ପଡ଼ୋଶୀ ଯୁବକଙ୍କୁ ବାହା ହୋଇଗଲେ ପତ୍ନୀ; ଫେସବୁକରେ ନ୍ୟାୟ ମାଗି ସ୍ବାମୀଙ୍କ ଲାଇଭ୍ ଆତ୍ମହତ୍ୟା

ଆଜିକାଲି ଦୁନିଆରେ ନୂଆ ନୂଆ ଘଟଣା ଘଟୁଛି, ଲୋକମାନେ ଏ​‌ତେ ପରିମାଣରେ ସମ୍ବେଦନଶୀଳ ହୋଇ ପଡ଼ୁଛନ୍ତି ଯେ ଛୋଟଛୋଟ କାରଣକୁ ନେଇ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି ।  ଏମିିତି ଏକ ଘଟଣା ଘଟିଛି ବିହାରର ଅରରିଆ…
Read More...

ହାଥରସରେ ଦଙ୍ଗା ଲାଗି ବିଦେଶରୁ ଆସିଛି ପାଣ୍ଠି; ସାରା ଦେଶରେ ଜାତିଗତ ହିଂସା ପାଇଁ ହୋଇଥିଲା ଷଡ଼ଯନ୍ତ୍ର

ହାଥରସ ମାମଲାକୁ ନେଇ ଦେଶରେ ଜାତିଗତ ଦଙ୍ଗା ପାଇଁ ହୋଇଥିବା ଏକ ଷଡ଼ଯନ୍ତ୍ରର ରହସ୍ୟ ଫିଟିଛି । ଆମେରିକାରୁ ଏଥିପାଇଁ ବେଡ଼ ଧରଣର ଯୋଜନା କରାଯାଇଥିଲା ଓ ଦେଶରେ ହିଂସା-ବିଦ୍ଵେଷର ନିଆଁ ଜାଳିବାକୁ ଚେଷ୍ଟା ହୋଇଥିଲା ।…
Read More...

ଦୁର୍ବଳ ହେଉଛି କରୋନା ଭୂତାଣୁ : ଭୂପୃଷ୍ଠରେ ପଡ଼ିଥିବା ଭୂତାଣୁ କରି ପାରିବ ନାହିଁ ଅସୁସ୍ଥ

କରୋନା ଭାଇରସ୍ ସଂକ୍ରମଣ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି | ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି | ଘରର କବାଟ ଏବଂ ଲିଫ୍ଟର ବଟନ୍…
Read More...

ଭାରତରେ ଅଡ଼ି କ୍ୟୁ-୨ ବୁକିଂ ଆରମ୍ଭ; ଏତିକି ଟଙ୍କା ଜମା କରି କରି ପାରିବେ ବୁକିଂ

ଜର୍ମାନ ଅଟୋ ନିର୍ମାତା ଅଡି ଇଣ୍ଡିଆ ଭାରତରେ ଏହାର କମ୍ପାକ୍ଟ ଏସୟୁଭି ଅଡି କ୍ୟୁ-୨ ବୁକିଂ କରିବା ଆରମ୍ଭ କରିଛି |  ଅଡି ଇଣ୍ଡିଆ ଡିଲରସିପ୍ କିମ୍ବା ଅଫିସିଆଲ୍ ୱେବସାଇଟରୁ ଏହାର ବୁକିଂ କରାଯାଇପାରିବ ଏବଂ  କାରର…
Read More...

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡ଼ି.କେ.ଶିବକୁମାର ଓ ତାଙ୍କ ଭାଇ ଡ଼ି.କେ.ସୁରେଶଙ୍କ ଘରେ ଚାଲିଛି ସିବିଆଇ ଚଢ଼ଉ। ବେଙ୍ଗାଲୁରୁ, ଦୋଦଲାହାଲ୍ଲି, କନକପୁରା, ସଦାଶିବନଗର ସମେତ ବିିଭିନ୍ନ ୧୫ସ୍ଥାନରେ ଚାଲିଛି ଚଢ଼ଉ।…
Read More...

ଜୁଆ ଆଡ଼୍ଡ଼ାରେ ଚଢ଼ଉ: ୫୦ ହଜାର ଟଙ୍କା, ୯ ମୋବାଇଲ ଜବତ

ଜୟପୁରର ଏକ ଜୁଆ ଆଡ୍ଡା ଉପରେ ଟାଉନ ପୁଲିସ ଚଢ଼ଉ କରି ୯ଜଣ ଜୁଆଡିଙ୍କଠାରୁ ମୋଟ୍ ୫୦,୨୦୦ ନଗଦ ଟଙ୍କା ସହ ୯ଟି ମୋବାଇଲ ଜବତ କରିଛି  । ପାରାବେଡା ଅଂଚଳରେ ଏହି ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇବା ପରେ ପୁଲିସ ସେଠାରେ…
Read More...

ପୂର୍ବତନ ଟିସ୍କୋ ଅଧିକାରୀଙ୍କ ପତ୍ନୀ ବିୟୋଗ, ଭର୍ଚ୍ୟୁଆଲ କ୍ରିୟାକର୍ମ ଓ ଶୋକସଭା

ଟିସ୍କୋର ପୂର୍ବତନ ଅଧିକାରୀ ଦୁର୍ଗାପଦ ଦାସଙ୍କ ପତ୍ନୀ ନିର୍ମଳା ଦାସ କରୋନା ପୀଡ଼ିତ ହୋଇ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ଘଟିଛି ।  । ଅକସ୍ମାତ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ…
Read More...

ଚେତାବନୀ ଦେଲା ରିଜର୍ଭ ବ୍ୟାଙ୍କ: ନୋଟ୍ ଜରିଆରେ ବି ବ୍ୟାପିପାରେ କରୋନା ଭାଇରସ

ନୋଟ୍ ମାଧ୍ୟମରେ ବି କରୋନା ଭୂତାଣୁ ସଂକ୍ରମଣ ହୋଇପାରେ । ନୋଟ ଜରିଆରେ ଭୂତାଣୁ ଜଣକଠାରୁ ଅନ୍ୟଜଣକୁ ସଂକ୍ରମିତ କରିପାରେ, ଅନ୍ୟର ଶରୀରରେ ପ୍ରବେଶ କରିପାରେ । କରୋନା ସଂକ୍ରମିତ ବ୍ୟକ୍ତି ଛୁଇଁଥିବା ନୋଟକୁ ଅନ୍ୟ…
Read More...

ପରାଜୟରେ ରୋକ ଲଗାଇବା ପାଇଁ ଚେନ୍ନଇ ସୁପରକିଙ୍ଗକୁ ୧୭୯ରନର ଆବଶ୍ୟକ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦ୍ବିତୀୟ ମ୍ୟାଚ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍‌ ମୁହାଁମୁହିଁ ହୋଇଛନ୍ତି। କିଙ୍ଗସ୍ ଏକାଦଶ ପଞ୍ଜାବ ଟସ ଜିତି ପ୍ରଥମେ…
Read More...

