ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ-୨୦୨୦” ସଂକ୍ରାନ୍ତ ଆଲୋଚନା ଚକ୍ର

ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଆୟୋଜିତ ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଉତ୍କୃଷ୍ଟତା ନିମନ୍ତେ…
Read More...

ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶକୁ ୭୧୦୬ କୋଟି ଅତିରିକ୍ତ ଋଣ ସଂଗ୍ରହ ଲାଗି କେନ୍ଦ୍ରର ଅନୁମତି

କୋଭିଡ  ମହାମାରୀ ଜନିତ ରାଜସ୍ୱ ହ୍ରାସକୁ ଦୃଷ୍ଟିରେ ରଖି  ରାଜ୍ୟର ଆବଶ୍ୟକ ଖର୍ଚ୍ଚ  ପୂରଣ ପାଇଁ ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶକୁ ୭୧୦୬ କୋଟି ଟଙ୍କା ଅତିରିକ୍ତ ଋଣ ସଂଗ୍ରହ କରିବାକୁ କେନ୍ଦ୍ର ଅନୁମତି ଦେଇଛି।…
Read More...

ଆମଦାନୀ ଶୁଳ୍କ ୧୦% ବୃଦ୍ଧି; ଦେଶରେ ୩% ପର୍ଯ୍ୟନ୍ତ ମହଙ୍ଗା ହେବ ମୋବାଇଲ ଫୋନ

ଚୀନା ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲଗାଇଛନ୍ତି ଅଧିକ ଟିକସ । ବିଶେଷ ଭାବରେ ମୋବାଇଲ୍ ଡ଼ିସପ୍ଲେଗୁଡ଼ିକ ଉପରେ ୧୦% ଶୁଳ୍‌କ ଲାଗିବା ପରେ ଆଗାମୀ ଦିନରେ ମୋବାଇଲ ଫୋନ ମହଙ୍ଗା ହୋଇପାରେ । ଇଣ୍ଡିଆନ୍ ସେଲୁଲାର୍ ଏବଂ…
Read More...

ସେପ୍ଟେମ୍ବରରେ ରୟାଲ ଏନଫିଲ୍ଡ଼ର ୬୦ ହଜାର ଗାଡ଼ି ବିକ୍ରି

ରୟାଲ ଏନଫିଲଡ଼ ମୋଟର ସାଇକେଲ ଧୀରେଧୀରେ ବଜାରରେ ନିଜର ସ୍ଥିତି ଦୃଢ଼ କରିବାରେ ଲାଗିଛି ।  ୨୦୨୦ ସେପ୍ଟେମ୍ବରରେ କମ୍ପାନୀର ମାସିକ ବିକ୍ରି ୬୦ହଜାର ୟୁନିଟ୍ ଅତିକ୍ରମ କରିଛି। କରୋନୋଭାଇରସ୍ ମହାମାରୀର ପ୍ରଭାବ ଏବଂ ଏହା…
Read More...

ବାଲେଶ୍ଵର ଉପନିର୍ବାଚନ: ବିଜେପି ଓ କଂଗ୍ରେସ ଅପେକ୍ଷା ବିଜେଡ଼ିରେ ଦାବିଦାର ଅଧିକ

ଉପନିର୍ବାଚନ ତାରିଖ ଘୋଷଣା ପରେ ବାଲେଶ୍ଵର ରାଜୀନୀତି ସରଗରମ । କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେଥିପାଇଁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ଓ କଂଗ୍ରେସରେ ପ୍ରାର୍ଥୀ ପଦ ଲାଗି ଯେତିକି…
Read More...

ଚାକିରି କରାଇଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ; ଯୁବକ ଗିରଫ

ନିଜକୁ ମତ୍ସ୍ୟ ବିଭାଗର ଅଧିକାରୀ ‌ ବୋଲି ପରିଚୟ ଦେଇ କେତେକ ବେକାର ଯୁବକଙ୍କ ଠାରୁ ସେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ପୁରୀ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସମ୍ପୃକ୍ତ ଯୁବକଙ୍କ ନାଁ ଦୀନେଶ ମିଶ୍ର ।…
Read More...

୨ ଘଣ୍ଟାରେ କୋଭିଡ଼ ରିପୋର୍ଟ : ରିଲାଏନ୍ସ ପ୍ରସ୍ତୁତ କଲା ଆରଟି- ଗ୍ରୀନ୍ କିଟ୍

ରିଲାଏନ୍ସ ଲାଇଫ ସାଇନ୍ସ ଏପରି ଏକ ଆରଟି-ପିିସିଆର୍ କିଟ୍ ବିକଶିତ କରିଛି, ଯାହା ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ କୋଭିଡ -୧୯ ପରୀକ୍ଷଣର ଫଳାଫଳ ଦେବାକୁ ସକ୍ଷମ ।   ସମ୍ପ୍ରତି ଆରଟି-ପିିସିଆର୍ କିଟ୍ ସହିତ କୋଭିଡ୍ -୧୯ ର…
Read More...

କୋଇଲା ଖଣି ବିସ୍ଥାପିତଙ୍କୁ ଉଚିତ୍‍ କ୍ଷତିପୂରଣ ଦେବାକୁ ସୁନ୍ଦରଗଡ଼ ବିଧାୟିକାଙ୍କ ଦାବି

ରାଜସ୍ବ ସଚିବଙ୍କୁ ଚିଠି ଲେଖିଲେ ସୁନ୍ଦରଗଡ଼ ବିଧାୟିକା ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକରେ ଓଡ଼ିଶା କୋଲ୍‍ ପାୱାର ଲିମିଟେଡ୍‍ (ଓସିପିଏଲ୍‍) ତାହାର କୋଇଲା ଖଣି ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣ…
Read More...

ବିହାର ବିଧାନସଭା ଆସନ ଭାଗ: ଆରଜେଡ଼ିକୁ ୧୪୦ରୁ ୧୫୦ ଓ କଂଗ୍ରେସକୁ ୬୦ରୁ ୭୦

ମହାମେଣ୍ଟ ଆସନ ବୁଝାମଣା ଆପାତତଃ ଚୂଡ଼ାନ୍ତ, ବାମଦଳକୁ ୨୦ରୁ ୨୨ ଆସନ ମିଳିବା ଆଶା ବିହାର ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବାର ପ୍ରଥମ ପର୍ଯ୍ୟାୟରେ ଏକ ମାସରୁ କମ୍ ସମୟ ବାକି ଅଛି ଏବଂ ରାଜନୈତିକ ଦଳ ମଧ୍ୟରେ ବିଜୟ…
Read More...

