ଓ ଡୁଙ୍ଗୁରିପାଲ୍ଲୀରୁ ଜଣେ ବୋଲି ଜିଲ୍ଲାପାଳ ଟ୍ବିଟ କରି ସୂଚନା…
Read More...

ଦୁଇ ହୋମଗାର୍ଡଙ୍କୁ କରୋନା

ବ୍ରହ୍ମପୁର : ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟ୍ବିଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା…
Read More...

ଭାରତ-ଚୀନ ସୀମା ବିବାଦ : ମଧ୍ୟସ୍ଥତା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ ତିକ୍ତତା ବୃଦ୍ଧି ପାଇବା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମସ୍ୟାର ସମାଧାନ ପାଇଁ…
Read More...

ବିନା ସୂଚନାରେ କଲକତା ପହଞ୍ଚିଲା ୩୬ ଟ୍ରେନ୍, ରେଳବାଇ ଉପରେ ମମତା ଖପ୍ପା

କଲକତା: ଲକ୍ଡ଼ାଉନର ୪ର୍ଥ ପର୍ଯ୍ୟାୟରେ ଶ୍ରମିକ ଓ ଟ୍ରେନକୁ ନେଇ କେନ୍ଦ୍ର ସରକାର-ବିରୋଧୀଙ୍କ ମଧ୍ୟରେ ଚାଲିଛି ଶବ୍ଦ ଯୁଦ୍ଧ । କେଉଁଠି ଟ୍ବିଟରରେ ତ କେଉଁଠି ମନ୍ତବ୍ୟରେ ପରସ୍ପର ଉପରେ ଆକ୍ରମଣ-ପ୍ରତି ଆକ୍ରମଣ ହେଉଛି ।…
Read More...

ରାତି ୧ଟାରୁ ଠାକୁରଙ୍କ ସ୍ନାନଯାତ୍ରା ପହଣ୍ଡି : ଦିନ ୧୧ଟାରେ ଦାରୁବ୍ରହ୍ମଙ୍କ ଗଜାନନ ବେଶ

ପୁରୀ : ସ୍ନାନଯାତ୍ରାରେ ରାତି ୧ଟାରୁ ଠାକୁରଙ୍କୁ ପହଣ୍ଡି କରାଯିବ। ଭୋର ୪ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରିବେ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ପ୍ରଭୁଙ୍କୁ ଗଜାନନ ବେଶ କରାଯିବ। ଅପରାହ୍ଣ ୫ଟାରେ…
Read More...

ଅର୍ଥନୀତିକୁ ଗତିଶୀଳ କରିବାକୁ ଯୋଜନା ବେଳେ କାୟା ମେଲାଉଛି କରୋନା

ସିଓଲ : ସାରା ବିଶ୍ବକୁ କରୋନା ଭୂତାଣୁ କବଳିତ କରିଥିବା ବେଳେ ଏବେ ଏହା କାୟା ମେଲାଇବାରେ ଲାଗିଛି। ଚଳିତ  ସପ୍ତାହରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭାରତରେ ପୁଣି ଦିନକରେ ୬…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ପହଞ୍ଚିଲା ’ପାକିସ୍ତାନୀ ପାରା’ ପ୍ରସଙ୍ଗ

ନୂଆଦିଲ୍ଲୀ: ଶତ୍ରୁପକ୍ଷ ସମ୍ପର୍କରେ ସୂଚନା ନିମନ୍ତେ ଗୁଇନ୍ଦା ବ୍ୟବହାର ବହୁ ପୁରୁଣା ପ୍ରଥା। ପ୍ରାଚୀନ କାଳରେ ପାରାମାନଙ୍କୁ ଗୋପନ ତଥ୍ୟ ପ୍ରେରଣ ନିମନ୍ତେ ବ୍ୟବହାର କରାଯାଉଥିଲା । ମାତ୍ର ନିକଟରେ କାଶ୍ମୀର କଠୁଆ…
Read More...

ଚେମଣା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ତଥା ସଙ୍ଗରୋଧ କେନ୍ଦ୍ର ହୋଇଥିବା ଚେମଣା ନୋଡାଲ ହାଇସ୍କୁଲ ପରିସରକୁ ଆଜି ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା…
Read More...

ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭୂତାଣୁ

ଲସ ଆଞ୍ଜେଲେନ୍ସ : କରୋନା ଭୂତାଣୁ ମୁକାବିଲା ପାଇଁ କରାଯାଇଥିବା ୬ ଫୁଟ ସାମାଜିକ ଦୁରତ୍ବ ଯଥେଷ୍ଟ ନୁହେଁ। କାରଣ ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ୨୦ ଫୁଟ ପର୍ଯ୍ୟନ୍ତ ଏହି ଭୂତାଣୁ ବ୍ୟାପିପାରେ ବୋଲି ବୈଜ୍ଞାନିକ ଆଶଙ୍କା…
Read More...

ସ୍ପିକ୍ ଅଫ୍ ଇଣ୍ଡିଆରେ ଭାଗ ନିଅନ୍ତୁ, ଦେଶକୁ ରକ୍ଷା କରନ୍ତୁ : ନିରଞ୍ଜନ

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିଷ୍ପତିକ୍ରମେ ସାରା ଭାରତ ବର୍ଷରେ କଂଗ୍ରେସ ଦଳର ସମସ୍ତ ସଦସ୍ୟ ତଥା ନେତୃବୃନ୍ଦ ଏବଂ ଭାରତ ବର୍ଷର ଜନସାଧାରଣ ଏକ ସ୍ୱରରେ ଭାରତ…
Read More...

ଜାଲ କାଗଜପତ୍ର କରି ବିକିଦେଲେ ମୂଲ୍ୟବାନ ଜମି, ଘରୋଇ ବ୍ୟାଙ୍କ କର୍ମଚାରୀ ଗିରଫ

ଚନ୍ଦ୍ରଶେଖରପୁର: ଜାଲିଆତି କରି ଜମି ବିକ୍ରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଏୟାରପୋର୍ଟ ଥାନା ଅଧୀନ ନିୟୁ ଫରେଷ୍ଟ ପାର୍କ…
Read More...

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧଜିଲା ଗସ୍ତ

ହରଭଙ୍ଗା : କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ବୁଧୁବାର ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲାପାଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ କୋଭିଡ-୧୯ର ସମୀକ୍ଷା କରିଥିବା ଜଣାପଡିଛି। ଏ ନେଇ ବୌଦ୍ଧ ସର୍କୀଟ ହାଉସରେ ଏକ…
Read More...

ଠିକା ଦେବା ନାଁରେ ୫୦ ଲକ୍ଷ ଟଙ୍କା ଠକେଇ: ଭୁବନେଶ୍ବରରୁ ଗିରଫ ହେଲେ ରେଳବାଇ ଇଞ୍ଜିନିୟର

ଭୁବନେଶ୍ବର : ତିନି କୋଟି ଟଙ୍କାର  ଏକ ଠିକାକାମ  କରାଇଦେବା ଲାଗି ୫୦ ଲକ୍ଷ  ଟଙ୍କା ଠକି ନେଇଥିବା ଅଭିଯୋଗରେ ପ୍ରଶାନ୍ତ କୁମାର ବାଘ(୫୨) ନାମକ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି ମଙ୍ଗଳବାର…
Read More...

ଆଶ୍ବସ୍ତି: ଓଡ଼ିଶାରେ ସକ୍ରିୟ ସଂକ୍ରମିତଙ୍କଠାରୁ ଅଧିକ ହେଲେଣି ସୁସ୍ଥ

ଭୁବନେଶ୍ବର,୨୭ା୫(ଭୁ.ପ୍ର): ଓଡ଼ିଶାରେ ସଂକ୍ରମଣ ହାରରେ ବୃଦ୍ଧିକୁ ନେଇ ଲାଗି ରହିଥିବା ଚିନ୍ତା ଭିତରେ ଏକ ସନ୍ତୋଷଜନକ ଖବର ଆସିଛି। ରାଜ୍ୟରେ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା, ଚିକିତ୍ସିତ ହେଉଥିବା…
Read More...

ବାଇକ ଦୁର୍ଘଟଣାରେ ୨ ଗୁରୁତର

ପାଟଣା : କରଂଜିଆ ସନ୍ନିକଟ ମଣ୍ଡୁଆରୁ ଢେଙ୍କିକୋଟ ଆଡକୁ ଯାଉଥିବା ଏକ ବାଇକ ବୁଧବାର ମଲ୍ଲିପଶି ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ସୁରକ୍ଷା କଂକ୍ରିଟ ଖୁଂଟିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ…
Read More...