ପଞ୍ଜାବରେ ଗର୍ଜିଲେ ରାହୁଳ: ଅମ୍ବାନୀ-ଆଦାନୀଙ୍କ ହାତରେ ମୋଦୀ କାଠ କଣ୍ଢେଇ ପାଲଟିଛନ୍ତି

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କୃଷି ଆଇନ ବିରୋଧରେ ଟ୍ରାକ୍ଟର ରାଲିରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମ୍ବାନୀ ଓ ଆଦାନୀଙ୍କ ହାତରେ କାଠ କଣ୍ଢେଇ ପାଲଟିଥିବା ଅଭିଯୋଗ କରିଛନ୍ତି ।   …
Read More...

ଆସନ୍ତାକାଲି ଜିଏସ୍‌ଟି ପରିଷଦ ବୈଠକ; କେନ୍ଦ୍ରର ଋଣ ବିକଳ୍ପକୁ ବିରୋଧ କରିପାରନ୍ତି ଅଣ-ବିଜେପି ରାଜ୍ୟ

ନୂଆଦିଲ୍ଲୀ: ​‌ସୋମବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ପରିଷଦର ୪୨ତମ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟଗୁଡିକୁ ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନ ନେଇ ଏବେ ବି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବିବାଦ…
Read More...

ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଗୁରୁଡିଝାଟିଆ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖାସ କରି କୋଭିଡ ମହାମାରୀ ସମୟରେ କୋହଲା ପାଗ ,ଥଣ୍ଡା,ଶ୍ୱାସରୋଗୀ ଙ୍କ ସହିତ ଛୋଟ ପିଲାଙ୍କ ପାଇଁ କାଳ ସାଜିଛି। ବର୍ଷା ଯୋଗୁଁ…
Read More...

ସମ୍ପିଆ ମନୋଜ ହତ୍ୟାକାଣ୍ତ, ଉଭୟ ପକ୍ଷର ୪ ଅଟକ

ପଦ୍ମପୁର : ପଦ୍ମପୁର ଥାନା ଅଧିନସ୍ଥ ସମ୍ପିଆ ଗ୍ରାମରେ ସଂଗଠିତ ହତ୍ୟାକାଣ୍ତରେ ଉଭୟ ପକ୍ଷର ୪ ଜଣଙ୍କୁ ଅଟକ ରଖିଛି ପୁଲିସ। ସୂଚନା ଅନୁସା​‌ରେ ଏହି ଘଟଣାରେ  ମନୋଜ ବେହେରା ନାମକ ଏକ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ…
Read More...

ଚାରି ଜିଲାର ୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି; କେବଳ ଭୂଷଣରେ ୧୮୮୦୧

ଭୁବନେଶ୍ୱର: ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ଜିଲ୍ଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି। ଏହିସବୁ କାରଖାନା ୭୬,୬୧୮.୬୪ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତହୋଇଛି।…
Read More...

ଲକ୍ଷ୍ମୀ ମୁଣ୍ଡା ପ୍ରତିଭାର ବିକାଶ ଲାଗି ଅଣ୍ଟା ଭିଡ଼ିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

ଯାଜପୁୁୁର : ଆର୍ଥିକ ଅନଟନ ଦୂର କରି ଜାତୀୟ ଫୁଟବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କ ପ୍ରତିଭାର ବିକାଶ ଲାଗି ପ୍ରୟାସ ଆରମ୍ଭ ହୋଇଛି। ଲକ୍ଷ୍ମୀଙ୍କ କ୍ରୀଡ଼ା ଅଭ୍ୟାସ ଜାରି ରଖିବା ଲାଗି ଓଡ଼ିଶା ଫୁଟବଲ ଆସୋସିଏସନର ସଭାପତି…
Read More...

ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଆଜି ସୁସ୍ଥ ହେଲେ ୪ ହଜାର ୧୦୮ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ରବିବାର ୨ ଲକ୍ଷ ପାର କରିଛି କରୋନା ଆରୋଗ୍ୟଙ୍କ ସଂଖ୍ୟା । ଆଜି ୪ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୦୨ ହଜାର ୩୦୨କୁ ବୃଦ୍ଧି…
Read More...

ରାହୁଳଙ୍କୁ କୃଷିର ‘କ’ ଜଣାନାହିଁ; ଚାଷୀଙ୍କୁ ପ୍ରତାରିତ କରୁଛନ୍ତି: ଦୁଷ୍ୟନ୍ତ ଚୌତାଲା

ରାହୁଳ ଗାନ୍ଧୀ ଚାଷୀଙ୍କୁ ନେଇ ରାଜନୀତି କରୁଛନ୍ତି । ତାଙ୍କୁ କୃଷିର ‘କ’ ଅକ୍ଷର ବି ଜଣାନାହିଁ, କିନ୍ତୁ ସେ କୃଷକମାନଙ୍କୁ ପ୍ରତାରିତ କରିବାକୁ ବାହାରି ପଡ଼ିଛନ୍ତି ବୋଲି କହିଛନ୍ତି ହରିଆଣା ଉପମୁଖ୍ୟମନ୍ତ୍ରୀ…
Read More...

ଟସ ଜିତି କିଙ୍ଗସ୍ ଏକାଦଶ ପଞ୍ଜାବର ବ୍ୟଟିଂ ନିଷ୍ପତ୍ତି

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦ୍ବିତୀୟ ମ୍ୟାଚ ଦୁବାଇରେ କିଙ୍ଗସ୍ ଏକାଦଶ ପଞ୍ଜାବ-ଚେନ୍ନଇ ସୁପରକିଙ୍ଗସ୍‌ ମୁହାଁମୁହିଁ ହୋଇଛନ୍ତି। କିଙ୍ଗସ୍ ଏକାଦଶ ପଞ୍ଜାବ ଟସ ଜିତି ପ୍ରଥମେ…
Read More...

ସନରାଇଜର୍ସକୁ ୩୪ ରନରେ ପରାସ୍ତକଲା ମୁମ୍ବଇ ଇଣ୍ଡିଆନ୍ସ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯାଉଥିବା ବେଳେ  ପ୍ରଥମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ –ସନରାଇଜର୍ସକୁ ୩୪ ରନରେ ପରାସ୍ତ କରିଛି।   ମୁମ୍ବଇ କ୍ୟାପଟେନ୍…
Read More...

ବେଆଇନ କରତ କଳରେ ଚଢଉ,୩ ଗିରଫ

ପଦ୍ମପୁର: ପଦ୍ମପୁର ଉପଖଣ୍ତ  ଗାଇସିଲେଟ ଥାନା ଅଧିନସ୍ଥ ଅଏଁଲାଭଟା ଠାରେ ଚାଲିଥିବା ଏକ ବେଆଇନ କରତ କଳ ଉପରେ ଜଂଗଲ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି । ବିଳମ୍ବିତ ରାତ୍ରରେ ବନ ବିଭାଗର ଚଢଉ ଯୋଗୁଁ କାଠ…
Read More...