ଦେଶରେ କେବେ ଆସିବ କରୋନା ଟୀକା? ଏମ୍ସ ନିର୍ଦେଶକ ଦେଲେ ଆଶା

ନୂଆଦିଲ୍ଲୀ :ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ହ୍ରାସ ପାଉନାହିଁ  । ଏହି ପରିସ୍ଥିତିରେ ସମସ୍ତଙ୍କ ଦୃଷ୍ଟି କରୋନା ଟୀକା ଉପରେ ନିବଦ୍ଧ ହୋଇଛି ।  ଦେଶର ଅନେକ କମ୍ପାନୀ ଏହି ଟିକା ପ୍ରସ୍ତୁତ କରିବାକୁ କାର୍ଯ୍ୟ…
Read More...

ରାହୁଲ ଗାନ୍ଧୀଙ୍କୁ ପୁଲିସର ଦୁର୍ବ୍ୟବହାର ଗଣତନ୍ତ୍ର ଉପରେ ଗଣଦୁଷ୍କର୍ମ ସହ ସମାନ : ସଞ୍ଜୟ ରାଉତ

ମୁମ୍ବଇ : ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ଘଟଣାକୁ ସମାଲୋଚନା କରିଛନ୍ତି…
Read More...

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଆଗେଇ ଆସିବା ଦରକାର –…

ଭବନେଶ୍ୱର:  ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସକଳ୍ପ…
Read More...

ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜେଏସପିଏଲକୁ ଭାରତୀୟ ରେଳବାଇର ସାମଗ୍ରୀ ଯୋଗାଣକାରୀର ମାନ୍ୟତା

ମୁଖ୍ୟ ଟ୍ରାକରେ ବ୍ୟବହାର ପାଇଁ ଜେଏସପିଏଲ ସାମଗ୍ରୀକୁ ଭାରତୀୟ ରେଳବାଇର  ଅନୁମୋଦନ ରେଳବାଇକୁ ଜେଏସପିଏଲ ଦ୍ବାରା ନିର୍ମିତ ରେଳ ଯୋଗାଣକୁ ଆରଡ଼ିଏସଓ  ଅନୁମୋଦନ  ଜେଏସପିଏଲ ୟୁଆଇସି ଓ ୮୮୦ ଗ୍ରେଡ଼  ପ୍ରାଇମ୍ ରେଳକୁ…
Read More...

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ପୁରୀ: ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଏବଂ ପୂର୍ବତନ ପ୍ରଧାନମାନ୍ତ୍ରୀ ତଥା ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ ତମ ଜୟନ୍ତୀ ଗାନ୍ଧୀଘାଟ ଠାରେ ପାଳିତ ହୋଇଛି । ଜିଲ୍ଲାପାଳ ବଲୱନ୍ତ…
Read More...

ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତା ୨୦୨୧-୨୨ ଆର୍ଥିକବର୍ଷ ଲାଗି ବଜେଟ୍ ପ୍ରସ୍ତୁତି ଆସନ୍ତା ଅକ୍ଟୋବର ୧୬ ତାରିଖୁ ଆରମ୍ଭ ହେବ । ଏହା ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଏବଂ ଅର୍ଥମନ୍ତ୍ରୀ ନିର୍ମଳା…
Read More...

ଏୟାର ଇଣ୍ଡିଆ ପୁନରୁଦ୍ଧାର ଲାଗି ୮୧୦ କୋଟି ସହାୟତା ଦେବେ ସରକାର

କ୍ଷତିରେ ଚାଲୁଥିବା ଓ ଋଣଗ୍ରସ୍ତ ଏୟାର ଇଣ୍ଡିଆର ପୁନରୁଦ୍ଧାର ଲାଗି  ସରକାର ଚଳିତ ଆର୍ଥିକ ବର୍ଷରେ ୮୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ । ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା…
Read More...

ପାର୍ବଣ ଋତୁରେ ୨୦୦ ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି ରେଳବାଇ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶରେ ୨୦୦ରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଭାରତୀୟ ରେଳବାଇ ଯୋଜନା କରୁଥିବା ଜଣାପଡିଛି । ଏନେଇ ଗୁରୁବାର ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭି.କେ ଯାଦବ ସୂଚନା…
Read More...

ଶବଦାହ କରିବାକୁ ଯାଇଥିବା ବେଳେ ଘରୁ ସୁନାଗହଣା ଲୁଟ୍ ଘଟଣା, ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ବୁର୍ଲା: ଶବଦାହ କରିବା ପାଇଁ ସପରିବାର ଶ୍ମସାନ ଘାଟକୁ ଯାଇଥିଲେ। ହେଲେ ଘରକୁ ଫେରି ଦେଖିବା ବେଳକୁ ଘରେ ଥିବା ସୁନା ଗହଣା ସବୁ ଦୁର୍ବୁତ୍ତ ଚୋରି କରି ନେଇଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ପରିବାର…
Read More...

କରୋନା ବଦଳାଇ ଦେଇଛି ଜୀବନ: ବଦଳିଛି କାର୍ଯ୍ୟ ସଂସ୍କୃତି; ଆଗକୁ ଅନେକ ଆହ୍ବାନ

କରୋନା ଯୋଗୁଁ ଦୁନିଆ ବହୁତ ବଦଳି ଯାଇଛି | ଦୁଇ ଗଜ ଦୂରତ୍ଵ ବଜାୟ ରଖିବା ଏବଂ ମୁହଁରେ ମାସ୍କ ପିନ୍ଧିବା ମାନବ ଜୀବନଣୈଳୀର  ଅବିଚ୍ଛେଦ୍ୟ ଅଙ୍ଗ  ପାଲଟିଛି | କରୋନା ପ୍ରୋଟୋକଲ୍ ଅଧୀନରେ ଏପରି ଅନେକ ପରିବର୍ତ୍ତନ ଅଛି,…
Read More...

ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବିନି କି କାହାକୁ ଡ଼ରିବିନି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଗୁରୁବାର ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧା ରାସ୍ତାରେ ଅଟକାଇ ଦିଆଯାଇଛି।…
Read More...