ଅବକାରୀ ବିଭାଗକୁ ଚଢାଉରେ ସହଯୋଗ କଲେ ମହିଳା ସରପଞ୍ଚ

ପାଟଣା : ଲକଡାଉନ ସମୟ ଚୋରା ମଦ ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କ ପାଇଁ ପୁଷମାସ ପାଲଟିଥିବା ବେଳେ ବୁଧବାର ପାଟଣା ଅବକାରୀ ବିଭାଗ ପକ୍ଷରୁ ସାହାରପଡା ବ୍ଲକର ରାଇଡିହା ଓ କେଶଡିହାରେ ଅବକାରୀ ଚଢାଉ କରାଯାଇଥିଲା। ତେବେ…
Read More...

ଘୋଡ଼ା ଗଲା ୨୮ ଦିନିଆ ‘ହୋମ କ୍ବାରେନଣ୍ଟାଇନ୍’; ସରକାରୀ କ୍ବାରେନଣ୍ଟାଇନରେ ମାଲିକ

ନୂଆଦିଲ୍ଲୀ: ଓଡ଼ିଶାରେ ଗତକାଲି ବଜ୍ରକାପ୍ତାର କରୋନା ପରୀକ୍ଷା ହେବ ବୋଲି ଖବର ମିଳିଥିଲା । ମାତ୍ର ଆଜି ଜମ୍ମୁରେ ଗୋଟିଏ ଘୋଡ଼ା ଓ ଏହାର ମାଲିକଙ୍କୁ କ୍ବାରେନଣ୍ଟାଇନ କରାଯାଇଛି । ମାଲିକର ଘରେ ଘୋଡ଼ାଟି ସଙ୍ଗରୋଧରେ…
Read More...

ଓଡ଼ିଶାରେ ପ୍ରଥମ ଘଟଣା : ଘଟଗାଁ ବ୍ଲକରେ ଆରମ୍ଭ ହେଲା ୧୨ ଘଣ୍ଟିଆ କଲ ସେଣ୍ଟର

ପାଟଣା : ଏକ ଅଭିନବ ତଥା ନିଆରା ପଦକ୍ଷେପ ସ୍ୱରୂପ ଘଟଗାଁ ବ୍ଲକରେ ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ଓଡିଶା ଫେରନ୍ତା ଅନ୍ତେବାସୀମାନଙ୍କ ଅଭାବ, ଅସୁବିଧା ବା ଅଭିଯୋଗର ଆଶୁ ସମାଧାନ ନିମନ୍ତେ…
Read More...

ଡିଜିଟାଲରେ‌ ପ୍ରସାରଣ ହେବ ସଙ୍ଗୀତ, ନାଟକ ଓ ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ କେତେକ ପ୍ରବଚନ, ସୁଗମ ସଙ୍ଗୀତ, ଭଜନ, ବାଦ୍ୟଯନ୍ତ୍ର, ଓଡ଼ିଶୀ, ସୋଲୋ ଏକାଙ୍କିକା ଭଳି କେତେକ…
Read More...

ଜୁନ୍ ୧ରୁ ୧୪ଦିନ ବଢ଼ିପାରେ ଲକ୍ଡ଼ାଉନ: ଖୋଲିପାରେ ଧାର୍ମିକ ପ୍ରତିଷ୍ଠାନ-ଜିମ୍-ମଲ୍

ନୂଆଦିଲ୍ଲୀ: ମାର୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ଲକ୍ଡ଼ାଉନ ଏବେ ୪ର୍ଥ ପର୍ଯ୍ୟାୟରେ । ଆସନ୍ତା ମେ ୩୧ରେ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ ଶେଷ ହେବ । ଏହାପରେ ପୁଣି ଲକ୍ ଡ଼ାଉନ ଆରମ୍ଭ ହେବ କି ନାହିଁ ତାହା ନେଇ ଚାଲିଛି…
Read More...

ବିହନ ଓ ସାର ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି : ଅରୁଣ ସାହୁ

ଭୁବନେଶ୍ୱର : ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ,…
Read More...