ନୀତିଶଙ୍କ ନେତୃତ୍ଵକୁ ଚିରାଗ ପାଶ୍ଵାନଙ୍କ ଅସ୍ବୀକାର; ଏକାକୀ ନିର୍ବାଚନ ଲଢ଼ିବାକୁ ଧମକ

ବିହାର ଏନଡ଼ିଏରେ ଆସନ ବୁଝାମଣା ପ୍ରଥମ ବୈଠକ ସଫଳ ହେବା ପରେ କେଁ ଭର୍ତି କରିଛନ୍ତି ଏଲଜେପି ନେତା ଚିରାଗ ପାଶ୍ଵାନ । ରବିବାର  ବୈଠକରେ ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ଵ (ନେତୃତ୍ଵ)ରେ ଦଳ ନିର୍ବାଚନ ଲଢ଼ିବ ନାହିଁ ବୋଲି…
Read More...

ଆଜି ଭୁବନେଶ୍ବରରୁ ଆଉ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ; ୩୧୮ ସୁସ୍ଥ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ରବିବାକ ଆଉ ୩୫୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୩୫୪ ପଜିଟିଭଙ୍କ ମଧ୍ୟରୁ ୧୦୮ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ ୨୪୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ପ୍ରଶାସନ ଶୁଣିଲାନି, ନିଜ ରାସ୍ତା ନିଜେ ତିଆରି କଲେ ପେରୁଆମାଲ ଗ୍ରାମବାସୀ

ମୁରିବାହାଲ: ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅଧୀନସ୍ଥ ପେରୁଆମାଲ ଗାଁକୁ କୌଣସି ରାସ୍ତା ନଥିବା ବେଳେ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି। ଏହି ଗାଁଟି ଜଙ୍ଗଲ ମଧ୍ୟରେ ଥିବା ବେଳେ ଏହା ୧୯୮୧ ମସିହାରୁ ବସବାସ…
Read More...

ସମୟସୀମା ଭିତରେ ନିର୍ମାଣ; କାନ୍ଥରେ କରୋନା ଲଢେଇର ଚିତ୍ର, ଉଦାହରଣ ସାଜିଲେ ହିତାଧିକାରୀ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଉଦାହରଣ ସାଜିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧୀକାରି। ସମୟସୀମା ଭିତରେ ସରକାରୀ ସହାୟତାରେ ଘର ତୋଲିବା ସହିତ ଘର କାନ୍ଥରେ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି। ଯେଉଁଥିପାଇଁ ଏହି…
Read More...

ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପିସିସି ସଭାପତି ନିରଞ୍ଜନଙ୍କ ଶୋକ

ଭୁବନେଶ୍ବର: ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପ୍ରଧାନ ଶୋକ ବାର୍ତ୍ତାରେ କହିଛନ୍ତି…
Read More...

ସନରାଇଜର୍ସକୁ ୨୦୯ ରନର ଟାର୍ଗେଟ ଦେଲା ମୁମ୍ବଇ ଇଣ୍ଡିଆନ୍ସ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯାଉଥିବା ବେଳେ  ପ୍ରଥମ ମ୍ୟାଚରେ ସାରଜାରେ ମୁମ୍ବଇ ଇଣ୍ଡିଆନ୍ସ –ସନରାଇଜର୍ସ ମଧ୍ୟରେ ଖେଳାଯାଉଛି।  ମୁମ୍ବଇ…
Read More...

ରାଜଧାନୀରେ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ହତ୍ୟା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ସାମନ୍ତରାପୁରରେ ରବିବାର ଅଭାବନୀୟ ଘଟଣା ଘଟିଛି। ଜଣେ ମିଠା ଦୋକନୀ ଅନ୍ୟ ଜଣେ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣା…
Read More...

ବେଆଇନ ଖାଦାନରେ ଶ୍ରମିକ ମୃତ୍ୟୁ, ଜଣେ ଗିରଫ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି କଳାପଥର ଖାଦାନରେ ଦୁର୍ଘଟଣା ଘଟି ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଥିବା ପୁଲିସ ସୁତ୍ରରୁ ଜାଣିବାକୁ ମିଳଛି। ଖବର ଅନୁଯାଇ, ଜେନାପୁର…
Read More...

ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର , ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ

ପିପିଲି: ଓଡିଶା ରାଜନିତୀର ଜଣେ ଟାଣୁଆ, ନିର୍ଭିକ, ସ୍ପଷ୍ଟବାଦୀ ନେତା ଭାବେ ପରିଚିତ ତଥା ବିଜୁ ଜନତା ଦଳର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଭୁବନେଶ୍ୱର ସ୍ଥିତ ସମ୍‍…
Read More...

‘ସମାଜ’ର ବିଶେଷତ୍ବ

‘ସମାଜ’ ସମ୍ବାଦପତ୍ରର ଶତବାର୍ଷିକୀ ଉତ୍ସବର ଶୁଭାରମ୍ଭ ଗତବର୍ଷ ଅକ୍ଟୋବର ମାସରେ ଏକ ସମ୍ଭ୍ରାନ୍ତ, ମର୍ଯ୍ୟାଦାପୂର୍ଣ୍ଣ, ଭବ୍ୟ ସମାରୋହରେ ଆରମ୍ଭ ହୋଇଥିଲା। ଉତ୍ସବରେ ସାରାବର୍ଷର ପାଳନ ପାଇଁ ଯେଉଁ ଯୋଜନା ବା ଖସଡ଼ା…
Read More...

ଦେଶରେ ୨୪୭୧ ଡ଼ାକ୍ତର କରୋନା ସଂକ୍ରମିତ; ୩୮୨ଜଣଙ୍କ ମୃତ୍ୟୁ

କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ଵରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ଦେଶରେ ଯଦିଓ ସୁସ୍ଥ ଅନୁପାତ ବୃଦ୍ଧି ପାଇଛି ତଥାପି ଏଥିରେ ଅନେକ ସ୍ବାସ୍ଥ୍ୟକର୍ମୀ ଓ ଡ଼ାକ୍ତରଙ୍କ ଜୀବନ ଯାଇଛି । ତେବେ କରୋନାରେ ଡ଼ାକ୍ତରଙ୍କ…
Read More...

ବିସ୍ଫୋରଣରେ ପରିବାରର ୭ ସଦସ୍ୟଙ୍କ ସହ ଆଫଗାନିସ୍ଥାନ ଅମ୍ପାୟାର ବିସମିଲ୍ଲା ଜନ ସିନ୍ବାରୀଙ୍କ ମୃତ୍ୟୁ

ଶନିବାର (ଅକ୍ଟୋବର ୩) ଦିନ ସଡକ ବିସ୍ଫୋରଣରେ ଆଫଗାନିସ୍ତାନ ଅମ୍ପାୟାର ବିସ୍ମିଲ୍ଲା ଜନ ସିନ୍ୱାରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ପରିବାରର ୭ ଜଣ…
Read More...

ବିହାର ଏନଡ଼ିଏ ଆସନ ବୁଝାମଣା ଚୂଡ଼ାନ୍ତ: ଜେଡ଼ିୟୁକୁ ୧୨୨, ବିଜେପିକୁ ୧୨୧

ବିହାରରେ  ଆଜି ଏନଡିଏ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି ।  ସୂଚନା ଅନୁଯାୟୀ, ନୀତୀଶ କୁମାରଙ୍କୁ ଶେଷରେ ବିଜେପି ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି ଏବଂ ବର୍ତ୍ତମାନ ସେ ୫୦-୫୦ ସୂତ୍ର ଅନୁଯାୟୀ ସିଟ୍ ବାଣ୍ଟିବାକୁ ରାଜି…
Read More...