ଚୀନ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ଲାଗି ଆମେରିକୀୟ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ଚୀନ୍‌ ମାନବିକ ଅଧିକାରର ଉଲ୍ଲଂଘନ କରୁଛି । ତେଣୁ ଚୀନର ଧମକକୁ ମୁକାବିଲା କରିବା ନିମନ୍ତେ ନିର୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆମେରିକୀୟ କଂଗ୍ରେସରେ ପ୍ରସ୍ତାବ ଗୃହୀତ ହୋଇଛି । ଆମେରିକା କଂଗ୍ରେସର ଏକ…
Read More...

କରୋନା ଆକ୍ରାନ୍ତ ଟ୍ରମ୍ପ ଦମ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋରୋନାରେ ଆକ୍ରାନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ…
Read More...

ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଳାହାଣ୍ଡିରେ ତିନିଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍‌ ଠାରେ ଏକ…
Read More...

ଚୀନ ଥିମ୍ ପାର୍କରେ ନିଆଁ:୧୩ ମୃତ, ୧୫ ଆହତ

ବେଜିଂ: ଚୀନ ଜାତୀୟ ଦିବସ ଅବସରରେ ୮ ଦିନିଆ ଛୁଟିଦିନ ଆରମ୍ଭର ପ୍ରଥମ ଦିନରେ  ଏକ ଥିମ୍ ପାର୍କରେ ଅଗ୍ନିକାଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଦେଶର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ କହିଛି ଯେ ସାନ୍ସି ପ୍ରଦେଶର…
Read More...

ନବରଙ୍ଗପୁରରେ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର: ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗ…
Read More...

ଲେଜର ପରିଚାଳିତ ଟ୍ୟାଙ୍କ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଗୁରୁବାର ଦିନ ମହାରାଷ୍ଟ୍ରର ଅହମ୍ମଦନଗରରେ ସ୍ୱଦେଶୀ ନିର୍ମିତ ଲେଜର ଗାଇଡ୍ ଟ୍ୟାଙ୍କ ବିଦ୍ଧ ଗାଇଡ୍ ମିସାଇଲ୍ (ଏଟିଜିଏମ୍) ସଫଳତାର ସହ ପରୀକ୍ଷଣ କରିବାରେ ଭାରତ ସକ୍ଷମ ହୋଇଛି । ୫କିଲୋମିଟର ଦୂରରୁ ଏହି କ୍ଷେପଣାସ୍ତ୍ର…
Read More...

ଘାତକ ମାସ:କେବଳ ସେପ୍ଟେମ୍ବରରେ ​‌ ମୋଟ ସଂକ୍ରମଣର ୪୧.୫୩% ଓ ମୃତ୍ୟୁର ୩୩.୮୪%

ଦେଶର ମୋଟ କରୋନା ମାମଲା ମଧ୍ୟରୁ ୪୧.୫୩ ପ୍ରତିଶତ କେବଳ ସେପ୍ଟେମ୍ବରରେ ବାହାରିଛି। ଗତ ମାସରେ ଦେଶରେ ୨୬୨୧୪୧୮ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୩୩୩୯୦ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି, ଯାହା ଏହି ମହାମାରୀ ହେତୁ ମୋଟ…
Read More...

ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ପୁଲିସର ଆକ୍ରମଣ ପ୍ରତିବାଦରେ ରାଜ୍ୟ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ହାଥରସ ପୀଡିତାର ପରିବାରକୁ ଭେଟିବାକୁ ଯାଉଥିବା ପ୍ରାକ୍ତନ ଏଆଇସିସି ଅଧକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ…
Read More...

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ; ଖୋର୍ଦ୍ଧା ଜିଲାରୁ ୬ମୃତ

ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…
Read More...

ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆଙ୍କୁ କରୋନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ ହୋଇଛନ୍ତି।  ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟ୍ରମ୍ପ ଓ ତାଙ୍କ…
Read More...

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ଆଦିବାସୀ ସାହିରେ ଶୁକ୍ରବାର ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ନାମ କଟିଆ ମୁର୍ମୁ ବୋଲି ଜଣା ପଡ଼ିଛି।…
Read More...

ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମୁକୁମା ସ୍ଥିତ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର  ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି…
Read More...

ଦେଶରେ ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ କରୋନା ଆକ୍ରାନ୍ତ; ୧,୦୯୫ଜଣ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୧ ହଜାର ୪୮୪  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩…
Read More...

କରୋନା ସଂକଟ ଓ ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀରେ ସମଗ୍ର ପୃଥିବୀ କରୋନା ସଂକଟର ଶିକାର ହୋଇଛି ଓ ଭାରତ ଅତି ଦ୍ରୁତଗତିରେ ବିଶ୍ବରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାକୁ ନେଇ ଏକ ନମ୍ବର ସ୍ଥାନ ପ୍ରାପ୍ତ କରିବାପାଇଁ…
Read More...

ମନ୍ତ୍ରସ୍ରଷ୍ଟା ଓ ମନ୍ତ୍ରଦ୍ରଷ୍ଟା

ମୋହନ ଦାସ କରମଚାନ୍ଦ ଗାନ୍ଧୀ - ଜଣେ ବ୍ୟକ୍ତିତ୍ୱ ନା ଏକ ବିଚାର? - ସେ ସଂଗ୍ରାମୀ ନା ସାଧକ? - ସେ ଏକ ଆଦର୍ଶ ନା ମୂଲ୍ୟବୋଧ? - ସେ ପୂଜ୍ୟ ନା ପୂଜାରୀ? - ଆଜି ୧୫୦ତମ ଜୟନ୍ତୀରେ ଏହି ସବୁ ପ୍ରଶ୍ନ ବୋଧହୁଏ ମୂଲ୍ୟହୀନ।…
Read More...

ଗାନ୍ଧିଜୀଙ୍କ ଶିକ୍ଷା ଦର୍ଶନର ପ୍ରାସଙ୍ଗିକତା

ଶହେରୁ ଊର୍ଦ୍ଧ୍ବ ବର୍ଷ ବିତିଯିବ। ରକ୍ତ ମାଂସର ଶରୀର ଧାରଣ କରି ଏମିତି ଜଣେ ମଣିଷ ଧରାପୃଷ୍ଠରେ ଜନ୍ମ ନେଇଥିଲା ବୋଲି ଲୋକେ ସହଜରେ ବିଶ୍ୱାସ କରି ପାରିବେନି। ଏହା ଥିଲା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କର…
Read More...

ରାଇଡୁ, ବ୍ରାଭୋ ସୁସ୍ଥ : ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଧୋନି

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୧୪ତମ ମ୍ୟାଚ ଶୁକ୍ରବାର ଦୁବାଇରେ ଚେନ୍ନଇ ସୁପରକିଙ୍ଗସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯିବ। ଉଭୟ ଦଳ ପାଇଁ ଏହା ହେବ ଚତୁର୍ଥ ମ୍ୟାଚ।…
Read More...