କଟକରେ ଖୋଲିଲା ପାର୍କ

କଟକ : ବୁଧବାରଠାରୁ କଟକରେ ଥିବା ପାର୍କଗୁଡିକ ଖୋଲିଛି । ପାଖାପାଖି ୨ ମାସ ପରେ ପାର୍କଗୁଡ଼ିକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି । ସକାଳ ୭ଟାରୁ ୧୦ ଓ ଅପରାହ୍ନ ୪ଟାରୁ ୬ଟା ଯାଏଁ ପାର୍କ ଖୋଲା ରହିବ। ପାର୍କରେ…
Read More...

ଆସନ୍ତାକାଲିଠାରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ : ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ହେବ। ସ୍ବଭାବିକ ହେବ ଯାତ୍ରୀ ସେବା। ବୁଧବାର ଚଣ୍ଡିଖୋଲଠାରେ ଅନୁଷ୍ଠିତ ଘରୋଇ ବସ୍ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ବସ୍ ମାଲିକ…
Read More...

ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ

ବରଗଡ଼ : ବରଗଡ଼ ଜିଲାରେ ଗତରାତି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବରଗଡ ଏସ୍.ପି ପଦ୍ମିନୀ ସାହୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଗତ ମଙ୍ଗଳବାର…
Read More...

ବାଲିଗୁଡ଼ାରେ ପାନୀୟ ଜଳର ସମସ୍ୟା : ଲୋ ଭୋଲଟେଜ୍ ଯୋଗୁଁ କଲବଲ ଅଞ୍ଚଳବାସୀ

ବାଲିଗୁଡ଼ା : ଗୋଟିଏ ପଟେ ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ଅତ୍ୟାବଶ୍ୟକ ସାମଗ୍ରୀ ଜନସାଧାରଣଙ୍କୁ ଯୋଗାଇଦେବାକୁ ସରକାର ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସରକାରୀ ବାବୁମାନଙ୍କ…
Read More...

ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୭୯ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୮୧୨କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ବୁଧବାର ଆଉ ୭୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୧୨କୁ ବୃଦ୍ଧି ପାଇଛି। ଗଂଜାମ ଜିଲ୍ଲାରୁ ୧୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭ ଜଣ, ଯାଜପୁରରୁ ୫,…
Read More...

କାଟଣା ବାବା କପିଳେଶ୍ଵରଙ୍କର ସରିଲା ମଙ୍ଗନ, ସନ୍ଧ୍ୟାରେ ସମ୍ପନ୍ନ ହେବ ଦେବ ଦମ୍ପତିଙ୍କ ବିବାହ

ରାଜକନିକା : ଲକ୍ ଡାଉନ କଟକଣା ପାଇଁ ଚଳିତ ବର୍ଷ ନିରାଡମ୍ବରେ ହେଉଛି କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ କାଟଣାର ବାବା କପିଳେଶ୍ଵରଙ୍କ ବିବାହ ଉତ୍ସବ । ପ୍ରଶାସନର କଟକଣାକୁ ନଜରରେ ରଖି ସେବାୟତମାନେ ବାବା…
Read More...

ଜୁନ୍ ପହିଲାରୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ଵର : ଜୁନ୍ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତରଖାତା ମୂଲ୍ୟାୟନ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ବିଧିବଦ୍ଧ ଭାବେ ଉଚ୍ଚ…
Read More...

ଆଜି ରାଜ୍ୟରୁ ଚିହ୍ନଟ ୭୬ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ଵର : ବୁଧବାର ରାଜ୍ୟରେ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୭୬ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୯୩ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୭୬ ଜଣଙ୍କ…
Read More...

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ, ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର : ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ହେବ ଡାଇବେଟିସ୍ ଜନିତ‌ ରୋଗରେ…
Read More...

କେବେ ଗଡିବ ଘରୋଇ ବସ୍ : ଆଜି ନିଆଯିବ ଚୁଡାନ୍ତ ନିଷ୍ପତ୍ତି

ଭୁବନେଶ୍ଵର : ରାଜ୍ୟରେ ଘରୋଇ ବସ ଚଳାଚଳ ନେଇ ଆଜି ଚୂଡାନ୍ତ ନିଷ୍ପତି ନିଆଯିବ । ଆଜି ରାଜ୍ୟ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିବ । ଏଥିରେ ବସ ଚଳାଚଳ ନେଇ ନିଷ୍ପତି ନିଆଯିବ ବୋଲି ସଂଘ କହିଛି । ରାଜ୍ୟ ସରକାର…
Read More...