ଆଜି ରୋହିତ-ୱାର୍ଣ୍ଣର, ରାହୁଲ-ଧୋନି ମୁକାବିଲା

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସାରଜାରେ ମୁମ୍ବଇ ଇଣ୍ଡିଆନ୍ସ -ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ…
Read More...

ଆଉ ୩ଦିନ ବଜ୍ରପାତ ସହ ବର୍ଷା ଭୟ

ଭୁବନେଶ୍ୱର : ଅଧିକାଂଶ ରାଜ୍ୟରେ ମୌସୁମି ଫେରୁଥିବାବେଳେ ଓଡ଼ିଶାରେ ଏହା ସକ୍ରିୟ ରହିବା ଯୋଗୁଁ ବର୍ଷା ପ୍ରଭାବ ଜାରି ରହିଛି। ଓଡ଼ିଶା-ଆନ୍ଧ୍ର ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଏବେ ସକ୍ରିୟ ରହିଛି।…
Read More...

ଶତାୟୁର ସ୍ୱର

ବକୁଳ ବନର ବାଳୁତ ଆଜି ଶତାୟୁଭୂଷିତ। ଆଜନ୍ମରୁ ଦଳିତ, ନିଷ୍ପେଷିତ, ଉପେକ୍ଷିତ ଜନତାଙ୍କ ସେବାରେ ସମର୍ପିତ ‘ସମାଜ’ ଆଜି ଶହେ ବର୍ଷ ଅତିକ୍ରମ କରି ୧୦୧ ବର୍ଷରେ ପଦାର୍ପଣ କରିଛି। ଓଡ଼ିଶାବାସୀଙ୍କ ଭଲ ପାଇବା, ବିଶ୍ୱାସ ଓ…
Read More...

ଆଇପିଏଲ୍‌ରେ ଖେଳିବାକୁ ରବିବାର ୟୁଏଇରେ ପହଞ୍ଚିବେ ଷ୍ଟୋକ୍‌ସ

ଦୁବାଇ : ବିଶ୍ବର ଶ୍ରେଷ୍ଠ ଅଲରାଉଣ୍ଡର ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବାକୁ ରବିବାର ୟୁଏଇରେ ପହଞ୍ଚିବେ। ୟୁଏଇରେ ପହଞ୍ଚିବା ପରେ ନିୟମାନୁଯାୟୀ ସେ ୬ ଦିନିଆ ସଙ୍ଗରୋଧରେ…
Read More...

ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

ପିପିଲି : ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଛି। ଶନିବାର ରାତ୍ରି ୨ଟା ୩୬ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା।…
Read More...

୬ ମାସ ମଧ୍ୟରେ ଆସିବ ଅକ୍ସଫୋର୍ଡ ଟିକା

ଲଣ୍ଡନ : କରୋନା ଭୂତାଣୁକୁ ନିୟନ୍ତ୍ରଣ ନିମନ୍ତେ ଟିକା ପ୍ରସ୍ତୁତି ଆଶା ଦିନକୁ ଦିନ ଉଦ୍‌ଜୀବିତ ହେବାରେ ଲାଗିଛି। ଏହି କ୍ରମରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଟିକା ଆଗାମୀ ୬ମାସ ମଧ୍ୟରେ ଉପଲବ୍ଧ ହେବ…
Read More...

ବଲିଉଡରେ ଡ୍ରଗ୍ସ କାରବାରକୁ ଅକ୍ଷୟଙ୍କ ସ୍ବୀକାର

ମୁମ୍ବଇ : ବଲିଉଡରେ ମାଦକ ଦ୍ରବ୍ୟ (ଡ୍ରଗ୍ସ) କାରବାରକୁ ନେଇ ଚର୍ଚ୍ଚା ଓ ତଦନ୍ତ ଚାଲିଥିବାବେଳେ ଏହା ଉପରେ ମୁହଁ ଖୋଲିଛନ୍ତି ଅଭିନେତା ଅକ୍ଷୟ କୁମାର। ଏକ ଭିଡିଓ ବାର୍ତ୍ତାରେ ଅକ୍ଷୟ କହିଛନ୍ତି ଯେ ବଲିଉଡରେ ଡ୍ରଗ୍ସ…
Read More...

ଆଜି ୟୁପିଏସ୍‌ସି ପ୍ରିଲିମିନାରୀ; ୧୦.୫୮ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ। କୋଭିଡ଼ କଟକଣାକୁ ପାଳନ କରି ଉପରୋକ୍ତ ପରୀକ୍ଷା କରାଯିବ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର…
Read More...

ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ମୋ ବସ୍ ସେବା

ଭୁବନେଶ୍ୱର : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ରବିବାର ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ନିମନ୍ତେ କ୍ରୁଟ ପକ୍ଷରୁ ଭୁବନେଶ୍ୱରରୁ କଟକକୁ ମୋ…
Read More...

କ୍ଷମତା ଜବରଦଖଲ କରା ନ ଯାଉ : ନରସିଂହ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ସଂଶୋଧନ ବିଲ-୨୦୨୦କୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ବି ଗୃହରେ ଝଡ଼ ସୃଷ୍ଟିି କରିଥିଲେ। ସରକାର ତରବରିଆ ଭାବେ ଏହି ବିଲ୍‍ ପାରିତ କରି କ’ଣ…
Read More...

କାର୍ ବୋମା ବିସ୍ଫୋରଣରେ ୧୫ ମୃତ

ଜଲାଲାବାଦ : ଆଫଗାନିସ୍ତାନର ପୂର୍ବାଞ୍ଚଳ ନାଙ୍ଗାହାର ପ୍ରଦେଶରେ ଏକ କାର୍‌ବୋମା ବିସ୍ଫୋରଣରେ ୧୫ଜଣଙ୍କର ମୃତ୍ୟୁ ହେବା ସହ ୩୦ଜଣ ଆହତ ହୋଇଛନ୍ତି। ଘାନିଖେଲ ଜିଲାରେ ଥିବା ଏକ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ଶନିବାର…
Read More...

କରୋନାରେ ଝାଡ଼ଖଣ୍ଡ ସଂଖ୍ୟାଲଘୁ ମନ୍ତ୍ରୀଙ୍କ ମୃତ୍ୟୁ

ରାଞ୍ଚି : ଝାଡଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ଏହି ନେତା କରୋନା ଭୂତାଣୁ ସଂକ୍ରମିତ ହୋଇ ରାଞ୍ଚିର ମେଦାନ୍ତ ହସ୍ପିଟାଲରେ…
Read More...

ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ସିବିଆଇ କରିବ ତଦନ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପାରିସ କରିଛନ୍ତି। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟର…
Read More...

ସ୍ବାମୀଙ୍କ ମୃତ୍ୟୁ ପରେ ତଡ଼ିଦେଲେ ଶାଶୂ-ଶଶୁର; ପାଇଖାନାରେ ପାଞ୍ଚପ୍ରାଣୀ

କେନ୍ଦୁଝରଗଡ଼ : ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସରକାର ଭାଷଣବାଜି କରୁଛନ୍ତି। ଯୋଜନା ପରେ ଯୋଜନାର ତାଲିକା ବଢ଼ାଉଥିବା ସରକାରୀ କଳ ବାସ୍ତବରେ କିଭଳି ସ୍ଥାଣୁ…
Read More...