ସାଲେପୁର ମାଟିରେ ଜାତିର ପିତାଙ୍କ ପଦଯାତ୍ରା

ଗାନ୍ଧୀଜୀ ହେଉଛନ୍ତି ବିଶ୍ୱର ଶାନ୍ତିଦୂତ। ଶାନ୍ତି ଓ ଅହିଂସା ମାଧ୍ୟମରେ ଅସହଯୋଗ ଆନ୍ଦୋଳନ କରି ଭାରତ ବର୍ଷକୁ ବ୍ରିଟିଶ୍‍ ସରକାରଙ୍କ ପରାଧିନତାରୁ ମୁକ୍ତ କରିବାରେ ଗାନ୍ଧୀଙ୍କ ଅବଦାନ ଅନନ୍ୟ। ଆଜି ଏକଥା ଶୁଣିଲେ…
Read More...

ବିଦେଶୀ ବିମାନ ଉଡ଼ାଣର ଆକର୍ଷଣୀୟ ଅଫର୍

ମହାମାରୀର ପ୍ରକୋପ ଦେଖିବା ପରେ ଯାତ୍ରାପ୍ରିୟ ଲୋକ ମନ ମାରି ବସିଛନ୍ତି। ସମସ୍ତଙ୍କର ଗୋଟିଏ କଥା, ଟିକା ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ହିଁ ବୁଦ୍ଧିମାନର ପରିଚୟ। ଏପରିସ୍ଥଳେ ବିମାନ କମ୍ପାନୀଗୁଡ଼ିକ…
Read More...

ମାଧବନ୍‌ଙ୍କ ଆତ୍ମସନ୍ତୋଷ

୧୯୯୭ରେ ଟେଲିଭିଜନରେ ପ୍ରସାରିତ ହେଉଥିବା ‘ସି ହକ୍’ ସିରିଏଲ୍ ଦର୍ଶକଙ୍କ ମନ ଜିଣିନେଇଥିଲା। ବିଭିନ୍ନ ଚରିତ୍ର ମଧ୍ୟରେ ଆର୍.ମାଧବନ୍‌ଙ୍କ କ୍ୟାପଟେନ୍ ଭୂମିକା ମଧ୍ୟ ବେଶ୍ ଆଦୃତ ହୋଇଥିଲା। ଏହା ପରେ ମାଧବନ୍ ଅନ୍ୟ…
Read More...

ଲଘୁଚାପ ଘନୀଭୂତ, ୬ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।…
Read More...

ଚାଲନ୍ତୁ ଗାନ୍ଧୀଙ୍କୁ ଖୋଜିବା

କରୋନା ମହାମାରୀର ଉତ୍ପୀଡନରେ ସାରା ବିଶ୍ୱ ତ୍ରସ୍ତ। ଏ ରୋଗ ସାରା ମାନବ ସମାଜକୁ ଏକ ସମ୍ଭାବ୍ୟ ଅଘଟଣକୁ ନେଇ ଭୟଭୀତ କରି କେବଳ ରଖିନାହିଁ ବରଂ ତା’ର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ଦୋହଲାଇ…
Read More...

ଗାନ୍ଧିଜୀ ଓ ମହାମାରୀ

୧୯୦୪ ମସିହା ମାର୍ଚ୍ଚ ମାସ ୧୮ ତାରିଖ। ଗାନ୍ଧିଜୀ ସେତେବେଳେ ଦକ୍ଷିଣ ଆଫ୍ରିକାର ଜୋହନ୍‌ସବର୍ଗରେ ପରିବାର ସହ ଥାଆନ୍ତି। ସନ୍ଧ୍ୟାରେ କସ୍ତୁରବାଙ୍କୁ ମୋହନଦାସ ଖବର ଦେଲେ, ‘ମୁଁ ଆଜି ଘରକୁ ଆସିପାରିନି। ପିଲାଙ୍କ ଯତ୍ନ…
Read More...

ମାନସିକ ଚାପ କମ୍ କରେ ବାସ୍ତୁ ନିୟମ

ପରିବାର ସଦସ୍ୟଙ୍କ ମଧ୍ୟରେ କଳିଝଗଡ଼ା ହେଲେ ମାନସିକ ଅଶାନ୍ତି ବଢ଼ିଥାଏ। ବାସ୍ତୁ ଶାସ୍ତ୍ରର କେତୋଟି ସରଳ ନିୟମକୁ ମାନିଲେ ମାନସିକ ଚାପ କମ୍ ହେବା ସହ ଘରେ ଶାନ୍ତି ବିରାଜମାନ ହେଉଥିବାର ବାସ୍ତୁବିତ୍‌ଙ୍କ ମତ। -…
Read More...

କୁକୁର ନାକ ସର୍ଜରୀ ପାଇଁ ଖର୍ଚ୍ଚ ୬ଲକ୍ଷ ୬୬ହଜାର ଟଙ୍କା!

ପୋଷା ପ୍ରାଣୀକୁ ଘରର ସଦସ୍ୟ ମନେକରି ତା’ର ସେବାଶୁଶ୍ରୂଷାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ସାଧାରଣ କଥା ନୁହେଁ। ଅଧିକାଂଶ ଲୋକ ପୋଷା ଜନ୍ତୁ ପାଇଁ ଖର୍ଚ୍ଚ କରିବାକୁ ଆଗଭର ମଧ୍ୟ ହୋଇନଥାନ୍ତେ। ବ୍ରିଟେନ୍ ନିବାସୀ…
Read More...

ଫ୍ରେଞ୍ଚ୍‌ ଓପନ୍‌ : ତୃତୀୟ ରାଉଣ୍ଡରେ ଜୋକୋଭିକ୍‌

ପ୍ୟାରିସ୍‌ : ଏଠାରେ ଆୟୋଜିତ ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସ ବିଭାଗ ତୃତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ନୋଭାକ୍‌ ଜୋକୋଭିକ୍‌। ଦ୍ବିତୀୟ ରାଉଣ୍ଡରେ ଜୋକୋଭିକ୍‌ ୬-୧, ୬-୨, ୬-୨…
Read More...