ରାଜ୍ୟରେ ଆଉ ୭୬ କରୋନା ପଜିଟିଭ୍ ଚିହ୍ନଟ, ୧୫୯୩ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ…
Read More...

କ୍ବାରେଣ୍ଟାଇନ‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର୍‌, ଅଳ୍ପକେ ବର୍ତ୍ତିଲେ ୩୨ ପ୍ରବାସୀ

ଭଦ୍ରକ : କ୍ବାରେଣ୍ଟାଇନ‌ ସେଣ୍ଟରରେ ରୋଷେଇ ଚାଲିଥିବାବେଳେ ହଠାତ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଯାଇଥିଲା । ଯାହା ଫଳରେ ଅଗ୍ନିକାଣ୍ଡ ଘଟିଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ…
Read More...

ସ୍ନାନ ଯାତ୍ରାରେ ନିୟୋଜିତ ହେବାକୁ ଥିବା ୧୫୦ ଦଇତାପତି ସେବାୟତଙ୍କର ଆଜିଠୁ ହେବ କରୋନା ଟେଷ୍ଟ

ପୁରୀ :ମହାମାରୀ କରୋନା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ…
Read More...

କଟକରେ ଜଣେ କୋଭିଡ୍ ଯୋଦ୍ଧା ଡାକ୍ତରଙ୍କୁ କରୋନା

କଟକ : ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ…
Read More...

ଇଣ୍ଡିଗୋ ବିମାନର ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ : କ୍ବାରେଣ୍ଟାଇନ୍‌ରେ ପାଇଲଟ୍ ଏବଂ କ୍ୟାବିନ୍ କ୍ରୁ ମେମ୍ବର

ନୂଆଦିଲ୍ଲୀ : ଦିର୍ଘ ଦୁଇ ମାସ ଧରି ସାରା ଦେଶରେ ବନ୍ଦ ରହିଥିବା ବିମାନ ସେବା ମେ ୨୫ ତାରିଖରୁ ଆରମ୍ଭ କରାଯାଇଛି । ବିମାନ ଉଡାଣ ଆରମ୍ଭ କରିବା ପରେ ଦେଶର ବିଭିନ୍ନ ଭାଗରେ ଫଶି ରହିଥିବା ବ୍ୟକ୍ତି ନିଜ ନିଜ…
Read More...

ଖାଦ୍ୟ ଓ ଜଳ ବିନା ୭୬ବର୍ଷ ବଞ୍ଚିଥିବା ବାବା ପ୍ରହଲ୍ଲାଦ ଜାନିଙ୍କ ପରଲୋକ

ଅହମ୍ମଦାବାଦ : ବିନା ଖାଦ୍ୟ ଓ ପାନୀୟରେ ଦୀର୍ଘ ୭୬ବର୍ଷ ଧରି ବଞ୍ଚିଛନ୍ତି ବୋଲି ଦାବି କରିଆସୁଥିବା ବାବା ପ୍ରହଲ୍ଲାଦ ଜାନିଙ୍କର ମଙ୍ଗଳବାର ଗାନ୍ଧୀନଗର ନିକଟ ଚରଦା ଗ୍ରାମ​ରେ ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ…
Read More...

ସୌନ୍ଦର୍ଯ୍ୟ ଚର୍ଚ୍ଚା ନିମନ୍ତେ ଉପାୟ

କଳା ଦାଗ, ବ୍ରଣ, ତ୍ବଚାରେ ଭାଙ୍ଗ ଇତ୍ୟାଦିରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଯୁବତୀ ଓ ମହିଳାମାନେ ନିୟମିତ ଘରୋଇ ଉପଚାର କରିବା ଉଚିତ। - ଦିନର ଆରମ୍ଭ ଲେମ୍ବୁ ପାଣି ପିଇବାରେ କରିବା ଉଚିତ। - କଞ୍ଚା କ୍ଷୀରରେ ଲୁଣ…
Read More...