ରବିବାର ରାଶିଫଳ(୪ ଅକ୍ଟୋବର ୨୦୨୦)

ମେଷ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତ ହେବ। ନୂଆ ବନ୍ଧୁ ଜୁଟିବେ। ଘାତଚନ୍ଦ୍ର ଯୋଗୁଁ…
Read More...

ପୃଥ୍ୱୀ-ଆୟରଙ୍କ ଅର୍ଦ୍ଧଶତକରେ ଦିଲ୍ଲୀ ବିଜୟୀ

ସାରଜା : ଚଳିତ ଆଇପିଏଲ୍‍ରେ ଶନିବାର ପ୍ରଥମଥର ପାଇଁ ୨ଟି ମ୍ୟାଚ୍‍ ଖେଳା ଯାଇଥିବା ବେଳେ ୨ୟ ମ୍ୟାଚ୍‍ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‍ସ। ଏହି ଅଧିକ ସ୍କୋର୍‍ର ମ୍ୟାଚ୍‍ରେ କଲକାତା ନାଇଟ୍‍ ରାଇଡର୍ସ…
Read More...

ପାଡିକଲ୍‍, କୋହଲି ଆର୍‍ସିବିକୁ ୩ୟ ବିଜୟ ଦେଲେ

ଆବୁଧାବି : ଚଳିତ ଆଇପିଏଲ୍‍ରେ ପ୍ରଥମ ଦଳ ଭାବେ ୩ଟି ମ୍ୟାଚ୍‍ ଜିତିପାରିଛି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଶନିବାର ଖେଳା ଯାଇଥିବା ଅପରାହ୍‍ଣ ମ୍ୟାଚ୍‍ରେ…
Read More...

୪୮ଜଣ କଟକଣା ଅମାନିଆଙ୍କୁ ୯୬୦୦ଟଙ୍କା ଜୋରିମାନା

ଆଠଗଡ : ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ କରିଥିବାବେଳେ ଅନେକ କ୍ଷେତ୍ରରେ ଲୋକ ଏହା ମାନୁନଥିବା ଦେଖାଯାଇଛି। ବାହାରକୁ ଗଲାବେଳେ ସଠିକ୍‍ ଭାବେ…
Read More...

ମତ୍ସ୍ୟ ମହାବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ କଳାହାଣ୍ଡି ସାଂସଦ

ନୂଆଦିଲ୍ଲୀ : ନୂଆପଡ଼ା ଜିଲାରେ ମତ୍ସ୍ୟ ଗବେଷଣା ମହାବିଦ୍ୟାଳୟ ଖୋଲିବାକୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି। ସାକ୍ଷାତ…
Read More...

ଚୋରା ଲଘୁ ଖଣିଜ ଚାଲାଣ ଉପରେ ଚଢାଉ; ୨ ହାଇୱା ଓ ୪ ଟ୍ରାକ୍ଟର ଜବତ

ଆଠଗଡ : ଆଠଗଡ ଅଞ୍ଚଳରେ ଚୋରା ଲଘୁ ଖଣିଜ ସାମଗ୍ରୀ ଉତ୍ତୋଳନ ଓ ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ। ତହସିଲ ପକ୍ଷରୁ ନିୟମିତ ଚଢାଉ, ଜବତ ଓ ଜୋରିମନା କରାଯାଉଥିବାବେଳେ ଚୋରା କାରବାର ଉପରେ ସେପରି କିଛି ପ୍ରଭାବ…
Read More...

ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ; ୩୦୬୬ କର୍ମଚାରୀ ସଂକ୍ରମିତ ,ଗଲାଣି ୧୪ ମୁଣ୍ଡ

ଭୁବନେଶ୍ବର : ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ବାଦ୍‌ ଯାଇନାହାନ୍ତି ବ୍ୟାଙ୍କ କର୍ମଚାରୀ। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାତ୍ରା ବଢ଼ିବାରେ ଲାଗିଛି।​‌…
Read More...

ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ ୩୦୬୬ କର୍ମଚାରୀ ସଂକ୍ରମିତ ,ଗଲାଣି ୧୪ ମୁଣ୍ଡ

ଭୁବନେଶ୍ବର: ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ବାଦ୍‌ ଯାଇନାହାନ୍ତି ବ୍ୟାଙ୍କ କର୍ମଚାରୀ । ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାତ୍ରା ବଢ଼ିବାରେ ଲାଗିଛି ।…
Read More...

୪ ଦିନ ପ୍ରବଳ ବର୍ଷା ଆଶଂକା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଆସନ୍ତା ୨୪ ଘଣ୍ଟା (ରବିବାର ) ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ଆଶଙ୍କା କରିଛି ପାଣିପାଗ ବିଭାଗ ।  ରାୟଗଡା, ବୌଦ୍ଧ, ପୁରୀ,ଖୋର୍ଦ୍ଧା, ନୟାଗଡ଼,…
Read More...

ବିଜୁ ଯୁବ ଜନତା ଦଳର ଜିଲ୍ଲା ଏବଂ ଜୋନ୍‍ ଭର୍ଚୁଆଲ  ସାଂଗଠନିକ ବୈଠକ

ଭୁବନେଶ୍ଵର: ବିିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ ଏବଂ କ୍ରୀୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ପ୍ଲାଟ୍‍ଫର୍ମ ମାଧ୍ୟମରେ…
Read More...

ପୋର୍ଟବ୍ଲେୟାରରେ ଅସ୍ତ୍ରଶସ୍ତ୍ର ବୋଝେଇ ମାର୍କିନ ପି-୮ ବିମାନ; ଚୀନ ଉଦବିଗ୍ନ

ନୂଆଦିଲ୍ଲୀ: ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ  ବିବାଦ ଗତ ପାଞ୍ଚ ମାସ ଧରି ଚାଲିଛି।  ଚୀନ୍ ସହ ତିକ୍ତତା ମଧ୍ୟ ବୃଦ୍ଧି ପାଇଛି। ଏହି ସ୍ଥିତିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ  ଆମେରିକାର p-8 ପୋଜିଡନ୍ ଜାହାଜ…
Read More...

ଛିିଡ଼ିଲା ବିହାର ମହାଗଠବନ୍ଧନ ଆସନ ବଣ୍ଟା: ଆରଜେଡ଼ିକୁ ୧୪୪, କଂଗ୍ରେସକୁ ୭୦, ବାମଦଳକୁ ୨୯

ନୂଆଦିଲ୍ଲୀ:  ବିହାରରେ ବିଧାନସଭା ନିର୍ବାଚନ ପାଇଁ ଏକ ମାସରୁ କମ୍ ଭୋଟ୍ ବାକି । ଏହି ସ୍ଥିତିରେ ଆରଜେଡ଼ି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ଵାଧୀନ ମହାଗଠବନ୍ଧନ ଆଜି ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ଏ ସମ୍ପର୍କରେ…
Read More...