୨୦୨୧ ମାର୍ଚ୍ଚ ଯାଏ କ୍ରେଡିଟ୍‌ ସେଲ୍‌କୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଜାରି ଲକଡାଉନ ସମୟରେ ଯେଉଁ ଯାତ୍ରୀମାନଙ୍କ ବିମାନ ଟିକଟ ବାତିଲ ହୋଇଥିଲା ସେମାନଙ୍କୁ ବଡ଼ ଆଶ୍ୱସ୍ତ ମିଳିଛି। ଯାତ୍ରୀଙ୍କୁ ଏହି ଅର୍ଥ ୧୫ ଦିନ ମଧ୍ୟରେ ଫେରସ୍ତ କରାଯିବ ବୋଲି ବେସାମରିକ…
Read More...

ଥଣ୍ଡାରୁ ରକ୍ଷା ପାଇବାର ଉପାୟ

ଘରେ ହେଉ କିମ୍ବା ବାହାରେ, କେହି ଛିଙ୍କିଲେ ପାଖଆଖରେ ଥିବା ଲୋକେ ଭୟଭୀତ ହୋଇଯାଉଛନ୍ତି। ସାମାନ୍ୟ ଥଣ୍ଡା, ସର୍ଦ୍ଦିରୁ ମଧ୍ୟ ରକ୍ଷା ପାଇବାର ସରଳ ଉପାୟ ହେଉଛି ନିଜ ଖାଦ୍ୟପାନୀୟକୁ ନେଇ ସତର୍କ ରୁହନ୍ତୁ। - କୋହଲା ପାଗ…
Read More...

ହାଫିଜ ବିରୋଧରେ ଇଡିର ଅଭିଯୋଗ ଫର୍ଦ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ ସଇଦ ଓ ଏହାର ପାକିସ୍ତାନ ସହଯୋଗୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ଅଭିଯୋଗଫର୍ଦ ଦାଖଲ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ…
Read More...

ଜୈବ ନିରାପତ୍ତା ବଳୟ ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ : ବିସିସିଆଇ

ନୂଆଦିଲ୍ଲୀ : କରୋନା ସଂକ୍ରମଣକାଳରେ ଜୈବ ନିରାପତ୍ତା ବଳୟ ସୃଷ୍ଟି କରାଯାଇ ୟୁଏଇରେ ଆଇପିଏଲ୍‌ର ଚଳିତ ସଂସ୍କରଣ ଆୟୋଜିତ ହେଉଛି। ଏହି ଜୈବ ନିରାପତ୍ତା ବଳୟ ନିୟମକୁ ଯେଉଁ କ୍ରିକେଟର୍‌, ଦଳୀୟ ପଦାଧିକାରୀ କିମ୍ବା…
Read More...

ଅସ୍ତ୍ରବିରତି ଉଲ୍ଲଙ୍ଘନ; ୩ ଯବାନ ସହିଦ

ଶ୍ରୀନଗର : ଜାମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟ ଦୁଇଟି ସ୍ଥାନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ୩ଜଣ ଯବାନ ସହିଦ ହୋଇଛନ୍ତି। ଗୁରୁବାର କୁପୱାଡା ଜିଲା ନଉଗାଁ ସେକ୍ଟରରେ ହୋଇଥିବା…
Read More...

୩୧ଯାଏ ସ୍ବର୍ଗଦ୍ବାରରେ ବାହାର ଲୋକଙ୍କ ଶବସତ୍କାର ମନା

ପୁରୀ : ସ୍ବର୍ଗଦ୍ବାର ଶ୍ମଶାନରେ ଜିଲା ବାହାର ଲୋକଙ୍କ ଶବସତ୍କାର ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ନିର୍ଦେଶନାମା…
Read More...

ଟ୍ୟାଙ୍କ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ

ମୁମ୍ବଇ : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ନିର୍ମିତ ଲେଜର ପରିଚାଳିତ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର (ଏଟିଜିଏମ୍‌)ର ସଫଳ ପରୀକ୍ଷା କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ…
Read More...

ବଦଳି କଥା ବୁଝୁଛନ୍ତି ସୁପଭାଇଜର; ଡାକ୍ତରଙ୍କ ଡେପୁଟେସନ ବାତିଲ ହେବ

ଖୁଣ୍ଟା : ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ଡାକ୍ତରଙ୍କୁ ବିବାଦୀୟ ପରିସ୍ଥିତିରେ ଡପୁଟେସନରେ ବଦଳି କରାଯାଇଥିବା ନେଇ ଗତ ୨୮ ତାରିଖରେ ନିର୍ଦେଶ ଜାରି କରାଯାଇଥିବା ବେଳେ ଏବେ ଆଶ୍ଚର୍ଯ୍ୟଜନକ ଭାବେ…
Read More...

୬ ଯାଏ ବଢ଼ିଲା +୩ ନାମଲେଖା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ +୩ କଲେଜ (ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ (+୩) ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ଚଳିତ ମାସ ୨୯ ତାରିଖରୁ ଆରମ୍ଭ…
Read More...

ଶୁକ୍ରବାର ରାଶିଫଳ(୨ ଅକ୍ଟୋବର ୨୦୨୦)

ମେଷ: ହାତଛଡ଼ା ହୋଇଥିବା କାର୍ଯ୍ୟଟି ପୁଣି ହସ୍ତଗତ ହୋଇପାରେ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଗୁଣ ସମ୍ପନ୍ନ ହେବେ। ଦାତା ଓ ମାନୀ ହୋଇପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି।…
Read More...

ଆଇପିଏଲ୍‌ରେ ୫ ହଜାର ରନ୍‌ ସଂଗ୍ରହ କଲେ ରୋହିତ

ଆବୁଧାବି : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୫ ହଜାର ରନ୍‌ ସଂଗ୍ରହ କରିବାର ସୌଭାଗ୍ୟ ହାସଲ କରିଛନ୍ତି ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଧିନାୟକ ରୋହିତ ଶର୍ମା। ଆଇପିଏଲ୍‌ରେ ୫…
Read More...

ନିଯୁକ୍ତି ବେଳେ ସପ୍ତମ ପାସ୍‍ ବାଧ୍ୟତାମୂଳକ କରାଯାଉ: ବିରୋଧୀ ଦଳ ନେତା

ଭୁବନେଶ୍ୱର :ରାଜ୍ୟ ସରକାର ଓଡ଼ିଆଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟ ସରକାର ନିଜେ ଯେଉଁ ଆଇନ କରୁଛନ୍ତି ତାକୁ ପାଳନ କରୁନାହାନ୍ତି। ଫଳରେ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପକ୍ଷରେ…
Read More...