ସୁଆଦିଆ ସେଓ ଖିରି

ପର୍ବପର୍ବାଣି ହେଉ କିମ୍ବା ବ୍ରତ, ବିବାହ, ଏସବୁ ଦିନରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟରୁ ଖିରିର ସ୍ଥାନ ସ୍ବତନ୍ତ୍ର। ଖିରିର ସ୍ବାଦ ସମସ୍ତଙ୍କର ପ୍ରିୟ। ଅନେକ ରକମର ଖିରି ମଧ୍ୟରୁ ‘ସେଓ ଖିରି’ ଅନ୍ୟତମ।…
Read More...

ଦେଶର ପ୍ରଭାବଶାଳୀ ବ୍ୟକ୍ତି : ଶୀର୍ଷରେ ମୋଦୀ, ୧୦ମରେ ନବୀନ ଓ ଏକାଦଶରେ ପି.କେ ମିଶ୍ର

ନୂଆଦିଲ୍ଲୀ: ‘ଫେମ୍‌ ଇଣ୍ଡିଆ’ ପତ୍ରିକା ଓ ‘ଏସିଆ ପୋଷ୍ଟ’ ପକ୍ଷରୁ ଦେଶର ଶ୍ରେଷ୍ଠ ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ତାଲିକାର ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଲିକାର…
Read More...

ସାମାଜିକ ଦୂରତା ନିମନ୍ତେ ସଚେତନ କରାଇବ ହାତର ଟ୍ୟାଗ୍

କରୋନା ଭାଇରସ୍ ଭୟାବହତା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇନାହିଁ। ଏହା ସତ୍ତ୍ବେ କେତୋଟି ରାଷ୍ଟ୍ର ସେଠାରେ ଆଭ୍ୟନ୍ତରୀଣ ଚଳାଚଳରେ କଡ଼ାକଡ଼ି ନିୟମକୁ କୋହଳ କରିଦେଇଛନ୍ତି; ନଚେତ୍ ଏହା କାରଣରୁ ଦେଶର ଅର୍ଥନୀତି ଅଧିକ…
Read More...

 ଆଜି ଶ୍ରୀଲିଙ୍ଗରାଜଙ୍କ ବାହାଘର

ଭୁବନେଶ୍ୱର : ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମଙ୍ଗନ ନୀତି ସମ୍ପନ୍ନ ହୋଇଛି। ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପରେ ମହାସୁଆର ସେବକ ମଙ୍ଗନ ହାଣ୍ଡି ପ୍ରସ୍ତୁତ କରିଥିଲେ। ପରେ…
Read More...

ପ୍ରଭାବିତ ହେଉଛି ପର୍ଯ୍ୟଟନ

ନୂଆଦିଲ୍ଲୀ : କିଛି ମାସ ତଳେ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମି ରହୁଥିଲା। ବର୍ତ୍ତମାନର ଦୃଶ୍ୟ କିନ୍ତୁ ବଦଳିଯାଇଛି। ପୁନର୍ବାର କେବେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ, ତାହା ଅନୁମାନ କରିବା କଷ୍ଟକର।…
Read More...

ଏମ୍‌ ନରେଗା ଯୋଜନାରେ ଅନିୟମିତତା ; ଶ୍ରମିକ ବଦଳରେ କାମ କରୁଛି ମେସିନ

ଖଣ୍ଡପଡା : ଖଣ୍ଡପଡା ବ୍ଳକ ଅଧିନ ବନମାଳୀପୁର ପଞ୍ଚାୟତ ବସନ୍ତପୁର ଗ୍ରାମର ବାସନଧୁଆ ପୋଖରୀଠାରୁ ନିକଟସ୍ଥ ବାନ୍ଦରା ସଂରକ୍ଷିତ ଜଙ୍ଗଲକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ…
Read More...

ଚୀନ ସେନାକୁ ଜିନ୍‌ପିଙ୍ଗଙ୍କ ନିର୍ଦେଶ ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଉଭୟ ନିଜର ରଣନୀତି ଆରମ୍ଭ କରିଛନ୍ତି। ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ…
Read More...