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ ସମ୍ବଲପୁରର ଯୋଶେଫ ତିର୍କୀ

ସୁନ୍ଦରଗଡ଼: ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା…
Read More...

ଉପନିର୍ବାଚନ ଲାଗି କଂଗ୍ରେସର ବିଶାଳ ପ୍ରଚାର କମିଟି

ଭୁବନେଶ୍ଵର:   ଉପନିର୍ବାଚନରେ ଦଳୀୟ ପ୍ରଚାର କାର୍ଯ୍ୟକୁସୂଚାରୁ ରୂପେ ସଂପାଦନ କରିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କମିଟି ଗଠନ କରାଯାଇଛି  । ଏହି କମିଟିରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼. ଏ ଚେଲ୍ଲା କୁମାରଙ୍କ ସହ…
Read More...

କଂଗ୍ରେସର ତିର୍ତୋଲ ଦଖଲ ପ୍ରସ୍ତୁତି : ପିସିସି ପକ୍ଷରୁ ବ୍ଲକୱାରୀ ନିର୍ବାଚନ ପ୍ରଚାର ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର :  ଆଗାମୀ ତିର୍ତୋଲ ଉପନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ତିର୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ପାଇଁ କଂଗ୍ରେସ…
Read More...

ବିଧାନସଭା ବିଏଡ଼୍ ନାମଲେଖା ପ୍ରସଙ୍ଗକୁ ନେଇ ବର୍ଷିଲେ ଜୟ ନାରାୟଣ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ବିଏଡ଼ ନାମଲେଖାକୁ  ନେଇ ଜାରି ରହିଥିବା ଅଚଳାବସ୍ଥା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ଏହାର ଶୀଘ୍ର ସମାଧାନ ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା…
Read More...

ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଆରମ୍ଭ ହୋଇଛି    ‘ଗ୍ରାମ ସ୍ୱରାଜ ଅଭିଯାନ’ । ଏହା ଏକ ମାସଧରି ଚାଲିବ । କୃଷକ ବିରୋଧୀ ୩ଟି ଆଇନ, ଶ୍ରମିକ ବିରୋଧୀ ଶ୍ରମକ୍ଷେତ୍ର ପ୍ରଚଳନ, ନୂତନ ଶିକ୍ଷାନୀତି…
Read More...

ଅବଦୁଲ କଲାମ ଦ୍ବୀପରୁ ଶକ୍ତିଶାଳୀ ‘ଶୌର୍ଯ୍ୟ’ର ସଫଳ ପରୀକ୍ଷଣ; ଲକ୍ଷ୍ୟଭେଦ କ୍ଷମତା ୮୦୦ କିଲୋମିଟର

ପଡୋଶୀ ଚୀନ୍ ସହିତ ସୀମାରେ ଉତ୍ତେଜନା ମଧ୍ୟରେ ଭାରତ ନିଜର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହା ଅଧୀନରେ ଗତ କିଛି ଦିନ ହେବ ଭାରତ ବିଭିନ୍ନ ପ୍ରକାରର ଏବଂ ନୂତନ ପ୍ରକାରର କ୍ଷେପଣାସ୍ତ୍ରକୁ…
Read More...

କରୋନା କାଳରେ ସୁଧ ଉପରେ ସୁଧ ଛାଡ଼ କରିବେ ସରକାର

କରୋନା ଅବଧିରେ କେନ୍ଦ୍ର ସରକାର ଋଣ ନେଇଥିବା ଲୋକଙ୍କ ପାଇଁ ଏକ ବଡ଼ ରିଆତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଛଅ ମାସ ପର୍ଯ୍ୟନ୍ତ ଦୁଇ କୋଟି ପର୍ଯ୍ୟନ୍ତ ଋଣ  ପାଇଁ ସରକାର ସୁଧ ଉପରେ ସୁଧ ଛାଡ ପ୍ରଦାନ କରିବେ।…
Read More...

ଏମ୍ସ ଦାଖଲ କଲା ଚୂଡ଼ାନ୍ତ ରିପୋର୍ଟ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ୧୦୦ ଦିନ ପରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ ।  ଏଆଇଆଇଏମଏସ ଡାକ୍ତର ଦଳ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ (ସେଣ୍ଟ୍ରାଲ୍ ବ୍ୟୁରୋ…
Read More...

ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ନୁହେଁ ରାଜନୀତି କରିବା ପାଇଁ ହାଥରସ୍‌ ଯାଉଛନ୍ତି ରାହୁଲ ଗାନ୍ଧୀ : ସ୍ମୃତି ଇରାନୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ହାଥରସ୍‌ରେ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ…
Read More...

ବିଧାନସଭାରେ ହାଥରସ୍‌ ତାତି, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର : ଓଡ଼ିଶା ବିଧାନସଭାରେ ଉଠିଲା ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ପ୍ରସଙ୍ଗ । ହାଥରସ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସର ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି । କଂଗ୍ରେସ ବିଧାୟକ ମାନେ ଗୃହରେ ଆଇସିସିର…
Read More...

ହାଥରସ ପୀଡିତାଙ୍କ ଗାଁକୁ ଗଣମାଧ୍ୟମକୁ ମିଳିଲା ପ୍ରବେଶ ଅନୁମତି, ରାଜନେତାଙ୍କୁ ହାଥରସ ମନା

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗାଁକୁ ଗଣାମାଧ୍ୟମକୁ ପ୍ରବେଶ ଅନୁମତି ମିଳିଛି । ପୀଡିତାଙ୍କ ମୃତ୍ୟୁ ପରେ ଗାଁକୁ ସିଲ୍ କରି ୧୪୪ ଧାରା ଲାଗୁ କରିଥିଲା ପ୍ରଶାସନ । ଏହା ସହ ସମସ୍ତଙ୍କୁ ଗାଁକୁ ଭିତରକୁ…
Read More...

ରାଜ୍ୟରେ ୨ ଲକ୍ଷ ୨୯ ହଜାର ୩୮୭ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୩ ହଜାର ୫୩ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୩ ହଜାର ୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭ରେ ପହଞ୍ଚିଛି । ଆଜି…
Read More...

୧୨ ଜିଲାକୁ ବର୍ଷା ସତର୍କତା

ଭୁବନେଶ୍ୱର : ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଉତ୍ତର ପଶ୍ଚିମ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସକ୍ରିୟ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ…
Read More...

ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌; ରୟାଲକୁ ଭେଟିବ ରୟାଲ୍‌ସ, ଡିସି- କେକେଆର୍‌ ଲଢ଼େଇ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଆବୁଧାବିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ରାଜସ୍ଥାନ ରୟାଲ୍‌ସକୁ ଭେଟିବାବେଳେ ଦ୍ବିତୀୟ…
Read More...

ଅଟା, ଡାଲିକୁ ସୁରକ୍ଷିତ ରଖିବାର ଉପାୟ

ଖାଦ୍ୟ ସାମଗ୍ରୀ ରଖିବାରେ ସାମାନ୍ୟତମ ଅବହେଳା କଲେ, ସେଥିରେ ପୋକ ଲାଗିଥାନ୍ତି। ଏସବୁ ପୋକ ଦାଉରୁ ରକ୍ଷା ପାଇବା ମଧ୍ୟ ଏତେ ସହଜ ନୁହେଁ। କେତୋଟି ସହଜ ତଥା ସରଳ ଉପାୟ ପାଳନ କରି ରୋଷେଇ ଘରେ ଖାଦ୍ୟ ସାମଗ୍ରୀକୁ…
Read More...