୨୦୨୭ ଏଏଫ୍‌ସି ଏସିଆନ କପ୍ : ସମ୍ଭାବ୍ୟ ଭେନ୍ୟୁ ତାଲିକାରେ ଭୁବନେଶ୍ବର

କଟକ : ଦେଶର କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ଏସୀୟ ଫୁଟବଲର ସର୍ବୋଚ୍ଚ ପ୍ରତିଯୋଗିତା ଏଏଫ୍‌ସି କପ୍‌ ଆୟୋଜନ ନେଇ ଆଶା ସୃଷ୍ଟି ହୋଇଛି। ୨୦୨୭ ଏଏଫ୍‌ସି କପ୍ (ଏସିଆନ୍‌ ଫୁଟବଲ କନ୍‌ଫେଡେରେସନ) ଆୟୋଜନ ନେଇ ସର୍ବଭାରତୀୟ…
Read More...

କିଙ୍ଗସ୍ ଏକାଦଶ ପଞ୍ଜାବକୁ ୪୮ ରନରେ ପରାସ୍ତ କଲା ମୁମ୍ବଇ ଇଣ୍ଡିଆନ୍ସ

ଆବୁଧାବି : ଆଇପିଏଲ -୨୦୨୦ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୪୮ରନରେ ପରାସ୍ତ କରିଛି ମୁମ୍ବଇ ଇଣ୍ଡିଆନ୍ସ। ଟସ୍ ଜିତି କିଙ୍ଗସ୍ ଏକାଦଶ ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।…
Read More...

କିରୋସିନି ଦର ୨ ଟଙ୍କା ୧୯ ପଇସା କମିଲା

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ସରକାର କିରୋସିନି ମୂଲ୍ୟରେ ଲିଟର ପିଛା ୨ ଟଙ୍କା ୧୯ ପଇସା ହ୍ରାସ ଘଟାଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଏଡିଏସ୍‌) ବା କ​‌େ​‌ଣ୍ଟ୍ରାଲ ଦୋକାନ ଜରିଆ​‌ରେ ଗରିବ…
Read More...

ଘର ଭିତରୁ ସାପ ଉଦ୍ଧାର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କାଶିବେଡା ବାଲି ସାହିର ବିନୋଦ ମୁଣ୍ଡାଙ୍କ ପରିବାର ଗତକାଲି ଦିନ ବେଳା ବିଲ କାମ କରିବାକୁ ଯାଇଥିବା ସମୟରେ ତାଙ୍କ ଘରକୁ ଏକ ବଡ ଗୋଖର ସାପ ପଶି ଯାଇଥିଲା । ସେମାନେ ଅପରାହ୍ନରେ…
Read More...

କ​‌ରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ: ସିମୁଳିଆ ବିଡ଼ିଓଙ୍କ ପରଲୋକ

କରୋନା ନେଇଛି ଆଉ ଜଣେ ଯୋଦ୍ଧାଙ୍କ ଜୀବନ। ଚିକିତ୍ସାଧୀନ ଅବସ୍ଥାରେ ଓଏଏସ୍ ଅଧିକାରୀ ତଥା ସିମୁଳିଆ ବିଡ଼ିଓ ନରହରି ବେହେରାଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଗତ ସେପ୍ଟେମ୍ବର ୧୭…
Read More...

ଭାରତୀୟ ଲୋକଙ୍କ କୋଭିଡ଼ ପ୍ରତିରୋଧୀ କ୍ଷମତା ୧୨% ଅଧିକ

ଭାରତୀୟ ଲୋକମାନେ କରୋନା ବିରୋଧରେ ଲଢ଼ିବା କ୍ଷମତା ତୁଳନାତ୍ମକ ଭାବରେ ଅଧିକ  । ସେମାନଙ୍କର ଡିଏନ୍ଏରେ ଏକ ଜିନ୍ ଅଛି ଯାହା ୟୁରୋପ ଏବଂ ଆମେରିକାର ଲୋକଙ୍କ ତୁଳନାରେ ଅଧିକ | ଭାରତରେ କରୋନା ଜୀବାଣୁରେ ପୀଡିତ…
Read More...

ଭାଇରାଲ ଭିଡ଼ିଓ: ବିରିୟାନି ଲାଗି ରେସ୍ତୋଁରା ବାହାରେ ୧ କିଲୋମିଟର ଲମ୍ବା ଧାଡ଼ି

ଆଜିଠାରୁ ଦେଶରେ ଲାଗୁ ହୋଇଛି ଅନଲକ୍୫.୦ । ଏହାପରେ ବାଙ୍ଗାଲୋରର ଖାଦ୍ୟପ୍ରେମୀମାନେ ବାହାର ଖାଦ୍ୟ ପାଇଁ ପୁଣି ବାହାରକୁ ବାହାରିଛନ୍ତି । ମାସମାସ ଧରି ବନ୍ଦ ରହିବା ପରେ ଖୋଲିଥିବା ଏକ ବିଖ୍ୟାତ ଦୋକାନର ବିରିୟାନି ପାଇଁ…
Read More...

ଆଜିଠାରୁ ବଦଳିଗଲା ୧୦ ନିୟମ: ଟିଭି ମହଙ୍ଗା, ମୋଟରଯାନ ଓ ସ୍ବାସ୍ଥ୍ୟବୀମାରେ ପରିବର୍ତନ

ଅକ୍ଟୋବର ଆରମ୍ଭରେ ଅନେକ ପରିବର୍ତ୍ତନ ଆସିଛି | ସାଧାରଣ ଲୋକଙ୍କ ସହ ଜଡିତ ଅନେକ ନିୟମ ଆଜିଠାରୁ ପରିବର୍ତ୍ତନ ହେବ |  କେତେକ କ୍ଷେତ୍ରରେ ଲୋକଙ୍କୁ ସୁବିଧା ମିଳିବ ଓ କିଛି କ୍ଷେତ୍ରରେ ପକେଟ୍ ଢ଼ିଲା କରିବାକୁ ପଡ଼ିବ ।…
Read More...

ଜଗତସିଂହପୁର ଜିଲ୍ଲାପାଳଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ କଂଗ୍ରେସର ଦାବି

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ  ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ…
Read More...

କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ତଥ୍ୟ ମିଥ୍ୟା ଓ ବିଭ୍ରାନ୍ତିକର: କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ତଥ୍ୟ ଓଡ଼ିଶାବାସୀଙ୍କ ସାମନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି।…
Read More...