କୋହଳ-କଟକଣାର ଦ୍ବନ୍ଦ୍ବ ; ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମ୍ଭାବନା କମ୍‌

କୋଭିଡ୍ - ୧୯ ମହାସଂଗ୍ରାମର ଚତୁର୍ଥ ପର୍ଯ୍ୟାୟ(ଲକଡାଉନ୍ ୪) ଅବଧିରେ ରାଜ୍ୟ ସରକାର କେତେକ କ୍ଷେତ୍ରରେ କଟକଣା କୋହଳ କରି ଜୀବିକା ଅର୍ଜନ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ଉଦ୍ୟମ କରିଛନ୍ତି। ଜୀବିକା ସହିତ ଜୀବନ…
Read More...

ବର୍ଷ ଶେଷକୁ ଓଡ଼ିଶାରେ କ୍ରୀଡ଼ା ପ୍ରତିଯୋଗିତା : କ୍ରୀଡ଼ା ମନ୍ତ୍ରୀ

କଟକ : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚରୁ ସାରା ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ହୋଇଯାଇଛି। ଏବେ ଧିରେଧିରେ କ୍ରୀଡ଼ାବିତ୍‌ମାନେ ଅଭ୍ୟାସ କରିବାକୁ ଓହ୍ଲାଇଥିଲେ ମଧ୍ୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ…
Read More...

କରୋନା ପ୍ରଭାବ; ଡିଜିଟାଲ ନିମନ୍ତ୍ରଣ ଓ ନିରାଡମ୍ବରରେ ଆୟୋଜିତ ହେବ ଦେବ ବିବାହ ଉତ୍ସବ 

ସମ୍ବଲପୁର : ଚଳତି ବର୍ଷ ମେ ୨୭ ତାରିଖ ବୁଧବାର ରାତ୍ର ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ଙ୍କର ଲୌକାଚାର ନିତିରେ ବିବାହ ଅନୁଷ୍ଠିତ ହେବ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ…
Read More...

ମୋ ବସରେ‌ କାର୍ଯ୍ୟକାରୀ ହେବ ପୂର୍ବ ପାସ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମଙ୍ଗଳବାରଠାରୁ ଭୁବନେଶ୍ବର ସମେତ କଟକ ଏବଂ ଖୋର୍ଦ୍ଧା ସହରକୁ ‘ମୋ ବସ୍‌’ ଗଡ଼ିଛି। ବସ୍‌ ସେବା ଆରମ୍ଭ ଅବସରରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌)…
Read More...

ବ୍ୟବହାର ଦେୟ ଛାଡ଼, ହେଲେ ଶୌଚାଳୟ ଖୋଲିପାରିବ ତ !

ଭୁବନେଶ୍ୱର : ଲୋକେ ମାଗଣାରେ ଶୌଚାଳୟ ବ୍ୟବହାର କରିବେ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ (ଏଚ୍‌ଆଣ୍ଡୟୁଡି) ବିଭାଗ ଘୋଷଣା କରିଛି। ଅଗଷ୍ଟ ୩୧ ଯାଏ ଶୌଚାଳୟ ବ୍ୟବହାରକାରୀ ଦେୟ ଦେବେ ନାହିଁ। ରାଜ୍ୟର ୧୧୪ଟି ପୌରସଂସ୍ଥା…
Read More...

ଅଭିନେତ୍ରୀ ପ୍ରେକ୍ଷା ମେହଟାଙ୍କ ଆତ୍ମହତ୍ୟା

ଇନ୍ଦୋର : ଟେଲିଭିଜନ ଅଭିନେତ୍ରୀ ପ୍ରେକ୍ଷା ମେହଟା (୨୫) ଇନ୍ଦୋରସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବାବେଳେ ମଙ୍ଗଳବାର ସକାଳେ ତାଙ୍କ ବାପା ଏହା ପ୍ରଥମେ ଦେଖିବାକୁ…
Read More...

‘କରୋନା ଭଳି ବହୁ ମହାମାରୀ ଆସିବ’ ; ନିଖୋଜ ‘ବ୍ୟାଟ୍‌ ଓମାନ୍‌’ ଫେରିଲେ

ବେଜିଂ : କରୋନା ଭୂତାଣୁ ଚୀନର ପରୀକ୍ଷାଗାରରେ ସୃଷ୍ଟି ହୋଇନାହିଁ। ଏପରି ବହୁ ଭୟାନକ ଭୂତାଣୁ ରହିଛନ୍ତି; ଯାହା ମଧ୍ୟରୁ କରୋନା ଗୋଟିଏ। ଭବିଷ୍ୟତରେ କରୋନା ଭଳି ବହୁ ମହାମାରୀ ଆସିବାର ଆଶଙ୍କା ରହିଛି ବୋଲି ଚୀନର…
Read More...