ଅନଲାଇନ୍ ସପିଙ୍ଗ୍‌ କରି ଦେବାଳିଆ !

ବ୍ରିଟେନ୍‌ ନିବାସୀ ୨୪ ବର୍ଷୀୟା ଯୁବତୀ ଟାବି, ଅନ୍ୟ ଯୁବପିଢ଼ିଙ୍କ ପରି ତାଙ୍କର ମଧ୍ୟ ସମାନ ସଉକ୍। ଡିଜାଇନର ପୋଷାକ, ଜୋତା, ବ୍ୟାଗ୍ ଧରିବାର ଇଚ୍ଛା। ସେ ବିଭିନ୍ନ ଅନଲାଇନ୍‌ ସାଇଟ୍‌୍ରୁ ନିୟମିତ ପୋଷାକ କିଣୁଥିଲେ।…
Read More...

ଡାହାଣୀ ସନ୍ଦେହରେ ଦୁଇଜଣଙ୍କ ମୁଣ୍ଡ କାଟ,୯ଜଣ ଗିରଫ

ଗୁଆହାଟି : ଆସାମର କର୍ବି ଆଙ୍ଗଲଙ୍ଗ ଜିଲାରେ ଡାହାଣୀ ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକେ ସନ୍ଦିଗ୍ଧ ଦୁଇଜଣଙ୍କୁ ମାଡ ମାରିବା ପରେ ସେମାନଙ୍କ ମୁଣ୍ଡ କାଟି ନିଆଁ ଲଗାଇ ଦେଇଥିଲେ। ଲୋକଙ୍କ…
Read More...

ଦିନେ ଥିଲେ ହିରୋ, ଆଜି ଜିରୋ; ୱାଟସନ, ଧୋନି, ଜାଡେଜାଙ୍କଠାରୁ ଗେଲ୍‌ ପର୍ଯ୍ୟନ୍ତ

ଦୁବାଇ : କରୋନା ମହାମାରୀ ସହିତ ସାରା ଦେଶ ଲଢେଇ କରୁଥିବାବେଳେ ଆଇପିଏଲ କିଛି ମାତ୍ରା​‌େ​‌ର କ୍ରିକେଟପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ଭାରତ ବଦଳରେ ୟୁଏଇରେ ବିନା ଦର୍ଶକରେ ଆଇପିଏଲ ଖେଳାଯାଉଥିଲେ ମଧ୍ୟ ଏହାର…
Read More...

ଆଶା ବଢ଼ାଇଲେ ଏମ୍ସ ନିର୍ଦେଶକ; ଜାନୁଆରୀରୁ ମିଳିବ ଟିକା

ନୂଆଦିଲ୍ଲୀ : ବୈଶ୍ବିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କ୍ରମଶଃ ବଢିଚାଲିଥିବା ବେଳେ ଟିକା ନ ଆସିବା ପର୍ଯ୍ୟନ୍ତ ସଚେତନତା ହିଁ ନିଜକୁ ସୁରକ୍ଷିତ ରଖିବାର ଏକମାତ୍ର ମହାମନ୍ତ୍ର। କେନ୍ଦ୍ରଠାରୁ ରାଜ୍ୟ ସରକାର…
Read More...

ଘରୋଇ ମାସ୍କରେ ନିଅନ୍ତୁ କେଶର ଯତ୍ନ

ବିଭିନ୍ନ ପ୍ରକାର କେମିକାଲ୍ ଟ୍ରିଟମେଣ୍ଟ କରାଇବା ପରେ କେଶ ଦୁର୍ବଳ ହୋଇ ଅଧିକ ଝଡ଼ିଥାଏ। ନାମୀ ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ୍ ହୁସୈନ୍‌‌ଙ୍କ ମତରେ ଘରେ ମାସ୍କ ତିଆରି କରି କେଶରେ ଲଗାଇଲେ ଅନେକ ସମସ୍ୟା ଦୂର ହୁଏ।…
Read More...

ଭୂତ ହୋଟେଲର ଭଡ଼ା ଦିନପିଛା ୨ଲକ୍ଷ ଟଙ୍କା!

ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବ୍ୟବସାୟୀମାନେ ବିଭିନ୍ନ ଉପାୟ ପ୍ରୟୋଗ କରିବାରେ ଲାଗିଛନ୍ତି। ସ୍କଟଲାଣ୍ଡର ରାଜାରାଜୁଡ଼ାମାନେ ଅନେକ ବର୍ଷ ପୂର୍ବେ ନିଜ ପୁଅ, ଝିଅଙ୍କ ବିବାହ ଉତ୍ସବରେ ସେମାନଙ୍କୁ ରାଜଉଆସ,…
Read More...

କଙ୍ଗନାଙ୍କ ଦକ୍ଷିଣ ଯାତ୍ରା

ବର୍ତ୍ତମାନ ସମୟରେ ବିବାଦରେ ଛନ୍ଦି ହୋଇପଡ଼ିଥିବା କଙ୍ଗନା ରଣାୱତ୍ ନିଜ ଆଗାମୀ ଚଳଚ୍ଚିତ୍ର ‘ଥଲାଇଭି’ର ସୁଟିଂରେ ଶୀଘ୍ର ଯୋଗ ଦେବେ। ୭ ମାସ ପରେ କଙ୍ଗନା ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ଓ ପ୍ରଥମ ପର୍ଯ୍ୟାୟ ସୁଟିଂ…
Read More...

କେବିସିରେ କିଟ୍‌ ଓ ଦୂତିଙ୍କୁ ପ୍ରଶଂସା କଲେ ବିଗ୍‌ ବି

ଭୁବନେଶ୍ବର : ମନୋରଞ୍ଜନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ କୋନ୍ ବନେଗା କରୋଡପତି (କେବିସି)ରେ ପୁଣି ଥରେ କିଟ୍‌ ଓ ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ନେଇ ଚର୍ଚ୍ଚା। ଦୂତି ଚାନ୍ଦଙ୍କ ଉପରେ ଏକ ପ୍ରଶ୍ନର ସଠିକ୍‌…
Read More...

ଚୀନ ଥିମ୍ ପାର୍କରେ ଅଗ୍ନିକାଣ୍ଡ : ୧୩ ମୃତ

ବେଜିଂ : ଚୀନ ଜାତୀୟ ଦିବସ ଅବସରରେ ଏକ ଥିମ୍ ପାର୍କରେ ଅଗ୍ନିକାଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ କହିଛି ଯେ ସାନ୍ସି ପ୍ରଦେଶର ତାଇୟୁଆନ୍ ସହରର ଉପକଣ୍ଠରେ ଥିବା ଟାଇଟିଶାନ୍…
Read More...