ଜେଏସପିଏଲକୁ ସମ୍ମାନଜନକ ଗ୍ରୀନ୍ ଟେକ୍ ସିଏସଆର ଇଣ୍ଡିଆ ପୁରସ୍କାର

ନୂଆଦିଲ୍ଲୀ : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର ପ୍ରଦାନ…
Read More...

ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଏବଂ ଉତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ…
Read More...

ଦେଶରେ ଦିନକୁ ହାରାହାରି ୮୭ ବଳାତ୍କାର: ଏନସିଆରବି

ଉତ୍ତରପ୍ରଦେଶର ହାଥରାସରେ ଗଣ ବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏଥି ସହିତ ଦେଶରେ ହୋଇଥିବା ଅପରାଧ ବିଷୟରେ ସରକାରୀ ତଥ୍ୟରେ ପ୍ରକାଶ ପାଇଥିବା ସୂଚନା ଚିନ୍ତାଜନକ କୁହାଯାଉଛି । ଏନସିଆରବି ତଥ୍ୟ…
Read More...

ସୁଶାନ୍ତ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘୩୦୨’ ଦଫା ଯୋଡ଼ିବ ସିବିଆଇ, ସିଦ୍ଧାର୍ଥ ପିଥାନି ହେବେ ରାଜସାକ୍ଷୀ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ବର୍ତ୍ତମାନ ଏହି ମାମଲାରେ ଆଇପିସି (ହତ୍ୟା) ର ଧାରା ୩୦୨ ଯୋଡିବାକୁ ବିଚାର କରୁଛି। ଏଆଇଏମ୍ଏସ୍ ଟିମ୍ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି, ଏହା ପରେ…
Read More...

ଭାରତରେ ଟୟୋଟା ଲଞ୍ଚ କଲା ଅର୍ବାନ୍ କ୍ରୁଜର: କିଆ ସୋନେଟ, ଭିଟାରା ବ୍ରିଜା, ହ୍ୟୁଣ୍ଡାଇ ଭେନ୍ୟୁ ସହ କରିବ…

ଟୟୋଟା କିର୍ଲୋସ୍କର ମୋଟର ନିକଟରେ ଭାରତରେ ଏହାର ନୂତନ କମ୍ପାକ୍ଟ ଏସୟୁଭି ଟୟୋଟା ଅର୍ବାନ କ୍ରୁଜର ଲଞ୍ଚ କରିଛି। ଇଞ୍ଜିନ୍ ଏବଂ ଶକ୍ତି ଦୃଷ୍ଟିରୁ, ସହରୀ କ୍ରୁଜରରେ ୧.୫ ଲିଟର ୪ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ଅଛି…
Read More...

ସେପ୍ଟେମ୍ବରରେ ଟୟୋଟା ଗାଡ଼ି ବିକ୍ରି ୨୦% ହ୍ରାସ

ଟୟୋଟା କିର୍ଲୋସ୍କର ମୋଟର ଗୁରୁବାର ସେପ୍ଟେମ୍ବର ୨୦୨୦ ବିକ୍ରୟ ରିପୋର୍ଟ ପ୍ରକାଶ କରିଛି। ସେପ୍ଟେମ୍ବର୨୦୨୦ ରେ କମ୍ପାନୀ ୮୧୧୬ ୟୁନିଟ୍ ବିକ୍ରି କରିବାକୁ ସକ୍ଷମ ହୋଇଛି । ଗତବର୍ଷ ସେପ୍ଟେମ୍ବର​‌ରେ ଟୟୋଟା ୧୦୨୦୩…
Read More...

ସେପ୍ଟେମ୍ବରରେ ଜିଏସଟି ଆଦାୟ ୯୦୩୧ କୋଟି ଟଙ୍କା ବୃଦ୍ଧି

ଦେଶର ଅର୍ଥନୀତି ନିମନ୍ତେ ଗତ ୬ ମାସ ମଧ୍ୟରେ ଆସିଛି ପ୍ରଥମ ଭଲ ଖବର । ଅର୍ଥମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜୁଲାଇ ମାସ ତୁଳନାରେ ସେପ୍ଟେମ୍ବରରେ ୯୦୩୧ କୋଟି ଟଙ୍କା ଅଧିକ ଜିଏସଟି ଆଦାୟ ହୋଇଛି ।…
Read More...

ଲାଗୁ ହେଲା ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ; ୟୁନିଟ୍ ପିଛା ୨୦ ପଇସା ବଢ଼ିଲା

ଭୁବନେଶ୍ବର,: ବଢ଼ିଲା ବିଦ୍ୟୁତ୍ ଶୁଳ୍କ । ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ବିଦ୍ୟୁତ୍‌ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି । ଦର ବୃଦ୍ଧିକୁ ବିରୋଧୀ ଦଳଗୁଡିକ ସହ ବିଦ୍ୟୁତ ଉପଭୋକ୍ତା ଫୋରମ୍‌…
Read More...

ବାଙ୍କୀରେ ଅବକାରୀ ବିଭାଗର ଚଢ଼ାଉ; ୨୭୦୦ଲିଟର ପୋଚ ନଷ୍ଟ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ, ଆଠଗଡ ଅବକାରୀ ବିଭାଗ ଏବଂ କଟକ ମୋବାଇଲ ସ୍କ୍ୱାଡ ନଂ-୧ ମିଳିତ ଭାବରେ ଗୁରୁବାର ବାଙ୍କୀ ଓ ବୈଦେଶ୍ୱର ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ୨୭୦୦ ଲିଟର ପୋଚ ଜବତ…
Read More...

ଜଗତସିଂହପୁର ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳାଯାଉ– କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପକ୍ଷରୁ ଗୁରୁବାର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ…
Read More...

ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

ବାଲେଶ୍ଵର: ବାଲେଶ୍ଵର ଜିଲା ନହର ପାଟଣା ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ବସ ଧକ୍କାରେ ଏକ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

୧୦୦ ବର୍ଷ ଧରି କୌଣସି ମଣିଷ ଯାଇନାହାଁନ୍ତି ଏହି ଯାଗାକୁ , ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଦୁନିଆରେ ଅନେକ ସ୍ଥାନ ଅଛି ଯାହା ଆଜି ବି ରହସ୍ୟମୟ ହୋଇ ରହିଛି। ଏହି ରହସ୍ୟମୟ ପଛରେ ମଧ୍ୟ ଜଡିତ ଥାଏ ଅନେକ ଭୟଙ୍କର କାହାଣୀ। ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଲୋକମାନେ ୧୦୦ ବର୍ଷ ପୂର୍ବେ…
Read More...

