ତିରୁଭନନ୍ତପୁରମ : ପ୍ରଥମ ଥର ପାଇଁ କେରଳ ପୁଲିସରେ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତ ହେବାକୁ ଯାଉଛନ୍ତି। ଅତିରିକ୍ତ ଡିଜିପି ଭାବରେ ପୋଷ୍ଟ ହୋଇଥିବା ଆର ଶ୍ରୀଲେଖା ଜୁନ୍ ୨ରେ କେରଳ ଅଗ୍ନିଶମ ଏବଂ ରିଲିଫ ସେବା ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିବେ।
ସେ ବର୍ତ୍ତମାନ ଜେଲ ବିଭାଗ ଦାୟିତ୍ଵରେ ରହିଛନ୍ତି। ବୁଧବାର ରାଜ୍ୟ କ୍ୟାବିନେଟର ସାପ୍ତାହିକ ବୈଠକରେ ତାଙ୍କୁ ଡିଜିପି ପଦରେ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଶ୍ରୀଲେଖା ହେବେ କେରଳର ପ୍ରଥମ ମହିଳା ଡିଜିପି
Popular Categories