ଆଫ୍ରିଦିଙ୍କୁ କାନେରିଆଙ୍କ ସମାଲୋଚନା

କରାଚି : ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ୍‌ ଆଫ୍ରିଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସେହି ଦଳର ପୂର୍ବତନ ଲେଗ୍‌ସ୍ପିନର ଦାନିସ୍ କାନେରିଆ। କିଛିଦିନ ତଳେ ଆଫ୍ରିଦି ପାକ୍‌ ଅଧିକୃତ କାଶ୍ମୀର ଗସ୍ତ ସମୟରେ…
Read More...

ଓଡ଼ିଶା କୃଷିକୁ ପଙ୍ଗପାଳ ଆକ୍ରମଣ ଭୟ

ଭୁବନେଶ୍ବର : ପାକିସ୍ତାନ ପଟରୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଦଳ ଦଳ ହୋଇ ମାଡ଼ିଆସୁଛନ୍ତି। ଫସଲ ଖାଇଯାଉଥିବା ଏହି କୀଟ ରାଜସ୍ଥାନରେ ବ୍ୟାପକ ନଷ୍ଟ କରିବା ପରେ ଏବେ ମଧ୍ୟପ୍ରଦେଶରେ ପହଞ୍ଚି ସାରିଲେଣି। ଓଡ଼ିଶା…
Read More...

ପ୍ରବାସୀଙ୍କ ଲାଗି ସରକାରଙ୍କ ରଣନୀତି : ‘କୁଶଳୀ ପାଇବେ ନିଯୁକ୍ତି, ସମୃଦ୍ଧ ହେବ ଓଡ଼ିଶା’

ଭୁବନେଶ୍ବର: ଲକ୍ ଡାଉନ ଯୋଗୁଁ ପ୍ରବାସୀ ଶ୍ରମିକ ଏବେ ଜୀବନ ଜୀବିକାର ମୋହ ଛାଡି ଘରମୁହାଁ ହୋଇଛନ୍ତି। ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍ବାବଲମ୍ବୀ କରିବା ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ପୂର୍ବରୁ…
Read More...

ଡାକ ଲଫାପାରେ ମାସ୍କ ବ୍ୟବହାରର ବାର୍ତ୍ତା

ଭୁବନେଶ୍ବର: ‘କୋଭିଡ଼-୧୯ ବିଶ୍ୱ ମହାମାରୀ’ କୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡ଼ାକ ଲଫାଫା ଓ ଓଡ଼ିଶାର ସୁନାମଧନ୍ୟ ବ୍ୟକ୍ତିଙ୍କୁ ନେଇ ସ୍ୱତନ୍ତ୍ର ୧୦ଟି ପିକ୍ଚର ପୋଷ୍ଟକାର୍ଡ଼କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି…
Read More...

ବୁଧବାର ରାଶିଫଳ ( ୨୭। ୫।୨୦୨୦)

ମେଷ: ପରିଶ୍ରମର ମୂଲ୍ୟ ମିଳିିବ। ଜନବଲ୍ଲଭ ବ୍ୟକ୍ତିଭାବେ ପ୍ରଭାବ ବିସ୍ତାରିତ କରିପାରନ୍ତି। ନୀତି-ନିୟମାନୁସାରେ କାର୍ଯ୍ୟ ସଂପାଦନ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ବୃଷ: କର୍ମ ଚଞ୍ଚଳ…
Read More...

୩କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ; ୧୦ କଲେଜ ପ୍ରତ୍ୟାହାର ହେଲା ସ୍ବୀକୃତି

ଭୁବନେଶ୍ବର : ରାଜ୍ୟରେ ୩ଟି କଲେଜ ବନ୍ଦ ସାଙ୍ଗକୁ ୧୦ଟି କଲେଜର ସ୍ବୀକୃତି ପ୍ରତ୍ୟାହାର ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି। ଏସବୁ କଲେଜରେ ଲଗାତାର ଭାବେ ଦୀର୍ଘ ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ…
Read More...