ଆଜି ଭାରତରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଅଭେଦ୍ୟ ‘ଉଡ଼ନ୍ତା କିଲ୍ଲା’- ‘ଏୟାର ଇଣ୍ଡିଆ ୱାନ୍’

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବ୍ୟବହାର ପାଇଁ ଆମେରିକାରୁ ଆସୁଥିବା VVIP ବିମାନ 'ଏୟାର ଇଣ୍ଡିଆ ୱାନ' ଆଜି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲ୍ୟାଣ୍ଡ…
Read More...

ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ୱର: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବିଧାନସଭା ଚାଲିଥିବା ବେଳେ ଜଣେ ଯୁବକ ବିଧାନସଭା ସମ୍ମୁଖରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ…
Read More...

ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମଠକୁ…

ଲକ୍ଷ୍ମୌ : ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି ରହିଥିବା ବେଳେ ବଳରାମପୁରରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଯାହା ଉତ୍ତରପ୍ରଦେଶ ସରକାରଙ୍କ ଆଇନ ଶୃଙ୍ଖଳା…
Read More...

ରାଜ୍ୟରେ କରୋନା ନେଲା ଆଉ ୧୭ ଜୀବନ, ଭୁବନେଶ୍ବରରୁ ସର୍ବାଧିକ ୩ ମୃତ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…
Read More...

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲରାଜ୍‌ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା ଘଟିବା ଏବଂ ଦୁଇଟି ଘଟଣାରେ ପୀଡିତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ସରକାରଙ୍କୁ…
Read More...

ହାଥରସ୍‌ ପରେ ବଳରାମପୁରରେ ଆଉ ଜଣେ ଗଣଦୁଷ୍କର୍ମ ପୀଡିତା ଛାତ୍ରୀଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି ରହିଥିବା ବେଳେ ବଳରାମପୁରରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । କଲେଜରେ ଆଡମିଶନ ପାଇଁ ଯାଇଥିବା ଜଣେ ଜଣେ ୨୨…
Read More...

ମାଓବାଦୀଙ୍କ ବର୍ବର କାଣ୍ଡ; ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଲୋକପ୍ରତିନିଧିଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ପରିବାରଲୋକଙ୍କ ସାମ୍ନାରେ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ମାଓବାଦୀମାନେ ୨ଜଣ ଲୋକପ୍ରତିନିଧିଙ୍କୁ ହତ୍ୟା…
Read More...

ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସହ ଭିଡିଓ କଲ୍‌ରେ କଥା ହେଲେ ଯୋଗୀ ; ୨୫ଲକ୍ଷ ଟଙ୍କାର ସହାୟତା, ଜଣେ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ୍ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ସହ ଭିଡିଓ କଲ୍‌ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଭିଡିଓ କଲ ମାଧ୍ୟମରେ ପୀଡିତାଙ୍କ ପରିବାର ସହ…
Read More...

ହାଥରସ ଗଣଦୁଷ୍କର୍ମ ଘଟଣା : ଯାଞ୍ଚ ଆରମ୍ଭ କଲା ଏସଆଇଟି, ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବେ ରାହୁଲ-ପ୍ରିୟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ଚାରିଆଡେ ତୀବ୍ର ବିରୋଧ ଜାରି ରହିଛି । ଗଣଦୁଷ୍କର୍ମରେ ଶିକାର ହୋଇଥିବା ପୀଡ଼ିତା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିବା ପରେ ପୁଲିସ ବିଳମ୍ବିତ…
Read More...

ପାରିବାରିକ କଳିରୁ ହତ୍ୟାକାଣ୍ଡ, ସ୍ତ୍ରୀକୁ କଟୁରିରେ ମାରି ହତ୍ୟା କଲା ସ୍ବାମୀ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହରସିଣା(ଖପଡ଼ା)ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହର କରୁଣ ଚିତ୍ର ଦେଖିବାକୁ ମିଳିଛି। ସ୍ବାମୀ କଟୁରି ପଛପଟେ ସ୍ତ୍ରୀର ମୁଣ୍ଡକୁ ବାଡେଇ ବଡେଇ ହତ୍ୟା…
Read More...

୫ରେ +୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର:ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ…
Read More...

ଦେଶରେ ୨୪ ଘଣ୍ଟାରେ ୮୬ ହଜାର ୮୨୧ ନୂଆ କରୋନା ଆକ୍ରାନ୍ତ; ୧୧୮୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୬ ହଜାର ୮୨୧  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩…
Read More...

ଧିମା ଓଭର ହାର ପାଇଁ ଆୟରଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ଆବୁଧାବି : ମଙ୍ଗଳବାର ଚଳିତ ଆଇପିଏଲ୍‍ରେ ଏଠାରେ ସନ୍‍ରାଇଜର୍ସ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍‍ସ ମଧ୍ୟରେ ମ୍ୟାଚ୍‍ ଖେଳା ଯାଇଥିଲା। ଏହି ମ୍ୟାଚ୍‍ରେ ଧିମା ଓଭରହାର ପାଇଁ ଦିଲ୍ଲୀ କ୍ୟାପିଟାଲ୍‍ସର ଅଧିନାୟକ ଶେୟାସ…
Read More...

ୱାର୍କ ଫ୍ରମ୍ ହୋମ୍ କରୁଥିଲେ ସତର୍କ ରହନ୍ତୁ

ସଫ୍ଟୱେୟାର କମ୍ପାନୀ ସହ ଅନ୍ୟ କେତେକ କମ୍ପାନୀ ବର୍ତ୍ତମାନ ପରିସ୍ଥିତିରେ ୱାର୍କ ଫ୍ରମ୍ ହୋମ୍ ଜରିଆରେ କାମ କରିବାକୁ ଗୁରୁତ୍ବ ଦେଉଛନ୍ତି। ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ଏହି ପ୍ରକ୍ରିୟାରେ କାମ…
Read More...

୪୮ଘଣ୍ଟାରେ ଲଘୁଚାପ, ୪ଦିନ ବର୍ଷା

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…
Read More...

ରୋହିତଙ୍କ ଟାର୍ଗେଟରେ ରାହୁଲ-ମୟଙ୍କ ଯୋଡ଼ି

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୧୩ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ଆବୁଧାବିରେ ଖେଳାଯିବ। ଉଭୟ ଦଳ ଚତୁର୍ଥ ମ୍ୟାଚ…
Read More...