ଲୋକଙ୍କୁ ଡରେଇ ମୋଦୀ ସରକାର ଚଳାଇଛନ୍ତି: ସୋନିଆ

ମୋତିହାରି : ଲୋକଙ୍କୁ ଡରେଇ ଓ ଧମକେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଚଳାଇଛନ୍ତି ବୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି। ଲୋକଙ୍କ ମନରେ ଭୟ, ଦ୍ବନ୍ଦ୍ବ ଓ ଆଶଙ୍କା ସୃଷ୍ଟି…
Read More...

ଯାତ୍ରୀ ପରିବହନ ବିପର୍ଯ୍ୟସ୍ତ, ହାତ ଟେକିଦେଲେଣି ମାଲିକ; ବସ୍‌ ୧୪ହଜାର, ରାସ୍ତାରେ ଗଡ଼ୁଛି ୧୦ %

ଭୁବନେଶ୍ୱର : କୋଭିଡ୍‌ ମହାମାରୀ ପ୍ରଭାବରେ ପରିବହନ ବିଭାଗ ବିଶେଷ କରି ଯାତ୍ରୀ ପରିବହନ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ ଲୋକଙ୍କ ଜୀବନ ଜିବୀକା…
Read More...

ଚୌଦ୍ୱାରରେ ଟସର ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ

ଚୌଦ୍ୱାର : ଗୋପାଳପୁର ଶିଳ୍ପାଞ୍ଚଳରେ ଇଡ଼କୋ ଜମିରେ ଏକ ଟସର ଉତ୍ପାଦନ କେନ୍ଦ୍ର ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ଏହି…
Read More...

ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି; ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି

କଟକ : ପୂର୍ବଭଳି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ କଟକଣା ଭିତରେ କାର୍ଯ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି…
Read More...

ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ତୋଫାନ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର : ଜାତୀୟ ପୁରସ୍କାରପ୍ରାପ୍ତ ‘ସାଧନା’, ଅଶାନ୍ତଗ୍ରହ ଭଳି ସିନେମାର ନିର୍ମାତା ତୋଫାନ ତ୍ରିପାଠୀଙ୍କ ୯୨ ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଯାଇଛି। ହୀରାକୁଦ ନଦୀବନ୍ଧ ଯୋଜନାରେ ବୁଡି ଯାଇଥିବା ଗ୍ରାମ…
Read More...

ଶନିବାର ରାଶିଫଳ(୩ ଅକ୍ଟୋବର ୨୦୨୦)

ମେଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ପରିମାଣ ବୃଦ୍ଧି ପାଇବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୂଚନା ମିଳୁଛି। ବୃଷ: କାର୍ଯ୍ୟକ୍ଷେତ୍ର…
Read More...

ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କେଜି ଜିଲୋଟିନ୍‍ ଜବତ

ମାଲକାନଗିରି : ଯବାନଙ୍କ କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣରେ ଜି‌େଲାଟିନ ଜବତ ହୋଇଛି। ମାଲକାନଗିରି ଜିଲା ଭେଜାଙ୍ଗିବାଡା ପଞ୍ଚାୟତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୦୦ରୁ ଊର୍ଦ୍ଧ୍ବ ଜିଲଟିନ୍‍ ଷ୍ଟିକ୍‍ ଜବତ ହୋଇଛି।…
Read More...

ଅନ୍‌ଲାଇନ୍‌ ପାଠପଢ଼ାରୁ ଅନ୍‌ଲାଇନ୍‌ ଖେଳ; ଶୌଚାଳୟରେ ଛାତ୍ରଙ୍କ ଆତ୍ମହତ୍ୟା

ଯୋଡ଼ା : ଲକ୍‍ ଡାଉନକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡିକ ସରକାର ବନ୍ଦ କରିବା ପରେ ଅନ୍‍ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଏବେ କୋମଳମତି ଶିଶୁଙ୍କ ପାଇଁ କାଳ ସାଜିଛି। ଅନଲାଇନ ଖେଳରେ ବାପାମାଆଙ୍କ ଜମାଖାତାରୁ ପାଖାପାଖି ଏକ…
Read More...

ଚେନ୍ନଇ ସୁପର କିଙ୍ଗ୍ସକୁ ୦୭ରନରେ ହରାଇଲା ସନରାଇଜର୍ସ ହାଇଦରାବାଦ

ଦୁବାଇ : ଆଇପିଏଲ-୨୦୨୦ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍ସକୁ ୦୭ରନରେ ହରାଇଲା ସନରାଇଜର୍ସ ହାଇଦରାବାଦ। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦରାବାଦ ଦଳ ଚେନ୍ନଇ ପାଇଁ…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକ ପାଳିଲେ ପ୍ରତିବାଦ ଦିବସ

ସମ୍ବଲପୁର : ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଶୁକ୍ରବାର ସମ୍ବଲପୁର ସାମ୍ବାଦିକ ସଂଘ ତରଫରୁ ଏହାକୁ ‘ପ୍ରତିବାଦ ଦିବସ’ ଭାବରେ ପାଳନ କରାଯାଇଛି। ପୂର୍ବାହ୍ନରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
Read More...

ସନ୍‍ରାଇଜର୍ସର ସମ୍ମାନ ରଖିଲେ ପ୍ରିୟମ୍‍-ଅଭିଷେକ

ଆବୁଧାବି : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣରେ ଶୁକ୍ରବାର ସନ୍‍ରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ମଧ୍ୟରେ ମୁକାବିଲା ଚାଲିଛି। ପ୍ରଥମେ ବ୍ୟାଟିଂ କରିଥିବା…
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର       

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି l କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ଆଇନରେ…
Read More...

ହାଥରସ୍‌ ଗଣବଳାତ୍କାର ଓ ହତ୍ୟା ଘଟଣା; ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର ନିଲମ୍ବିତ

ନୂଆଦିଲ୍ଲୀ :ଉତ୍ତରପ୍ରଦେଶ ହାଥରସ୍‌ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରି ଶୁକ୍ରବାର ଦିଲ୍ଲୀର ଜନ୍ତରମନ୍ତରରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୀଡିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ହଜାର ହଜାର…
Read More...

ଅବକାରୀ ଚଢ଼ାଉ, ୪ ଗିରଫ

ପାଟଣା : ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରାଯାଇଛି । କେନ୍ଦେଇପଶିର ଉର୍ମିଳା ବେହେରା, ଗଣ୍ଡବରେଇର ତୁଳସି ମୁଣ୍ଡା, ପୁରୁଣାପାଣିର ବାସନ୍ତୀ ମାଝୀ ଓ ନୂଆପଡାର…
Read More...

ବିପୁଳ ଚୋରା ବିଦେଶୀ ମଦ ଜବତ; ଜଣେ ଯୁବକ ଗିରଫ

ଭୁବନେଶ୍ବର: ଏୟାରଫିଲ୍‌ଡ ଥାନା ହାଇଟେକ୍ ଅଞ୍ଚଳ ଓରକଳ ଗାଁରୁ ଅବକାରୀ ବିଭାଗ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେଆଇନ ଭାବେ ମଦ ବିକ୍ରି କରିବା ଅଭିଯୋଗରେ ଦିନବନ୍ଧୁ ଜେନା ଓରଫ୍ ଚିଣ୍ଟୁକୁ  ଗିରଫ କରିଛି।
Read More...